www.samajalive.in
Tuesday, December 9, 2025
26.1 C
Bhubaneswar

୨୦ ଲକ୍ଷ କୋଟି ଆସିବ କେଉଁଠୁ : ନିରଞ୍ଜନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଉପରେ ବହୁ ସମୟ ଦେଶବାସୀଙ୍କୁ ସମ୍ବୋଧିତ କଲେ। ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ ଏହି କଥା ୫ ମିନିଟ୍‍ରେ ସାରିଥାନ୍ତେ। ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କା ବଜେଟ୍‍ରୁ କାଟିକରି ଦେବେ କିମ୍ବା ଅନ୍ୟ କେଉଁଠୁ ଆଣିବେ ତାହା ସ୍ପଷ୍ଟ କରିବା ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ପ୍ରବାସୀ ଶ୍ରମିକଙ୍କୁ ରେଳ ଟିକଟ୍‍ ଦିଆଯାଇପାରିଲାନି। ଶ୍ରମିକମାନେ ନ ଆସିପାରି ଆତ୍ମହତ୍ୟା କଲେଣି। ଏହା କେବଳ ପ୍ରଚାର ସର୍ବସ୍ୱ ପ୍ରବଚନ ଛଡା ଅନ୍ୟକିଛି ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଯଦି ବିଦେଶୀ ଜିନିଷକୁ ବନ୍ଦ କରିବେ ତେବେ ଦେଶର ଲୋକେ ଆମ ଜିନିଷ ବ୍ୟବହାର କରିବେ। କେବଳ କେନ୍ଦ୍ର ସରକାର ନିଜର ଦୁର୍ବଳତା ଲୁଚାଇବାକୁ ପ୍ରଚାର ଦୃଷ୍ଟିରୁ ଏହା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories