ବର୍ଷକ ବ୍ୟବଧାନରେ ଫଣି ପରେ ଅମ୍ଫନ : ପୁଣି ମେ’ରେ ବାତ୍ୟା

ଭୁବନେଶ୍ବର : ଗୋଟିଏ ସମୟରେ ଦୁଇ ଦୁଇଟି ବିପଦ ଆସିଛି ରାଜ୍ୟ ପାଇଁ। ସାଢେ ୧୯ବର୍ଷରେ ରାଜ୍ୟକୁ ୬ ବାତ୍ୟା ଆସିଛି। ଅର୍ଥାତ ୧୯୯୯ ଅକ୍ଟୋବର ୨୯ରୁ ୨୦୧୯ ମେ ୩ ମଧ୍ୟରେ ମହାବାତ୍ୟା, ଫାଇଲିନ୍, ହୁଦ୍‌ହୁଦ୍, ତିତ୍‌ଲି,…
Read More...

ରବିବାର ରାଶିଫଳ(୧୭-୫-୨୦୨୦)

ମେଷ: କାର୍ଯ୍ୟ ଆୟତ୍ତାଧୀନ ହେବ। ଥଣ୍ଡା-ଜ୍ୱର ପ୍ରତି ସତର୍କ ରହିବାକୁ ପଡ଼ିବ। ପ୍ରତିକାର ପାଇଁ କ୍ରିୟାଶୀଳ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଏକାନ୍ତରେ ରହିବାକୁ ଇଚ୍ଛା ପ୍ରକାଶ କରିପାରନ୍ତି। ସ୍ନେହପୂର୍ଣ୍ଣ…
Read More...

ସଂକ୍ରମଣ ଆଶଙ୍କାରେ ବସରେ ଗଲେନି : ରାତିରେ ୨୦କିମି ଚାଲିଲେ ୧୩ ପ୍ରବାସୀ

ବଡ଼ସାହି : ଜଳେଶ୍ବର ନିକଟରେ କଲକାତାରୁ ଚାଲିଚାଲି ଫେରୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କେହି ପ୍ରବାସୀ ଚାଲିବେନି ବୋଲି କହିଛନ୍ତି । ପୁଲିସ ଡିଜି ମଧ୍ୟ…
Read More...

ଡିଏମ୍‍ଏଫ୍‍ ପାଣ୍ଠିରେ ପର୍ଯ୍ୟାପ୍ତ ଅର୍ଥ ସତ୍ତ୍ବେ ହୋଇପାରୁନି କେନ୍ଦୁଝରର ବିକାଶ

କେନ୍ଦୁଝରଗଡ଼ : ଜିଲାରେ କାର୍ଯ୍ୟକ୍ଷମ ଖଣିରୁ ଆଦାୟ ରାଜସ୍ୱକୁ ନେଇ ୨୦୧୪-୧୫ରେ ଗଠିତ ‘ଜିଲା ଖଣିଜ ଉନ୍ନୟନ ପାଣ୍ଠି’ (ଡିଏମ୍‍ଏଫ୍‍)କୁ ଆଦାୟ ଅର୍ଥ କେବଳ ଜିଲା ବିକାଶରେ ଖର୍ଚ୍ଚ ହେବାନେଇ ସରକାରୀସ୍ତରରେ ନିୟମ ପ୍ରଣୟନ…
Read More...

ବଲାଙ୍ଗୀରରେ ଆଉ ୨ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ବର : ବଲାଙ୍ଗୀର ଜିଲାରେ ଆଉ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨ ଜଣ କରୋନା ଆକ୍ରାନ୍ତ ତାଳପାଳିପଡ଼ା ଅଞ୍ଚଳର ଏବଂ ସୁରତ ଫେରନ୍ତା। ଉଭୟ କ୍ବାରେଣ୍ଟାଇନ୍‌ରେ ଥିଲେ ବୋଲି ଜିଲାପାଳ…
Read More...

କୋଭିଡ-୧୯ ମୁକାବିଲାରେ ଆଇଏଲଏସର ନିରନ୍ତର ପ୍ରୟାସ : ବର୍ତ୍ତମାନସୁଦ୍ଧା ୧୫,୯୪୦ ନମୁନା ପରୀକ୍ଷଣ

ଭୁବନେଶ୍ବର :  ବିଗତ ଏକ ମାସରୁ ଊର୍ଦ୍ଧ୍ଵ ସମୟ ଧରି ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଅଧୀନ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ ନିରବଚ୍ଛିନ୍ନ ଭାବେ କୋଭିଡ-୧୯ ନମୁନା ପରୀକ୍ଷା କରିଚାଲିଛି ।…
Read More...

ବସ୍ତିବାସିନ୍ଦାଙ୍କୁ ରେସନ ଓ ସାନିଟାଇଜର ସାମଗ୍ରୀ ବିତରଣ

ଭୁବନେଶ୍ୱର: କରୋନା ଭାଇରସ ପ୍ରକୋପ ଓ ଲକ୍‌ଡାଉନ୍‌ ସମୟରେ ବସ୍ତିରେ ବସବାସ କରୁଥିବା ଶ୍ରମିକଶ୍ରେଣୀ, ଦିନ ମଜୁରିଆ, ନିରାଶ୍ରୟ ମହିଳା, ଦିବ୍ୟାଙ୍ଗ, ବୃଦ୍ଧ, ବୃଦ୍ଧା, କ୍ଷୁଦ୍ର ବ୍ୟବସାୟୀ, ଘରୋଇ ପରିଚାରିକା,…
Read More...

ଓଡ଼ିଶା ଫେରିଲେଣି ୧,୩୩, ୨୪୫ ପ୍ରବାସୀ

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଇଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି।  ଆଜି ୧୭,୮୫୫ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ୧,୩୩,୨୪୫ ଜଣ ପ୍ରବାସୀ…
Read More...

କୋଭିଡ୍-୧୯: ଓଡ଼ିଶାରେ ମୋଟ ଆକ୍ରାନ୍ତ ୭୩୭, ସୁସ୍ଥ ୧୯୬

ଭୁବନେଶ୍ବର: ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୮୬,୧୪୦ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୭୩୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୯୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ…
Read More...

ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ହୋମ୍‌ କ୍ବାରେଣ୍ଟାଇନ୍‌ ମାର୍ଗଦର୍ଶିକା ଜାରି

ଭୁବନେଶ୍ବର: ସହରାଞ୍ଚଳ ହୋମ୍‌ କ୍ୱାରାଣ୍ଟାଇନ୍‌ ସଂପର୍କିତ ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି।  ବିମାନ ଓ ରେଳରେ ଆସୁଥିବା ପ୍ରବାସୀ ଓଡ଼ିଆ ଘରେ ସ୍ୱତନ୍ତ୍ର ଶୌଚାଳୟ ସଲଗ୍ନ ଥିବା କକ୍ଷ ଥିଲେ…
Read More...

ନବମ ଓ ଏକାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ପାଇଁ ୟୁନିଟ୍‌ ଟେଷ୍ଟ ଯଥେଷ୍ଟ

ଭୁବନେଶ୍ବର: କୋଭିଡ୍‌-୧୯ ଅସାଧାରଣ ପରିସ୍ଥିତିରେ କ୍ଲାସ୍‌ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ…
Read More...

‘ଅମ୍ଫନ୍‌’ ବାତ୍ୟା ମୁକାବିଲା: ଉପକୂଳଠାରୁ ୩କିମି ଦୂର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ହେବ ସ୍ଥାନାନ୍ତର

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୪ଟି ଉପକୂଳବର୍ତ୍ତୀ…
Read More...

କ୍ବାରେଣ୍ଟାଇନ ସେଣ୍ଟର କାରନାମା : ଏବେ ‘ଟିକ-ଟକ’ ନୁହେଁ, ‘ଲାଇକ’ ଆପରେ ହେଲା ଭିଡିଓ ଭାଇରାଲ

ମାନକାନଗିରି: କରୋନା ମହାମାରୀ ସହ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ମାରିବେଡା ପଞ୍ଚାୟତର ଏମଭି-୨୬ରେ ଥିବା କ୍ୱାରେଣ୍ଟାଇନରେ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଓଡିଆଙ୍କ କରନାମା…
Read More...

ଅକ୍ଟୋବର ୨୦୨୦ରେ କମିବ କୋଭିଡ୍‌-୧୯ ମହାମାରୀ ପ୍ରଭାବ

ଭୁବନେଶ୍ୱର: ‘କୋଭିଡ୍-୧୯’ ବିଶ୍ୱର ଅନେକ ସ୍ଥାନରେ ଝଡ଼ ସୃଷ୍ଟି କରିଛି। ଏହି ବିଶ୍ୱ ମହାମାରୀ ‘କୋଭିଡ୍‌-୧୯’ର ଜୀବନଚକ୍ରକୁ ନେଇ ଭୁବନେଶ୍ବର ଇଣ୍ଟର୍‌ନ୍ୟାସନାଲ୍ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ (ଆଇଏମ୍ଆଇ) ପକ୍ଷରୁ…
Read More...

କ୍ଷମତାର ଅପବ୍ୟବହାର : ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ସରପଞ୍ଚ ନିଲମ୍ବିତ

ନେମାଳ: କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନଗସପୁର ସରପଞ୍ଚଙ୍କୁ ଶନିବାର ନିଲମ୍ବିତ କରାଯାଇଛି। କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି ।…
Read More...

ପାଟଣାରେ ବିଜେପି ପକ୍ଷରୁ ‘ସଞ୍ଜିବନୀ ସାଥୀ’ ; ୨୪ ୟୁନିଟ ରକ୍ତ ସଂଗ୍ରହ

ପାଟଣା : ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣା କଲ୍ୟାଣ ମଣ୍ଡପ ଠାରେ ଶନିବାର କେନ୍ଦୁଝର ବିଜେପି ପକ୍ଷରୁ ‘ସଞ୍ଜିବନୀ ସାଥି’ କାର୍ଯ୍ୟକ୍ରମରେ ରକ୍ତ ଦାତାଙ୍କ ଠାରୁ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସାମାଜିକ…
Read More...

କରୋନା ସମୟରେ ଦେଶର ମାଆ ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମଆ ଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି ବୋଲି ଶନିବାର ଦେଶର ୧ ହଜାରରୁ ଊର୍ଦ୍ଧ୍ବ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ…
Read More...

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଓ ସଲାମ କାର୍ଯ୍ୟକ୍ରମ

ନବରଙ୍ଗପୁର  : ନବରଙ୍ଗପୁର ନାଗରିକ ମଞ୍ଚ ତରଫରୁ ସାମ୍ପ୍ରତିକ କରନା ମହାମାରୀ ସମୟରେ ନିଜ ସର୍ବସ୍ବ ତ୍ୟାଗ କରି ଜୀବନକୁ ବାଜି ଲଗାଇ କରୋନା ସହ ଲଢ଼ି କରୋନା ସଂକ୍ରମିତଙ୍କୁ ସୁସ୍ଥ କରାଉଥିବା ଡାକ୍ତର ନର୍ସ ଓ ସଫେଇ…
Read More...

ପେଟପାଟଣା ପାଇଁ ଯାଇଥିଲେ ଶବ ହୋଇ ଫେରିଲେ

ମାଲକାନାଗିରି : ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯାଇଥିଲେ କିନ୍ତୁ ଫେଣିଲେ ଶବ ହୋଇ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଜିଲ୍ଲାର ପଦରାଗୁଡା ଗ୍ରାମରେ ବାସୁ କୁରାମି ନାମକ ଜଣେ ଯୁବକ…
Read More...

ଉତ୍ତରପ୍ରଦେଶ ଔରିୟା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୪ ଶ୍ରମିକଙ୍କ ପାଇଁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଯୋଗୀ…

ଉତ୍ତରପ୍ରଦେଶ : ଶନିବାର ଭୋର ସମୟରେ ଉତ୍ତରପ୍ରଦେଶ ଔରିୟାରେ ଟ୍ରକ ଯୋଗେ ନିଜ ରାଜ୍ୟକୁ ଫେରୁଥିବା କେତେଜଣ ପ୍ରବାସୀ ଶ୍ରମିକଙ୍କୁ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ପ୍ରବାସୀ…
Read More...

ଉତ୍ତରପ୍ରଦେଶ ପରେ ମଧ୍ୟପ୍ରଦେଶରେ ପୁଣି ଏକ ଦୁର୍ଘଟଣା : ଶ୍ରମିକଙ୍କୁ ନେଇ ଆସୁଥିବା ଟ୍ରକ ଓଲଟି ୫ ଶ୍ରମିକ ମୃତ, ୧୫…

ନୂଆଦିଲ୍ଲୀ : ଶନିବାର ଭୋର ସମୟରେ ଉତ୍ତରପ୍ରଦେଶର ଔରେୟା ଜିଲ୍ଲାରେ ସଡ଼କ ଦୁର୍ଘଟଣା ୨୩ ଶ୍ରମିକଙ୍କ ମୃତ୍ୟୁ ଆଖି ଆଗରୁ ନଯାଉଣୁ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପ୍ରବାସୀ…
Read More...

ଠିକ୍ ଖାଦ୍ୟ ନମିଳିବାରୁ ରାଜପଥ ଅବରୋଧ କଲେ ପ୍ରବାସୀ ଓଡିଆ

ଭଦ୍ରକ : ଜାତୀୟ ରାଜପଥ ଅବରୋଧ କରିଛନ୍ତି ପ୍ରବାସୀ ଓଡିଆ । ଭଦ୍ରକ ଜିଲା ୧୬ ନମ୍ବର ଜାତୀୟରାଜପଥର ରିଲିଆନ୍ସ ପେଟ୍ରୋଲ ଟାଙ୍କି ନିକଟରେ ରାସ୍ତା ଉପରେ ବସିଛନ୍ତି ପ୍ରବାସୀ ଓଡିଆ । ଯାହାକୁ ସ୍ଥାନୀୟ ଲୋକ ବିରୋଧ…
Read More...

ଘରୋଇ କଳିର କରୁଣ ପରିଣତି : ଦୁଇ ପୁଅଙ୍କ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ଭୁବନେଶ୍ଵର : ଘରୋଇ କଳିର କରୁଣ ପରିଣତି । ପାରିପାରିକ କଳି ଉଗ୍ରରୂପ ଧାରଣ କରିବା ପରେ ମା ଦୁଇ ପୁଅଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି…
Read More...

ଆଜି ଚିହ୍ନଟ ୬୫ ଜଣଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୬୫ ଜଣଙ୍କ ମଧ୍ୟରେ ୬୨ଜଣ ସଙ୍ଗରୋଧ…
Read More...

ରାଜ୍ୟରେ ଆଉ ୬୫ କରୋନା ପଜିଟିଭ୍ ଚିହ୍ନଟ, ୭୩୭ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଉ ୬୫ କରୋନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Read More...

ଘରକୁ ଫେରି ନପାରି ହରିୟାଣାରେ ଆତ୍ମହତ୍ୟା କରିଥିବା ଗଙ୍ଗାଧରଙ୍କ ପରିବାରକୁ ବିଧାୟକଙ୍କ ସହାୟତା

ରାଜକନିକା : ଲକ୍ ‌ଡ଼ାଉନ୍‌ରେ ଗାଁକୁ ଫେରିନପାରିବା କାରଣରୁ ଆତ୍ମହତ୍ୟା କରିଥିବା ରାଜକନିକା ବ୍ଲକ୍ କାଟଣାବଣିଆଁ ପଞ୍ଚାୟତ ବାଜପୁର ଗ୍ରାମର ଗଙ୍ଗାଧର ବିଶ୍ୱାଳଙ୍କ ପରିବାରଙ୍କୁ ଭେଟି ଶୁଦ୍ଧକ୍ରିୟା ସମ୍ପନ୍ନ କରିବା…
Read More...

ମାଟ୍ରିକ ଖାତା ଦେଖିବାକୁ ଆସୁଥିବା ଶିକ୍ଷକଙ୍କ ଖାଇବା ଓ ରହିବା ବ୍ୟବସ୍ଥା କରିବାକୁ ଗଣଶିକ୍ଷା ସଚିବ, ବୋର୍ଡ…

କଟକ : ମାଟ୍ରିକ୍‌ ଖାତା ଦେଖା ଏବଂ ଶିକ୍ଷକଙ୍କ ସୁରକ୍ଷାକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଦୂରରୁ ଆସୁଥିବା ଶିକ୍ଷକଙ୍କ ପାଇଁ ଖାଇବା ଓ ରହିବ ବନ୍ଦୋବସ୍ତ କରିବାକୁ ଗଣଶିକ୍ଷା ସଚିବ ଓ…
Read More...

ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ହେଲା ଶେଷ ବାହୁଡା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୩ ଶ୍ରମିକ ମୃତ,୨୦ ଗୁରୁତର

ଉତ୍ତରପ୍ରଦେଶ : କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଫଳରେ ବିଭିନ୍ନ ରାଜ୍ୟକୁ ଯାଇ ଫସିଥିବା ଶ୍ରମିକମାନେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି । କିନ୍ତୁବିଭିନ୍ନ…
Read More...

ୱାର୍କ ଫ୍ରମ୍ ହୋମ୍‌ର ପ୍ରାଧାନ୍ୟ

ବିଦେଶୀ କମ୍ପାନୀଗୁଡ଼ିକ କିଛି ବର୍ଷ ତ​ଳେ ହିଁ ୱାର୍କ ଫ୍ରମ୍ ହୋମ୍‌ର ସୁବିଧା କର୍ମଚାରୀଙ୍କୁ ଦେଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଗର୍ଭବତୀ ମହିଳାମାନେ ଏହି ମାଧ୍ୟମରେ କାମ କରୁଥିଲେ। ପରବର୍ତ୍ତୀ ସମୟରେ ଅସୁସ୍ଥ…
Read More...

ଥାଇଲାଣ୍ଡରେ ଲକ୍‌-ଡାଉନ୍‌‌ରେ ବ୍ୟବସାୟ

ବିଶ୍ବର ପ୍ରମୁଖ ରାଷ୍ଟ୍ର ଏଇ କରୋନା ଭାଇରସ୍‌ କାରଣରୁ ପ୍ରଭାବିତ ହୋଇଛନ୍ତି। ଆର୍ଥିକ ସ୍ଥିତି ଦୋହଲିବା କାରଣରୁ କେତୋଟି ରାଷ୍ଟ୍ର ଲକ୍‌-ଡାଉନ୍ ସମୟରେ ବ୍ୟବସାୟରେ କୋହଳ ନୀତି କରିଥିବାର ପ୍ରକାଶ। ତନ୍ମଧ୍ୟରୁ…
Read More...

ଆଫ୍ରିକାରେ ସଂକ୍ରମିତ ହେବେ ୨୦୦ନିୟୁତ : ହୁ

ପ୍ୟାରିସ୍‌ : ଆଫ୍ରିକାର ୨୦୦ନିୟୁତ ଜନତା କରୋନା ସଂକ୍ରମିତ ହେବେ ଓ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏପରି ଭବିଷ୍ୟବାଣୀ କରାଯାଇଛି। ଶୁକ୍ରବାର ଉନ୍ମୋଚିତ…
Read More...

ଜିନ୍‌ପିଙ୍ଗଙ୍କ ସହ କଥା ହେବାକୁ ଆଗ୍ରହ ନାହିଁ: ଟ୍ରମ୍ପ

ୱାଶିଂଟନ୍ : କରୋନା ସଂକ୍ରମଣ ପାଇଁ ଚୀନ୍‌କୁ ଉତ୍ତରଦାୟୀ କରିବା ଉଦ୍ଦେଶ୍ୟରେ ଆମେରିକା ପକ୍ଷରୁ ୧୮ଦଫା ଯୋଜନା ପ୍ରସ୍ତୁତ କରାଯାଇଛି। ବରିଷ୍ଠ ସିନେଟ ସଦସ୍ୟ ଥମ୍‌ ଟିଲିସ୍‌ଙ୍କ ଦ୍ବାରା ପ୍ରସ୍ତୁତ ଏହି ଯୋଜନାକୁ…
Read More...

ଜୁଲାଇ ଶେଷ ସୁଦ୍ଧା ମିଳିବ ୪ ରାଫେଲ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ସ୍ବଦେଶ ନିର୍ମିତ ଅଧିକ ୮୩ଟି ତେଜସ୍‌ ଜେଟ୍‌ କିଣିବ। ହିନ୍ଦୁସ୍ଥାନ ଏରୋନଟିକ୍ସଠାରୁ ଏହି ଯୁଦ୍ଧବିମାନ କିଣାଯିବ। ଏହାର ମୂଲ୍ୟ ୬୦୦କୋଟି ଡଲାର। ପୂର୍ବରୁ ଏହି ହାଲ୍‌କା ଯୁଦ୍ଧବିମାନରୁ…
Read More...

ସରପଞ୍ଚଙ୍କୁ ବୀମାଭୁକ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ପ୍ରଶଂସା

ଭୁବନେଶ୍ୱର : ମହାମାରୀ କରୋନା ଯୁଦ୍ଧରେ ସାମିଲ ଥିବା ରାଜ୍ୟର କାର୍ଯ୍ୟରତ ସମସ୍ତ ସରପଞ୍ଚଙ୍କୁ ବୀମାଭୁକ୍ତ କରିବା ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ବୋଲି ବିରୋଧୀ ଦଳ ନେତା…
Read More...

ଅସହାୟ ଶ୍ରମିକଙ୍କ ଦୁଃଖ

ମହାତ୍ମା ଗାନ୍ଧୀ ତାଙ୍କର ଜୀବନୀ ‘ସତ୍ୟର ପ୍ରୟୋଗ’ରେ ଲେଖିଛନ୍ତି ହଠାତ୍‌ ଏକ ସଂକଟ ସୃଷ୍ଟି ହେଲେ ଓ ବଡ଼ଧରଣର ଆହ୍ବାନ ଆସିଲେ ସରକାର ଓ ସମଗ୍ର ଶାସନତନ୍ତ୍ର ହଡ଼ବଡ଼େଇ ଯାଏ। ପରିସ୍ଥିତିର ମୁକାବିଲା କରିବାର ସାମର୍ଥ୍ୟର…
Read More...

ଖେଳାଳିଙ୍କ ଦେୟ କଟାଯିବ ନାହିଁ : ବିସିସିଆଇ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅନ୍ୟ କ୍ରୀଡ଼ା ପରି କ୍ରିକେଟ୍‍ କାର୍ଯ୍ୟକଳାପ ମଧ୍ୟ ସ୍ଥାଣୁ ପାଲଟି ଯାଇଛି। ସିରିଜ୍‍ ପରେ ସିରିଜ୍‍ ବାତିଲ କିମ୍ବା ସ୍ଥଗିତ ହେବାରେ ଲାଗିଛି।…
Read More...

ଚୀନ୍‌କୁ ଟପିଲା ଭାରତ !

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଶୁକ୍ରବାର ୮୨,୯୩୩ରେ ପହଞ୍ଚିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସୂଚନାନୁଯାୟୀ, ଶୁକ୍ରବାର ରାତି ୯ଟା ସୁଦ୍ଧା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୮୫,୫୩୮ରେ ପହଞ୍ଚିଛି ଓ…
Read More...

କୋହଳ ହେବ ତାଲାବନ୍ଦ-୪ : ରାଜ୍ୟ ହାତରେ କ୍ଷମତା

ନୂଆଦିଲ୍ଲୀ : ଆସନ୍ତା ସୋମବାରଠାରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପର୍ଯ୍ୟାୟ ତାଲାବନ୍ଦ ପୂର୍ବ ପରି ସେତେ କଠୋର ନ ହୋଇ ଅନେକ ପରିମାଣରେ ହାଲ୍‌କା ଓ କୋହଳ ହେବ ବୋଲି କେନ୍ଦ୍ର…
Read More...

‘ଅମ୍ଫନ’ ଭୟ ଘାରିଲା

ଭୁବନେଶ୍ବର : ବାତ୍ୟା ‘ଅମ୍ଫନ’କୁ ନେଇ ଏବେ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ବାତ୍ୟା ଓଡ଼ିଶା ଛୁଇଁବ କି ନା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବାତ୍ୟା ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ…
Read More...

ଶନିବାର ରାଶିଫଳ(୧୬-୦୫-୨୦୨୦)

ମେଷ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତ ହୋଇପାରନ୍ତି।…
Read More...

ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟମ୍ୟାଚ୍‍ ସମ୍ଭବ ନୁହେଁ: ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ୍‍ ଦଳ ୫ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଖେଳିବା ସମ୍ଭବ ହେବନାହିଁ।…
Read More...

ପ୍ରଥମ ୟୁରୋପୀୟ ରାଷ୍ଟ୍ର ଭାବେ ସ୍ଲୋଭାନିଆ ମହାମାରୀ ମୁକ୍ତ

ଲୁବ୍‌ଜାନା : ପ୍ରଥମ ୟୁରୋପୀୟ ରାଷ୍ଟ୍ର ଭାବେ ସ୍ଲୋଭେନିଆ କରୋନା ମହାମାରୀକୁ ବିଦାୟ ଘୋଷଣା କରିଛି। ଏଥିସହିତ ଦୁଇ ମାସ ବ୍ୟବଧାନରେ ଶୁକ୍ରବାର ୟୁରୋପୀୟ ସଙ୍ଘ ସଦସ୍ୟଙ୍କ ପାଇଁ ଦେଶର ସୀମାକୁ ଉନ୍ମୁକ୍ତ କରିଛି। ଇଟାଲୀ…
Read More...

ପିକକ୍ ସଂଗଠନ ପକ୍ଷରୁ ରିଲିଫ ବଣ୍ଟନ

ପାଟଣା : ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ "ପିକକ୍" ପକ୍ଷରୁ ଏଇଆଇଏନ ସହାୟତାରେ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକର ୨୫ ଗୋଟି ଗ୍ରାମରେ କର୍ମସଂସ୍ଥାନ ଅଥବା ଜୀବନ ଜୀବିକା ପାଇଁ ଗ୍ରାମ ଛାଡି ଅନ୍ୟତ୍ର ଯାଇ…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଞ୍ଚଭୂତରେ ଲୀନହେଲେ ଭବାନୀ

ନିମାପଡା : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ ତଥା ପ୍ରାକ୍ତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ନିମାପଡ଼ା ଗଡ଼ଅଣ୍ଢିଆସ୍ଥିତ ନିଜ ଗ୍ରାମ ଶ୍ମଶାନରେ ବିଲୀନ ହୋଇଛନ୍ତି।…
Read More...

ବଢ଼ିଲା ୧୦ % ମହଙ୍ଗାଭତ୍ତା

ଭୁବନେଶ୍ବର : ରାଜ୍ୟ ସରକାର ଓଆରଏସପି (ଓଡ଼ିଶା ରିଭାଇଜଡ ସ୍କେଲ ଅଫ ପେ)ନିୟମ ୨୦୦୮ ଅନୁଯାୟୀ ଦରମା ପାଉଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି। ସେମାନେ ୧୫୪ ପ୍ରତିଶତ ମହଙ୍ଗା ଭତ୍ତା…
Read More...

ଭିମସାରରେ ସୁରକ୍ଷା କର୍ମୀଙ୍କୁ ମାଡ଼ : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମେଡ଼ିକାଲ ଫାଣ୍ଡି ଘେରାଉ

ବୁର୍ଲା : ବୁର୍ଲା ଭିମସାର ପରିସରରେ ଗତ କିଛିଦିନ ତଳେ ଡାକ୍ତରଙ୍କୁ ଧମକାଇ ଅଭିଯୁକ୍ତ ଫେରାର ମାରିବା ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ମାହୋଲ ସରଗରମ ରହିଛି। ପୁଣି ଭିମସାର କ୍ୟାମ୍ପସରେ ଜଣେ ସୁରକ୍ଷାକର୍ମୀଙ୍କୁ…
Read More...

ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ଆକ୍‌ସେସ୍‌ କଣ୍ଟ୍ରୋଲ ଜୋନ୍

ଭୁବନେଶ୍ବର : ବ୍ରହ୍ମପୁର ସହର ଶଙ୍କରପୁର ଷ୍ଟ୍ରିଟ୍‌କୁ ପ୍ରଥମ ଥର ପାଇଁ ଆକ୍‌ସେସ୍‌ କଣ୍ଟ୍ରୋଲ‌ ଜୋନ୍‌ ଘୋଷଣା କରାଯାଇଛି। ବଡ଼ବଜାର ଥାନା ଅନ୍ତର୍ଗତ ଶଙ୍କରପୁର ଷ୍ଟ୍ରିଟ୍‌ ତଥା ଶଙ୍କରପୁର ସାହିରେ କରୋନ ସଂକ୍ରମଣ…
Read More...

ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ

ଭୁବନେଶ୍ବର : ମାଟ୍ରିକ୍‌ ଖାତା ମୂଲ୍ୟାୟନକୁ ନେଇ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ଓଷ୍ଟା ପକ୍ଷରୁ ହେଇଥିବା ଆବେଦନ ଉପରେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟ ନିର୍ଦେଶରେ ଦର୍ଶାଯାଇଛି ଯେ…
Read More...

ପ୍ରଦୀପ ଦାସ ଇରେଡାର ନୂଆ ସିଏମଡି

ନୂଆଦିଲ୍ଲୀ:ବରିଷ୍ଠ କଷ୍ଟ ଆକାଉଟାଣ୍ଟ ଓ କମ୍ପାନୀ ସେକ୍ରେଟାରୀ ଅଧିକାରୀ ପ୍ରଦୀପ କୁମାର ଦାସ ଇଣ୍ଡିଆନ ନବୀକୃତ ଶକ୍ତି ବିକାଶ ଏଜେନ୍ସି ଲିଃ  (ଇରେଡା)ର ନୂଆ ଅଧ୍ୟକ୍ଷ ଓ ମୁଖ୍ୟ ପରିଚାଳନା ନିର୍ଦେଶକ (ସିଏମଡି) ଭାବେ…
Read More...

ମରିଗଲା ଓଡ଼ିଶା ଫେରିବା ଆଶା: ସୁରତରେ ଶବ ହୋଇଗଲେ ସତ୍ୟବାନ; ଗାଁରେ ପତ୍ନୀ ଓ ପୁଅ ବେସାହାରା

ଭୁବନେଶ୍ବର: ଘରେ ଚାହିଁ ବସିଛନ୍ତି ସ୍ତ୍ରୀ ଆଉ ଭିନ୍ନକ୍ଷମ ପୁଅ । ଘରକୁ ଫେରିବାକୁ ଫୋନ୍ କରି କହିଥିଲେ । ଟ୍ରେନ୍ ଚଳାଚଳ ଆରମ୍ଭ ହେବା କ୍ଷଣି ସେ ଘରକୁ ଫେରିବାକୁ କଥା ଦେଇଥିଲେ ।  ଘରକୁ ଫେରିବାକୁ କଥା ଦେଇଥିଲେ…
Read More...

ସମୁଦ୍ରରୁ ବଳ ଗୋଟାଇ ବଢ଼ୁଛି ‘ଅମ୍ଫାନ’: ୧୯ ବେଳକୁ ପ୍ରବଳ ବର୍ଷା; ବାତ୍ୟା ଆଶଙ୍କା

ଭୁବନେଶ୍ବର: ପ୍ରାୟ ସପ୍ତାହେ ହେଲା ସମୁଦ୍ରରେ ବଳ ଗୋଟାଉଛି ସାମୁଦ୍ରିକ ଝଡ଼ ’ଅମ୍ଫାନ’ ।  ଏହି ବାତ୍ୟା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ଏବଂ ପରେ ଏହା ଉପକୂଳ କଡେ କଡେ ଉତ୍ତର-ବଙ୍ଗୋପସାଗର ଆଡକୁ ଗତି…
Read More...

ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଲା ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର: ଦିଲ୍ଲୀରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଟ୍ରେନ୍‌ ଭୁବନେଶ୍ବରରେ ପହଞ୍ଚିଛି। ଦିଲ୍ଲୀ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ଭୁବନେଶ୍ବର ଷ୍ଟେସନ୍‌ରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ…
Read More...

ରାଜ୍ୟ ସରକାରଙ୍କ କରୋନା ତଥ୍ୟ: ପଞ୍ଚାୟତରେ ୧୪,୭୯୫ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର, ୬,୨୮,୬୮୬ ଶଯ୍ୟା

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରାନ୍ତ ତଥ୍ୟ ଦେଇଛନ୍ତି ସରକାର । କୋବିଦ-୧୯ ମୁଖପାତ୍ର ସୁବ୍ରତ ବାଗଚୀ ଏ ସମ୍ପର୍କରେ ଗଣମାଧ୍ୟମ ନିକଟରେ ତଥ୍ୟ ରଖିଛନ୍ତି । ଶ୍ରୀ ବାଗଚୀଙ୍କ ସୂଚନାନୁସାରେ କୋଭିଡ୍‌-୧୯…
Read More...

ପ୍ରବାସୀମାନଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ କରାଯାଇଛି: ପୁଲିସ ଡିଜି

ଭୁବନେଶ୍ୱର : ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଫେରୁଛନ୍ତି। ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀମାନଙ୍କୁ…
Read More...

+୨ ପ୍ରଥମରୁ ଦ୍ବିତୀୟ ବର୍ଷ ଉତ୍ତୀର୍ଣ୍ଣ ପାଇଁ ହେବ ‘ରିଟେଷ୍ଟ’

ଭୁବନେଶ୍ବର: ରାଜ୍ୟର ସବୁ ସରକାରୀ +୨ ଜୁନିୟର କଲେଜରେ ପଢୁଥିବା +୨ ପ୍ରଥମ ବର୍ଷରୁ ଦ୍ବିତୀୟ ବର୍ଷ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶରୁ ଦ୍ବାଦଶ ଶ୍ରେଣୀକୁ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ସର୍ତ୍ତମୂଳକ…
Read More...

ପ୍ରଥମରୁ ଅଷ୍ଟମ ସବୁ ପାସ୍, ନବମ ପାଇଁ ସର୍ତ୍ତମୂଳକ ଉତ୍ତୀର୍ଣ୍ଣ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଇ ଦିଆଯାଇଛି। କରୋନା ସ୍ଥିତି ନେଇ ସବୁ ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଇ ଦିଆଯାଇଥିବା ରାଜ୍ୟ ସରକାରଙ୍କ…
Read More...

କରୋନା କଷଣ: ଇଞ୍ଜିନିଅରିଂ କ୍ଷେତ୍ର ସବୁଠାରୁ ପ୍ରଭାବିତ ; ୭୨% ଖୋଜୁଛନ୍ତି ଚାକିରି

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ଦେଖାଇଛି ତାହାର ଭୟଙ୍କର ରୂପ । ଲୋକଙ୍କ ଜୀବନ ଯାଇଛି, ଜୀବିକା ବି ଯାଇଛି । ଭୟ ସାଙ୍ଗକୁ ଭୋକ ଲୋକଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି । ୟୁରୋପୀୟ ଦେଶ ସମୂହ ଓ ଆମେରିକାରେ ସ୍ଥିତି…
Read More...

ଓଡ଼ିଶାର ଚାଷୀଙ୍କୁ ଖରିଫରେ ମିଳିବ ଉନ୍ନତ ଓ ଅଧିକ ଉତ୍ପାଦନକ୍ଷମ ବିହନ

ଭୁବନେଶ୍ବର: ଲକ୍ଡ଼ାଉନ ଯୋଗୁଁ ଚାଷବାସ କିଛିଟା ପଛେଇଛି। ଏପରି ସ୍ଥିତିରେ ଲକ୍ଡ଼ାଉନରେ ମଧ୍ୟ ଚାଷବାସ କାର୍ଯ୍ୟ କରାଯିବା ପାଇଁ କୋହଳ ଘୋଷଣା କରିଛନ୍ତି ସରକାର। ଲକ୍ଡ଼ାଉନ ଥିବା ସତ୍ତ୍ବେ ଚାଷବାସ କାମ ଚଳାଇ ରଖିବା ଓ…
Read More...

ଭୟଠାରୁ ଭୋକ ବଡ଼: ଚାଲୁ ଚାଲୁ ଚାଲିଗଲା ଜୀବନ

ଭୁବନେଶ୍ବର: କରୋନା ଭୟକୁ ବଳି ପଡ଼ିଛି ପେଟର ଭୋକ । ଜୀଇ ରହିବାର ଇଚ୍ଛା ମଣିଷକୁ ମାରି ଦେଉଛି । କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ଯାଇଥିବା ପ୍ରବାସୀ କରୋନାଠାରୁ ବେଶୀ ଡ଼ରୁଛି ଭୋକକୁ । ଯେଉଁଥିପାଇଁ ସେ ଘରମୁହାଁ;…
Read More...

ଆତ୍ମନିର୍ଭର ଭାରତ: ମାଛ ଚାଷ ପାଇଁ ୨୦ ହଜାର କୋଟି, ଏମ୍ଏଫ୍ଇ ପାଇଁ ୧୦ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: କରୋନା ପରବର୍ତୀ ସ୍ଥିତିର ମୁକାବିଲା ନିମନ୍ତେ ଆତ୍ମନିର୍ଭର ଭାରତ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ୨୦ ଲକ୍ଷ କୋଟି ଟଙ୍କାର ସମ୍ପଦ ବିନିଯୋଗ ହେବ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ…
Read More...

ପଶୁ ସମ୍ପଦ ବିକାଶ ନିମନ୍ତେ ୧୫୦୦୦ କୋଟି ଟଙ୍କା, ପଶୁଙ୍କ ଟୀକାକରଣ ପାଇଁ ୧୩୩୪୩ କୋଟି ଟଙ୍କା

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିକ ପରେ ଗୋଟିଏ ପ୍ୟାକେଜ୍ ଘୋଷଣା କରିଛନ୍ତି । ତୃତୀୟ ଦିନରେ କୃଷି ସହ ଆନୁଷଙ୍ଗିକ…
Read More...

ଆତ୍ମନିର୍ଭର ଭାରତ: କୃଷି ଭିତ୍ତିଭୂମି ବିକାଶ ଲାଗି ୧ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: କରୋନା ପରବର୍ତୀ ସ୍ଥିତିର ମୁକାବିଲା ସହ ଆତ୍ମନିର୍ଭରଶୀଳ ଭାରତ ଗଠନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ୨୦ ଲକ୍ଷ କୋଟି ଯୋଜନା ସମ୍ପର୍କରେ କ୍ରମାଗତ ତୃତୀୟ ଦିନରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ…
Read More...

ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ଉପ ରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାୟଡୁ

ନୂଆଦିଲ୍ଲୀ : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ଉପ ରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାୟଡୁ । ଓଡ଼ିଶାର ପୂର୍ବତନ ରାଜ୍ୟସଭା ସଦସ୍ୟ ଶ୍ରୀ ଭବାନୀ…
Read More...

ରଥ ଖଳାରେ ବିଜେ ହେଲା ଆଜ୍ଞାମାଳ, ସମ୍ପନ୍ନ ହେଲା ୩ ରଥରେ ଚକଡେରା ନୀତି

ପୁରୀ :  ଆଜି ପବିତ୍ର ଭଉଁରୀ ଯାତ୍ରା ଅବସରରେ ଶ୍ରୀମନ୍ଦିର ବିଧି ପରମ୍ପରା ଅନୁଯାୟୀ ରଥ ଖଳାକୁ ଆଜ୍ଞାମାଳ ବିଜେ କରାଯାଇଛି । ଏହାପରେ ମହାପ୍ରଭୁଙ୍କ ତିନିରଥର ଚକଡେରା ନିତି ଅନୁକୂଳ ହୋଇଛି । ୩ ପୂଜାପଣ୍ଡା ସାମନ୍ତ…
Read More...

ଦିଲ୍ଲୀରେ ପୁଣି ଥରେ ଭୂ-କମ୍ପ ଝଟକା

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀର ପିତମ୍‌ପୁରା ବୋଲି ସୂଚନା ମିଳିଛି। ସୂଚନା…
Read More...

ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟାର ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ । ଆଜି ସୁସ୍ଥ ହୋଇଥିବା ୮ ଜଣଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁସ୍ଥା ୧୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରେ ସୁସ୍ଥ ହୋଇଥିବା ୮…
Read More...

କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା ଅଭିଯୋଗ

ବଡସାହି/ବେତନଟୀ : ମୟୁରଭଞ୍ଜ ବେତନଟୀ ବ୍ଲକ ଅଁଳା ପଞ୍ଚାୟତ ଡମ୍ବରୁଡହ ସ୍କୁଲ କ୍ବାରେନଟାଇନ ସେଣ୍ଟରରେ ଅଘଟଣ ଘଟିଛି । ଡମ୍ବରୁଡହ ସ୍କୁଲ କ୍ବାରେନଟାଇନ ସେଣ୍ଟରରେ ଥିବା ଜଣେ ଅନ୍ତେବାସୀ ଆତ୍ମହତ୍ୟା କରିବା ଅଭିଯୋଗ…
Read More...

କାଳ ହେଉଛି ଅଲିଭା କାଳି, ଓଡ଼ିଶା ଫେରନ୍ତାଙ୍କ ହାତରେ ଦିଆଯାଉଥିଵା କାଳିର ପାର୍ଶ୍ବ ପ୍ରତିକ୍ରିୟା

ବୁର୍ଲା : ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଥିବାରୁ ବହୁ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ ଫସି ରହିଛନ୍ତି । କିନ୍ତୁ ସେମାନଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବାକୁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏହାସହ ବର୍ତ୍ତମାନ ବସ୍ ଓ…
Read More...

ସିକିମରେ ଭୟଙ୍କର ହିମସ୍ଖଳନ, ଭାରତୀୟ ସେନାର ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ଓ ଯବାନ ସହିଦ

ନୂଆଦିଲ୍ଲୀ : ଉତ୍ତର ସିକ୍କିମର ଲୁଗନାକ ଲା ଅଞ୍ଚଳରେ ଭୟଙ୍କର ବରଫ ସ୍ଖଳନ ହୋଇଛି। ବରଫ ସ୍ଖଳନ ବେଳେ ଏଠାରେ ମୁତୟନ ଥିବା ଜଣେ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ ଓ ଜଣେ ଯବାନ ଏହା ମଧ୍ୟରେ ଫସି ଯାଇ ପ୍ରାଣ ହରାଇଛନ୍ତି। ଗତକାଲି…
Read More...

ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା, ରଥଖଳାରେ ଅନୁଷ୍ଠିତ ହେବ ଚକଡେରା ନୀତି

ପୁରୀ : ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୂଙ୍କ ଭଉଁରୀ ଯାତ୍ରା। ୨୧ଦିନ ଧରି ଚାଲିଥିବା ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା ଆଜି ଅନ୍ତିମ ଦିନ। ଏହି ଦିନ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ଘେରା ଚନ୍ଦନ…
Read More...

ସୁକତେଲ ସେତୁ ଭୁଷୁଡି ୨ ମୃତ ଘଟଣା : ନିର୍ମାଣକାରୀ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କଲା ପ୍ରଶାସନ

ପାଟଣାଗଡ : ସୁକତେଲ ସେତୁ ଭୁଷୁଡି ୨ ମୃତ ଘଟଣାରେ ନିର୍ମାଣକାରୀ ଠିକା ସଂସ୍ଥା ରାମକୁମାର କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡକୁ କଳା ତାଲିକାଭୁକ୍ତ କରିଛି ପ୍ରଶାସନ । ଏପ୍ରିଲ୍‌ ୨୯ ତାରିଖରେ ଏହି ପୋଲ ଭୁଶୁଡ଼ିବା ଯୋଗୁ…
Read More...

କରୋନା ମୁକାବିଲା ନାଁରେ ଚୀନ୍‌କୁ ଘେରିବା ଉଦ୍ୟମ : ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଙ୍କ ସହ ଯୋଜନା ଚଳାଇଛି ଭାରତ

ନୂଆଦିଲ୍ଲୀ : ବିଶ୍ବରେ କରୋନା ସଂକ୍ରମଣ ଗୁରୁବାର ଅତି ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ସଂକ୍ରମଣ ସଂଖ୍ୟା ୪୪ଲକ୍ଷ ପାଖାପାଖି ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯୫ହଜାର ଛୁଇଁଛି। ଭାରତରେ ମଧ୍ୟ ସ୍ଥିତି…
Read More...

ମଧ୍ୟପ୍ରଦେଶ ସୀମାରେ ଶ୍ରମିକଙ୍କ ଢ଼େଲାମାଡ଼

ଭୋପାଳ : ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସୀମାନ୍ତ ଜିଲା ବରୱାନୀର ସେନ୍ଧୱାଠାରେ ପ୍ରବାସୀ ଶ୍ରମିକଙ୍କ ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ଖାଦ୍ୟ କିମ୍ବା ଗମନାଗମନ ବ୍ୟବସ୍ଥା କରି ନ ଥିବା ପ୍ରତିବାଦରେ ଶହସ୍ରାଧିକ…
Read More...

ପ୍ରତି ମାସର ୩୦% ଦରମା ଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବର୍ଷକ ଦରମାର ୩୦ ପ୍ରତିଶତ କରୋନା ମୁକାବିଲା ପାଇଁ ଦାନ କରିଛନ୍ତି। ଏଥିସହିତ ଭ୍ରମଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବର୍ଷକ ପର୍ଯ୍ୟନ୍ତ କାଟଛାଣ୍ଟ କରିଛନ୍ତି। ଗତ…
Read More...

ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କ ବିୟୋଗରେ ‘ସମାଜ’ ପରିବାରର ଶୋକ

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ‘ସମାଜ’ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ଭାବେ ବର୍ଣ୍ଣନା କରିବା ସହ ତାଙ୍କ ଜୀବନାଦର୍ଶ ଯୁବପିଢ଼ି…
Read More...

‘ଫୋନ୍‌ରେ ବୁଝୁଛି ଲୋକଙ୍କ କଥା ଓ ଗୀତ ଶୁଣିବା ସହ ବହି ପଢ଼ୁଛି’

କରୋନା ମହାମାରୀ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବହୁ ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ସମସ୍ତେ ଘରେ ରହିବା ଦରକାର। ମୁଁ ମଧ୍ୟ ନିହାତି ଆବଶ୍ୟକ ନଥିଲେ ବାହାରକୁ ଯାଉନି। ସମସ୍ତଙ୍କୁ ମୋର…
Read More...

ନିର୍ମଳା ପ୍ୟାକେଜ୍‌-୨

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦ ଲକ୍ଷ କୋଟି ଟଙ୍କା ଶିରୋନାମାର ବିସ୍ତୃତ ବିବରଣୀ ପର୍ଯ୍ୟାୟକ୍ରମେ ଲେଖାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ପ୍ରଥମ ଅଧ୍ୟାୟ ବୁଧବାର ଘୋଷଣା କରିଥିବା ବେଳେ ଦ୍ୱିତୀୟ…
Read More...

୧୦୪କୁ ମିଛ କଲ୍‌ ବଢ଼ାଉଛି ଚିନ୍ତା : କମିସନରେଟ ପୁଲିସ ପାଉନି ପତ୍ତା

ଭୁବନେଶ୍ୱର : ଆଜ୍ଞା ନମସ୍କାର! ମୁଁ ଚଣ୍ଡି କହୁଛି; ମଣାଣି ଚଣ୍ଡି...। ରାଜ୍ୟ ସରକାର ଜରୁରୀ କାର୍ଯ୍ୟ ଲାଗି ଜାରି କରିଥିବା ହେଲ୍ପଲାଇନ ନମ୍ବରରେ ଏଭଳି ଢଙ୍ଗରେ କିଛି ବ୍ୟକ୍ତି ମିଥ୍ୟା କଲ୍‌ କରି ଥଟ୍ଟାମଜା…
Read More...

୪୦ ଡିଗ୍ରୀ ଉପରେ ୭ସହର

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଅଳ୍ପ କେତେକ ଜିଲାକୁ ଛାଡ଼ିଦେଲେ ଅର୍ଦ୍ଧାଧିକ ଜିଲାରେ ପାରଦ ତେଜିବାରେ ଲାଗିଛି। ଗୁରୁବାର ୭ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିଛି।…
Read More...

‘ପ୍ୟାକେଜ ଘୋଷଣା ଋଣ ବିକ୍ରି ବିଜ୍ଞାପନ’ : ନିରଞ୍ଜନ

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଏହା ଅତ୍ୟନ୍ତ ହତାଶ ଓ ଏହି ଘୋଷଣା ଏକ ୠଣ ବିକ୍ରି ବିଜ୍ଞାପନ। ଏହାଦ୍ୱାରା କୃଷକ ଓ ମଧ୍ୟବିତ୍ତଙ୍କ ପାଇଁ କୌଣସି…
Read More...

ସଚିନଙ୍କୁ କ୍ଷମା ମାଗିଲା ସ୍ପାଟ୍ରନ ସ୍ପୋର୍ଟସ୍‌ ଗ୍ରୁପ୍‌

ମୁମ୍ବଇ  : କ୍ରିକେଟ କିମ୍ବଦନ୍ତୀ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରୀଡ଼ା କମ୍ପାନୀ ସ୍ପାଟ୍ରନ ସ୍ପୋର୍ଟସ୍‌ ଗ୍ରୁପ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛି। କମ୍ପାନୀ ଚୁକ୍ତି ଅନୁଯାୟୀ ଅର୍ଥ ଭରଣା କରିବାରେ…
Read More...

୧୦ ରାଜ୍ୟରେ ଦେଶର ୯୦% ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବୃଦ୍ଧିପାଉଥିବା ବେଳେ ଚିନ୍ତାବଢାଇଛି ୧୦ଟି ରାଜ୍ୟ। ଏଗୁଡିକରେ ଦେଶର ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୯୦% ଥିବା ଜଣାପଡିଛି। ଏହି ରାଜ୍ୟଗୁଡିକ ମଧ୍ୟରେ…
Read More...

ଅକୃତକାର୍ଯ୍ୟ ହେଲେ ପୁଣିଥରେ ପରୀକ୍ଷା ଦେବେ ନବମ ଓ ଏକାଦଶ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ନବମ ଓ ଏକାଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନିୟମରେ କୋହଳ କରାଯାଇଛି। ଏଥର ନବମ ଓ ଏକାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯଦି…
Read More...

ଏକ ଯୁଗର ଅବସାନ : ଜେଲ୍‌ ଖେଳପଡ଼ିଆରୁ ବିଜୁଙ୍କ ସହ ଯୋଡ଼ି ହୋଇଥିଲା ସମ୍ପର୍କ

ଏକଦା ଏକ ସାକ୍ଷାତକାରରେ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକ କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ବିଜୁବାବୁଙ୍କ ସହ ମୋର ପରିଚୟ କରାଇଥିଲେ। ଏହି ସମୟରେ ନିମାପଡ଼ା ଥାନାରେ ଜାତୀୟ ପତାକା ଉଡ଼ାଇବା…
Read More...

ଶୁକ୍ରବାର ରାଶିଫଳ(୧୫- ୫-୨୦୨୦)

ମେଷ: ଉଦଯୋଗୀ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ବନ୍ଧୁ ଓ ଆତ୍ମୀୟସ୍ୱଜନଙ୍କ ପ୍ରତି ପ୍ରଗାଢ଼ ଅନୁରକ୍ତି ରହିବ। ଗରିମାମୟ ହେବେ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବେ। ପ୍ରିୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ…
Read More...

ଆଇସିସିକୁ ଅଖତର୍‌ଙ୍କ ସମାଲୋଚନା

କରାଚି : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)କୁ ସମାଲୋଚନା କରିଛନ୍ତି ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର୍‌। ଆଇସିସି ପକ୍ଷପାତିତା କରୁଥିବା ସୋଏବ ଅଭିଯୋଗ କରିଛନ୍ତି। ସୂଚନାଥାଉକି…
Read More...

୧୫୧ ପ୍ରବାସୀ ଓଡ଼ିଆଙ୍କୁ ନେଇ ଦୁବାଇରୁ ଭୁବନେଶ୍ବର ଆସିଲା ବିମାନ

ଭୁବନେଶ୍ୱର: ଦୁବାଇରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । କେନ୍ଦ୍ର ସରକାରଙ୍କ ‘ବନ୍ଦେ ଭାରତ ମିଶନ’ ଅଭିଯାନରେ ଆଜି ଏହି ବିମାନରେ ୧୫୧ଜଣ…
Read More...

ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ବର: ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକସେବକ…
Read More...

ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଗରିବଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ଦର୍ଶାଉଛି –…

ଭୁବନେଶ୍ୱର : ଦେଶର ନାଗରିକ ବିଶେଷ ଭାବରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ। ଆଜି ନିଆଯାଇଥିବା ପଦକ୍ଷେପରୁ ମୋଦୀ ସରକାରଙ୍କ ଗରିବଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ପ୍ରତିଫଳିତ କରୁଛି…
Read More...

କନ୍ଧମାଳରେ ଜନ୍ମ ନେଲା ଗୋଡ଼ ନ ଥିବା ଅଦ୍ଭୁତ ଶିଶୁ

ଫୁଲବାଣୀ: କନ୍ଧମାଳ ଜିଲାରେ ଜନ୍ମ ନେଇଛି ଏକ ଅଦ୍ଭୁତ ଶିଶୁ, ଯାହାର ଗୋଡ଼ ନାହିଁ। ଏହି ଅଦ୍ଭୂତ ନବଜାତ ଶିଶୁକୁ ନେଇ ସାରା ଜିଲାରେ ଚର୍ଚ୍ଚା ଜୋର ଧରିଛି। କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ…
Read More...

ଢେଙ୍କିକୋଟ: ଭିତିପ୍ରସ୍ତରରେ ସୀମିତ ଶୀତଳଭଣ୍ଡାର

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟରେ ଏକ ମେଗା ଶୀତଳଭଣ୍ଡାର ନିର୍ମାଣର ସ୍ୱପ୍ନ ମିଳେଇ ଗଲାଣି । ଶୀତଳ ଭଣ୍ଡାରଟି କାର୍ଯ୍ୟକ୍ଷମ ହୋଇଥିଲେ କରେନା କଟକଣା ସମୟରେ ଚାଷୀମାନେ ଏଠାରେ ବିକ୍ରି ହୋଇ ପାରୁ ନ ଥିବା…
Read More...

ବେଲୁଚିସ୍ତାନ ଅର୍ଥମନ୍ତ୍ରୀ କରୋନା ସଂକ୍ରମିତ, ଡ଼ାକ୍ତରଖାନାରେ ଭର୍ତି

କରାଚୀ: ପାକିସ୍ତାନରେ କରୋନା ନିଜର କାୟା ମେଲାଇ ଚାଲିଛି । କରୋନା କାୟାରେ କବଳିତ ହୋଇଛନ୍ତି ବେଲୁଚିସ୍ତାନ ଅର୍ଥମନ୍ତ୍ରୀ ଜହୁର ବୁଲେଦି । ଏ ସମ୍ପର୍କରେ ନିଜେ ଜହୁର ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କୁ ଚିକିତ୍ସା…
Read More...

୧୩ହଜାର ଟପିଲା ଆଇଏଲ୍‌ଏସ୍‌ରେ କୋଭିଡ୍‌-୧୯ ପରୀକ୍ଷଣ

ଭୁବନେଶ୍ବର: ପୂର୍ବ ଭାରତର ଅଗ୍ରଣୀ ଗବେଷଣା ସଂସ୍ଥା ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌), ଭୁବନେଶ୍ୱରରେ କୋଭିଡ୍‌-୧୯ ପରୀକ୍ଷଣ ୧୩ହଜାରୁ ଅଧିକ ରହିଛି। ଏବେ ଏହାର ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଛି। ଆଇଏଲ୍‌ଏସ୍‌…
Read More...

କୋଭିଡ୍‌-୧୯: ରାଜ୍ୟରେ ପଜିଟିଭ୍‌ ୬୨୪, ସୁସ୍ଥ ୧୫୮

ଭୁବନେଶ୍ବର: ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୭୭,୧୫୦ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୨୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୫୮ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ…
Read More...

ସରପଞ୍ଚ ବି କରୋନା ଯୋଦ୍ଧା; ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ

ଭୁବନେଶ୍ବର: ସରପଞ୍ଚଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏହି ତାଲିକାରେ ଡ଼ାକ୍ତର, ପୁଲିସ, ସ୍ବାସ୍ଥ୍ୟକର୍ମୀଙ୍କୁ ରଖା ଯାଇଥିଲା । ଏବେ ସରପଞ୍ଚ ବି କରୋନା ଯୋଦ୍ଧାର ମାନ୍ୟତା…
Read More...

ଆଖି ବୁଜିଲେ ବର୍ଷିୟାନ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ

ଭୁବନେଶ୍ବର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଆଉ ନାହାନ୍ତି । ୩ ଦିନ ତଳେ ନିଜର ୯୯ତମ ଜନ୍ମଦିବସ ପାଳନ କରିଥିବା ଭବାନୀଚରଣ ପଟ୍ଟନାୟକ ଆଜି କ୍ୟାପିଟାଲ ହସପିଟାଲରେ ଆଖି ବୁଜିଛନ୍ତି…
Read More...

୧୫,୦୦୦କୁ ବୃଦ୍ଧି ପାଇବ କୋଭିଡ୍‌-୧୯ ପରୀକ୍ଷଣ କ୍ଷମତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷଣ କ୍ଷମତା ଦୈନିକ ୧୫,୦୦୦କୁ ବୃଦ୍ଧି କରାଯିବ। ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ୍‌ କଲେଜ୍‌ରେ…
Read More...

୭ ଶ୍ରମିକ ସ୍ପେଶାଲ ଟ୍ରେନ୍ ଆଜି ଫେରିଲେ ୭ ହଜାର ପ୍ରବାସୀ; କାଲି ଆସିବ ଆଉ ୫ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ଗୁରୁବାର ୭ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ରାଜ୍ୟର ବିଭିନ୍ନ ରେଳଷ୍ଟେସନ୍‌ରେ ପହଞ୍ଚିଛି। ଆଜି ସୁଦ୍ଧା ୩୭ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ପ୍ରବାସୀ ଶ୍ରମିକଙ୍କୁ ନେଇ ପହଞ୍ଚିଛି। ଆଜି କେବଳ ବାଲେଶ୍ବରରେ…
Read More...

ଆସିଛୁ ତେଲେଙ୍ଗାନାରୁ; ରହିବୁ କ୍ବାରେଣ୍ଟାଇନରେ

ବଡ଼ସାହି : ‘ସାର ଆମେ ତେଲେଙ୍ଗାନାରୁ ଆସିଛୁ। କ୍ୱାରେନଟାଇନ କେନ୍ଦ୍ରରେ ରହିବୁ, ବ୍ଲକକୁ ଖବର ଦିଅନ୍ତୁ’। ଗୁରୁବାର ଅପରାହ୍ଣ ସମୟରେ ଜାତୀୟ ରାଜପଥର ବୈଶିଙ୍ଗା ଥାନା ପଦ୍ମଲାଭପୁର ଠାରେ ନିର୍ମାଣାଧୀନ ଟୋଲଗେଟରେ…
Read More...

କିଡ଼୍‌ନୀ ରୋଗୀଙ୍କ ପାଇଁ କରୋନା ଘାତକ: ମାର୍କିିନ ଗବେଷକ

ଚିକାଗୋ: ସାରା ବିଶ୍ବ କରୋନା ମହାମାରୀ ବଳୟରେ ରହିଛି । ଏହାକୁ ପ୍ରତିହତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ତେବେ କିଡ୍‌ନୀ ପୀଡ଼ିତରୋଗୀଙ୍କ ପାଇଁ କରୋନା ରୋଗ ସର୍ବାଧିକ ଘାତକ ହୋଇଛି । ଆମେରିକାରେ…
Read More...