www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରବାସୀ ଓଡ଼ିଆଙ୍କ ପାଇଁ ଆଜିଠୁ ‘ମୋ ବସ’ ସେବା

ଭୁବନେଶ୍ଵର : ଓଡିଶା ବହାରୁ ଆସୁଥିବା ପ୍ରବାସୀଙ୍କ ସହାୟତା ପାଇଁ ଆଜିଠୁ ଗଡିବ ମୋ ବସ । ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ଏବଂ ଭୁବନେଶ୍ଵର ରେଳ ଷ୍ଟେସନରୁ ମୋ ବସ ସେବା ଆରମ୍ଭ କରାଯାଇଛି । ଭୁବନେଶ୍ୱର ସମେତ କଟକ ଓ ଖୋର୍ଦ୍ଧା ସହରର ଯାତ୍ରୀଙ୍କ ଯାତାୟାତକୁ ନଜରରେ ରଖି ନିର୍ଦ୍ଧିଷ୍ଟ କେତେକ ରୁଟ୍‌ରେ ଏହି ବସ୍‌ ଗଡିବ। ପ୍ରଥମ ପର୍ଯ୍ୟାୟରେ ମୋଟ ୪ଟି ବସ୍‌ ଚାଲିବ। ୨ଟି ବିମାନବନ୍ଦରରେ ୨ଟି ରେଳ ଷ୍ଟେସନରେ ରହିବ। ବସ୍‌ ଭିତରେ ସାମାଜିକ ଦୂରତା ସହ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବିମାନ ଓ ଟ୍ରେନ୍‌ରେ ଆସୁଥିବା ଭୁବନେଶ୍ଵର ,ଖୋର୍ଦ୍ଧା ଓ କଟକର ଯାତ୍ରୀଙ୍କ ଯାତାୟତକୁ ନଜରରେ ରଖି ମୋ ବସ୍‌ ସେବା ଆରମ୍ଭ କରାଯାଇଛି । ମୋ ବସରେ ସାମଜିକ ଦୂରତ୍ଵ ପାଳନ କରିବା ସହ ମାସ୍କ ପିନ୍ଧି ଯାତ୍ରା କରିପାରିବେ ।  ପ୍ରତିଦିନ ବସ ଗୁଡିକୁ ବିଶୋଧନ ଯିବ ବୋଲି ଜଣାପଡିଛି ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories