ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ଉଦୟପୁର-ଦିଗସଲପା ରାସ୍ତାରେ ଦିନ ଦ୍ୱିପ୍ରହରରେ ଜଙ୍ଗଲୀ ଭାଲୁ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକେ ଭାଲୁକୁ ଦେଖି ଭୟବୀତ ହେବା ସହ ଭାଲୁର ଫଟୋ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ଭାଇରାଲ କରୁଛନ୍ତି। ଜଙ୍ଗଲ କ୍ଷୟ ହେବା ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ପଶୁ ଗାଁ ମୁହାଁଉଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଗାଁ ମୁହାଁଉଛନ୍ତି ଜଙ୍ଗଲୀ ଭାଲୁ
Popular Categories



