www.samajalive.in
Monday, December 15, 2025
27.1 C
Bhubaneswar

ଅତାବିରାରେ ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ….

ବରଗଡ଼ : ଅତାବିରାବ୍ଲକ ଶିକ୍ଷା ଅଧୀନରେ ଥିବା ୩୨ଟି ହାଇସ୍କୁଲ ଓ ଯୁକ୍ତ-୨ କଲେଜରେ କରୋନା କଟକଣା ନିୟମକୁ ପାଳନ କରି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳନ ହୋଇଯାଇଛି। କରୋନା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ବାଦ୍ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଧ୍ୟାପକ ମାନଙ୍କ ଦ୍ୱାରା ଆଜି ଏହି ଦୁଇ ମହାନ ଯୋଦ୍ଧା ତଥା ସଂଗ୍ରାମୀ ମାନଙ୍କ ଫଟୋ ଚିତ୍ରରେ ଦ୍ବୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟ,ନୋଡାଲ ବାଳକ ଉଚ୍ଚ ବିଦ୍ୟାଳୟ,ଅତାବିରା ମହା ବିଦ୍ୟାଳୟ, ଟୋପ, ସିଂହପାଲି, ଲାଦେରପାଲି, ଦେବାହାଲ,ହିଲ୍ଲୀପାଲି,ଟାଙ୍ଗର ପାଳି,ପତ୍ରା ପାଲି,ସରଣ୍ଡା, କୁଳୁଣ୍ଡା,ଲହଣ୍ଡା,ଲରମ୍ଭା,ପାହାଡ଼ ଶ୍ରୀଗିଡା,ସିଲେଟ,ଜାଙ୍ଗେଡ଼,ଲଚିଦା, ଲସ୍ତଲା,ଗୋଡ଼ଭଗା ଜନତା, ଗୋଡ଼ଭଗା ଜୁବୁଲି, ଝରା ପାଲି,କଦୋବାହାଲ,କୁମେଲସିଙ୍ଘା, ବାବେବିରା,ଝିଲିମିଣ୍ଡା,ପତ୍ରାପାଲି,ଦୁଲମ ପୁର ହାଇସ୍କୁଲ ସମେତ ଲରମ୍ଭା, କାଦୋ ବାହାଲ ଓ ପାହାଡ଼ ଶ୍ରୀଗିଡା ମହାବିଦ୍ୟାଳୟ ରେ ଏହି ଜୟନ୍ତୀ ପାଳିତ ହୋଇଯାଇଛି।ଏହା ବ୍ୟତୀତ ସମସ୍ତ ସ୍କୁଲ୍ ମାନଙ୍କରେ ସଫାସୁତୁରା କରିବା ସହ ସାନିଟାଇଜ ମଧ୍ୟ କରାଯାଇଥିଲା।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories