mission shakti banner

ସୁରଙ୍କ ରାମ ଅବତାର

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ଗତ କିଛି ଦିନ ପୂର୍ବରୁ ‘ରଙ୍ଗବତୀ’ ଓ ନିଶା ନିବାରଣ ଉପରେ ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଥିଲେ। ଏପରିକି ‘ରଙ୍ଗବତୀ’ର ମ୍ୟୁଜିକ୍‌ ଭିଡିଓରେ ତାଙ୍କ…
Read More...

‘ମୋ ଖତ’ ଯୋଜନା, ରାଜମହଲ ଛକରେ ବସିବ କିଓସ୍କ

ଭୁବନେଶ୍ୱର: ବିଏମ୍‌ସି ବିକିବ ଖତ। ଏଥିପାଇଁ ଆରମ୍ଭ କରିଛି ‘ମୋ ଖତ’ ଯୋଜନା। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ କ୍ଷୁଦ୍ର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର(ଏମ୍‌ସିସି)ରେ ଆବର୍ଜନାରୁ ଖତ ଉତ୍ପାଦନ ହେଉଛି। ଏହାକୁ…
Read More...

ସାପ-ମଣିଷ ବନ୍ଧୁତା

ପ୍ରାଣୀଙ୍କୁ ଆକ୍ରମଣ କି କ୍ଷତି ନ ପହଞ୍ଚାଇବା ପର୍ଯ୍ୟନ୍ତ ସେମାନେ ପାଲଟା ଆକ୍ରମଣ କରିନଥାନ୍ତି। ଜୀବବିଜ୍ଞାନୀମାନେ ବରାବର ଏଇ ପରାମର୍ଶ ମନୁଷ୍ୟଜାତିକୁ ଦେଇ ଆସୁଥିବାବେଳେ କେତେକଙ୍କ ଯୁକ୍ତି ଯେ ହିଂସ୍ର ପ୍ରାଣୀଙ୍କ…
Read More...

ହ୍ବାଟ୍ସଆପ୍‌ ଆଣିଲା ନୂଆ ସର୍ତ୍ତାବଳୀ, ସ୍ବୀକାର ନ କଲେ ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ: ବାର୍ତ୍ତା ପଠାଇବାର ସହଜ ଓ ସର୍ବାଧିକ ବ୍ୟବହୃତ ମୋବାଇଲ ଆପ୍ ହ୍ବାଟ୍ସଆପ୍ ନୂଆ ଗୋପନୀୟ (ପ୍ରାଇଭେସି) ନୀତି ଆଣିଛି। ନୂଆ ପ୍ରାଇଭେସି ନୀତି ଅନୁଯାୟୀ ବ୍ୟବହାରକାରୀମାନେ ଏହାର ସର୍ତ୍ତାବଳୀକୁ ସ୍ବୀକାର…
Read More...

ପୁରୁଷ ମ୍ୟାଚରେ ପ୍ରଥମ ମହିଳା ଅମ୍ପାୟାର ପୋଲୋସାକ୍‌

ସିଡ୍‌ନୀ : ୧୪୪ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ପୁରୁଷ ଟେଷ୍ଟ ମ୍ୟାଚରେ ମହିଳା ଅମ୍ପାୟାରଙ୍କୁ ଦେଖିବାକୁ ମିଳିଛି। ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ବର୍ଡର - ଗାଭାସ୍କର…
Read More...

ଫଟୋଗ୍ରାଫି ନିଶାରେ ଥାନାବାବୁ; ଭିତରକନିକା ଜାତୀୟ ଉଦ୍ୟାନ କ୍ୟାଲେଣ୍ଡରରେ ସ୍ଥାନ ପାଇଲା ତାଙ୍କ ଫଟୋ

କେନ୍ଦ୍ରାପଡ଼ା: ପେଶାରେ ପୁଲିସ ଇନ୍ସପେକ୍ଟର କିନ୍ତୁ ନିଶା ହେଉଛି ୱାଇଲ୍ଡ ଲାଇଫ ଫଟୋଗ୍ରାଫି। ଏହିପରି ଜଣେ ନିଆରା ମଣିଷ ହେଉଛନ୍ତି ପୁଲିସ ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ। ପୁଲିସ ଚାକିରି ଭଳି ବ୍ୟସ୍ତବହୁଳ…
Read More...

ଶୁକ୍ରବାର ରାଶିଫଳ ( ୦୮-୦୧-୨୦୨୧ )

ମେଷ: ବହୁ ସୁଖକର ଘଟଣା ଘଟିପାରେ। ସ୍ବକର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ବାଣିଜ୍ୟ କାରବାର ଭଲ ହେବ।…
Read More...

କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟିକା କୁସୁମ ଓ ଟଙ୍କଧର; ୧୦୭ ଖୋଲା ମଞ୍ଚ ଓ ୨୦୭ ଗୋଷ୍ଠୀ କେନ୍ଦ୍ର ଖୋଲିବା…

ସୁନ୍ଦରଗଡ଼: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭୁବନେଶ୍ୱରଠାରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରାଜ୍ୟ ଭାଜପା ସଂପାଦକ ଟଙ୍କଧର ତ୍ରିପାଠୀ, ବରିଷ୍ଠ ନେତା ଠାକୁର ରଞ୍ଜିତ ଦାସ…
Read More...

୭.୫%ରୁ ୩୦% ପର୍ଯ୍ୟନ୍ତ କମିପାରେ ଘରୋଇ ସ୍କୁଲ ଫି’: କମିଟି ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ…

କରୋନା ସମୟରେ ଶିକ୍ଷାଦାନ ବ୍ୟାହତ ପ୍ରସଙ୍ଗରେ ଘରୋଇ ସ୍କୁଲର  ଫି ହ୍ରାସକୁ ନେଇ ଚାଲିଛି ବିତର୍କ । ଅଭିଭାବକ ଫି ହ୍ରାସ ପାଇଁ ଦାବି କରୁଥିବାବେଳେ ସ୍କୁଲଗୁଡ଼ିକ ଟଙ୍କାଟିଏ ବି ଫି କମାଇବାକୁ ନାରାଜ । ଏହି ପ୍ରସଙ୍ଗ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର! ବେନାମୀ ଚିଠିକୁ ନେଇ ହଇଚଇ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବେନାମୀ ଚିଠି । ହେଲେ ଏହି ଚିଠିର ବିଷୟବସ୍ତୁ ଅତ୍ୟନ୍ତ ମାରାତ୍ମକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଉଥିବାକୁ ନେଇ ଏଥିରେ ଦିଆଯାଉଛି ସୂଚନା । କେବଳ ସେତିକି ନୁହେଁ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ; ଓଏମସିକୁ ୨ଟି ଓ ଓଏମଇସିକୁ ମିଳିବ…

ଭୁବନେଶ୍ବର:  କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ  ରାଜ୍ୟର ବିଭିନ୍ନ ଖଣିଜ ପଦାର୍ଥର ନିଲାମ  ଏବଂ ଓଡିଶାରେ ଖଣି ଖନନ…
Read More...

ନିଜ ଅନ୍ତିମ ସଂସ୍କାର ନିମନ୍ତେ ଲୋଡ଼ାପଡ଼ିଲା ଟଙ୍କା; ବ୍ୟାଙ୍କରେ ପହଞ୍ଚିଲା ଶବ

ଜମା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଯାଆନ୍ତି ଜମାକାରୀ । ମାତ୍ର ନିଜ ଅନ୍ତିମ ସଂସ୍କାର ନିମନ୍ତେ ଟଙ୍କା ଲାଗି ଜଣେ ମୃତବ୍ୟକ୍ତି କେମିତି ବ୍ୟାଙ୍କ ଯାଇପାରିବେ ? ମାତ୍ର ଅବିଶ୍ବାସ ହେଉଥିଲେ ହେଁ ଘଟଣାଟି ସତ । ମୃତ…
Read More...

ମାହାଙ୍ଗା ଡ଼ବଲ ମର୍ଡ଼ର ମାମଲା: ବିଜେପି ପ୍ରଭାରୀଙ୍କୁ ଜବାବ ଦେଲେ ବିଜେଡ଼ି ସାଂସଦ

ଅପରାଧୀ ଗିରଫ ନେଇ ବିଜେପି ନେତ୍ରୀ ଅବଗତ ନାହାନ୍ତି: ବିଜେଡି ଭୁବନେଶ୍ୱର: ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ବିଜେପି ରାଜ୍ୟ ପ୍ରଭାରୀ ଡ଼ି.ପୁରନ୍ଦେଶ୍ବରୀଙ୍କ ଅଭିଯୋଗର କଡ଼ା ଜବା ରଖିଛି ବିଜେଡ଼ି । ଦଳର ସାଂସଦ ତଥା…
Read More...

ଗାନ୍ଧୀମାର୍ଗରେ ହେବ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: ରାଜ୍ୟପାଳ ମୁଖ୍ୟ ଅତିଥି, ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି

ଭୁବନେଶ୍ୱର: କୋଭିଡ଼ ପରିସ୍ଥିତି ଯୋଗୁଁ ଚଳିତ ବର୍ଷ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମକୁ ସୀମିତ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।  ଭୁବନେଶ୍ବର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର…
Read More...

ଅନ୍ଧାରୀମୂଲକର ଅଭିଶପ୍ତ ଗାଁ ବାନ୍ଦିଗାଡୁ : ଭତ୍ତା,ଚାଉଳ ପାଇଁ ଚାଲିବାକୁ ପଡେ ଦୁଇଦିନ

ହରଭଙ୍ଗା: ବୌଦ୍ଧ ଜିଲା ଗଠନକୁ ପୂରିଗଲାଣି ୨୭ ବର୍ଷ। ଜିଲା ଗଠନ ପରେ ଏହାର ବିକାଶ ମାନଚିତ୍ରରେ ଅନେକ ପରିବର୍ତ୍ତନ ଘଟିଛି; ମାତ୍ର ବଦଳିପାରିନି ଅପହଞ୍ଚ ଇଲାକାର ବସବାସ କରୁଥିବା ଅବହେଳିତ ଆଦିମ ଅଧିବାସୀଙ୍କ ଜୀବନ।…
Read More...

ମୋଦି ସରକାରଙ୍କ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ବିଜେପି କାର୍ଯ୍ୟକର୍ତାଙ୍କ ଦାୟିତ୍ୱ: ପ୍ରହଲ୍ଲାଦ ଯୋଶୀ

ଭୁବନେଶ୍ୱର: ଓଡିଶାକୁ ମୋଦି ସରକାର ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା କରିଛନ୍ତି। ରାଜ୍ୟର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ। ମୋଦି ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା…
Read More...

୨୫ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ହେବ ଭାରତ ବାୟୋଟେକ୍ କୋଭିଡ଼ ଟୀକା କୋଭାକ୍ସିନ

ଭରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ଗୁରୁବାର ଦିନ ଏହାର ସ୍ୱଦେଶୀ ଉତ୍ପାଦିତ COVID-19 ଟିକା 'କୋଭାକ୍ସିନ'ର ପର୍ଯ୍ୟାୟ -3 କ୍ଲିନିକାଲ ପରୀକ୍ଷା  ପାଇଁ ପ୍ରସ୍ତୁତ ହୋଇଛି । ଏଥିପାଇଁ ୨୫ ହଜାର ସ୍ବେଚ୍ଛାସେବୀଙ୍କ…
Read More...

ସାତବର୍ଷ ହେଲା ବନ୍ଦ ପଡ଼ିଛି ୭୦ ବର୍ଷର ହାଟ, ଆନ୍ଧ୍ର ଜାଗାରେ ଓଡ଼ିଶା ବେପାର

ଜେମାଦେଇପେଣ୍ଠ: ରାଜନୈତିକ ଇଛାଶକ୍ତି ଓ ପ୍ରଶାସନର ଆନ୍ତରିକତା ଅଭାବରୁ ଆଜି ଦୀର୍ଘ ୭୦ ବର୍ଷର ହାଟ (ଶେଷଖାଲ ହାଟ)ଟି ପରୋକ୍ଷରେ ଆନ୍ଧ୍ର ବ୍ୟବସାୟୀଙ୍କ ହାତକୁ ଚାଲିଯାଇଛି। ବ୍ୟବସାୟିକ ଗୋଟି ଚାଳନାରେ ସିଦ୍ଧହସ୍ତ…
Read More...

ନଈ ଏପାରିରେ ଗାଁ; ଆରପାରିରେ ତହସିଲ, ବ୍ଲକ କାର୍ଯ୍ୟାଳୟ

ପୁରୁଷ ପୁରୁଷ ଧରି ଜୁଆରିଆ ଭରାନଈ ପାରି ହୋଇ ତହସିଲ ଓ ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ପାଇଁ ଯାଉଛନ୍ତି ଲୋକେ। ନଈରେ ପୋଲଟିଏ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ହେଉଥିଲେ ମଧ୍ୟ ଅନୁଧ୍ୟାନ ଓ କାଗଜ କଲମରେ…
Read More...

ବଢ଼ୁଛି ଦୁର୍ଘଟଣା; ପଡ଼ିଛି ପାଣ୍ଠି, ବିଜ୍ଞାପନରେ ‘ସଡ଼କ ସୁରକ୍ଷା’

ଭୁବନେଶ୍ବର: ରାସ୍ତାରେ ଦୁର୍ଘଟଣା ବଢ଼ୁଛି। ମାସରେ ଶହଶହ ମରୁଛନ୍ତି। କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି; ମାତ୍ର ସଡ଼କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ଅନୁଦାନ ଅର୍ଥ ବ୍ୟାଙ୍କରେ ଜମା ରହୁଛି। ଲକ୍ଷେ କି…
Read More...

ସାରା ଦେଶରେ କଂଗ୍ରେସ ସାଂଗଠନିକ ସ୍ତରରେ ମଜବୁତ୍‌: ଭକ୍ତ ଦାସ

ଭବାନୀପାଟଣା: ଓଡ଼ିଶା ସମେତ ସାରା ଭାରତ ବର୍ଷରେ କଂଗ୍ରେସର ସାଂଗଠନିକ ସ୍ଥିତିକୁ ଅଧିକ ମଜବୁତ୍‌ କରିବା ସହିତ କଂଗ୍ରେସକୁ ସାରା ଦେଶରେ କ୍ରୀୟାଶୀଳ କରିବା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାନେତ୍ରୀ…
Read More...

ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ ସ୍ୱାସ୍ଥ୍ୟକର୍ମୀ

ଭବାନୀପାଟଣା: ଭବାନୀପାଟଣା ବ୍ଲକର ଦୁଆରସୁନୀ ଗ୍ରାମର ସ୍ୱାସ୍ଥ୍ୟକର୍ମୀ ଜୈନିକା ମହିଳାକୁ ଆଶା କର୍ମୀ କରାଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେବା ଘଟଣା ଜିଲ୍ଲାରେ…
Read More...

ରାଜ୍ୟ ମାନବ ଅଧିକାର ଆୟୋଗର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା; ଜିଲାପାଳ, ଏମସିଏଲ ସିଏମଡି ଓ ରେଲୱେକୁ ପକ୍ଷ ରଖିବାକୁ…

ସୁନ୍ଦରଗଡ଼: ଏମ.ସି.ଏଲ ଡୁଡୁକା-ଲଇକେରା ରେଲୱେ ସାଇଡିଂ ମାନବ ଅଧିକାର ଉଲଂଘନ କରିବା ସହ ପରିବେଶ ଆଇନର ଖୋଲା ଉଲଂଘନ କରୁଛି ବୋଲି ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସୂଚନା ଯୋଗ୍ୟ, ରାଜ୍ୟ ମାନବ…
Read More...

ଆରଏସପି ଦୁର୍ଘଟଣା: କାହା ତ୍ରୁଟି ଯୋଗୁଁ ଚାଲିଗଲା ଚାରି ଜୀବନ? କିଏ ଦେବ ଉତ୍ତର ??

ରାଉରକେଲାସ୍ଥିତ ଇସ୍ପାତ କାରଖାନାରେ ଦୁର୍ଘଟଣାରେ ଆଜି ଯାଇଛି ୪ ଜୀବନ । ତେବେ କେମିତି ଓ କାହିଁକି ହେଲା ଗ୍ୟାସ ଲିକ୍ ଆସନ୍ତୁ ଜାଣିବା ସୂଚନା ମୁତାବକ, ସିସିଡିର ସାଇଟ୍‌-ଏରେ ରକ୍ଷଣାବେକ୍ଷଣ କାମ ସକାଶେ ହୋଇଥିବା…
Read More...

କେନ୍ଦୁଝର ଏସପିଙ୍କୁ ଜାତୀୟ ମାନବାଧିକାରଙ୍କ ନୋଟିସ୍‌

କେଶଦୁରାପାଳ: କେନ୍ଦୁଝର ଏସପିଙ୍କୁ ଜାତୀୟ ମାନବାଧିକାର ନୋଟିସ୍‌ ପଠାଇଥିବା ଜଣାପଡ଼ିଛି। ସୁଚନାରୁ ଜଣାଯାଏ ଯେ, କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅନ୍ତର୍ଗତ ଚାପୁଣ୍ଡିଆ ଗ୍ରାମର ରତ୍ନାକର କବି ଗତ କିଛି ଦିନ ତଳେ…
Read More...

ଆରଏସ୍‌ପି ଗ୍ୟାସ ଲିକ୍: ମୃତ ଶ୍ରମିକଙ୍କ ପରିବାରର ଜଣକୁ ନିଯୁକ୍ତି ଓ ୨.୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପରେ…

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆରଏସ୍‌ପି) ଭିତରେ ଥିବା କୋଲ କେମିକାଲ ବିଭାଗ (ସିସିଡି)ର ଗ୍ୟାସ୍‌ ମିକ୍ସିଂ ଟ୍ୟାଙ୍କ ଏରିଆ (ସାଇଟ୍‌-ଏ)ଗ୍ୟାସ୍‌ ଲାଇନର ରକ୍ଷଣାବେକ୍ଷଣ କାଳରେ ଗ୍ୟାସ ଲିକ୍‌ ହେବାରୁ ୪ଜଣ…
Read More...

ଫାଶରେ ପଡ଼ିଲା ବାଂଲାଦେଶୀ ପେଚା!, କିଣି ଆଣି ଉଡ଼ାଇ ଦେଲେ ପକ୍ଷୀପ୍ରେମୀ ମନୋରଞ୍ଜନ

ନୀଳଗିରି: ଜାଲ ଫାଶରେ ଛନ୍ଦି ହୋଇ ପଡ଼ିଥିବା ଏକ ବିରଳ ବାଂଲାଦେଶୀ ପେଚାକୁ ଜଣେ ପକ୍ଷୀପ୍ରେମୀ କିଣି ଆଣି ସୁସ୍ଥ କରିବା ପରେ ମୁକ୍ତ ଆକାଶରେ ଉଡ଼ାଇ ଦେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ବାଲେଶ୍ୱର ଜିଲା…
Read More...

୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଆରମ୍ଭ କଲା ପ୍ରସ୍ତୁତି: ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ…

ଚଳିତ ବର୍ଷ ୫ଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଅଧ୍ୟ୪ା ସୋନିଆ ଗାନ୍ଧୀ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ନିର୍ବାଚନ ପରିଚାଳନା, ସମନ୍ବୟ ରକ୍ଷା ନିମନ୍ତେ ରୂପେଶ ବାଘେଲ, ମୁକୁଲ ୱାସନିକ,…
Read More...

ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପର ସମୀକ୍ଷା ବୈଠକ:ହିତାଧିକାରୀଙ୍କ ମନୋନୟନ ଓ ପ୍ରୋତ୍ସାହନ ଦେବାକୁ…

ଭୁବନେଶ୍ୱର: କୃଷି ପୋଖରୀ ଖନନକୁ ପ୍ରାଥମିକତା ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମୃତ୍ତିକା ସଂରକ୍ଷଣ ଓ ଉପଲବ୍ଧ ଜଳରାଶିର ସୁବିନିଯୋଗ କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ…
Read More...

ଚୀନର ଯୁଦ୍ଧ ପ୍ରସ୍ତୁତି: ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ…

ସୀମାନ୍ତରେ ଚୀନ-ଭାରତ ଉତ୍ତେଜନା ହ୍ରାସ କରିବାକୁ ବାରମ୍ବାର ଆଲୋଚନା ହେଉଛି, ମାତ୍ର ଏହାର କୌଣସି ନିଷ୍କର୍ଷ ବାହାରି ପାରୁନାହିଁ । ପ୍ରବଳ ଥଣ୍ଡା ଓ ବିଯୁକ୍ତ ୧୦ରୁ ୧୫ ଡ଼ିଗ୍ରୀ ଶୀତଳତାରେ ଭାରତୀୟ ସେନା ସୀମାନ୍ତରେ…
Read More...

୪୧ ଦେଶକୁ ବ୍ୟାପିଲାଣି କରୋନାର ନୂତନ ଭୂତାଣୁ; ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦେଲା ଏମିତି ଚେତାବନୀ

ଲଣ୍ଡନ:  ଆପଣ ମଧ୍ୟ ଲଣ୍ଡନ ଯିବାକୁ ଯୋଜନା କରୁଛନ୍ତି କି? ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ଏହି ଖବର ପଢ଼ିବା ପରେ ଆପଣ ହୁଏତ ଆପଣଙ୍କ ଗସ୍ତ ବାତିଲ କରିପାରନ୍ତି । ଏଇଥିପାଇଁ ଯେ ବ୍ରିଟେନରେ ଦେଖା…
Read More...

୬୪୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ; ସୃଷ୍ଟି ହେବ ୪୬୩୧ ନିଯୁକ୍ତି ସୁଯୋଗ 

ଭୁବନେଶ୍ବର :  ସିମେଣ୍ଟ, ଲୌହ ଓ ରିଫାଇନାରୀ କ୍ଷେତ୍ରରେ ୬୪୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୪୬୩୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ…
Read More...

ମାହାଙ୍ଗା କୁଳମଣି ବରାଳଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାଜ୍ୟର ସମସ୍ତ ଜିଲ୍ଲା ଏସପି କାର୍ଯ୍ୟାଳୟ ଘେରାଉ କଲା…

ଭୁବନେଶ୍ୱର: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ…
Read More...

ରାଜ୍ୟରେ ସଂଗ୍ରହ ହେଲାଣି ୨୬.୪୮ ଲକ୍ଷ ଟନ୍ ଧାନ; ଗତବର୍ଷଠାରୁ ୨୪% ଅଧିକ

ଭୁବନେଶ୍ୱର :  ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ୍‌ ଧାନସଂଗ୍ରହ କାର୍ଯ୍ୟ କରାଯାଉଥିବାବେଳେ ଆଜି ସୁଦ୍ଧା ମୋଟ ୨୬ ଲକ୍ଷ ୪୮ ହଜାର ୪୭୪ ‌ ଟନ୍‌ ଧାନସଂଗ୍ରହ କରାଯାଇଛି । ଏହା ଗତବର୍ଷ ଏହି ସମୟରେ ସଂଗୃହୀତ…
Read More...

କୃଷି ଆଇନ ପ୍ରତ୍ୟାହାର ଦାବିରେ  ଜାନୁଆରୀ ୮ ରୁ କିଷାନ କଂଗ୍ରେସର ପ୍ରତିବାଦ ଓ ଧାରଣା 

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଧ୍ୱଂସକାରୀ ତିନୋଟି କଳା କୃଷି ଆଇନର ପ୍ରତ୍ୟାହାର ଦାବିରେ ଆଜକୁ ୪୨ ଦିନ ହେଲା ଲକ୍ଷ ଲକ୍ଷ କୃଷକ ଖୋଲା ଆକାଶ ତଳେ ଶୀତ କାକରରେ ବସିଥିବା ବେଳେ ଏଥିରେ ୫୫ ରୁ ଅଧିକ କୃଷକଙ୍କ ଜୀବନ…
Read More...

 କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସର ବିକ୍ଷୋଭ ଓ ଧାରଣା

ଭୁବନେଶ୍ୱର: କେନ୍ଦ୍ର ବିଜେପି ସରକାରଙ୍କ  କୃଷି ନୀତିର ପ୍ରତିବାଦରେ ଦେଶ ତମାମ ସାଧାରଣ ଲୋକେ ଅନ୍ନଦାତା କୃଷକମାନଙ୍କୁ ସମର୍ଥନ ଜଣାଇ ଆନ୍ଦୋଳନ କରୁଥିଲାବେଳେ ଆଜି ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ…
Read More...

ରାଜ୍ୟର ସଂପତିକୁ ଟାଟା କମ୍ପାନୀ ହାତରେ ଟେକିଦେବା ଉଦ୍ୟମରୁ ରାଜ୍ୟ ବିଦ୍ୟୁତ୍‍ ନିୟାମକ ଆୟୋଗ ବିରତ ରୁହନ୍ତୁ –…

ଭୁବନେଶ୍ୱର: ରାଜ୍ୟରେ ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ (ଓ.ଇ.ଆର.ସି.) ସମସ୍ତ ନୀତି ନିୟମକୁ ଉଲ୍ଲଘନ କରି ସେସୁ, ସାଉଥ୍‍କୋ ଓ ୱେସ୍କୋ ଭଳି ସଂସ୍ଥାକୁ ଟାଟା କମ୍ପାନୀ ସମୂହକୁ ବିକ୍ରୀ କରି ମୁନାଫା…
Read More...

ଟୀକାକରଣ ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ: ଆଗାମୀ ଦୁଇ ମାସ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

https://youtu.be/gt8eboaobuw ଭୁବନେଶ୍ବର:  ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ…
Read More...

ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ : ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ସବକା ସାଥ ସବକା ବିକାଶ ନୀତି ଦ୍ୱାରା ବିଜେପି ସାରା ଦେଶରେ ବିଶ୍ୱାସ ଭାଜନ ହୋଇପାରିଛି। ପୂରା ଦେଶରେ ବିଜେପିର ଲୋକପ୍ରିୟତା ବଢିଛି। ଗତ…
Read More...

ମଦ ମାଫିଆଙ୍କ ତୀରମାଡ଼ରେ ଟେନସା ଫାଣ୍ଡି ଅଧିକାରୀ ଗୁରୁତର

ବଣାଇ: ବଣାଇ ଉପଖଣ୍ଡ ଲହୁଣିପଡା ଥାନା ଅନ୍ତର୍ଗତ ଟେନସା ଫାଣ୍ଡି ପୁଲିସ ମଦ ଧରିବା ମହଙ୍ଗା ପଡ଼ିଛି। ଆଜି ଅପରାହ୍ନରେ ଫାଣ୍ଡି ଅଧିକାରୀ ଅଶୋକ ବେହେରା ମଦ ଧରପଗଡ କରିବାକୁ ଯାଇଥିବାବେଳେ ତାଙ୍କ ଉପରକୁ ତୀରମାଡ ହେବା…
Read More...

ସେବା ପ୍ରଦାନରେ ଜନ ସାଧାରଣଙ୍କ ଆସ୍ଥା ବଢ଼ାଇବା ନିମନ୍ତେ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ସ୍ଥାନୀୟ ଆବଶ୍ୟକତା ଓ ସମ୍ବଳ ଅନୁଯାୟୀ ଅଭିନବ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଭୁବନେଶ୍ୱର: ବିଭିନ୍ନ ସରକାରୀ ସେବା ପ୍ରଦାନରେ ଜନ ସାଧାରଣଙ୍କ ଆସ୍ଥା ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର…
Read More...

ମାହାଙ୍ଗା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡ଼ିର ପାଲଟା ମାଡ଼: ଶସ୍ତା ରାଜନୀତି କରୁଛି ବିଜେପି

ଭୁବନେଶ୍ୱର: ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛି । ବିଭିନ୍ନସ୍ଥାନରେ ବିକ୍ଷୋଭ ସହ ଥାନା ଘେରାଉ କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ପ୍ରତିପକ୍ଷ ବିଜେପି ଉପରେ…
Read More...

୫୯ ଲକ୍ଷ ୨୨ ହଜାର ସରକାରୀ ଅର୍ଥ ଆତ୍ମସାତ୍‍: ୩ ବ୍ୟାଙ୍କ ଅଧିକାରୀ, ଲ୍ୟାମ୍ପସ ଏମ୍‍ଡି, ପଞ୍ଚାୟତ ପିଇଓଙ୍କ ବିରୋଧରେ…

ରାଉରକେଲା: ୫୯ ଲକ୍ଷ ୨୨ ହଜାର ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ୩ ଜଣ ବ୍ୟାଙ୍କ ଅଧିକାରୀ, ଜଣେ ଲ୍ୟାମ୍ପସ ଏମ୍‍ଡି ଓ ଜଣେ ପଞ୍ଚାୟତ ପିଇଓ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି। ଭିଜିଲାନ୍ସ ଏହି ଦୁର୍ନୀତିଗ୍ରସ୍ତ…
Read More...

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା: କଟକ ଜିଲ୍ଲା ଓ କଟକ ନଗର ଯୁବ କଂଗ୍ରେସ କମିଟି ପକ୍ଷରୁ ପୁଲିସ ମୁଖ୍ୟାଳୟ ଘେରାଉ

କଟକ : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିରୋଧ କରି  ଆଜି କଟକ ଜିଲ୍ଲା ଯୁବ କଂଗ୍ରେସ ଓ କଟକ ନଗର ଯୁବ କଂଗ୍ରେସ କମିଟି ଆହ୍ଵାନ କ୍ରମେ ସ୍ଥାନୀୟ ଗୌରୀ ଶଙ୍କର ପାର୍କ ଠାରେ ଏକ ପ୍ରତିବାଦ ସଭା ସହ…
Read More...

ଆଇନ ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ଓ ଏତଲା

ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଭୁବନେଶ୍ୱର ତରଫରୁ ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ୟ୍ୟ ଙ୍କ ନେତୃତ୍ୱରେ ଆଜି ବିଜେପି ବରିଷ୍ଠ ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା …
Read More...

ରାଜଧାନୀରେ ଖୋଲିଲା ଦେଶର ପ୍ରଥମ ‘ଫାୟାର ପାର୍କ’: ସର୍ବସାଧାରଣଙ୍କ ଲାଗି ସବୁ ଶନିବାର ଦୁଇ ଘଣ୍ଟା ଖୋଲା ରହିବ

ଭରଚ୍ୟୁଆଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ଅଗ୍ନିଶମ ସେବା- ‘ଫାୟାର ପାର୍କ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି “ଫାୟାର ପାର୍କ” ର ଉଦଘାଟନ କରି ଆଜି ଭର୍ଚୁଆଲ ପ୍ଲାଟଫର୍ମରେ ଓଡ଼ିଶା ଅଗ୍ନିଶମ ସେବାର…
Read More...

କହୁଥିବା କଥା ଖବର ହୋଇ ଛପାଯାଉଛି; ତେଣୁ ଲୋକ ଅପ୍ରାସଙ୍ଗିକ କଥା କହୁଛନ୍ତି: ନୀତିଶ କୁମାର

ଗତ କିଛିଦିନ ହେଲା ବିହାର ରାଜନୀତି ପ୍ରସଙ୍ଗକୁ ନେଇ ଚାଲିଛି ବିବାଦ-ବିସମ୍ବାଦ । ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ସମାଲୋଚନା କରୁଥିବାବେଳେ ଆରଜେଡ଼ିର ଜଣେ ନେତା…
Read More...

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରସ୍ତାବିତ ଭାରତ ଗସ୍ତ ବାତିଲ; ନୂତନ କରୋନା ଷ୍ଟ୍ରେନ୍ ଯୋଗୁଁ ଏହି…

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ଭାରତ ଗସ୍ତକୁ ବାତିଲ କରିଛନ୍ତି। ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର ଥିଲା । ମାତ୍ର ବ୍ରିଟେନରେକରୋନାଙ୍କ ନୂଆ…
Read More...

ଦଶମ ପାସ ପିଲାଙ୍କ ପାଇଁ ବାହାରିଲା ରେଳବାଇ ପଦ: ହେବ ନାହିଁ ପରୀକ୍ଷା, କେବଳ ଶିକ୍ଷାଗତ ଯୋଗ୍ୟତା ଆଧାରରେ ନିଯୁକ୍ତି

ଦକ୍ଷିଣ ପଶ୍ଚିମ ରେଳବାଇ ନିଯୁକ୍ତି ଦେବ ୧୦୦୪ ଆପ୍ରେଣ୍ଟିସ ପଦ । ଏଥିପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ଆସନ୍ତା ଜାନୁଆରୀ ୯ ତାରିଖ ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ଦକ୍ଷିଣ ପଶ୍ଚିମ ରେଳବାଇର…
Read More...

ଝିଅ ଜନ୍ମରେ ଖୁସି: ଦିନଟିଏ ସବୁ ଗ୍ରାହକଙ୍କ ବାଳ ମାଗଣାରେ କାଟିଲେ ସେଲୁନ ମାଲିକ

ଗ୍ବାଲିୟର: ପୁଅ ଜନ୍ମ ହେଲେ ଅନେକ ଖୁସି ହୁଅନ୍ତି । ଝିଅ ଜନ୍ମ ହେଲେ କିଛି ଲୋକ ଖୁସି ହୁଅନ୍ତି, କିଛି ଦୁଃଖୀ ହୁଅନ୍ତି । ହେଲେ ମଧ୍ୟପ୍ରଦେଶର ଗ୍ବାଲିୟରର ଜଣେ ସେଲୁନ ମାଲିକଙ୍କ ପତ୍ନୀ ଏକ ଝିଅକୁ ଜନ୍ମ ଦେବା ପରେ…
Read More...

କୁଳମଣି ଏବଂ ତାଙ୍କ ସହଯୋଗୀଙ୍କ ହତ୍ୟା ହେଉଛି ରାଜନୈତିକ ଅସହିଷ୍ଣୁତାର ସଦ୍ୟତମ ଉଦାହରଣ: ବୈଜୟନ୍ତ 

ଭୁବନେଶ୍ବର- ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ନିର୍ମମ ହତ୍ୟାକୁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୃଢ଼ ନିନ୍ଦା କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ…
Read More...

ଦ୍ଵୈତନଗରୀ ମେଟ୍ରୋ ରେଳ ପ୍ରକଳ୍ପ: ୬ ବର୍ଷ ହେଲା ଚାଲିଛି ବିଚାରବିମର୍ଷ

ଭୁବନେଶ୍ୱର: ଦ୍ଵୈତନଗରୀ ଭୁବନେଶ୍ବର-କଟକରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ସରକାର । ୨୦୨୨ ମସିହା ସୁଦ୍ଧା ମେଟ୍ରୋ ରେଳ ଚଳାଇବା ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ସରକାର  ସିକନ୍ଦରାବାଦର ଏକ ସଂସ୍ଥା…
Read More...

ଆଉ ଏକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା : ପାଇକମାଳ ଥାନାରେ ଅଭିଯୋଗ କଲେ ବାପା

ପାଇକମାଳ: ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଭୁବନେଶ୍ୱରପୁର ପଞ୍ଚାୟତର ଯୋଗେନ୍ଦ୍ରନାଥପୁର ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ନାବାଳିକାର ପିତା  ପାଇକମାଲ…
Read More...

ଯାତ୍ରୀ ସୁରକ୍ଷାକୁ ଗୁରୁତ୍ବ; ମୁହୂର୍ତ୍ତକ ମଧ୍ୟରେ ମିଳିବ ଦୁର୍ଘଟଣା ସୂଚନା 

ଭୁବନେଶ୍ବର  ରାଜ୍ୟରେ ପ୍ରତିବର୍ଷ ହଜାର ହଜାର ଦୁର୍ଘଟଣା ଘଟୁଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବାରେ ବିଳମ୍ବ ଏବଂ ତ୍ବରିତ ପଦକ୍ଷେପ ଅଭାବରୁ ଅନେକ ଧନଜୀବନ ହାନି ଘଟୁଛି । ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ୍…
Read More...

ଡିସେମ୍ବରରେ ଜେଏସପିଏଲର ସର୍ବାଧିକ ଉତ୍ପାଦନ ଏବଂ ବିକ୍ରୟ ରେକର୍ଡ

ଡିସେମ୍ବର ୨୦୨୦ରେ  ଜେଏସପିଏଲର ଅନୁଗୁଳ, ରାଇଗଡ଼ ଓ ପତ୍ରାତୁ କାରଖାନାର ରେକର୍ଡ ପରିମାଣର ମାସିକ ଇସ୍ପାତ ଉତ୍ପାଦନ ଆର୍ଥିକ ବର୍ଷ ୨୦୨୧ର ତୃତୀୟ ତ୍ରୈମାସରେ ଆର୍ଥିକ ବର୍ଷ ୨୦୨୦ ତୁଳନାରେ ଜେଏସପିଏଲର  ଇସ୍ପାତ…
Read More...

କଳରେ ଲାଗିଲାଣି କଳଙ୍କି: ବନ୍ଦ ପଡ଼ିଛି ବରଗଡ଼ ଚିନିକଳ; ଦୁର୍ଦଶାରେ କର୍ମଚାରୀ, ଇଥାନଲ ପ୍ରକଳ୍ପକୁ ନେଇ ବଢ଼ୁଛି…

ବରଗଡ଼: ବରଗଡ ଚିନିକଳ ଦୀର୍ଘ ୪ବର୍ଷ ହେଲା ବନ୍ଦ ପଡିଛି। ଏଠାରେ କାମ କରୁଥିବା କର୍ମଚାରୀମାନେ ୪୮ମାସ ହେଲା ଦରମା ପାଇନାହାନ୍ତି। ଦରମା ପାଇ ନଥିବାରୁ କର୍ମଚାରୀଙ୍କ ପରିବାର ଅତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି । ଚିନିକଳ…
Read More...

ରାଜ୍ୟରେ ପୋଲିସ ସଂସ୍କାର ସଂପର୍କରେ ସର୍ବୋଚ୍ଚ ଅଦାଲତକୁ ବାରମ୍ବାର ମିଛ କହିଛନ୍ତି ସରକାର : କଂଗ୍ରେସ

• ସରକାର ଆଇନ୍‍ଶୃଙ୍ଖଳା ପାଇଁ ସମ୍ବେଦନଶୀଳ ନୁହଁନ୍ତି। • ପୋଲିସ ବିଭାଗରେ ସଂସ୍କାର ସରକାର ଚାହାନ୍ତି ନାହିଁ। • ଗୋଟିଏ ମାମଲାରେ ତିନି ତିନିଥର ମିଥ୍ୟା ସତ୍ୟପାଠ ଭୁବନେଶ୍ୱର: ରାଜ୍ୟର ଆଇନ୍‍ଶୃଙ୍ଖଳା…
Read More...

ମାହାଙ୍ଗା ଡବଲ ମର୍ଡର ଘଟଣା: ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲ୍ଲା ବିଜେପି…

ଭୁବନେଶ୍ୱର: ରାଜନୀତିରେ ହିଂସାର ଆଦୈା ସ୍ଥାନ ନାହିଁ। ଅସାମାଜିକ ନେତୃତ୍ୱ କାରଣରୁ ରାଜ୍ୟସାରା ଅଶାନ୍ତ ବାତାବରଣ ସୃଷ୍ଟି ହେବା ସହ ରାଜନୈତିକ ବିଦ୍ୱେଷ ଭାବ ବୃଦ୍ଧି ପାଇଚାଲିଛି। ବିଶେଷ ଭାବେ ରାଜ୍ୟରେ ଶାସକ ବିଜୁ…
Read More...

ରାଜନୀତିର କେନ୍ଦ୍ରବିନ୍ଦୁ ଲୋକଶ୍ରୁତି ଓ ଐହିତ୍ୟପୂର୍ଣ କଳାହାଣ୍ଡି ରାଜପ୍ରସାଦ

ଭବାନୀପାଟଣା: କଳାହାଣ୍ଡି ଜିଲାର ସଦର ମହକୁମା ଭବାନୀପାଟଣାକୁ ଆସୁଥିବା ଲୋକେ ପ୍ରଥମେ ମା’ ମାଣିକେଶ୍ଵରୀଙ୍କ ମନ୍ଦିର ଯିବାକୁ ଇଚ୍ଛା କରନ୍ତି। ମା’ଙ୍କ ଦର୍ଶନ ପରେ ସେଠାରେ ଥିବା ରାଜପ୍ରାସାଦ ସେମାନଙ୍କୁ ଆକୃଷ୍ଟ କରେ।…
Read More...

ଅରୁଣଙ୍କ ପରେ ପ୍ରତାପ: ବିଜେଡ଼ି ମନ୍ତ୍ରୀଙ୍କ ଉପରେ ବିଜେପିର ଷଣ୍ଢୁଆସୀ ଆକ୍ରମଣ; ବହିଷ୍କାର ଲାଗି ୪୮ ଘଣ୍ଟିଆ ମହଲତ

ସାରା ରାଜ୍ୟରେ ଆନ୍ଦୋଳନ ଓ ମନ୍ତ୍ରୀଙ୍କୁ ବାସନ୍ଦ ଧମକ ଭୁବନେଶ୍ବର : ନୂଆ ଦଶନ୍ଧିର ନୂଆ ବର୍ଷ ଆରମ୍ଭରୁ ଗରମ ହୋଇଛି ରାଜ୍ୟ ରାଜନୀତି । ଗତବର୍ଷ ଶେଷ ଭାଗରେ ନୟାଗଡ଼ ଯଦୁପୁର ଗାଁର ପରୀ ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ…
Read More...

ରୂପାନ୍ତରଣ ଅନନ୍ୟ ଉଦାହରଣ ରାମଲିଙ୍ଗେଶ୍ବର ଜଳାଶୟ : ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ…

ଗଞ୍ଜାମ ତଥା ବ୍ରହ୍ମପୁରର ବିକାଶ କାର୍ଯ୍ୟ ଉପରେ ମୁଁ ତୀକ୍ଷ୍ଣ ନଜର ରଖିଛି- ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ରୂପାନ୍ତରଣର ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁର ରାମଲିଙ୍ଗେଶ୍ବର ଜଳାଶୟ ।  ଅବ୍ୟବହୃତ ଏବଂ ଅସ୍ବାସ୍ଥ୍ୟକର…
Read More...

ରାଜନୈତିକ ହିଂସା କ୍ଷେତ୍ରରେ ଓଡିଶା ସରକାରଙ୍କ ଜିରୋ ଟଲେରାନ୍ସ ନୀତି: ବିଜେଡି

ଭୁବନେଶ୍ୱର: ରାଜନୈତିକ ହିଂସା କ୍ଷେତ୍ରରେ ଓଡିଶା ସରକାର ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିଛନ୍ତି। ଅନ୍ୟ ରାଜ୍ୟରେ ଶାସନ କରୁଥିବା ଦଳଗୁଡିକ ବ୍ୟାପକ ରାଜନୈତିକ ହିଂସାରେ ମାତି ଥିବାରୁ ସେମାନେ ଓଡିଶା ସରକାରଙ୍କୁ…
Read More...

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟକୁ ନେଇ ଉତ୍ତେଜନା

ଟିଟିଲାଗଡ଼: ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସଇଁତଳା ଥାନା ବେଲଗାଁରେ ଜଣେ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ଯୁବକଙ୍କ ମୃତଦେହକୁ ବେଲଗାଁ ଫାଣ୍ଡିରେ ଗ୍ରାମବାସୀ ରଖି ପ୍ରତିବାଦ…
Read More...

ବାଘ ଆକ୍ରମଣରେ ଆହାତ ହୋଇ ଥିବା ସମ୍ବର ମୃତ୍ୟୁ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ ଅନ୍ତର୍ଗତ ଭେଜଡିହା ଗ୍ରାମ ନିକଟରେ ସୋମବାର ସକାଳେ ଆହତ ଅବସ୍ଥାରେ ମିଳିଥିବା ଏକ ସମ୍ବରର ମୃତ୍ୟୁ ଘଟିଛି। ମୃତ…
Read More...

ଇଣ୍ଡିଆନ ଡ଼େଟୋନେଟର୍ସ ମଜଦୁର ସଭା ପକ୍ଷରୁ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ସାରନଗରୀ: ବାଲିଯୋଡି ସ୍ଥିତ ୟୁନିଅନ କାର୍ଯ୍ୟାଳୟ ପରିସରରେ ହିନ୍ଦ ମଜଦୁର ସଭା ସହବନ୍ଧିତ ଇଣ୍ଡିଆନ ଡ଼େଟୋନେଟର୍ସ ମଜଦୁର ସଭା ପକ୍ଷରୁ ଶ୍ରମିକ ତଥା ଠିକା ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟକାରୀ କମିଟିର…
Read More...

ଗଳାକାଟି ଯୁବକଙ୍କୁ ହତ୍ୟା

ଧର୍ମଗଡ଼: ବୋଡେନ ଦେଇ ଯାଇଥିବା ରାବଣଗୁଡା-ଅଁଲାଯୋର ଇନ୍ଦ୍ରାବତୀ ବାମ କେନାଲ ନିକଟରେ ଜଣେ ଯୁବକଙ୍କୁ ବେକ କାଟି ହତ୍ୟା କରାଯାଇଥିବା ଜଣାପଡିଛି। ମୃତ ଯୁବକଙ୍କ ନାଁ ଲିଲାବତୀ ସୁନାନୀ ଓ ତାଙ୍କ ଘର ବଡଘୁମେର ବୋଲି…
Read More...

ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ବର: ରାଜ୍ୟରେ ସୋମବାର କରୋନାରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୮୮୫କୁ ବୃଦ୍ଧି ହୋଇଛି। ୨ ଜଣ ମୃତକଙ୍କ ମଧ୍ୟରୁ ବାଲେଶ୍ବର ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ…
Read More...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ, ଠକେଇର ଶିକାର ହୋଇ କରୁଥିଲେ ଆତ୍ମହତ୍ୟା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଠକେଇର ଶିକାର ହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି…
Read More...

କରୋନା‌ ଟିକା ‘କୋଭିସିଲ୍‌ଡ୍‌’ର ଉତ୍ପାଦନ ଲାଗି ‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’କୁ ଅନୁମତି ଦେଲେ ‘ଡିସିଜିଆଇ’

ନୂଆଦିଲ୍ଲୀ: କରୋନା ଟିକା ‘କୋଭିସିଲ୍‌ଡ୍‌’ର ଉତ୍ପାଦନ କରିବା ଲାଗି ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଅଫ୍‌ ଇଣ୍ଡିଆ’ ‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ ଆଜି ଅନୁମତି ପ୍ରଦାନ କରାଯାଇଛି। ପୁଣେସ୍ଥିତ ଏହି…
Read More...

ମମତାଙ୍କ ପାଇଁ ବଢୁଛି ଅଡୁଆ

କଲକାତା(ମହେଶ ଶର୍ମା): ପଶ୍ଚିମବଙ୍ଗରେ ଚଳିତବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ବାତାବରଣ ଉଷ୍ମ ହୋଇପଡ଼ିଛି। ସାମ୍ପ୍ରତିକ ପରିସ୍ଥିତି ରାଜ୍ୟକୁ ନିର୍ବାଚନୀ ହିଂସା ଆଡକୁ…
Read More...

ସ୍ବାଗତଯୋଗ୍ୟ: ସ୍କୁଲ୍‌ ଖୋଲୁ; କିନ୍ତୁ  ସରକାରଙ୍କ ଦ୍ବାରା ଜାରି କୋଭିଡ୍-୧୯ ମାର୍ଗଦର୍ଶିକାକୁ ଶିକ୍ଷକ-ଶିକ୍ଷାର୍ଥୀ…

ନୂଆବର୍ଷ ଆରମ୍ଭରୁ ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଇତିମଧ୍ୟରେ କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ପୁଡୁଚେରି, ମହାରାଷ୍ଟ୍ର…
Read More...

ଆଜି ବିଶ୍ୱ ବ୍ରେଲ୍‍ ଦିବସ, ଦୃଷ୍ଟିହୀନଙ୍କ ପଥପ୍ରଦର୍ଶକ ଲୁଇ ବ୍ରେଲ୍‍

୧୮୦୯ ମସିହା ଜାନୁୟାରୀ ୪ ତାରିଖ ଦିନ ଫ୍ରାନ୍ସର ରାଜଧାନୀ ପ୍ୟାରିସଠାରୁ ପ୍ରାୟ ୨୫ ମାଇଲ ଦୂରରେ କୁବ୍ରେ ନାମକ ଏକ ଗ୍ରାମରେ ଜନ୍ମଲାଭ କରିଥିଲେ ଦୃଷ୍ଟିହୀନ ସମାଜର ପଥପ୍ରଦର୍ଶକ ତଥା ବ୍ରେଲ୍‍ ଲିପିର ସ୍ରଷ୍ଟା ମହାତ୍ମା…
Read More...

ରାଜଭବନରେ ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡକ୍ଟର ଏସ୍‌ ମୁରଲୀଧର

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଡକ୍ଟର ଏସ୍‌ ମୁରଲୀଧର ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଷ୍ଟିସ୍ ମୁରଲୀଧରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ …
Read More...

ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଶନିବାର ସକାଳେ ଏକ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ…
Read More...

ପିକଅପ୍‌ ଭ୍ୟାନ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକୁଣ୍ଡା ନିକଟରେ ରବିବାର ବିଳମ୍ବିତ ରାତରେ ନୂଆ ବର୍ଷ ଭୋଜି ସାରି ଘରକୁ ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକଅପ୍‌ ଭ୍ୟାନ ଧକ୍କାରେ ୨ ବାଇକ…
Read More...

ଜୋର ଧରିଲା ଟୀକା ରାଜନୀତି: ଭାରତରେ ପ୍ରସ୍ତୁତ କୋଭିସିଲ୍ଡ଼କୁ ଅଖିଳେଶ କହିଲେ ‘ବିଜେପି ଟୀକା’

ଦେଶରେ କରୋନା ଟୀକାକୁ ମଞ୍ଜୁରୀ ମିଳିବା ପରେ ସାଧାରଣ ଲୋକ ଆଶ୍ବସ୍ତ ହୋଇଛନ୍ତି । ମାତ୍ର ଅନ୍ୟପକ୍ଷରେ ଏହାକୁ ନେଇ ତେଜିଛି ରାଜନୀତି । ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ…
Read More...

ବିଜେପି ନେତା କୁଳମଣିଙ୍କ ହତ୍ୟା ପଛରେ ରାଜନୈତିକ ଶତ୍ରୁତା; ପଶ୍ଚିମବଙ୍ଗ ଢ଼ାଞ୍ଚାରେ ବିଜେଡ଼ି ଚଳାଇଛି ରାଜନୈତିକ…

ଭୁବନେଶ୍ୱର: ପଶ୍ଚିମବଙ୍ଗ ପରି ଓଡିଶାରେ ରାଜନୈତିକ ହିଂସା ଦେଖାଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କଲେ ଯେପରି ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଠିକ୍‍ ସେହିପରି…
Read More...

ମାହାଙ୍ଗା କୁଳମଣି ହତ୍ୟାକାଣ୍ଡ: କଟକ ଜିଲାର ସବୁ ଥାନା ଓ ବ୍ଲକ୍ ସମ୍ମୁଖରେ ସୋମବାର ମନ୍ତ୍ରୀଙ୍କ ପିତୁଳା ପୋଡ଼ିବ…

ଗରିବଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତୋଳନ କଲେ ମଣିଷ ମାରୁଛି ବିଜେଡି : ସମୀର ମହାନ୍ତି ଭୁବନେଶ୍ୱର: ରାଜନୀତିରେ ହିଂସାକାଣ୍ଡ ଆଦୈା ଗ୍ରହଣୀୟ ନୁହେଁ। ଅସାମାଜିକ ନେତୃତ୍ୱ କାରଣରୁ ଶାନ୍ତ ଅଂଚଳ ଭାବେ ପରିଚିତ ମାହାଙ୍ଗାରେ…
Read More...

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର: ସିଡ଼ନୀରେ ଖେଳିପାରିବେ ରୋହିତ, ଋଷଭ ଓ ଶୁଭମନ

ପର୍ଥ: ସିଡ଼ନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଛି ଭଲ ଖବର । ଆହତ ହେବା କାରଣରୁ ମହମ୍ମଦ ଶାମୀ ଓ ଉମେଶ ଯାଦବଙ୍କ ବଦଳରେ ନୂଆ ଖେଳାଳି ଚୟନ ପରେ ଏବେ  ରୋହିତ ଶର୍ମା, ଋଷଭ ପନ୍ତ ଓ ଶୁଭମନ ଗିଲ ଆସନ୍ତା ୭ ତାରିଖରେ…
Read More...

କୋଭିଡ଼ ଟୀକାକୁ ନେଇ କଂଗ୍ରେସର ସନ୍ଦେହ; ଏମିତି ଜବାବ ଦେଲେ ବିଜେପି ସଭାପତି ଜେ.ପି.ନଡ଼୍ଡ଼ା

ଭାରତ ବାୟୋଟେକର କୋଭିଡ -୧୯ ଟୀକାକୁ ମିଳିଛି ଅନୁମୋଦନ । ତେବେ ଏହି ଅନୁମୋଦନକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।  ଟୀକା ଅନୁମୋଦନକୁ ନେଇ କିଛି କଂଗ୍ରେସ ନେତାଙ୍କ ପ୍ରଶ୍ନ ଉଠାଇବା ପରେ ବିଜେପି ସଭାପତି ଜେପି ନଡା …
Read More...

ସରକାରଙ୍କୁ ‘ସେରମ’ ୨୦୦ ଟଙ୍କାରେ ଯୋଗାଇବ ଟୀକା; ଖୋଲା ବଜାରରେ ୫ ଗୁଣ ଅଧିକ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଟୀକାକୁ ଅନୁମୋଦନ ମିଳିଛି । ତେବେ ଏହାର ମୂଲ୍ୟ ଓ ଉପଲବ୍ଧତାକୁ ନେଇ ଲୋକଙ୍କ ମଧ୍ୟରେ ଏବେ ବି ସଂଶୟ ରହିଛି । ଏହି ଟୀକା ସରକାର ମାଗଣା ଦେବେ ବୋଲି ଘୋଷଣା କରିଛନ୍ତି । ଭୋଟ…
Read More...

ସନ୍ତୋଷୀ ପୂଜାକୁ ନେଇ ଦୁଇ ଝିଅଙ୍କ ମଧ୍ୟରେ ବଚସା; ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ବାପାକୁ ହତ୍ୟା କଲେ ପଡ଼ୋଶୀ

ଢ଼େଙ୍କାନାଳ: ଗାଁର ଦୁଇ ଝିଅଙ୍କ ମଧ୍ୟରେ ବଚସା ପରେ ଜଣେ ଯୁବତୀଙ୍କ ବାପାଙ୍କୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହତ୍ୟା କରାଯାଇଛି । ଏହି ଘଟଣା ଘଟିଛି ଢ଼େଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର…
Read More...

ପଶ୍ଚିମବଙ୍ଗ ନିର୍ବାଚନ: ତ୍ରିକୋଣୀୟ ନା ଦ୍ବିମୁଖୀ? କଂଗ୍ରେସ-ବାମ ମେଣ୍ଟ ହେବ କି ନିର୍ଣ୍ଣାୟକ

୨୦୨୧ରେ ଦେଶରେ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ସମସ୍ତଙ୍କ ନଜର କିନ୍ତୁ ପଶ୍ଚିମବଙ୍ଗ ଉପରେ ନିବଦ୍ଧ ହୋଇଛି । ଆଉ ୪ ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ କେବଳ ମମତାଙ୍କ ତୃଣମୂଳ…
Read More...

କୋଭିଡ଼ ନେଗେଟିଭ୍ ରିପୋର୍ଟ ନ ଥିବାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିିତ ରାଜ୍ୟପାଳ, ପତିତପାବନ ଦର୍ଶନ କରି ପୁରୀରୁ…

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ପୁରୀରେ ପତିତପାବନ ଦର୍ଶନ କରିଛନ୍ତି । କରୋନା ନେଗେଟିଭ୍ ରିପୋର୍ଟ ନ ଥିବାରୁ ରାଜ୍ୟପାଳ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ନ କରି କେବଳ ଦ୍ବାରରୁ ଦର୍ଶନ କରି ଫେରିଥିବା ସୂଚନା ମିଳିଛି…
Read More...

କଟକଣା ସହ ଜାନୁଆରୀ ୧୧ରୁ ଖୋଲିବ ରାଜ୍ୟର କଲେଜ ଓ ବିଶ୍ବବିଦ୍ୟାଳୟ; ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ଖୋଲିବ ସ୍କୁଲ । ଏ ନେଇ ସରକାର ଘୋଷଣା କରିଛନ୍ତି । ଏହାପରେ ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲାଯିବା ଚୂଡ଼ାନ୍ତ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଏ…
Read More...

ଭାରତରେ କୋଭିଡ଼ ଟୀକାର ଜରୁରୀକାଳୀନ ଅନୁମତିକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସ୍ବାଗତ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ନିର୍ମିତ ଅକ୍ସଫୋର୍ଡ଼ କୋଭିଡ଼ ୧୯ ଟୀକା କୋଭିସିଲ୍ଡ଼କୁ ଅନୁମୋଦନ କରିଛନ୍ତି ଭାରତ ସରକାର । ସେହିପରି ସୀମିତ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଭାରତ ବାୟୋଟେକ ଦ୍ବାରା…
Read More...

କ୍ୟାଲେଣ୍ଡର କାହାଣୀ

ନୂଆବର୍ଷ ଆସିଲେ କ୍ୟାଲେଣ୍ଡର ଆଗ ଲୋଡା ହୁଏ। ନୂଆ କ୍ୟାଲେଣ୍ଡରର ସୁଗନ୍ଧ ନୂଆବର୍ଷକୁ ଅଧିକ ସତେଜ କରିଦେଇଛି। କ୍ୟାଲେଣ୍ଡରରେ ବର୍ଷର ବୟସ ବଢିବା ସହ ସାମ୍‍ନାକୁ ଆସିଛି ନୂଆ ସମୟର ଆହ୍ୱାନ। ମଣିଷର ଜୀବନଯାତ୍ରାରେ ଯୋଡି…
Read More...

ମୁରବି ବିହୀନ ମଞ୍ଚେଶ୍ୱର ଥାନା

ଉତ୍ତରଭୁବନେଶ୍ୱର: କମିସନରେଟ ପୁଲିସ ଆଇନଶୃଙ୍ଖଳାକୁ ଗୁରୁତ୍ବ ଦେଇ ଆସୁଥିବାବେଳେ କେତେକ ଥାନାରେ ଦୀର୍ଘଦିନ ଧରି ଥାନା ଅଧିକାରୀ ପଦ ଶୂନ୍ୟ ପଡ଼ିଥିବା ବ୍ୟବସ୍ଥାକୁ ଉପହାସ କରୁଥିବା ଅଭିଯୋଗ ହୋଇଛି। କମିସନରେଟ ପୁଲିସର…
Read More...

ବୟସ ଲୁଚାଉଛନ୍ତି ପାକିସ୍ତାନୀ ଦ୍ରୁତ ବୋଲର: ଆସିଫ୍

କରାଚି: ପାକିସ୍ତାନ କ୍ରିକେଟ୍‌ ଦଳରେ ବର୍ତ୍ତମାନ ରହିଥିବା ଦ୍ରୁତ ବୋଲର ସେମାନଙ୍କ ବୟସ ଲୁଚାଉଥିବା ଅଭିଯୋଗ କରିଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆସିଫ୍‌। ପାକିସ୍ତାନ ଦଳରେ ଥିବା ଦ୍ରୁତ ବୋଲରଙ୍କ…
Read More...

ଏକାମ୍ରକ୍ଷେତ୍ରରେ ନାମ ଫଳକରେ କଟକଣା; ଓଡ଼ିଆ ଭାଷା ବାଧ୍ୟତାମୂଳକ, ସବୁଠି ସମାନପ୍ରକାର ନାମଫଳକ

ଭୁବନେଶ୍ବର: ନୂଆରୂପ ନେଉଛି ଏକାମ୍ର କ୍ଷେତ୍ର। ଐତିହ୍ୟ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟ ଜାରି ରହିଛି। ରାସ୍ତା ସମ୍ପ୍ରସାରଣ, ସୌନ୍ଦର୍ଯ୍ୟକରଣ, ମନ୍ଦିର, ପୋଖରୀ, ଜଳାଶୟ ପୁନରୁଦ୍ଧାର କାର୍ଯ୍ୟ ସହିତ ଦୋକାନ-ବଜାର…
Read More...

୫ ମାସ ହେଲାଣି ୧୭ ବର୍ଷର ନାବାଳିକା ନିଖୋଜ; ନିଖୋଜ ମାମଲା ରୁଜୁ କରି ହାତବାନ୍ଧି ବସିଛି ପୁଲିସ, ଝିଅ ଖବର ନମିଳିଲେ…

ବ୍ୟାସନଗର: ଝିଅ ଜନ୍ମ ପରେ ଅଭାବୀ ପରିବାରର ବାପା, ମାଆ ଖୁସି ହୋଇଥିଲେ। ଗୋଟିଏ ଝିିଅ ଥିବା ପରିବାରକୁ ସରକାର ସବୁଜପତ୍ରିକା ପ୍ରଦାନ କରି ସବୁ ସରକାରୀ ସୁବିଧା ଯୋଗାଇବେ ବୋଲି ଜାଣି ପରିବାରକୁ ସେତିକିରେ ସୀମିତ…
Read More...

ଶୀତଳଯୁଦ୍ଧ ପରବର୍ତ୍ତୀ ଭାରତ ଓ ଚୀନ ସମ୍ପର୍କ

ଭାରତ ଓ ଚୀନ୍‍ ଉଭୟ ଦେଶର ଭୂଖଣ୍ଡ ସୀମାକୁ ନେଇ ବିଭିନ୍ନ ସମୟରେ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତିଦ୍ୱନ୍ଦ୍ବିତାମୂଳକ ପରିସ୍ଥିତି ଦେଇ ଗତି କରୁଛି। ତେବେ ଦଶନ୍ଧି ଦଶନ୍ଧି ପୂର୍ବରୁ ଉଭୟ ଦେଶ ମଧ୍ୟରେ ବହୁତ…
Read More...

ସୟଦ ମୁସ୍ତାକ୍‌ ଅଲୀ ଟ୍ରଫି; ମୁମ୍ବଇ ଦଳରେ ଅର୍ଜୁନ ତେନ୍ଦୁଲକର

ମୁମ୍ବଇ: ପ୍ରଥମଥର ପାଇଁ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବଇର ସିନିୟର କ୍ରିକେଟ୍‌ ଦଳରେ ସ୍ଥାନ ଦିଆଯାଇଛି। ଘରୋଇ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ଣ୍ଣାମେଣ୍ଟ ନିମନ୍ତେ ମୁମ୍ବଇ ଦଳରେ…
Read More...

ବିବାହ ପ୍ରସ୍ତାବ ଶୁଣି ୬୫୦ ଫୁଟ ତଳକୁ ଖସିପଡ଼ିଲେ ପ୍ରେମିକା

କାରିନ୍ତିଆ: ଅଷ୍ଟ୍ରିଆର ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେବା ପାଇଁ ସୂର୍ଯ୍ୟୋଦୟ ସମୟରେ ପ୍ରସିଦ୍ଧ ଫଲକର୍ଟ ପର୍ବତ ଶିଖରକୁ ନେଇଯାଇଥିଲେ। ତଳେ ଥିଲା ଗଭୀର ଜଳରାଶି। ଏଭଳି ଏକ ସ୍ଥାନ ଓ ସୁନ୍ଦର…
Read More...

କୋଭିଡ୍‌ ନିୟମ ଭାଙ୍ଗି ପୃଥକ୍‌ବାସରେ ୫ ଭାରତୀୟ କ୍ରିକେଟର

ମେଲବୋର୍ଣ୍ଣ: ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୩ୟ ମ୍ୟାଚ୍ ଆସନ୍ତା ୭ରୁ ସିଡନୀରେ ଖେଳାଯିବ। ଏହାପୂର୍ବରୁ କୋଭିଡ୍‌-୧୯ର ଜୈବ ନିରାପତ୍ତା ବଳୟ ନିୟମ…
Read More...

ରାଜ୍ୟରେ ପ୍ରଥମ, ପଞ୍ଚାୟତରେ ଆରମ୍ଭହେଲା ମୋବାଇଲ ଅଭିଯୋଗ ସେବା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ପଞ୍ଚାୟତରେ ଆରମ୍ଭ ହୋଇଛି ମୋବାଇଲ ଅଭିଯୋଗ ସେବା। ପଞ୍ଚାୟତସ୍ତରରେ ମୋବାଇଲ ଫୋନ ଜରିଆରେ ଅଭିଯୋଗ ଗ୍ରହଣ କରିବା ରାଜ୍ୟରେ ଏହା ପ୍ରଥମ।…
Read More...

ରାଜଭବନରେ ଶପଥ ନେବେ ଜଷ୍ଟିସ୍ ମୁରଲୀଧର

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଡକ୍ଟର ଏସ୍‌ ମୁରଲୀଧରଙ୍କୁ ନିଯୁକ୍ତି ମିଳିଛି। ଜଷ୍ଟିସ୍‌ ମୁରଲୀଧର ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବେ। ସୋମବାର ସେ ରାଜଭବନରେ ଓଡ଼ିଶାର ମୁଖ୍ୟ…
Read More...

ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ମାମଲା, ଶେଷରେ ଜେଲ ଗଲେ ମେଜର

ଭୁବନେଶ୍ବର: ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୂର୍ବରୁ ଅକ୍ଟୋବର ୮ ତାରିଖରେ ଗିରଫ ହୋଇଥିବା ଆର୍ମି ମେଜର ସୌମ୍ୟ ରଞ୍ଜନ ପତିକୁ ଶେଷରେ ଝାରପଡ଼ା ଜେଲ ଯିବାକୁ ପଡ଼ିଛି। ଗତ ୨ ମାସ ହେବ ସୌମ୍ୟ ଜେଲ ନ ଯିବା…
Read More...

ଶୀତ ଲହରୀ ୪୮ ଘଣ୍ଟା

ଭୁବନେଶ୍ବର: ରାଜ୍ୟରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତି ରହିବା ଯୋଗୁଁ ଶୀତ ଲହରୀ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଫୁଲବାଣୀରେ ୮.୫ ଡିଗ୍ରୀ ରେକର୍ଡ…
Read More...