www.samajalive.in
Saturday, December 13, 2025
21.1 C
Bhubaneswar

ପର୍ଯ୍ୟାୟକ୍ରମିକ ଘୋଷଣା : କେଉଁ କ୍ଷେତ୍ରକୁ କେତେ

ପ୍ରଥମପର୍ଯ୍ୟାୟ-
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଜରୁରୀ କାର୍ଯ୍ୟପୁଞ୍ଜି ୩,୦୦,୦୦୦
ଦୁର୍ବଳ ଓ ଋଣଗ୍ରସ୍ତ ଏମଏସ୍‌ଏମ୍‌ଇକୁ ଋଣ ୨୦,୦୦୦
ଏମଏସ୍‌ଏମ୍‌ଇ ପାଇଁ ଫଣ୍ଡ ଅଫ୍‌ ଫଣ୍ଡସ୍‌ ୫୦,୦୦୦
ବ୍ୟବସାୟ ଓ କର୍ମଜୀବୀଙ୍କୁ ଭବିଷ୍ୟନିଧି ସହାୟତା ୨,୮୦୦
ଭବିଷ୍ୟନିଧି ପାଣ୍ଠିର ଅଂଶଧନ ହ୍ରାସ ୬,୭୫୦
ଅଣବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ/ଏମ୍‌ଏଫ୍‌ଆଇଙ୍କୁ ଲିକ୍ବିଟିଡି ୩୦,୦୦୦
ଏନ୍‌ବିଏଫ୍‌ସି/ଏମ୍‌ଏଫଆଇଙ୍କୁ ଆଶିଂକ କ୍ରେଡିଟ୍‌ ଗ୍ୟାରେଣ୍ଟି ୪୫,୦୦୦
ବିଜୁଳି କମ୍ପାନୀଙ୍କୁ କ୍ଷତି ଜନିତ ପାଣ୍ଠି ସହାୟତା ୯୦,୦୦୦
ଡିଟିଏସ/ଟିସିଏସ୍‌ ଅଂଶ ହ୍ରାସ ୫୦,୦୦୦
ମୋଟ: ୫,୯୪,୫୫୦
ଦ୍ବିତୀୟ ପର୍ଯ୍ୟାୟ-
ପ୍ରବାସୀ ଶ୍ରମିକଙ୍କ ଲାଗି ୨ ମାସ ମାଗଣା ରାସନ ୩,୫୦୦
ମୁଦ୍ରା ଯୋଜନାରେ ଶିଶୁ ଋଣ ସୁଧ ରିଆତି ୧,୫୦୦
ରାସ୍ତାକଡ଼ ଦୋକାନୀଙ୍କୁ ସ୍ବତନ୍ତ୍ର ଋଣ ସୁବିଧା ୫,୦୦୦
ମଧ୍ୟମବର୍ଗ ଆୟକାରୀଙ୍କୁ ଗୃହ ନିର୍ମାଣରେ ରିଆତି ୭୦,୦୦୦
ନାବାର୍ଡ ଜରିଆରେ ଅତିରିକ୍ତ ଜରୁରୀ କାର୍ଯ୍ୟ ପୁଞ୍ଜି ୩୦,୦୦୦
କେସିସି ଜରିଆରେ ଅତିରିକ୍ତ ଋଣ ପ୍ରଦାନ ୨,୦୦,୦୦୦
ମୋଟ: ୩,୧୦,୦୦୦
ତୃତୀୟ ପର୍ଯ୍ୟାୟ-
ଲଘୁ ଖାଦ୍ୟ ଉଦ୍ୟୋଗ ୧୦,୦୦୦
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ୨୦,୦୦୦
ଟପ୍‌ ଟୁ ଟୋଟାଲ୍‌: ଅପରେସନ୍‌ ଗ୍ରୀନ୍‌ ୫୦୦
କୃଷିଭିତ୍ତିକ ଭିତ୍ତିଭୂମି ପାଣ୍ଠି ୧,୦୦,୦୦୦
ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ୧୫,୦୦୦
ଔଷଧୀୟ ବୃକ୍ଷ ଚାଷକୁ ପ୍ରୋତ୍ସାହନ ୪,୦୦୦
ମହୁଚାଷକୁ ପ୍ରୋତ୍ସାହନ ୫୦୦
ମୋଟ: ୧,୫୦,୦୦୦
ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ-
ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ୮,୧୦୦
ଅତିରିକ୍ତ ମନରେଗା ଆବଣ୍ଟନ ୪୦,୦୦୦
ମୋଟ: ୪୮,୧୦୦
ମୋଟ ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ୍
ପ୍ରଥମ ଦଫା ୫,୯୪,୫୫୦
ଦ୍ବିତୀୟ ଦଫା ୩,୧୦,୦୦୦
ତୃତୀୟ ଦଫା ୧,୫୦,୦୦୦
ଚତୁର୍ଥ ଓ ପଞ୍ଚମ ଦଫା ୪୮,୦୦୦
ମୋଟ: ୧୧,୦୨,୬୫୦
ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧,୯୨,୮୦୦
ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ୮,୦୧,୬୦୩
ମୋଟ: ୯,୯୪,୪୦୩
ସର୍ବମୋଟ: ୨୦,୯୭,୦୫୩

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories