ମଙ୍ଗଳବାର ରାଶିଫଳ ( ୧୯। ୫।୨୦୨୦ )

ମେଷ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। ଅଯଥା ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ହେବା ଶୁଭଙ୍କର। ଚଞ୍ଚଳମନା ହେବେ। ନୀତି ନିୟମ ମାନି ଚଳିବେ। ଜନବଲ୍ଲଭ ଭାବେ ପ୍ରବଳ ପ୍ରତାପୀ ହେବେ।…
Read More...

ଆତ୍ମଜୀବନୀରେ ଅଭିନୟ ପାଇଁ କୋହଲିଙ୍କ ସର୍ତ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିିଙ୍କ ଜୀବନୀ ଉପରେ ବଲିଉଡ୍‍ ଚଳଚ୍ଚିତ୍ର ନିର୍ମାଣ ହେବାର ଯୋଜନା କରାଯାଉଛି। ଉକ୍ତ ଚଳଚ୍ଚିତ୍ରରେ ଖୋଦ୍‍ କୋହଲି ଅଭିନୟ କରିବାକୁ ରାଜି ଅଛନ୍ତି। ତେବେ…
Read More...

କରୋନା ମହାମାରୀ ପ୍ରତିହତ ପାଇଁ କାର୍ଯ୍ୟ କରିବ ଡବ୍ଲୁଏଚ୍‌ଓ

ଜିନେଭା: ସାରା ବିଶ୍ବରେ କରୋନା ଭୟ। କରୋନା ମହାମାରୀକୁ କିଭଳି ପ୍ରତିହତ କରିହେବ ଏବଂ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ ସାଙ୍ଗକୁ ମୃତ୍ୟ ସଂଖ୍ୟା ହ୍ରାସ କରାଯାଇପାରିବ ସେଥିନେଇ ବିଶ୍ବ ସ୍ବାସ୍ଥ୍ୟ…
Read More...

କୋଭିଡ୍-୧୯ ଆକ୍ରାନ୍ତ ଡାଇବେଟିକ୍ସ ରୋଗୀଙ୍କ ମୃତ୍ୟୁ ଆଶଙ୍କା ଅଧିକ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଆକ୍ରାନ୍ତ ଡାଇବେଟିକ୍‌ ରୋଗୀଙ୍କ ମୃତ୍ୟୁ ଆଶଙ୍କା ଅଧିକ ରହୁଛି। ଡାଇବେଟିକ୍ସ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ୫୦ ପ୍ରତିଶତରୁ ଅଧିକ ଡାଇବେଟିକ୍ସ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି…
Read More...

ଭିକାରି ବାଣ୍ଟିଲା ରାସନ ଓ ମାସ୍କ

ପଠାନକୋଟ : କରୋନା କାଳରେ ବହୁ ଲୋକ ପ୍ରଭାବିତ ହୋଇଥିବା ବେଳେ ଗରିବଙ୍କ ପାଇଁ ଆଗେଇ ଆସିଛି ଜଣେ ଭିକାରୀ। ଗରିବଙ୍କୁ ରାସନ ବାଣ୍ଟିବା ସହ ମାସ୍କ ପ୍ରଦାନ କରିଛନ୍ତି। କରୋନା ମୁକାବିଲା ପାଇଁ ଡାକ୍ତର, ନର୍ସଠୁ ଆରମ୍ଭ…
Read More...

ରକ୍ତ ନ ମିଳିବାରୁ ବୁର୍ଲା ଭିମସାରରେ ଗଲା କାମଳ ରୋଗୀଙ୍କ ଜୀବନ

ବୁର୍ଲା : ସଦାସର୍ବଦା ଭିମସାର ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପରିସର ଭୁକ୍ତ ହୋଇଆସିଥାଏ। ଏହା ସହିତ ଆନୁଷାଙ୍ଗିକ ଅବ୍ୟବସ୍ତା ରୋଗୀ ଚିକିତ୍ସାରେ ବାଧକ ସୃଷ୍ଟି ହେଉଛି। ପୁଣି ବୁର୍ଲା ଭିମସାରରେ ଏକ ଅଭାବନିୟ…
Read More...

ରାଜ୍ୟରେ ବଢ଼ୁଛି ଶିଶୁ ଚାଲାଣ; ଉଦ୍ଧାର ହେଲେଣି ୩ ହଜାର

ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ହେବା ଫଳରେ ଅନେକଙ୍କର ଜୀବିକା ଉଜୁଡି ଯାଇଛି। ନିମ୍ନବର୍ଗର ଲୋକଙ୍କର ଆର୍ଥିକ ଅବସ୍ଥା ଦୋହଲି ଯାଇଛି। ଏବେଠାରୁ ଅଭାବ ଅନଟନ ପରିସ୍ଥିତି ସୃଷ୍ଟି ହେଲାଣି। ରାଜ୍ୟ ସରକାର…
Read More...

ବାତ୍ୟା ଆଶଙ୍କାରେ ରଥ ନିର୍ମାଣ ବନ୍ଦ

ପୁରୀ : ବାତ୍ୟା ଆଶଙ୍କା କରି ଦୁଇଦିନ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ବର୍ଷାପାଣି ରଥଖଳାରେ ପଶିବା ସହ ଅଧିକ ପବନ ହେଲେ ଛାମୁଣ୍ଡିଆ ଭାଙ୍ଗିବା ସମ୍ଭାବନା ରହିଛି। ତେଣୁ ୧୯ ଏବଂ ୨୦ତାରିଖ ଦୁଇଦିନ ଧରି ରଥ ନିର୍ମାଣ…
Read More...

ଧାନ ମଣ୍ଡି ଖୋଲିବାରେ ବିଳମ୍ବ, ୩ ସମବାୟ ସମିତି ଅଧିନସ୍ଥ ୧୬ ମଣ୍ଡିରୁ ମାତ୍ର ଗୋଟିଏରେ ଧାନ ସଂଗ୍ରହ ଆରମ୍ଭ

କଲମପୁର :  ସମସ୍ତଙ୍କୁ ଘାରିଛି କରୋନା ଭୁତାଣୁ ସଂକ୍ରମଣର ଆଶଙ୍କା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ସମସ୍ତ ପ୍ରଶାସନ ଲୋକଙ୍କ ସୁରକ୍ଷା ପାଇଁ ନିଜ ନିଜ ସ୍ତରରେ କାର୍ଯ୍ୟ ଜାରି ରଖିଛନ୍ତି। କିନ୍ତୁ କରୋନାର…
Read More...

ପୁରୀ ଜିଲାର ୮୮ ଗ୍ରାମକୁ ବାତ୍ୟା ବିପଦ

ପୁରୀ : ସମୁଦ୍ର ଏବଂ ଚିଲିକା ନିକଟରେ ଥିବା ଜିଲାର ୮୮ ଗ୍ରାମକୁ ବାତ୍ୟା ବିପଦ ଆଶଙ୍କା ରହିଛି। ତେଣୁ ସେସବୁ ଅଞ୍ଚଳର ୯୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ଜିଲା ପ୍ରଶାସନ ସ୍ଥିର କରିଛି।…
Read More...

ମୋଦୀଙ୍କ କରୋନା ମୁକାବିଲା ଓ ନୂତନ ଆର୍ଥିକ ସୁଧାର ସ୍ୱଦେଶୀ ମଡେଲର ମୁଖ୍ୟ ବିନ୍ଧାଣୀ ଓଡିଆ ପୁଅ ଡ. ପ୍ରମୋଦ ମିଶ୍ର 

ସମ୍ବଲପୁର : ଏବେ ବିଶ୍ୱରେ କରୋନା ମହାମାରୀ ସବୁଠାରୁ ବଡ ସଙ୍କଟ ଭାବରେ ବିଶ୍ୱବାସୀଙ୍କ ସମ୍ମୁଖରେ ଛିଡା ହୋଇ ରହିଛି। ଏହି ମହାମାରୀର ମାଡରେ ବିଶ୍ୱର ବଡ ବଡ ବିକଶିତ ଓ ମଜବୁତ ଆର୍ଥିକ ସ୍ଥିତି ସମ୍ପନ୍ନ ରାଷ୍ଟ୍ର ଗୁଡିକ…
Read More...

ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଭଡ଼ା ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ରେଳଭଡ଼ା ରାଜ୍ୟ ସରକାର ବହନ କରିବେ । ଅବଶ୍ୟ ଏଥିପାଇଁ କିଛିଟା ସର୍ତ ରହିଛି । ଶ୍ରମିକ କାର୍ଯ୍ୟ କରୁଥିବା ରାଜ୍ୟ ସରକାର ଯଦି ରେଳଭଡ଼ା ବହନ କରୁ ନ…
Read More...

ରାଜନଗର: ସମୁଦ୍ର କୂଳରୁ ସ୍ଥାନାନ୍ତର ହେଲେ ୬ଶହରୁ ଅଧିକ ଲୋକ

କେନ୍ଦ୍ରାପଡ଼ା: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଅମ୍ପନ ନିମନ୍ତେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ତତ୍ପର ହୋଇଛି । ଉପକୂଳବର୍ତୀ ଅଞ୍ଚଳରୁ ଲୋକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜନଗର ବ୍ଲକର ହାତିନଆ,…
Read More...

ବାରିପଦା ଶିଶୁ ବଦଳ ଘଟଣା; ଜିଲାପାଳ କାର୍ଯ୍ୟାଳୟ ଘେରାଉ, ଉପଜିଲାପାଳଙ୍କୁ ଠେଲାପେଲା

ବାରିପଦା: ୩ ସପ୍ତାହ ତଳେ ବାରିପଦା ମେଡ଼ିକାଲ କଲେଜରେ ଘଟିଥିବା ଏକ ଶିଶୁ ବଦଳ ଘଟଣା ଆଜି ବିସ୍ଫୋରକ ରୂପ ନେଇଛି । ଉତ୍ୟକ୍ତ ଲୋକମାନେ ଘଟଣାର ସମାଧାନ ଦାବି କରି ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି…
Read More...

ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

ଭୁବନେଶ୍ୱର: କରୋନା ମହାମାରୀର ସଂକଟ ଘନେଇଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବୃଦ୍ଧି କରିବା ଫଳରେ ଡିଜେଲ ଓ ପେଟ୍ରୋଲର ଦରବୃଦ୍ଧି ଘଟିଛି। ରାଜ୍ୟରେ ଡିଜେଲ୍‌ ଓ ପେଟ୍ରୋଲ୍‌ ଦର ବୃଦ୍ଧି ବିରୋଧରେ ଭାରତୀୟ…
Read More...

ବାତ୍ୟା ପାଇଁ ଘୁଞ୍ଚିଲା ମାଟ୍ରିକ୍ ଖାତା ମୂଲ୍ୟାୟନ

ଭୁବନେଶ୍ୱର : ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ମାଟ୍ରିକ୍ ଖାତା ଦେଖା ଘୁଂଚାଇ ଦିଆଯାଇଛି । ଆସନ୍ତା ମଇ ୨୦ ପରିବର୍ତେ ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ସୋମବାର ଦିନ ଲୋକ ସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା…
Read More...

ହୃଦରୋଗୀଙ୍କ ପାଇଁ କରୋନା ସବୁଠୁ ପ୍ରାଣଘାତୀ: ଚେତାବନୀ ଦେଲେ ଆମେରିକୀୟ ଗବେଷକ

ୱାଶିଂଟନ : କରୋନା ଭୂତାଣୁ ଜନିତ ରୋଗ ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଏହା ହୃଦରୋଗ ଆଶଙ୍କା ବଢ଼ାଇବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି । କରୋନା ପୀଡିତଙ୍କ ଚିକିତ୍ସା ହୃଦରୋଗୀ ବ୍ୟବହାର…
Read More...

ସାମୁଦ୍ରିକ ବାତ୍ୟା ‘ଅମ୍ଫନ୍‌’ ମୁକାବିଲା ପାଇଁ ପାରାଦ୍ବୀପ ବନ୍ଦର ଟ୍ରଷ୍ଟ ପ୍ରସ୍ତୁତ : ଅଧ୍ୟକ୍ଷ

ଭୁବନେଶ୍ବର: : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ ଅମ୍ଫନ ମହାବାତ୍ୟାର ରୂପ ନେଇ ପାରାଦ୍ବୀପ ଠାରୁ ୭୩୦ କିମି. ଦୂରରେ ରହିଛି । ଗତ ୬ ଘଣ୍ଟା ହେବ…
Read More...

କରୋନା ପ୍ରଭାବିତ ପରିବାରର ଶିକ୍ଷା ଖର୍ଚ୍ଚ ବହନ କରନ୍ତୁ ସରକାର : ଏ.ଆଇ.ଏସ୍.ଏଫ

ଭୁବନେଶ୍ଵର : ମହାମାରୀ କରୋନା ଦେଶବାସୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । କରୋନା ପ୍ରଭାବରେ କାମ ଧନ୍ଧା ନପାଇ ଅନ୍ୟରାଜ୍ୟରେ ପେଟ ଚାଖଣ୍ଡେ ପାଇଁ ଦାଦନ ଖଟୁଥିବା ଶ୍ରମିକ ନିଜ ରାଜ୍ୟକୁ ଫେରିଆସୁଛି । କାମ…
Read More...

ଗାଁକୁ ଫେରିଲା ପ୍ରବାସୀ ପୁଅ; ହେଲେ ଦେଖି ପାରିଲା ନାହିଁ ମା’ର ମୁହଁ

ବ୍ରହ୍ମପୁର: କରୋନା ବଦଳାଇ ଛଡ଼େଇ ନେଇଛି ଜୀବନ, ବଦଳାଇ ଦେଇଛି ଜୀବନର ଧାରା । ମୃତ୍ୟୁ ଭୟକୁ ବଳି ପଡ଼ିଛି କରୋନା ଭୟ । ବାପା-ପୁଅ, ମା-ପୁଅ କେହି କାହାରିକୁ ଦେଖି ପାରୁନାହାନ୍ତି । ପ୍ରବାସରୁ ଫେରିଥିବା ପୁଅ ବି…
Read More...

କରୋନା ମୁକାବିଲାରେ ଡବ୍ଲ୍ୟୁଏଚଓର ଭୂମିକା ସନ୍ଦେହ ଘେରରେ : ତଦନ୍ତ ପାଇଁ ୬୨ ଦେଶକୁ ଭାରତର ସମର୍ଥନ

ନୂଆଦିଲ୍ଲୀ: ପୁରା ଦୁନିଆକୁ ନିଜ କବଳରେ ରଖିଥିବା ମହାମାରୀ କରୋନା ଭୂତାଣୁ କିପରି ମଣିଷଙ୍କୁ ବ୍ୟାପିଲା। ଏହାକୁ ରୋକିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) କି ପଦକ୍ଷେପ ନେଇଛି ଏବଂ ଏହାର ଭୂମିକା କ’ଣ…
Read More...

ଅଡ଼ୁଆରେ ଚୀନ୍: କରୋନା ପ୍ରଭାବିତ ଦେଶକୁ ଦେବ ଟୀକା- ଆର୍ଥିକ ସହାୟତା

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ନିମନ୍ତେ ନିନ୍ଦିତ ହେବା ପରେ ପ୍ରଥମ ଥର ପାଇଁ ନିରବତା ଭାଙ୍ଗିଛି ଚୀନ୍ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବୈଠକ ଅବସରରେ ସୋମବାର କରୋନା ମହାମାରୀ ସମ୍ପର୍କରେ ନିଜର ପକ୍ଷ ରଖିଛନ୍ତି…
Read More...

ରାୟଗଡା ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫.୪୬ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ବର: ରାଜ୍ୟରେ କୋଭିଡ ୧୯ର ମୁକାବିଲାରେ ସହଯୋଗ କରିବା ପାଇଁ ରାୟଗଡା ଜିଲ୍ଲା ବିଜୁ ଜନତା ଦଳର ସଦସ୍ୟମାନେ ଆଗେଇ ଆସିଛନ୍ତି। ବିଜୁ ଜନତା ଦଳର ରାୟଗଡା ଜିଲ୍ଲା ଶାଖାର ସଦସ୍ୟ ମାନେ ସମୁଦାୟ ୨୫,୪୬,୯୬୪ ଟଙ୍କା…
Read More...

କରୋନା ସଂକ୍ରମଣ: ଓଡ଼ିଶାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଚୀନ୍ ଠାରୁ ଅଧିକ

ଭୁବନେଶ୍ବର: କରୋନା ଭୂତାଣୁ ଚୀନରୁ ବାହାରି ସାରା ବିଶ୍ବକୁ ବ୍ୟାପିଛି । କୋଟିଏରୁ ଅଧିକ ଲୋକ ବସବାସ କରୁଥିବା ଉହାନ ସହରରେ ୩ ହଜାର ମୁଣ୍ଡ ଗିଳିବା ପରେ କରୋନା ବିଦେଶକୁ ଡ଼ିଆଁ ମାରିଥିଲା । ଏବେ ଉହାନ ସହ ଆଉ ଚୀନ…
Read More...

ଭୀମଭୋଇ ମେଡ଼ିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ରେ ହେବ କୋଭିଡ୍‌-୧୯ ପରୀକ୍ଷା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ରାଜ୍ୟରେ କୋଭିଡ୍‌-୧୯ ନମୁନା ପରୀକ୍ଷଣ ବୃଦ୍ଧି ପାଇଁ ଉଦ୍ୟମ ଜାରି ରହିଛି। ଏଣିକି ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡ଼ିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ରେ…
Read More...

ଚୀନ ବିରୋଧରେ ୬୨ ଦେଶର ମେଳି; ଭାରତ ଦେଲା ଚୀନକୁ ଝଟକା

ନୂଆଦିଲ୍ଲୀ: କରୋନା ଭୂତାଣୁ ସମ୍ପର୍କରେ ଚୀନର ଭୂମିକାକୁ ନେଇ ଦୀର୍ଘ ନିରବତା ପରେ ମୁହଁ ଖୋଲିଛି ଭାରତ । ସିଧାସଳଖ ନ ହେଲେ ବି ପରୋକ୍ଷରେ ଚୀନକୁ ନିଶାଣ କରି ଭାରତ ଏହି ଭୂତାଣୁ ପ୍ରାକୃତିକ ନୁହେଁ ଏବଂ ଏହାକୁ କୌଣସି…
Read More...

କ୍ରୀଡ଼ାବିତଙ୍କ ପ୍ରଶିକ୍ଷଣ ପାଇଁ ଖୋଲିଲା କଳିଙ୍ଗ ଷ୍ଟାଡିୟମ୍‌

ଭୁବନେଶ୍ଵର : କରୋନା ଲକ ଡାଉନର ଚତୁର୍ଥ ପର୍ଯ୍ୟାୟ କେନ୍ଦ୍ର ସରକାର ଲକ୍‌ଡାଉନ୍‌ରେ କିଛି କୋହଳ ଆଣିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ କ୍ରିଡାବିତ ଷ୍ଟାଡିୟମରେ ପ୍ରଶିକ୍ଷଣ ନେଇପାରିବେ ।…
Read More...

ଅମ୍ଫନ ପ୍ରସ୍ତୁତି : ଲୋକସେବା ଭବନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ପାନୀୟଜଳ ଯୋଗାଣରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର…
Read More...

ବାତ୍ୟା ଅମ୍ଫନ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ପ୍ରଭାବିତ ହେବାକୁ ଥିବା ୪ଜିଲ୍ଲା ପାଇଁ ୪ଆଇଏଏସଙ୍କୁ…

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ବର୍ତ୍ତମାନ ମହାବାତ୍ୟାର ରୂପ ନେଇସାରିଛି। ସମୁଦ୍ରରେ ଅତି ଭୟାନକ ରୂପ ଧାରଣ କରିସାରିଛି ବାତ୍ୟା ‘ଅମ୍ଫନ’ । ମହାବାତ୍ୟାର ରୂପ ଧାରଣ କରିଥିବା ବାତ୍ୟା…
Read More...

ଅମ୍ଫନ ପ୍ରସ୍ତୁତି: ୪ ଆଇଏଏସ୍ ଅଧିକାରୀଙ୍କୁ ୪ ଜିଲା ଦାୟିତ୍ବ

ଭୁବନେଶ୍ବର: ସାମୁଦ୍ରିକ ଘୂର୍ଣିଝଡ଼ ଅମ୍ପନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । ଘୂର୍ଣିଝଡ଼ ପରବର୍ତୀ ସ୍ଥିତି ପରିଚାଳନା…
Read More...

ସାରା ଦେଶ ଅନୁପାତରେ ଓଡ଼ିଶାରେ କରୋନା ମୃତ୍ୟୁ ହାର ସବୁଠୁ କମ୍

ଭୁବନେଶ୍ବର: ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି ଲକ୍ଡ଼ାଉନ ୪.୦ ଅର୍ଥାତ୍ ଲକ୍ଡ଼ାଉନର ୪ର୍ଥ ପର୍ଯ୍ୟାୟ । ଏହା ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ…
Read More...

ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ: କଟକଣା କୋହଳ ମାର୍ଗଦର୍ଶିକା ଅନୁସାରେ କରାଯିବ

ନୂଆଦିଲ୍ଲୀ: ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଅନେକ ସ୍ବାଧୀନତା ଦେଇଛନ୍ତି ।  ସଂକ୍ରମଣ ସ୍ଥିତିକୁ ଦେଖି ରାଜ୍ୟ ଜୋନ୍ ନିର୍ଦ୍ଧାରଣ କରିପାରିବେ । ଦୋକାନ କେମିତି ଖୋଲିବ ଓ ରାଜ୍ୟ ରାଜ୍ୟ…
Read More...

ରାଜ୍ୟରେ ଆଉ ୨୦ କରୋନା ରୋଗୀ ଚିହ୍ନଟ : ସମସ୍ତ ଆକ୍ରାନ୍ତ ଜଗତସିଂହପୁର ଜିଲାର

ଜଗତସିଂହପୁର : ରାଜ୍ୟରେ ଆଉ ୨୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଜଗତସିଂହପୁର ଜିଲାର ହୋଇଥିବା ନେଇ ଜଗତସିଂହପୁର ଜିଲାପାଳ ସୂଚନା ଦେଇଛନ୍ତି। ଏଥିସିହିତ ଜଗତସିଂହପୁର ଜିଲାରେ ଆକ୍ରାନ୍ତଙ୍କ…
Read More...

ଭାରତରେ ୯୬,୧୬୯ କରୋନା ଆକ୍ରାନ୍ତ ସଂଖ୍ୟା: ୨୪ ଘଣ୍ଟାରେ ୫୨୪୨ ନୂଆ ସଂକ୍ରମିତ, ୧୫୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚୀନକୁ ଅତିକ୍ରମ କରି ୧ ଲକ୍ଷ ନିକଟତର ହୋଇଛି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର୧୬୯ରେ ପହଞ୍ଚିଛି। ସେହିପରି ୩୦୨୯ ରୋଗୀଙ୍କ ମୃତ୍ୟୁ ଘଟିଛି।…
Read More...

ଟ୍ବିନ୍ ସିଟିରେ ମେ ୩୧ ଯାଏଁ ବଳବତ୍ତର ରହିବ ୧୨ ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ ଡାଉନ ଶେଷ ହେବା ପରେ ଏବେ ସମଗ୍ର ଦେଶ ତଥା ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ ହୋଇଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଲକ ଡାଉନ କୁ ବି କୋହଳ କରାଯାଇଛି । ମାତ୍ର ସନ୍ଧ୍ୟା ୭ଟାରୁ…
Read More...

ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ: ୨୦ ନୁହେଁ ୨୧ରୁ ହେବ ଖାତା ଦେଖା

ଭୁବନେଶ୍ଵର : ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ ତାରିଖ । ମେ ୨୦ ନୁହେଁ ମେ ୨୧ତାରିଖରୁ ହେବ ମୂଲ୍ୟାୟନ। ଆଜି ଲୋକ ସେବା ଭବନରେ ସକାଳ ୧୧ ଟା ୩୦ରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏସଂପର୍କରେ ବୈଠକ ବସି ଚୁଡାନ୍ତ…
Read More...

ଉଡିଗଲା ଶ୍ରୀମନ୍ଦିରର ପତିତପାବନ ବାନା

ପୁରୀ : ପୁରୀ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା । ଆଜି ଅପରାହ୍ନ ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି । କେହି କେହି ଏହାକୁ ଶୁଭ ତ ଆଉ କେହି ଅଶୁଭ…
Read More...

ରାଜ୍ୟ ପାଇଁ ଖୁସି ଖବର : ସୁସ୍ଥ ହେଲେ ୫୭ କରୋନା ଆକ୍ରାନ୍ତ, ଭୁବନେଶ୍ବର ଓ ଜଗତସିଂହପୁର କରୋନା ମୁକ୍ତ

ଭୁବନେଶ୍ଵର : ରାଜ୍ୟରେ ଆଉ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୭୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୫୭ ଆକ୍ରାନ୍ତଙ୍କ ମଧ୍ୟରେ…
Read More...

ଅଚଳ ଓ ଅବୈଧ ଫାଷ୍ଟଟ୍ୟାଗ ଥିବା ଗାଡିରୁ ଦୁଇଗୁଣା ପଥକର ଆଦାୟ କରାଯିବ

ନୂଆଦିଲ୍ଲୀ: ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଟୋଲ (ପଥକର) ଆଦାୟ ସଂକ୍ରାନ୍ତ ନିୟମର ସଂଶୋଧନ କରାଯାଇ ଏହି ମର୍ମରେ ଏକ ବିଜ୍ଞପ୍ତିଜାରି କରାଯାଇଛି । ଏହା ଫଳରେ ୨୦୦୮ର ଜାତୀୟ ରାଜମାର୍ଗ ଦେୟ (ଦେୟ…
Read More...

ଭୟଙ୍କର ଘୂର୍ଣିଝଡ଼ ରୂପ ନେଇଛି ଅମ୍ଫାନ; ସୂଚନା ଦେଲେ ପାଣିପାଗ ମହାନିର୍ଦେଶକ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଲଗାତର ଅଧିକ ଘନୀଭୂତ ହେଉଛି ଅମ୍ଫାନ; ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନରେ ପରିଣତ ହେବା ଆଶଙ୍କା; ଆଜି ସନ୍ଧ୍ୟା ୫.୩୦ ସୁଦ୍ଧା ସୁପର ସାଇକ୍ଲୋନରେ ପରିଣତ ଆଶଙ୍କା; ଭାରତୀୟ…
Read More...

ମାସ୍କ ପିନ୍ଧି ବ୍ୟାୟାମ କରନ୍ତୁ ନାହିଁ

ବର୍ତ୍ତମାନ ସମୟରେ ମାସ୍କ ପିନ୍ଧିବା ଅନ୍ୟତମ ଜରୁରୀ ଆବଶ୍ୟକତା ପାଲଟିଯାଇଛି। ଲୋକେ ମଧ୍ୟ ଏ ବାବଦରେ ସତର୍କତା ଅବଲମ୍ବନ କରୁଥିବାର ଦେଖାଯାଉଛି। ଏହି ମାସ୍କକକୁ କିନ୍ତୁ ବ୍ୟାୟାମ, ପ୍ରାତଃଭ୍ରମଣ ସମୟରେ ପିନ୍ଧନ୍ତୁ…
Read More...

ଆଜିଠୁ ଲକଡାଉ ୪.୦ – ଏହିସବୁ କାର୍ଯ୍ୟ ଉପରେ ଲାଗିବ କଟକଣା

ଆଦିଲ୍ଲୀ : କେନ୍ଦ୍ର ସରକାର ମେ ୩୧ ପର୍ଯ୍ୟନ୍ତ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କରିଛନ୍ତି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି । ସୂଚନାଯୋଗ୍ୟ, ଦେଶରେ ମାର୍ଚ୍ଚ ୨୫ରୁ ଲକଡାଉନ୍  …
Read More...

ମହୁମାଛିର କୌଶଳ : ନବନିର୍ମାଣରେ ସମର୍ପିତ ଭାବନା ଅପରିହାର୍ଯ୍ୟ

ପ୍ରେରଣାଦାୟକ ଓ ଶିକ୍ଷଣୀୟ ଅନେକ ଉଦାହରଣ/ଲଘୁକଥା ମଧ୍ୟରୁ ମହୁମାଛିର ଧୈର୍ଯ୍ୟ ଓ ତ୍ୟାଗ ସମ୍ବନ୍ଧୀୟ କାହାଣୀଟି ଏହିପରି - ଥରେ କେହି ଜଣେ ଏକ ମହୁମାଛିକୁ ପଚାରିଲେ, ‘ତୁମେ ଏତେ କଷ୍ଟ କରି ମହୁ ସଂଗ୍ରହ କରୁଛ, ଅଥଚ…
Read More...

ଚୀନ୍‌ରେ କଡ଼ାକଡ଼ି ନିୟମ

ଚୀନ୍‌ର ପ୍ରତ୍ୟେକ ପ୍ରାନ୍ତରେ ଏବେ ଅଧିକାଂଶ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବାର ଦେଖାଯାଉଛି। ନିକଟରେ ସୋସିଆଲ୍ ସାଇଟ୍‌ରେ କେତୋଟି ଫଟୋ ପ୍ରକାଶିତ ହେବା ପରେ ଖବର ଜୋର୍ ଚର୍ଚ୍ଚା ଧରିଛି। ସେଠାରେ ସଂଖ୍ୟାଧିକ…
Read More...

ଶୀଘ୍ର ଆସିବ ଫୋଲ୍‌ଡିଂ ବାଇକ୍

ଜାପାନର ଟୋକିଓ ବିଶ୍ବବିଦ୍ୟାଳୟର ଗବେଷକ ସମୂହ ନିକଟରେ ଏକ ଅତ୍ୟାଧୁନିକ ବାଇକ୍ ତିଆରି କରିଛନ୍ତି। ଏହାର ନାମ ‘ପୋଇମୋ’ ରଖାଯାଇଥିବାବେଳେ ବାଇକ୍‌‌କୁ ଫୋଲ୍‌ଡିଂ କରି ବ୍ୟାଗରେ ଭର୍ତ୍ତି କରିହେବ। ପ୍ଲାଷ୍ଟିକ୍‌‌ରେ…
Read More...

ପର୍ଯ୍ୟାୟକ୍ରମିକ ଘୋଷଣା : କେଉଁ କ୍ଷେତ୍ରକୁ କେତେ

ପ୍ରଥମପର୍ଯ୍ୟାୟ- ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଜରୁରୀ କାର୍ଯ୍ୟପୁଞ୍ଜି ୩,୦୦,୦୦୦ ଦୁର୍ବଳ ଓ ଋଣଗ୍ରସ୍ତ ଏମଏସ୍‌ଏମ୍‌ଇକୁ ଋଣ ୨୦,୦୦୦ ଏମଏସ୍‌ଏମ୍‌ଇ ପାଇଁ ଫଣ୍ଡ ଅଫ୍‌ ଫଣ୍ଡସ୍‌ ୫୦,୦୦୦ ବ୍ୟବସାୟ ଓ…
Read More...

କିମ୍‌ଙ୍କୁ ନେଇ ପୁଣି ସଂଶୟ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆରୁ ସୁପ୍ରିମ ଲିଡର କିମ୍‌ ଜଙ୍ଗ-ଉନ୍‌ଙ୍କୁ ନେଇ ପୁନର୍ବାର ସଂଶୟ ସୃଷ୍ଟି ହୋଇଛି। ରାଜଧାନୀ ପୋଙ୍ଗୟାଙ୍ଗର ପ୍ରମୁଖ ଛକ ସଙ୍ଗ୍‌ ସ୍କୋୟାରରୁ ରହସ୍ୟଜନକ ଭାବେ କିମ୍‌ଙ୍କ ବାପା କିମ୍‌ ସଙ୍ଗ୍‌…
Read More...

ଅଗ୍ନିକାଣ୍ଡରେ ୩ବଖରା ଭସ୍ମିଭୂତ

ବାଳକାଟି: ବାଳକାଟି ଫାଣ୍ଡିସ୍ଥିତ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ରାୟଗୁରୁ ବାସୁଦେଇପୁର ଲିଙ୍ଗାସାହିର ରବିବାର ବିଳମ୍ବିତ ରାତିରେ ମନୋଜକୁମାର ଭୋଇଙ୍କ ୩ବଖରା ଘର ଅଗ୍ନିକାଣ୍ଡରେ ପୋଡିଯାଇଛି। ତେବେ ପ୍ରକୃତ କାରଣ…
Read More...

ଅଲିମ୍ପିକ୍‌ସ ଘୁଞ୍ଚିବା ପରେ ଝିଲି ଓ ସ୍ନେହାଙ୍କ ପାଇଁ ସୁଯୋଗ

କଟକ : କରୋନା ମହାମାରୀ ସଂକ୍ରମଣ ପାଇଁ ପ୍ରଭାବିତ ହୋଇଛି ଅଲିମ୍ପିକ୍‌ସ। ୨୦୨୦ ଟୋକିଓ ଅଲିମ୍ପିକ୍‌ସ ସ୍ଥଗିତ ହେବା ସହିତ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ଅଲିମ୍ପିକ୍‌ସ ଏକବର୍ଷ ଘୁଞ୍ଚିବା କାହା ପାଇଁ ଆଶୀର୍ବାଦ ତ ଆଉ…
Read More...

ଆଫ୍ରିଦିଙ୍କୁ କଡ଼ା ଜବାବ ଦେଲେ ଗମ୍ଭୀର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଡ଼ା ମନ୍ତବ୍ୟ ଦେବା ପୂର୍ବତନ ପାକିସ୍ତାନ ଅଲ୍‌ରାଉଣ୍ଡର ସାହିଦ୍‌ ଆଫ୍ରିଦିଙ୍କ ପାଇଁ ମହଙ୍ଗା ପଡ଼ିଛି। ପାକିସ୍ତାନର ଏହି ପୂର୍ବତନ କ୍ରିକେଟରଙ୍କୁ ପୂର୍ବତନ…
Read More...

ଚଳିତ ବର୍ଷ କମିବ ଆମ୍ବ ଅମଳ

ଭୁବନେଶ୍ବର: ଗତବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୬୦ରୁ ୭୦ପ୍ରତିଶତ ଆମ୍ବ ଅମଳ(ଉତ୍ପାଦନ) କମ୍‌ ରହିବ। ଜାନୁଆରୀ ଏବଂ ଫେବୃଆରୀରେ ବର୍ଷା କୁଆପଥର ମାଡ଼ ଯୋଗୁଁ ଗଛରୁ ବଉଳ ଝଡି ପଡିଛି। ବର୍ଷା ମାଡ଼ରୁ ଯେତିକି…
Read More...

ଭୁଲିଗଲେଣି ଲେନ୍‌ ଡ୍ରାଇଭିଂ ; ପାଟ୍ରୋଲିଂ ଢିଲା

ଭୁବନେଶ୍ବର: ତାଲାବନ୍ଦ ସମୟରେ ‌‌ଦ୍ବୖେତନଗରୀର ଜାତୀୟ ରାଜପଥରେ ନିର୍ଦ୍ବନ୍ଦ୍ବରେ ଗଡ଼ୁଛି ଗାଡି। ସପ୍ତାହେ ହେଲାଣି ଗାଡ଼ି ଚଳାଚଳ ବଢ଼ିବା ସହ ରାଜପଥ ଚଳଚଞ୍ଚଳ ହୋଇଛି। ହେଲେ ରାତିରେ ରାଜପଥରେ ଗାଡ଼ିଗୁଡ଼ିକ ବେପରୁଆ…
Read More...

କରେନା ପ୍ରଭାବ: ଓଡ଼ିଶାର ବିଭିନ୍ନ ଜେଲ୍‌ରୁ ମୁକୁଳିଲେ ୭,୨୫୫ କଏଦୀ

ଭୁବନେଶ୍ବର: ମହାମାୀ କରୋନା ପ୍ରଭାବ ଜେଲ୍‌ ଉପରେ ପଡ଼ିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟର ବିଭିନ୍ନ ଜେଲ୍‌ କର୍ତ୍ତୃପ ପଦକ୍ଷେପ ନେଇଛନ୍ତି। ଫଳରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଜେଲ୍‌ରେ…
Read More...

ବେଙ୍ଗା ନଦୀ ପାଲଟିଛି ଦୁଃଖ; ତିନି ଗ୍ରାମର ବାସିନ୍ଦାଙ୍କ ସାହାରା ବାଉଁଶ ଚାର

କଣ୍ଡିଆହାଟ: ବେଙ୍ଗା ନଦୀ ତିନିଟି ଗ୍ରାମବାସୀଙ୍କ ପାଇଁ ଦୁଃଖ ପାଲଟିଛି । ବର୍ଷକ ବାର ମାସ ଗମନାଗମନରେ ଏହା ଅନ୍ତରାୟ ସୃଷ୍ଟି କରୁଛି । ବର୍ଷାଋତୁରେ ପୂର୍ଣ୍ଣଗର୍ଭା ବେଙ୍ଗା ନଦୀରେ ପାରଉତରା ପାଇଁ ଲୋକେ ହୁଲି ଡଙ୍ଗା…
Read More...

କରୋନା ଡ୍ୟୁଟି ବେଳେ ଟଳିପଡ଼ିଲେ ପୁଲିସ ; ୫୦ ଲକ୍ଷ କ୍ଷତିପୂରଣ ଦାବି କଲା ସଂଘ

କଟକ: ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହାସପାତାଳର ଆଶୁଚିକିତ୍ସା ବିଭାଗରେ ରବିବାର ଅପରାହ୍ଣରେ ଡ୍ୟୁଟି କରୁଥିବା ଓଏସଏପି ହାବିଲଦାର ବିଭୂତି ଭୂଷଣ ପ୍ରଧାନ(୩୩)ଙ୍କ ମୃତ୍ୟୁ ଘଟିଛି। କେଉଁ କାରଣରୁ ତାଙ୍କର…
Read More...

ସୋମବାର ରାଶିଫଳ (୧୮। ୫। ୨୦୨୦)

ମେଷ: ଯାତ୍ରା ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଧର୍ମ-କର୍ମ ସଂପାଦନ କରିପାରନ୍ତି। ପାରିବାରିକ ସୁଖ ମିଳିବ। ଖର୍ଚ୍ଚାନ୍ତ ହେବେ। ଗୃହ ପରିବେଶ ସୁଖଦାୟକ ହେବ। ଧନ ଓ ମିତ୍ରଯୁକ୍ତ ହୋଇପାରନ୍ତି। ବୃଷ: ଲାଭବାନ୍‌ ହେବେ।…
Read More...

କରୋନା, ବାତ୍ୟା ଓ ଜନଜୀବନ

ବର୍ତ୍ତମାନର କରୁଣ ପରିସ୍ଥିତିରେ ଦେଶ ତଥା ରାଜ୍ୟ କରୋନା ସହ କଡା ମୁକାବିଲା କରିଆସୁଛି। ଏହା ସଫଳତାର ସହ ହୋଇଆସୁଛି। ଅନ୍ୟ ଦେଶ ତୁଳନାରେ ଆମେ ଏବେ ଭଲ ସ୍ଥିତିରେ ଅଛୁ। ଠିକ୍‍ ଏହି ଭଳିଆ ପରିସ୍ଥିତିରେ ବାତ୍ୟା…
Read More...

ପୁଣି ପୁରୀରୁ ୪ କରୋନା ପଜିଟିଭ୍‌ ; ଦିନକରେ ମୋଟ ଆକ୍ରାନ୍ତ ୯୫

ଭୁବନେଶ୍ବର: ପୁରୀ ଜିଲାରେ ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ପୁରୀ ସହରରୁ ୨ଜଣ ଏବଂ କୋଣାର୍କ ଓ ପିପିଲିରୁ ଜଣେ ଲେଖାଏଁ ବୋଲି ଜିଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ଆକ୍ରାନ୍ତ ୩ଜଣଙ୍କ…
Read More...

ଜାକିର ନାଇକଙ୍କ ପିସ୍ ଟିଭି ଲାଇସେନ୍ସ ବ୍ରିଟେନରେ ରଦ୍ଦ; ୩ ଲକ୍ଷ ପାଉଣ୍ଡ ଜୋରିମାନା

ଲଣ୍ଡନ: ତଥାକଥିତ ଇସଲାମ ଧର୍ମ ପ୍ରଚାରକ ଜାକିର ନାଇକଙ୍କ ପିସ୍ ଟିଭିର ଲାଇସେନ୍ସକୁ ରଦ୍ଦ କରିଛନ୍ତି ବ୍ରିଟେନ୍ ସରକାର । ଏହାର ଉଭୟ ଦୁଇ ସଂସ୍କରଣ ପିସ୍ ଟିଭି ଓ ପିସ୍ ଟିଭି-ଉର୍ଦୁର ଲାଇସେନ୍ସ ରଦ୍ଦ କରାଯିବା ସହ ୩…
Read More...

କରୋନା ଅଚଳ କରିପାରେ ମାଂସପେଶୀ; ସୁସ୍ଥ ହୋଇଥିବା ରୋଗୀଙ୍କ ପାଇଁ ଚୀନ୍ ଜାରିକଲା ମାର୍ଗଦର୍ଶିକା

ବେଇଜିଂ: ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଏବେ ବିଶ୍ବବ୍ୟାପୀ କାୟା ବିସ୍ତାର କରିଚାଲିଛି। କରୋନା ସଂକ୍ରମଣରେ ଅନେକଙ୍କ ମୃତ୍ୟୁ ହେଉଥିବାବେଳେ ବହୁ ରୋଗୀ ସୁସ୍ଥ ହେଉଛନ୍ତି । ତେବେ ସୁସ୍ଥ ହେଉଥିବା ଲୋକଙ୍କ ଲଙ୍ଗ୍‌ ଓ…
Read More...

ଭାରତ ସୀମାରେ ପୁଣି ପଶିଲା ଚୀନ୍ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତ ସୀମା ମଧ୍ୟରେ ଆଜି ପଶିଛି ଚୀନା ହେଲିକପ୍ଟର । ହିମାଚଳ ପ୍ରଦେଶ ପୁଲିସ ଏ ସମ୍ପର୍କରେ ସାମରିକ ଗୁଇନ୍ଦା ସଂସ୍ଥା, ଆଇଟିବିପି ଓ ଇଣ୍ଟେଲିଜେନ୍ସ ବ୍ୟୁରୋକୁ ସୂଚନା ଦେଇଛି । ହିମାଚଳ ପ୍ରଦେଶ ପୁଲିସ…
Read More...

ପୁରୀରେ ଚାଞ୍ଚଲ୍ୟ: କରୋନା ସଂକ୍ରମିତକୁ ଗିରଫ ପରେ ଥାନାର ସବୁ କର୍ମଚାରୀ ଗଲେ ‘ସଙ୍ଗରୋଧ’

ପୁରୀ: ଜଣେ କରୋନା ସଂକ୍ରମିତକୁ ଗିରଫ କରିବା ପୁରୀ ଜିଲା କୁମ୍ଭାରପଡ଼ା ଥାନା ପୁଲିସ ପାଇଁ ମହଙ୍ଗା ପଡ଼ିଛି । ଥାନାକୁ ସାନିଟାଇଜ୍ କରାଯାଇଛି ଓ ସମସ୍ତ କର୍ମଚାରୀ ସଙ୍ଗରୋଧରେ ରହିଛନ୍ତି । କାର୍ଯ୍ୟ ତୁଲାଇବା ପାଇଁ…
Read More...

ରାଜ୍ୟ ବଢ଼ାଇଲା ଟିକସ: ପେଟ୍ରୋଲ ବଢ଼ିଲା ୩ଟଙ୍କା ୧୧ ପଇସା, ଡ଼ିଜେଲରେ ୧.୦୩ ପଇସା

ଭୁବନେଶ୍ବର: ରାଜ୍ୟ ସରକାର ପେଟ୍ରୋଲ ଓ ଡ଼ିଜେଲ ଉପରେ ବଢ଼ାଇଛନ୍ତି ଭାଟ୍ । ଫଳରେ ରାଜ୍ୟରେ ପେଟ୍ରୋଲ ୩.୧୧ ପଇସା ଡ଼ିଜେଲ ୧.୦୩ ପଇସା ମହଙ୍ଗା ହୋଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧିକୁ ବିଜେପି…
Read More...

କୋଭିଡ୍‌-୧୯ ମାର୍ଗଦର୍ଶିକା ଉଲଙ୍ଘନ: ୨୪ଘଣ୍ଟାରେ ୧୫ ମାମଲା, ୪୭ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମଇ ୧୬ରୁ ମଇ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୫ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୦ଟି ମାମଲା ଲକ୍‌…
Read More...

ବ୍ରହ୍ମପୁର ‘ଆଇଜର୍’ରେ ହେବ କୋଭିଡ୍‌-୧୯ ପରୀକ୍ଷା; ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷଣ ସଂଖ୍ୟା ୯୧,୨୨୩

ଭୁବନେଶ୍ବର: ବ୍ରହ୍ମପୁରସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଜର୍‌)ରେ କୋଭିଡ୍‌-୧୯ ପରୀକ୍ଷା ପାଇଁ ଅନୁମତି ମିଳିଛି। ‘ଆଇଜର୍‌’ରେ କୋଭିଡ୍‌-୧୯ ପରୀକ୍ଷା ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏହାଦ୍ବାରା…
Read More...

ଅତି ଭୀଷଣ ଝଡ଼ ରୂପ ନେଉଛି ‘ଅମ୍ଫାନ’: ଆସନ୍ତାକାଲିଠାରୁ ବର୍ଷା ଆଶଙ୍କା

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଇଛି । ଘଣ୍ଟାକୁ ୫ କିଲୋମିଟର ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୀଷଣ ଓ ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ…
Read More...

‘ଅମ୍ଫାନ୍‌’ ମୁକାବିଲା: ୧୧ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ୫୬୭ ବାତ୍ୟା ଆଶ୍ରୟସ୍ଥଳ ଓ ୭ହଜାର ପକ୍କା ଗୃହ ଚିହ୍ନଟ

ଭୁବନେଶ୍ବର: ‘ଅମ୍ଫନ୍‌’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ସମୟରେ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନରେ ରଖାଯାଇପାରିବ ସେଥିନେଇ ରାଜ୍ୟର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ…
Read More...

ସମଗ୍ର ବିଶ୍ବକୁ ନିକଟତର କରିପାରିଛି ଟେଲିକମ୍ୟୁନିକେସନ୍‌:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନ୍ତର୍ଜାତିକ ଟେଲିକମ୍ୟୁନିକେସନ୍‌ ଦିବସ ଅବସରରେ ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱକୁ ନିକଟତର କରିପାରିଛି…
Read More...

‘ଅମ୍ଫାନ୍‌’ ମୁକାବିଲା: ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ୧୨ଘଣ୍ଟାରେ ସ୍ୱାଭାବିକ ହେବ ବିଦ୍ୟୁତ୍‍ ସେବା

ଭୁବନେଶ୍ୱର: ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଅମ୍ଫନ’ର ମୁକାବିଲା ପାଇଁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ଭିଡିଓ କନ୍‍ଫରେନ୍‍ସିଂ ଜରିଆରେ ଆଜି…
Read More...

ଅମ୍ଫାନ ଅଟକାଇଲା ଆଇଏଏସ୍ ବଦଳି

ଭୁବନେଶ୍ବର:  ତିନି ଦିନ ତଳେ ସରକାରଙ୍କ ପକ୍ଷରୁ କରାଯାଇଥିବା ଛୋଟଧରଣର ଆଇଏଏସ୍ ଅଦଳବଦଳ ସ୍ଥଗିତ ରହିଛି । ବାତ୍ୟା ’ଅମ୍ଫାନ’କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।  ନିକୁଞ୍ଜ ବିହାରୀ ଧଳ ଓ ବିଷ୍ଣୁପଦ…
Read More...

ଶତ୍ରୁ ହେଲା ବନ୍ଧୁ: ରାଜନୀତି ପଶାପାଲିର ଧୂରନ୍ଧର ନେତାନ୍ୟହୁ ପୁଣି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲ୍ ରାଜନୀତିର ଧୂରନ୍ଧର ଖେଳାଳି ନେତାନ୍ୟହୁ ପୁଣିଥରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି । ଆଜି ତାଙ୍କ ସରକାର ଶପଥ ଗ୍ରହଣ କରିଛି । ନେତାନ୍ୟାହୁଙ୍କ ନେତୃତ୍ବରେ ଗଠିତ ନୂତନ…
Read More...

ପୁଣି ମାତିଲେଣି ମାଓବାଦୀ: ପୁଲିସ ସହ ଗୁଳିବିନିମୟ ବେଳେ ଏରିଆ କମାଣ୍ଡର ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲାରେ ଦୀର୍ଘବ୍ୟବଧାନ ପରେ ପୁଣିଥରେ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ୩ ଦିନ ତଳେ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀ ଅପହରଣ କରି ୩ ଲକ୍ଷ ଟଙ୍କା ଦାବି କରିବା ଘଟଣା ଆଲୋଡ଼ନ ସୃଷ୍ଟି…
Read More...

ଭଦ୍ରକ: ୧୦ ଲକ୍ଷ ଟଙ୍କାର ନକଲି ଜର୍ଦା ଜବତ

ଭଦ୍ରକ: ଭଦ୍ରକ ଅଞ୍ଚଳରେ ପୁଲିସ ଏକ ଭଡ଼ା ଘରେ ଚଢଉ କରି ବିପୁଳ ପରିମାଣର ନକଲି ଜର୍ଦା ଜବତ କରିଛି । ଜବତ ଜର୍ଦାର ମୂଲ୍ୟ ଅନ୍ୟୂନ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି । ପୁଲିସ ପକ୍ଷରୁ ମିଳିଥିବା…
Read More...

ଇସ୍ରାଏଲରେ ଚୀନ ରାଷ୍ଟ୍ରଦୂତଙ୍କ ସନ୍ଦେହଜନକ ମୃତ୍ୟୁ

ଜେରୁଜେଲମ: ଇସ୍ରାଏଲରେ ନିଯୁକ୍ତ ଚୀନ ରାଷ୍ଟ୍ରଦୂତ ଆଜି କିଛି ସମୟ ପୂର୍ବରୁ ସନ୍ଦେହଜନକ ଭାବରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା…
Read More...

ସମଲେଶ୍ବରୀ ମନ୍ଦିର ପରିସରରେ ଭୋଗ ଦୋକାନରେ ନିଆଁ

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିର ପରିସରରେ ଥିବା ଏକ ଭୋଗ ଦୋକାନରେ ନିଆଁ ଲାଗିଥିବା ଖବର ମିଳିଛି ।  ଲକଡାଉନ୍ ଯୋଗୁ ଦୋକାନ ବନ୍ଦ ଥିବାବେଳେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା,…
Read More...

୧୪ ଦିନ ବଢ଼ିପାରେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ

ଭୁବନେଶ୍ବର: ଆଉ ଦୁଇ ସପ୍ତାହ ଅର୍ଥାତ୍ ୧୪ ଦିନ ବଢ଼ିପାରେ ଲକ୍ଡ଼ାଉନ ଅବଧି । ଆଜି ଏ ସମ୍ପର୍କରେ କେନ୍ଦ୍ର ସରକାର ଯେ କୌଣସି ମୁହୂର୍ତ୍ତରେ ଘୋଷଣା କରିପାରନ୍ତି । ୧୪ ଦିନ ଲକ୍ଡ଼ାଉନ ଅବଧି ବଢ଼ିଲେ ଚଳିତ ମାସ ୩୧ ତାରିଖ…
Read More...

ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୨୪ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୯, ବାଲେଶ୍ଵର ୨ ଏବଂ ଯାଜପୁରରୁ ୩ ଜଣ ରହିଛନ୍ତି । ସୁସ୍ଥ ହୋଇଥିବା ଏହି ୨୪ ଜଣଙ୍କୁ ମିଶାଇ…
Read More...

ବାତ୍ୟା ପ୍ରସ୍ତୁତି : ୭ ଜିଲ୍ଲାକୁ ଗଲେ ଏନଡିଆରଏଫ ଟିମ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଏନଡିଆରଏଫର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଭାବିତ ସମ୍ଭାବନା ଥିବା ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ଯଥା ବାଲେଶ୍ୱର, କେନ୍ଦ୍ରାପଡ଼ା , ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା…
Read More...

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪, ଗଞ୍ଜାମରେ ୨ୟ ମୃତ୍ୟୁ କରୋନାଜନିତ ନୁହେଁ ବୋଲି ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ଵର : ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା । ହେଲେ ଏବେ ତ୍ରୁଟି ସୁଧାରି ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...

ଅପରେସନ ସମୁଦ୍ର ସେତୁ : ମାଲେରୁ ୫୮୮ ଭାରତୀୟଙ୍କୁ ନେଇ କୋଚିରେ ପହଞ୍ଚିଲା ଆଇଏନଏସ ଜଳଶ୍ଵ

ନୂଆଦିଲ୍ଲୀ : ଅପରେସନ ସମୁଦ୍ର ସେତୁର ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟ ନୌସେନାର ଜାହାଜ ଆଇଏନଏସ୍ ଜଳଶ୍ଵ ୫୮୮ ଭାରତୀୟଙ୍କୁ ଧରି କୋଚି ବନ୍ଦରରେ ପହଞ୍ଚିଛି । ମାଳଦ୍ବୀପର ମାଲେ ବନ୍ଦରରୁ ୫୮୮ ଭାରତୀୟଙ୍କୁ ଧରି ଶୁକ୍ରବାର…
Read More...

ଆଜି ରାଜ୍ୟରୁ ଚିହ୍ନଟ ୯୧ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର : ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ମଧ୍ୟରେ ରବିବାର ରାଜ୍ୟରୁ ଆଉ ୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୯୧ ଜଣଙ୍କ ମଧ୍ୟରେ ଭଦ୍ରକ…
Read More...

ଜାମ୍ମୁ କାଶ୍ମୀର ଡୋଡାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଜଣେ ଯବାନ ସହିଦ, ଜଣେ…

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ…
Read More...

ରାଜ୍ୟକୁ ୪୪ ଟି ପୋର୍ଟେବୁଲ ଭେଣ୍ଟିଲେଟର ଦେବ ଏସବିଆଇ ଫାଉଣ୍ଡେସନ

ଭୁବନେଶ୍ୱର : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଫାଉଣ୍ଡେସନ କର୍ମଚାରୀମାନଙ୍କ ପରିବାର ରାଜ୍ୟର କୋଭିଡ ମୁକାବିଲାରେ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । କର୍ମଚାରୀମାନେ ସେମାନଙ୍କ ପରିବାର ପକ୍ଷରୁ ସଂଗୃହୀତ ଅର୍ଥ ତଥା…
Read More...

ସମ୍ବଲପୁରରୁ ଜଣେ ପଜିଟିଭ୍ ଚିହ୍ନଟ, ରାଜ୍ୟର ୨୨ ଜିଲ୍ଲାକୁ ଛୁଇଁଲା କରୋନା

ସମ୍ବଲପୁର: ରାଜ୍ୟରେ କାୟା ବିସ୍ତାର କରିଚାଲିଛି ମହମାରୀ କରୋନ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ରବିବାର ରାଜ୍ୟରେ ଆଉ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ…
Read More...

ଅମ୍ଫାନ ଡ଼ର: ତିନି ଦିନ ଶ୍ରମିକ ସ୍ପେସାଲ ଟ୍ରେନ୍ ବାତିଲ ପାଇଁ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ଵର: ଆସୁଛି ସାମୁଦ୍ରିକ ବାତ୍ୟା ଅମ୍ଫାନ । ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ବିଶେଷକରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ ପରି ଉପକୂଳବର୍ତୀ ଜିଲାରେ ବର୍ଷା…
Read More...

ରାଜ୍ୟ​‌ରେ ଆଉ ଦୁଇ ମୁଣ୍ଡ ନେଲା ମହାମାରୀ କରୋନା

ଭୁବନେଶ୍ଵର : ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୫ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଆଜି ମୃତ୍ୟୁ ବରଣ କରିଥିବା ଦୁଇ ଜଣ ଗଞ୍ଜାମ ଜିଲାର ହୋଇଥିବା…
Read More...

ଆଉ ୯୧ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୮୨୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଜି ପୁଣି ୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Read More...

ପୂର୍ବ ଶତ୍ରୁତାରୁ ସରପଞ୍ଚଙ୍କୁ କଟୁରୀରେ ହାଣି ହତ୍ୟା

ଖଣ୍ଡପଡା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ କଟୁରୀରେ ହାଣି ହତ୍ୟା କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଢୋଲମରା ପଞ୍ଚାୟତରେ । ଏହି ପଞ୍ଚାୟତର…
Read More...

ଖୁସି ଖବର : ସୁସ୍ଥ ହେଲେ ଆଉ ୩୦ ଆକ୍ରାନ୍ତ, ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୯୬

ଭୁବନେଶ୍ଵର : ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ ଜଣ କୋରୋନା ଆକ୍ରାନ୍ତ ରୋଗୀ । ସୁସ୍ଥ ହୋଇଥିବା ୩୦ ଜଣ ରୋଗୀଙ୍କୁ ଗତକାଲି ସେମାନଙ୍କ ଘରକୁ ଡିସଚାର୍ଜ କରିଦିଆଯାଇଛି । ସୁସ୍ଥ ହୋଇଥିବା ଏହି ୩୦ ଜଣଙ୍କ ମଧ୍ୟରେ ଗଞ୍ଜାମ…
Read More...

ଘରମୁହାଁ ଶ୍ରମିକଙ୍କ କରୁଣ ପରିଣତି : ଦୁର୍ଘଟଣାରେ ୩୧ ମୃତ

ଲକ୍ଷ୍ନୌ : ଘରମୁହାଁ ପ୍ରବାସୀ ଶ୍ରମିକଙ୍କ ବିପତ୍ତି ଆଖିରେ ଲୁହ ରଖୁ ନାହିଁ। ଉତ୍ତରପ୍ରଦେଶର ଔରାୟା-କାନପୁର ରାଜପଥର ମିହାଉଲିଠାରେ ଶନିବାର ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ…
Read More...

ଦେଶରେ ସଂକ୍ରମଣ ୮୬ହଜାର ଛୁଇଁଲା

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଚୀନ୍‌କୁ ଅତିକ୍ରମ କରିବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ସରକାରୀ ଭାବେ ୮୬ହଜାର ଛୁଇଁଛି। ଶନିବାର ଏହି ସଂଖ୍ୟା ୮୫,୯୪୦ ଅତିକ୍ରମ…
Read More...

ରାଜାର ନନ୍ଦିନୀ ପ୍ୟାରୀ…….

ନିଜକୁ ସୁରକ୍ଷିତ କରିବା ବା ରଖିବାର ଭାବ କି ମାନସିକତା ନ ଥିବା ‘ଜଣ’ ବା ‘ଗଣ’, ସବୁ ସୁରକ୍ଷା ବଳୟ ସତ୍ତ୍ବେ ବି ଦୟନୀୟ, ଅସୁରକ୍ଷିତର ଆଶଙ୍କା ଜର୍ଜରିତ। ଆଗେ ବି କୁହାଯାଉଥିଲା, ‘‘ବିନା ଆଶ୍ରୟଂ ନ ବର୍ତ୍ତନ୍ତେ…
Read More...

ଗାଁ ମାଟିରେ ଅଛୁଆଁ

ସମ୍ବଲପୁର : ରାଜ୍ୟ ବାହାରୁ ଫେରିଥିବା ଶ୍ରମିକଙ୍କୁ ଗାଁ କ୍ୱାରେଣ୍ଟିନ କେନ୍ଦ୍ରରେ ରଖି ଖାଇବା ପିଇବା ବନ୍ଦୋବସ୍ତ କରାଯାଇଛି। ୨୧ ଦିନ ରହଣୀ, ମାଗଣା ଖାଦ୍ୟପେୟ ଓ ସ୍ୱାସ୍ଥ୍ୟସେବା ସୁବିଧା ସହିତ ଘରକୁ ଗଲା ବେଳେ ନଗଦ…
Read More...

ଆଜି ଘୋଷଣା ହେବ ସାନି ମାର୍ଗଦର୍ଶିକା : ଶ୍ରମିକଙ୍କ ପଦଯାତ୍ରା ପାଇଁ ଜିଲାପାଳ ଦାୟୀ

ନୂଆଦିଲ୍ଲୀ : ରବିବାର ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ଶେଷ ହେଉଥିବାବେଳେ ସୋମବାରଠାରୁ ପରବର୍ତ୍ତୀ ପର୍ଯ୍ୟାୟ କାର୍ଯ୍ୟକାରୀ ହେବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରବିବାର ଚତୁର୍ଥ…
Read More...

ଆଫ୍ରିଦି ମୋ କ୍ରିକେଟ୍‍ ଜୀବନ ନଷ୍ଟ କରିଛନ୍ତି : କାନେରିଆ

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ୍‍ ଦଳର ପୂର୍ବତନ ଲେଗ୍‍ସ୍ପିନର ଦାନିସ୍‍ କାନେରିଆ ଶନିବାର ଗୁରୁତର ଅଭିଯୋଗ କରିଛନ୍ତି ଯେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ୍‍ ଆଫ୍ରିଦି ତାଙ୍କର ପୂରା କ୍ରିକେଟ୍‍ ଜୀବନରେ…
Read More...

ପ୍ରଧାନମନ୍ତ୍ରୀ ପଦରେ ୬ବର୍ଷ ପୂରଣ କଲେ ମୋଦୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି କ୍ଷମତାରେ କ୍ରମାଗତ ୬ ବର୍ଷ ପୂରଣ କରିଛି। ଏଥିସହିତ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ମଧ୍ୟ ୬ବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି…
Read More...

କେବଳ ବାଂଲାଦେଶରେ ଆମକୁ ସମର୍ଥନ ମିଳେନି: ରୋହିତ

ମୁମ୍ବଇ : ଭାରତୀୟ କ୍ରିକେଟ ଦଳ ବିଶ୍ୱର ଯେକୌଣସି ଦେଶରେ ଖେଳିବା ବେଳେ ସେମାନଙ୍କୁ ପ୍ରବଳ ଦର୍ଶକଙ୍କ ସମର୍ଥନ ମିଳିଥାଏ। ତେବେ ପଡ଼ୋଶୀ ବାଂଲାଦେଶ ହେଉଛି ଏକମାତ୍ର ଦେଶ; ଯେଉଁଠାରେ ଭାରତକୁ ସେପରି ସମର୍ଥନ ମିଳେନାହିଁ…
Read More...

ମହାଜନି ବନ୍ଦ କରନ୍ତୁ ସରକାର : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜକୁ ପୁନର୍ବାର ତୀବ୍ର ସମାଲୋଚନା କରିଛନ୍ତି। ସରକାର ମହାଜନ ଭଳି ବ୍ୟବହାର କରୁଛନ୍ତି। ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ…
Read More...

ଟ୍ରେନ୍‌ରେ ଫେରିବାକୁ ଧୈର୍ଯ୍ୟ ନାହିଁ !

ନୂଆଦିଲ୍ଲୀ : ମଇ ୧ରୁ ଅଦ୍ୟାବଧି ରେଳବାଇ ପକ୍ଷରୁ ୧ହଜାରରୁ ଅଧିକ ଶ୍ରମିକ ସ୍ବତନ୍ତ୍ର ରେଳ ଚଳାଚଳ ସହ ୧୪ ଲକ୍ଷ ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। କେବଳ ମହାରାଷ୍ଟ୍ରରୁ ୧୦ହଜାର ବସ୍‌ରେ…
Read More...