ରାସ୍ତା କାମ ବନ୍ଦ ଯୋଗୁଁ ସରପଞ୍ଚଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କେଶଡିହା ଗ୍ରାମପଞ୍ଚାୟତ ଘୁଟୁସାହି ଯିବାକୁ ଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ସରପଞ୍ଚ ବନ୍ଦ କରି ଦେବା ଯୋଗୁଁ ଗ୍ରାମବାସୀମାନେ ବିଡ଼ିଓଙ୍କ…
Read More...

ଚାଷୀଙ୍କ ନାଁରେ ‘ଭୂତ’ ବିକୁଛି ଧାନ, ଗିଳୁଛି ଟଙ୍କା ; ସନ୍ଦେହ ଘେରରେ ସରମୁହାଣ ପେକ୍ସ ସଂପାଦକ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ଧାନ କିଣା ଚାଲିଛି। ଧାନ କିଣା ନାଁରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ ଆସୁଛି। ଦୁର୍ନୀତିର କେନ୍ଦ୍ର ବିନ୍ଦୁ ପ୍ରାଥମିକ ସମବାୟ ସମିତି(ପେକ୍ସ)। ପେକ୍ସରୁ ଦୁର୍ନୀତିର ଚେର ଲମ୍ବି…
Read More...

‘ତାଲିକାରୁ ନାଁ କାଟି ଦେଲେ ବାବୁ, କାରଣ ଆମେ ଜାଣିନୁ’

ବଲାଙ୍ଗିର : ମୋର ବୟସକୁ ଦେଖନ୍ତୁ। ତା’ ପରେ ଭତ୍ତା ଦିଅନ୍ତୁ। ଯଦି ମୁଁ ଯୋଗ୍ୟ ନୁହେଁ, ତାର କାରଣ ଜଣାଇଦେଲେ ଆମେ ଉପକୃତ ହୁଅନ୍ତୁ। କିନ୍ତୁ ଆବେଦନର ଦୀର୍ଘ ଦୁଇ ବର୍ଷ ହେଲା ଭତ୍ତା ପାଇଁ ଧାଇଁ ଆସୁଥିଲେ ହେଁ କିଛି…
Read More...

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ : ଟିଟିଲାଗଡ ଥାନା ଅନ୍ତର୍ଗତ ଘୁଗୁରପଲା ଗ୍ରାମର ବିଶି ରଣାଙ୍କ ପୁଅ ସରୋଜ ରଣା (୧୯) ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ସଇଁନ୍ତଲା ଥାନା ଅନ୍ତର୍ଗତ ଲୁହୁରାପାଲି…
Read More...

ହରିଶଙ୍କର ଓ ଲୋୟର୍ ସୁକତେଲ ସମୀକ୍ଷା ; ମନ୍ଦିର ଓ ପ୍ରକଳ୍ପ ସ୍ଥଳ ବୁଲିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ବଲାଙ୍ଗିର/ପାଟଣାଗଡ/ଖପ୍ରାଖୋଲ : ବଲାଙ୍ଗିର ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ହରିଶଙ୍କରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ବିକ ବିକାଶ ଖୁବଶୀଘ୍ର ଆରମ୍ଭ କରାଯିବ। ସେହିପରି ବଲାଙ୍ଗିର ଜିଲାର ଜୀବନରେଖା କୁହାଯାଉଥିବା…
Read More...

ଜୋତା ନ ମିଳିବାରୁ ଅଙ୍ଗନବାଡି କର୍ମୀଙ୍କୁ ଆକ୍ରମଣ, କର୍ମୀ ଗୁରୁତର

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ପଞ୍ଚାୟତ ଶାମୁକା ପାଟଣା ଗ୍ରାମର ଅଙ୍ଗବାଡି କେନ୍ଦ୍ର-୧ର କର୍ମୀଙ୍କୁ ଅଭିଭାବକ ଠେଲି ଦେବାରୁ କର୍ମୀ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାର ଜଣାପଡିଛି ।…
Read More...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ନାଁରେ ଏତଲା 

ନବରଙ୍ଗପୁର : ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା ଓ ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ  ପ୍ରଣବ ପ୍ରକାଶ ଦାସଙ୍କର ନାମରେ ନବରଙ୍ଗପୁର ବିଜେପି ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ…
Read More...

ନୂଆଶାସନ ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ, ୪ ପ୍ରାର୍ଥୀପତ୍ର କାଏମ

ପିପିଲି : ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଆସନ୍ତା ୨୪ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ସରପଞ୍ଚ ପଦବୀ ପାଇଁ ମୋଟ୍‍ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଯାଞ୍ଚ ପ୍ରକ୍ରିୟା…
Read More...

ରାଇଘରରେ ବିଜେଡିର ମିଥ୍ୟା ମିଶ୍ରଣ ପର୍ବ – କଂଗ୍ରେସ

ନବରଙ୍ଗପୁର : ଜିଲାର  ରାଇଘର ଠାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଜନତାଦଳ ମିଶ୍ରଣ ପର୍ବ କରିଥିଲା। ଏଥିରେ ମାତ୍ର ୬ହଜାର ଜନତା ଉପସ୍ଥିତ ଥିଲେ। ଏଥିରେ ବିଜେଡି ନେତା ମାନେ ୩ହଜାର କଂଗ୍ରେସ ଓ ବିଜେପି ନେତା…
Read More...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କର ଜିଲାସ୍ତରୀୟ ସମୀକ୍ଷା ବୈଠକ

ନବରଙ୍ଗପୁର : ରାଜ୍ୟଯୋଜନା ବୋର୍ଡର  ଉପାକ୍ଷ୍ୟକ୍ଷ ସଞ୍ଜୟ ଦାଶବର୍ମା ଦୁଇଦିନିଆ ନବରଙ୍ଗପୁର ଗସ୍ତରେ ଆସି ବୁଧବାର ଦିନ ମିଶନଶକ୍ତି ହଲ୍ ଠାରେ ଜିଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲାପାଳ ଡଃ.ଅଜିତ୍‍ କୁମାର…
Read More...

ଦୁଇ ବିଜେଡି ନେତାଙ୍କୁ ଗିରଫ ଦାବି କଲା ଜିଲା ବିଜେପି

ନବରଙ୍ଗପୁର : ନିୟନ୍ତ୍ରୀତ ବଜାର କମିଟିର କୃଷକ ସୂଚନା କେନ୍ଦ୍ର ଉଦ୍‍ଘାଟନ ବେଳେ ଧାରଣାରେ ବସିଥିବା ଗରୀବ ଆଦିବାସୀ, ଚାଷୀ, ମହିଳା  ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଦଳିଚକଟି ଦେଇଥିବା ଅଭିଯୋଗ କରି ନବରଙ୍ଗପୁର…
Read More...

ଶିକାର କରିବାକୁ ଯାଇ ଜଙ୍ଗଲରେ ଯୁବକର ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ମୁଖୀଗୁଡା : ଜଙ୍ଗଲ କୁ ଶିକାର କରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ନିଜ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ଘଟଣା ଘଟିଛି କୁଳିଆମୁଡ଼ା ଜଙ୍ଗଲରେ । ଜୟପାଟଣା ଥାନା ଅନ୍ତର୍ଗତ ବଦପୁଝାରିଗୁଡା…
Read More...

ନୀଳଗିରିରେ ୫ଜଣଙ୍କୁ ଝାମ୍ପି କ୍ଷତାକ୍ତ କଲା ରକ୍ତମୁଖା ଭାଲୁ!

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମିତ୍ରପୁର ଅଞ୍ଚଳଟି ଭାଲୁପ୍ରବଣ ଅଞ୍ଚଳଭାବେ ପରିଚିତ। ତେବେ ଏହି ଅଞ୍ଚଳରେ ଏକ ଭାଲୁ ରକ୍ତମୁଖା ହୋଇ ୫ଜଣଙ୍କୁ ଝାମ୍ପି ରକ୍ତାକ୍ତ କରିଥିବା ଦେଖିବାକୁ ମିଳିଛି।…
Read More...

ବାଲିଖାଦାନକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନ ବଇଁଚା-ନରଣପୁର ବାଲିଖାଦାନକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ନୀଳଗିରି ତହସିଲ ପକ୍ଷରୁ ୫ ବର୍ଷିୟା ଲିଜ୍‌ ସୂତ୍ରରେ ନେଇଥିବା…
Read More...

ପିକ୍‌ଅପ୍ ଗାଡି ଦୁର୍ଘଟଣାରେ ୨ ଆହତ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚାରିଛକ ହାଇସ୍କୁଲ ନିକଟରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ବୋଲେରୋ ପିକଅପ୍ ଗାଡି ଗଛରେ ବାଡେଇ ହୋଇ…
Read More...

ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ବଢିଲା ସମୟସୀମା

ଆରଡି : ମହାମାରୀ କରୋନା ପାଇଁ ଦୀର୍ଘମାସ ଧରି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିବା ପରେ ଗତ ଜାନୁଆରୀ ୩ରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଇଛି। ହେଲେ କୋଭିଡ ନିୟମ ଅନୁଯାୟୀ ସକାଳ ୭ରୁ ସଂଧ୍ୟା ୫ଟା ଯାଏଁ…
Read More...

କୃଷକ ସୂଚନାକେନ୍ଦ୍ର ଉଦ୍‍ଘାଟନ ପୂର୍ବରୁ ଚାଷୀଙ୍କର ଧାରଣା ଓ ହୋହଲ୍ଲା 

ନବରଙ୍ଗପୁର : ଜିଲାରେ ମଣ୍ଡିରେ ଧାନ କିଣାଯାଉ ନ ଥିବାବେଳେ ହଜାରହଜାର କ୍ବୁଣ୍ଟାଲ ଧାନ ପଡି ରହିଛି। ଶୀତକାକରରେ ଚାଷୀ ମାନେ ବସ୍ତବସ୍ତାଧାନ ଆଣି ମଣ୍ଡିର ରଖିଥିଲେ ମଧ୍ୟ ମଣ୍ଡିରୁ ଧାନ ଉଠୁନାହିଁ। ଏପଟେ ନୀୟନ୍ତ୍ରିତ…
Read More...

ଗଞ୍ଜେଇ ଚେର ଲମ୍ବିଛି ଗଜପତିରୁ ବିହାର ; ୧୪୯ କିଲୋ ଜବତ, ଜଣେ ଗିରଫ

ମୋହନା : ମୋହନା ପୁଲିସକୁ ମିଳିଛି ବଡ଼ ସଫଳତା । ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆର୍ ଉଦୟଗିରି ଏସଡିପିଓ  ଦିଲ୍ଲୀପ କୁମାର ନାୟକ ଓ ମୋହନା ଆଇଆଇସି ସୁଜିତ କୁମାର ନାୟକଙ୍କ…
Read More...

ଲୁଟେରା ଗିରଫ, ଲୁଟ୍‍ ମୋବାଇଲ୍‍ ଜବତ

ପିପିଲି : ଜଣେ ମହିଳାଙ୍କ ଠାରୁ ମୋବାଇଲ୍‍ ଓ ଟଙ୍କା ଭର୍ତ୍ତି ଭ୍ୟାନିଟି ବ୍ୟାଗ୍‍ ଲୁଟ୍‍ କରିବା ଘଟଣାରେ ପିପିଲି ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତର ନାମ ମାନସ ନାୟକ…
Read More...

ବାର୍‌ହା ଫାସରେ ବାଘ; ଉଦ୍ଧାର ବେଳେ ବାଘ କାମୁଡାରେ ଜଣେ ଆହତ

ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳର ମାଣିତରା ସେକ୍ସନ ଅନ୍ତର୍ଗତ ବଡ ପଥର କୁଣ୍ଡାଖାଇ ମୁଣ୍ଡିଆରେ ଆଜି ସକାଳେ ବାରହା ଫାସରେ କଲରାପତ୍ରିଆ ବାଘଟିଏ ପଡିବା ଏବଂ ଉଦ୍ଧାର ବେଳେ ବାଘ କାମୁଡାରେ ଜଣେ ଯୁବକ ଆହତ ହୋଇ ସ୍ଥାନୀୟ…
Read More...

ଗର୍ଭବତୀ ଗାଈକୁ ଅମାନୁଷିକ ଭାବେ ହତ୍ୟା ଅଭିଯୋଗ

ବୌଦ୍ଧ : ପଶୁମାନଙ୍କ ପ୍ରତି ମଣିଷ ସମାଜର ନୃଶଂସ ବ୍ୟବହାର ଦିନକୁ ବଢି ଚାଲିଛି। ଏହାକୁ ସରକାର ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରି ଆଇନ କରିଥିଲେ ମଧ୍ୟ କେହି ଖାତିର କରୁନାହିଁନ୍ତି। ଏହାର କାରଣ ଦୃଢ…
Read More...

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଗିରଫ

ବେଗୁନିଆ : ବେଗୁନିଆ ଥାନା ଗେଡ଼ିଆପଲ୍ଲୀ ପଂଚାୟତ ଅନ୍ତର୍ଗତ ଶାମୁକାପାଟଣା ଗ୍ରାମରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ବେଗୁନିଆ ପୁଲିସ ଆଜି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ…
Read More...

ହେଲମେଟ ଯାଞ୍ଚ : ୧୨ ହଜାର ଟଙ୍କା ଜୋରିମାନା ଆଦାୟ

ବେଗୁନିଆ : ବାଘମାରୀ ଥାନା ଅଧିକାରିଣୀ ପ୍ରଣୀତକ୍ଷ ପଟ୍ଟନାୟକ, ଏସ ଆଇ ବ୍ରହ୍ମାନନ୍ଦ ସ୍ୱାଇଁ ଏବଂ ଏଏସଆଇ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ମିଳିତ ଉଦ୍ୟମରେ ଆଜି ସିମୋର ପଂଚାୟତ ଅଧିନସ୍ଥ କଣ୍ଟାମଳିମ ଠାରେ ବାଇକରେ ଯାଉଥିବା…
Read More...

“ସାମ୍ବାଦିକମାନେ ପେସାକୁ ନିଶା ଭାବେ ଗ୍ରହଣ କରିବା ଉଚିତ”

ନବରଙ୍ଗପୁର : ସ୍ଥାନୀୟ ସୌରାସାହି କଲ୍ୟାଣ ମଣ୍ଡପଠାରେ ଜିଲା ସାମ୍ବାଦିକ ସଂଘ (ଓଜେୟୁ)ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ବାଙ୍କ ବିହାରୀ ବିଷୋୟୀ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିବା…
Read More...

ସମ୍ଭାବନା ର ଆଢ଼ୁଆଳରେ ଗୀତାଞ୍ଜଳୀ ର ଜୀବନ ; କିଶୋରୀ ବୟସରେ ସାଜିଛି ଅନ୍ଧ ପିତାଙ୍କ ଆଶାବାଡ଼ି

ରେଙ୍ଗାଲିକେମ୍ପ : କିଶୋର ବୟସ ର ଚପଲତା ଭରା ଓ ଆନନ୍ଦ ଭରା ଅନୁଭୂତି ସବୁ ମଣିଷ ପାଇଁ ଅଭୁଲା। ଜୀବନର ଶେଷ ପର୍ଯ୍ୟନ୍ତ ଏଇ ଅନୁଭୂତି ମଣିଷ ପାଇଁ  ଚିର ସ୍ମରଣୀୟ ହୋଇ ରହେ। ଯେଉଁ ଅନୁଭୂତି ନିରୋଳା ମନରେ ହସ ଖେଳାଇ…
Read More...

ରାଜମିସ୍ତ୍ରୀଙ୍କୁ ଉପକରଣ ବଂଟନ କଲେ ସାଂସଦ ଡ.ଅଚ୍ୟୁତାନନ୍ଦ ସାମନ୍ତ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର କିଟ ପକ୍ଷରୁ ବ୍ଲକସ୍ତରୀୟ ରାଜମିସ୍ତ୍ରୀମାନଙ୍କୁ ଉପକରଣ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ…
Read More...

ଓ.ଟି.ଇ.ଟି ସାର୍ଟିଫିକେଟ ଜାଲିଆତି ପ୍ରସଙ୍ଗ ; ହରଭଙ୍ଗା ବ୍ଲକର ୨୨ ଠିକା ଗଣଶିକ୍ଷକଙ୍କୁ ବହିଷ୍କାର ନିର୍ଦ୍ଦେଶ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓ.ଟି.ଇ.ଟି)ସାର୍ଟିଫିକେଟ ଜାଲ ପ୍ରସଙ୍ଗରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ  ୨୨ଜଣ ଠିକା ଗଣ ଶିକ୍ଷକଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ…
Read More...

ଆଖଣ୍ଡଳମଣିଙ୍କ ପୀଠରେ କାର୍ଯ୍ୟକାରୀ ହେବ ମାଷ୍ଟରପ୍ଲାନ, ଜିଲା ପ୍ରଶାସନ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ଆରଡି : ଦୀର୍ଘବର୍ଷ ପରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଆଖଣ୍ଡଳମଣି ପୀଠରେ କାର୍ଯ୍ୟକାରୀ ହେବ ମାଷ୍ଟରପ୍ଲାନ। ଏଥିପାଇଁ ଗୁରୁବାର ଭଦ୍ରକ ଜିଲାପାଳ ଡ. ଜ୍ଞାନ ଦାସଙ୍କ ସହ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର…
Read More...

ଦୁର୍ଘଟଣାର ୧୮ ଘଣ୍ଟା ପରେ ମୃତଦେହ ଜବତ କଲା ରେଳ ବିଭାଗ

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ରେଳ ଲାଇନ ଅତାବିରା- ଗୋଡ଼ଭଗା ମଝିରେ ଭୋଇପାଲି ଝାଉଁଜୋର ନିକଟ ତଥା ରେଲୱେ ଲାଇନ ଖୁଣ୍ଟ ନଂ ୫୮୫/୨ ପାଖରେ ଦୁର୍ଘଟଣା ପରେ ଏକ ମୃତଦେହ ପଡି ରହିଥିଲା। ଘଣ୍ଟାଏ କି ଦୁଇ…
Read More...

ଅଢେଇ ଲକ୍ଷରୁ ଅଧିକ ଟଙ୍କାର ସାଇବର ଠକେଇ, ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତ ଗିରଫ

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶିକ୍ଷିତ ଦମ୍ପତିଙ୍କ ଠାରୁ ୨ଲକ୍ଷ ୬୫ ହଜାର ଟଙ୍କା ସାଇବର ଠକେଇ ମାମଲାରେ ଭବାନୀପାଟଣା ଟାଉନ ଥାନା ପୁଲିସ ଉତ୍ତରପ୍ରଦେଶରୁ ୫ ଜଣଙ୍କୁ ଗିରଫ କରିଛି। ସେମାନେ ଏହି…
Read More...

ଗଣତନ୍ତ୍ର ଦିବସରେ ୫୬୭ ଫୁଟ ଉଚ୍ଚରେ ଆନ୍ତର୍ଜାତିକ ପର୍ବତାରୋହୀ ଲିପିକାଙ୍କ ସ୍ୱଚ୍ଛ ଭାରତ ଅଭିଯାନ

ରେଙ୍ଗାଲିକେମ୍ପ : ଅତାବିରା ଅଞ୍ଚଳର ଝିଅ ଲିପିକା ସେଠ୍ ବର୍ତ୍ତମାନ ବିଶିଷ୍ଟ ପର୍ବତାରୋହୀ ଭାବରେ ବେଶ୍ ପରିଚିତା। ସେ ତାଙ୍କର ଅଦମ୍ୟ ସାହସ ବଳରେ ଆଜି ଝିଅ ମାନଂକ ପାଇଁ ଏକ ଉଦାହରଣ ସାଜିଛନ୍ତି। ଏହା ବ୍ୟତୀତ ଦିନକୁ…
Read More...

ଦାଦାବଟି ମାଗିବା ଅଭିଯୋଗରେ ଜଣେ ଗିରଫ

ପିପିଲି : ଦାଦାବଟି ମାଗିବା ଅଭିଯୋଗରେ ପିପିଲି ପୁଲିସ ଆଜି ମଠସାହି ଗ୍ରାମର ଗୁଲସନ ମହାନ୍ତି ଓରଫ ଶିବୁ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଭାରତୀ ଏୟାରଟେଲ୍‍ କଂପାନୀର କାର୍ଯ୍ୟ ମଠସାହି ଅଞ୍ଚଳରେ ଚାଲିଥିବା…
Read More...

କପଡା ବ୍ୟାଗ ପ୍ରସ୍ତୁତ କାରୀ କାରଖାନାରେ ଚଢ଼ାଉ, ୪ କ୍ବୁଣ୍ଟାଲ ପଲିଥିନ ଜବତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ପଥରା ଛକ ଠାରେ ମଙ୍ଗଳବାର ଅପରାହ୍ନରେ କପଡା ବ୍ୟାଗ ପ୍ରସ୍ତୁତ କାରଖାନା ଉପରେ ପୁଲିସ ଓ ପ୍ରଶାସନ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ଚଢାଉ ସମୟରେ ସେଠାରୁ କେତେକ ଅଖା ବସ୍ତାରେ…
Read More...

ଗୋରୁ ବେପାରୀଙ୍କୁ ଆକ୍ରମଣ କରି ୬ ଲକ୍ଷରୁ ଅଧିକ ଟଙ୍କା ଲୁଟ, ୨ ଆହତ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି-ସନପଦର ରାସ୍ତା ମଝିରେ କଲିକତାରୁ ଅସୁଥିବା ଏକ କାରରେ ୪ ଜଣ ଗୋରୁ ବେପାରୀଙ୍କ ଠାରୁ ଦୁଇ ଜଣଙ୍କୁ ଆକ୍ରମଣ କରି ୬.୭୭ହଜାର ଟଙ୍କା ଲୁଟ ହୋଇଥିବାର ବେଗୁନିଆ ଥାନାରେ…
Read More...

ବୟସର ଅପରାହ୍ନରେ ଜଗା ଖୋଜୁଛି ଶେଷ ଠିକଣା

ରେଙ୍ଗାଲିକ୍ୟାମ୍ପ : ସାମ୍ପ୍ରତିକ ପରିସ୍ଥିତିରେ ବୟସ ଢଳି ଯିବା ପରେ ମଣିଷ ସମାଜ ପାଇଁ ଅଦରକାରୀ ପରି ମନେ ହେଉଛି । ସତେ ଯେମିତି ସେ ଏକ ବୋଝ ପାଲଟିଯାଏ ଆଜିର ନୂତନ ପିଢ଼ି ପାଇଁ। ନିଜର ବାପା ମାଙ୍କୁ ରାସ୍ତା କଡ଼ରେ…
Read More...

ଆରଡିପୀଠ ଭାଗ୍ୟରେ ନାହିଁ ଓଭରହେଡ ପାଣିଟାଙ୍କି !

ଆରଡି : ଆଉ ରହିବନି ପାନୀୟ ଜଳ ସମସ୍ୟା। ଗାଁ ଗାଁରେ ସ୍ଥାପନ ହୋଇଛି ମଧୁରଜଳ ପ୍ରକଳ୍ପ। ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟ ହେଉ କିମ୍ବା ବିଦ୍ୟୁତ ବିଚ୍ଛିନ୍ନ ହେଉ ଓଭରହେଡ ପାଣିଟାଙ୍କି ଦ୍ୱାରା ଯୋଗାଇ ଦିଆଯାଉଛି…
Read More...

ଗୋପବନ୍ଧୁ ଚିକିତ୍ସାଳୟରେ ୭୨ତମ ଜନରାଜ୍ୟ ଦିବସ ପାଳିତ

ଗୁରୁଡିଝାଟିଆ : ଲୁହ, ଲହୁ ଓ ଆତ୍ମବଳୀ ଦେଇ ଦେଶକୁ ସ୍ୱାଧୀନତା ଦେଇଥିବା ବୀରଙ୍କ ପ୍ରତି ସମ୍ମାନ ଜଣାଇବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ । ଜନରାଜ୍ୟ ଦିବସରେ ପ୍ରତ୍ୟେକ ଭାରତୀୟ ସଂକଳ୍ପ ନେଇ ଆଗଭର ହେବା ଆବଶ୍ୟକ।…
Read More...

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ବ୍ରହ୍ମପୁର ଗ୍ରାମବାସୀଙ୍କ ନିଧି ସଂଗ୍ରହ

ଗୁରୁଡିଝାଟିଆ : ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣପାଇଁ ସାରା ଭାରତବର୍ଷରୁ ନିଧି ସଂଗୃହ କରାଯାଉଛି। ସଂଗୃହୀତ ନିଧିକୁ ମନ୍ଦିର ନିର୍ମାଣାର୍ଥେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ନିକଟକୁ…
Read More...

ସାମାନ୍ୟ ବଚସା ରୁ ଗଣ୍ଡଗୋଳ, ଜଣେ ମୃତ

ନବରଙ୍ଗପୁର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ପରେ ଜଣେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନରସିଂହ ଗୁଡା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି ।…
Read More...

ମାଳବିହାରପୁରରେ ରକ୍ତଦାନ ଶିବିର, ୫୨ୟୁନିଟ୍ ରକ୍ତ ସଂଗ୍ରହ

ବାଙ୍କୀ : ପବିତ୍ର ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କଦଳୀବାଡି ପଞ୍ଚାୟତ ଅଧିନ ମାଳବିହାରପୁର ଗ୍ରାମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସନସାଇନ ୟୁଥ୍ କ୍ଲବ ଆୟୋଜନରେ ଅନୁଷ୍ଠିତ ରକ୍ତଦାନ…
Read More...

୩ୟ ଓ ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ

ବାଙ୍କୀ : ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିଚାଳନାରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସଞ୍ଚାଳିତ ହୋଇଥିବା ୩ୟ ଓ ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାର ଫଳାଫଳ ସୋମବାର ଦିନ ଅପରାହ୍ନରେ ବ୍ଲକ ଶିକ୍ଷାଧିକାରୀ…
Read More...

ବାଙ୍କୀ-ସରଣ୍ଡାଗଡରେ ୭୨ତମ ସାଧାରଣତନ୍ତ୍ର ଦିବସ

ବାଙ୍କୀ : ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡାଗଡରେ ସାଧାରଣତନ୍ତ୍ର ଦିବସ ସାମୂହିକ ଭାବରେ ପାଳିତ ହୋଇଯାଇଛି। ଜାତୀୟ ଉତ୍ସବ ପାଳନ କମିଟି ଆନୁକୂଲ୍ୟରେ ପାଳିତ ହେଉଥିବା ୭୨ତମ…
Read More...

ଅତାବିରାରେ ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା…..

ଅତାବିରା : ବରଗଡ଼ ଜିଲ୍ଳା ଅତାବିରା ସରକାରୀ ବେସରକାରୀ ତଥା ସ୍କୁଲ କଲେଜ ମାନଙ୍କରେ କରୋନା କଟକଣା ଓ ସାମାଜିକ ଦୂରତାକୁ ଆଖି ଆଗରେ ରଖି ୭୨ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। କରୋନା ଯୋଗୁଁ ଜନଗହଳି,…
Read More...

ସାଧାରଣତନ୍ତ୍ର ଦିବସ ଦେଶ ପାଇଁ ଗର୍ବ ଓ ଗୌରବ ର ଦିବସ – ମନ୍ତ୍ରୀ ଅଶୋକ ପଣ୍ଡା 

ଯାଜପୁର : ସାଧାରଣତନ୍ତ୍ର ଦିବସ ଆମ ପାଇଁ ଏକ ଗର୍ବ ଓ ଗୌରବ ର ଦିବସ। ଏହି ଦିବସ ଆମ ପାଇଁ ଅତୀତର ସ୍ମୃତିଚାରଣ ଓ ଭବିଷ୍ୟତ ପାଇଁ ସଂକଳ୍ପବଦ୍ଧ ହେବାକୁ ପ୍ରେରଣା ଯୋଗାଇଥାଏ ବୋଲି  ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ…
Read More...

ଶବ ଛାଡି ଆସି ଶବ ହୋଇଗଲେ, ଟ୍ରକ୍‌ ସହ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ; ୫ ମୃତ

ଭଦୋହି : ଉତ୍ତରପ୍ରଦେଶର ଭଦୋହିରେ ମଙ୍ଗଳବାର ସକାଳେ ଦ୍ରୁତ ଗତିରେ ଥିବା ଏକ ଆମ୍ବୁଲାନ୍ସ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ ଗୋପୀଗଞ୍ଜ କୋଟୱାଲି ଅଞ୍ଚଳର ଆମୱା ଗ୍ରାମରେ ୫ ଜଣଙ୍କର ମୃତ୍ୟୁ ଘଟିଛି।…
Read More...

ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ନବରଙ୍ଗପୁର : ଓଡ଼ିଶା ସରକାରଙ୍କ ମାନ୍ୟବର ଜଳ ସେଚନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ  ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାର ଚାଷୀ ମାନଙ୍କ ପାଇଁ ଆବଶ୍ୟକ ଜଳସେଚନର ସୁବିଧା…
Read More...

ଜିଲା ପଛୁଆ, ମଦ ପିଇବାରେ ଆଗୁଆ

ଭବାନୀପାଟଣା : କଳାହାଣ୍ଡି ଜିଲା ବିକାଶରେ ପଛୁଆ, କିନ୍ତୁ ମଦ ପିଇବାରେ ଆଗୁଆ ରହିଛି। କାରଣ ୨୦୧୯-୨୦ ବର୍ଷରେ ଅବକାରୀ ବିଭାଗ ପକ୍ଷରୁ ଜିଲାକୁ ୪୨ କୋଟି ଟଙ୍କାର ଅର୍ଥଧାର୍ଯ୍ୟ କରାଯାଇଥିଲା, କିନ୍ତୁ ଜିଲାବାସୀ ପିଇଗଲେ…
Read More...

ଏକାଦଶ ଜାତୀୟ ମତଦାତା ଦିବସ – ୨୦୨୧ ପାଳିତ

ନବରଙ୍ଗପୁର : ଆଜି ଏକାଦଶତମ ଜାତୀୟ ମତଦାତା ଦିବସ ନବରଙ୍ଗପୁର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ପାଳିତ ହୋଇଯାଇଛି । ଆଜି ସାରା ଦେଶରେ ଏକାଦଶ ଜାତୀୟ ଭୋଟର ଦିବସ ପାଳନ କରାଯାଉଥିବା ବେଳେ ନିର୍ବାଚନ କମିଶନ…
Read More...

ଭୂଷଣ କମ୍ପାନୀ ପକ୍ଷରୁ ଲପଙ୍ଗାକୁ ପାନୀୟ ଜଳ ଯୋଗାଣ ପାଇଁ ଦାବି

ରେଙ୍ଗାଲି : ଲପଙ୍ଗା ଗ୍ରାମକୁ ଭୁଷଣ ଷ୍ଟିଲ୍ କମ୍ପାନୀ ପକ୍ଷରୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବାକୁ ଲପଙ୍ଗା ସରପଞ୍ଚ ପ୍ରଶାନ୍ତ ଗୁରୁ ଆଜି ଭୁଷଣ ଷ୍ଟିଲ୍ କମ୍ପାନୀର ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀଙ୍କୁ…
Read More...

କଫ୍ ସିରଫ୍ ଜବତ

ରେଙ୍ଗାଲି : ଠେଲକୁଲି ଥାନା ଅନ୍ତର୍ଗତ ଶରଧାପାଲି ଗ୍ରାମରେ ପୁଲିସ ଚଢଉ କରି ୩୭ ବୋତଲ କଫ୍ ସିରଫ ଜବତ କରିଛି। କଫ୍ ସିରଫ୍ କାରବାରରେ ସଂପୃକ୍ତ ଥିବା ଶରଧାପାଲି ଗ୍ରାମର ଦଶରଥ ବେହେରା(୪୦) କୁ ଗିରଫ କରି କୋର୍ଟ ଚାଲାଣ…
Read More...

ରେଙ୍ଗାଲିରେ ଭୋଟର ଦିବସ ପାଳିତ

ରେଙ୍ଗାଲି : ଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟରେ ଆଜି ଜାତୀୟ ଭୋଟର ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ ସଂଯୋଜକ ଅଧ୍ୟାପକ ବିଶ୍ୱନାଥ ପଟେଲ ଛାତ୍ରଛାତ୍ରୀମାନଙ୍କୁ ଭୋଟ…
Read More...

ସରକାର ଦେଇଥିଲେ, କମ୍ପାନୀ ଛଡାଇ ନେଲା : ୧୦ ବର୍ଷ ପରେ ବି ମିଳୁନି ନ୍ୟାୟ

ରେଙ୍ଗାଲି (ପରମାଣପୁର) : ସମ୍ବଲପୁର ଜିଲ୍ଲାର ପରମାଣପୁର ପାଖ ନୁଆଁମୁଣ୍ଡାରେ ପ୍ରତିଷ୍ଠା ହୋଇଛି ବିଶାଖା ଆଜବେଷ୍ଟସ୍ କମ୍ପାନୀ । ୧୦ ବର୍ଷ ହେଲା ଚାଲିଥିବା ଏହି କମ୍ପାନୀ ୧୦ଟି ଆଦିବାସୀ ଏବଂ ପଛୁଆବର୍ଗ ପରିବାର ଜମିକୁ…
Read More...

ଜେନାପୁର ଥାନା ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ

ଗଡ଼ମଧୁପୁର : ଜେନାପୁର ଥାନା ସଚେତନ ନାଗରିକ ମଂଚ ଓ କିଛି ସାମାଜିକ ଅନୁଷ୍ଠାନର ସହଯୋଗରେ ଜୋନାପୁର ଅଂଚଳରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଜେନାପୁର ଥନାଧିକାରୀ ଆଶିସ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ…
Read More...

ମତଗୁଞ୍ଜର ନାଳ ଉପରେ ପୋଲ ନିର୍ମାଣ ପାଇଁ ଦାବି  

ଗଡ଼ମଧୁପୁର : ଦୁଇ ପଂଚାୟତକୁ ଅଲଗା କରିଛି ମତଗୁଞ୍ଜର ନାଳ। ଧର୍ମଶାଳା ବ୍ଲକର ଜେନାପୁର ଓ ଅଭିଭକ୍ତ କମାଗଡ ପଂଚାୟତର ଦୁଇ ସୀମାନ୍ତ ଗାଁ ଘାସିବର ଓ ଖରିଲୋ ଗ୍ରାମକୁ ଏହି ନାଳ ପରସ୍ପର ଠାରୁ ଅଲଗା କରିଛି। ହେଲେ ଏହି ନାଳ…
Read More...

ସାରନଗରୀରେ ବୁଲିଲା ନିଧି ସମର୍ପଣ ରଥ

ସାରନଗରୀ : ଶହ ଶହ ବର୍ଷର ସ୍ୱପ୍ନ ସାକାର ହେବାର ଅଲୌକିକ ମୁହୂର୍ତ୍ତ ୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ଆସି ଉପସ୍ଥିତ ହୋଇଛି । ସୂର୍ୟ୍ୟମହନ୍ତ ନୃତ୍ୟଗୋପାଳ ଦାସଙ୍କ ସହିତ ଦେଶର ଆଧ୍ୟାତ୍ମିକ ଧାରାର ପୂଜ୍ୟ ଆଚାର୍ୟ୍ୟ…
Read More...

ଶ୍ରୀରାମ ଜନ୍ମ ଭୂମିରେ ମନ୍ଦିର ନିର୍ମାଣ ପାଇଁ ଅତାବିରାରେ ନିଧି ସମର୍ପଣ ଆରମ୍ଭ….

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଳା ଅତାବିରା ବଜରଙ୍ଗ ଦଳ,ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସଙ୍କଟ ମୋଚନ ହନୁମାନ ମନ୍ଦିର ଠାରେ ଶ୍ରୀରାମ ଜନ୍ମ ଭୂମିର ମନ୍ଦିର…
Read More...

‘କୃତ୍ରିମ ହୁସିଆର୍ ବ୍ୟବହାର ଦ୍ଵାରା ସମାଜର ଅନେକ ସମସ୍ୟା ଦୂର ହୋଇ ପାରିବ’

ନବରଙ୍ଗପୁର:  ନୂତନ ଜ୍ଞାନ କୌଶଳର ବ୍ୟବହାର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କୃତ୍ରିମ ହୁସିଆର୍ ବା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସି ର ବ୍ୟବହାର ଅଧିକ ମାତ୍ରାରେ ବୃଦ୍ଧି ପାଇଛି ବୋଲି ରାଜସ୍ଥାନ କେନ୍ଦ୍ରୀୟ…
Read More...

ଦୁଇବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ଆରସିଏମ୍‍ସିର ଦୋକାନ ଗୃହ

ନବରଙ୍ଗପୁର :  ନବରଙ୍ଗପୁର ସହରର ଗାନ୍ଧିଛକ ନିକଟରେ ମୁଖ୍ୟରାସ୍ତାରେ ରାଜ୍ୟସରକାରଙ୍କର ସମବାୟ ବିଭାଗ ଅଧିନରେ ଥିବା ଆରସିଏମସିର ୮ଟି ଦୋକାନ ଗୃହ ରହିଥିଲା। ଏଠାରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ୮ଟି ବ୍ୟବସାୟୀ…
Read More...

ବେଳାଭୂମିରେ ୪ ଯୁବକଙ୍କ ଆତଙ୍କ ରାଜ, ପର୍ଯ୍ୟଟକ ସମେତ ପୁଲିସକୁ ଆକ୍ରମଣ ଅଭିଯୋଗ, କୋର୍ଟ ଚାଲାଣ

ଗୋପାଳପୁର : ଆସିକା ଓ ହିଞ୍ଜିଳିକାଟୁ ଅଞ୍ଚଳର ଚାରିଜଣ ଯୁବକ ଗତ ଶନିବାର ସଂଧ୍ୟାରେ ଗୋପାଳପୁର ବୁଲିବାକୁ ଆସି ବେଳାଭୂମିରେ ବୁଲୁଥିବା କିଛି ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ କରିବଥିବା ଅଭିଯୋଗ ହୋଇଥିଲା। ଘଟଣାସ୍ଥଳରେ…
Read More...

କୋଭିଡ କଟକଣା ହଟିବା ପରେ ଭୀମକୁଣ୍ଡରେ ପର୍ଯ୍ୟଟକଙ୍କ ଭିଡ ଜମିଲା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଘାଟବାଲିଯୋଡି ସ୍ଥିତ ପୂଣ୍ୟତୋୟା ବୈତରଣୀର ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳରେ ଗତ ୧୬ ତାରିଖରୁ କୋଭିଡ କଟକଣା ହଟିଯାଇଥିବା ବେଳେ ଆଜି ରବିବାର ଥିବାରୁ ଏହି ସ୍ଥାନ ପର୍ଯ୍ୟଟକଙ୍କ ସମାଗମରେ…
Read More...

ପାଟଣାର ବିଭିନ୍ନ ସ୍ଥାନରେ ଜାତୀୟ ଶିଶୁକନ୍ୟା ଦିବସ ପାଳିତ

ପାଟଣା :  ଆଜି ସାରା ଦେଶରେ ଜାତୀୟ ଶିଶୁକନ୍ୟା ଦିବସ ପାଳନ କରାଯାଉଛି। ଏହି ଅବସରରେ ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଟାଟା ଆସପାୟର ପକ୍ଷରୁ ଶିଶୁ କନ୍ୟା ଦିବସ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ଗୁଣିଗାରେଡି ସମ୍ବନ୍ଧୀୟ ସଚେତନତା ଅଭିଯାନ

ପାଟଣା : ଢେଙ୍କିକୋଟ ନିକଟସ୍ଥ ଖଣ୍ଟଘର ପଞ୍ଚାୟତ କାଶିବେଡା ଗ୍ରାମରେ ଭାରତ ସରକାରଙ୍କ ଅଧିନସ୍ଥ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସହାୟତାରେ ଶକ୍ତି ସଂଗଠନ ପକ୍ଷରୁ ରବିବାର ଏକ ଗୁଣିଗାରେଡି ସମ୍ବନ୍ଧୀୟ ସଚେତନତା…
Read More...

ସାପ କାମୁଡ଼ାରେ ଶିଶୁ ମୃତ

ବରପାଲି : ବରପାଲି ଡ଼ାକ୍ତରଖାନାରେ ଏକ ଚାରିବର୍ଷର ଶିଶୁ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛି। ରବିବାର ମଧ୍ୟାହ୍ନ ସମୟରେ ରାମପୁର ଥାନା ନାଇକେନପାଲି ଗାଁର ଦୌଲତ ନାଏକଙ୍କ ଘର ପଛପଟେ ଏକ ଧାନଖଳାରେ ଛୁଆମାନେ ଖେଳୂଥିଲେ।…
Read More...

ଦାଦାଙ୍କ ଛୁରା ମାଡରେ ଝିଆରୀ ଗୁରୁତର

ବୁଗୁଡ଼ା : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗ୍ରାମରେ ରବିବାର ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ସଂପର୍କୀୟ ଦାଦାଙ୍କ ଛୁରା ମାଡରେ ଝିଆରୀ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର…
Read More...

ଦିଲ୍ଲୀରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ, ତିନି ଜଣ ଯୁବତୀଙ୍କ ସମେତ ୬ ଗିରଫ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପୂର୍ବରୁ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଶିଣୁବାକୁ ମିଳିଛି। ଦିଲ୍ଲୀର ଖାନ ମାର୍କେଟ ମେଟ୍ରୋ ଷ୍ଟେସନ ବାହାରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ସ୍ଥାନୀୟ…
Read More...

ଜିଲ୍ଲା ପ୍ରଥମ ଆଇପିଏସ୍ ଯୋହନ ନାୟକଙ୍କୁ ଜନ୍ମମାଟିରେ ଗଭୀର ଶ୍ରଦ୍ଧାଞ୍ଜଳି

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲାର ପ୍ରଥମ ଆଇପିଏସ ସ୍ବର୍ଗତ ଯୋହନ ନାୟକ (୭୮)ଙ୍କୁ ତାଙ୍କ ନିଜ ଜନ୍ମମାଟି ପେଟାପାଙ୍ଗା ପଞ୍ଚାୟତ ସ୍ଥିତ ଲୋହରଙ୍ଗିଆ ଗ୍ରାମରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ପୂର୍ବତନ…
Read More...

ବଲେରୋ ଧକ୍କାରେ ବୃଦ୍ଧ ମୃତ, ଏନ୍ଏଚ୍ ୨୬ ଅବରୋଧ   

ସଇଁନ୍ତଲା/ବେଲଗାଁ : ବଲାଙ୍ଗିର ଜାତୀୟ ରାଜପଥ ୨୬ର ଜଲିଆ ଛକ ଠାରେ ଏକ ବୋଲେରୋ ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏନେଇ ଉତ୍ତେଜନା ପ୍ରକାଶ ପାଇବା ସହ ପରିବାର ତଥା ସ୍ଥାନୀୟ ଲୋକେ କ୍ଷତିପୁରଣ ଦାବିରେ…
Read More...

ଫେସ୍‌ବୁକ୍ ପୋଷ୍ଟ : ବିଧାୟକଙ୍କ କାକା ନାଁରେ ଥାନାରେ ଏତଲା

ଲୋଇସିଂହା : ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗଙ୍କ କାକା ସ୍ଥାନୀୟ ବିଜେଡି ସମର୍ଥକ ଝସକେତନ ମହାନନ୍ଦଙ୍କୁ ଜୀବନରେ ମାରି ଦେବା ପାଇଁ ଧମକ ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ନେଇ ଶନିବାର ଲୋଇସିଂହା ଥାନାରେ…
Read More...

ଝିମିଟି ଖେଳରୁ ମହାଭାରତ ; ଛେଳି ଚରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ବଲାଙ୍ଗିର/ଦେଓଗାଁ : ମୁଗ କ୍ଷେତକୁ ପାଣି ଦେବା ପାଇଁ ପାଇପ୍ ବିଛା ଯାଇଥିଲା। ଏହି ପାଇପ୍‌କୁ ଛେଳି ମାଡିଦେଲା। ଆଉ ଏହି ଛେଳି ଚରାକୁ ନେଇ ଆରମ୍ଭ ହୋଇଥିଲା ଝଗଡ଼ା। ସାଧାରଣ ଛେଳି ଚରା ଘଟଣା ଯେ ଏତେ ଭୟଙ୍କର ହେବ ତାହା…
Read More...

ଅତାବିରାରେ ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ….

ବରଗଡ଼ : ଅତାବିରାବ୍ଲକ ଶିକ୍ଷା ଅଧୀନରେ ଥିବା ୩୨ଟି ହାଇସ୍କୁଲ ଓ ଯୁକ୍ତ-୨ କଲେଜରେ କରୋନା କଟକଣା ନିୟମକୁ ପାଳନ କରି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳନ ହୋଇଯାଇଛି। କରୋନା ଯୋଗୁଁ…
Read More...

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସହର ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା।…
Read More...

ଗଣ୍ଡ ସମାଜ ପକ୍ଷରୁ କନ୍ତଲ ଇଷ୍ଟ ଦେବ ବୁଢାଦେଓଙ୍କ ବାର୍ଷିକ ଉତ୍ସବ

ରେଙ୍ଗାଲିକେମ : ବରଗଡ଼ଜିଲ୍ଲା ଅତାବିରା ବ୍ଲକ ଟାଙ୍ଗରପାଲି ପଞ୍ଚାୟତ କନ୍ତଲ ଗ୍ରାମରେ ଅଖିଳ ଭାରତୀୟ ଗଣ୍ଡ ସମାଜ ପକ୍ଷରୁ ସମାଜର ଇଷ୍ଟଦେବ ବୁଢ଼ାଦେଓ ଙ୍କ ବାର୍ଷିକ ଉତ୍ସବ ସହ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ…
Read More...

ନେତାଜୀ ଜୟନ୍ତୀରେ ରକ୍ତଦାନ ଶିବିର, ୨୭ୟୁନିଟ ରକ୍ତ ସଂଗ୍ରହ

ବେଗୁନିଆ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ପୂଣ୍ୟତିଥିରେ ବେଗୁନିଆ ସଦର ମହକୁମାସ୍ଥିତ ଆଦର୍ଶ କ୍ଲବ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୭ ୟୁନିଟ ରକ୍ତ…
Read More...

ମୂଲ୍ୟବାନ୍ ଚୋରୀ ସାମଗ୍ରୀ ଜବଦ : ଜଣେ ଗିରଫ

ଆରଡି : ଭଦ୍ରକ ଜିଲା ଆରଡି ଫାଣ୍ଡି ଅଧିନସ୍ଥ ବୋଡକ ଗାଁରେ ଗତ ୪ଦିନ ତଳେ କେତେକଙ୍କ ଘରୁ ସୁନା ଅଳଙ୍କାର ସହ ଅନ୍ୟାନ ସାମଗ୍ରୀ ଚୋରୀ ହୋଇଥିଲା। ଏପରି ଅଭିଯୋଗ ପାଇବା ପରେ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ…
Read More...

ଧୂଳିଧୁଆଁ ଯୋଗୁଁ ଲୋକେ ଅତିଷ୍ଠ ; ୧୨ଘଣ୍ଟାରୁ ଅଧିକ ସମୟ ରାସ୍ତାରୋକ

ଗଡ଼ମଧୁପୁର : ୨୪ଘଣ୍ଟା ଧରି ରାସ୍ତାରେ ଚାଲିଛି ପଥର ବୋଝେଇ ଗାଡି। ଚିପ୍ସ, ମେଣ୍ଟାଲ, ବୋଲଡର, ସ୍ପଲ ବୋଝେଇ ଗାଡିର ଧୁଆଁ ଓ ଧୁଳିରେ ଅତିଷ୍ଟ ହେଲେଣି ରାସ୍ତା ପାର୍ଶ୍ବରେ ଘର କରି ରହୁଥିବା ଅନେକ ପରିବାର। ଅନେକବାର…
Read More...

ନେତାଜୀ ସାମ୍ବାଦିକ ସଙ୍ଘ ପକ୍ଷରୁ ନେତାଜୀ ଜୟନ୍ତୀ ପଳିତ

ଗଡ଼ମଧୁପୁର : ୧୮୯୭ ମସିହାରେ କଟକଠାରେ ଜନ୍ମ ଗ୍ରହଣ କରିଥିବା ମହାନ ଜନନାୟକ ନେତଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ପବିତ୍ର ଜନ୍ମତିଥି। ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ନେତାଜୀ ସାମ୍ବାଦିକ ସଙ୍ଘ ପକ୍ଷରୁ…
Read More...

ବୀଣାପାଣି ଯୁବକ ସଂଘ ଅନ୍ୟଙ୍କ ପାଇଁ ପ୍ରେରଣା – ପ୍ରୀତିରଂଜନ

ଯାଜପୁର : କରୋନା ମହାମାରୀ ସମୟରେ ଲୋକେ ଯେତେବେଳେ ଘରୁ ବାହାରିବାକୁ ଡରୁଥିଲେ ସେହି ସମୟରେ ବୀଣାପାଣି ଯୁବକ ସଂଘ ନିଜର ସାମାଜିକ ଦାୟିତ୍ୱବୋଧତାକୁ ଭୁଲିନଥିଲା । କରୋନାକୁ ଖାତିର ନକରି ନିଜର ଅଂଚଳର ଗରୀବ ଖଟିଖିଆ…
Read More...

ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଦିବସ ସ୍ମୃତିରେ ମାଗଣା ସ୍ଵାସ୍ଥ୍ୟ ସେବା ଓ ରକ୍ତଦାନ ଶିବିର

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଳା ଅତାବିରା ଲାଦେର ପାଲି ରାମଚଣ୍ଡୀ ମନ୍ଦିରର ଆଜି ପ୍ରତିଷ୍ଠା ଦିବସ। ଏହି ଅବସରରେ ଉକ୍ତ ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅତାବିରା ଜନ କଲ୍ୟାଣ କୁଲତା ସମାଜ ଓ ସମ୍ବଲପୁର ତ୍ରିଲୋଚନ…
Read More...

ଦମ୍ପତିଙ୍କୁ ଛୁଇଁଲାଣି ବୟସ ୭୦, ତଥାପି ପାଇ ପାରୁ ନାହାଁନ୍ତି ବାର୍ଦ୍ଧକ୍ୟ ଭତ୍ତା

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲ୍ଲା ଗ୍ରାମର ୬ ନମ୍ବର ୱାର୍ଡରେ ବସବାସ କରୁଥିବା ଦେବରାଜ ନାୟକ( ୭୦) ଓ ତାଙ୍କ ପତ୍ନୀ ତୁଳସୀ ନାୟକଙ୍କୁ( ୬୭)ବର୍ଷ ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ଆଜି…
Read More...

ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ବିଜେପିର ଦାବିପତ୍ର

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ଆଜି ବଙ୍ଗୋମୁଣ୍ଡା ଥାନାଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ପାଖକୁ ଏକ ଦାବିପତ୍ର ପଠାଯାଇଛି। ଚାଷୀଙ୍କ ଉତ୍ପାଦିତ ସମସ୍ତ ଧାନ ସରକାରଙ୍କ ଦ୍ୱାରା…
Read More...

ଅବହେଳିତ ରାଣୀପୁର ଝରିଆଲ ; ଜାତୀୟ ଐତିହ୍ୟ ସ୍ମାରକୀ ପରେ ମଧ୍ୟ ସୁରକ୍ଷା ଓ ବିକାଶ ଅପହଞ୍ଚ

ବଲାଙ୍ଗିର (ଅଶୋକ କୁମାର ଭୋଇ) : ବଙ୍ଗୋମୁଣ୍ଡା ବ୍ଲକର ନବମ ଶତାଦ୍ଦୀର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲର ଆଶା ଅନୁସାରେ ବିକାଶ ହୋଇପାରିନାହିଁ। ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ରହିଥିଲେ ମଧ୍ୟ…
Read More...

କପିଲାଭଟା କୁ ସ୍ୱଚ୍ଛ ଓ ସବୁଜ ଗ୍ରାମ ଅଭିଯାନ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତର ଅଗ୍ରଣୀ ଯୁବ ଅନୁଷ୍ଠାନ ମା’ ସାହାଜୀ ଯୁବକ ସଂଘ କପିଲାଭଟା ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଲିତ ଆନୁକୁଲ୍ୟରେ ସ୍ୱଚ୍ଛ ଓ ସବୁଜ ଗ୍ରାମ…
Read More...

ରେଙ୍ଗାଲିରେ ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ

ରେଙ୍ଗାଲି : ରେଙ୍ଗାଲି ପୁଳିସ ପକ୍ଷରୁ ଏଲ୍.ଏଣ୍ଡ୍.ଟି କମ୍ପାନୀର ସହଯୋଗରେ ଆଜି ୩୨ତମ ଜାତୀୟ  ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ୱର ସାହୁଙ୍କ…
Read More...

 ୫ଟି ପଥର ବୋଝେଇ ଟ୍ରକ ଜବତ କଲେ ତହସିଲଦାର

ବେଗୁନିଆ : ବେଗୁନିଆରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ତହସିଲ ଅଂଚଳରେ ଚାଲୁଥିବା ବହୁ ବେଆଇନ ପଥର ଖଣି ଉପରେ ଚଢ଼ଉ କରି ପଥର ମାଫିଆମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବାବେଳେ ସେମାନେ…
Read More...

ସଡ଼କ ସୁରକ୍ଷା ସଚେତନତା ; ସକାଳେ ଗୋଲାପ, ସନ୍ଧ୍ୟାରେ ଜୋରିମାନା

ମୋହନା : ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ, ଅଡବା ଏବଂ ମୋହନା ଥାନା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ରାଲି ସ୍ଥାନୀୟ କଲେଜ ଛକ ଠାରୁ ବାହାରି ହାଇସ୍କୁଲ ଛକ ପର୍ୟ୍ୟନ୍ତ ସହର ପରିକ୍ରମା କରିଥିଲା।…
Read More...

ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ଚୌହାନ ବଂଶର ସ୍ମାରକୀ ; ଜରାଜୀର୍ଣ୍ଣ ଅବସ୍ଥାରେ ଖିଣ୍ଡାର ରାଧାକୃଷ୍ଣ ମନ୍ଦିର

ରେଙ୍ଗାଲି(ହରିହର ନାଥ) : ସରକାର ପୁରାତନ କିର୍ତ୍ତୀରାଜି ତଥା ଐତିହ ଗୁଡିକର ସୁରକ୍ଷା ପାଇଁ ବଦ୍ଧ ପରିକର ବୋଲି ବିଭିନ୍ନ ସମୟରେ କହି ଆସୁଛନ୍ତି। ପ୍ରତିବର୍ଷ  ଅପ୍ରେଲ୍ ମାସ ୧୫ ତାରିଖ ଦିନ ବିଶ୍ୱ ଐତିହ ଦିବସ ମଧ୍ୟ…
Read More...

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟିକାକରଣ

ଗୁରୁଡିଝାଟିଆ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପ୍ରଥମ ଦିନରେ ୭୬ଜଣ କରୋନା ଟିକା ନେଇଛନ୍ତି। ଏଥିରେ ୧୨ଜଣ ଡାକ୍ତର, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟକର୍ମୀ ସମେତ ଚିକିତ୍ସା କର୍ମଚାରୀମାନେ ଅନ୍ତର୍ଭୁକ୍ତ…
Read More...

କୁସୁମଡିହିରେ ସଞ୍ଚୟ ମେଳା

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ଝାଙ୍କରପାଲି ପଞ୍ଚାୟତର କୁସୁମଡିହି ଠାରେ ଆଜି ସଞ୍ଚୟ ମେଳା ଅନୁଷ୍ଠିତ ହୋଇଯାଇଛି। ମାନବ ଅଧିକାର ସେବା ସମିତି (ମାସ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଣିଧନ ନିରୀକ୍ଷକ…
Read More...

ସବୁ ଲାଗିଛି ହେଲେ ଲାଇନ ଦେଖା ନାହିଁ, ୨ ବର୍ଷ ହେଲା ମହିମୁଣ୍ଡା ଗାଁ ଲୋକେ ଅସହାୟ

ବଲାଙ୍ଗିର : ଗାଁ ମୁଣ୍ଡରେ ଟ୍ରାନ୍ସଫର୍ମର୍ ଲାଗିଛି। ତାର ବି ଲମ୍ବିଛି ବିଦ୍ୟୁତ ଖୁଣ୍ଟ ଯାଏଁ। ଖୁଣ୍ଟରୁ ଘରକୁ ବି ସଂଯୋଗ ଦିଆଯାଇଛି। ଘରେ ସୁଇଚ୍ ବୋର୍ଡ ଲାଗିଛି। ସବୁ ଠିକ୍‌ଠାକ୍ ଅଛି। ହେଲେ ଗଲା ଦୁଇ ବର୍ଷ ହେଲା…
Read More...

’ପିଆଜ ଘର’ ହରିଲୁଟ ପଛରେ ସବ୍‌ସିଡି ମୋହ

ବଲାଙ୍ଗିର : ରାଜ୍ୟର ଅନ୍ୟ ଜିଲା ତୁଳନାରେ ବଲାଙ୍ଗିର ଜିଲା ପିଆଜ ଚାଷ ପାଇଁ ବେଶ ଜଣାଶୁଣା। ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କର ଅନେକ ଯୋଜନା ରହିଛି। ଏହି ଯୋଜନା ମଧ୍ୟରେ ଚାଷୀ ପିଆଜ ଅମଳ ପରେ…
Read More...

ଉପେକ୍ଷିତ ମହାନାୟକ ଏବଂ ଅବହେଳିତ ସ୍ମୃତିପୀଠ; ସାଲିସ ବିହୀନ ସଂଗ୍ରାମର ଲେଲିହାନ୍ ଶିଖା ବିପ୍ଳବୀ ବୀର ସୁରେନ୍ଦ୍ର ସାଏ

ରେଙ୍ଗାଲି (ହରିହର ନାଥ) : ଜାତୀୟ ମୁକ୍ତି ସଂଗ୍ରାମରେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ ଏବଂ ଅବିସ୍ମରଣୀୟ। ତେବେ ବିଡମ୍ବନାର ବିଷୟ ଯେ ସ୍ୱାଧିନତା ସଂଗ୍ରାମର ଅଗ୍ରଣୀ ସେନାପତି ବୀର ସୁରେନ୍ଦ୍ର…
Read More...

ବିଦ୍ୟୁତ୍‍ ବିଲ୍‍ ସଂଶୋଧନର ଶେଷ ତାରିଖ ୩୧

ପିପିଲି : ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‍ (ଟିପିସିଓଡିଏଲ୍‍) ପକ୍ଷରୁ ବିଦ୍ୟୁତ୍‍ ବିଲ୍‍ ସଂଶୋଧନ ପାଇଁ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉପଭୋକ୍ତାମାନଙ୍କ ବକେୟା ବିଦ୍ୟୁତ୍‍…
Read More...

ନିଶା ନିବାରଣ ପାଇଁ ପଦଯାତ୍ରା

ପିପିଲି : ନିଶା ନିବାରଣ ପାଇଁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଝାରସୁଗୁଡାର ଦୁର୍ଲଗା ଗ୍ରାମ ଠାରୁ ପୁରୀ ଶ୍ରୀମନ୍ଦିର ଅଭିମୁଖେ ଗତ ୬ ତାରିଖରୁ ପଦଯାତ୍ରାରେ ବାହାରିଥିବା ୬୩ବର୍ଷିୟ ଅଭିରାମ ଶତପଥୀ ଆଜି…
Read More...

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଜାମିନ

ନୂଆଦିଲ୍ଲୀ : ସ୍ୟାଣ୍ଡେଲଉଡ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଜାମିନ ମିଳିଛି। ରାଗିଣୀ ଆଜି ଅର୍ଥାତ୍ ଜାନୁଆରୀ ୨୧ରେ ସୁପ୍ରିମକୋର୍ଟରୁ ଜାମିନ ପାଇଛନ୍ତି। Supreme…
Read More...

ବାଙ୍କୀରେ ଅବକାରୀ ଚଢାଉ; ୪୦୦ଲିଟର ମଦ ଜବତ, କାର ସହ ୨ଗିରଫ

ବାଙ୍କୀ : ବାଙ୍କୀ ଅଞ୍ଚଳରେ ଦିନକୁ ଦିନ ଚୋରାମଦ ବ୍ୟବସାୟ ବଢିଚାଲିଥିଲା ବେଳେ ଅସାଧୁ ବ୍ୟବସାୟୀମାନେ ସହଜରେ ଖସିଯାଉଥିବା ଜଣାପଡିଛି। ବିଭିନ୍ନ ସମୟରେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ…
Read More...

ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକାର ଶୁଭାରମ୍ଭ

ଲାଞ୍ଜିଗଡ : ଦୀର୍ଘ ଦିନର ବ୍ୟବଧାନରେ ଶେଷରେ କରୋନାକୁ ହାର ମାନିବାକୁ ପଡିଲା । ଦଶ ମାସର ଲଢେଇ ପରେ ବାହାରିଲା କରୋନା ଟିକା । କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକରେ କରୋନା ଟିକା ଦିଆଯାଉଥିବା ବେଳେ ଆଜି ଲାଞ୍ଜିଗଡ଼…
Read More...

ଆହତଙ୍କୁ ଡାକ୍ତରଖାନା ପଠାଇ ବଦାନ୍ୟତା ଦେଖାଇଲେ ବିଧାୟକ

ନବରଙ୍ଗପୁର : ଦୁର୍ଘଟଣାରେ ଜଣେ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ସାଙ୍ଗରେ ଡାକ୍ତରଖାନା ନେଇ ବଦାନ୍ୟତା ଦେଖାଇଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ବିଧାୟକଙ୍କ ମାନବିକତାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା…
Read More...

ଜିଲାପାଳଙ୍କର କାର୍ଯ୍ୟାଳୟରେ ପାଣିପାଗ ଯନ୍ତ୍ର ସ୍ଥାପନ

ନବରଙ୍ଗପୁର : ଜିଲାପାଳଙ୍କର କାର୍ଯ୍ୟାଳୟ ପରିସରରେ ପ୍ରଥମଥର ପାଇଁ ଭାରତ ପାଣିପାଗ ବିଭାଗ ଦ୍ୱାରା ନୂତନଭାବେ ସ୍ୱୟଂଚାଳିତ ପାଣିପାଗ ଯନ୍ତ୍ର ସ୍ଥାପନ କରାଯାଇଛି। ବିଭାଗୀୟ ଇଞିନିୟର ଶ୍ରଦ୍ଧାନନ୍ଦ ବିଶ୍ୱାଳ ଓ  ରଞନ…
Read More...

୧୪ ବର୍ଷ ପରେ ଜିଲା କ୍ରୀଡା ସଂଘର ପ୍ରସ୍ତୁତି, ୩୦ରେ ନିର୍ବାଚନ ପାଇଁ ସରଗରମ

ନବରଙ୍ଗପୁର : ଦୀର୍ଘ ୧୪ ବର୍ଷ ବ୍ୟବଧାନ ପରେ ବହୁ ପ୍ରତିକ୍ଷିତ ଜିଲ୍ଲା କ୍ରୀଡା ସଂଘର ନିର୍ବାଚନକୁ ନେଇ ନବରଙ୍ଗପୁର ଚଳଚଞ୍ଚଳ ହୋଇଉଠିଛି। ଆସନ୍ତା ୩୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ…
Read More...

ଚାଷୀଙ୍କ ଚେତାବନୀ ; ମଣ୍ଡିରୁ ଧାନ ନ ଉଠିଲେ ରାଜରାସ୍ତାକୁ ଓହ୍ଲାଇବେ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ମଣ୍ଡି ଟାର୍ଗେଟ ସରିଯିବା ଯୋଗୁଁ ହଜାର ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡିରହିଛି। ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ। ଶୀତ କାକରରେ ନିଜ ଧାନ ନିକଟରେ ଚାଷୀ ପଡି ରହିଥିବା…
Read More...