www.samajalive.in
Wednesday, December 10, 2025
15.1 C
Bhubaneswar

ଚିଲିକାରେ ଜାନୁଆରୀ ୨୦ରେ ଇରାଓ୍ବାଡ଼ି ଡ଼ଲଫିନ ଗଣନା

ଡେସ୍କ: ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ଆସନ୍ତା (ଜାନୁଆରୀ) ୨୦ ତାରିଖରେ ଇରାଓ୍ବାଡ଼ି ଡ଼ଲଫିନ ଗଣନା କରାଯିବ। ଏଥ ନିମନ୍ତେ ଜାନୁଆରୀ ୧୯ରେ ବାଲୁଗାଁ ଏବଂ ସାତପଡ଼ା ଠାରେ ଦୁଇଟି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ଏଥରେ ପ୍ରାୟତଃ ୧୪୫ ଜଣ ବିଭାଗୀୟ କର୍ମଚାରୀ, ସେଛାସେବୀ ଏବଂ ଅଣସରକାରୀ ସଂସ୍ଥା ୧୮ ଗୋଟି ଦଳରେ ବିଭକ୍ତ ହୋଇ ସମଗ୍ର ଚିଲିକାରେ ଦୃଶ୍ୟମାନ ହେଉଥିବା ଇରାଓ୍ବାଡ଼ି ଡ଼ଲଫିନ ମାନଙ୍କ ଗଣନା କରିବେ। ଏଥିରେ ସହଯୋଗ କରିବା ନିମନ୍ତେ ସ୍ଥାନୀୟ ମତ୍ସ୍ୟଜୀବି ଓ ଡ଼ଙ୍ଗାଚାଳକ ସଙ୍ଘ ପ୍ରଭୃତିଙ୍କୁ ଅନୁରୋଧ କରାଯାଇଛି।

ଚଳିତ ଥର ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ଚିଲିକା ବନଖଣ୍ଡ ତରଫରୁ ୨୧ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ଗଠନ କରାଯାଇ ୪୮ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରତି ଶିବିରରେ ଜଣେ ବନପାଳ / ଜଣେ ବନରକ୍ଷୀଙ୍କୁ ନିଯୋଜିତ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories