୫ଦଫା ଦାବିରେ ଆଶା କର୍ମୀମାନଙ୍କ ନିରବ ପ୍ରତିବାଦ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ୟ୍ୟରତ ଆଶା କର୍ମୀ ମାନେ ଗୁରୁବାର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନିଜର ୫ ଦଫା ଦାବି ପାଇଁ ନିରବ ପ୍ରତିବାଦ କରିଥିଲେ। ସିଆଇଟିୟୁ ପକ୍ଷରୁ…
Read More...

ପ୍ରବାସୀଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର; ତଦନ୍ତ ନିର୍ଦେଶ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କୁ ବାଲେଶ୍ବର ଜିଲା ବାଲିଆପାଳ ବିଡ଼ିଓଙ୍କ ଦୁର୍ବ୍ୟବହାର ଘଟଣା ଭିନ୍ନ ମୋଡ଼ ନେଇଛି । ଏ ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ବାଲେଶ୍ବର ଜିଲାପାଳଙ୍କଠାରୁ ରିପୋର୍ଟ ତଲବ କରିବା ସହ ଘଟଣାର…
Read More...

କରୋନା ଲକ୍ ଡାଉନ : ୩୧ ଶ୍ରମିକଙ୍କ ବିଜୟୱାଡାରୁ ଝାରଖଣ୍ଡକୁ ସାଇକେଲରେ ଯାତ୍ରା

କଣ୍ଟାବାଞ୍ଜି : ସମଗ୍ର ଦେଶରେ କେନ୍ଦ୍ର ସରକାର ଲକ୍ ଡାଉନର ତୃତୀୟ ପର୍ଯ୍ୟାୟ କ୍ରମେ ୩ ତାରିଖରୁ ୧୭ ତାରିଖ ଯାଏଁ ଘୋଷଣା କରିବା ପରେ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଫସି ରହିଥିବା ୩୧ ଜଣ ମାଛ କମ୍ପାନୀରେ…
Read More...

ନିର୍ମଳାଙ୍କ ଋଣ ପେଡ଼ି: ଷ୍ଟ୍ରୀଟ ଭେଣ୍ଡରଙ୍କୁ ୫ହଜାର କୋଟି; ମୁଦ୍ରା ଯୋଜନାରେ ୧୫ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶର ଆର୍ଥିକ ବ୍ୟବସ୍ଥାକୁ ସ୍ବାଭାବିକ କରିବାକୁ ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜକୁ ଗତ ଦୁଇଦିନ ହେଲା ବିସ୍ତୃତ ବ୍ୟାଖ୍ୟା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି…
Read More...

ପ୍ରବାସୀଙ୍କ ପଞ୍ଜୀକରଣ: ବାଧ୍ୟତାମୂଳକ ନୁହେଁ ଆଧାର ଦାଖଲ

କଟକ: ରାଜ୍ୟରେ ପ୍ରବାସୀଙ୍କ ନିମନ୍ତେ ପଞ୍ଜୀକରଣ ଓ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ପଞ୍ଜୀକରଣ ସମୟରେ ଆଧାର କାର୍ଡ଼ ଦାଖଲକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ମାତ୍ର ଓଡ଼ିଶା ହାଇକୋର୍ଟ ଏ ସଂକ୍ରାନ୍ତ ଏକ…
Read More...

ବିଶାଖାପଟନମ – ସମ୍ବଲପୁର ସ୍ୱତନ୍ତ୍ର ପାର୍ସଲ ଏକ୍ସପ୍ରେସର ଚଳାଚଳ ସମ୍ପ୍ରସାରଣ

ସମ୍ବଲପୁର: କରୋନା ଭୂତାଣୁର ସଂକ୍ରମଣକୁ ନେଇ ଦେଶରେ ଲକ ଡାଉନ ଚାଲିଥିବା ବେଳେ ରେଳବାଇର ଯାତ୍ରୀବାହୀ ସେବା ବନ୍ଦ ରହିଛି। ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ତରଫରୁ ଅନବରତ…
Read More...

ଲକ୍‌ଡାଉନ ଉଲ୍ଲଙ୍ଘନ: ୫୩ ହଜାର ଗାଡ଼ି ଜବତ, ବନ୍ଧା ହେଲେଣି ୬୭୮୭

ଭୁବନେଶ୍ୱର: କରୋନା ଭୂତାଣୁକୁ ପ୍ରତିରୋଧ କରିବା ଲାଗି ସାରା ରାଜ୍ୟ ସମେତ ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଯେଉଁ ଜନତାଙ୍କ ପାଇଁ ଲକ୍‌ଡାଉନ କରାଯାଇଛି ସେଥିମଧ୍ୟରୁ ସାରା ଓଡ଼ିଶାର ବହୁ ଲୋକ ନିୟମ ଭାଙ୍ଗିଥିବା…
Read More...

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା କେବଳ ଋଣ ବିକ୍ରି ବିଜ୍ଞାପନ- ନିରଞ୍ଜନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରୁଥିବା ପ୍ୟାକେଜ ଉପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହା ଅତ୍ୟନ୍ତ ହତାଶ ଓ…
Read More...

ମମତାଙ୍କ ଅନୁରୋଧକୁ ରେଳ ବିଭାଗର ମଞ୍ଜୁରୀ: ୧୦୫ ଟ୍ରେନରେ ପଶ୍ଚିବବଙ୍ଗ ଫେରିବେ ପ୍ରବାସୀ

କଲକତା: ଯାବତୀୟ ରାଜନୀତି ଓ କଥା କଟାକଟି ପରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀମାନଙ୍କୁ ଫେରାଇ ଆଣିବା ନିିମନ୍ତେ ପ୍ରୟାସ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଦେଶର ବିଭିନ୍ନ ରାଜ୍ୟରୁ ୧୦୫ଟି ଟ୍ରେନ୍…
Read More...

ବାସଭୂଇଁକୁ ଫେରିଥିବା ପ୍ରବାସୀଙ୍କୁ ଯୋଗାଇ ଦିଆଯିବ ମନରେଗା କାମ

ନୂଆଦିଲ୍ଲୀ: ଲକ୍ଡ଼ାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ କଳ କାରଖାନା ବନ୍ଦ । ବିଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ । ସେଥିପାଇଁ ବହୁ ସଂଖ୍ୟାରେ ପ୍ରବାସୀ ନିଜ ରାଜ୍ୟକୁ ଫେରିଛନ୍ତି । ତେଣୁ ଦେଶର ଅର୍ଥନୀତିକୁ ପୁଣି ଥରେ…
Read More...

ପ୍ରବାସୀଙ୍କ ନିମନ୍ତେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବ୍ୟବହାରକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ: ଲକ୍ଡ଼ାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀଙ୍କ ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବ୍ୟୟ କରାଯାଇ ପାରିବ । ଏଥିଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।…
Read More...

ପ୍ରବାସୀଙ୍କୁ ମିଳିବ ମାଗଣା ରାସନ, ୨ ମାସ ପାଇଁ ଶସ୍ୟ ସହ ଡ଼ାଲି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଲକ୍ଡ଼ାଉନରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଦିଆଯିବ ସହାୟତା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏ ସମ୍ପର୍କରେ ଘୋଷଣା କରିଛନ୍ତି ।…
Read More...

ପାଦରେ ଚାଲି ଚାଲି ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ପୁଲିସର ସହାୟତା

ଭୁବନେଶ୍ବର : ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ମାନେ ଓଡ଼ିଶା ମଧ୍ୟ ଦେଇ ନିଜ ନିଜ ରାଜ୍ୟ ତଥା ପଶ୍ଚିମବଙ୍ଗ , ଝାଡଖଣ୍ଡ ଓ ବିହାରକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀ ମାନଙ୍କୁ ରାଜ୍ୟ ସୀମାର…
Read More...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା : ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର ଆଭ୍ୟନ୍ତର ଠାରୁ ଆରମ୍ଭ କରି ଦକ୍ଷିଣ ଆଭ୍ୟନ୍ତର ଅଞ୍ଚଳରେ ଥିବା ପାଖାପାଖି ୧୫ଟି ଜିଲ୍ଲାରେ ହେବ କାଳବୈଶାଖୀ। ଘୂର୍ଣ୍ଣିଝଡ଼ ହେବା ସହ ଘଡ଼ଘଡ଼ି ଏବଂ କୁଆପଥର ବର୍ଷା…
Read More...

ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥ ହେଲେଣି ମୋଟ୍ ୧୫୮ ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଉ ୧୫କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି…
Read More...

ଅର୍ଥନୀତିକୁ ଗତିଶୀଳ, ସଠିକ୍ ପରିଚାଳନା ନିମନ୍ତେ କାର୍ଯ୍ୟ କରିବ ରାଜ୍ୟ ଯୋଜନା ବୋର୍ଡ଼

ଭୁବନେଶ୍ୱର : ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ନିମନ୍ତେ  ଗୁରୁବାର  ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ…
Read More...

ରାଜକନିକା ବ୍ଲକରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ସମାଜ ପୋର୍ଟାଲ ଡେସ୍କ : ଆଜି କେନ୍ଦ୍ରାପଡା ଜିଲାରୁ ଚିହ୍ନଟ ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ରାଜକନିକା ବ୍ଲକର ଜଣେ ଆକ୍ରାନ୍ତ ରହିଛନ୍ତିି । ଏହା ରାଜକନିକା ବ୍ଲକର ପ୍ରଥମ କରୋନା ଆକ୍ରାନ୍ତ । ଚିହ୍ନଟ ହୋଇଥିବା…
Read More...

ରାସନ କାର୍ଡ ବଣ୍ଟନରେ ଅନିୟମିତତା ଅଭିଯୋଗ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଲା ସମ୍ବଲପୁର ବିଜେପି

ସମ୍ବଲପୁର :  କୋଭିଡ-୧୯ ପାଇଁ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି କୁ ନେଇ ଦେଖିବାକୁ ମିଳିଛି ଦୁଇ ପ୍ରକାର ର ଛବି । ଗୋଟିଏ ପଟେ ରୋଗ, ମୃତ୍ୟୁ, ସଂକ୍ରମଣ ଭୟ ର ନକାରାତ୍ମକ ଦୃଶ୍ୟ ତ ଅନ୍ୟ ପଟେ ମାନବସେବା,…
Read More...

ପ୍ରବାସୀ ଓଡ଼ିଆଙ୍କ ପାଇଁ ଆଜିଠୁ ‘ମୋ ବସ’ ସେବା

ଭୁବନେଶ୍ଵର : ଓଡିଶା ବହାରୁ ଆସୁଥିବା ପ୍ରବାସୀଙ୍କ ସହାୟତା ପାଇଁ ଆଜିଠୁ ଗଡିବ ମୋ ବସ । ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ଏବଂ ଭୁବନେଶ୍ଵର ରେଳ ଷ୍ଟେସନରୁ…
Read More...

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ : ୧୫ ଆହତ

ଅନୁଗୋଳ : ଅନୁଗୋଳ ଜିଲ୍ଲା ଠାକୁରଗଡ଼ ନିକଟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଉଇଙ୍ଗର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ସେଥିରେ ବସିଥିବା ୧୫ ଶ୍ରମିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଲକଡାଉନ ଯୋଗୁଁ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୮ ଶ୍ରମିକ ମୃତ, ୫୫ ଆହତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଗୁନା ନିକଟସ୍ଥ ସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୫ ଜଣ ଆହତ ହୋଇଛନ୍ତି। କଣ୍ଟେନର ସହିତ ଯାତ୍ରୀବାହୀ ବସର…
Read More...

ହଳଦୀ ଚା’ର ଉପକାରିତା

ଶୁଦ୍ଧ ହଳଦୀ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଆମ ପାଚନ ଶକ୍ତିକୁ ମଧ୍ୟ ଭଲ କରୁଥିବାର ବିଶେଷଜ୍ଞଙ୍କ ମତ। ଦୈନିକ ହଳଦୀ ଖିର କିମ୍ବା ଦଳଦୀ ଚା’ ପିଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ। • ଲୋକପ୍ରିୟ ଖାଦ୍ୟ…
Read More...

ପିଏମ୍‌ କେୟାର୍ସରୁ ଦିଆଯାଇଛି ୩୧୦୦କୋଟି

ନୂଆଦିଲ୍ଲୀ : ‘ପିଏମ୍‌ କେୟାର୍ସ’ ପାଣ୍ଠିକୁ ନେଇ ବିବାଦ ଓ ବିତର୍କ ଚାଲିଥିବାବେଳେ ଏହି ପାଣ୍ଠିରୁ ୩୧୦୦କୋଟି ଟଙ୍କା ଭେଣ୍ଟିଲେଟର କିଣା ଓ ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ବ୍ୟୟ କରାଯାଇଥିବା ସରକାର ସୂଚନା…
Read More...

ଚୀନ୍‌ରେ ନୂଆ ନିୟମ

କରୋନା ସ୍ଥିତି ପରେ ଚୀନ୍‌‌‌ରେ ବିଭିନ୍ନ ପ୍ରକାର ପଦକ୍ଷେପମାନ ନିଆଯାଇଛି। ଉଚ୍ଚ ଅଟ୍ଟାଳିକା ପାଇଁ ଚର୍ଚ୍ଚାରେ ଥିବା ଏଇ ରାଷ୍ଟ୍ରରେ ଆଗାମୀ ଦିନରେ ଏଭଳି ଅଟ୍ଟାଳିକା ତିଆରି କରାଯିବ ନାହିଁ ବୋଲି ପ୍ରକାଶ। ଖବରର…
Read More...

ଆତ୍ମନିର୍ଭରଶୀଳ ଭାରତ ପଥେ; ଲକ୍ଷ୍ୟ ମହତ୍, ପଥ ଅତ୍ୟନ୍ତ କଷ୍ଟସାଧ୍ୟ

କରୋନା ମହାମାରୀ ଦ୍ବାରା ବିପର୍ଯ୍ୟସ୍ତ ଭାରତୀୟ ଅର୍ଥନୀତିକୁ ସଜାଡ଼ି ବାଟକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣାର ଦିନକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…
Read More...

୨୦ ଲକ୍ଷ କୋଟି ଆସିବ କେଉଁଠୁ : ନିରଞ୍ଜନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଉପରେ ବହୁ ସମୟ ଦେଶବାସୀଙ୍କୁ ସମ୍ବୋଧିତ କଲେ। ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ ଏହି କଥା ୫ ମିନିଟ୍‍ରେ ସାରିଥାନ୍ତେ। ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କା…
Read More...

ଅର୍ଜୁନ ପୁରସ୍କାର ନିମନ୍ତେ ବୁମରାଙ୍କ ନାମ ସୁପାରିସ କରିପାରେ ବିସିସିଆଇ

ନୂଆଦିଲ୍ଲୀ : ସମ୍ମାନଜନକ ଅର୍ଜୁନ ପୁରସ୍କାର ନିମନ୍ତେ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରାଙ୍କ ନାମ ବିସିସିଆଇ ତରଫରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିସ କରାଯିବାର ସମ୍ଭାବନା ରହିଛି। ଅର୍ଜୁନ ପୁରସ୍କାର ନିମନ୍ତେ…
Read More...

ବଙ୍ଗୋପସାଗରରେ ଲଘୁଚାପ : ୧୬ରେ ବାତ୍ୟା ରୂପ ନେବ

ଭୁବନେଶ୍ବର : ବଙ୍ଗୋପସାଗରରେ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସହିତ ପରବର୍ତ୍ତୀ ୪୮ଘଣ୍ଟାରେ ଅର୍ଥାତ ଆସନ୍ତା ୧୬ ତାରିଖ ସୁଦ୍ଧା ସାମୁଦ୍ରିକ…
Read More...

କେନ୍ଦ୍ରର ଆର୍ଥିକ ପ୍ୟାକେଜ୍‌ ଲକ୍ଷାଧିକ ନିଯୁକ୍ତି ସୃଷ୍ଟି କରିବ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଅର୍ଥନୀତିକୁ ପୁନରୁଦ୍ଧାର କରିବା ପାଇଁ ଘୋଷଣା କରାଯାଇଥିବା ଆର୍ଥିକ ପ୍ୟାକେଜ୍‌ ଦେଶର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗ ପାଇଁ ଏକ ନୂଆ ଆଶା…
Read More...

ଅବସରପ୍ରାପ୍ତ ୨୩୯୪ ପୁଲିସ କର୍ମଚାରୀଙ୍କୁ ଠିକା ନିଯୁକ୍ତି

ଭୁବନେଶ୍ବର : କୋଭିଡ୍‌-୧୯ ଲଢ଼େଇ ପାଇଁ ଗୃହ ବିଭାଗ ପକ୍ଷରୁ ୨୩୯୪ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ପୁନର୍ବାର ଠିକା ନିଯୁକ୍ତି ଦିଆଯିବା ଲାଗି ପୁଲିସ ମହାନିର୍ଦେଶକଙ୍କୁ ଅନୁମତି ଦିଆଯାଇଛି। ରାଜ୍ୟ ପୁଲିସ…
Read More...

କୋଭିଡ୍‌ ପାଇଁ ୫୪ ଦିନରେ ମୁକୁଳିଲେଣି ୬୮୬୬ କଏଦୀ

ଭୁବନେଶ୍ବର : ଲକ୍‌ଡାଉନ୍‌ ସମୟରେ କାରାଗାରରୁ ମୁକୁଳିଲେଣିି ୬୮୬୬ କଏଦୀ। ଲକ୍‌ଡାଉନ୍‌ ସମୟରେ କୋହଳ ମନୋଭାବ ନେଇ କଏଦୀଙ୍କୁ ମୁକ୍ତ କରାଯିବା ଲାଗି ସୁପ୍ରିମକୋର୍ଟ ବିଭିନ୍ନ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।…
Read More...

ଲକଡାଉନ ପ୍ରଭାବ : ଚାକିରି ହରାଇଛନ୍ତି ୬୭% ଅନଗ୍ରସର

ନୂଆଦିଲ୍ଲୀ : ବିଶ୍ବ ମହାମାରୀର ମୁକାବିଲା ନିମନ୍ତେ ଦେଶରେ ଘୋଷିତ ୫୦ ଦିନର ଲକଡାଉନ ଦେଶବାସୀଙ୍କ ଜନଜୀବନକୁ ଖୁବ ପ୍ରଭାବିତ କରିଛି। ଏହି ସମୟ ମଧ୍ୟରେ ଦେଶର ୬୭% ଅନଗ୍ରସର ଲୋକ ନିଜର ଚାକିରି ହରାଇଛନ୍ତି। ଲୋକଙ୍କ…
Read More...

କୋଟ, ଗାଉନ ପିନ୍ଧିବେନି ବିଚାରପତି, ଓକିଲ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ବିଚାରପତି ଓ ଆଇନଜୀବୀଙ୍କ ପାଇଁ ନୂଆ ପରିଧାନ ନିୟମ ପ୍ରସ୍ତୁତ ହୋଇଛି। ସେମାନେ ପିନ୍ଧୁଥିବା ପାରମ୍ପରିକ କଳା କୋଟ୍‌ ଓ ଗାଉନ୍‌ କରୋନା ସଂକ୍ରମଣକୁ ସହଜ କରୁଥିବାରୁ ବର୍ତ୍ତମାନ…
Read More...

ଭାରତର ସମର୍ଥନ ନ ରହିଲେ ଟେଷ୍ଟ କ୍ରିକେଟ୍‍ର ମୃତ୍ୟୁ ଘଟିବ : ଚାପେଲ

ସିଡ୍‍ନୀ : ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ତଥା ତତ୍କାଳୀନ ଖ୍ୟାତନାମା ବ୍ୟାଟ୍‍ସମ୍ୟାନ୍‍ ଗ୍ରେଗ୍‍ ଚାପେଲ ଟେଷ୍ଟ କ୍ରିକେଟ୍‍ର ଭବିଷ୍ୟତକୁ ନେଇ ବେଶ୍‍ ଚିନ୍ତିତ। ଟେଷ୍ଟ କ୍ରିକେଟ୍‍ର ଅନ୍ୟତମ…
Read More...

ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରରେ ଆନ୍ତର୍ଜାତିକ ସେବିକା ଦିବସ

ଗୁରୁଡିଝାଟିଆ : ନିଃସ୍ୱାର୍ଥପର ସେବା, ତ୍ୟାଗପୂତ ଭାବନା ମଣିଷକୁ ଦେବତାରେ ପରିଣତ କରାଇଦିଏ। ଆମ ସଂସ୍କୃତିରେ ସେବାର ମୂଲ୍ୟ ଯଥେଷ୍ଟ ଅଧିକ। ଅପାଠୁଆ ସେବା ସମ୍ପନ୍ନ ମମତାମୟୀ ମା’ମାନେ ଗ୍ରାମାଞ୍ଚଳରେ ସେବା ଯୋଗାଇ…
Read More...

ଗୁରୁବାର ରାଶିଫଳ(୧୪- ୫-୨୦୨୦)

ମେଷ: କୁଳ ପ୍ରଦୀପ ହୋଇପାରନ୍ତି। ଜଣେ ସମ୍ମାନିତ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।…
Read More...

କୃଷକଙ୍କ ବିଜୁଳି ବିଲ୍‌ ଛାଡ଼ ଦାବି କଲେ ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ପତ୍ର ଲେଖି କୃଷକଙ୍କ ବିଦ୍ୟୁତ୍ ବିଲ୍‌ ୪ମାସ ପାଇଁ ଛାଡ କରିବାକୁ ଦାବି…
Read More...

ହୀରାକୁଦ ବୈଷୟିକ ତାଲିମ କେନ୍ଦ୍ରରେ ପ୍ରସ୍ତୁତ ହେଲା କରୋନା ଲଢେଇ ସାମଗ୍ରୀ

ହୀରାକୁଦ : ସମାଜ ଗଠନ ତଥା ସାମାଜିକ ଉନ୍ନତି ଦିଗରେ ଯଦି ଶିକ୍ଷାର କିଛି ବି ଭୂମିକା ନ ରହେ, ତେବେ ସେ ଶିକ୍ଷା ମୂଲ୍ୟହୀନ ବୋଲି ଅତୀତରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ମନ୍ତବ୍ୟ…
Read More...

ବୃକ୍ଷ ରୋପଣର ସୁଫଳ ମିଳିବାରେ ବାଧକ ସାଜିଛନ୍ତି ଛେଳି

ସୁଆଣ୍ଡୋ: ଗଛ ପୋତିବା ମଣିଷର ଏକ ଧର୍ମ। ରାଜ୍ୟରେ ପ୍ରତିବର୍ଷ କୋଟି କୋଟି ଗଛ ପୋତା ଯାଉଛି । ଗଛଟିଏ ପୋତି ତାକୁ ବଞ୍ଚେଇ ବଡ କରିବା ଏବେ କଷ୍ଟକର ହୋଇ ପଡ଼ିଲେଣି।  ନିଜ ପିଲାଛୁଆଙ୍କୁ  ଲାଳନ ପାଳନ କରିବା ଭଳି ବୃକ୍ଷଟି…
Read More...

କରୋନାର ଦୁଇ ବଡ଼ ଶତ୍ରୁ- ସାମାଜିକ ଦୂରତ୍ବ ଓ ମୁହଁରେ ମାସ୍କ

ନୂଆଦିଲ୍ଲୀ: କରୋନାର କୌଣସି ପ୍ରତିଷେଧକ ନାହିଁ । କରୋନାରୁ ବଞ୍ଚିବା ପାଇଁ ଔଷଧ ବାହାରିନାହିଁ । ହେଲେ କରୋନାକୁ ଦୂରେଇବା ପାଇଁ କେବଳ ସଚେତନତା ହିଁ ସବୁଠାରୁ ବଡ଼ ପ୍ରତିଷେଧକ । ଆଉ କରୋନାର ଦୁଇ ବଡ଼ ଶତ୍ରୁ ହେଲେ…
Read More...

ଖାକିରେ ଗୋଲାପୀ ଦାଗ: ସବ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କଲେ ଗଜପତି ଏସପି

ପାରଳାଖେମୁଣ୍ଡି: ଖାକିରେ ପୁଣି ଗୋଲାପୀ ଦାଗ । ପୁଲିସ ବାବୁଙ୍କ ବିରୋଧରେ ପ୍ରେମ-ପ୍ରତାରଣା ଅଭିଯୋଗ । ଏପରି ଘଟଣା ଘଟିଛି ଗଜପତି ଜିଲାରେ । ଜନୈକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶୋଷଣ କରିଥିବା  ଜଣେ ପୁଲିସ…
Read More...

୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନରେ ଚାଲିବ ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନ୍

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଆସନ୍ତା ୧୭ ତାରିଖରେ ଶେଷ ହେବ । ୧୮ ତାରିଖରୁ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ଘୋଷଣା ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ସୁରାକ ଦେଇଛନ୍ତି । କିଛି ନୂତନ…
Read More...

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଡ଼ସାହି :ମୟୁରଭଞ୍ଜ ଜିଲା ବଡ଼ସାହି ଥାନାଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତର ହରିପୁର ରାସ୍ତା ପାର୍ଶ୍ବ ଠାକୁରାଣୀ ପୀଠ ନିକଟ ଏକ ଗଛରୁ ବୁଧବାର ଜଣେ ଯୁବତୀଙ୍କ ଝୁଲନ୍ତା ମୄତଦେହ ଉଦ୍ଧାର କରାଯାଇଛି। ଆଜି ଅପରାହ୍ନରେ…
Read More...

କରୋନାକୁ ହରାଇଲେ ଯାଜପୁରର ୮୫ ବର୍ଷର ବୃଦ୍ଧା

ଭୁବନେଶ୍ବର: ରାଜ୍ୟର ଜଣେ ୮୫ ବର୍ଷୀୟ ମହିଳା କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଏହି ମହିଳା ହେଉଛନ୍ତି ସବୁଠାରୁ ବୟସ୍କ । ସମ୍‌…
Read More...

୩ ଲକ୍ଷ କୋଟି ଟଙ୍କାର ବନ୍ଧକବିହୀନ ଋଣ ବ୍ୟବସ୍ଥା ଦେଶର ଅର୍ଥନୀତିକୁ ମଜବୁତ କରିବ- ଧର୍ମେନ୍ଦ୍ର

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଏବଂ ବୁଧବାର ଦେଶବାସୀଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହାର ବିସ୍ତୁତ ବିବରଣୀ ପ୍ରଦାନ କରିବାକୁ…
Read More...

ଆଧାର କେନ୍ଦ୍ର ଖୋଲିବାକୁ ସରକାରଙ୍କ ନିର୍ଦେଶ; ଏଥର ହୋଇପାରିବ ସଂଶୋଧନ-ପଞ୍ଜିକରଣ

ଭୁବନେଶ୍ବର: କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୦ ତାରିଖରୁ ବନ୍ଦ ହୋଇ ରହିଥିବା ରାଜ୍ୟର ଆଧାର କେନ୍ଦ୍ର ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ନିୟମ ଅନୁପାଳନ କରି ଆଧାର…
Read More...

 ରାଜ୍ୟ ପାଇଁ ନିବେଶ ସୁଯୋଗ ଆଣିଛି କରୋନା; ଶ୍ରମଭିତ୍ତିକ ଶିଳ୍ପ ଉପରେ ବିଶେଷଜ୍ଞଙ୍କ ଗୁରୁତ୍ବ

ଭୁବନେଶ୍ବର : ଏକ ଶିଳ୍ପ ପ୍ରତିଷ୍ଠା ପାଇଁ କଞ୍ଚାମାଲଠାରୁ ଶ୍ରମ ପର୍ଯ୍ୟନ୍ତ ଆବଶ୍ୟକୀୟ ସମସ୍ତ ପ୍ରକାର ସୁବିଧାସୁଯୋଗ ସହିତ ଅନୁକୂଳ ପରିବେଶ ଓଡ଼ିଶାରେ ଉପଲବ୍‌ଧ । ଏଭଳି ସ୍ଥଳେ ରାଜ୍ୟ​‌ରେ ​ଶିଳ୍ପ ସଂସ୍ଥାଙ୍କ ପାଇଁ…
Read More...

ନିଷ୍ଠୁର ସ୍ବାମୀ : ପ୍ରମାଣ ନଷ୍ଟ ପାଇଁ ନିଜ ପତ୍ନୀଙ୍କୁ ହତ୍ୟା ପରେ ଜାଳିଦେଲା ସ୍ବାମୀ

ବେଲଗାଁ : ବଲାଙ୍ଗୀର ଜିଲା ସଇଁନ୍ତଲା ଥାନା ଅନ୍ତର୍ଗତ ଟିକ୍ରାପଡା ଠାରେ ମଙ୍ଗଳବାର ରାତି ଅଧରେ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ୱାମୀ ନିଜ ଧର୍ମପତ୍ନୀଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା…
Read More...

ଟ୍ରେନ୍ ଓ ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ମାର୍ଗଦର୍ଶିକା; ନିୟମ ଭାଙ୍ଗିଲେ ନିସ୍ତାର ନାହିଁ

ଭୁବନେଶ୍ବର: ଟ୍ରେନ୍ ଓ ବିମାନରେ ଫେରୁଥିବା ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ମାର୍ଗଦର୍ଶିକା । ବିଦେଶରୁ ଫେରନ୍ତୁ ବା ଦେଶ ଭିତରୁ, ଯେଉଁମାନେ ଯେମିତି ବି ଓଡ଼ିଶା ଆସନ୍ତୁ ସମସ୍ତଙ୍କ ପାଇଁ ପଞ୍ଜିକରଣ…
Read More...

ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦ୍ୟମ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ପଟିଆ ଅଞ୍ଚଳର ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦ୍ୟମ ଟ୍ରଷ୍ଟ ପକ୍ଷରୁ ବୁଧବାର ରାସନ କାର୍ଡ ନ ଥିବା ହିତାଧିକାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଫାଉଣ୍ଡେସନର ମୁଖ୍ୟ ପରିଚାଳକ…
Read More...

ରାଜ୍ୟରେ ହୋଇ ନାହିଁ ଗୋଷ୍ଠୀ ସଂକ୍ରମଣ: ଆଶ୍ବାସନା ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ରାଜ୍ୟରେ ୧୦୧ ସଂକ୍ରମିତ ଠାବ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ  ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୨ଜଣ, ବାଲେଶ୍ୱରରୁ ୩୩ଜଣ, ଯାଜପୁର ଜିଲ୍ଲାରୁ ୭ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ଜଣ ଏବଂ…
Read More...

କେନାଲରେ ବୁଡି ଦୁଇ ବର୍ଷ ଶିଶୁର ମୃତ୍ୟୁ

ବୁର୍ଲା : ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ଏକ କେନାଲରେ ବୁଡି ବୁଧବାର ଦୁଇ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ,  ଉକ୍ତ ଅଞ୍ଚଳରେ କିଛି ଯୁବକ କେନାଲ ନିକଟରେ ଖେଲୁଥିଲେ। ଏହି ସମୟରେ ସାଗର…
Read More...

ଭାରତୀୟ ସେନାରେ ଯୋଗ ଦେଇ ପାରିବେ ସାଧାରଣ ନାଗରିକ; ୩ ବର୍ଷ ପାଇଁ କରି ପାରିବେ କାର୍ଯ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ? ତେବେ ଆପଣଙ୍କ ସ୍ବପ୍ନ ଏଥର ପୂରଣ ହୋଇ ପାରିବ । ଯେ କୌଣସି ସାଧାରଣ ନାଗରିକ ୩ ବର୍ଷ ପାଇଁ ସେନା ବାହିନୀରେ କାର୍ଯ୍ୟ କରିପାରିବେ । ଏଥିନେଇ…
Read More...

କୋଭିଡ଼-୧୯ ହସ୍ପିଟାଲର ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଉତ୍ତେଜନା

ଅନୁଗୁଳ : ସାରା ରାଜ୍ୟରେ ଏବେ କୋରନା ବିସ୍ଫୋରକ ରୂପ ନେଇଛି। ଏହି ପର୍ଯ୍ୟାୟରେ ଅନୁଘଉଳ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୫ରେ ପହଞ୍ଚିଛି । ରାଜ୍ୟ ସରକାର କୋରନା ମୁକାବିଲା କରିବା ପାଇଁ ତାଳଚେର ସ୍ଥିତ ନେହେରୁ…
Read More...

କରୋନା ମୁକାବିଲା ପାଇଁ ଅନ୍‌ଲାଇନରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଜାତୀୟ ସେବା ଯୋଜନା ଏବଂ ୟୁନାଇଟେଡ ନେସନସ୍‌ ଫଣ୍ଡ ଫର ପପୁଲେସନ ଆକ୍ଟିଭିଟିର ମିଳିତ ଆନୁକୂଲ୍ୟରେ ବୁଧବାର ରାଜ୍ୟରେ ଥିବା ୩୮୯ ଏନ୍‌.ଏସ୍‌.ଏସ୍‌. କାର୍ଯ୍ୟକ୍ରମ…
Read More...

୬ ମାସର ଇପିଏଫ୍ ଜମା କରିବେ ସରକାର; ଛୋଟ କମ୍ପାନୀ-କର୍ମଚାରୀଙ୍କୁ ଫାଇଦା

ନୂଆଦିଲ୍ଲୀ: ଛୋଟ କମ୍ପାନୀ ଓ ଏହି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଆଜି ଘୋଷଣା କରିଛନ୍ତି । ୧୦୦ରୁ କମ୍ କର୍ମଚାରୀ କାମ…
Read More...

ଘୃଣା ନୁହେଁ ଭଲପାଇବା ହିଁ କରୋନା ବିରୋଧରେ ଅସଲ ଲଢେଇ

ବେଲପଡ଼ା: କରୋନା ସଂକ୍ରମଣ ଯୋଗୁଁ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ଘୃଣା କରିବାର ସ୍ୱାଭାବିକ ହୋଇପଡିଛି। ହେଲେ ଏକ ଗ୍ରାମାଞ୍ଚଳର ଲୋକ ମାନେ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକ ମାନଙ୍କୁ ଫୁଳତୋଡା ଦେଇ ଗାଁକୁ…
Read More...

ଛୋଟ ଶିଳ୍ପ ପାଇଁ ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ କୋଟି ଟଙ୍କା ଋଣ ; ୧୨ ମାସ ପର୍ଯ୍ୟନ୍ତ ଦେବାକୁ ପଡ଼ିବ ନାହିଁ ମୂଳଧନ

ନୂଆଦିଲ୍ଲୀ: କରୋନା ସଙ୍କଟରେ ବାଧାପ୍ରାପ୍ତ ହୋଇଛି ଦେଶର ଆର୍ଥିକ ଗତି । ସ୍ତିମିତ ହୋଇଛି ଦେଶର ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପର ଭବିଷ୍ୟତ । ଏହି କ୍ଷେତ୍ରକୁ ଅଧିକ ସଶକ୍ତ କରିବା ନିମନ୍ତେ କେନ୍ଦ୍ର ସରକାର ଆରମ୍ଭ…
Read More...

ଅର୍ଜୁନ ପୁରସ୍କାର ପାଇଁ ଏଆଇଏଫଏଫ ପକ୍ଷରୁ ସନ୍ଦେଶ ଝିଙ୍ଗନ ଓ ବାଲା ଦେବୀଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ : ଅର୍ଜୁନ ପୁରସ୍କାର ପାଇଁ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଜାତୀୟ ଦଳର ସେଣ୍ଟର ଡିଫେଣ୍ଡର ସନ୍ଦେଶ ଝିଙ୍ଗନ ଏବଂ ମହିଳା ଦଳର ଷ୍ଟ୍ରାଇକର ଏନ ବାଲା ଦେବୀଙ୍କ ନାମ ସୁପାରିଶ କରିଛନ୍ତି। କ୍ରୀଡା…
Read More...

କୋଭିଡ-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଭୁବନେଶ୍ବର : ବିଶ୍ବ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାଜ୍ୟ ସରକାରୀ କଲେଜର ଜଣେ ଅବସର ପ୍ରାପ୍ତ ରସାୟନ ଶାସ୍ତ୍ର ପ୍ରାଧ୍ୟାପକ ତଥା ଉଚ୍ଚ ଶିକ୍ଷା ବିଭାଗର…
Read More...

ଭାଲିଆଡାଳ ଗ୍ରାମବାସୀ ପାଇଁ ପାନୀୟ ଜଳ ସ୍ବପ୍ନ ; କେହି ଶୁଣୁ ନାହାନ୍ତି ଗୁହାରୀ

ଠାକୁରମୁଣ୍ଡା: ସରକାର ଗ୍ରାମରେ ଶୁଦ୍ଧ ପାନୀୟ ପାଇପ୍ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କେଉଁ ପଞ୍ଚାୟତରେ ପାନୀୟ ପାଇପ୍ ଜଳ ସୁପରିଚାଳନା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ତ କେଉଁ…
Read More...

କରୋନା ଲକ ଡାଉନ: ବିଶାଖାପାଟଣାରୁ-  ଛତିଶଗଡ ସାଇକେଲରେ ଯାତ୍ରା

ରେଢ଼ାଖୋଲ: ସମଗ୍ର ଦେଶକୁ କେନ୍ଦ୍ର ସରକାର ତାଲାବନ୍ଦ ଘୋଷଣା କରିବା ପରେ ବାହାର ରାଜ୍ୟରେ ଫସିରହିଥିବା ଶ୍ରମିକ ମାନେ ଏବେ ଘର ବାହୁଡା ଆରମ୍ଭ କରିଦେଇଛନ୍ତି। ଯଦିଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ…
Read More...

ଏମକେସିଜିରେ ଯାଆଁଳା ଶିଶୁ ଜନ୍ମଦେଲେ କରୋନା ସଂକ୍ରମିତ ମହିଳା

ବ୍ରହ୍ମପୁର: ଏମକେସିଜି ବଡ଼ମେଡିକାଲରେ ଆଜି ସକାଳୁ ସିତଲାପଲ୍ଲୀ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗଞ୍ଜାମ ଜିଲ୍ଲାର ଜଣେ ୩୨ ବର୍ଷୀୟ ମହିଳା ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ଏକ ପୁତ୍ର ଓ…
Read More...

ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭ କରୋନା ଆକ୍ରାନ୍ତ । ବୁଧବାର ରାଜ୍ୟର ବିଭିନ୍ନ ଜିଲାରୁ ମୋଟ୍ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ…
Read More...

ଘରକୁ ଫେରି ନପାରି ହରିୟାଣାରେ ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ

ଭୁବନେଶ୍ଵର : କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଛନ୍ତି । ପୁଣି ଆଉ କିଏ…
Read More...

ମିଶନ ସାଗର : ଖାଦ୍ୟ ସାମଗ୍ରୀ ନେଇ ମାଳଦୀପରେ ପହଞ୍ଚିଲା ‘ଆଇଏନଏସ କେସରୀ’

ନୂଆଦିଲ୍ଲୀ : ଭାରତୀୟ ନୌସେନାର ଜାହାଜ ଆଇଏନଏସ କେସରୀ ‘ମିସନ ସାଗର’ ଅଭିଯାନର ଏକ ଅଂଶ ସ୍ୱରୂପ ମାଳଦୀପର ମାଲେ ବନ୍ଦରରେ ପହଞ୍ଚିଛି । ଆଇଏନଏସ କେସରୀ ମାଳଦୀପର ଜନତାଙ୍କ ପାଇଁ ୫୮୦ ଟନ୍ ଖାଦ୍ୟ ସାମଗ୍ରୀ ନେଇକରି ଯାଇଛି…
Read More...

ଗ୍ରୀନ ଜୋନରେ ଚାଲିବ ସରକାରୀ ବସ୍‌, ଯାତ୍ରୀଙ୍କଠାରୁ ନିଆଯିବ ଦୁଇ ଗୁଣା ଭଡା

ଭୁବନେଶ୍ଵର : ରାଜ୍ୟର ସମସ୍ତ ଗ୍ରୀନ୍ ଜୋନରେ ଚାଲିବ ସରକାରୀ ବସ୍ । ଯାତ୍ରୀମାନଙ୍କୁ ଏଥି ପାଇଁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ହେବ ।  ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗ୍ରୀନ୍‌…
Read More...

ଆଜି ଚିହ୍ନଟ ହୋଇଥିବା ୧୦୧ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ଵର : ଆଜି ଚିହ୍ନଟ ହୋଇଥିବା ୧୦୧ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ସେମାନଙ୍କ ମଧ୍ୟରୁ ୯୦ଜଣ କ୍ୱାରେଣ୍ଟିନରେ ଥିଲେ ଓ ୮ଜଣ କଣ୍ଟେନମେଣ୍ଟ ଅଞ୍ଚଳର ଓ ଅନ୍ୟ ଅଞ୍ଚଳରୁ ୩ଆକ୍ରାନ୍ତ ଚିହ୍ନଟ ହୋଇଥିବା…
Read More...

ସରକାରୀ କର୍ମଚାରୀଙ୍କ ପାଇଁ କଟକରୁ ଭୁବନେଶ୍ଵର ମଧ୍ୟରେ ଗଡିଲା ବସ୍

ଭୁବନେଶ୍ଵର : କଟକ ରୁ ଭୁବନେଶ୍ଵରକୁ ଗଡିଲା ସରକାରୀ ବସ୍ । ଆଜି ୨୦ ଜଣ ସରକାରୀ କର୍ମଚାରୀଙ୍କୁ ନେଇ ଗୋଟିଏ ବସ କଟକରୁ ଭୁବନେଶ୍ଵର ଯାତ୍ରା କରିଛି । ବସଟି ସିଡିଏ ସେକ୍ଟର-୯ ଛକରୁ ବାହାରି ସତୀଚୌରା, ବାଦାମବାଡ଼ି ଦେଇ…
Read More...

ରାଜମହଲ ଓ ଏଜି ଛକ ରାସ୍ତା କଡରୁ ଉଠିଲେ ଫଳ ବ୍ୟବସାୟୀ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରର ରାଜମହଲ ଛକରୁ ଏଜି ଛକ ମଧ୍ୟରେ ରାସ୍ତା କଡରେ ବସୁଥିବା ଫଳ ଦୋକାନ ଆଉ ରାସ୍ତା ଉପରେ କିମ୍ବା ହାଟରେ ବସିବେନି । ଫଳ ବ୍ୟବସାୟୀମାନେ ପରିବା ବ୍ୟବସାୟୀଙ୍କ ଭଳି ୟୁନିଟ-୧ ବାଳକ…
Read More...

ଆଉ ୧୦୧ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୫୪୦ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Read More...

ହିତକାରୀ ଅଦା

ପୋଷକତତ୍ତ୍ବ ଭରପୂର ଅଦା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ସହାୟକ ହୋଇଥାଏ। ଅଦାରେ ଥିବା କେରଟିସଲ୍ ତତ୍ତ୍ବ ଶରୀରର ଚର୍ବି କମ୍ କରୁଥିବାର ବିଶେଷଜ୍ଞଙ୍କ ମତ। - ଦୈନିକ ସକାଳର ଆରମ୍ଭ ଆପଣ ଅଦା ମିଶ୍ରିତ…
Read More...

ଗାଁକୁ ତଡ଼ିଦେଉଛି ସହର !

କୋରାପୁଟ (ଜିତେନ୍ଦ୍ର କୁମାର ମିଶ୍ର) : ଦିନେ ପେଟ ଚିନ୍ତାରେ ଭିଟାମାଟି ଛାଡ଼ିଥିଲେ, ଆଜି ପ୍ରାଣ ବିକଳରେ ଫେରୁଛନ୍ତି। ଅଭାବ ଅନଟନ ଓ ଅର୍ଥ ରୋଜଗାର ଚିନ୍ତା ଭିଟାମାଟିର ମୋହ ଛଡ଼ାଇ ନେଇଥିଲା ସିନା; ଆଜି କିନ୍ତୁ ପ୍ରାଣ…
Read More...

ବକେୟା ବୋଝ : ଅର୍ଥନୀତିଜ୍ଞଙ୍କୁ ସରକାର ବିଶ୍ବାସକୁ ନିଅନ୍ତୁ

ସ୍ୱାସ୍ଥ୍ୟନୀତି ପାଇଁ ଅର୍ଥନୀତିକୁ ଆଉ ବେଶି ବଳିଦାନ ଦିଆଯାଇପାରିବ ନାହିଁ। ଯଦି ଅର୍ଥନୀତିର ଚକକୁ ଅଧିକ ସମୟ ଧରି ବନ୍ଦ ରଖାଯାଏ ତେବେ ହୁଏତ ଜୀବିକାର ମୂଲ୍ୟ ଜୀବନ ଉପରେ ଭାରି ପଡ଼ିପାରେ। ତେଣୁ ଯଥାଶୀଘ୍ର ସମ୍ଭବ ଅତି…
Read More...

ଆଜିଠାରୁ ଗଡ଼ିବ ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ଆଜିଠାରୁ ଦୈନିକ ଯାତ୍ରା ଆରମ୍ଭ କରିବ। ବୁଧବାର ସକାଳ ୧୦ଟା ସମୟରେ ଏହି ଟ୍ରେନ୍ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ…
Read More...

ପରିବେଶ ପାଇଁ କରୋନା ସାଜିଛି ବରଦାନ : ଭୁବନେଶ୍ବର ସମେତ ୫ ପ୍ରମୁଖ ସହର ନିର୍ମଳ

ଭୁବନେଶ୍ବର : କରୋନା ମହାମାରୀ ମାନବସମାଜ ପାଇଁ ମହାକାଳ ସାଜିଥିବା ବେଳେ ପରିବେଶ ପାଇଁ ଏକ ପ୍ରକାର ବରଦାନ ସାଜିଛି। ବିଗତ କିଛିବର୍ଷ ଭିତରେ ରାଜ୍ୟର ଭୁବନେଶ୍ବର ଭଳି ଅନ୍ୟାନ୍ୟ ପ୍ରମୁଖ ସହରରେ ପରିବେଶରେ ଯେଉଁ…
Read More...

କରୋନା ନିରୋଧୀ ଔଷଧ ପ୍ରସ୍ତୁତ ଅସମ୍ଭବ: ବୋରିସ ଜନସନ୍‌

ଇଂଲଣ୍ଡ : କୋଭିଡ-୧୯ ରୋଗ ଉପଶମ କରିବା ଭଳି ଔଷଧ ପ୍ରସ୍ତୁତ ଲାଗି ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗିପାରେ। ଏପରିକି ଏହି ଔଷଧ ଆଦୌ ପ୍ରସ୍ତୁତ କରିବା ସମ୍ଭବ ହୋଇ ନ ପାରେ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌…
Read More...

ଆଫଗାନିସ୍ତାନରେ ବିସ୍ଫୋରଣ; ୧୯ମୃତ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲ​ରେ ଆତ୍ମଘାତୀ ବିସ୍ଫୋରଣ ଓ ଗୁଳିଚାଳନାରେ ୧୯ଜଣ ପ୍ରାଣ ହରାଇଛନ୍ତି। କାବୁଲର ପଶ୍ଚିମାଞ୍ଚଳରେ ସ୍ବେଚ୍ଛାସେବୀ ସଂଗଠନ ‘ଡକ୍ଟର୍ସ ଉଇଦାଉଟ୍‌ ବର୍ଡର୍ସ’ ଦ୍ବାରା ପରିଚାଳିତ…
Read More...

କରୋନାକୁ ହରାଇଲେ ୧୧୩ ବର୍ଷର ମହିଳା

ନୂଆଦିଲ୍ଲୀ : ସ୍ପେନର ଜଣେ ୧୧୩ବର୍ଷର ମହିଳା କରୋନା ଲଢେଇରେ ବିଜୟୀ ହୋଇଛନ୍ତି। କରୋନା ଲଢେଇରେ ବିଜୟୀ ହେବାରେ ଏହି ମହିଳା ଜଣଙ୍କ ସବୁଠାରୁ ବୟସ୍କ। ମାରିଆ ବ୍ରାନୟାସ ନାମକ ଏହି ମହିଳା ଜଣଙ୍କ ଗତ ଏପ୍ରିଲରେ କରୋନା…
Read More...

ପ୍ରଭାବିତ ହେଲା ପର୍ଯ୍ୟଟନ

ବିଶ୍ବର ଅଗ୍ରଣୀ ରାଷ୍ଟ୍ରର ଆର୍ଥିକ ସ୍ଥିତି ଦୋହଲିଯାଇଛି କହିଲେ ଚଳେ। କରୋନା ଭାଇରସ୍‌‌ର ଆତଙ୍କରେ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ହେବା ସହ ତତ୍‌କ୍ଷଣାତ୍ ବିମାନ ସେବା ଓ ରେଳସେବାକୁ ମଧ୍ୟ ସ୍ଥଗିତ ରଖାଗଲା। ବର୍ତ୍ତମାନ…
Read More...

ବିଦେଶୀଙ୍କ ବିନା ଆଇପିଏଲ୍‍ ମୁସ୍ତାକ୍‍ ଅଲୀ ଟୁର୍ଣ୍ଣାମେଣ୍ଟ ପରି ଲାଗିବ : ସିଏସକେ

ଚେନ୍ନଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ର ଫ୍ରାଞ୍ଚାଇଜ୍‌ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସକେ) ବିଦେଶୀଙ୍କ ବିନା ଆଇପିଏଲ୍‍ ଖେଳାଯିବା ପ୍ରସ୍ତାବକୁ ଖାରଜ କରିଦେଇଛି। କେବଳ ଭାରତୀୟଙ୍କୁ ନେଇ ଆଇପିଏଲ୍‍ ଆୟୋଜନ କରିବାର…
Read More...

ଭୁବନେଶ୍ବରରୁ ମଣିପୁର ଗଲେ ୩୮ ପ୍ରବାସୀ

ଭୁବନେଶ୍ୱର : ଓଡିଶାରେ ଲକ୍ ଡାଉନ୍ ଯୋଗୁଁ ନିଜ ରାଜ୍ୟକୁ ଫେରି ପାରୁ ନଥିବା କାର୍ଯ୍ୟରତ ୩୮ ଜଣ ପ୍ରବାସୀ ମଣିପୁର ଯାଇଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ରାକେଶ ରଞ୍ଜନଙ୍କ ଅନୁରୋଧ କ୍ରମେ ଓଡିଶା…
Read More...

ଓଡ଼ିଶା ପ୍ରଫେସନାଲ ସୋସିଆଲ ୱାର୍କରସ୍ ଆସୋସିଏସନ୍(ଓପସା) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ଭୁବନେଶ୍ଵର : ଓଡ଼ିଶା ପ୍ରଫେସନାଲ ସୋସିଆଲ ୱାର୍କରସ୍ ଆସୋସିଏସନ୍(ଓପସା) କୋଭିଡ଼୍-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୧୦୦ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଆସୋସିଏସନ୍ ତରଫରୁ ଏହି ଚେକକୁ…
Read More...

ଆଜିଠୁ ୧୬୦ ରଥନିର୍ମାଣ ସେବକଙ୍କ କୋଭିଡ ପରୀକ୍ଷା

ପୁରୀ : ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା ସମ୍ପର୍କରେ ଦଇତାପତିଙ୍କ ସହ ମଙ୍ଗଳବାର ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀଜୀଉଙ୍କ ଅନବସର ନୀତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ସାମାଜିକ ଦୂରତ୍ବ କଟକଣା ସହ…
Read More...

ବାତିଲ ହେଲେ ବିପୁଳ କ୍ଷତି

ନୂଆଦିଲ୍ଲୀ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଯଦି ବାତିଲ ହୁଏ ତେବେ ପାଖାପାଖି ୫୦ କୋଟି ଡଲାର କ୍ଷତି ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିସିସିଆଇ…
Read More...

୭୦ହଜାର ଟପିଲା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ହଜାର ଅତିକ୍ରମ କରିଛି। ମଙ୍ଗଳବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୭୦,୭୫୬ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୨୨୯୩ ହୋଇଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୨,୪୫୪ ଜଣ…
Read More...

ବୁଧବାର ରାଶିଫଳ(୧୩-୦୫-୨୦୨୦)

ମେଷ: କର୍ମକ୍ଷେତ୍ରରେ ସିଦ୍ଧିପ୍ରାପ୍ତ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ…
Read More...

କୋହଲି ହେଉଛନ୍ତି କ୍ରିକେଟ୍‍ର ଫେଡେରର : ଡି’ଭିଲିଅର୍ସ

ଚେନ୍ନଇ : ବିରାଟ କୋହଲି ଓ ଏବି ଡି’ଭିଲିଅର୍ସ କ୍ରିକେଟ୍‍ ଦୁନିଆର ଦୁଇ ସମ୍ମାନଜନକ ନାମ। କୋହଲି ଏବେ ୩ଟିଯାକ ଫର୍ମାଟ୍‍ରେ ଭାରତୀୟ କ୍ରିକେଟ୍‍ ଦଳର ନେତୃତ୍ୱ ନେଉଥିବା ବେଳେ ଡି’ଭିଲିଅର୍ସ ଆନ୍ତର୍ଜାତିକ କ୍ରିକେଟ୍‍ରୁ…
Read More...

କରୋନା ମୁକାବିଲା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସଶକ୍ତ କରିବାକୁ ପଡ଼ିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ-୧୯ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ…
Read More...

ମାଲକାନଗିରିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ବର: ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଓ ତାଙ୍କୁ ବଳାତ୍କାର କରାଯାଇଥିବା ନେଇ ସ୍ବାମୀଙ୍କ ଅଭିଯୋଗ ପରେ ଜୋର ଧରିଛି ରାଜନୀତି । ସମ୍ପୃକ୍ତ ମହିଳାଙ୍କ…
Read More...

ମସ୍‌ଜିଦ ଓ ମଦ୍ରାସାରେ ହେଉ କ୍ବାରେଣ୍ଟାଇନ୍‌ ସେଣ୍ଟର

କୋଲକାତା : ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ପଶ୍ଚିମବଙ୍ଗରେ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଅଧିକରୁ ଅଧିକ କ୍ବାରେଣ୍ଟାଇନ୍‌ ସେଣ୍ଟରର ଆବଶ୍ୟକତା ପଡୁଛି। ଏଥିପାଇଁ ମସ୍‌ଜିଦ୍‌ ଓ ମଦ୍ରାସାରେ…
Read More...

କରୋନା ପରିଚାଳନା: ୫ ଜିଲା ପାଇଁ ୧୫ ବରିଷ୍ଠ ଓଏଏସଙ୍କୁ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟରେ କ୍ରମବର୍ଧିଷ୍ଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ଜିଲା ପାଇଁ ୧୫ ବରିଷ୍ଠ ଓଏଏସ୍ ଅଧିକାରୀ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏହି ଅଧିକାରୀମାନେ ୫ଟି ଜିଲାରେ କରୋନା ସଂକ୍ରାନ୍ତ ସମସ୍ତ…
Read More...

ସିବିଏସ୍‌ଇ ଭଳି ମାଟ୍ରିକ୍‌ ପରୀକ୍ଷା ଖାତା ଘରେ ଦେଖିବାକୁ ଅନୁମତି ମିଳୁ- ଓଷ୍ଟା

ଭୁବନେଶ୍ୱର: ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଖାତା ଘରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦେଖିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସରକାର ମଧ୍ୟ ତାହା ପାଳନ କରିବା ଦରକାର। ସିବିଏସ୍‌ଇ ଖାତା ଦେଖା…
Read More...

ଦିନକୁ ଏକ ଲକ୍ଷ କୋଭିଡ୍‌-୧୯ ପରୀକ୍ଷା କରିବ ଭାରତ

ଭୁବନେଶ୍ୱର: ଭାରତରେ ଦିନକୁ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ତେବେ ଦେଶରେ ମେ’ ୩୧ ସୁଦ୍ଧା ଦିନକୁ ଏକ ଲକ୍ଷ…
Read More...

ଓଡ଼ିଶା କ୍ୟାଡ଼ର ଆଇଏଏସ୍ ମନୋଜ ଆହୁଜା ସିବିଏସ୍ଇ ଅଧ୍ୟକ୍ଷ

ନୂଆଦିଲ୍ଲୀ:  ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ(ସିବିଏସ୍ଇ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ସେ ମସୌରୀସ୍ଥିତ  ଲାଲ…
Read More...

ଏଥର ହେବ ନାହିଁ ସ୍ବତନ୍ତ୍ର ଓଜେଇଇ; ଜେଇଇ ମେନ୍‌ କ୍ବାଲିଫାଇଙ୍କୁ ମିଳିବ ଅଗ୍ରାଧିକାର

ଭୁବନେଶ୍ୱର: ଚଳିତ ବର୍ଷ ଦ୍ୱିତୀୟ ବା ସ୍ବତନ୍ତ୍ର ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା(ଓଜେଇଇ) ୨୦୨୦ ହେବ ନାହିଁ। କୋଭିଡ୍‌୧୯କୁ ଦୃଷ୍ଟିରେ ଓଜେଇଇ ପକ୍ଷରୁ ଏବର୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥର ବିଟେକ୍‌…
Read More...

ଯୁବତୀ ଅପହରଣ ଉଦ୍ୟମ; ଅପହର୍ତ୍ତାକୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକ

ଢ଼େଙ୍କାନାଳ: ଜଣେ ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ଜନୈକ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଅପହରଣ କରିବାକୁ ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକ ତାକୁ ଧରି ନିସ୍ତୁକ ପିଟିବା ଯୋଗୁଁ ଯୁବକର ଜୀବନ ଯାଇଛି । ଘଟଣାଟି ଘଟିଛି…
Read More...

ବେଆଇନ କରତ କଳ ଉପରେ ଚଢ଼ାଉ : କାଠ ଓ ଯନ୍ତ୍ରପାତି ଜବତ

ସମ୍ବଲପୁର: ବନ ଓ ଭିଜିଲାନ୍ସ ବିଭାଗର ମିଳିତ ଚଢ଼ାଉରେ ସମ୍ବଲପୁର ଠାରେ ଚାଲିଥିବା ଏକ ବେଆଇନ କରତ କଳରୁ ଲକ୍ଷାଧିକ ଟଙ୍କାର କାଠ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ ହୋଇଛି। ବିଭାଗ ତରଫରୁ ଜାରି ସୂଚନାନୁଯାୟୀ ମଙ୍ଗଳବାର…
Read More...

ସଙ୍ଗରୋଧ କେନ୍ଦ୍ରରେ ପୁତ୍ର ସନ୍ତାନ ଜନ୍ମ ଦେଲେ ପ୍ରବାସୀ ମହିଳା; ମା-ଛୁଆ ସୁସ୍ଥ

ବ୍ରହ୍ମପୁର: ଗଞ୍ଜାମ ଜିଲାର ବେଗୁନିଆପଡ଼ା ବ୍ଲକ ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀ ମହିଳା ଏକ ପୁଅକୁ ଜନ୍ମ ଦେଇଛନ୍ତି । ପ୍ରସବ ସ୍ବାଭାବିକ ହୋଇଛି ଏବଂ ମା-ଛୁଆ ସୁସ୍ଥ ଅଛନ୍ତି । ନବଜାତ ଶିଶୁ ଓ…
Read More...

‘ଆତ୍ମନିର୍ଭର ଭାରତ ଅଭିଯାନ’ ଲାଗି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶକୁ ଆତ୍ମନିର୍ଭର କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି ଏକ ନୂଆ ଯୋଜନା ‘ଆତ୍ମନିର୍ଭର ଭାରତ ଅଭିଯାନ’ । ଏହି ଯୋଜନାରେ ଭାରତର ସମସ୍ତ କ୍ଷେତ୍ରକୁ ଆତ୍ମନିର୍ଭରଶୀଳ…
Read More...