ଦୁର୍ଘଟଣାରେ ଆହତ ଚିକିତ୍ସାଧିନ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ

ବୌଦ୍ଧ : ବୌଦ୍ଧଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ମୃଷୁଣ୍ଡି ଛକ ନିକଟରେ ଗତ ୯ ତାରିଖ ଦିନ ଏକ ମିନିଟ୍ରକ  ଧକ୍କାରେ ମୃଷୁଣ୍ଡି ଗ୍ରାମର ସରୋଜ ରାଉତ(୩୬) ଓ ବିକ୍ରମ ପାଣ୍ଡେ(୧୯) ସରଣ୍ଡା ଗ୍ରାମରୁ କାମସାରି…
Read More...

ବେଆଇନ ପଥର ଉତ୍ତୋଳନ ମାମଲା ; ସାଢେ ୭ କୋଟି ଜୋରିମାନା ପରେ ପୁଣି ଚଢଉ, ହାଇୱା ସହ ଜେସିବି ଜବତ!

ଟିଟିଲାଗଡ଼ : ଟିଟିଲାଗଡ ତହସିଲ ଅନ୍ତର୍ଗତ ଦିଗସିରା ପଞ୍ଚାୟତ ନିମୁର୍ଲା ଚାଣ୍ଡିଲି ପାହାଡରେ ବେଆଇନ ପଥର ଉତ୍ତୋଳନ ସହ ଚୋରା କାରବାର ଅଭିଯୋଗ ନେଇ ଉପଜିଲାପାଳ ସୋମେଶ ଉପାଧ୍ୟାୟ, ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ…
Read More...

ପାଞ୍ଚ ବର୍ଷ ହେଲା ଖତ ଖାଉଛି ପଶୁ ଚିକିତ୍ସା ପାଇଁ ନିର୍ମିତ ସରକାରୀ କୋଠା

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ବମାଲୋଇ ପଞ୍ଚାୟତ ରେ ଗତ ୫ବର୍ଷ ହେଲା ପ୍ରାଣୀ ଚିକିତ୍ସା କେନ୍ଦ୍ର କୋଠା ନିର୍ମାଣ ହୋଇ ସାରିଥିଲେ ମଧ୍ୟ ପ୍ରାଣୀ ସମ୍ପଦ ବିଭାଗକୁ ନବନିର୍ମିତ କୋଠା ହସ୍ତାନ୍ତର କରାଯାଉନାହିଁ। ଫଳରେ…
Read More...

ରେଙ୍ଗାଲିରେ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ରେଙ୍ଗାଲି : ୨୦୧୦ ମସିହା ଫେବୃଆରି ୧୪ ତାରିଖ ଦିନ କାଶ୍ମୀରର ପୁଲଓାମା ଠାରେ ଆତ୍ମଘାତି ବୋମା ବିସ୍ପୋରଣରେ ସହିଦ୍ ହୋଇଥିବା ୪୦ ଜଣ ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଆଜି ରେଙ୍ଗାଲିର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ…
Read More...

କାର ସହ ଅଟୋ ଧକ୍କା, ୪ ଗୁରୁତର

ମୋହନା : ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି। ପୁଲିସର ବାରମ୍ଵାର ଧରପଗଡ଼ ସତ୍ତ୍ୱେ ଆମାନିଆ ଗାଡ଼ି ଚାଳକମାନେ ନିଶାସକ୍ତ ଓ ଦୃତଗତି ଯୋଗୁଁ ଦୁର୍ଘଟଣା ଘଟିବାରେ ଲାଗିଛି । ରବିବାର ମଧ୍ୟାହ୍ନ…
Read More...

କାର ପଛରେ ଧକ୍କା ଦେଲା ଅଟୋ, ଦୁର୍ଘଟଣାରେ ଯୁବତୀଙ୍କ ତିନି ଆଙ୍ଗୁଠି କଟିଲା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ନିକଟସ୍ଥ ଇନକମ୍ ଟ୍ୟାକ୍ସ ଛକ ଠାରେ ଦିନ ୧୧ଟା ବେଳେ ରାସ୍ତାରେ ଯାଉଥିବା ଏକ କାର ପଛ ପଟକୁ ଏକ ଅଟୋ ଧକ୍କା ଦେବା ଫଳରେ ଅଟୋ ଟି ଓଲଟି ପଡିବା ସହ ସେଥିରେ ଥିବା ଯୁବତୀ…
Read More...

ଅପହଞ୍ଚ ଦୂରତାରେ ବିଶୁଦ୍ଧ ପାନୀୟ ଜଳ

କଲମପୁର : ଗତ କିଛି ବର୍ଷ ତଳେ ନିଜ ସ୍ତ୍ରୀର ଶବକୁ କାନେ୍ଧଇ ନେଇ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଥିଲା କଳାହାଣ୍ଡି ଜିଲା ଦୁର୍ଗମ ଅଂଚଳ ଭାବେ ପରିଚିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ନାକରୁଣ୍ଡି ପଞ୍ଚାୟତ ଅନ୍ତର୍ଗତ…
Read More...

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ଅସନ୍ତୋଷ, ବିଦ୍ୟାଳୟରେ ତାଲା ପକେଇଲେ ଗ୍ରାମବାସୀ

ରାୟଗଡା : ଗୁଣୁପୁର ବ୍ଲକ ଶିରିଝୋଲି ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିବା ଦେଖିବାକୁ…
Read More...

ବାଇକ୍ – ସ୍କୁଟି ମୁହାଁମୁହିଁ ଧକ୍କା, ୪ ଆହତ

ଗୋପାଳପୁର : ଜାତୀୟ ରାଜପଥ ନଂ ୧୬ ତଥା ହଳଦିଆ ପଦର ସନ୍ନିକଟ ଜାତୀୟ ରାଜପଥରେ ରାତି ୮ ଟାରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିରେ ଥିବା ୪ ଜଣ ଆହତ ହୋଇଛନ୍ତି। ଖବରପାଇ କନିଷି…
Read More...

ଦୁର୍ଘଟଣାରେ ଗୁରୁତର ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଚୌଦ୍ୱାର : ଚୌଦ୍ୱାର ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ଆମ୍ବିଳିଝରୀ ଗ୍ରାମ ଅଙ୍ଗନୱାଡ଼ି ସମ୍ମୁଖ ରାସ୍ତାରେ ଆହତ ହୋଇ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ଚୌଦ୍ୱାର ପୁଲିସ ଶନିବାର ଦିନ ୧୧ଟା…
Read More...

ରଙ୍ଗେଇଲୁଣ୍ଡା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶନିବାର ଦିନ ଜିଲ୍ଳା ଗ୍ରାମଟି ବିକାଶ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି…
Read More...

ମୋ ଚାଟଶାଳି କାର୍ଯ୍ୟକ୍ରମ

ରେଙ୍ଗାଲି : ଆଜି ମହିଳା ସଂଗ୍ରାମ ସମିତି ରେଂଗାଲି ପକ୍ଷରୁ ବ୍ଲକ ସ୍ତରୀୟ "ମୋ ଚାଟଶାଳୀ" କାର୍ଯ୍ୟକ୍ରମ ଲାଂଗବାହାଲ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କିନାଲୋଇ ଗ୍ରା.ପ.ର…
Read More...

ଉନ୍ନୟନ କାମ ତ୍ବରାନ୍ବିତ କରିବା ପାଇଁ ଗ୍ରାମବାସୀଙ୍କ ସହ ଭୂଷଣ କର୍ତ୍ତୃପକ୍ଷର ବୈଠକ

ରେଙ୍ଗାଲି : ଠେଲକୁଲି ଠାରେ ଥିବା ଭୂଷଣ ଷ୍ଟିଲ୍ କାରଖାନା କର୍ତ୍ତୃପକ୍ଷ ଠେଲକୁଲି ଏବଂ ପାର୍ଶ୍ବବର୍ତ୍ତୀ ଗ୍ରାମ ମାନଙ୍କରେ ବିଭିନ୍ନ ଜନହିତକର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟକ୍ରମ କରିବା ପାଇଁ ଆଜି ଠେଲକୁଲି…
Read More...

ପାଇଖାନା ଦୁର୍ନୀତି ନେଇ ରାଜ୍ୟସଭାରେ ଉଠାଇଲେ ସାଂସଦ

ନବରଙ୍ଗପୁର : ରାଜ୍ୟସଭା ସାଂସଦ ମୁନା ଖାଁ ସଂସଦର ରାଜ୍ୟସଭାରେ ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକରେ ହୋଇଥିବା ପାଇଖାନା ଦୁର୍ନୀତି ସଂପର୍କରେ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କର ସ୍ୱଚ୍ଛଭାରତ ଯୋଜନା ଏକ ମହତ ଯୋଜନା ଅଟେ…
Read More...

ଛତାପିପଲ ମଣ୍ଡିରେ ପଡିଛି ଧାନ ; ତହସିଲଦାର, ଏଆର୍‌ସିଏସ୍‌ଙ୍କୁ ତାଲା ଠୁଙ୍କିଲେ ଚାଷୀ

ବଲାଙ୍ଗିର : ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ଛତାପିପଲ ପେକ୍ସରେ ଶନିବାର ଚାଷୀ ତାତିଛନ୍ତି। ଚାଷୀମାନେ ପେକ୍ସକୁ ଧାନ ବିକ୍ରି କରିବା ପାଇଁ ଆଣିଥିଲେ ହେଁ ତାହା ପଡି ରହିଛି। ଦିନେ କି ଦୁଇ ଦିନ ନୁହେଁ, ସପ୍ତାହେରୁ…
Read More...

ଖପ୍ରାଖୋଲରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରାକ୍ ପ୍ରସ୍ତୁତି ନିମନ୍ତେ ଅନୁଷ୍ଠିତ…
Read More...

ସିଫାରେ ୧୦ମ ବିଶ୍ୱ ରେଡିଓ ଦିବସ ପାଳିତ, ଯୋଗଦେଲେ ୮ଟି ରାଜ୍ୟର ରେଡିଓ ପ୍ରତିନିଧି 

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା), ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ର ଓ ରେଡିଓ କ୍ଲବ୍ ଓଡିଶାର ମିଳିତ ଆନୁକୂଲ୍ୟରେ ସିଫା ଅଡିଟୋରିୟମ୍ ଠାରେ ଶନିବାର ୧୦ମ…
Read More...

ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ଆସି ମାନ୍ୟବର ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀଙ୍କୁ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ କାଳୟ ପରିସରରେ ଥିବା…
Read More...

ବେନ୍ଦେର ସମିତି ସଭ୍ୟ ଉପ ନିର୍ବାଚନ, ଅରୁଣ ପ୍ରଧାନ ବିଜୟୀ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ସମିତି ସଭ୍ୟ ଉପ ନିର୍ବାଚନ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ନିର୍ବାଚନରେ ୧୫୬୯ ଭୋଟରୁ ଅରୁଣ ପ୍ରଧାନ ୭୮୮ ଓ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଲଛମନ ନାଗ…
Read More...

ବଢୁଛି ଷ୍ଟେଟ ବ୍ୟାଙ୍କ୍ ଗ୍ରାହକଙ୍କ ଆସନ୍ତୋଷ; ବରିଷ୍ଠ ନାଗରିକଙ୍କ ପକ୍ଷରୁ ଶାଖା ପ୍ରବନ୍ଧକଙ୍କୁ ଲିଖିତ ଅଭିଯୋଗ

ରେଙ୍ଗାଲିକେମ୍ପ : ଅତାବିରା ଷ୍ଟେଟ ବ୍ୟାଙ୍କ ଅତାବିରା ଶାଖା ରେ ବହୁତ୍ ଦିନରୁ ଅବ୍ୟବସ୍ଥା ରହିଥିବା ଦେଖିବାକୁ ମିଳୁଛି। ଏନେଇ ଅନେକ ଥର ଖବର କାଗଜରେ ପ୍ରକାଶିତ ହେବା ସହ ବିଭିନ୍ନ ସମୟରେ ବ୍ୟାଙ୍କ୍ ଗ୍ରାହକମାନେ ମଧ୍ୟ…
Read More...

ବାଳ ସିଂହ ଜାତକ ଗ୍ରାମରେ ପାନୀୟ ଜଳ ଯୋଗାଣ କେନ୍ଦ୍ର ଉଦଘାଟିତ

ବୋଲଗଡ଼ : ବୋଲଗଡ଼ ବ୍ଲକ ସାଗରଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଳସିଂହ ଗ୍ରାମଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କୁ ସ୍ଥାନୀୟ ବିଧାୟକ ରଜେ ନ୍ଦ୍ର୍ କୁମାର ସାହୁ ଆଜି ଉଦ୍‌ଘାଟନ କରିଛନ୍ତି। ବାଳ ସିଂହ ଓ ପଲ୍ଲୀ…
Read More...

ବାଘ ନୁହେଁ, ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ : ଡିଏଫ୍‌ଓ

ନୂଆପଡ଼ା : ନୂଆପଡ଼ା ଜିଲା ଧରମବନ୍ଧା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋଡ୍ରା ଗ୍ରାମରେ ବାଘ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଗତକାଲି ପ୍ରଚାର ହୋଇଥିଲା । କିନ୍ତୁ ବାଘ ନୁହେଁ ଭାଲୁ ଆକ୍ରମଣରେ…
Read More...

ରାସ୍ତା ଉପରେ ଓଲଟିଲା କାର୍‍, ୨ ମହିଳା ଗୁରୁତର

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜଇସପାଟଣା ଓ ସିଉଳା ମଧ୍ୟବର୍ତ୍ତି ଏକ ସ୍ଥାନରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ୨ଜଣ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ପିପିଲି ଗୋଷ୍ଠୀ…
Read More...

ଜିଲାସ୍ତରୀୟ ବିଜେଡି ଯୁବ ଓ ଛାତ୍ର ସମାବେଶ; କେନ୍ଦ୍ରର ଅବହେଳାକୁ ନେଇ ବର୍ଷିଲେ ରାଜ୍ୟ ବିଜେଡି ନେତା

ନବରଙ୍ଗପୁର : ସ୍ଥାନୀୟ ଆରସିଡି ହାଇସ୍କୁଲ ପଡିଆ ଠାରେ ଶୁକ୍ରବାର ଅପରାହ୍ନ ୪ଟାରେ ଜିଲାସ୍ତରୀୟ ବିଜେଡି ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥୀ ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ…
Read More...

ଜାତୀୟ ରାଜପଥରେ ଲୁଟ ମାମଲା; ଗିରଫ ସଂଖ୍ୟା ୧୦କୁ ବୃଦ୍ଧି

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ରାଜପଥ ନଂ ୧୬ ତଥା ବିଲୁ ଢ଼ାବା ସମ୍ମୁଖରେ ଗତ ୨୦୨୦, ଅକ୍ଟୋବର ୧୬ ତାରିଖ ରାତିରେ ଦୁଇ ବାଇକ୍ ଆରୋହୀ ବିଶାଖାପାଟଣା ଯିବା ନିମନ୍ତେ ଠିଆ ହୋଇଥିବା ବେଳେ କିଛି ରାଜପଥ ଲୁଟେରା …
Read More...

ସାମ୍ବାଦିକଙ୍କୁ କରୋନା ଟିକା ପ୍ରଦାନ ସହ ରାଜ୍ୟ ଓ ଜାତୀୟ ରାଜପଥରେ ଟୋଲ୍ ଟିକସ ଛାଡ଼ ଦାବି

ସମ୍ବଲପୁର : ଆଜି ରେଙ୍ଗାଲି ବ୍ଲକ ସପ୍‌ନେ ସେତୁ ଠାରେ ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜ଼ିଲ୍ଲା ଶାଖାର ଚଳିତ ବର୍ଷର ପ୍ରଥମ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର…
Read More...

ପିକଅପ ଭ୍ୟାନ ସହ ଶାଳ କାଠ ଜବତ , ୨ ଗିରଫ

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଏସ୍‌ଆଇ ଚନ୍ଦନ ଦାସ ଓ ପୁଲିସ କର୍ମଚାରୀ ପାଟ୍ରୋଲିଙ୍ଗ କରୁଥିବା ବେଳେ ବଜାର ଛକ ନିକଟରୁ ଏକ ମହିନ୍ଦ୍ରା ପିକଅପ ଭ୍ୟାନରୁ ୬୯.୭୪ ଘନଫୁଟ ଶାଳ ସାଇଜ କାଠ ଓ ୮୧୦ ଘନଫୁଟ ପିଆଶାଳ ସାଇଜ…
Read More...

ରୋଗୀ ମୁହଁରେ ହସ ଫୁଟାଇ ପାରିଲେ ସେବିକା ଜୀବନ ସାର୍ଥକ ହେବ – ନିରଞ୍ଜନ ରଥ

ଗୁରୁଡିଝାଟିଆ : ରୋଗୀ ମୁହଁରେ ଜିଇଁବାର କଳା ଭରିଦେଇ ସେମାନଙ୍କ ମୁହଁରେ ଖିଲିଖିଲି ହସ ଫୁଟାଇଲେ ସେବିକା ଜୀବନ ସାର୍ଥକ ହେବା ସହିତ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇପାରିବେ ବୋଲି ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା…
Read More...

ଧାନ କିଣାରେ ବାଦିମୁଣ୍ଡା ପେକ୍ସରେ ଅନିୟମିତତା ଅଭିଯୋଗ

ବଲାଙ୍ଗିର : ଚଳିତ ବର୍ଷ ବାଦିମୁଣ୍ଡା ମଣ୍ଡିରେ ଧାନ କିଣିବାରେ ବହୁତ ବିଳମ୍ବ ହୋଇଛି । ସପ୍ତାହେ ଭିତରେ ୩୫ଜଣ ଚାଷୀଙ୍କ ଟୋକେନ୍ ଅବଧି ଶେଷ ହେଇଛି । କିନ୍ତୁ କାହାର କିଛି ଚିନ୍ତା ନଥିବା ଜଣାପଡ଼ିଛି । ବାଲାଙ୍ଗିର…
Read More...

ନିଶା ନିବାରଣ ବାର୍ତ୍ତା ଦେଇ ବୃଦ୍ଧଙ୍କ ଦିଲ୍ଲୀ ପଦଯାତ୍ରା

ଲୋଇସିଂହା : ନିଶା ସେବନ ବର୍ଜନ, ଶାରୀରିକ ବ୍ୟାୟମ କରି ସୁସ୍ଥ ଜୀବନଯାପନ ବାର୍ତ୍ତା ଦେଇ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ବୟସ୍କ ପୁରୀ ଶ୍ରୀମନ୍ଦିରରୁ ଦିଲ୍ଲୀ ପଦଯାତ୍ରା କରୁଥିବା ବେଳେ ବୁଧୁବାର ରାତିରେ ସେ ଲୋଇସିଂହାଠାରେ…
Read More...

ଚର୍ଚ୍ଚାରେ ଲୋଇସିଂହା ଆଇସିଡିଏସ୍

ଲୋଇସିଂହା : ଲୋଇସିଂହା ସମନ୍ୱିତ ଶିଶୁ ଓ ମହିଳା ବିକାଶ ବିଭାଗ ଅଧିନସ୍ଥ କନ୍ଦାଯୁରୀ ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର(୧)ରେ ସହୟିକା ନିଯୁକ୍ତି ନେଇ ସ୍ଥାନୀୟ କମିଟି ସଦସ୍ୟା, ହିତାଧିକାରୀ ସଭ୍ୟା ତଥା ଗ୍ରାମବାସୀ…
Read More...

ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢଉ; ୧ କୋଟି ୧୬ ଲକ୍ଷ ଆୟ ବହିର୍ଭୁତ ଆକଳନ

ବଲାଙ୍ଗିର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବଲାଙ୍ଗିର, ସମ୍ବଲପୁର ଓ ସୋନପୁର ଭିଜିଲାନ୍ସ ଟିମ୍ ବଲାଙ୍ଗିର ବନ ବିଭାଗର ଡେପୁଟି ରେଞ୍ଜର କେଶବ ନାୟକଙ୍କ ଘରେ ଗୁରୁବାର ଚଢଉ କରିଛି। ବଲାଙ୍ଗିର ସହରର ୪ଟି ସ୍ଥାନ…
Read More...

ଭାରତମାଳା ପରିଯୋଜନାରେ ଓଡିଶା ପାଇଁ ୧୭୬୭ କୋଟି ମଞ୍ଜୁର

ନବରଙ୍ଗପୁର : କେନ୍ଦ୍ର ସରକାରଙ୍କର ବହୁ ପ୍ରତୀକ୍ଷିତ ଭାରତମାଳା ପରିଯୋଜନାରେ ରାୟପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫ କିଲୋମିଟର ରହିଛି। ଏହି ଅର୍ଥନୈତିକ କରିଡର ରାସ୍ତା ୬ଲେନ୍‍ ବିଶିଷ୍ଟ ହୋଇଥିବାବେଳେ ଏହା ୩ଟି…
Read More...

ବଢ଼ିଛି ସେଚାଞ୍ଚଳ, ମେଣ୍ଟିନି ଭୋକ

ଭବାନୀପାଟଣା(ବିଜୟ ଦ୍ୱିବେଦୀ) : ଅଶି ଦଶକରେ କଳାହାଣ୍ଡି ‘ଭୋକର ଭୂଗୋଳ’ ଭାବେ ପରିଚିତ ଥିଲା। ସେଇ ସମୟରେ ଖାଦ୍ୟାଭାବ ଉତ୍କଟ ଥିଲା। ଅନାହାର ଓ ଅର୍ଦ୍ଧାହାର ଥିଲା ସାଧାରଣ ଘଟଣା । ପରବର୍ତ୍ତୀ ସମୟରେ ଛୋଟବଡ଼ ହୋଇ…
Read More...

ଫତେପୁର ଠାରେ ସିଫାର କୃଷି କ୍ଷେତ୍ର ବିଦ୍ୟାଳୟ ଉଦ୍‍ଘାଟିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଦ୍ୱାରା ପରିଚାଳିତ ଏସ୍‌ସିଏସ୍‌ପି ଯୋଜନାରେ ପଶ୍ଚିମବଙ୍ଗ ଉତ୍ତରଦିନାଜପୁର ଅଞ୍ଚଳର ଫତେପୁର ଠାରେ ଏକ କୃଷି କ୍ଷେତ୍ର…
Read More...

ନବରଙ୍ଗପୁର ଗସ୍ତରେ ରାଜ୍ୟ ବିଜେପି ନେତା, ଧାନମଣ୍ଡିର ଅବ୍ୟବସ୍ଥା ନେଇ ବର୍ଷିଲେ ରାଜ୍ୟସଭାପତି

ନବରଙ୍ଗପୁର : ଗୁରୁବାର କୋଡୀଙ୍ଗା ଠାରେ ମଣ୍ଡି ଚାଲ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ବିଜେପି ନେତା ତଥା ରାଜ୍ୟସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ…
Read More...

ପାଖର ପଂଚାୟତରେ ମନରେଗା ଦୁର୍ନୀତି ; ସତ ଢାଙ୍କିବାକୁ ରାତିଅଧିଆ ମେସିନ କାମ, ଧରିବା ପରିବର୍ତ୍ତେ ଖସାଇବାକୁ ଉଦ୍ୟମ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ପାଖର ପଂଚାୟତରେ ମନରେଗା ଯୋଜନାରେ ହୋଇଥିବା ଦୁର୍ନୀତି ତଦନ୍ତ ପରେ ଏବେ ଏହାକୁ ଚାପି ଦେବାକୁ ସବୁମତେ ଉଦ୍ୟମ କରାଯାଉଥିବା ସ୍ଥାନୀୟ ଲୋକେ ଆଭିଯୋଗ କରିଛନ୍ତି। ସ୍ଥାନୀୟ ଜନସାଦାରଣ ଓ…
Read More...

ଏମିତି ବି ଆସେ ମୃତ୍ୟୁ, ବ୍ୟାଙ୍କକୁ ଆସି ଘରକୁ ଫେରିବା ବାଟରେ ଚାଲିଗଲା ଜୀବନ

ଗଡ଼ମଧୁପୁର: ଏମିତି ବି ଆସେ ମୃତ୍ୟୁ। ପୁଅ ପଠାଇଥିବା ଟଙ୍କା ଉଠାଣ କରିବାକୁ ଯାଇଥିବା ଦମ୍ପତି ଘରକୁ ନଫେରି ଆର ପାରିକି ଚାଲିଗଲେ। ୧୦ ମିନିଟରେ ଘରେ ପହଞ୍ଚିଥାନ୍ତେ ହେଲେ ଅଫେରା ବାଟର ବାଟୋଇ ହେଲେ ଉଭୟେ। ଚଢେଇଧରା…
Read More...

ଗଳିତ ଶବ ଉଦ୍ଧାର

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ଡମଡମଣୀ ସଂରକ୍ଷିତ ଜଙ୍ଗଲ ଭିତରୁ ଜଣେ ବ୍ୟକ୍ତିଙ୍କର ଗଳିତ ଶବକୁ ଚୌଦ୍ୱାର ପୁଲିସ ଉଦ୍ଧାର କରିଛି। ମଙ୍ଗରାଜପୁର ଫରେଷ୍ଟ ଗାର୍ଡ଼ ଦୁର୍ଯ୍ୟୋଧନ ବାନରା ଜଙ୍ଗଲ…
Read More...

ଫ୍ଲିପ୍‌କାର୍ଟ କମ୍ପାନୀରେ ଗଣଧାରଣା

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ ଇନ୍ଦ୍ରାଣୀପାଟଣା ପଞ୍ଚାୟତରେ ପ୍ରତିଷ୍ଠିତ ଫ୍ଲିପ୍‌କାର୍ଟ ନାମକ ଏକ ଲଜିଷ୍ଟିକ କମ୍ପାନୀ ସମ୍ମୁଖରେ ସ୍ଥାନୀୟ ଲୋକ ମାନଙ୍କ ଦ୍ୱାରା ଗତ କିଛି ଦିନ ତଳେ ୩ ଦଫା ଦାବି ନେଇ ଗଣଧାରଣା…
Read More...

ଜେଲ ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ଜଳଖିଆ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ଚୌଦ୍ୱାର : ଚୌଦ୍ୱାର ସର୍କଲ ଜେଲରେ ରହୁଥିବା କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ଜଳଖିଆ କେନ୍ଦ୍ରକୁ ଜେଲ ଡିଆଇଜି କୁଳମଣି ବେହେରା ବୁଧବାର ଉଦ୍‌ଘାଟନ କରିଛନ୍ତି । ଜେଲର ଅନ୍ତବାସୀଙ୍କୁ ଭେଟ କରିବାକୁ ଆସୁଥିବା ପରିବାର…
Read More...

ନବରଙ୍ଗପୁର ଧାନ ମଣ୍ଡିରେ ୧୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ମଣ୍ଡିରେ ଧାନ କିଣାରେ ପାୟ ୧୫୦ କୋଟି ଟଙ୍କାର ଦୁର୍ନୀତି କରାଯାଇଥିବାବେଳେ ଏଠାରେ ପ୍ରାୟ ୫ଟି ବିଭାଗ ସଂପୃକ୍ତ ରହିଥିବା କଂଗ୍ରେସ ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି। ଜିଲା…
Read More...

ପାଥପୁର ପାହାଡରେ ଅଗ୍ନିକାଣ୍ଡ, ବ୍ୟାପକ ଅଂଚଳ ନଷ୍ଟ

ବାଙ୍କୀ : ଡମପଡା ବ୍ଲକ ଅଧିନ ପାଥପୁର ପଞ୍ଚାୟତ ତଥା ପାଥପୁର ଗ୍ରାମର ଦକ୍ଷିଣ ପାର୍ଶ୍ବରେ ଥିବା ପାଣ୍ଡବ ବଖରା ସନ୍ନିକଟ ପାହାଡରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ଅଂଚଳ ଜଳି ଯାଇଛି। ବୁଧବାର ଅପରାହ୍ନରେ ହଠାତ୍ ପାହାଡରେ…
Read More...

ଆବର୍ଜନା ଦୁର୍ଗନ୍ଧରେ ଫାଟି ପଡୁଛି ଅତାବିରା ସହର….ଦାୟିତ୍ଵ କାହାର ?

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଳା ଅତାବିରା ଏନଏସି ଦୀର୍ଘ ୭ବର୍ଷରୁ ଉର୍ଦ୍ଧ୍ବ ହେବ ୧୨ଟି ୱାର୍ଡ କୁ ନେଇ ଗଠିତ ହେଇଛି ସତ, ହେଲେ ଏବେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ଅଭିଯୋଗ ହେଉଛି। ରାଜରାସ୍ତାରୁ…
Read More...

ବାରିପଦା ସହରରୁ ହରିଣ ଉଦ୍ଧାର

ଶୁଳିଆପଦା : ଦେଉଳି ବନ ବିଭାଗ ଦ୍ୱାରା ଧରା ପଡିଛି ହରିଣ। ପ୍ରାୟ ୪ରୁ ୫ଦିନ ପୂର୍ବରୁ ଦେଉଳି ବନାଞ୍ଚଳର ପଶ୍ଚିମ ଦିଗରୁ ଏକ ହରିଣ ଆସି ଜଙ୍ଗଲରେ ବୁଲୁଥିବା ଦେଖାଯାଇଥିଲା। ଗ୍ରାମବାସୀ ମାନେ ଦେଉଳି ବନ ବିଭାଗକୁ ଖବର…
Read More...

ରିଜର୍ଭ ବ୍ୟାଙ୍କର କଏନ ପ୍ରଚଳନ ସଂପର୍କୀତ ସଚେତନତା 

ଆଠଗଡ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ରହିଥିବା ବିଭିନ୍ନ କଏନର ପ୍ରଚଳନ ନେଇ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଠଗଡର ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ଗୁଡିକରେ ଜନସଚେତନତା ସୃଷ୍ଟି କରାଯାଇଛି।…
Read More...

ପୁଲିସ ପକ୍ଷରୁ ହେଲମେଟ ଯାଞ୍ଚ, ୧୭ ଗାଡିରୁ ୩୩୦୦ ଟଙ୍କା ଜୋରିମାନା

ଆଠଗଡ : ଆଠଗଡ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ହେଲମେଟ ଯାଞ୍ଚ ଅଭିଯାନ ଜାରି ରହିଛି। ଏହି  କ୍ରମରେ ମଙ୍ଗଳବାର ପୁରୁଣା କଟକ-ସମ୍ବଲପୁର ରାସ୍ତାର ହରିପୁରଠାରେ ସକାଳେ ହେଲମେଟ ଯାଞ୍ଚ କରିବା ଅବସରରେ ୧୭ଟି ଦୁଇ ଚକିଆ…
Read More...

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟ ଅଭିଯୋଗ

ବେଗୁନିଆ : ବେଗୁନିଆ ଥାନା ଅଞ୍ଚଳରେ କାର୍ଯ୍ୟରତ ଏକ ଫାଇନାନ୍ସ ଜନୈକ ମହିଳା କର୍ମଚାରୀଙ୍କ ଠାରୁ କେହି ଦୁର୍ବୃତ୍ତ ୪୦ ହଜାର ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ ନିକଟରୁ ପ୍ରକାଶ ଯେ, ଧଳାପଥର ଠାରେ ଏକ…
Read More...

ନିଆଁ ପୁଉଁଥିବା ସମୟରେ ଜଳି ନାବାଳିକା ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମର ଜଣକ ଘରକୁ ବୁଲି ଆସିଥିବା ଜଣେ ନାବାଳିକା ନିଆଁରେ ପୋଡି ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ନାବାଳିକା ଘଟଗାଁ ବ୍ଲକ ବାଣକାଣ୍ଡ ଗ୍ରାମର…
Read More...

ଲଙ୍ଗଳକଣ୍ଟିରେ ପାନୀୟ ଜଳର ସମସ୍ୟା, ଗରା ଧରି ପଞ୍ଚାୟତରେ ମହିଳା

ପାଟଣା : ଘଟଗାଁ ବ୍ଲକ ଢେଙ୍କିକୋଟ ପଞ୍ଚାୟତ ଅଧୀନସ୍ତ ଲଙ୍ଗଳକଣ୍ଟି ଗ୍ରାମରେ ପାନୀୟ ଜଳର ବ୍ୟାପକ ସମସ୍ୟା ନେଇ ଲଙ୍ଗଳକଣ୍ଟି ଗ୍ରାମର କିଛି ମହିଳା ଏକତ୍ରିତ ହୋଇ ଖାଲି ଗରା ଧରି ଢେଙ୍କିକୋଟ ପଞ୍ଚାୟତ ଅଧିକାରୀଙ୍କ…
Read More...

ଘର ଝରକା ତାଡି ସୁନା ଅଳଙ୍କାର ଚୋରୀ ଅଭିଯୋଗ

ପାଟଣା : ଘଟଗାଁ ଥାନା ଅଞ୍ଚଳ ଢେ଼ଙ୍କିକୋଟ ସନ୍ନିକଟ ଲଙ୍ଗଳ କଣ୍ଟି ଗ୍ରାମର ବୁଦ୍ଧଦେବ ମହନ୍ତଙ୍କ ଘରେ ଝରକା ଭାଙ୍ଗି ୪ ଜଣ ଚୋର ପଶିବା ସହ ବୁଦ୍ଧଦେବଙ୍କ ସହ ତାଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ମାଡ଼ ମାରି ନଗଦ ୪୫ ହଜାର…
Read More...

ଅବକାରୀ ଚଢଉ, ଚୋରା ମହୁଲି ମଦ ସହ ୩ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଆଜି ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢଉ କରି ଚୋରା ମହୁଲି ମଦ ଜବତ କରିବା ସହ ୩ ଜଣ ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭୀମାପଡାର ଅଭିରାମ…
Read More...

୫ଦିନ ହେଲା ଏଟିଏମ୍ ବନ୍ଦ, ଗ୍ରାହକ ହନ୍ତସନ୍ତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ମୁଖ୍ୟାଳୟରେ ରହିଥିବା ଏସ୍‌ବିଆଇର ଏଟିଏମ୍ ଗତ ୫ଦିନ ହେବ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏଥିପାଇଁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସହିତ ଅସନ୍ତୋଷ…
Read More...

ରେଳ ସାମଗ୍ରୀ ଚୋରି, ୩ ଗିରଫ

ସଇଁନ୍ତଲା/ବଡ଼ମାଳ : ସଇଁନ୍ତଲା ଥାନା ବଡ଼ମାଳ ରେଳ ଷ୍ଟେସନ ନିକଟରେ ମରାମତି କାମ କରିବାକୁ ଠିକା ନେଇଥିବା ସଂସ୍ଥା ପକ୍ଷରୁ ଛଡ଼, ଆଇରନ ଜାର୍କ, ଲୁହା ପାଇପ ଇତ୍ୟାଦି ରଖାଯାଇଥିଲା । ଗତ ଜାନୁୟାରୀ ୧୬ତାରିଖ ରାତିରେ ସେହି…
Read More...

କୋଭିଡ ଟିକା ନେବା ପରେ ୨ ନର୍ସିଂ ଛାତ୍ରୀ ଅସୁସ୍ଥ

ବଲାଙ୍ଗିର : ବଲାଙ୍ଗିର ସଦାଇପାଲି ସାଇଟ୍ ନର୍ସିଂ କଲେଜରେ ଅଘଟଣ। କୋଭିଡ୍ ଟିକା ନେଇ ୨ ଛାତ୍ରୀ ଗୁରୁତର ହୋଇପଡିଛନ୍ତି। ଗୁରୁତର ଦୁଇ ଛାତ୍ରୀଙ୍କୁ କଲେଜ ମେଟ୍ରନ୍ ଏକ ଅଟୋ ରିକ୍ସାରେ ଆଣି ବଲାଙ୍ଗିର ଭୀମଭୋଇ…
Read More...

ସିଫା ପକ୍ଷରୁ କୁଚ୍‍ବିହାର ଠାରେ ୨ଟି କୃଷି କ୍ଷେତ୍ର ବିଦ୍ୟାଳୟ ଉଦ୍‍ଘାଟିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଦ୍ୱାରା ପରିଚାଳିତ ଏସ୍‌ସିଏସ୍‌ପି ଯୋଜନାରେ ଉତ୍ତରବଙ୍ଗ କୃଷି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ…
Read More...

ଏନ୍ଏଲ୍‌ସି କୋଇଲା ଖଣି ବିସ୍ଥାପନ ଏବଂ ଥଇଥାନ ପ୍ରସଙ୍ଗ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ଖିଣ୍ଡା ପଞ୍ଚାୟତରେ ସ୍ଥାପିତ ହେଉଥିବା ଏନ୍ଏଲସି କମ୍ପାନୀର ତଲାବିରା(୨) ଏବଂ (୩) କୋଇଲା ଖଣି ପାଇଁ ନୁଆଁଖିଣ୍ଡା ଗ୍ରାମ ର ପ୍ରାୟ ସମସ୍ତ ଜମି ଅଧିଗ୍ରହଣ କରାଯାଇଛି। ହୀରାକୁଦ ନଦୀବନ୍ଧ…
Read More...

ଧାନ ବିକ୍ରି କରିବାର ଦେଢ ମାସ ପରେ ମଧ୍ୟ ମିଳିନାହିଁ ପ୍ରାପ୍ୟ, ଜିଲ୍ଲାପାଳଙ୍କ ଠାରେ ଫେରାଦ୍ ହେଲେ ଚାଷୀ

ରେଙ୍ଗାଲି : ମାର୍କେଟ ୟାର୍ଡରେ ଧାନ ବିକିବାର ୩ଦିନ ପରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଦିଆଯିବା ବୋଲି ସରାକର ଘୋଷଣା କରିଛନ୍ତି। କିନ୍ତୁ ସରକାରଙ୍କ ଏହି ଘୋଷଣା ପ୍ରହସନରେ ପରିଣତ ହୋଇଛି। ସମ୍ବଲପୁର ଜିଲ୍ଳାର ଲଇଡା…
Read More...

ଟିଟିଲାଗଡ଼ରେ ୪୭୨ ଯୋଦ୍ଧାଙ୍କୁ କରୋନା ଟିକା

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟରେ ୪୭୨ ଜଣ କରୋନା ଯୋଦ୍ଧାଙ୍କୁ କରୋନା ଟିକା ପ୍ରଦାନ କାର୍ଯ୍ୟକ୍ରମ ୬ତାରିଖରୁ ଆରମ୍ଭ ହୋଇଛି। ଖୋଲାନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ମିନକେତନ…
Read More...

ମହାନଦୀରେ ଫଶିଛି ଲୋୟର ସୁକତେଲ, ନେତାଙ୍କ ପାଇଁ ସାଜିଛି ଭୋଟ ଅମଳ ପ୍ରକଳ୍ପ 

ବଲାଙ୍ଗିର : କିଏ ଫାଇନାଲ ପୁସ୍ ବୋଲି କହୁଥିଲେ ତ ଆଉ କିଏ ଗଲା ୨୦୨୦ ମସିହା ନଭେମ୍ବର ମାସରେ କାମ ହେବ ବୋଲି ପ୍ରେସ ବିିଜ୍ଞପ୍ତି ଦେଇ ସୂଚନା ଦେଉଥିଲେ। ବଲାଙ୍ଗିରର ଟାଣୁଆ ଜନ ପ୍ରତିନିଧିଙ୍କ କଥା ହେଉ କି ରାଜ୍ୟ…
Read More...

୨୮ ଲକ୍ଷ ଟଙ୍କା ମୂଲ୍ୟର ଚୋରା ଗଞ୍ଜେଇ ଜବତ, ୧ ଗିରଫ

ପାଟଣାଗଡ : ଅବକାରୀ ବିଭାଗ ଦ୍ୱାରା ଖପ୍ରାଖୋଲ-ଲାଠୋର ରାସ୍ତା ମାଲପଡା ଗ୍ରାମ ନିକଟରୁ ୪ କ୍ୱିଣ୍ଟାଲ ୬୮ କେଜି ଚୋରା ଗଞ୍ଜେଇ ଜବତ କରାଯାଇଥିବା ସହ ଚୋରା ବ୍ୟାପାରରେ ସଂପୃକ୍ତ ଛତିଶଗଡ ମହାସମୁନ୍ଦ ଜିଲା ଅନ୍ତର୍ଗତ…
Read More...

ତତଲାଗଡରେ ଜଳଯୋଗାଣ ପାଇଁ ୩୫ କୋଟି ଟଙ୍କାର ଯୋଜନା

ଟିଟିଲାଗଡ଼ : ତତଲାଗଡ ଭାବେ ଅପବାଦ ମୁଣ୍ଡାଇଥିବା ଟିଟିଲାଗଡ ଅଞ୍ଚଳରେ ଏକଦା ପାନୀୟ ଜଳ ସଂକଟ ନେଇ ଟ୍ରେନ ଯୋଗେ ଜଳ ଯୋଗାଣ ଚର୍ଚ୍ଚାର ବିଷୟ ପାଲଟିଥିଲା। ପରେ ପ୍ରଥମ ଥର ପାଇଁ ତେଲ ନଦୀ ବାଞ୍ଜିପଦର ଘାଟରୁ ସହରକୁ ପାନୀୟ…
Read More...

କାର-ବାଇକ ମୁହାଁମୁହିଁ ଧକ୍କା, ୨ ଗୁରୁତର

ପାଟଣା : ପାଟଣା-କେନ୍ଦେଇ ପଶି ରାସ୍ତାର ପୂଟୁଳିଆ ନିକଟରେ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ କାର ସହ ଡିଆନାଳି ଗ୍ରାମକୁ ଫେରୁଥିବା ଏକ ବାଇକ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ରେ ଥିବା ଦୁଇ ଜଣ ଯୁବକ ଗୁରୁତର…
Read More...

ନିଆଁରେ ଖେଳୁଥିଲା ଶିଶୁ, ଜଳିଗଲା ପାଳଗଦା

ପାଟଣା : ମାତ୍ର ତିନି ବର୍ଷର ଶିଶୁ ଦିଆସିଲ ଧରି ଖେଳୁଥିବା ବେଳେ ଘର ପାଖ ପାଳଗଦାରେ ନିଆଁ ଲଗାଇ ଦେଇଥିଲା । ନିଆଁ ଲାଗି ପାଳଗଦା ଜଳି ଯାଉଥିବା ସମୟରେ ଗୃହକର୍ତ୍ତା ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପାଟଣା…
Read More...

ଅଗ୍ନିକାଣ୍ଡରେ ୨ ବଖରା ଚାଳ ଘର ସହ ଆସବାବପତ୍ର ପୋଡି ପାଉଁଶ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଧାତିକିଡିହା ଗ୍ରାମର ରଥିଆ ବିନ୍ଧାଣିଙ୍କ ପୁଅ ଭୀମ ବିନ୍ଧାଣିଙ୍କର ୨ ବଖରା ଚାଳଛପର ଘରେ ଆଜି ଦିନ ଦ୍ବିପ୍ରହରେ କୌଣସି କାରଣବଶତଃ ନିଆଁ ଲାଗି…
Read More...

ଅଜଣା କାର ଧକ୍କାରେ ଦୁଇ ବୃଦ୍ଧା ଗୁରୁତର

ମୋହନା : ସ୍ଥାନୀୟ ହାଇ ସ୍କୁଲ ଛକ ଠାରେ ବାସ କରୁଥିବା ଦୁଇ ବୃଦ୍ଧା ଲକ୍ଷ୍ମୀ ସାହୁ(୬୦) ଓ ମାୟାବତୀ ସାହୁ(୭୫) ସନ୍ଧ୍ୟା କାଳୀନ ଭ୍ରମଣ ସାରି ନିଜ ଗୃହକୁ ଫେରୁଥିବାବେଳେ ମୋହନା ନିକଟସ୍ଥ ସବଷ୍ଟେସନ ଛକଠାରେ ଏକ ଅଜଣା…
Read More...

ଡାକ୍ତର ନିଯୁକ୍ତି ନେଇ ଅସନ୍ତୋଷ ; ଆନ୍ଦୋଳନ ପାଇଁ ଲାଠୋର ଗ୍ରାମବାସୀଙ୍କ ସଜବାଜ

ଲାଠୋର : ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ମାସରୁ ଏମ୍ବିବିଏସ୍ ଡାକ୍ତର ପଦବୀ ଖାଲି ପଡିଛି। ଡାକ୍ତର ନଥିବାରୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
Read More...

ଭାରସାମ୍ୟ ହରାଇ ପିକଅପ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ମୁରିବାହାଲ : ମୁରିବାହାଲ ଥାନା ଯମୁନାବାହାଲ-ସତିଘାଟ ମଧ୍ୟରେ ଥିବା ବୁଲାଣିରେ ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡି ୩ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ରବିବାର ଦିନ ସକାଳ ୯ଟା…
Read More...

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ଆହତ

ଆଠଗଡ : ଖୁଣ୍ଟୁଣୀ-ନରସିଂହପୁର ୬୫ନମ୍ବର ରାଜ୍ୟ ରାଜପଥର ତୋଟାପଡା ନିକଟରେ ଏକ କୋଇଲା ବୋଝେଇ ଟ୍ରକ ସହ ଅନ୍ୟ ଏକ ଧାନ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଧାନ ବୋଝେଇ ଟ୍ରକର ହେଲପର ଗୁରୁତର ଆହତ ହୋଇଥିବା…
Read More...

ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ; ୨ ଗୁରୁତର, ୬ ଆହତ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ତହସିଲ କାର୍ଯ୍ୟାଳୟ ସନ୍ନିକଟ ରାସୁରେ ଅପରାହ୍ନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ ଘଟିଥିବା ବେଳେ ଉଭୟ ପକ୍ଷର ୨ଜଣ…
Read More...

୫ବର୍ଷ ପରେ ନିଖୋଜ ମହିଳାଙ୍କୁ ଖୋଜିପାଇଲେ ପରିବାର

ଚୌଦ୍ୱାର : ମାନସିକ ଭାରସାମ୍ୟ ହରାଇ ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ପରିବାରରୁ ବିଚ୍ଛିନ୍ନ ହୋଇଥିବା ଜଣେ ମହିଳାଙ୍କୁ ଆଜି ପୁଣି ଫେରିପାଇଲେ ପରିବାରଲୋକ । ପରିବାରକୁ ଦେଖି ମହିଳା ଜଣକ ଭାବବିହ୍ବଳ ହୋଇଯାଇଥିଲେ। ନିଜ…
Read More...

ନବ ନିର୍ମିତ ତିନି ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଜୋର୍ ଧରିଛି ପ୍ରସ୍ତୁତି

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ କୁଲୁଣ୍ଡା ପଲସାପାଲିରେ ନିର୍ମାଣଧିନ ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଗ୍ରାମବାସୀ ମାନଙ୍କ ଭିତରେ ଏବେ ବେଶ୍ ଉତ୍କଣ୍ଠା ରହିଛି। ଆସନ୍ତା ୨୨ତାରିଖରେ ଏହାର ପ୍ରତିଷ୍ଠା ଉତ୍ସବ…
Read More...

ଛକ ସ୍ଥିତ ନଳକୂପ କହୁଛି ଅତାବିରା ଜଳ ପରିମଳ କଥା

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନଏସିରେ ପାଣି ପାଇଁ ଲୋକେ ଡହଳବିକଳ। ଯାହା ଦେଖିବାକୁ ମିଳିଛି ଜାତୀୟ ରାଜପଥ କଡ଼ରେ ଥିବା ଟେଲିଫୋନ ଏସ୍କଚେଞ୍ଜ ଛକରେ। ଏହି ଛକ ଦେଇ ରାତି ପାହିଲେ ହଜାର ହଜାର ଗାଡି ମଟର…
Read More...

୯୩ ଲକ୍ଷ ଟଙ୍କାର ଲାଇବ୍ରେରୀ ପୁସ୍ତକ କିଣାରେ ବ୍ୟାପକ ଦୁର୍ନୀତି !

ନବରଙ୍ଗପୁର : ସରକାରୀ ନୀତି ନିୟମକୁ ଖିଲାଫ କରି ବ୍ୟାପକ ଦୁର୍ନୀତି କରି ବିଦ୍ୟାଳୟପାଇଁ  ୯୩.୨୨ ଲକ୍ଷ ଟଙ୍କାର ଲାଇବ୍ରେରୀ ପୁସ୍ତକ କିଣାରେ ବ୍ୟାପକ ଦୁର୍ନୀତ କରିଥିବା କରାଯାଇଥିବା ଅଭିଯୋଗ କରି  ଜିଲା ଶିକ୍ଷା…
Read More...

ଦିନ ଦ୍ବିପ୍ରହରରେ ହାତୀ ଆତଙ୍କ, ଦମ୍ପତି ଗୁରୁତର

ତେଲକୋଇ : ତେଲକୋଇ ବନାଂଚଳ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ର ରାଇସୁଆଁ ଗ୍ରାମର ଦଦରା ଝରଣା ନିକଟରେ ଶନିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ମୋଟରସାଇକେଲ ଯୋଗେ ପୁରୁଯୋଡା ଅଭିମୁଖେ ଯାଉଥିବା ବେଳେ ହାତୀ ପଲଙ୍କ ଆକ୍ରମଣର…
Read More...

କୃଷି ନୀତିକୁ ବିରୋଧ ; ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଜୟ କିଷାନର ଚକାଜାମ

ବଲାଙ୍ଗିର : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଠାରେ ଦିନ ୧୧ଟା ରୁ ୨ଟା ଯାଏଁ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଫଳରେ ବଲାଙ୍ଗିରରୁ ପାଟଣାଗଡ ଅଭିମୁଖେ ଯାଉଥିବା ସମସ୍ତ ୨ଚକିଆ, ୪ ଚକିଆ…
Read More...

କଣ୍ଟାବାଞ୍ଜି ସହରରେ ଟ୍ରାଫିକ ବେହାଲ ; ବ୍ୟାଙ୍କ ଶାଖା ପରିଚାଳକଙ୍କୁ ନୋଟିସ ଜାରି

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ବେହାଲ ହୋଇ ପଡିଛି। ସ୍ଥାନୀୟ ପୁଲିସ ପକ୍ଷରୁ କେବଳ ଇନ୍ଦିରା ଛକ, ଶାସ୍ତ୍ରୀ ଛକରେ ହୋମଗାର୍ଡ ମୁତୟନ କରି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରାଯାଉଛି। ସହରର…
Read More...

ସାମ୍ବାଦିକଙ୍କୁ ହତ୍ୟା ଧମକ

ରେଙ୍ଗାଲିକେମ୍ପ : ଏକ ନିର୍ଦ୍ଧିଷ୍ଟ ଓଡ଼ିଆ ଖବର କାଗଜର ଅତାବିରା ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟରତ ହୃଷୀକେଶ ଖମାରୀଙ୍କୁ ଗତ ୪ ତାରିଖ ରାତି ୮ଘଣ୍ଟା ୯ମିନିଟ୍ ଓ ପୁଣି ୮ ଘଣ୍ଟା ୧୪ ମିନିଟ୍ ସମୟରେ ଏକ ଅଜଣା ବ୍ୟକ୍ତି…
Read More...

ପିପିଲି ଉପନିର୍ବାଚନ ଲଢିବ ଆର୍‍ପିଆଇ

ପିପିଲି : ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଖୋଜା ସାଙ୍ଗକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଏହି ଉପନିର୍ବାଚନରେ ଜାତୀୟ ଦଳିତ, ଆଦିବାସୀ, ମାଇନରିଟି ମହାସଂଘ ସହ ମେଣ୍ଟ କରି…
Read More...

ସନ୍ଦେହ ଜନକ ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

ନବରଙ୍ଗପୁର/ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦରମହାକୁମା ନିକଟସ୍ଥ ଚମ୍ପାବନରୁ ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପାପଡାହାଣ୍ଡି ପୁଲିସ। ମୃତ ଯୁବକ ଜଣକ ହେଲେ…
Read More...

ପିପିଲିରେ ଚକାଜାମ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ

ପିପିଲି : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ରଦ୍ଦ ଦାବିରେ ଦିଲ୍ଲୀ ସୀମାରେ ଚାଲୁଥିବା କୃଷି ଆନ୍ଦୋଳନକୁ ସଫଳ କରିବା ପାଇଁ ଓ ଦିଲ୍ଲୀରେ କୃଷକଙ୍କ ଉପରେ ପୁଲିସର ଦମନଲିଳା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା…
Read More...

୪୪ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ମୋହନା : ଗଜପତି ଜିଲ୍ଲା ମୋହନା, ଆର.ଉଦୟଗିରି, ନୂଆଁଗଡ଼ ଅଞ୍ଚଳ ଗଞ୍ଜେଇର ଭୂସର୍ଗ ପାଲଟିଛି। ଶୀତଋତୁ ଆରମ୍ଭ ହୋଇଗଲେ ପୁଲିସ, ଅବକାରୀ, ବନ ଓ ରାଜସ୍ୱ ବିଭାଗ ପକ୍ଷରୁ ଚାଲେ ଗଞ୍ଜେଇ କଟା ଅଭିଯାନ। ବର୍ଷକୁ କୋଟି କୋଟି…
Read More...

ସାତକୋଶିଆରୁ ନିରୁର୍ଦ୍ଧିଷ୍ଟ ଘଡିଆଳର ମିଳିଲା ପତ୍ତା, କୋର ଠାରୁ ୨୭ କି.ମି ଦୂରରେ ଠାବ

ହରଭଙ୍ଗା : ସାତକୋଶିଆ ମହାନଦୀ ଗଣ୍ଡର ସୁନାଖଣିଆ କୋର ଅରୁ ଗତ ଜାନୁୟାରୀ ୧୯ତାରିଖରୁ ଏକ ଘଡିଆଳ କୁମ୍ଭୀର ମହାନଦୀର ଉପରଭାଗ ଅଂଚଳକୁ ପାଖାପାଖି ୨୭କିଲୋମିଟର ଦୁରକୁ ଚାଲିଯାଇଥିବା ଜଣାପଡିଛି। ଦୁଇ ଦିନ ହେଲା ଘଡିଆଳର…
Read More...

କୃଷକ ସୂଚନା କେନ୍ଦ୍ର ଉଦ୍‍ଘାଟନ ବିବାଦ ମାମଲା : ନ୍ୟାୟ ପାଇଁ ଏସ୍‍ପିଙ୍କୁ ଭେଟିଲା ବିଜେପି ଟିମ

ନବରଙ୍ଗପୁର : ଗତ ୨ ତାରିଖ ନିୟନ୍ତ୍ରୀତ ବଜାର କମିଟିର କୃଷକ ସୂଚନାକେନ୍ଦ୍ର ଉଦ୍‍ଘାଟନ ସନ୍ଧ୍ୟାରେ ଧାରଣାରତ କୃଷକ , ମହିଳା ଓ  ବିଜେପି ନେତାଙ୍କୁ ଠେଲାପେଲା କରି ଦଳିଚକଟି ଉପରକୁ ମାଡି ଯାଇ ରାଜ୍ୟଯୋଜାନାବୋର୍ଡର…
Read More...

ପ୍ଲାଏଉଡ ଗୋଦାମରେ ଜି.ଏସ.ଟି. ଏନଫୋର୍ସମେଣ୍ଟ ଟିମର ଚଢଉ

କଂଟାବାଞ୍ଜି : କଂଟାବାଞ୍ଜି ସହରର କୁରଲିଠାରେ ଥିବା ଭଗବତୀ ପ୍ଲାଏଉଡ ଗୋଦାମ ଏବଂ ମାତା ମନ୍ଦିର ଠାରେ ଥିବା ଦୋକାନରେ ଓ ପାଖରେ ଥିବା ଗୋଦାମ ଘର ରେ ଜିଏସଟିର ବଲାଙ୍ଗିର ନୂଆପଡାର ମିଳିତ ଏନ୍ଫୋର୍ସମେଣ୍ଟ ଟିମ ପକ୍ଷରୁ…
Read More...

ଅଜଣା ଗାଡି ଧକ୍କାରେ ବାଛୁରୀ ମୃତ, ରାଜପଥରେ ପଡିଛି ମୃତଦେହ, ଛୁଆକୁ ଜଗିଛି ମାଆ

ହରଭଙ୍ଗା : ମଣିଷ ସମାଜ ସମ୍ପର୍କର ମୂଲ୍ୟରୁ ଅନେକ ଦୂରକୁ ଚାଲିଯାଇଥିବା ବେଳେ ପଶୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି ସମ୍ପର୍କର ମୂଲ୍ୟବୋଧ। ବିଭିନ୍ନ ଘଟଣା ମାଧ୍ୟମରେ ପଶୁମାନେ ବାରମ୍ବାର ସମ୍ପର୍କର ମୂଲ୍ୟବୋଧ ବିଷୟରେ…
Read More...

ବୃଦ୍ଧା ଜେଜେମାଆ କାନ୍ଧରେ ୩ ନାତି-ନାତୁଣୀଙ୍କ ବୋଝ

ହରଭଙ୍ଗା : ସରକାର ଅସହାୟ ନିରାଶ୍ରୟଙ୍କ ଥଇଥାନ ପାଇଁ ବିଭିନ୍ନ ସହାୟତ କେନ୍ଦ୍ର ଖୋଲିବା ସହିତ ଗରିବ ଅସହାୟ ଶିଶୁଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ…
Read More...

ବ୍ରାଉନସୁଗାର ଜବତ, ଜଣେ ଗିରଫ

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦେବୀଗଳି ଅଞ୍ଚଳରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ପିପିଲି ପୁଲିସ ଚଢଉ କରି ବ୍ରାଉନସୁଗାର ବିକ୍ରି କରୁଥିବା ଜଣେ ଯୁବକକୁ…
Read More...

ଭତ୍ତା ପାଇଲି ସାତଶହ, ପାଇବାକୁ ଦେଲି ପାଞ୍ଚଶହ…ଆର୍ଥିକ ଅନଟନ ଓ ପରିସ୍ଥିତିର ଦାସ ପାଲଟିଛନ୍ତି ଡୋଲାମଣି

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ପତ୍ରାପାଳିର ବାସିନ୍ଦା ଡୋଲାମଣି ଭୂଏ। ବୟସ ୭୩। ପରିଣତ ବୟସରେ ଆଜି ୨୪ବର୍ଷର ବିକଳାଙ୍ଗ ପୁଅକୁ ଠିକ୍ କରିବା ପାଇଁ ଚିକିତ୍ସା ଖର୍ଚ୍ଚରେ ସେ ସର୍ବସ୍ବାନ୍ତ ହୋଇଗଲେଣି। ମାତ୍ର ଦୁଇ…
Read More...

ଅତାବିରାରେ ଦୁଇଟି କେନ୍ଦ୍ରରେ ସମ୍ପନ୍ନ ହେଲା ପଠାଣି ସାମନ୍ତ ପରୀକ୍ଷା

ରେଙ୍ଗାଲିକେମ୍ପ : ଆଜି ଅତାବିରା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦୁଇଟି କେନ୍ଦ୍ରରେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ସମ୍ପନ୍ନ ହୋଇଯାଇଛି। ଷ୍ଟେଜପ୧ରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା…
Read More...

ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମାନସିକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର

ବାଙ୍କୀ : ଡମପଡା ବ୍ଲକ ଅଧିନ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆୟୋଜନରେ ସ୍ଥାନୀୟ ଘାସିପୁଟ୍ଟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ମାନସିକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ…
Read More...

ଫେବୃୟାରୀ ୯ରେ ଏନ.ଏ.ସି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା ଚେତାବନୀ

ବାଙ୍କୀ : ନିକଟରେ ବାଙ୍କୀ ଏନ.ଏ.ସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାଙ୍କୀ ସହରର ସମସ୍ତ ୱାର୍ଡ ବାସିନ୍ଦାଙ୍କ ଉପରେ ୟୁଜର ଫି ଆଦାୟ ବୋଝ ଲଦି ଦିଆଯାଇ ଆଦାୟ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହାର ପ୍ରତିବାଦରେ ବାଙ୍କୀ…
Read More...

ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା, ୪୨୮ ପରୀକ୍ଷାର୍ଥୀ

ବାଙ୍କୀ : ବାଙ୍କୀ ଉପଖଣ୍ଡ ଆନ୍ତର୍ଗତ ଡମପଡା ବ୍ଲକ ଅଧିନ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବାଙ୍କୀ ବ୍ଲକର ରଘୁନାଥ ଦେବତା ନୋଡାଲ ବିଦ୍ୟାପୀଠ ଓ ସଚଳାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ…
Read More...

କୃଷି ଅଧିକାରୀଙ୍କ ନାଁରେ ମହିଳା ଭିଏଲଡବ୍ଲୁଙ୍କ ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର କୃଷି ଜିଲା ଅଧିକାରୀ ହିମାଂଶୁ ଶେଖର ପାଢୀଙ୍କ ନାଁରେ ଜଣେ ମହିଳା ଭିଏଲଡବ୍ଲୁ ଅଭିଯୋଗ କରିଥିବା ଜଣାପଡିଛି। ମହିଳା ଭିଏଲଡବ୍ଲୁଙ୍କ ନାଁ ଗୋପନ ରଖାଯାଇଥିବା ବେଳେ ସେ କୃଷି ଜିଲା ଅଧିକାରୀଙ୍କ…
Read More...

ଗାଁ ମୁହାଁଉଛନ୍ତି ଜଙ୍ଗଲୀ ଭାଲୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ଉଦୟପୁର-ଦିଗସଲପା ରାସ୍ତାରେ ଦିନ ଦ୍ୱିପ୍ରହରରେ ଜଙ୍ଗଲୀ ଭାଲୁ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକେ ଭାଲୁକୁ ଦେଖି ଭୟବୀତ ହେବା ସହ ଭାଲୁର…
Read More...

୧୧ କେଭି ତାର ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆଖୁ ଓ ଗୁଡ଼ ନଷ୍ଟ

ନବରଙ୍ଗପୁର : ଆଖୁ ଘଣାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗୁଡ଼ ଓ ଆଖୁ ପେଡା ମୋଟର ନଷ୍ଟ ହୋଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଏସ୍ ମାଳିଗୁଡା ଠାରେ ଲାଇବାନ ଅମାନ୍ୟତ ଙ୍କ ଆଖୁ ଘଣାରେ ନିଆଁ ଲାଗି…
Read More...

ପିପିଲିରେ ବିଇଓ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଗଣଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର

ପିପିଲି : ପିପିଲିରେ ନାହିଁ ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ ସ୍ଥାୟୀ କାର୍ଯ୍ୟାଳୟ । ଏଠାରୁ ୮ କିଲୋମିଟର ଦୂରରେ ଥିବା ବିଆର୍‍ସିସିଙ୍କ କାର୍ଯ୍ୟାଳୟରେ ଚାଲିଛି ବ୍ଲକ ଶିକ୍ଷାଧିକାରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ।…
Read More...

ହଜାର ଲିଟର ପୋଚ ନଷ୍ଟ ,୧୦ଲିଟର ଦେଶୀ ମଦ ଜବତ ,ଜଣେ ଗିରଫ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ କାଜୁ ଜଙ୍ଗଲରେ ଆଜି ଦିନ ୧୦ଟା ସମୟରେ ମଦ ପ୍ରସ୍ତୁତ ହେଉଥିବାର ଖବର ପାଇ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ସେଠାରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଏକ ହଜାର ଲିଟର ପୋଚ…
Read More...

ସଫଳ ଚାଷୀଙ୍କୁ ଜିଲ୍ଲାପାଳଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ

ବେଗୁନିଆ : ବେଗୁନିଆ ବ୍ଲକ ସାରୁଅ ପଂଚାୟତ ଅନ୍ତର୍ଗତ କାଠଖୁଣ୍ଟିଆ ଗ୍ରାମର ସଫଳ ଚାଷୀ ପବନ ଭୂଜବଳଙ୍କୁ ଜିଲ୍ଲାପାଳ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଆଜି ତାଙ୍କ ନିକଟରେ ପଂହଁଚି ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନ…
Read More...

ପିପିଲି ପାଇଁ କଂଗ୍ରେସର ପ୍ରାର୍ଥୀ ଖୋଜା

ପିପିଲି : ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ତିରୋଧାନ ପରେ ଏହି ବିଧାନସଭା ଆସନଟି ଖାଲି ପଡିଛି । ଏହି ଆସନରେ ଉପନିର୍ବାଚନ ପାଇଁ ଖୁବ୍‍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଉପନିର୍ବାଚନ ପାଇଁ…
Read More...