www.samajalive.in
Monday, December 15, 2025
17.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ୟୁକ୍ରେନ ଉପରେ ରୁଷର ଆକ୍ରମଣ:..୨୧ ମୃତ, ୮୩ ଆହତ..

ଯାଜପୁର ଜିଲା ଆରୁହା ନିକଟରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ.. ଠେଙ୍ଗା ଓ ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକେ.. ପରିସ୍ଥିତି ନିୟନ୍ତ୍ରଣ କଲା ଜେନାପୁର ପୁଲିସ..

- Advertisement -

ଭୁବନେଶ୍ଵରରୁ ପିଲା ଚୋରି.. ରାମ ମନ୍ଦିର ନିକଟରୁ ଶନିବାର ରାତି ପ୍ରାୟ ୩ଟାରେ ଜଣେ ଦୃଷ୍ଟିବାଧିକ ମା’ କୋଳରୁ ଦେଢ଼ ବର୍ଷର ଶିଶୁକୁ ଛଡ଼ାଇ ନେଲେ ଦୁର୍ବୃତ୍ତ.. ଖାରବେଳନଗର ଥାନାରେ ମହିଳାଙ୍କ ଅଭିଯୋଗ..

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଜବତ.. ପୁରୀ ଜିଲା ଅସ୍ତରଙ୍ଗ ଅନ୍ତର୍ଗତ ରାଇକଣାସ୍ଥିତ ବାସଗୃହରୁ କନଷ୍ଟେବଳ ସନ୍ତୋଷ ସେଠୀଙ୍କ ମୃତଦେହ ଜବତ କଲା ପୁଲିସ.. ନୂଆଗଡ଼ ସାମୁଦ୍ରିକ ଥାନାରେ କାର୍ଯ୍ୟରତ ଥିଲେ ସନ୍ତୋଷ..

ପୁଣି ଭୂକମ୍ପରେ ଥରିଲା ମ୍ୟାଁମାର.. କେନ୍ଦ୍ରୀୟ ମ୍ୟାଁମାରର ମେଇକତିଲା ସହରରେ ୫.୫ ତୀବ୍ରତାର ଭୂକମ୍ପ.. ମାର୍ଚ୍ଚ ୨୮ରେ ଶକ୍ତିଶାଳୀ ଭୂକମ୍ପ ଯୋଗୁ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ମ୍ୟାଁମାର, ପ୍ରାଣ ହରାଇଥିଲେ ୩୫୦୦ରୁ ଅଧିକ ନାଗରିକ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories