ରଥଯାତ୍ରା ବନ୍ଦହେଲେ ଅମଙ୍ଗଳ- ବାଡଗ୍ରାହୀ

ପୁରୀ: ରଥଯାତ୍ରା ବନ୍ଦହେଲେ ଅମଙ୍ଗଳ ହେବ। ଆଉ ୧୨ବର୍ଷ ପର୍ଯ୍ୟନ୍ତ ହୋଇପାରିବ ନାହିଁ। ଶ୍ରୀଜଗନ୍ନାଥ ମହାପ୍ରଭୁ ବାହାରକୁ ବାହାରିଲେ କରୋନା ପଳାଇବ ବୋଲି ନନ୍ଦିଘୋଷ ରଥ ମୁଖ୍ୟବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର…
Read More...

କେନ୍ଦୁଝରରେ ଆଉ ୨କରୋନା ପଜିଟିଭ ସୁରତ ଫେରନ୍ତା-ଜିଲାପାଳ

କେନ୍ଦୁଝରଗଡ: କେନ୍ଦୁଝର ଜିଲା ହାଟଡିହି ବ୍ଲକ ଢ଼େଙ୍କା ଓ ଧର୍ନୁଜୟପୁର ପଞ୍ଚାୟତରେ ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲାପାଳ ଆଶିଷ ଠାକରେ ମଙ୍ଗଳବାର ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ସେ ଏହା କହିଛନ୍ତି।…
Read More...

ଜାଣନ୍ତୁ, କିଭଳି ସୃଷ୍ଟି ହୁଏ ସୂର୍ଯ୍ୟ ଚାରିପାଖରେ ମେଘ ଓ ଆଲୋକର ଅସାଧାରଣ ଦୃଶ୍ୟ

ଭୁବନେଶ୍ୱର: ସୂର୍ଯ୍ୟ ଚାରିପାଖରେ ସୃଷ୍ଟି ହେଉଥିବା ବଳୟ ମେଘ ଓ ଆଲୋକ ଦ୍ୱାରା ସଙ୍ଗଠିତ ଏକ ଅସାଧାରଣ ଦୃଶ୍ୟ। ଯାହାକୁ ଆମ ଆଖିରେ ଏକ ଦୃଷ୍ଟି ଭ୍ରମରୁ ସୃଷ୍ଟି ହୁଏ ବୋଲି କୁହାଯାଇପାରିବ। ଏପରି ବଳୟ ଗୋଟିଏ ବର୍ଷରେ…
Read More...

ଶିଶୁ ସଦନରେ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

କଟକ : ଜିଲା ଆଇନ ସେବା ପ୍ରାଧିକରଣ , ଦୃଷ୍ଟି ଏବଂ କଟକ ନଗର ବିଶ୍ବନାଥ ଗୋପାଳ ସମିତିର ମିଳିତ ସହଯୋଗରେ ସ୍ଥାନୀୟ ଆଦୃତ ଶିଶୁ ସଦନରେ ମଙ୍ଗଳବାର ଆସହାୟ କୁନିକୁନି ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ, ସାନିଟାଇଜର, ଗ୍ଲୁକୋଜ…
Read More...

ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୩୧ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ସମସ୍ତେ ଯାଜପୁର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ୧୧୬ ଜଣ କରୋନା…
Read More...

ସୀମାନ୍ତରେ ଉତ୍ତେଜନା : ଚୀନ୍ ଉଡ଼ାଇଲା ହେଲିକପ୍ଟର; ଜବାବ ଦେବାକୁ ପହଞ୍ଚିଲେ ଭାରତୀୟ ଫାଇଟର ଜେଟ୍

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ବୃଦ୍ଧି ପାଉଛି ଉତ୍ତେଜନା । ଦୁଇଦିନ ତଳେ ଦୁଇ ଦେଶର ଯବାନ ମୁହାଁମୁହିଁ ହୋଇଥିବାବେଳେ ଆଜି ଚୀନ୍ ସୀମାନ୍ତରେ ନିଜର ସାମରିକ ହେଲିକପ୍ଟର ଉଡ଼ାଇଛି । ଚୀନା ହେଲିକପ୍ଟରକୁ ଦେଖି ଭାରତୀୟ…
Read More...

ଲକ୍ ଡାଉନ୍ ପରେ ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ପାଇଁ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ : ଦେଶରେ ଲକ୍ ଡାଉନ ଖୋଲିବା ପରେ ଆରମ୍ଭ ହେବ ବ୍ୟବସାୟିକ ବିମାନ ସେବା । ଲକ୍ ଡାଉନପରେ ଆରମ୍ଭ ହେବାକୁ ଥିବା ବ୍ୟବସାୟିକ ବିମାନ ସେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମ…
Read More...

ଭାଇ ହେଲା ବଇରୀ: ସମ୍ପତ୍ତି ପାଇଁ ମୁକ ଭାଇକୁ ତୀର ମାରି ହତ୍ୟା ଉଦ୍ୟମ

କପ୍ତିପଦା:  ବେଳେବେଳେ ସାମାନ୍ୟ ସ୍ୱାର୍ଥ ତଥା ନିଶା ପାଇଁ ଭାଇ ଭାଇର ବଇରୀ ସାଜିଥାଏ। ହିତାହିତ ଜ୍ଞାନ ଭୁଲି ସମ୍ପତ୍ତି ପାଇଁ ମୁକ ଭାଇକୁ ମାରିବାକୁ ମଧ୍ୟ ପଛାଇ ନାହିଁ। ଏମିତି ଏକ ଲୋମଟାଙ୍କୁରା ଘଟଣା ଘଟିଛି…
Read More...

ନୂଆ ରୂପରେ ଆସିବ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ; ୧୮ ତାରିଖ ପୂର୍ବରୁ ମିଳିବ ସୂଚନା

ନୂଆଦିଲ୍ଲୀ: କରୋନା ସଙ୍କଟର ମୁକାବିଲା କରିବା ନିମନ୍ତେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି । ନୂଆ…
Read More...

କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିଲେ ପ୍ରବୀଣ କୁମାର; ଆଇଜି (ପର୍ସନେଲ୍) ଭାବରେ ନିଯୁକ୍ତି

ଭୁବନେଶ୍ବର: କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ପ୍ରବୀଣ କୁମାର । କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିବା ପରେ ତାଙ୍କୁ ଆଇଜି (ପର୍ସନେଲ୍) ଭାବରେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଏ…
Read More...

ଆସୁଛି ଆଉ ଏକ ଲଘୁଚାପ; ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ ବିପଦ ଆଶଙ୍କା

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହା ଆସନ୍ତାକାଲି ସୁଦ୍ଧା ଘନୀଭୂତ ହୋଇପାରେ ଓ ୧୬ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରିଛନ୍ତି ସୋଆ ପରିବେଶ ଓ…
Read More...

କରୋନା ମୁକାବିଲା ପାଇଁ ବିଧାୟକଙ୍କ ହାତପାଣ୍ଠିରୁ ୫୦ଲକ୍ଷ ଟଙ୍କା ମଞ୍ଜୁର ପ୍ରସ୍ତାବ

ବଡ଼ସାହି : ମହାମାରୀ କୋରନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ମୁକାବିଲା ପାଇଁ ମଙ୍ଗଳବାର ବଡ଼ସାହି ବିଧାୟକ ସନାତନ ବିଜୁଳି ୫୦ଲକ୍ଷ ଟଙ୍କା ସହାୟତା ମଞ୍ଜୁର ପାଇଁ ମୟୁରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ଲିଖିତ…
Read More...

୧୬ରୁ ଦ୍ବିତୀୟ ପର୍ଯ୍ୟାୟ ‘ବନ୍ଦେ ଭାରତ ମିଶନ: ୩୧ ଦେଶରୁ ୧୪୯ ବିମାନରେ ଆସିବେ ପ୍ରବାସୀ

ନୂଆଦିଲ୍ଲୀ: ଲକ୍ଡ଼ାଉନ ଯୋଗୁଁ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତି ଯୋଜନା । ବନ୍ଦେ ଭାରତ ମିଶନରେ ଉଭୟ ଜଳ ଓ ଆକାଶପଥରେ ପ୍ରବାସୀଙ୍କୁ ଫେରାଇ ଆଣିବାକୁ…
Read More...

ମହାରାଷ୍ଟ୍ରରେ ମୁକ୍ତହେବେ ୧୭ ହଜାର କଏଦୀ

ମୁମ୍ବଇ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ ମହାରାଷ୍ଟ୍ର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଥିବା ବେଳେ ଏହାକୁ…
Read More...

ଦୁବାଇରୁ ଭୁବନେଶ୍ବର ଫେରିବେ ପ୍ରବାସୀ; ୧୪ ତାରିଖରେ ପ୍ରଥମ ବିମାନ; ଆସିବେ ୧୭୯ ଯାତ୍ରୀ

ଭୁବନେଶ୍ବର: ବିଦେଶରୁ ପ୍ରବାସୀ ଫେରାଇ ଆଣିବା ନିମନ୍ତେ କେନ୍ଦ୍ର ସରକାରଙ୍କ ‘ବନ୍ଦେ ଭାରତ’ ମିଶନରେ ସାମିଲ ହୋଇଛି ଦୁବାଇ -ଭୁବନେଶ୍ବର ଆକାଶପଥ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଦେଶରେ ଥିବା…
Read More...

ଅର୍ଥନୈତିକ ପୁନରୁଦ୍ଧାର ଉପରେ ନବୀନଙ୍କ ଗୁରୁତ୍ବ; ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ ମଙ୍ଗଳବାର ଭିଡିଓ କନଫେରନ୍ସି ଜରିଆରେ କୋଭିଡ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ…
Read More...

ଗ୍ରୀନ ଜୋନରେ ଗଡ଼ିବ ଗାଡ଼ି; ଭଡ଼ା ଦିଗୁଣା : ଦ୍ଵୈତ ନଗରୀରେ ଚାକିରିଆଙ୍କ ପାଇଁ ସ୍ବତନ୍ତ୍ର ବସ୍

ଭୁବନେଶ୍ବର: ଗ୍ରୀନ୍ ଜୋନରେ ଗଡ଼ିବ ଗାଡ଼ି, ତେବେ ଏଥିପାଇଁ ରହିଛି କିଛି ସର୍ତ । ଗାଡ଼ିରେ ସାମାଜିକ ଦୂରତ୍ବକୁ କଡ଼ାକଡ଼ି କରାଯିବ ଓ ମଞ୍ଜୁର ଯାତ୍ରୀ ସଂଖ୍ୟାର ଅଧା ଯାତ୍ରୀଙ୍କୁ ନେଇ ବସ୍ ଯାତାୟତ କରିବ । ଫଳରେ…
Read More...

ରାୟଗଡାରେ ଆଖି ବୁଜିଲେ ମାଲାକାନଗିରି ପୀଡ଼ିତା, ସ୍ବାମୀ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ

ମାଲାକାନଗିରି : ଅଧାରାସ୍ତାରେ ଆଖି ବୁଜିଲେ ମାଲାକାନଗିରି ପୀଡ଼ିତା । ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲା ସଦର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।ଦୁଇଦିନ ହେଲା ଚେତାଶୂନ୍ୟ ଅବସ୍ଥାରେ ଥିବାବେଳେ ଏବେ ହସ୍ପିଟାଲରେ…
Read More...

ଦିଲ୍ଲୀ ଯିବାକୁ ଭିଡ଼: ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନରେ ଲାଗିଲା ୫ ଅତିରିକ୍ତ ବଗି

ଭୁବନେଶ୍ବର: ଦିଲ୍ଲୀରୁ ଆଜିଠାରୁ ଆରମ୍ଭ ହେଉଛି ରେଳ ଚଳାଚଳ । ୧୫ଟି ଟ୍ରେନ୍ ପ୍ରଥମ ପର୍ଯ୍ୟାୟରେ ବିିଭିନ୍ନ ରାଜ୍ୟ ଅଭିମୁଖେ ଯାତ୍ରା କରୁଛି । ଏଥିରୁ ଗୋଟିଏ ଟ୍ରେନ୍ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ । ଅନ୍ୟପକ୍ଷରେ…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣାବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବଡ଼ନେଉଳି ପଞ୍ଚାୟତ ଖୁଦୁପୋଷି ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯଇଛି । ମୃତକ ଜଣଙ୍କ ଝାଡେଶ୍ୱର ମହାନ୍ତଙ୍କ ପୁତ୍ର କେଶବ…
Read More...

ସରକାରଙ୍କୁ ସତର୍କ କଲା ’ଫିକି’: ଶିଳ୍ପ ଜଗତକୁ ପ୍ରୋତ୍ସାହନ ନ ଦେଲେ ଛଟେଇ ସଂଖ୍ୟା ବଢ଼ିବ

ନୂଆଦିଲ୍ଲୀ : କରୋନା ସଂକଟ ପାଇଁ ଦେଶରେ ଅର୍ଥନୈତିକ ସ୍ଥିତି ଶିଥିଳ ହୋଇପଡିଥିବା ବେଳେ ଶିଳ୍ପଜଗତ ଏଥିରେ ଘୋର ପ୍ରଭାବିତ ହୋଇଛି । ଏହାକୁ ଏଡାଇବା ପାଇଁ ଶିଳ୍ପକୁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯିବା ଦରକାର…
Read More...

ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା; ୧୫ ଜିଲାକୁ କାଳବୈଶାଖୀ ଡ଼ର

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ଘଡ଼ଘଡ଼ି ଓ କୁଆପଥର ବର୍ଷା ସମ୍ଭାବନା ରହିଛି । ଏହାସହ ୧୫ଟି ଜିଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ୧୩ଟି…
Read More...

ଖଇରା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ

ସମାଜ ପୋର୍ଟାଲ ଡେସ୍କ : କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଉଦେଶ୍ୟରେ ରାଜ୍ୟ ସରକାର ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ଆଉ ଏହି…
Read More...

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଥାନାରେ ମାମଲା

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଥାନାରେ ଏତଲା ଦାଏର କରିଛି ଯୁବ କଂଗ୍ରେସ । ଦେଶର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଓ ଅରୁଚିକର ଟ୍ବିଟ କରିବା ଏବଂ…
Read More...

ବନ୍ଦେ ଭାରତ ମିଶନ୍ : ଆସନ୍ତା ୧୪ ରେ ଦୁବାଇରୁ ୨୦୦ ପ୍ରବାସୀ ଓଡିଆଙ୍କୁ ନେଇ ଭୁବନେଶ୍ଵର ଆସିବ ଏୟାର ଇଣ୍ଡିଆର…

ଭୁବନେଶ୍ଵର : ଭାରତ ସରକାରଙ୍କ ‘ବନ୍ଦେ ଭାରତ ମିଶନ’ ଜରିଆରେ ଆସନ୍ତା ୧୪ ତାରିଖ ଦୁବାଇରୁ ଭୁବନେଶ୍ଵରକୁ ଆସିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ପ୍ରଥମ ବିମାନ । ଏହି ସ୍ବତନ୍ତ୍ର ବିମାନରେ ପ୍ରାୟ ୨୦୦ ପ୍ରବାସୀ ଆସିବେ…
Read More...

ଆଜି ପହଞ୍ଚିବ ସ୍ବତନ୍ତ୍ର ବିମାନ

ଭୁବନେଶ୍ବର : ଆଜି ଏଲିଆନ୍ସ ଏୟାର ଏକ ସ୍ବତନ୍ତ୍ର କାର୍ଗୋ ବିମାନ ଭୁବନେଶ୍ବରରେ ପହଞ୍ଚିବ। ଏଥିରେ ନମୁନା ପରୀକ୍ଷା କିଟ୍ ସହ କେନ୍ଦ୍ର ସରକାରଙ୍କର ଏକ ଟିମ୍ ଆସୁଥିବା ଜଣାପଡ଼ିଛି। ଏଏଆଇ ସୂତ୍ରରୁ ମିଳିଥିବା ସୂଚନା…
Read More...

ଆସନ୍ନ ମହାସଂକ୍ରମଣ : ଅନ୍ତିମ ଲଢ଼େଇର ନିର୍ଣ୍ଣାୟକ କ୍ଷଣ

ବିଶେଷଜ୍ଞଙ୍କ କଥାକୁ ଯଦି ବିଶ୍ବାସକୁ ନିଆଯାଏ, ତା’ହେଲେ କରୋନା ସଂକ୍ରମଣ ନିକଟରେ ଥମିବାର ନାହିଁ। ଏହି ବ୍ୟାଧିର ପ୍ରକୋପ ଜୁଲାଇ-ଅଗଷ୍ଟ ଯାଏ ଜାରି ରହିବା ଘେନି ଅନୁମାନ କରାଯାଉଛି। କରୋନା ମହାମାରୀର ଉତ୍ପତ୍ତି ଯେପରି…
Read More...

ତିହାର ଜେଲ୍‌ରେ ହାଇଆଲର୍ଟ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ତିହାର ଜେଲ୍‌ରେ ହାଇଆଲର୍ଟ ଜାରି କରାଯାଇଛି। ବଳାତ୍କାର ମାମଲାରେ କେତେକ ଅଭିଯୁକ୍ତଙ୍କୁ ତିହାର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସମ୍ପୃକ୍ତ ବଳାତ୍କାର ପୀଡିତାଙ୍କ…
Read More...

୧.୪ଲକ୍ଷ ଆରୋଗ୍ୟ ସେତୁ ବ୍ୟବହାରକାରୀ କରୋନା ସଂକ୍ରମିତ ଆଶଙ୍କା

ନୂଆଦିଲ୍ଲୀ : ଦେଶର ୧ଲକ୍ଷ ୪୦ ହଜାର ଆରୋଗ୍ୟ ସେତୁ ବ୍ୟବହାରକାରୀ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। କରୋନା ଭୂତାଣୁକୁ ଟ୍ରାକ କରିବା ଲାଗି କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍ ପ୍ରସ୍ତୁତ…
Read More...

କୁକ୍‍ଙ୍କ ୫ ମହାନ୍‍ ବ୍ୟାଟ୍‍ସମ୍ୟାନଙ୍କ ତାଲିକାରେ କୋହଲି

ଲଣ୍ଡନ୍‍ : ଇଂଲଣ୍ଡ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ଆଲଷ୍ଟାୟାର କୁକ୍‍ଙ୍କୁ କ୍ରିକେଟ ଦୁନିଆର ମହାନ୍‍ ବ୍ୟାଟ୍‍ସମ୍ୟାନଙ୍କ ତାଲିକାରେ ଗଣନା କରା ଯାଇଥାଏ। ଏହି ବାମହାତି ଓପ୍‍ନର ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟ୍‍ରେ…
Read More...

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ

ଭୁବନେଶ୍ବର : ବଙ୍ଗୋପସାଗର ଅଭିମୁଖେ ଆସୁଥିବା ଘୂର୍ଣ୍ଣିବଳୟ କ୍ରମଶଃ ସକ୍ରିୟ ହେଉଛି। ତେବେ ଓଡ଼ିଶା ପ୍ରତି ବାତ୍ୟାର ଆଶଙ୍କା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଉତ୍ତାପ…
Read More...

୧୭ରୁ ବିମାନସେବା

ନୂଆଦିଲ୍ଲୀ : ରେଳ ସେବା ପରେ ଏବେ ବିମାନ ସେବା ଆରମ୍ଭ କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମେ’ ୧୭ରୁ ପର୍ଯ୍ୟାୟକ୍ରମେ ବିମାନ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। ଏଥିନେଇ ବେସାମରିକ ବିମାନ ଚଳାଚଳ…
Read More...

ଓଡ଼ିଶାରେ କରୋନାର ଗତି : ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୪୧୪

ଭୁବନେଶ୍ବର : ସୂରତ ସମେତ ଅନ୍ୟାନ୍ୟ ରାଜ୍ୟରୁ ଶ୍ରମିକମାନଙ୍କ ଘରବାହୁଡ଼ା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଆଜି ୧୭ଜଣ କରୋନାପୀଡ଼ିତ ସୁସ୍ଥ ହୋଇ ଘରକୁ ଫେରିବା ଖବର ରାଜ୍ୟବାସୀଙ୍କୁ…
Read More...

ଶିମିଳିପାଳରୁ ୩ମୃତ ବେଲେରା ମୂଷା ଜବତ, ୩ ଶିକାରୀ ଗିରଫ

ଖୁଣ୍ଟା : ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀମାନେ ୩ ଶିକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୩ ମୃତ ବେଲେରା ମୂଷା ସମେତ ଶିକାର ସରଞ୍ଜାମ ଜବତ କରାଯାଇଛି। ବେଲେରା ମୂଷା…
Read More...

କାଉଣ୍ଟି କ୍ରିକେଟ୍ ନ ଖେଳିବାକୁ ବୁମରାଙ୍କୁ ଆକ୍ରମଙ୍କ ପରାମର୍ଶ

କରାଚି : ଇଂଲଣ୍ଡରେ ଖେଳାଯାଉଥିବା କାଉଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ନ ଖେଳିବାକୁ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରାଙ୍କୁ ପରାମର୍ଶ ଦେଇଛନ୍ତି ପାକିସ୍ତାନର ପୂର୍ବତନ ମହାନ୍‌ ଦ୍ରୁତ ବୋଲର ୱାସିମ୍‌ ଆକ୍ରମ।…
Read More...

ସମରାଭ୍ୟାସବେଳେ ଦୁର୍ଘଟଣା: ୨୦ ମୃତ

ତେହରାନ : ଓମାନ ଉପସାଗରରେ ସମରାଭ୍ୟାସ ଚାଲିଥିବାବେଳେ ଇରାନ୍‌ର ଏକ ଯୁଦ୍ଧ ଜାହାଜରୁ ନିକ୍ଷେପିତ କ୍ଷେପଣାସ୍ତ୍ର ଲକ୍ଷ୍ୟଚ୍ୟୁତ ହେବାରେ ଏକ ସହଯୋଗୀ ଜାହାଜ ଧ୍ବଂସ ପାଇଯାଇଛି। ଏଥିରେ ଥିବା ୨୦ ନାବିକଙ୍କ ଓ…
Read More...

ଦିନକରେ ରେକର୍ଡ ୪୨୧୩ ନୂଆ ସଂକ୍ରମିତ

ନୂଆଦିଲ୍ଲୀ : ନୂଆ କରୋନା ଭୂତାଣୁ ସଂକ୍ରମଣରେ ଭାରତର ରେକର୍ଡ ବୃଦ୍ଧି ଘଟିଛି। ସୋମବାର ସକାଳ ୮ଟା ସୁଦ୍ଧା ଦିନକ ମଧ୍ୟରେ ସର୍ବାଧିକ ୪୨୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି। ୨୪ଘଣ୍ଟାରେ ଏତେ ସଂଖ୍ୟାରେ ନୂଆ ସଂକ୍ରମିତ…
Read More...

ଲକଡାଉନ ଉଲ୍ଲଙ୍ଘନ କରି ୧୯,୬୩୦ ଗିରଫ

ମୁମ୍ବଇ : କରୋନା ସଂକ୍ରମଣ ରୋକିବା ଲାଗି ଦେଶରେ ତିନୋଟି ପର୍ଯ୍ୟାୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ବହୁ ଲୋକ ଏହାର ନିୟମ ଉଲ୍ଲଙ୍ଘନ କରିବା କାରଣରୁ ସଂକ୍ରମଣ ହୁହୁ ହୋଇ ବ୍ୟାପିଛି। ସର୍ବାଧିକ ସଂକ୍ରମିତ ରାଜ୍ୟ…
Read More...

କରୋନା ପ୍ରକୋପ ଜାରି ରହିବ ଦୁଇ ବର୍ଷ : ଆମେରିକା ବିଶେଷଜ୍ଞ

ନୂଆଦିଲ୍ଲୀ : ଦିନକୁ ଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସାରା ବିଶ୍ବରେ କାୟା ମେଲାଇ ଚାଲିଛି କରୋନା ଏବଂ ଏହି ମହାମାରୀ କବଳରେ ସାରା ବିଶ୍ବବାସୀ। ଏହାର ପ୍ରକୋପରୁ ରକ୍ଷା ପାଇବା ଏତେଟା ସହଜ ନୁହେଁ। କରୋନା…
Read More...

ସରିଲା ୩୯ତୁମ୍ବ ୩ ଅଖ ନିର୍ମାଣ

ପୁରୀ : ଶେଷହୋଇଛି ୩୯ ତୁମ୍ବ ନିର୍ମାଣ। ତିନୋଟି ଅଖ ନିର୍ମାଣ ସରିଛି। ୧୦ଟି ତୁମ୍ବରେ ବିନ୍ଧ କରାଯାଇଛି। ସୋମବାର କୋରାମୁଣ୍ଡା ତିଆରି ଆରମ୍ଭ ହୋଇଛି। ତିନୋଟି ତୁମ୍ବରେ ଗୋଟିଏ ଲେଖାଏ ଅର ସଂଯୋଗ କରାଯାଇଛି। ରଥ…
Read More...

ମଙ୍ଗଳବାର ରାଶିଫଳ(୧୨-୦୫-୨୦୨୦)

ମେଷ: ପରିଶ୍ରମର ମୂଲ୍ୟ ମିଳିବ। ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ବିତ୍ତବାନ୍‌ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସନ୍ମାର୍ଗୀ ହୋଇପାରନ୍ତି। ବ୍ରହ୍ମ ଉପାସକ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ: ଈର୍ଷା…
Read More...

ଓଡ଼ିଶାରେ ଜିଓର ଜୟଯାତ୍ରା ଜାରି, ଏକ ନମ୍ବର ସ୍ଥାନ ସୂଦୃଢ କରି ଜାନୁୟାରୀରେ ଯୋଡିଲା ୨.୮ ଲକ୍ଷ ଗ୍ରାହକ: ଟ୍ରାଇ

ଭୁବନେଶ୍ୱର : ଓଡିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ଦଖଲ କରିଥିବା ରିଲାଏନ୍ସ ଜିଓ ରାଜ୍ୟରେ ମୋବାଇଲ୍ ବଜାରରେ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୂଦୃଢ କରି ଜାନୁୟାରୀ…
Read More...

ଆଶାକର୍ମୀଙ୍କୁ ଆକ୍ରମଣ, ୨ ଅଟକ

ଭୁବନେଶ୍ବର : ରଣପୁର ଥାନା ବିନୋଦପଡାଠାରେ ଭୁବନେଶ୍ୱର ଫେରନ୍ତାଙ୍କ ନାମ ପଞ୍ଜୀକରଣ କରିବାରୁ ଜଣେ ଆଶାକର୍ମୀଙ୍କୁ ରବିବାର ରାତିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି। ଆଶାକର୍ମୀଙ୍କ ଅଭିଯୋଗ କ୍ରମେ ରଣପୁର ପୋଲିସ ଏକ…
Read More...

ଟ୍ରେନଯାତ୍ରା : ୩ ଘଣ୍ଟାରେ ୫୪ ହଜାର ଟିକେଟ ସଂରକ୍ଷିତ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଦେଶରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହେବାକୁ ଥିବା ବେଳେ ସୋମବାର ସନ୍ଧ୍ୟାରେ ଅନଲାଇନରେ ଟିକେଟ ବୁକିଂ ହେଉଛି। ଟିକେଟ ବିକ୍ରି ଆରମ୍ଭ ହେବାର ୩ ଘଣ୍ଟାରେ ୫୪ ହଜାରରୁ ଉର୍ଦ୍ଧ୍ବ ଟିକେଟ…
Read More...

ବ୍ରହ୍ମପୁରରୁ ଚାଲି ଚାଲି ବାଲେଶ୍ବରରେ ପହଞ୍ଚିଲେ ଶ୍ରମିକ

ରେମୁଣା : କରୋନା ଜନିତ ଲକ ଡାଉନ ସମୟରେ ରାଜ୍ୟରୁ ଅନ୍ୟ ଜିଲାରୁ ଭିତର ମାତ୍ର, ବାହାର ଜିଲାରୁ ଫେରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ହୋମ କ୍ୱାରେଣ୍ଟାଇନ(ଘରେ ସଙ୍ଗରୋଧ)ରେ ରହିବାକୁ ସରକାରୀ ନିୟମ ରହିଛି। ମାତ୍ର ସେ…
Read More...

କରୋନା ସଙ୍କଟ: ପୂଜାରୀ ଓ କର୍ମଚାରୀଙ୍କୁ ଦରମା ଦେବାକୁ ଟିଟିଡ଼ି ନିକଟରେ ନାହିଁ ଚଳନ୍ତି ଅର୍ଥ

ତିରୁପତି: ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡ଼ି) ନିକଟରେ ଜମା ଅଛି ୧୪ ହଜାର କୋଟି ଟଙ୍କା । ମନ୍ଦିର କର୍ତ୍ତୃପକ୍ଷ ଲକରରେ ୮.୭ ଟନ୍ ସୁନା ଗଚ୍ଛିତ ରଖିଛନ୍ତି । ଏହାବ୍ୟତୀତ ମନ୍ଦିରରେ ଦେବାଦେବୀଙ୍କ ସୁନା…
Read More...

ସମୁଦ୍ରକୂଳର ୨ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ; ଘରୁ ନବାହାରିବା ପାଇଁ ସ୍ଥାନୀୟ ଅଧିବାସୀଙ୍କୁ ପରାମର୍ଶ

ପୁରୀ: ସମୁଦ୍ରକୂଳ ନିକଟସ୍ଥ ରେଣୁକାଲେନ୍‌ ଏବଂ ମହୋଦଧି ନିବାସ ଲେନ୍‌କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଜିଲା ପ୍ରଶାସନ। ଏହି ଦୁଇଟି ବସ୍ତିର ସମସ୍ତ ଦୋକାନ ବଜାର ବନ୍ଦ କରାଯିବା ସହ ପ୍ରବେଶପଥ ସିଲ୍‌ କରାଯାଇଛି।…
Read More...

ପାକିସ୍ତାନରେ ମୋବାଇଲଠାରୁ ବନ୍ଧୁକ ଶସ୍ତା ; ମାତ୍ର ୭ ହଜାର ଟଙ୍କାରେ ମେସିନ୍ ଗନ୍

କରାଚୀ: ପାକିସ୍ତାନ ଆର୍ଥିକ ସ୍ଥିତି ଅତ୍ୟନ୍ତ ଗମ୍ଭୀର । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଏପରି ସ୍ଥିତିରେ ପାକିସ୍ତାନର କୁଟୀର ଶିଳ୍ପ ପାଲଟିଥିବା ବନ୍ଧୁକ…
Read More...

କୋଭିଡ୍‌-୧୯: ୨୪ଘଣ୍ଟାରେ ପଜିଟିଭ୍‌ କେସ୍‌ କେବଳ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ

ଭୁବନେଶ୍ବର: ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୬୩,୪୭୮ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୧୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୮୫ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ…
Read More...

ସାଇବର୍‍ ଅପରାଧୀଙ୍କ ଟାର୍ଗେଟରେ ଔଷଧ ଦୋକାନୀ: ଆକାଉଣ୍ଟରୁ ଉଠିଗଲା ଲକ୍ଷାଧିକ ଟଙ୍କା…. ଜାଣନ୍ତୁ କେମିତି ଥିଲା…

ବଲାଙ୍ଗୀର :  ବଲାଙ୍ଗୀର ଜିଲାରେ ଜଣେ ଔଷଧ ଦୋକାନୀ ସୋମବାର ଅନଲାଇନ ଠକେଇର ଶିକାର ହୋଇଛନ୍ତି । ଲକ ଡାଉନର ଫାଇଦା ଉଠାଇ ଦୁର୍ବୃତ୍ତମାନେ ଏହି ଠକେଇ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ,  ଫୋନକଲରେ ଦୁର୍ବୃତ୍ତ…
Read More...

ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ବୈଜ୍ଞାନିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା

ଭୁବନେଶ୍ୱର : ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ବିଶ୍ୱର ବୈଜ୍ଞାନିକ, ଯନ୍ତ୍ରୀ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବୃତ୍ତିଜୀବୀମାନେ ପ୍ରଯୁକ୍ତି ବିଜ୍ଞାନ ପ୍ରୟୋଗ ମାଧ୍ୟମରେ…
Read More...

ପାନୀୟଜଳ ପ୍ରକଳ୍ପ ତ୍ବରାନ୍ବିତ ଉପରେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷଙ୍କ ଗୁରୁତ୍ବାରୋପ

ଭୁବନେଶ୍ବର : ପାନୀୟ ଜଳ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ନିର୍ଦେଶ ଦେଇଛନ୍ତି। ସୋମବାର ଏ ସଂପର୍କିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ…
Read More...

ନିଜ ଉଦ୍ୟମରେ ପଞ୍ଚାୟତକୁ ସାନିଟାଇଜ୍ କଲେ ସରପଞ୍ଚ

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ  ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି । ରାଜ୍ୟରେ କରୋନା ମହାମାରୀକୁ ପ୍ରତିହତ କରିବାରେ ପଞ୍ଚାୟତ ସ୍ତରରେ ଭୂମିକାକୁ ଲକ୍ଷ୍ୟକରି…
Read More...

କରୋନା ସଂକ୍ରମଣ: ମହିଳାଙ୍କ ଅପେକ୍ଷା ପୁରୁଷ ରୋଗୀଙ୍କ ମୃତ୍ୟୁ ହାର ଅଧିକ

ଲଣ୍ଡନ: ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ କରୋନା ଭୂତାଣୁ ଅଧିକ ସଂକ୍ରମଣ କରୁଛନ୍ତି। ଫଳରେ କରୋନା ଭୂତାଣୁ ସଂକ୍ରମିତ ପୁରୁଷଙ୍କ ଅଧିକ ସଂଖ୍ୟାରେ ମୃତ୍ୟୁ ହେଉଛି। ନୂଆ କରୋନା ସଂକ୍ରମିତ ସେଲ୍‌ରେ ଏକ ଇଞ୍ଜାଇମ୍‌…
Read More...

ବୁଧବାରରୁ ଦୈନିକ ଗଡ଼ିବ ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ଘୋଷଣା କରିଥିବା ବେଳେ ଏଥିରୁ ଗୋଟିଏ ଟ୍ରେନ୍ ଭୁବନେଶ୍ବର-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରିବ। ଆସନ୍ତା ୧୩ ତାରିଖରୁ…
Read More...

ଜଙ୍ଗଲ ବିଭାଗ ହାତରେ କୋଟିପତି ଶିକ୍ଷକ; ମୂଲ୍ୟବାନ କାଠଗଣ୍ଡି ଜବତ, ୫ ଗିରଫ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ମୁଷାନାଳ ଫରେଷ୍ଟ ବିଟ୍‍ ଡଙ୍ଗରୀ ଗାଁରେ ମୂଲ୍ୟବାନ ବିଜାଗଛ କାଟୁଥିବାବେଳେ ଜଙ୍ଗଲବିଭାଗ ଚଢଉ କରି କାଠଗଣ୍ଡି ଜବତ କରିବା ସହ ଗଛକଟାରେ ନିଯୁକ୍ତ ଚାରିଜଣ…
Read More...

ମୋଦୀଙ୍କୁ ନବୀନଙ୍କ ୫ ପ୍ରସ୍ତାବ: ଲକ୍ଡ଼ାଉନ ନେଇ ଜାତୀୟ ନୀତି, ଅର୍ଥନୀତିର ଦୃଢ଼ୀକରଣ, ତଳସ୍ତରରେ କ୍ଷମତାର…

ଭୁବନେଶ୍ବର: ଲକ୍ଡ଼ାଉନ ତୃତୀୟ ପର୍ଯ୍ୟାୟ ଶେଷ ହେବାକୁ ଆଉ କେଇଦିନ ବାକିଥିବାବେଳେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ତୃତୀୟ ପର୍ଯ୍ୟାୟ ପରେ ୪ର୍ଥ ପର୍ଯ୍ୟାୟ…
Read More...

ବିଶ୍ଵ ପାଇଁ ବିପଦ ଆଣୁଛି ଆଉ ଏକ ନୂଆ ରୋଗ, କେବଳ ଶିଶୁମାନେ ହେଉଛନ୍ତି ଏହି ରୋଗର ଶିକାର

ଲଣ୍ଡନ : ବିଶ୍ଵପାଇଁ ବିପଦ ସୃଷ୍ଟି କରିଛି ଆଉ ଏକ ନୂତନ ରୋଗ । ଏହି ରୋଗରେ କେବଳ ଶିଶୁମାନେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମହାମାରୀ କରୋନା…
Read More...

ମେ‘ ୧୮ରୁ ଆରମ୍ଭ ହେବ କି ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟ ? ଅବଧି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୫ ମୁଖ୍ୟମନ୍ତ୍ରୀଙ୍କ…

ନୂଆଦିଲ୍ଲୀ: ପୁଣି ବଢ଼ିବ କି ଲକ୍ଡ଼ାଉନ ଅବଧି ? ଏ ପ୍ରଶ୍ନ ଏବେ ଅନେକଙ୍କୁ ଆନ୍ଦୋଳିତ କରୁଛି । ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଯେପରି ବଢ଼ିବାରେ ଲାଗିଛି ସେଥିରେ ଏପରି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ…
Read More...

କାମକରୁନାହିଁ ଯୋଜନା: ବସରୁ ଓହ୍ଲାଇ ଯେଝା ବାଟରେ ଶ୍ରମିକ , ଷ୍ଟେସନରେ ଫୋପାଡିଲେ ଅଇଁଠା

ଟିଟିଲାଗଡ଼: ପ୍ରବାସୀ ଶ୍ରମିକଙ୍କୁ ନେଇ ଟିଟିଲାଗଡକୁ ବିଭିନ୍ନ ଅଞ୍ଚଳରୁ ଟ୍ରେନ ପହଞ୍ଚିବାରେ ଲାଗିଛି। ଗତକାଲି ମହାରାଷ୍ଟ୍ରରୁ ଏକ ସ୍ୱତନ୍ତ୍ର ଟ୍ରେନ ପହଞ୍ଚିଥିବା ବେଳେ ନାନାଦି ଅବ୍ୟବସ୍ଥା ପରିଲକ୍ଷିତ ହେବା ଆଲୋଚନାର…
Read More...

କାହାଘରେ ଟିଭି ନାହିଁ ତ କାହାଘରେ ବିଜୁଳି ନାହିଁ; ଦୂରଦର୍ଶନ ଯୋଗେ ପିଲାଏ କେମିତି ପଢ଼ିବେ ପାଠ?

ଭୁବନେଶ୍ୱର: ସାରା ବିଶ୍ୱ ଏବେ ମହାମାରୀ କୋରୋନା କବଳରେ। କୋରୋନା ଯେ କେବଳ ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି ତା ନୁହଁ ଶିକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡିଛି। ଏଥୁରୁ ବାଦ ପଡି…
Read More...

ହିଜବୁଲ ନୂଆ ମୁଖିଆକୁ ସେନାର ଚେତାବନୀ: କିତନେ ଗାଜି ଆୟେ… କିତନେ ଗାଜି ଗୟେ…

ନୂଆଦିଲ୍ଲୀ : ରିୟାଜ ନାଇକୁର ମୃତ୍ୟୁ ପରେ ହିଜବୁଲ ମୁଜାହିଦ୍ଦିନର ନୂଆ କମାଣ୍ଡର ହୋଇଛି ଗାଜି ହାଇଦର । ପୂର୍ବରୁ ସେ ଜଣେ ସରକାରୀ କର୍ମଚାରୀ ଥିଲା ଓ ବିଭିନ୍ନ ସରକାରୀ ଦପ୍ତରରେ କିଛିଦିନ କାମ କରିଥିଲା । ମାତ୍ର…
Read More...

ଟାଟା ଏସି ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ

ଭୁବନେଶ୍ବର : ପୁରୀ ଜାତୀୟ ରାଜପଥ ନମ୍ବର ୩୧୬ ପଟ୍ଟନାୟିକିଆ ଛକ ଠାରୁ ଚଣାଗୋରଡା ଗ୍ରାମ ମଧ୍ୟସ୍ଥଳରେ ସୋମବାର ଅପରାହ୍ନରେ ଗୋଟିଏ ଟାଟାଏସି ଗାଡି ଧକ୍କା ଦେବାରୁ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।…
Read More...

ଆଇଆରସିଟିସି ୱେବସାଇଟ୍‌ରେ ସମସ୍ୟା, ୨ ଘଣ୍ଟା ବିଳମ୍ବରେ ହେବ ଟ୍ରେନ ଟିକେଟ୍‌ ବୁକିଂ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଯୋଗୁ ଦୀର୍ଘଦିନ ଧରି ଦେଶରେ ବନ୍ଦ ହୋଇ ରହିଥିବା ଟ୍ରେନ୍‌ ଚଳାଚଳ ପାଇଁ ଆଜିଠୁ ଆରମ୍ଭ ହୋଇଛି ବୁକିଂ। ଏତେ ଦିନ ପରେ ବୁକିଂ ଆରମ୍ଭ ହୋଇଥିବାରୁ ଏକକାଳୀନ ହଜାର ହଜାର ଲୋକ ଟିକେଟ୍‌ ବୁକିଂ…
Read More...

ମୃତ୍ୟୁ ପରେ ଶରୀର ଦାନ କରିବେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ

ଭୁବନେଶ୍ୱର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମୃତ୍ୟୁ ପରେ ତାଙ୍କ ଶରୀର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ଦାନ କରିବେ। ସୋମବାର ତାଙ୍କର ୯୯ ତମ ଜନ୍ମ ଦିବସ ଅବସରରେ…
Read More...

ଲକ୍ ଡ଼ାଉନ ୪.୦: ବିଭିନ୍ନ ରାଜ୍ୟ ଉପରେ ନିଷ୍ପତ୍ତି ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମେ ୧୭ ତାରିଖ ପରେ ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟ ଆରମ୍ଭ ହେବ ନା କିଛି କୋହଳ କରାଯିବ ତାହା ରାଜ୍ୟମାନଙ୍କ ଉପରେ ଛାଡ଼ି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନରେ ବିଭିନ୍ନ ରାଜ୍ୟର…
Read More...

ବୁକିଂ ଭିଡ଼: ଆଇଆରସିଟିସି ୱେବସାଇଟ୍ କ୍ରାସ୍, ୬ଟା ସୁଦ୍ଧା ହେବ ମରାମତି

ନୂଆଦିଲ୍ଲୀ: ଆସନ୍ତାକାଲି ରେଳ ଚଳାଚଳ ନିମନ୍ତେ ଆଜିଠାରୁ ଆରମ୍ଭ ହୋଇଛି ରେଳ ଟିକେଟ ବୁକିଂ । ବୁକିଂ ନିମନ୍ତେ ଆଇଆରସିଟିସି ୱେବସାଇଟକୁ ଏକ ସମୟରେ ବହୁ ବ୍ୟକ୍ତି ଲଗ୍ ଇନ୍ କରିବାରୁ ଏହା କ୍ରାସ ହୋଇଛି । ଏ…
Read More...

୨୦ ଦିନରେ ସରିବ ମାଟ୍ରିକ ଖାତା ଦେଖା, ମୂଲ୍ୟାୟନ ପାଇଁ ନିୟୋଜିତ ହେବେ ଅଧିକ ୬ ହଜାର ଶିକ୍ଷକ

ଭୁବନେଶ୍ଵର : ମେ’ ୨୦ରୁ ମାଟ୍ରିକ ପରୀକ୍ଷା ଖାତା ଦେବ ଆରମ୍ଭ ହେବ। ୨୦ ଦିନ ଭିତରେ ଖାତାଦେଖା ଶେଷ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା କରିଛି। ଏଥିପାଇଁ ଆଉ ୬ ହଜାର ଅଧିକ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ।…
Read More...

ନନ୍ ଟଚ୍ ବିମାନ ବନ୍ଦର ହେବ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର

ଭୁବନେଶ୍ଵର : ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ । କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ  ବିମାନ ବନ୍ଦର କର୍ତ୍ତୃପକ୍ଷ । ଲକଡାଉନ୍…
Read More...

ଆସନ୍ତାକାଲିଠୁ ଚାଲିବ ଯାତ୍ରୀବାହୀ ଟ୍ରେନ୍, ଓଡିଶାର ଏହି ୩ଟି ଷ୍ଟେସନରେ ରହିବ ଟ୍ରେନ୍…..

ଭୁବନେଶ୍ଵର : ଆସନ୍ତା ୧୨ ତାରିଖ ଅର୍ଥାତ ମଙ୍ଗଳବାରଠାରୁ ପର୍ଯ୍ୟାୟକ୍ରମେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହେବ। ଭାରତୀୟ ରେଲୱେ ପକ୍ଷରୁ ଏ ନେଇ ଘୋଷଣା ହୋଇଥିବାବେଳେ ସୋମବାର ଅପରାହ୍ନ ୪ଟାରୁ ଟ୍ରେନ ଟିକେଟ ବୁକିଂ…
Read More...

ଖୁସି ଖବର : ସୁସ୍ଥ ହେଲେ ରାଜ୍ୟର ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟର ଆଉ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁସ୍ଥ ହୋଇଥିବା ୧୭ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୮୫ ଜଣ ଆକ୍ରାନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁସ୍ଥ ହୋଇଥିବା ୧୭…
Read More...

କରୋନା ପ୍ରଭାବରେ ଡିଜିଟାଲ ବିବାହ : ଲାଇଭ ଭିଡିଓରେ କନ୍ୟାଦାନ

ସମ୍ବଲପୁର : ବିଶ୍ୱବ୍ୟାପୀ କରୋନା ଭୂତାଣୁର ପ୍ରକୋପ ଜାରି ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ ଡାଉନ କରିଛନ୍ତି। କିନ୍ତୁ ଏଥି ପାଇଁ ସାଧାରଣ ଜୀବନଯାପନ ଠାରୁ ଆରମ୍ଭ କରି ସାମାଜିକ, ଆର୍ଥିକ,…
Read More...

ଭୁବନେଶ୍ଵର ଏମ୍ସର ହସ୍ପିଟାଲର ୪ ଡାକ୍ତର ଓ ଦୁଇ ଆଟେଣ୍ଡାଣ୍ଟଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ନିର୍ଦେଶ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲର ୪ଜଣ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନକୁ ପଠାଯାଇଛି । ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ବାଧ୍ୟତାମୂଳକ କ୍ୱାରେଣ୍ଟାଇନକୁ ପଠାଯାଇଛି ।…
Read More...

ପ୍ରାର୍ଥୀପତ୍ର ଦାଖଲ କଲେ ଉଦ୍ଧବ ଠାକରେ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମହାରାଷ୍ଟ୍ର ବିଧାନ ପରିଷଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ତାଙ୍କ ସ୍ତ୍ରୀ ରଶ୍ମୀ ଏବଂ ଦୁଇ ପୁତ୍ର…
Read More...

ଅନୁଗୋଳ: ଅଧା ବାଟରେ ଟ୍ରେନ୍ ଚେନ୍ ଟାଣି ୧୪ ସୁରତ ଫେରନ୍ତା ପ୍ରବାସୀ ଫେରାର

ଅନୁଗୋଳ: ସରକାରଙ୍କ ଅନୁରୋଧ ମାନୁ ନାହାନ୍ତି କିଛି ପ୍ରବାସୀ । ଓଡ଼ିଶାରେ ପହଞ୍ଚିବା ପରେ ସଙ୍ଗରୋଧ ଶିବିରରେ ଯାବତୀୟ ଗଣ୍ଡଗୋଳ କରୁଛନ୍ତି । ଏପରିକି ସଙ୍ଗରୋଧ ନିୟମକୁ ମଧ୍ୟ ଫାଙ୍କି ଚାଲିଛନ୍ତି । ନି​‌ଜେ ଅସୁବିଧାରେ…
Read More...

ଲକ୍ଡ଼ାଉନରେ ଜୁଆଖେଳ-ଭୋଜିଭାତ: ମାଂସ ହାଣ୍ଡି ସହ ୮ ହଜାର ଟଙ୍କା ଜବତ, ୮ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ରାଜ୍ୟର ଶୀର୍ଷରେ ପହଞ୍ଚିଛି । ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟି ସାରିଛି । ପରିସ୍ଥିତି ଦୃଷ୍ଟିରେ ରଖି ସରକାର ୩ ଆଇଏଏସ୍ ଅଧିକାରୀ ଓ ୭ ନୋଡ଼ାଲ ଅଧିକାରୀଙ୍କୁ ଜିଲା…
Read More...

୧୨ରୁ ଦିଲ୍ଲୀରୁ ଭୁବନେଶ୍ବର ସମେତ ୧୫ ଷ୍ଟେସନକୁ ଗଡ଼ିବ ଟ୍ରେନ୍, ଆସନ୍ତା କାଲି ଅପରାହ୍ନରୁ ବୁକିଂ

ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ପୁଣି ଧାରଣାରେ ଗଡ଼ିବ ଟ୍ରେନ୍ । ଦିଲ୍ଲୀରୁ ଭୁବନେଶ୍ବର ସମେତ ୧୫ ଷ୍ଟେସନକୁ ଟ୍ରେନ ଚଳାଚଳ ନିମନ୍ତେ କରାଯାଇଛି ପ୍ରସ୍ତୁତି । ସୂଚନା ଅନୁସାରେ ଦିବ୍ରୁଗଡ଼, ଅଗରତାଲା, ହାୱଡ଼ା,…
Read More...

ସୁବାଷ ଚୌହାନଙ୍କ ବିୟୋଗରେ ପୂର୍ତ୍ତ ଓ ଖଣି ମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ଯୁବନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାଷ ଚୌହାନ୍‍ଙ୍କ ବିୟୋଗରେ ପୂର୍ତ୍ତ, ଖଣି ଓ ଇସ୍ପାତ୍‍ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସ୍ୱର୍ଗତ…
Read More...

ମୁମ୍ବାଇର ଆର୍ଥର ରୋଡ଼ ଜେଲରେ କରୋନା ବିସ୍ଫୋରଣ; ୧୫୮ କଏଦୀ, ୨୬ କର୍ମଚାରୀ ସଂକ୍ରମିତ

ମୁମ୍ବାଇ: ମୁମ୍ବାଇ ମହାନଗର ନିଗମ ଅନ୍ତର୍ଗତ ଆର୍ଥର ରୋଡ଼ ଜେଲ୍ ଏବେ ପାଲଟିଛି କରୋନା ହବ୍ । ଏଠାରେ ପୂର୍ବରୁ ୭୭ ଜଣ କଏଦୀ କରୋନା ସଂକ୍ରମିତ ଠାବ ହୋଇଥିବାବେଳେ ପୁଣି ୮୧ ଜଣଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ଏଠାରେ…
Read More...

ଭାରତ ଉଦ୍ଭାବନ କଲା କରୋନା ‘କବଚ’: ଆଣ୍ଟିବଡ଼ି ଠାବ କରିବା ନିମନ୍ତେ ସ୍ବଦେଶୀ କିଟ୍ ’ଏଲିସା’ ପ୍ରସ୍ତୁତ

ନୂଆଦିଲ୍ଲୀ: କୋବିଦ-୧୯ ଆଣ୍ଟିବଡ଼ି ଠାବ କରିବା ନିମନ୍ତେ ପୁନେର ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜି ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରିଛି ଏକ ସ୍ବତନ୍ତ୍ର ପରୀକ୍ଷଣ ବ୍ୟବସ୍ଥା । ଏହି ସାମଗ୍ରୀ (କିଟ୍) ନାମ…
Read More...

ପଟିଆ ଡିଗ୍ରୀ କଲେଜ ବଗିଚାରେ ଫୁଟିଲା ସ୍ବର୍ଗର ପାରିଜାତ ଫୁଲ

ଭୁବନେଶ୍ୱର : ପଟିଆ ରାଜା ମଧୁସୂଦନ ଡିଗ୍ରୀ କଲେଜ ବଗିଚାରେ ପାରିଜାତ ଫୁଲ ଫୁଟିଛି, ଯାହାକୁ ସ୍ୱର୍ଗର ପାରିଜାତ ଫୁଲ ବୋଲି କୁହାଯାଉଛି। କଲେଜ ବଗିଚାରେ ପାରିଜାତ ଫୁଲ ଫୁଟିବା ଦେଖି କର୍ତ୍ତୃପକ୍ଷ ଖୁସି ଜାହିର କରିବା…
Read More...

ଟିଟିଲାଗଡ଼ରେ ବଢ଼ିଲା କର୍ଫ୍ୟୁ ଅବଧି

ଭୁବନେଶ୍ବର : ଟିଟିଲାଗଡ଼ ସହରରେ ଆଜି (ରବିବାର) ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଇଥିବା ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ଫଳରେ ଆସନ୍ତାକାଲି ମଧ୍ୟ ଟିଟିଲାଗଡ଼ରେ କର୍ଫ୍ୟୁ ଜାରି ରହିବ। ଦିନ…
Read More...

୧୨ରୁ ଦିଲ୍ଲୀରୁ ଗଡ଼ିବ ୧୫ ଯୋଡ଼ା ଟ୍ରେନ୍; ଆସନ୍ତାକାଲି ଅପରାହ୍ନରୁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ବାତିଲ ହୋଇଥିବା ଟ୍ରେନ୍ ସେବା ପୁଣିଥରେ ଆରମ୍ଭ ହୋଇପାରେ । ଏ ସମ୍ପର୍କରେ ରେଳ ବିଭାଗର ଉଚ୍ଚ ଅଧିକାରୀ ଓ ସରକାର ବିଚାରବିମର୍ଷ କରିଥିବା ସୂଚନା ମିଳିଛି । ଆସନ୍ତାକାଲି ଏ…
Read More...

କୋଭିଡ୍‌-୧୯ ନିୟମ ଉଲଙ୍ଘନ: ୨୪ଘଣ୍ଟାରେ ୩୫ ମାମଲା, ୪୭ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୯ରୁ ମଇ୧୦ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୪୩ଟି ମାମଲା ଦାୟର କରାଯାଇଛି। ସେଥିରୁ ୩୫ଟି ମାମଲା ଲକ୍‌…
Read More...

ବୌଦ୍ଧ ଜିଲାରେ ପ୍ରଥମ ୩ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ବର: ଆଜି ଦିନକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪ରୁ ୩୭୭କୁ ଡେଇଁଲା। ଆଜି ଗୋଟିଏ ଦିନରେ ୮୩ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ପ୍ରଥମ କରି ବୌଦ୍ଧରେ ୩ କରୋନା ଚିହ୍ନଟ କରାଯାଇଛି। କିଛିଦିନ ପରେ ପୁଣି ପୁରୀ…
Read More...

ପ୍ରବାସୀଙ୍କ ଲେଉଟାଣି ଲାଗି ରାଜ୍ୟର ସହଯୋଗ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟରୁ ଫେରିବାକୁ ଚାହୁଁଥିବା ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା କ୍ଷେତ୍ରରେ ସହଯୋଗ କରିବାକୁ ବିଭିନ୍ନ ରାଜ୍ୟକୁ ପୁନର୍ବାର ଅନୁରୋଧ କରିଛି କେନ୍ଦ୍ର । କିଛି ରାଜ୍ୟ ଏ କ୍ଷେତ୍ରରେ…
Read More...

ନିରାପଦ ମାତୃତ୍ବକୁ ବଳବତ୍ତର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାତୃଦିବସ ଉପଲକ୍ଷେ ଏକ ବାର୍ତ୍ତାରେ ପ୍ରଦାନ କରି କହିଛନ୍ତି ଯେ ମା’ର ନିଃସର୍ତ୍ତ ସ୍ନେହ, ନିଃସ୍ୱାର୍ଥ ଓ ଅକ୍ଳାନ୍ତ ପରିଶ୍ରମ ଏବଂ ତ୍ୟାଗ ବଳରେ ଆମେ ସମସ୍ତେ ଆଜି…
Read More...

ସରକାରୀ କ୍ଷମତା ଉପଯୋଗ କଲେ ସରପଞ୍ଚ : ଗଞ୍ଜାମ ଜିଲାର ମନ୍ଦାର ଓ ମଧୁପଲ୍ଲୀ ପଞ୍ଚାୟତ ୭ ଦିନ ସଟ୍ଡ଼ାଉନ

ଭୁବନେଶ୍ବର: ସରପଞ୍ଚଙ୍କୁ ରାଜ୍ୟ ସରକାର ଜିଲାପାଳଙ୍କ ପରି କ୍ଷମତା ଦେଇଛନ୍ତି । ନିଜ ପଞ୍ଚାୟତରେ ସରପଞ୍ଜ ଜିଲାପାଳଙ୍କ ପରି କ୍ଷମତା ଉପଭୋଗ କରିବେ ଓ ଅନୁରୂପ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।…
Read More...

ଖୋଲା ମେଲା କ୍ବାରେଣ୍ଟାଇନ୍ ସେଣ୍ଟର, ନା ଅଛି ଫାଟକ ନା ଅଛି ପାଚେରୀ

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ମୁକାବିଲା କରିବା  ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି । ଏହାରି ମଧ୍ୟରେ ଲକ୍ ଡାଉନରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟକୁ…
Read More...

ମୃତ୍ୟୁର ଡ଼ାକ: ରୁଟି-ପିଆଜ ଧରି ରେଳ ଧାରଣାରେ ଚାଲିଲେ ୩୬ କିଲୋମିଟର

ନୂଆଦିଲ୍ଲୀ: ଲକ୍ଡ଼ାଉନ ଆରମ୍ଭ ହେବା ବେଳକୁ କାମ ଧନ୍ଦା ବନ୍ଦ ହୋଇଗଲା । କାମ ବନ୍ଦ ତ ଠିକାଦାର ବି ଟଙ୍କା ଦେବା ବନ୍ଦ କରିଦେଲା । ବୀରଗେନ୍ଦ୍ର ପାଖରେ ଯାହା ଅଳ୍ପ କିଛି ସଞ୍ଚିତ ଧନ ଥିଲା, କେଇଦିନ ମଧ୍ୟରେ ତାହା ବି…
Read More...

ଲକ୍ଡ଼ାଉନ କାଳରେ ଏସ୍ଏଚଜି ମହିଳାଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା

ଭୁବନେଶ୍ବର: କୋଭିଡ୍‌-୧୯ ଲକ୍‌ ଡାଉନ୍‌ର ଅସାଧାରଣ ପରିସ୍ଥିତିରେ ରାଜ୍ୟର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କର ଖାଦ୍ୟ ନିରାପତ୍ତା ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ସହିତ…
Read More...

ପ୍ରବାସୀ ଓଡ଼ିଆଙ୍କ ପାଇଁ ଭୁବନେଶ୍ବରରେ ୩ଟି ସ୍କ୍ରିନିଂ ସେଣ୍ଟର

ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ବର ଆସିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଏମ୍‌ସି ପକ୍ଷରୁ ୩ଟି ସ୍କ୍ରିନିଂ ସେଣ୍ଟର…
Read More...

ମୋ ସଂସାର ଉଜାଡି ଦେଲା କରୋନା ; ଚିନ୍ତାରେ ଦୁଗ୍ଧ ଚାଷୀ

ସୁଆଣ୍ଡୋ : କରୋନା କବଳରେ ଓଡ଼ିଶା। ରାଜ୍ୟରେ କରୋନା ଭୟଙ୍କର ଚକ୍ରବ୍ୟୁହ ରଚିଲେଣି। ମାହାମାରୀ ଆଡକୁ ଓଡ଼ିଶା ଯାଉଛି ବୋଲି କୁହାଯାଉଛି। ଏଥିରୁ ବର୍ତ୍ତିବା ପାଇଁ ଲକ ଡାଉନ ସଟ ଡାଉନ ରେଡ ଜୋନ୍ ୟେଲୋ ଗ୍ରୀନ ଆଦି ରାଇଜ…
Read More...

ସନ୍ଧିକ୍ଷଣରେ ଓଡ଼ିଶା: ତୃତୀୟ ପର୍ଯ୍ୟାୟ ସଂକ୍ରମଣକୁ ଆମନ୍ତ୍ରଣ କରିପାରେ ସାମାନ୍ୟ ଅସାବଧାନତା

ଭୁବନେଶ୍ବର: ଗତ ୩ ଦିନ ମଧ୍ୟରେ ବଦଳି ଯାଇଛି କରୋନା ଛବି । ଜଙ୍ଗଲ ନିଆଁ ପରି କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଗଂଜାମର ୨୯, ବାଲେଶ୍ୱରର ୧୫,…
Read More...

ମେ ୧୭ ପରର ସ୍ଥିତି: ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମେ ୧୭ ତାରିଖରେ ଶେଷ ହେବ ଦେଶର ତୃତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ୍ । ଏହା ପରେ କ’ଣ ଯୋଜନା ରହିଛି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । କଂଗ୍ରେସ ନେତା ରାହୁଳ…
Read More...

ବଜ୍ରାଘାତରେ ଜଣେ ମୃତ, ୩ ଜଣ ଗୁରୁତର

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ କେଶଡ଼ିହା ଗ୍ରାମପଞ୍ଚାୟତ ପୁରୁଣାପାଣି ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।…
Read More...

ଆଉ ଏକ ବାଲାକୋଟ ଭୟ: ସୀମାରେ ଜେଏଫ୍-୧୭ ଲଢ଼ୁଆ ବିମାନ ଉଡ଼ାଇଲା ପାକିସ୍ତାନ

ନୂଆଦିଲ୍ଲୀ: କରୋନା କାଳରେ ସାର ବିଶ୍ବ ଏକତ୍ରିତ ହୋଇ କୋବିଦ-୧୯ ଭୂତାଣୁ ବିରୋଧରେ ଲଢ଼ୁଥିବାବେଳେ ପାକିସ୍ତାନ କିନ୍ତୁ ନିଜର ନୀଚ କାର୍ଯ୍ୟକଳାପ ଅବ୍ୟାହତ ରହିଛି । ସୀମାରେ ବାରମ୍ବାର ଗୁଳିଚାଳନା ଚଳାଇବା ଓ ପାକ୍…
Read More...

ବିଶ୍ୱ ମାତୃ ଦିବସ: ପିପିଲିର କରୋନା ଯୋଦ୍ଧା ଗୌରୀଙ୍କୁ ସଂବର୍ଦ୍ଧନା

ପିପିଲି : ସମଗ୍ର ରାଜ୍ୟବାସୀଙ୍କ ହୃଦୟକୁ ଜିଣିଥିବା ପିପିଲିର କରୋନା ଯୋଦ୍ଧା ତଥା ପିପିଲି ଥାନାର ମହିଳା ହୋମଗାର୍ଡ ଗୌରୀ ବେହେରାଙ୍କୁ ବିଶ୍ୱ ମାତୃ ଦିବସ ପାଳନ ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ସଂବର୍ଦ୍ଧନା ପ୍ରଦାନ…
Read More...

ସ୍ବେଚ୍ଛାସେବୀ ସଙ୍ଗଠନ ‘କଲ୍ୟାଣ‘ ଓ ଶ୍ରୀ ହସ୍ପିଟାଲ ପକ୍ଷରୁ ଦାତବ୍ୟ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ

ଭୁବନେଶ୍ବର : ପୁରୁଣା ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘କଲ୍ୟାଣ‘  ଏବଂ ଶ୍ରୀ ହସ୍ପିଟାଲ ପକ୍ଷରୁ ରବିବାର ଦାତବ୍ୟ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ ଓଡ଼ିଶା ସରକାରଙ୍କ…
Read More...

କରୋନା ସଂକ୍ରମିତଙ୍କ ଗୋଟିଏ ସ୍ୱାବରେ ଥାଏ ୧୦୦୦୦୦୦୦୦୦୦ ଭୂତାଣୁ

ଭୁବନେଶ୍ବର (ରଞ୍ଜିତ୍ ମହାନ୍ତି):  ଜଣେ କରୋନା ରୋଗୀଙ୍କ ନାକରୁ ନିଆଯାଉଥିବା ସ୍ୱାବ୍‍ (ନାସୋଫାରିନ୍‍ଜିଆଲ)ରେ ଥାଏ ପ୍ରାୟ (୧ ହଜାର କୋଟି) ଭୂତାଣୁ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଭୂତାଣୁ କୌଣସି…
Read More...