ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର: ନିଯୁକ୍ତି ନିମନ୍ତେ ସାରା ଦେଶରେ ଆସନ୍ତା ବର୍ଷଠାରୁ ଅନଲାଇନ ଏକକ ଯୋଗ୍ୟତା ପରୀକ୍ଷା

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ନିମନ୍ତେ ଆସନ୍ତାବର୍ଷଠାରୁ ଏକ ଏକକ ଯୋଗ୍ୟତା ପରୀକ୍ଷା (କମନ ଏଣ୍ଟ୍ରାନ୍ସ ଟେଷ୍ଟ) । ଏଥିରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ନିମନ୍ତେ…
Read More...

ମହଙ୍ଗା ପଡିଲା ଫେସବୁକ୍‌ରୁ ପ୍ରେମ : ବ୍ରେକଅପ ପରେ ଯୁବତୀଙ୍କ ଫଟୋ ଭାଇରାଲ ଧମକ ଦେଲେ ଯୁବକ

ବୁର୍ଲା : ପ୍ରଥମେ ଫେସବୁକରୁ ଚାଟିଂ କରି ପ୍ରେମ ନିବେଦନ ପରେ ପ୍ରେମ ପଡି ଯୁବକ ଯୁବତୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଫୋନରେ କଥା ବର୍ତ୍ତା ପରେ ଭିଡିଓ କଲିଂରେ କଥା ବାର୍ତ୍ତା ହୋଇଥିଲା। ଏହି ଭିଡିଓ କଲିଙ୍ଗ ସମୟରେ…
Read More...

ସହର ସାରା କୁଢ଼କୁଢ଼ ଆବର୍ଜନା: ‘ସ୍ବଚ୍ଛ’ ସହର ବ୍ରହ୍ମପୁର ମହାନଗର ନିଗମର ଅସ୍ବଚ୍ଛ ରୂପକୁ ନେଇ କେନ୍ଦ୍ରୀୟ ପ୍ରଦୂଷଣ…

ବ୍ରହ୍ମପୁର: ସହର ସଫେଇ ବଦଳେ କେବଳ ଲୋକଙ୍କ ଉପରେ ଭିନ୍ନଭିନ୍ନ ପ୍ରକାରେ ଜୋରିମାନା ଆଦାୟରେ ବ୍ୟସ୍ତ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)କୁ ଝଟ୍‌କା ଲାଗିଛି । ବିପର୍ଯ୍ୟସ୍ତ ପରିମଳ ନେଇ କେନ୍ଦ୍ରୀୟ ପ୍ରଦୂଷଣ…
Read More...

ପ୍ରତିଶ୍ରୁତିରେ ଅଟକିଛି ବାଘଲଟି ସେଚ ପ୍ରକଳ୍ପ ବିସ୍ଥାପିତଙ୍କ ବିକାଶ

ପାତ୍ରପୁର: ଗଞ୍ଜାମ ଜିଲାର ପାତ୍ରପୁର, ଦିଗପହଣ୍ଡି ଓ ଚିକିଟି ତହସିଲକୁ ଶସ୍ୟଶ୍ୟାମଳା କରିବା ଲକ୍ଷ୍ୟରେ ବହୁଦା ନଦୀର ବାଘଲଟି ନିକଟରେ ୧୯୯୬ ମସିହାରେ ଆରମ୍ଭ କରାଯାଇଥିଲା ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ।…
Read More...

ବିଜୁ ପକ୍କାଘର ପୋଷ୍ଟର ପୋଡିବା ସହ ପିପିଲି ବ୍ଲକ ସମ୍ମୁଖରେ ବିଜେପିର ବିକ୍ଷୋଭ

ପିପିଲି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ଘର ସମ୍ମୁଖରେ ବିଜୁ ପକ୍କାଘର ଯୋଜନାର ଫଳକ ଲଗାଯିବା ଘଟଣାକୁ ବିରୋଧ କରି ସୋମବାର ବିଜେପି ପକ୍ଷରୁ ପିପିଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ…
Read More...

ହୀରାକୁଦ ସ୍ପିଲ-ୱେ : ତ୍ରିଶଙ୍କୁ ଅବସ୍ଥାରେ ୮୦୦ ପରିବାର

ହୀରାକୁଦ: ହୀରାକୁଦ ଅତିରିକ୍ତ ସ୍ପିଲ-ୱେ ବାସଚ୍ୟୁତ ଏବେ ତ୍ରିଶଙ୍କୁ ଅବସ୍ଥାରେ ଫଶିଛନ୍ତି। ଯେଉଁଠି ବର୍ଷ ବର୍ଷ ଧରି ବସବାସ କରି ଆସୁଛନ୍ତି ସେଠି ନା ରହି ପାରୁଛନ୍ତି ନା ସେ ସ୍ଥାନ ଛାଡ଼ି ଯାଇ ପାରୁଛନ୍ତି।…
Read More...

ଖୋଲା ଆକାଶ ତଳେ ପଡିଛି ୧୩ ଲକ୍ଷ ବସ୍ତା ଧାନ; ଲକ୍ଷ୍ୟ ପୂରଣ ଦର୍ଶାଇ କିଣୁନାହାନ୍ତି ମିଲର

ପଦ୍ମପୁର: ପଦ୍ମପୁର ଉପ ଖଣ୍ତ ବିଭିନ୍ନ ମଣ୍ତିରେ ୧୨ଲକ୍ଷ ୯୬ ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି । ଉପଖଣ୍ତରେ ୭୦ଟ ଧାନ କ୍ରୟ କେନ୍ଦ୍ର ରହିଛି। ପ୍ରଶାସନ  ପକ୍ଷରୁ ମିଲର୍ସମାନଙ୍କୁ ଦିଆଯାଇଥିବା  ଆବଶ୍ୟକ…
Read More...

ଚିଟଫଣ୍ଡ ଅନୁସନ୍ଧାନରେ ସ୍ଥାଣୁତା ବିରୋଧରେ କଂଗ୍ରେସର ତ୍ରିରଙ୍ଗା ଯାତ୍ରା; ଘେରିଲା ସିବିଆଇ ଅଫିସ

ଭୁବନେଶ୍ୱର:  କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆରମ୍ଭ ହୋଇଛି ତ୍ରିରଙ୍ଗା ଯାତ୍ରା । ଚିଟଫଣ୍ଡ ମାମଲାର ଅନୁସନ୍ଧାନରେ ସ୍ଥାଣୁତା ବିରୋଧରେ ସିବିଆଇ କାର୍ଯ୍ୟାଳୟ ଘେରିଛି…
Read More...

ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପାଇଁ କ୍ୟାବିନେଟ୍ ଘୋଷଣା ପରେ ଷଠିଘରେ ଦୀପଦାନ କଲେ ସତ୍ୟବାଦୀ ବିଧାୟକ

ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ସହିତ ଓଡିଶାର ସବୁ ବରପୁତ୍ରମାନଙ୍କ ଜନ୍ମପୀଠ ଗୁଡିକର ବିକାଶ କରାଯିବ ବୋଲି କ୍ୟାବିନେଟରେ ସୋମବାର ପ୍ରସ୍ଥାବ ଗୃହୀତ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ସତ୍ୟବାଦୀର…
Read More...

ଗାଡ଼ି ପଛରେ ସାଙ୍ଗିଆ ଲେଖିବା ପଡ଼ିଲା ମହଙ୍ଗା: ସାକ୍ସେନା ଜୀଙ୍କ ନାମରେ ପୁଲିସ କାଟିଲା ଚାଲାଣ

ଗାଡ଼ି ପଛରେ ଅନେକ ନିଜ ନାଁ, ପିଲାଙ୍କ ନାଁ, ସାଙ୍ଗିଆ ଲେଖିଥାଆନ୍ତି । କେହିକେହି ନମ୍ବର ପ୍ଲେଟରେ ମଧ୍ୟ ବିଭିନ୍ନ ଲେଖା ଲେଖିଥାଆନ୍ତି । ଆଉ ଆପଣ ଯଦି ଏପରି କରିଛନ୍ତି ତେବେ ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ । ଆସନ୍ତା…
Read More...

ନୂଆ ଶିଖରରେ ସେନସେକ୍ସ-ନିଫ୍ଟି: ଭାଙ୍ଗିଲା ସବୁ ପୂର୍ବ ରେକର୍ଡ଼

ମୁମ୍ବାଇ: ଘରୋଇ ପୁଞ୍ଜି ବଜାର ସେନସେକ୍ସ ନୂଆ ଶିଖର ଛୁଇଁଛି । ପୂର୍ବର ସବୁ ରେକର୍ଡ଼ ଅତିକ୍ରମ କରି ସେନସେକ୍ସ ସୋମବାର ୪୭.୪୦୬.୭୨ ପଏଣ୍ଟର ସର୍ବକାଳୀନ ରେକର୍ଡ଼ ଦରଜ କରିଛି । ବିଏସଇ ସେନସେକ୍ସରେ ଆଜି ୪୩୩.୧୮ ପଏଣ୍ଟ…
Read More...

କଂଗ୍ରେସ ପ୍ରତିଷ୍ଠା ଦିବସ ଉପଲକ୍ଷେ ରକ୍ତଦାନ ଶିବିର, ୩୧ ୟୁନିଟ୍‍ ରକ୍ତ ସଂଗ୍ରହ

ବୋଲଗଡ : ଯୁବ ମାନସର ଯୁବ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥୀ ବଲ୍ଲଭ ପଟ୍ଟନାୟକ ଆଜି ମୁଖ୍ୟ ଅତିଥିଭାବେ ଯୋଗଦେଇ ବୋଲଗଡ ବ୍ଲକ ଅନ୍ତର୍ଗତ ବାଙ୍କୋଇଠାରେ ୧୩୬ ତମ…
Read More...

ନିର୍ଝରିଣୀର ନବମ ବାର୍ଷିକ ସାରସ୍ୱତ ସମାରୋହ

କଂଟାବାଞ୍ଜି : ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀ ନବମ ବାର୍ଷିକ ସାରସ୍ୱତ ସମାରୋହ କରୋନା ନିର୍ଦ୍ଦେଶ କୁ ଅନୁସରଣ କରି ସ୍ଥାନୀୟ ଶ୍ରୀ ହରିଭବନରେ ପାଳିତ ହୋଇଯାଇଛି। ଉତ୍ସବର ପ୍ରଥମ ଅଧିବେଶନରେ ସଭାପତି…
Read More...

ମା’ ମୃତ୍ୟୁ ପରେ ଗୋଟିଏ କୋଠରୀରେ ୩ ଉଚ୍ଚଶିକ୍ଷିତ ଭାଇ ଭଉଣୀଙ୍କ ସ୍ବେଚ୍ଛା ନିର୍ବାସନ: ୧୦ ବର୍ଷ ପରେ ଉଦ୍ଧାର କଲେ…

ଦିନେ ଦୁଇଦିନ କି ମାସେ ନୁହେଁ, ପୁରା ୧୦ ବର୍ଷ । ଗୋଟିଏ କୋଠରୀରେ ସ୍ବେଚ୍ଛା ନିର୍ବାଚନରେ ଥିଲେ ୩ ଭାଇ ଭଉଣୀ । ବାହାରୁ ଦିଆଯାଉଥିଲା ଖାଦ୍ୟ । ସେହି ଖାଦ୍ୟ ଖାଇ ଘର ଭିତରେ ରହିଥିଲେ । ସେଇଠି ଖାଉଥିଲେ, ସେଇଠି…
Read More...

ବନ୍ଧୁକ ଫୁଟାଇ ଲୁଟିନେଲେ ୩ଲକ୍ଷ ୨୦ ହଜାର ଟଙ୍କା

ବାଲେଶ୍ୱର : ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଶୋଚନୀୟ ହୋଇ ପଡୁଛି। ଛିନତାଇ, ଏଟିଏମ ଲୁଟ ସାଧାରଣ ଘଟଣା ହେବାକୁ ବସିଲାଣି। ତେବେ ସହରରେ ଆପାତତଃ କମ୍‌ ଥିବା ଅପରାଧ ଏବେ ପୁଣି ମୁଣ୍ଡ ଟେକିଲାଣି। ସୋମବାର…
Read More...

ଜାନୁଆର ୫ ତାରିଖରେ କଣାସରେ ହେବ ବିରାଟ କୃଷକ ସମାବେଶ

ପିପିଲି : ନୀଳାଚଳ କୃଷକ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆସନ୍ତା ଜାନୁଆର ୫ ତାରିଖରେ କଣାସ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟ କୃଷକ ସମାବେଶ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ ଜିଲାର ସମସ୍ତ…
Read More...

କଂଟାବାଞ୍ଜିରୁ ୨୫ ଦାଦନ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ

କଂଟାବାଞି  : ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ କରିବା ପାଇଁ କଂଟାବାଞ୍ଜିକୁ ଆଣୁଥିବା ୨୫ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ରବିବାର ରାତିରେ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ପୁରୁଷ, ୧୩ ମହିଳା ଙ୍କ ସହ ୧୧…
Read More...

ଚିଟ୍‌ଫଣ୍ଡ ଅନୁସନ୍ଧାନରେ ସ୍ଥାଣୁତା ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ସିବିଆଇ ଅଫିସ ଘେରାଉ

ଭୁବନେଶ୍ୱର : କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଓଡିଶା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଭୁବନେଶ୍ୱର ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା ।…
Read More...

ପତ୍ନୀଙ୍କୁ ଇଡ଼ି ନୋଟିସ ପରେ ରାଗିଲେ ଏହି ଶିବସେନା ନେତା: କହିଲେ – ‘ମୁଝସେ ପଙ୍ଗା ମତ୍ ଲେନା, ମେଁ ନଙ୍ଗା…

ଶିବସେନାର କୁହାଳିଆ ନେତା ତଥା ମୁଖ୍ୟ ମୁଖପାତ୍ର ତଥା ସାଂସଦ  ସଞ୍ଜୟ ରାଉତ ଏବେ ଭାରି ରାଗି ଯାଇଛନ୍ତି । ତାଙ୍କ ପତ୍ନୀଙ୍କୁ ପ୍ରବର୍ତନ ନିର୍ଦେଶାଳୟ (ଇଡ଼ି) ନୋଟିସ ଦେବା ପରେ ଶ୍ରୀ ରାଉତ ଏକ ସାମ୍ବାଦିକ ସମ୍ମିଳନୀ…
Read More...

ଦଳର ସ୍ଥାପନା ଦିବସ ପୂର୍ବରୁ ରାହୁଳଙ୍କ ବିଦେଶଗସ୍ତକୁ ନେଇ ବିଜେପିର କଟାକ୍ଷ: କଂଗ୍ରେସ କହିଲା -‘ଆଈ ଘର ଯିବାରେ ଭୂଲ…

ନୂଆଦିଲ୍ଲୀ: ଆଜି ୨୮ ଡ଼ିସେମ୍ବର କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ । ବିଭିନ୍ନ ରାଜ୍ୟ ତଥା ଜାତୀୟସ୍ତରରେ କଂଗ୍ରେସ ଏହି ଦିନକୁ ପାଳନ କରୁଛନ୍ତି । ଏହାର ଠିକ ଦିନକ ପୂର୍ବରୁ ଅର୍ଥାତ୍ ରବିବାର ପୂର୍ବତନ କଂଗ୍ରେସ ସଭାପତି…
Read More...

କିଷାନ ରେଳ ଦେଶର ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏକ ବଡ ପଦକ୍ଷେପ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କିଷାନ ରେଳ ଦେଶର ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏକ ବଡ ପଦକ୍ଷେପ। ଏହା ଦେଶର କୃଷି ଅର୍ଥନୀତିରେ ଏକ ବଡ ପରିବର୍ତ୍ତନ ଆଣିବା ସହ ଦେଶର ଶୀତଳ ଯୋଗାଣ ଶୃଙ୍ଖଳାର ଶକ୍ତି ବୃଦ୍ଧି କରିବ ବୋଲି ମହାରାଷ୍ଟ୍ରର…
Read More...

ମଦ ନିବାରଣ ପାଇଁ କାର୍ଯ୍ୟାନୁଷ୍ଠାନ ନହେଲେ ଫାଣ୍ଡି ସମ୍ମୁଖରେ ଧାରଣା ଚେତାବନୀ

ବାଙ୍କୀ : ବାଙ୍କୀ ଅଞ୍ଚଳର ବିଭିନ୍ନ ଗ୍ରାମରେ ଦିନକୁ ଦିନ ଖୋଲା ଚୋରା ରନ୍ଧା ମଦ ବିକ୍ରୀ ବଢିବଢି ଚାଲିଛି। ଏସବୁକୁ ବନ୍ଦ କରିବା ପାଇଁ ପ୍ରଶାସନିକ ତତ୍ପରତା ନଥିବାରୁ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଅସସାମାଜିକ…
Read More...

ବାଙ୍କୀରେ ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ

ବାଙ୍କୀ : ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ଅବସରରେ ବାଙ୍କୀ ଟାଉନକ୍ଲବ ପରିସରରେ କଂଗ୍ରେସ ପକ୍ଷରୁ ଏହି ଦିବସ ସୋମବାର ଦିନ ପାଳିତ ହୋଇଯାଇଛି। ବାଙ୍କୀ ଉପଖଣ୍ଡର ସମସ୍ତ ପଞ୍ଚାୟତ ଓ ବାଙ୍କୀ ଏନ.ଏ.ସିର…
Read More...

ଦାଦାବଟି ମାଗିବା ସହିତ ପେଟ୍ରୋଲ ଟ୍ୟାଙ୍କରରେ ନିଆଁ ଲଗାଇବା ଉଦ୍ୟମ : ୨ ଗିରଫ

ସମ୍ବଲପୁର : ସମ୍ବଲପୁର ଆଜି ସକାଳୁ ଏକ ବଡଧରଣର ଅଘଟଣରୁ ବର୍ତ୍ତି ଯାଇଛି। ସହରର ମୁଦିପଡା ଛକ ଠାରେ ଥିବା ପେଟ୍ରୋଲ ପମ୍ପ ଠାରେ ଆଜି ସକାଳ ପ୍ରାୟ ସାଢ଼େ ୭ ଟାରେ ପେଟ୍ରୋଲ ଟେଙ୍କର ତେଲ ଅନଲୋଡ କରିବାକୁ ଆସିଥିବା ବେଳେ…
Read More...

ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ସୋମବାର ଏକ ସଚେତଧତା କାର୍ଯ୍ୟକ୍ରମ ଜି.ଉଦୟଗିରି ବ୍ୟବସାୟୀ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର…
Read More...

କରୋନାରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ପରିବାରଙ୍କୁ ମିଳିଲା ୫୦ ଲକ୍ଷ ଟଙ୍କାର ସହାୟତା

ମାଲକାନଗିରି: ଚଳିତ ବର୍ଷ କୋଭିଡ ରୋଗୀଙ୍କ ଚିକିତ୍ସାରେ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ବିଳାପଦରରେ କାର୍ଯ୍ୟରତ ଥିବା ଫାର୍ମାଶିଷ୍ଟ ଶ୍ରୀ ୱାଇ.ରାଜ କୁମାର କୋଭିଡ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଥିଲେ। କୋଭିଡ…
Read More...

ଗ୍ରୁପ ବି ମାନ୍ୟତା ଦାବିରେ ଷ୍ଟାଫ ନର୍ସଙ୍କ ବିକ୍ଷୋଭ

ବ୍ରହ୍ମପୁର: ଚାରି ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏମକେସିଜି ମେଡିକାଲ କଲେଜର ଓ ହସ୍ପିଟାଲର ଷ୍ଟାଫ ନର୍ସ। ଓଡିଶା ନର୍ସିଂ କର୍ମଚାରୀ ସଂଘ ଡାକରାରେ ଗତକାଲି ଠାରୁ କଳା ବ୍ୟାଜ ପିନ୍ଧି କାଯ୍ୟ କରୁଥିବା ବେଳେ…
Read More...

ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ବର: ରାଜ୍ୟରେ ସୋମବାର କରୋନାରେ ଆଉ ୩ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୬୪କୁ ବୃଦ୍ଧି ହୋଇଛି। ୩ ଜଣ ମୃତକଙ୍କ ମଧ୍ୟରୁ ଭୁବନେଶ୍ବର, ରାୟଗଡ଼ ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ…
Read More...

ରାଜଧାନୀରେ ପାଳନ ହେବନି ଜିରୋ ନାଇଟ

ଭୁବନେଶ୍ବର: ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଆୟୋଜିତ ହୋଇଥାଏ ‘ଜିରୋ ନାଇଟ ସେଲିବ୍ରେସନ’ ହୋଇଥାଏ। କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ। ଏହି ସମୟରେ ବାର ଓ କ୍ଲବରେ ପ୍ରବଳ ଗହଳି…
Read More...

ବିଧିବଦ୍ଧ ଭାବେ ମିଳିଲା ପୁରୀ ବେଳାଭୂମିକୁ ବ୍ଲୁ ଫ୍ଳାଗ ବିଚ ମାନ୍ୟତା

ଭୁବନେଶ୍ୱର: ପୁରୀ ବେଳାଭୂମିକୁ ଓଡିଶାର ପ୍ରଥମ ବ୍ଲୁ ଫ୍ଳାଗ ବିଚ ମାନ୍ୟତା ମିଳିଥିଲା। ସୋମବାର ବିଧିବଦ୍ଧ ଭାବେ ଏହାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଦକର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟ…
Read More...

ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସୋମବାର ଅସୁସ୍ଥ ହୋଇପଡ଼ିଛନ୍ତି। କଂଗ୍ରେସର ପ୍ରତିଷ୍ଠା ଦିବସରେ ସିବିଆଇର ନିସ୍କ୍ରିୟତାକୁ ନେଇ ଏକ ଖୋଲା ଜିପରେ ଭାଷଣା ଦେଉଥିବା ବେଳେ ଅଚେତ ହୋଇ ପଡ଼ିଥିଲେ।…
Read More...

ବୟସ ବୃଦ୍ଧି ସହ ବଢିଛି କାର କିଣିବାର ନିଶା; ୮୦ ବର୍ଷ ବୟସରେ ୮୦ଟି କାର

ନୂଆଦିଲ୍ଲୀ: ବୟସ କେବଳ ଏକ ସଂଖ୍ୟା। ବୟସ ସହ ବଢିଛି ତାଙ୍କ କାର କିଣିବାର ନିଶା । ଏଭଳି ଘଟଣା ଦେଖିବାକୁ ମିଳିଛି ଭିଏନାର ଜଣେ ବ୍ୟକ୍ତିଙ୍କ ସହ। ଅଟ୍ଟୋକାର ଜେ ନାମକ ଜଣେ ବ୍ୟକ୍ତିଙ୍କ ବୟସ ୮୦ ବର୍ଷ ଏବଂ ସେ ଏହି…
Read More...

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଧର୍ମଗଡ଼: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆପଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଲେଶ୍ୱର…
Read More...

ବକ୍ସିଂ ଡେ’ ଟେଷ୍ଟ୍: ଭାରତ ୩୨୬ରେ ଅଲଆଉଟ, ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୨୬ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏହା ସହିତ ଦଳ ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ଠାରୁ ୧୩୧ ରନ୍‌ର ଅଗ୍ରଣୀ ଲାଭ କରିଛି। ଭାରତର ପ୍ରଥମ ଇନିଂସ୍ ଶେଷ ହେବା ପରେ…
Read More...

କୋଭିଡ କଟକଣାରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡି : ବହୁ ଦିନର ଅପେକ୍ଷା ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇଛି ମହାମିଳନ। କୋଭିଡ କଟକଣା ମଧ୍ୟରେ ସୋମବାର ଖୋଲିଛି ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ମନ୍ଦିରର ରୀତିନୀତି ଅନୁଯାୟୀ ଭୋର ପହଡ ଖୋଲିବା ପରେ ମଙ୍ଗଳ ଆଳତୀ,…
Read More...

ସମ୍ବଲପୁର କିସ୍ କାର୍ଯ୍ୟାଳୟ ଠାରେ ମହା ଅଭିଭାବକ ବୈଠକ ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ଠାରେ କିସ କାର୍ୟ୍ୟାଳୟ ଠାରେ ରବିବାର ମହା ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କିସ ସ୍କୁଲ ଭୁବନେଶ୍ୱରରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନେ ଯୋଗ ଦେଇଥିଲେ।…
Read More...

ଭଡ଼ାରେ ଲାଗିଛି ବ୍ରହ୍ମପୁର ଶିଳ୍ପାଞ୍ଚଳ ଜମି: ଦଖଲ ଜମିରେ ଛିଡା ହୋଇଛି ମାର୍କେଟ୍‌ କଂପ୍ଲେକ୍ସ, ୫ ସଂସ୍ଥାକୁ କାରଣ…

ବ୍ରହ୍ମପୁର: ବ୍ରହ୍ମପୁରରେ ଔଦ୍ୟୋଗିକ ବିକାଶ ପାଇଁ ଶିଳ୍ପ ପ୍ରତିଷ୍ଠା ସହ ନୂତନ ନିଯୁକ୍ତି ଓ ପୁଞ୍ଜି ନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଆଦି ଉଦେଶ୍ୟ ନେଇ ବିଭିନ୍ନ ଘରୋଇ ସଂସ୍ଥାଗୁଡ଼ିକର ଶିଳ୍ପାଞ୍ଚଳରେ…
Read More...

ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିର ମିଶ୍ରଣ ପର୍ବ

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ…
Read More...

ଅଧୁରା ରହିଗଲା ବାହାଘର ସ୍ବପ୍ନ: ମାଲଗାଡ଼ି ତଳେ ଗଳୁଥିବା ବେଳେ କଟିଗଲେ ପ୍ରେମିକା; ବଞ୍ଚାଇବାକୁ ଯାଇ ଗୋଡ଼ ହାତ…

ବାମରା: ଦୁଇ ବର୍ଷ ହେଲା ଏକାଠି ରହୁଥିଲେ। ଉଭୟଙ୍କ ପରିବାର ରାଜି ହେଲା ପରେ ଯାଇ ବାହା ହେବେ ବୋଲି ଅପେକ୍ଷା କରିଥିଲେ। କିନ୍ତୁ ସେ ସ୍ବପ୍ନ ସବୁ ଦିନ ପାଇଁ ସ୍ବପ୍ନ ହୋଇ ରହିଗଲା। ଟ୍ରେନରେ କଟି ପ୍ରେମିକାର ମୃତ୍ୟୁ…
Read More...

ହତ୍ୟାର ଅନେକ ଗୁମର ଖୋଲିଛି ‘ଗାନ୍ଧୀ ହତ୍ୟାର ଅକୁହା କଥା’

ଭୁୂବନେଶ୍ଵର: ସତ୍ୟ ଅହିଂସାର ବିଚାରଧାରାକୁ ସମଗ୍ର ସମାଜରେ ପରିବ୍ୟାପ୍ତ କରିବାକୁ ପ୍ରୟାସ କରିଥିବା ମହାତ୍ମା ଗାନ୍ଧୀ ଯେ ବଧ ଯୋଗ୍ୟ, ସବରକର ଇଂଲଣ୍ଡ ରହଣୀ କାଳରୁ ଯାହା ନିଷ୍ପତି କରିଥିଲେ, ଅନେକ ପ୍ରୟାସ ପରେ ଯାଇ…
Read More...

ବିବାହ ବାର୍ଷିକୀରେ ପତ୍ନୀକୁ ପତି ଉପହାର ଦେଲେ ଜହ୍ନରେ ଜମି

ବିବାହ ବାର୍ଷିକୀରେ ସ୍ବାମୀମାନେ ତାଙ୍କ ପତ୍ନୀମାନଙ୍କୁ ବିଭିନ୍ନ ଉପହାର ଦେଇଥାଆନ୍ତି । ମାତ୍ର ରାଜସ୍ଥାନର ଅଜମେରରେ ରହୁଥିବା ଧର୍ମେନ୍ଦ୍ର ତାଙ୍କ ପତ୍ନୀଙ୍କୁ ଏମିତି ଏକ ଉପହାର ଦେଇଛନ୍ତି ଯେ ତାହା ଆପଣ କଳ୍ପନା ମଧ୍ୟ…
Read More...

ମହିଳା ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି: ୨୦ ବର୍ଷ ଶାସନ ଭିତରେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ…

ଭୁବନେଶ୍ୱର: ମହିଳାମାନଙ୍କୁ ରାଜ୍ୟ ସରକାର ଗୁରୁତ୍ବ ଦେବା ପ୍ରସଙ୍ଗରେ ଶାସକ ଦଳକୁ ଘେରିଛି ବିଜେପି । ମହିଳା ମୋର୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନରେ ମହିଳାଙ୍କୁ   …
Read More...

ବାକି ରହିଲା ଝିଅର ନିର୍ବନ୍ଧ; ହୃଦଘାତରେ ବାପଙ୍କ ମୃତ୍ୟୁ, ବାଟରୁ ଫେରିଗଲେ ବର

ପାଟଣା: ଝିଅର ନିର୍ବନ୍ଧ ହେବାର ମାତ୍ର କେଇ ମୁହୂର୍ତ୍ତ ପୂର୍ବରୁ ପୁଲିସ ବାପାଙ୍କର ହୃଦଘାତରେ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। କେନ୍ଦୁଝର ପୁଲିସରେ କାର୍ଯ୍ୟରତ ଅବସର ପ୍ରାପ୍ତ ଏଏସଆଇ…
Read More...

ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ନେବେ କରୋନା ଟୀକା ସ୍ପୁଟନିକ୍-ଭି

ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶରେ ପ୍ରସ୍ତୁତ କରୋନାଟୀକା ସ୍ପୁଟନିକ୍ -ଭି ନେବେ । ପୂର୍ବରୁ ତାଙ୍କର ଝିଅ ଏହି ଟୀକା ନେଇଛନ୍ତି । ରୁଷ ରାଷ୍ଟ୍ରପତି ଭବନ କ୍ରେମଲିନର ମୁଖପାତ୍ର  ଦିମିତ୍ରୀ…
Read More...

ଶାରଦା ଚିଟଫଣ୍ଡ ମାମଲା: କଲକତା ପୂର୍ବତନ ପୁଲିସ କମିଶନରଙ୍କୁ ପୁଣି ହେବ ଜେରା; ପଶ୍ଚିମବଙ୍ଗ ପରେ ଓଡ଼ିଶା ମୁହାଁ ହେବ…

ଭୁବନେଶ୍ବର: ପୁଣିଥରେ ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇ ଦେଖାଇଛି ତତ୍ପରତା । ଶାରଦା ଚିଟଫଣ୍ଡ ମାମଲାରେ କଲକତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ପହଞ୍ଚିଛି ।…
Read More...

ନିଆଁ ଲାଗି ଘର ସହ ବାଇକ ଜଳିଗଲା

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଭାଲେର ଗ୍ରାମର ଲବ ରାଉତଙ୍କ ଘରେ ନିଆଁ ଲାଗି ତାଙ୍କ ଦୁଇ ବଖରା ଘର ସହ ବାଇକ ଜଳି ଛାରଖାର ହୋଇଯାଇଛି। ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ତିନିଟା ବେଳେ କୌଣସି…
Read More...

ଅସହାୟଙ୍କୁ ସାହଯ୍ୟର ହାତ ବଢ଼ାଇଲା ସୁଯୋଗ ଫାଉଣ୍ଡେସନ

ଭୁବନେଶ୍ବର: କୋଭିଡ ଭୟ ସାଙ୍ଗକୁ ଥଣ୍ଡାର ପ୍ରକୋପରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଗରିବ ଶ୍ରେଣୀୟ ଲୋକମାନଙ୍କର ଏଭଳି ହାଡଭଙ୍ଗା ଶୀତରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏଭଳି କିଛି ସମାଜର ମୁଖ୍ୟ ସ୍ରୋତଠାରୁ…
Read More...

ଆସାମ ନିର୍ବାଚନ, ଅମିତ ଶାହାଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ବୈଠକ

ଭୁବନେଶ୍ବର: ଆସାମରେ ଆଗକୁ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଗୌହାଟୀଠାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ…
Read More...

କିସ୍ ପକ୍ଷରୁ ଶିକ୍ଷାର୍ଥୀଙ୍କୁ ପାଠ୍ୟ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ବଣ୍ଟନ

ମୋହନା: କରୋନା କଟକଣା ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବାରୁ ଆଦିବାସୀ ଛାତ୍ର/ଛାତ୍ରୀମାନଙ୍କର ପାଠପଢ଼ାରେ ଯେଭଳି ବ୍ୟାହତ ନ ହୁଏ ସେଥିପ୍ରତି ଧ୍ୟାନ ଦେଇ କିସର ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତ କିସରେ ଅଧ୍ୟୟନ…
Read More...

ବାମନ ଉଚ୍ଚବିଦ୍ୟାଳୟ ମାଟ୍ରିକ୍ ୧୯୮୧ ବ୍ୟାଚର ବନ୍ଧୁ ମିଳନ

ବୋଲଗଡ଼: ବୋଲଗଡ ସଦର ମହକୁମାସ୍ଥିତ ମା’ଭୂୟାଁଣୀଙ୍କ ପୀଠ ଠାରେ ରବିବାର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବାମନ ଉଚ୍ଚବିଦ୍ୟାଳୟର ୧୯୮୧ ମାଟ୍ରିକ୍ ବ୍ୟଚାର ଛାତ୍ରମାନେ ବନ୍ଧୁ ମିଳନ…
Read More...

ଅର୍ପଣ ସେବା ବନ୍ଧୁ ପକ୍ଷରୁ ଅସହାୟଙ୍କୁ କମ୍ବଳ ବଣ୍ଟନ 

ବାଙ୍କୀ(ଡମପଡ଼ା): ଅର୍ପଣ ସେବା ବନ୍ଧୁ ଗ୍ରୁପ୍ ପକ୍ଷରୁ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତର ୧୧ ନମ୍ବର ୱାର୍ଡ ହରିଜନ ସାହିରେ ଥିବା ଗରିବ ଅସହାୟ ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଛି।  ଶୁଭମ…
Read More...

୧୦୦ ଲିଟର ଦେଶୀ ମଦ ଜବତ, ୩ ହଜାର ଲିଟର ପୋଚ ନଷ୍ଟ 

ବେଗୁନିଆ: ବେଗୁନିଆ ଥାନା ଅଞ୍ଚଳର ବିଭିନ୍ନ ଜାଗାରେ ମଦ ବେପାରୀ ମାନେ ଦେଶୀ ମଦ ପ୍ରସ୍ତୁତ କରି ଏଠାରେ ବିକ୍ରି କରୁଥିବା ବେଳେ ବାହାର ଅଞ୍ଚଳକୁ ଚାଲାଣ କରୁଛନ୍ତି। ଏହି ଭେଜାଲ ମଦକୁ ପିଇ ଲୋକମାନେ ମୃତ୍ୟୁ ମୁଖରେ…
Read More...

ବାଗଡ଼ିହିରେ ମାଲବାହୀ ଟ୍ରେନରେ କଟି ଯୁବତୀଙ୍କ ମୃତ୍ୟୁ, ଜଣେ ଯୁବକ ଗୁରୁତର

ଝାରସୁଗୁଡ଼ା/ଖୁନ୍ତାମାଲ : ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ବାଗଡ଼ିହି ରେଳ ଷ୍ଟେସନରେ ରବିବାର ସକାଳ ସମୟରେ ମାଲବାହୀ ଟ୍ରେନରେ କଟି ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏଥିରେ ଜଣେ…
Read More...

କୁଶଳେଶ୍ଵର ସାହିତ୍ୟ ସଂସଦର ଚତୁର୍ବିଶଂ ବାର୍ଷିକ ଉତ୍ସବ

କେଶଦୁରାପାଳ: କୁଶଳେଶ୍ଵର ସାହିତ୍ୟ ସଂସଦର ଚତୁର୍ବିଶଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜିର କବି ଓ ଲେଖକମାନେ ସମାଜକୁ ଦ୍ରୁତ ଅବକ୍ଷୟରୁ ରକ୍ଷା କରିବାର ସଂକଳ୍ପ ନେଇ କାଳଜୟୀ ଲେଖା ସୃଷ୍ଟି କରିବାକୁ ମୁଖ୍ୟ…
Read More...

ନିଆଁ ଲାଗି ପୋଡ଼ିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ପାଖ ପଞ୍ଚାୟତ ଗୋପିନାଥପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଜଣଙ୍କ ଘରେ ନିଆଁ ଲାଗି ୪ ବଖରା ଘର ଓ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।…
Read More...

ବଦଳିଛି ତରିକା: ଏବେ ବଜାରରେ ଅଲୋଡ଼ା ‘ଶୁଭେଚ୍ଛା କାର୍ଡ’

ସାରନଗରୀ : ଡିସେମ୍ବର ମାସ ବର୍ଷର ଶେଷ ମାସ । ଏହି ମାସ ଶେଷ ତାରିଖ ଡିସେମ୍ବର ୩୧ ତାରିଖ ପରେ ବଦଳି ଯାଇଥାଏ ପୁରୁଣା ବର୍ଷ, ପାଦ ଥାପିଥାଏ ନୂତନ ବର୍ଷ। ପୁରୁଣା ବର୍ଷ ଅପସରି ଯାଇଥିବା ବେଳେ, ନୂତନ ବର୍ଷକୁ ସ୍ୱାଗତ…
Read More...

କିଶନ ନଗର ଚ୍ୟାଲେଞ୍ଜ ଟ୍ରଫି : କିଶନନଗର ଓ୍ବେଲୋକୁ ୯ ଓ୍ବିକେଟରେ ହରାଇ କିଶନନଗର ଗ୍ରୀନ ଚାମ୍ପିୟନ

କିଶନନଗର : କିଶନନଗର କ୍ରିକେଟ କ୍ଲବ ଆନୁକୁଲ୍ୟରେ କିଶନ ନଗର ଚ୍ୟାଲେଞ୍ଜ ଟ୍ରଫିର ତୃତୀୟ ସଂସ୍କରଣ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ହୋଇଯାଇଛି। ଯେଉଁଥିରେ କିଶନ ନଗରର ୪ଟି ଦଳ ବ୍ଲୁ , ଅରେଞ୍ଜ, ଗ୍ରୀନ ଓ…
Read More...

ଧାରୁଆ ଅସ୍ତ୍ରରେ ବେକକୁ କାଟି ଜେଲ୍‌ ମଧ୍ୟରେ କଏଦୀଙ୍କ ଆତ୍ମହତ୍ୟା

ମାଲକାନଗିରି : ମାଲକାନଗିରି ଜିଲା ସଦର ମହକୁମା ସ୍ଥିତ ଜିଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡିଛି। କଏଦୀ ଜଣଙ୍କ ନିଜ ବେକକୁ ଧାରୁଆ ଅସ୍ତ୍ର ରେ ନିଜେ କାଟି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।…
Read More...

ବ୍ରହ୍ମପୁରର ୨ ଜୁଏଲର୍ସ ଚୋରି ଘଟଣାର ପର୍ଦାଫାସ, ଛତିଶଗଡରୁ ୨ ଚୋରଙ୍କୁ ଗିରଫ କଲା ପୁଲିସ

ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ୨ ଜୁଏଲର୍ସରୁ ଦେଢ଼ କୋଟି ମୂଲ୍ୟର ସୁନା ଓ ଟଙ୍କା ଚୋରି ଘଟଣାର ପର୍ଦାଫାସ ହୋଇଛି । ପୁଲିସ ଛତିଶଗଡ଼ ରାଜ୍ୟରୁ ୨ ଚୋରକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୨ ଲକ୍ଷ ଟଙ୍କା, ୧୬୮…
Read More...

ଲକଡାଉନ ଓ ସଟଡାଉନ ସତ୍ତ୍ବେ ରାଜଧାନୀରେ ୬ ମାସରେ ୩୩୦ ଛିନ୍‌ତାଇ, ୩ ବର୍ଷରେ ସର୍ବାଧିକ

ଭୁବନେଶ୍ବର : କୋଭିଡ ସଂକ୍ରମଣ ରୋକିବାକୁ ଲକଡାଉନ ସଟଡାଉନ ଭଳି କଟକଣା ସ‌ତ୍ତ୍ବେ ଚଳିତ ବର୍ଷ ଗତ ବର୍ଷ ତୁଳନାରେ ଛିନତାଇ ମାମଲା ବୃଦ୍ଧି ପାଇଛି। ଗତ ୬ମାସ ରେ ପ୍ରାୟ ୩୩୦ ଟି ଛିନତାଇ ଘଟଣା ଭୁବନେଶ୍ବରର ବିଭିନ୍ନ…
Read More...

ମିନି ବସ୍‌ ଦୁର୍ଘଟଣାଗ୍ରସ୍ତ, ୩ ମୃତ

ରାଉରକେଲା : ଭାରସାମ୍ୟ ହରାଇ ରୋଡ୍ ଡିଭାଇଡରରେ ପିଟି ହୋଇ ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଉରକେଲା ବାଲୁଘାଟ ନିକଟସ୍ଥ ଜାତୀୟ ରାଜପଥ ଡ଼ାକବଙ୍ଗଳା ନିକଟରେ ଘଟିଛି ଏହି ଦୁର୍ଘଟଣା।  ଦୁର୍ଘଟଣା ପରେ ମିନି ବସ୍‌ଟି…
Read More...

କଳିଯୁଗର ବାଲ୍ମିକୀ : ଛାତ୍ରନେତାରୁ ଅପରାଧ, ଟି. ତୁମ୍ବନାଥରୁ ବାବା ବୈଷ୍ଣବପୁରୀ

ପୁରୀ : ପୁଲିସ ସୁରକ୍ଷା ବଳୟ ଭେଦକରି ଗତ ୨୩ତାରିଖ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଧସେଇ ପଶିଥିବା ଲଙ୍ଗୁଳି ମଠର ବାବା ବୈଷ୍ଣବପୁରୀଙ୍କ ପ୍ରକୃତ ପରିଚୟ ଜଣାପଡିଛି। ଜଣେ ଛାତ୍ରନେତାରୁ…
Read More...

ଉତ୍ତୀର୍ଣ୍ଣ ହେବାର ୮ ବର୍ଷ ପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମିଳୁନି ଅରିଜିନାଲ ସାର୍ଟିଫିକେଟ୍‌, ବିଶ୍ବବିଦ୍ୟାଳୟରେ…

ଭୁବନେଶ୍ବର : ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ୮ ବର୍ଷ ପରେ ମଧ୍ୟ ଛାତ୍ରଛାତ୍ରୀ ସେମାନଙ୍କର ମୂଳ ପ୍ରମାଣପତ୍ର (ଅରିଜିନାଲ ସାର୍ଟିଫିକେଟ୍‌) ପାଇ ନାହାନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ୯ ଜିଲାର…
Read More...

ବକ୍ସିଂ ଡେ’ ଟେଷ୍ଟ୍ : ଅଧିନାୟକ ରାହାଣେଙ୍କ ଦମ୍‌ଦାର ଶତକ, ମଜଭୁତ୍‌ ସ୍ଥିତିରେ ଭାରତ

ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଶନିବାର ଠାରୁ ଆରମ୍ଭ ଖେଳା ଯାଉଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚରେ ଭାରତ ଦୃଢ ସ୍ଥିତିରେ ରହିଛି। ଗତକାଲି ପ୍ରଥମ ଦିନର ଅଷ୍ଟ୍ରେଲିଆକୁ…
Read More...

ରାଜ୍ୟରୁ ଆଉ ୪ ମୁଣ୍ଡ ନେଲା ମହାମାରୀ କରୋନା

ଭୁବନେଶ୍ବର : ରାଜ୍ୟରୁ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ମୃତୁ୍ର ବରଣ କରିଥିବା ୪ ମୃତକଙ୍କୁ ମିଶାଇ ରାଜ୍ୟର ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧୮୬୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…
Read More...

ରାଜ୍ୟରେ ହ୍ରାସ ପାଉଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା, ଆଜି ଆଉ ଆଉ ୩୦୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୩୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୩୦୩ କରୋନା…
Read More...

ଆପଣ ଜାଣନ୍ତି କି? ନୂଆ ବର୍ଷରୁ କେନ୍ଦ୍ର ସରକାର କେତେକ ନୂଆ ନିୟମ ସହ କେତୋଟି ନିୟମରେ ପରିବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ କେନ୍ଦ୍ର ସରକାର କେତୋଟି ନିୟମରେ ପରିବର୍ତ୍ତନ କରିଛନ୍ତି ଓ ଆଉ କେତେକ ନୂଆ ନିୟମ ଲାଗୁ କରିଛନ୍ତି। ସେଗୁଡ଼ିକ ହେଲା- ୧-ଚେକ୍‌ ପେମେଣ୍ଟ ସିଷ୍ଟମଜାନୁଆରୀ ପହିଲାରୁ…
Read More...

ପରୀ ହତ୍ୟାକାଣ୍ଡ ମାମଲା : ଏସ୍ଆଇଟି ସ୍କାନରରେ ସରୋଜଙ୍କ ମା’ ଶୈଳବାଳା

ନୟାଗଡ଼ : ପରୀ ହତ୍ୟାକାଣ୍ଡ ମାମଲାରେ କଲେଜ ଛାତ୍ର ସରୋଜ ସେଠୀ ଗିରଫ ହେବା ପରେ ଏବେ ଏସଆଇଟି ସ୍କାନରରେ ଅଛନ୍ତି ତାଙ୍କ ମା’ ଶୈଳବାଳା ଓ ଭଉଣୀ। ସରୋଜ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଏକୁଟିଆ ଘଟାଇଛି କିମ୍ବା ଏଥିରେ ପରିବାର…
Read More...

ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ପାଞ୍ଚଦିନିଆ ଓଡ଼ିଶାଗସ୍ତ

ଭୁବନେଶ୍ବର : ଭାରତର ମୁଖ୍ୟ ମହାଲେଖାକାର (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି(ଶନିବାର) ଅପରାହ୍ନରେ ଆସିଛନ୍ତି। ଶ୍ରୀ ମୁର୍ମୁ ବିମାନବନ୍ଦରରେ ଅପରାହ୍ନ ପ୍ରାୟ ଗୋଟାଏରେ ପହଞ୍ଚିବା…
Read More...

ପାକିସ୍ତାନ, ନେପାଳ ଓ ଅନ୍ୟ ରାଷ୍ଟ୍ରଙ୍କ ଉଦ୍‌ବେଗ, ତ୍ରୁଟିପୂର୍ଣ୍ଣ ସାମରିକ ଯନ୍ତ୍ରାଂଶ ଦେଉଛି ଚୀନ

ନୂଆଦିଲ୍ଲୀ : ବିଭିନ୍ନ ସମୟରେ ଚୀନ ଠାରୁ କ୍ରୟ କରିଥିବା ଯୁଦ୍ଧାସ୍ତ୍ର, ବୁଡାଜାହାଜ ଓ ଅନ୍ୟାନ୍ୟ ସାମରିକ ଯନ୍ତ୍ରାଂଶରେ ତ୍ରୁଟିକୁ ନେଇ ପାକିସ୍ତାନ, ନେପାଳ, ବାଂଲାଦେଶ, ମ୍ୟାଁମାର ଭଳି ୬ରୁ ଅଧିକ ରାଷ୍ଟ୍ର ଉଦ୍‌ବେଗ…
Read More...

ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର : ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଆଜି ଖୋଲିଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। କୋଭିଡ କଟକଣା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଆଜିଠାରୁ  ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ…
Read More...

ଡିସେମ୍ବର ୨୮ରେ ୧୦୦ ତମ କିଷାନ ରେଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ଅପରାହ୍ନ ୪.୩୦ ମିନିଟ ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ମହାରାଷ୍ଟ୍ରର ସାଙ୍ଗୋଲା ଠାରୁ ପଶ୍ଚିମବଙ୍ଗର ଶାଲିମାର ପର୍ଯ୍ୟନ୍ତ ୧୦୦ ତମ କିଷାନ ରେଳ…
Read More...

ବିପୁଳ ପରିମାଣରେ ଚୋରା ମଦ ଜବତ, ୨ ଗିରଫ

ବାଲେଶ୍ବର: ବାଲେଶ୍ବର ଜିଲା ଜଳେଶ୍ୱର ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥର ଭୋଗରାଇ ବ୍ଲକ ଅନ୍ତର୍ଗତ ବାଟଗ୍ରାମ୍ ନିକଟରେ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଛି ।ଜଳେଶ୍ଵର ପଟୁ ଚନ୍ଦନେଶ୍ଵର ଆଡକୁ ଏକ ଇଣ୍ଡିଗୋରେ…
Read More...

ବର୍ତ୍ତମାନ ସମୟରେ ଅର୍ଥନୀତିର ନୂଆ ମନ୍ଦିର ଓ ସମାଜକୁ ସମ୍ପନ୍ନ କରିବା ପାଇଁ ସାମୂହିକ ପ୍ରଚେଷ୍ଟା କରିବା ଆବଶ୍ୟକ…

ଭୁବନେଶ୍ୱର: ବିଶ୍ୱ ବ୍ୟବସ୍ଥାର ମୂଳ ଆଧାର ହେଲା ମୌଳିକ ଢାଞ୍ଚା। ବ୍ରାଣ୍ଡ ଓଡ଼ିଶାର ଅର୍ଥ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ଅଧିକ ସମ୍ପନ୍ନ କରିବା। ସମାଜକୁ ଆଗେଇ ନେବାକୁ ହେଲେ ସମସ୍ତଙ୍କୁ ସମ୍ପନ୍ନ କରିବା ଦରକାର।…
Read More...

ବାଙ୍କୀ କଳାକାର ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

କଳାପଥର(ବାଙ୍କୀ ): ବାଙ୍କୀ ଉପଖଣ୍ଡ କଳାକାର ସଂଘର ସାଧାରଣ ପରିଷଦ ବୈଠକ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ କାର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଜିଲ୍ଲା କଳାକାର ସଂଘର ଉପସଭାପତି ଦେବୀଦତ୍ତ ବିଭୂତି ରାୟ…
Read More...

ବିଶ୍ୱ ବିଜ୍ଞାନ ମେଳା ଦ୍ୱାରା ପୁରସ୍କୃତ ବଲାଙ୍ଗୀର ବିକାଶ ପରିଷଦ

କଣ୍ଟାବାଞ୍ଜି: ଭାରତ ଆର୍ନ୍ତଜାତିକ ବିଜ୍ଞାନ ମହୋତ୍ସବରେ ଓଡିଶା ବଲାଙ୍ଗୀର ଜିଲ୍ଲାରେ ସ୍ୱେଚ୍ଛାସେବୀ ସଂଗଠନ ଭାବେ କାର୍ଯ୍ୟ କରୁଥିବା ବାଲାଙ୍ଗୀର ବିକାଶ ପରିଷଦ ନିର୍ଦେଶକ ମୁକୁନ୍ଦ ସାହୁ ଅଂଶ ଗ୍ରହଣ କରି ଜଳ ସଂରକ୍ଷଣ…
Read More...

ମେଘା ସେକ୍ଟରରେ ରୋଗବାହକ ନିୟନ୍ତ୍ରଣ ଦିବସ ପାଳିତ

ଆଠଗଡ: ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଶନିବାର ଧାଇପୁରଠାରେ ୧୧ମାସିକ “ବିଶ୍ୱାସ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ରୋଗ ବାହକ…
Read More...

ବୁଗୁଡାରେ ଗଞ୍ଜାମ ଜିଲାର ଶ୍ରେଷ୍ଠ ୪ ବିଦ୍ୟାଳୟ

ବୁଗୁଡ଼ା: ସଂପ୍ରତି ପ୍ରକାଶିତ ଗଞ୍ଜାମର ବେଷ୍ଟ ସ୍କୁଲ-୨୦୨୦ ତାଲିକାରେ ବୁଗୁଡ଼ାର ୪ଟି ସ୍କୁଲ ରହିଥିବା ଜଣାଯାଇଛି । ସେଥିରେ ଗଞ୍ଜାମର ୮୫ଟି ବେଷ୍ଟ ସ୍କୁଲ ମଧ୍ୟରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମସ୍ଥ…
Read More...

ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ନିୟମ ଜାରି, ମାସ୍କ ପରିଚୟପତ୍ର ବାଧ୍ୟତା ମୂଳକ

ଆରଡି: ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଉର୍ଦ୍ଧ ହେବ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁଭକ୍ତମାନେ ମଣିବାବାଙ୍କ ଦର୍ଶନ ପାଇଁ ଚାତକ ପରି ଚାହିଁ…
Read More...

ଡି ବ୍ରଦର୍ସଙ୍କ ଘରୁ ମିଳିଲା ଆଉ ୩ ବନ୍ଧୁକ, ୧୭୫ ଗୁଳି

କଟକ: ଡି ବ୍ରଦର୍ସଙ୍କ ଘରେ ଥିବା ସିକ୍ରେଟ୍‌ ଚ୍ୟାମ୍ୱରରୁ ପୁଣି ୩ ବନ୍ଧୁକ, ୫ଟି ମ୍ୟାଗାଜିନ୍‌ ଓ ୧୭୫ଟି ଗୁଳି ଜବତ କରିଛି ପୁଲିସ। ଏହାସହ ସାଢ଼େ ୧୬ ଲକ୍ଷ ଟଙ୍କା କମିଶନରେଟ୍‌ ପୁଲିସ ଜବତ କରିଛି। ଏନେଇ କଟକ ଡିସିପି…
Read More...

ବାଙ୍କୀରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ; ସେବା ଓ ସଂକଳ୍ପର ବାର୍ତ୍ତାକୁ ଗୁରୁତ୍ୱ

ବାଙ୍କୀ: ବିଜେଡି କାର୍ଯ୍ୟାଳୟ ଠାରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଶନିବାର କୋଭିଡ କଟକଣା ସହିତ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ପୂର୍ବତନ…
Read More...

ଜାମ୍ମୁ-କାଶ୍ମୀର୍‍ ଅଧିବାସୀଙ୍କ ପାଇଁ ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ ସ୍ୱାସ୍ଥ୍ୟସେବା ଯୋଜନାର ଶୁଭାରମ୍ଭ କଲେ…

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର୍‍ର ସମସ୍ତ ଅଧିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ…
Read More...

ଯଦି ପ୍ରକୃତରେ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି ତେବେ ନିଜ ସ୍ବାର୍ଥକୁ ପଛରେ ପକାଇ ଦଳ ପାଇଁ ଦିନକୁ ୨ରୁ ୩ ଘଣ୍ଟା…

ଭୁବନେଶ୍ବର : ଯଦି ନବୀନ ପଟ୍ଟନାୟକଙ୍କୁ ପ୍ରକୃତରେ ଭଲ ପାଉଛନ୍ତି, ତାଙ୍କ କାର୍ଯ୍ୟଶୈଳୀ ଓ ଜୀବନଶୈଳୀକୁ ଭଲ ପାଉଛନ୍ତି ତେବେ ଦଳ ପାଇଁ ଦିନକୁ ଅତି କମ୍‌ରେ ୨ ରୁ ୩ ଘଣ୍ଟା କାମ କରିବାକୁ ପଡିବ ବୋଲି ବିଜୁ ଜନତା ଦଳର…
Read More...

ଲଭ୍ ଜିହାଦ ଆଇନରେ ମୋହର ମାରିଲେ ମଧ୍ୟପ୍ରଦେଶର ଶିବରାଜ ସରକାର, ଅଭିଯୋଗ ପ୍ରମାଣିତ ହେଲେ ୧୦ ବର୍ଷ ଜେଲ୍

ଭୋପାଳ : ଲଭ୍ ଜିହାଦକୁ  ବନ୍ଦ କରିବାକୁ ମଧ୍ୟପ୍ରଦେଶରେ ଆଣିଥିବା 'ଧର୍ମ ସ୍ୱାତନ୍ତ୍ର୍ୟ ବିଧେୟକ ୨୦୨୦' କୁ କ୍ୟାବିନେଟ୍ ଅନୁମୋଦନ କରିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ…
Read More...

ରାଜ୍ୟରୁ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧୮୫୭ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ପ୍ରାଣ ହରାଉଛନ୍ତି। ଆଜି ମୃତ୍ୟୁ ବରଣ କରିଥିବା ୪ ଜଣଙ୍କୁ  ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୫୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…
Read More...

ବକ୍ସିଂ ଡେ’ ଟେଷ୍ଟ୍ : ଘରୋଇ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ, ୧୯୫ରେ ଅଟକିଲା କଙ୍ଗାରୁ

ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଶନିବାରରୁ ଖେଳା ଯାଉଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ​‌ ହୋଇ ୧୯୫ ରନ୍‌ରେ…
Read More...

ଆଜି ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ : ଆଗକୁ ଅନେକ ଆହ୍ବାନ, ରଣନୀତି ଶାଣିତ କରୁଛନ୍ତି ନବୀନ

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ବିଜେଡ଼ିକୁ ୨୩ ପୂରି ୨୪ ଚାଲିଛି। ୧୯୯୭ରେ ଦଳ ଗଠନ ହେବାର ୩ବର୍ଷ ପରେ ବିଜେପି ସହ ମେଣ୍ଟ କରି ସରକାର ଗଢ଼ିଥିବା ଦଳ ଏ ପର୍ଯ୍ୟନ୍ତ ପରାଜୟର ସ୍ବାଦ ଚାଖିନି।…
Read More...

ସବୁବର୍ଗର ବିକାଶରେ ଓଡ଼ିଶା ଭଲ ପ୍ରଦର୍ଶନ କରିବ : ସୁରେଶ ଚନ୍ଦ୍ର ମହାପାତ୍ର

ପୁରୀ : ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ସପତ୍ନୀକ ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟର ବିକାଶ ତ୍ବରାନ୍ବିତ କରାଯିବା ସହ କରୋନା ପରବର୍ତ୍ତୀ…
Read More...

ଥଣ୍ଡା ଆହୁରି ୪ ଦିନ : ଫୁଲବାଣୀ, ଦାରିଙ୍ଗବାଡିରେ ପାରଦ ୬ ଡିଗ୍ରୀ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସବୁଠୁ କମ ତାପମାତ୍ରା ଫୁଲବାଣୀ ଏବଂ ଦାରିଙ୍ଗବାଡି‌େର ୬ ଡିଗ୍ରୀ ସେଲସିୟସ୍‌…
Read More...

ସୁନ୍ଦରୀ ପ୍ରତିଯୋଗିତାରେ ପୁଣି ଚମକିଲେ ଓଡ଼ିଆ ଝିଅ: ମିସନ ଡ୍ରିମ୍‌ସ୍‌ ଇଣ୍ଡିଆ ଫାଇନାଲରେ ରାଉରକେଲାର ପ୍ରତୀକ୍ଷା…

ରାଉରକେଲା: କଲକାତାଠାରେ ଅନୁଷ୍ଠିତ ମିସନ ଡ୍ରିମ୍‌ସ୍‌ ଇଣ୍ଡିଆ ଫାଇନାଲରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ରାଉରକେଲାର ଝିଅ ପ୍ରତୀକ୍ଷା ଅନୁଷ୍କାଂକ୍ଷା ରନର୍ସ ଅପ ହୋଇ ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ଡିସେମ୍ବର…
Read More...

୨୧ ବର୍ଷରେ ମେୟର: ଥିରୁବନନ୍ତପୁରମ୍ ମେୟର ପଦ ଲାଗି କଲେଜ ଛାତ୍ରୀ ଆର୍ଯ୍ୟା ରାଜେନ୍ଦ୍ରନଙ୍କ ନାମ ଚୂଡ଼ାନ୍ତ

ଥିରୁବନନ୍ତପୁରମ୍:  ୮ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ କେରଳ ରାଜଧାନୀ ଥିରୁବନନ୍ତପୁରମର ମେୟର ହେବେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରୀ । ଯଦି ଦଳର ରାଜ୍ୟ କମିଟି ଜିଲା କମିଟି ପ୍ରସ୍ତାବକୁ ଅନୁମୋଦନ କରେ ତେବେ ଏହି ଯୁବତୀ…
Read More...

ନୃଶଂସ ପୁଅ: ଶିଳପୁଆରେ ଛେଚି ପିତାମାତାଙ୍କୁ ହତ୍ୟା

ବିଶ୍ରା: ବିଶ୍ରା ଥାନା ଅନ୍ତର୍ଗତ ବିଶିପୁର ଗ୍ରାମରେ ଜମି ଭାଗବଣ୍ଟାକୁ ନେଇ ପିତାମାତାଙ୍କୁ ପନିକିରେ ଆକ୍ରମଣ କରିବା ସହିତ ଶିଳପୁଆରେ ଛେଚି ବଡ଼ ପୁଅ ହତ୍ୟା କରିଥିବା ଜଣାପଡ଼ିଛି। ବିଶିପୁର ଗ୍ରାମରେ ଜୟ ସିଂ(୪୦) ତାଙ୍କ…
Read More...

ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ: ବ୍ରିଟେନ ସରକାରଙ୍କ ଦାବିକୁ ଦକ୍ଷିଣ ଆଫ୍ରିକାର ଖଣ୍ଡନ

ବ୍ରିଟେନ୍ ପରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଛି କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ । ଏହାକୁ ନେଇ ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି । ବ୍ରି​‌ଟେନ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ଦକ୍ଷିଣ ଆଫ୍ରିକାରେ ମିଳୁଥିବା…
Read More...

ଉଠିଗଲା ଦୂର ସଞ୍ଚାର ନିଗମ ସବଡିଭିଜନ କାର୍ଯ୍ୟାଳୟ; ପେଟ ପୋଷିବାକୁ କର୍ମଚାରୀ ସାଜିଲେ କବାଡ଼ିବାଲା

ଭଞ୍ଜନଗର: ଭାରତୀୟ ଦୂର ସଞ୍ଚାର ନିଗମ ଭଞ୍ଜନଗର ଶାଖା ଏବେ ଲୋକଙ୍କଠାରୁ ଦୂରେଇ ଯାଇଛି। ଏକଦା ଏହି ନିଗମ କାର୍ଯ୍ୟାଳୟରୁ ୩ ହଜାରରୁ ଅଧିକ ଲ୍ୟାଣ୍ଡଲାଇନ ଟେଲି ଫୋନ୍‌ ସଂଯୋଗ ହୋଇଥିଲା। ଗାଁ ଗାଁରେ ଦୂର ଭାଷାର ଏକମାତ୍ର…
Read More...

ରଦ୍ଦ ହେଲା ଆଉ ଏକ ବ୍ୟାଙ୍କ ଲାଇସେନ୍ସ; ଜମାକାରୀଙ୍କୁ ମିଳିବ ସର୍ବାଧିକ ୫ ଲକ୍ଷ ଟଙ୍କା

କୋହ୍ଲାପୁର:  ମହାରାଷ୍ଟ୍ରର କୋହ୍ଲାପୁର ଅଞ୍ଚଳର ସୁଭଦ୍ରା ଲୋକାଲ ଏରିଆ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଛି ରିଜର୍ଭ ବ୍ୟାଙ୍କ । ବ୍ୟଙ୍କରେ ଅନିୟମିତତା ଉପଲବ୍ଧି କରିବା ପରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଥିବା…
Read More...

ଗୁଲଜାରଙ୍କ ଶ୍ରଦ୍ଧା ନିବେଦନ: ‘ହଳଧର; ତୁମେ ମୋ ପୁସ୍ତକର ସୂର୍ଯୋଦୟ ଭଳି

ସମ୍ବଲପୁର: ବିଶିଷ୍ଟ ଗୀତିକାର ଗୁଲଜାର ଲୋକକବି ପଦ୍ମଶ୍ରୀ ହଲଧର ନାଗଙ୍କୁ ନିଜର ନୂତନ କାବ୍ୟ ଓ ଅନୁବାଦ ସଙ୍କଳନ ‘ଏ ପଏମ୍ ଏ ଡେ’ ଉପହାର ଦେଇଛନ୍ତି। ଏହି ପୁସ୍ତକ ଆଜି କବି ହଲଧରଙ୍କ ହସ୍ତଗତ ହୋଇଥିବା ଜଣାପଡ଼ିଛି।…
Read More...

ସିଭିଲ ସର୍ଭିସ କୋଚିଂ ସେଣ୍ଟର ପାଣ୍ଠି: ବଳକା ଟଙ୍କା ଫେରାଇବାକୁ ଜିଏମୟୁକୁ ନୋଟିସ

ସମ୍ବଲପୁର: ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ସହ ରାଜ୍ୟର ୮ଟି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗ ସଚିବ ସିଭିଲ ସର୍ଭିସ କୋଚିଂ ସେଣ୍ଟର ସକାଶେ ଦିଆଯାଇଥିବା ପାଣ୍ଠିର ବଳକା ଅର୍ଥ…
Read More...

ବିଜେଡ଼ିରେ ପୁଣି ମହିଳା ଓ ଯୁବକଙ୍କୁ ଗୁରୁତ୍ବ : ୩୬ ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ମଧ୍ୟରୁ ୮୫% ଯୁବ ମୁହଁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନୂତନ ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ତାଲିକାକୁ ମଞ୍ଜୁରୀ ଦେଇଛନ୍ତି । ୬ ଜଣ ଜାତୀୟ ମୁଖପାତ୍ର, ୧୬ ଜଣ ମୁଖପାତ୍ରଙ୍କ ସହ ୧୪ ଜଣ ପ୍ୟାନେଲିଷ୍ଟଙ୍କୁ…
Read More...

ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକ ପାଇବେ ୨୦୨୦ କୋରାପୁଟ ସାହିତ୍ୟ ସମ୍ମାନ 

ଭୁବନେଶ୍ବର: ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଜାତୀୟ ସାହିତ୍ୟ ଉତ୍ସବ କୋରାପୁଟ ଲିଟେରାରି ଫେଷ୍ଟିଭାଲର ତୃତୀୟ ସଂସ୍କରଣ ଚଳିତ ଡିସେମ୍ବର ୨୯ ଓ ୩୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ…
Read More...