ବିଶ୍ୱ ମହାମାରୀର ଆହ୍ୱାନ ସମୟରେ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ – ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ସମୟରେ ଆମେରିକାରେ ବସବାସ କରୁଥିବା ଅନେକ ପ୍ରତିଷ୍ଠିତ ଓଡିଆ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଦୀର୍ଘ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ବିଶ୍ୱ…
Read More...

ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଲେ ମୁଖ୍ୟମନ୍ତ୍ରୀ ଓ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବଜରଙ୍ଗ ଦଳର ପୂର୍ବତନ ରାଷ୍ଟ୍ରୀୟ ସଂଯୋଜକ ସୁବାସ ଚୌହାନ ରବିବାର ଭୋରରୁ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲେ। ଭୁବନେଶ୍ୱରର ଏକ…
Read More...

ପାଣିପାଗ ବିଭାଗ ଜାରିକଲା ସତର୍କ ସୂଚନା: ୧୩ ଜିଲାକୁ ବର୍ଷା ସହ ବଜ୍ରପାତ ଓ କୁଆପଥର ମାଡ଼

ଭୁବନେଶ୍ବର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୩ଟି ଜିଲାରେ ବଜ୍ରପାତ ଓ କୁଆପଥର ମାଡ଼ ଆଶଙ୍କା ନେଇ ରବିବାର ଆଞ୍ଚଳିକ ପାଣିପାଗ ବିଭାଗ  ସତର୍କ ସୂଚନା ଜାରି କରିଛି। ଏହି ଜିଲାଗୁଡ଼ିକ ହେଲେ ଭଦ୍ରକ, ବାଲେଶ୍ୱର, ଯାଜପୁର,…
Read More...

ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତଙ୍କର ହେଲା ସ୍ବାସ୍ଥ୍ୟ ପରୀକ୍ଷା

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ତିନି ରଥ ନିର୍ମାଣ ଲାଗି ସେବାୟତମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ସେବକମାନଙ୍କ ଭିତରେ ମହାରଣା, କମାର, ରୂପକାର ଓ ଭୋଇ ସେବକ ଅନ୍ତର୍ଭୁକ୍ତ।…
Read More...

ଆଉ ୧୦ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୩୬୨ ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଚିହ୍ନଟ ହୋଇଥିବା ୧୦ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ…
Read More...

ଖୋର୍ଦ୍ଧା ରୋଡ ଷ୍ଟେସନ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରବିବାର ଦିନ ଗୋଟାଏରୁ ସୋମବାର ସକାଳ ୭ଯାଏଁ କର୍ଫ୍ୟୁ

ଭୁବନେଶ୍ଵର : ଅହମ୍ମଦାବାଦରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ୨ଟି ଟ୍ରେନ୍‌ ଆଜି ଖୋର୍ଦ୍ଧା ରୋଡରେ ଆସି ପହଞ୍ଚିବ । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ…
Read More...

ଗଞ୍ଜାମରେ କରୋନା ସଂକ୍ରମଣର ସ୍ଥିତି ଅନୁଧ୍ୟାନ କଲେ ପୁଲିସ ଡିଜି ଅଭୟ

ଭୁବନେଶ୍ଵର : ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି ଓଡିଶା ପୋଲିସ ଡିଜି ଅଭୟ । ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ସେଠାକୁ ଯାଇ ଲକ୍‌ଡାଉନ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ…
Read More...

ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ୍ ଚିହ୍ନଟ

ମୁମ୍ବଇ : ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ୫ ଜଣ ଏୟାର ଇଣ୍ଡିଆ ପାଇଲଟ ଲକ୍‌ଡାଉନ୍ ଆରମ୍ଭ ସମୟରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ…
Read More...

ଅପରେସନ ସମୁଦ୍ର ସେତୁ : ମାଳଦ୍ୱୀପରୁ ୬୯୮ ପବାସୀଙ୍କୁ ନେଇ କୋଚି ବନ୍ଦରରେ ପହଞ୍ଚିଲା ଆଇଏନଏସ୍ ଜଲଶ୍ଵା

ନୂଆଦିଲ୍ଲୀ : କରୋନା ଭାଇରସ କାରଣରୁ ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଘରକୁ ଫେରାଇ ଅଣାଯାଉଛି ।  କରୋନା ଭାଇରସ ପାଇଁ ବିଦେଶରେ ଫଶି ରହିଥିବା ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କୁ ଫେରାଇ ଆଣିବାକୁ…
Read More...

ଏକାଥରେ ୧୩ ପଜିଟିଭ – ଅନୁଗୁଳରେ ରେଡ଼ ଜୋନ୍ ଭଳି କଟକଣା

ଅନୁଗୁଳ : ଆଜି ସକାଳେ ରାଜ୍ୟରୁ ଚିହ୍ନଟ ହୋଇଥିବା ୫୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତକାଲି କୌଣସି ଆକ୍ରାନ୍ତ ନଥିବା ଅନୁଗୁଳ ଜିଲାରୁ ଏକାଥରେ ୧୩ ପଜିଟିଭ୍…
Read More...

ଗଞ୍ଜାମରେ କରୋନାର ସ୍ଥିତି ଅନୁଧ୍ୟାନ କରିବାପାଇଁ ଗଞ୍ଜାମ ଗସ୍ତରେ ୭ ଜଣିଆ ସ୍ବତନ୍ତ୍ର ଟିମ୍

ଭୁବନେଶ୍ଵର : ଗଞ୍ଜାମ ଜିଲାରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବିଗତ ୮ ଦିନ ମଧ୍ୟରେ ୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଜଣେ ବ୍ୟକ୍ତି ଜୀବନ ହରାଇଛନ୍ତି । ଏବେ ଜିଲାରେ…
Read More...

ଆଜି ଚିହ୍ନଟ ୫୮ ଜଣଙ୍କ ମଧ୍ୟରେ ୪୧ ସୁରତ ଫେରନ୍ତା, ୧୦ ପଶ୍ଚିମବଙ୍ଗ ଓ ୫ କର୍ଣ୍ଣାଟକ ଫେରନ୍ତା

ଭୁବନେଶ୍ଵର : ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫୮ ଆକ୍ରାନ୍ତ ଓ ମୃତକଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଆଜି ଚିହ୍ନଟ ୫୮ ଜଣଙ୍କ ମଧ୍ୟରୁ ୫୭ ଜଣ ବାହାର ରାଜ୍ୟ ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ…
Read More...

ଆମ୍ବ ଟ୍ରକ ଓଲଟି ୫ ପ୍ରବାସୀ ଶ୍ରମିକ ମୃତ, ୧୧ ଆହତ

ଭୋପାଳ : ମଧ୍ୟପ୍ରଦେଶର ନରସିଂହପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଶ୍ରମିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଶନିବାର…
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହ୍ବାନଙ୍କ ପରଲୋକ

ଭୁବନେଶ୍ଵର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୁବାସ ଚୌହ୍ୱାନଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି ।…
Read More...

ଆଉ ୫୮ ଜଣ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୩୫୨ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଉ ୫୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି । ଆଜି ଦିନକରେ ରାଜ୍ୟରେ ସର୍ବାଧିକ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା…
Read More...

ଆଉ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ୩ରେ ପହଞ୍ଚିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଜି କରୋନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର। ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ରାଜ୍ୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।…
Read More...

ଭୟଭୀତ ହୁଅନ୍ତୁ ନାହିଁ, ସତର୍କ ରୁହନ୍ତୁ : ୫ଟି ସଚିବ

ଭୁବନେଶ୍ୱର : ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି। ସଂଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ ସରପଞ୍ଚମାନଙ୍କ ସହିତ…
Read More...

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଚିନ୍ତା : ବସିଲା ସର୍ବଦଳୀୟ ବୈଠକ

ସୁନ୍ଦରଗଡ଼ : ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଗୁଜରାଟ, ମୁମ୍ବଇ, ତାମିଲନାଡୁ, ଗୋଆ ସମେତ ଅନ୍ୟାନ୍ୟ ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନର ସୁଅ ଛୁଟିଥିବା ବେଳେ କେତେକ ଜିଲାରେ ଏହାକୁ ନେଇ…
Read More...

ନାବାଳକର ଅସ୍ବାଭାବିକ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମ ପାତୁ ସାହିର ରୟା ମୁଣ୍ଡା (୧୬) ନାମକ ଜଣେ ନାବାଳକର ଶନିବାର ସକାଳୁ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ନାବାଳକ ରୟା କାମରୁ ଆସି ଖାଇ…
Read More...

ସରକାରୀ ଅର୍ଥ ହଡ଼ପର ନଗ୍ନ ଚିତ୍ର, ଭୁସୁଡ଼ିଲା କ୍ବାରେଣ୍ଟାଇନ୍ ସେଣ୍ଟରରେ ନିର୍ମିତ ପାଇଖାନା

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି । ଏହାରି ମଧ୍ୟରେ ଲକ୍ ଡାଉନରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣି…
Read More...

ଟିଟିଲାଗଡ଼ ସହରରେ ୧୭ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ବର : ଟିଟିଲାଗଡ଼ ସହରରେ ଆସନ୍ତାକାଲି(ରବିବାର) ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ଟିଟିଲାଗଡ଼ ଉପଜିଲାପାଳ ସୁଧାକର ନାୟକ ଏଠାରେ ୧୭ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି। କର୍ଫ୍ୟୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଖୋର୍ଦ୍ଧା ଜିଲାପାଳଙ୍କ ଏକ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‍-୧୯ ମୁକାବିଲାପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ କର୍ମଚାରୀଙ୍କୁ ଗୋଟିଏ ଦିନର ଦରମା ସାଙ୍ଗକୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି, ଟ୍ରଷ୍ଟ, ସମବାୟ ସଂସ୍ଥା, ଉଦ୍ୟୋଗ, ବେସରକାରୀ…
Read More...

ଆତଙ୍କବାଦୀଙ୍କ ଶିବିରରେ ଆତଙ୍କ: ରିୟାଜୁ ମୃତ୍ୟୁ ପରେ ମୁଜାହିଦ୍ଦିନ ମୁଖ୍ୟ ସୟଦ ବିବ୍ରତ

ନୂଆଦିଲ୍ଲୀ: ଗତ କିଛିଦିନ ମଧ୍ୟରେ ଜଣକ ପରେ ଜଣେ କୁଖ୍ୟାତ ଆତଙ୍କବାଦୀ ଓ ପର୍ଦା ପଛ​‌ରେ ରହି ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ହିଜବୁଲ ମୁଜାହିଦିନ ବ୍ୟସ୍ତବିବ୍ରତ ହୋଇ ପଡ଼ିଛି ।…
Read More...

ରେଳଧାରଣାରେ ନ ଚାଲିବାକୁ ପୂର୍ବତଟ ରେଲୱେର ନିର୍ଦେଶାନାମା ଜାରି

ଭୁବନେଶ୍ୱର: ଶୁକ୍ରବାର ମହାରାଷ୍ଟ୍ରର ଔରାଙ୍ଗାବାଦରେ ୧୬ଜଣ ଶ୍ରମିକ ରେଳଧାରଣାରେ ମୃତ୍ୟୁ ଘଟଣାକୁ ପୂର୍ବତଟ ରେଲ୍‌ୱେ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛି। ରେଳଧାରଣାରେ ନ ଚାଲିବା ପାଇଁ ଆଜି ପୂର୍ବତଟ ରେଳପଥ ପକ୍ଷରୁ ନୂଆ…
Read More...

ସମସ୍ତ ପ୍ରବାସୀ ଫେରନ୍ତାକୁ ପଞ୍ଚାୟତ କ୍ୱାରେଣ୍ଟାଇନରେ ରଖିବାକୁ ଦାବି

ଖପ୍ରାଖୋଲ: ଦାଦନ ପ୍ରବଣ ବଲାଙ୍ଗୀର ଜିଲାର ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ଏବେ ପ୍ରବାସୀଙ୍କ ଫେରନ୍ତା ସୁଅ ଲାଗି ରହିଛି। ବ୍ଲକରୁ ପ୍ରାୟ ୧୪ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ଫେରିବା ଆଶା କରାଯାଉଥିବାବେଳେ ପ୍ରାୟ ୯…
Read More...

ଦକ୍ଷିଣ-ପୂର୍ବ ଏସୀୟ ଦେଶର ଓଡିଆଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ; ଭାରତର ବିକାଶ ପାଇଁ ଶୃଜନଶୀଳ…

ଭୁବନେଶ୍ୱର: ପୂର୍ବକାଳରେ ଓଡିଆ ଲୋକମାନେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡିକରେ ବେପାର ବଣିଜ କରି ବଡ ନାଁ କରିଥିଲେ। ବର୍ତ୍ତମାନ ଘଡିସନ୍ଧି ମୁହୂର୍ତରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ମାନଙ୍କରେ ରହୁଥିବା ସଫଳ ଓଡିଆମାନେ…
Read More...

ତାମିଲନାଡୁରେ ପ୍ରବାସୀ ଓଡ଼ିଆ: ଦରମା ଓ ଖାଇବାକୁ ମାଗିବାରୁ ମାଡ଼ ମାରି ଲହୁଲୁହାଣ, ଯୁବତୀମାନଙ୍କୁ ବଳାତ୍କାର ଧମକ

ଭୁବନେଶ୍ବର : ତାମିଲନାଡୁରେ ପ୍ରବାସୀ ଓଡ଼ିଆ। ରାଜ୍ୟରୁ କାମଧନ୍ଦା ଅନ୍ବେଷଣରେ ତାମିଲନାଡୁ ଯାଇଥିଲେ ଓ ସେଠାକାର ତିରୁପୁର ଆହିଲି ଆପ୍ରୋସେଟ୍‌ କମ୍ପାନୀରେ ନିଯୁକ୍ତି ପାଇଥିଲେ। କରୋନା ଭୂତାଣୁ ସଂକ୍ରମଣକୁ ଆଶଙ୍କା…
Read More...

ଛାତ୍ର କଂଗ୍ରେସର ରକ୍ତଦାନ ଶିବିର

ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କଂଗ୍ରେସଭବନରେ ଶନିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଆଜିର ଏହି କୋରନା ମହାମାରୀ ସମୟରେ ସାଧାରଣ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ଜରୁରୀ ହୋଇପଡିଛି…
Read More...

ଗାଡ଼ିରୁ ତେଲ ସରିଲେ ଦେବାକୁ ପଡ଼େ ଜୋରିମାନା

ସମାଜ ପୋର୍ଟାଲ ଡେସ୍କ : ବିଶ୍ଵର ପ୍ରାୟ ଅଧିକାଂଶ ଦେଶରେ କିଛି ନା କିଛି ରହସ୍ୟ ରହିଥାଏ। ସେମିତି, ଆଜି ଆମେ ଆପଣଙ୍କୁ ଏଭଳି ଏକ ଦେଶ ବିଷୟରେ କହିବୁ ଯାହା ବେଶ୍ ପରିଚିତ ସତ ମାତ୍ର ସେହି ଦେଶର କିଛି ଗୁପ୍ତ କଥା ରହିଛି…
Read More...

୨୪ ଘଣ୍ଟାରେ ଦିଲ୍ଲୀ ମେଟ୍ରୋରେ ୧୦ ସିଆଇଏସଏଫ୍ ଯବାନ୍ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ମେଟ୍ରୋର ସୁରକ୍ଷା କ୍ଷେତ୍ରରେ ନିୟୋଜିତ ହୋଇଥିବା ଆଉ ୧୦ ଜଣ ସିଆଇଏସ୍ଏଫ୍ ଯବାନ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ସହ ମେଟ୍ରୋରେ ନିୟୋଜିତ ସଂକ୍ରମିତ ସିଆଇଏସଏଫ୍…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ଓଡ଼ଆ ସିନେ ତାରକା ଅର୍ଦ୍ଧେନ୍ଦୁ

ଭୁବନେଶ୍ବର : ଓଡ଼ିଆ ସିନେ ତାରକା ଅଦ୍ଧେନ୍ଦୁ ସୁନ୍ଦର ସାହୁ ଶନିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ…
Read More...

କୋଭିଡ଼-୧୯ : ୪ ହଜାର ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇଲେ ସଚିନ୍

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କୋଭିଡ -୧୯ ମହାମାରୀ ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ୪ ହଜାର ଗରିବ ଅସହାୟ ଲୋକଙ୍କୁ ସହାୟତାର ହାତ…
Read More...

ନୟାଗଡ଼ରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ନୟାଗଡ଼ର ଜିଲାର ହୋଇଥିବା ବେଳେ ସେ ନିକଟରେ ସୁରତରୁ ଫେରିଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି…
Read More...

ରାଜ୍ୟ ପାଇଁ ଖୁସି ଖବର : ସୁସ୍ଥ ହେଲେ ୫ କରୋନା ରୋଗୀ

ଭୁବନେଶ୍ବର : ରାଜ୍ୟରେ ଶନିବାର ୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଅଥିବା ଆକ୍ରାନ୍ତାଙ୍କ ମଧ୍ୟରୁ ୪ଜଣ ବାଲେଶ୍ବର ଜିଲାର ହୋଇଥିବା ବେଳେ ଜଣେ ଯାଜପୁର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ଜଣଙ୍କ ଗଞ୍ଜାମ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ ମୋଟ କରୋନା…
Read More...

ଆସନ୍ତାକାଲି ପହଞ୍ଚିବେ ପ୍ରବାସୀ ଶ୍ରମିକ : ଟିଟିଲାଗଡ଼ ରେଳ ଷ୍ଟେସନରେ ବ୍ୟାପକ ପ୍ରସ୍ତୁତି

ଟିଟିଲାଗଡଡ: ବଲାଙ୍ଗୀର ଜିଲା ଟିଟିଲାଗଡ ରେଳ ଷ୍ଟେସନରେ ରାଜ୍ୟ ବାହାରରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେମନେ ଟ୍ରେନରୁ ଓହ୍ଲାଇବା ପରେ ବିଭିନ୍ନ ଜିଲାକୁ…
Read More...

“ଏମଆଇ-୧୦-୫ଜି”ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଜିଓମି କମ୍ପାନୀର ଏକ ନୂତନ ସ୍ମାର୍ଟଫୋନ ଏମଆଇ-୧୦-୫ଜି  (Mi 10 5G)  ଶନିବାର ଭାରତୀୟ ବଜାରରେ ପ୍ରବେଶ କରିଛି। ଉପଭୋକ୍ତାମାନଙ୍କ ପାଇଁ  ଏହି ସ୍ମାର୍ଟଫୋନରେ ଦମଦାର ପ୍ରୋସେସର ସହ ୧୦୮ ମେଗାପିକ୍ସେଲର…
Read More...

ଅପରେସନ ସମୁଦ୍ର ସେତୁ : ମାଳଦ୍ୱୀପରୁ ୬୯୮ ପବାସୀଙ୍କୁ ନେଇ ଭାରତ ଅଭିମୁଖେ ଆଇଏନଏସ୍ ଜଲଶ୍ଵା

ନୂଆଦିଲ୍ଲୀ : କରୋନା ଭାଇରସ କାରଣରୁ ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଘରକୁ ଫେରାଇ ଅଣାଯାଉଛି ।  କରୋନା ଭାଇରସ ପାଇଁ ବିଦେଶରେ ଫଶି ରହିଥିବା ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କୁ ଫେରାଇ ଆଣିବାକୁ…
Read More...

ମେ ୨୦ରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ

ଭୁବନେଶ୍ଵର : ମେ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆଜି ମାଟ୍ରିକ୍ ଖାତା ଦେଖାନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ…
Read More...

ସେବାୟତଙ୍କ ପରିବାରର ହେବ କରୋନା ଟେଷ୍ଟ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଦ୍ୱିତୀୟ ଦିନ । ରଥ ନିର୍ମାଣ କାମକୁ ତ୍ୱରାନ୍ଵିତ କରିବା ପାଇଁ ଲାଗି ପଡ଼ିଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ ସେବକ ଓ ରୂପକାର ସେବକ । ରଥଖଳାକୁ ସଂପୂର୍ଣ୍ଣ…
Read More...

ଭୁବନେଶ୍ଵର – ପୁରୀ ଜାତୀୟ ରାଜପଥରେ ଦୁର୍ଘଟଣା, ଜଣେ ମୃତ

ପିପିଲି : ଭୁବନେଶ୍ଵର - ପୁରୀ ଜାତୀୟ ରାଜପଥ ଗୁଡିଆପୋଖରୀ ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ଜଣଙ୍କକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ…
Read More...

ଉଜୁଡ଼ି ଯାଇଛି ବେଉସା ; ମୁଣ୍ଡରେ ମୁଣ୍ଡେଇ ଗାଁ ଗାଁରେ ଝାଡୁ ବିକୁଛନ୍ତି ମହିଳା

ସୁଆଣ୍ଡୋ : କରୋନା ମହାମାରୀ ଯୋଗୁ ବିଶ୍ୱ ଆଜି ସ୍ତବ୍ଧ । ସବୁଆଡେ ଆତଙ୍କର ବାତାବରଣ । ସଂକ୍ରମଣ କୁ ନିୟନ୍ତ୍ରଣ କରିବା ପାଇଁ ପଚାଶ ଦିନ ହେଲାଣି ଦେଶ ତମାମ ଲକ ଡାଉନ । ଏହାରି ଭିତରେ କେତେକ ନିଜର କୌଳିକ ବୃତ୍ତିରେ…
Read More...

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୭ ପଜିଟିଭଙ୍କ ମଧ୍ୟରେ ୧୬ ଜଣ ସୁରତ ଫେରନ୍ତା

ଭୁବନେଶ୍ଵର : ଆଜି ସକାଳେ ରାଜ୍ୟରେ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ଜଣ ସୁରତ ଫେରନ୍ତା । ସୁରତରୁ ଫେରିଥିବା ୧୬ଜଣ ଯାକ ପୁରୁଷ ବୋଲି ସୂଚନା ଦେଇଛି…
Read More...

ପାଟଣାଗଡ ସୁକତେଲ ପୋଲ ଭୁଶୁଡି ୨ ମୃତ ଘଟଣା : ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନ ସସପେଣ୍ଡ୍

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆ-ମୁଦଲସର ସୁକତେଲ ପୋଲ ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର…
Read More...

ଶିକ୍ଷା କ୍ଷେତ୍ରରେ କରୋନା ମାଡ; କ୍ୟାରିଅରକୁ ​ନେଇ ଚିନ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ବର: କରୋନା ଯୋଗୁ ଦେଶର ଶିକ୍ଷା କ୍ଷେତ୍ର ପ୍ରଭାବିତ ହୋଇଛି । ସ୍କୁଲ କଲେଜ ପରୀକ୍ଷାଠାରୁ ଆରମ୍ଭ କରି ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡିକର କାର୍ଯ୍ୟସୂଚୀ ନେଇ ସମ୍ପ୍ରତି ଅନିଶ୍ଚିତତା ଦେଖାଦେଇଛି…
Read More...

କରୋନା ଯୋଗୁଁ  ଶୂନ ପ୍ରତିଶତକୁ ଖସିବ ଭାରତର ଅଭିବୃଦ୍ଧି: ମୁଡ଼ିସ

ମୁମ୍ବଇ:  ସଂକ୍ରମଣ ମାମଲା ଏବେ ବାଣିଜ୍ୟିକ ରାଜଧାନୀ ମୁମ୍ବଇ ଏବଂ ରାଜଧାନୀ ଦିଲ୍ଲୀ ସମେତ ଦେଶର ୭ ଜନବହୁଳ ରାଜ୍ୟ​‌ରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ୨୦୨୦-୨୧ ଆର୍ଥିକବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ…
Read More...

ପ୍ୟାକେଜିଂ ମ୍ୟାଟେରିଆଲର ଅଭାବ:  ଅତ୍ୟାବଶ୍ୟକ ସାମଗ୍ରୀର ଖୁଚୁରା ଦର ବୃଦ୍ଧି

ଭୁବନେଶ୍ବର :କରୋନା ଯୋଗୁ ପ୍ରଭାବିତ ହୋଇଛି ପ୍ରାୟ ସମସ୍ତ କ୍ଷେତ୍ର। ଏଭଳି ସମୟରେ ବଜାରରେ ଧୀରେ ଧୀରେ ବିସ୍କୁଟ୍‌ ଏବଂ ଖାଇବାତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ କମ୍‌ ହେବାରେ ଲାଗିଛି । ପ୍ରାୟ ସବୁ ପ୍ରକାର…
Read More...

ରାଇକାଳିଆ ପାହାଡ଼ ଗୁମ୍ଫାରେ ସନ୍ଦିଗ୍ଧ : ପୂର୍ବାଞ୍ଚଳ ଆଇଜି ଓ ଏସପିଙ୍କ ତଦନ୍ତ

ନୀଳଗିରି: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସୀମାନ୍ତ ଅଞ୍ଚଳରେ ଥିବା ରାଇକାଳିଆ ପାହାଡ଼ ଶୀର୍ଷରେ ଥିବା ଏକ ଗୁମ୍ଫାରେ କେତେକ ସନ୍ଦିଗ୍ଧ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସନ୍ଦିଗ୍ଧକୁ ଅଞ୍ଚଳବାସୀ କାବୁ କରିବା…
Read More...

ଗଞ୍ଜାମରେ କୋବିଦ ଡ଼ାକ୍ତରଖାନା ଓ ସଙ୍ଗରୋଧ କେନ୍ଦ୍ର ନିକଟକୁ ଆସିବା ମନା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କୋବିଦ-୧୯ ଅସ୍ଥାୟୀ ଚିକିତ୍ସା ଶିବିର ଓ ସଙ୍ଗରୋଧ କେନ୍ଦ୍ର ନିକଟରେ ଜାରି ହୋଇଛି ୧୪୪ ଧାରା । ଶିବିର ଓ ସଙ୍ଗରୋଧ କେନ୍ଦ୍ରର ୧୦୦ ମିଟର ମଧ୍ୟରେ ପ୍ରବେଶ କଟକଣା ଲାଗିିଛି । ଜିଲାପାଳ ଏ…
Read More...

ଗୁଟଖା ଓ ପାନମସଲାରେ ମ୍ୟାଗ୍ନେସିୟମ କାର୍ବୋନେଟ୍; ଉତ୍ପାଦନ ଓ ବିକ୍ରି ଉପରେ ଝାଡ଼ଖଣ୍ଡ ସରକାରଙ୍କ ପ୍ରତିବନ୍ଧକ

ରାଞ୍ଚି: ପାନ ମସଲା ଓ ଗୁଟଖା ଉତ୍ପାଦନ ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଝାଡ଼ଖଣ୍ଡର ହେମନ୍ତ ସୋରେନ୍ ସରକାର ।  ରାଜ୍ୟରେ ଏହି  ପାନମସଲା ଓ ଗୁଟଖା ଉତ୍ପାଦନ କିମ୍ବା ବିକ୍ରି କରାଯାଇ ପାରିବ ବୋଲି…
Read More...

ଅଜା ଉପରେ ରାଗି ମାମୁଁ ଘର ଜାଳିଦେଲା ନିଶାଡ଼ି ନାତି!

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାତି ଟଙ୍କା ଚୋରି କରୁଥିବା ବେଳେ ଅଜା ଧରିଥିବାରୁ ରାଗରେ ନିଶାସକ୍ତ ନାତି ମାମୁଁ ଘରେ ନିଆଁ ଲଗାଇ ଦେଇଥିବା…
Read More...

ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନର କାର୍ଯ୍ୟକାରୀ କାଉନସିଲ ବୈଠକ

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନର କାଉନସିଲ ବୈଠକ ଜିଲ୍ଲା ଡିଜେଏଫର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଯୁଗଳ କିଶୋର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା କ୍ରିକେଟ…
Read More...

ନୂଆପଡାଠାରେ କାର୍ଯ୍ୟକ୍ଷମ ହେଲା କୋଭିଡ଼ ହସ୍ପିଟାଲ

ଭୁବନେଶ୍ୱର : ନୂଆପଡ଼ା ଜିଲାରେ କୋଭିଡ୍‌ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ନୁଆପଡା ଠାରେ କୋଭିଡ଼ ହସ୍ପିଟାଲ ବୁଲି ଦେଖିବା ସହ ଏହାର…
Read More...

ସଂକ୍ରମିତଙ୍କ ମଧ୍ୟରୁ ଏକ ତୃତୀୟାଂଶ ସୁରତ ଫେରନ୍ତା; କେବଳ ଗଞ୍ଜାମରେ ୭୦

ଭୁବନେଶ୍ବର:  ଏବେ ଚିନ୍ତା ବଢ଼ାଇଛନ୍ତି ସୁରତ ଫେରନ୍ତା ।  ଖୋର୍ଧା ଜିଲାରେ ଦିଲ୍ଲୀ ସଂଯୋଗ, ଯାଜପୁର-ଭଦ୍ରକ-ବାଲେଶ୍ବରରେ ବଙ୍ଗ ସଂଯୋଗ ପରେ ଏବେ ଗଞ୍ଜାମ ଜିଲା ପାଇଁ ସୁରତ୍ ଫେରନ୍ତା ଅଡ଼ୁଆ ହୋଇଛନ୍ତି । ଗଞ୍ଜାମ…
Read More...

ଅନ୍‌ଲାଇନ୍‌ରେ ‘ଜୁମାଟୋ’ ଏବଂ ‘ସ୍ୱିଗୀ’ ପାଧ୍ୟମରେ ଉପଲବ୍ଧ ହେବ ଓଟିଡିସି ଦ୍ୱାରା ପ୍ରସ୍ତୁତ ଖାଦ୍ୟ

ଭୁବନେଶ୍ୱର : କୋଭିଡ୍‌-୧୯ ପ୍ରଭାବ ଯୋଗୁଁ ଏବେ ସାରା ରାଜ୍ୟ ଲକ୍‌ ଡାଉନ୍‌ରେ । ସମସ୍ତେ ଘରେ ରହି କରୋନାର ମୁକାବିଲା କରୁଛନ୍ତି। ସାରା ରାଜ୍ୟରେ ହୋଟେଲ୍‌, ମଲ୍‌ ପ୍ରଭୃତି ବନ୍ଦ ରହିଥିବା ଯୋଗୁଁ ଖାଦ୍ୟପେୟ ପାଇବାରେ…
Read More...

ମହାରାଷ୍ଟ୍ର ଟ୍ରକ୍‌ ଡ୍ରାଇଭର ଓଡ଼ିଶାରେ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ କରୋନା ସଂଖ୍ୟା ୨୭୦କୁ ବୃଦ୍ଧି ପାଇଛି। କିନ୍ତୁ ଆଜି ସନ୍ଧ୍ୟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ବୋଲି କୁହାଯାଇଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...

ସ୍ବେଚ୍ଛାକୃତ ସହଯୋଗ ନିମନ୍ତେ ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀଙ୍କୁ ମିଳିବ ଦିନକୁ ୧୫୦ ଟଙ୍କା ପାରିତୋଷିକ

ଭୁବନେଶ୍ବର: ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀଙ୍କ ପାଇଁ ଖୁସି ଖବର । ସେମାନେ ରହୁଥିବା ସଙ୍ଗରୋଧ କେନ୍ଦ୍ରରେ ସ୍ବେଚ୍ଛାକୃତ ଭାବରେ  ବିଭିନ୍ନ ଆନୁଷଙ୍ଗିକ ସହାୟତା କଲେ ସେମାନଙ୍କୁ ଦିନକୁ ୧୫୦ ଟଙ୍କା ହିସାବରେ ୧୦ ଦିନ…
Read More...

ଓଡ଼ିଶାରେ କରୋନା ଯୋଦ୍ଧାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସ୍ବତନ୍ତ୍ର ଭାବେ…
Read More...

ଲକ୍ଡ଼ାଉନ ବାହାଘର: ୩ ଫୁଟିଆ ବରକୁ ୪ ଫୁଟିଆ କନିଆଁ

ମୁମ୍ବାଇ: ଲକ୍ଡ଼ାଉନରେ କଟକଣା ଯୋଗୁଁ ଅନେକ ସ୍ଥାନରେ ବିବାହ ବ୍ରତ ପରି ସାମାଜିକ ଉତ୍ସବ ବନ୍ଦ । ମହାରାଷ୍ଟ୍ରରେ ଧୁଲେ ଜିଲ୍ଲାର ଶିରପୁର ତହସିଲରେ ଏପରି ଏକ ବାହାଘର ହୋଇଛି ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ…
Read More...

ଫିକା ପଡିଲା ଗୁଆଳିଗୋରଡା ଭାଗବତ ମେଳଣ

ସୁଆଣ୍ଡୋ : ଶହ ଶହ ବର୍ଷ ଧରି ହୋଇ ଆସୁଥିବା ଗୁଆଳିଗୋରଡା ଭାଗବତ ମେଳଣ କରୋନା କଟକଣା ଯୋଗୁ ଶୁକ୍ରବାର ଫିକା ପଡିଲା। ବୈଶାଖ ପୂର୍ଣ୍ଣିମା ଦିନ ମେଳଣର ଜମାଣ ହୁଏ। ପରଦିନ ଠାରୁ ମେଳଣଟି ଦୁଇ ଦିନ ଧରି ହୋଇଥାଏ ।…
Read More...

କରୋନା ସଂକ୍ରମଣ ଶୀର୍ଷରେ ଗଞ୍ଜାମ; ତତ୍ବାବଧାନ ଲାଗି ୩ ଆଇଏଏସଙ୍କୁ ଦାୟିତ୍ବ

ଭୁବନେଶ୍ବର: କରୋନା ସଂକ୍ରମଣରେ ଶୀର୍ଷରେ ପହଞ୍ଚିଛି ଗଞ୍ଜାମ ଜିଲା । ଜିଲାରେ ବର୍ତମାନ ସୁଦ୍ଧା ୭୧ ଜଣ ସଂକ୍ରମିତ ଠାବ ହେଲେଣି । ଏମାନଙ୍କ ମଧ୍ୟରୁ ୭୦ ଜଣ ସୁରତ୍ ଫେରନ୍ତା ଓ ଅନ୍ୟ ଜଣେ କେରଳ ଫେରନ୍ତା ବୋଲି…
Read More...

ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟୁ ଅଭିଯୋଗ

ଗଞ୍ଜାମ : କରୋନା ଭୂତାଣୁକୁ ନେଇ ସାରା ଗଞ୍ଜାମ ଜିଲ୍ଲାରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଶୁକ୍ରବାର ପୋଲସରା ବ୍ଳକ ଢୁଙ୍କାପଡା ଗାଁରେ ଥିବା ସଙ୍ଗରୋଧ(କ୍ଵାରେଣ୍ଟାଇନ୍) କେନ୍ଦ୍ରରେ ଏକ ଅଘଟଣ ଘଟିଯାଇଛି।…
Read More...

ଏଣିକି ଶିଳ୍ପ ସଂସ୍ଥାରେ ୮ ଘଣ୍ଟା ବଦଳରେ ଦିନକୁ ୧୨ ଘଣ୍ଟା କାମ

ଭୁବନେଶ୍ବର: ଶିଳ୍ପ ସଂସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ନୂତନ ବ୍ୟବସ୍ଥା କରିଛନ୍ତି । କରୋନା ସ୍ଥିତିରେ ଉତ୍ପାଦନବୃଦ୍ଧି ନିମନ୍ତେ କାରଖାନାରେ କର୍ମଚାରୀଙ୍କୁ ଦୈନିକ ୧୨ ଘଣ୍ଟା ପର୍ଯ୍ୟନ୍ତ କାମ…
Read More...

କରୋନା ଯୁଦ୍ଧରେ ସାମିଲ ସମାଜସେବୀ ପ୍ରତାପ ସାହୁ

ଭୁବନେଶ୍ୱର : କରୋନା ପ୍ରଭାବରେ ସାରା ବିଶ୍ୱ ଲଢ଼େଇ ଜାରି ରଖିଥିବାବେଳେ କୋଟି କୋଟି ଲୋକ ଭୋକ ଉପାସରେ ରହୁଥିବା ଦେଖିବାକୁ ମିଳୁଛି। ଭୋକ ଉପାସରେ ରହୁଥିବା ନିଶହାୟ ଓ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି…
Read More...

ଜୁଲାଇ ୧ରୁ ୧୫ ମଧ୍ୟରେ ହେବ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା

ଭୁବନେଶ୍ବର : ଲକ୍‌ଡାଉନ୍‌ ଯୋଗୁ ବାତିଲ ହୋଇଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଆସନ୍ତା ଜୁଲାଇ ୧ରୁ ୧୫ ମଧ୍ୟରେ ଅନୁଷ୍ଠିତ ହେବ। ସିବିଏସ୍‌ଇ ବୋର୍ଡ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର…
Read More...

ଆଶା ଯେତିକି ଆଶଙ୍କା ସେତିକି: ୭ ଦିନରେ ୮୦୦ ମୃତ, ସୁସ୍ଥ ଅନୁପାତ ୨୯%ରୁ ଅଧିକ

ନୂଆଦିଲ୍ଲୀ: କୋବିଦ-୧୯କୁ ନେଇ ଦେଶରେ ଆଶା ଯେତିକି ଆଶଙ୍କା ବି ସେତିକି । ଦେଶରେ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଯେତିକି ବଢ଼ୁଛି, ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ସେତିକି ବଢ଼ୁଛି ।…
Read More...

ମଧୁଆପ୍‌ ଓ ଏଡୁସାଟରେ ପାଠ ପଢିବେ ଛାତ୍ରଛାତ୍ରୀ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ସାରା ରାଜ୍ୟରେ ଲକଡାଉନ୍‌ ଜାରି କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର Whatsapp  ଓ D.D ଓଡ଼ିଆ ମାଧ୍ୟମରେ…
Read More...

ଫାର୍ମାସୀ କଲେଜ ନିକଟରେ ଯୁବତୀଙ୍କ ଅର୍ଧଦଗ୍ଧ ଶବ; ଟାୟାର ରଖି ଜାଳି ଦେଇଛନ୍ତି ଦୁବୃର୍ତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମହୁଡ଼ା ଫର୍ମାସୀ କଲେଜ ନିକଟରୁ ଜଣେ ଯୁବତୀଙ୍କ ଅର୍ଧଦଗ୍ଧ ମୃତଦେହକୁ ଠାବ କରିଛି ପୁଲିସ । ଶବକୁ ଜବତ କରିବା ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସମ୍ପୃକ୍ତ ଯୁବତୀଙ୍କୁ ହତ୍ୟା…
Read More...

ରାଜଧାନୀରେ ଆତଙ୍କ: ବିରିଆନୀ ’ଡ଼େଲିଭରି ବୟ’ କରୋନା ସଂକ୍ରମିତ

ଭୁବନେଶ୍ବର: ଲକ୍ଡ଼ାଉନରେ ଘର ରନ୍ଧା ଖାଇଖାଇ ପାଟି ଅରୁଚି ମାରିବାକୁ ବିରିଆନି ମଗାଇ ଖାଇଥିବା କିଛି ଲୋକ ଏବେ ବଡ଼ ଚିନ୍ତାରେ । ପଟିଆରେ ଥିବ। ଏକ ବିରିୟ।ନି ବିକ୍ରି କରୁଥିବ। ସଂସ୍ଥ।ରେ କ।ମ କରୁଥିବା ଜଣେ ଯୁବକ…
Read More...

୧୦୮ଏମପି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ଜିଓମି ଏମଆଇ-୧୦ ୫ଜି

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ କମ୍ପାନି ଜିଓମି ଏହାର ସବୁଠାରୁ ବିଶେଷ ଉପକରଣ ଏମଆଇ-୧୦ ୫ଜି (xiaomi-mi-10-5g) ଭାରତରେ ଲଞ୍ଚ କରିଛି। ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନର ଲାଟେଷ୍ଟ୍ ପ୍ରୋସେସର୍, ୧୦୮ ମେଗାପିକ୍ସେଲ…
Read More...

କରୋନା ମୁକ୍ତି ନିମନ୍ତେ ହ୍ବାଇଟ୍ ହାଉସରେ ଶାନ୍ତିପାଠ କରାଇଲେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ

ୱାଶିଂଟନ୍: କରୋନା କବଳରେ ଆମେରିକା । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଟି କୋଟି ଲୋକଙ୍କର ଚାକିରି ଯାଇଛି; ଖାଦ୍ୟ ପାଇଁ ବେକାର ଲୋକଙ୍କ ଧାଡ଼ି ମାଇଲ ମାଇଲ…
Read More...

ଏଣିକି ୧୪ ଦିନ ନୁହେଁ, ୨୮ ଦିନକୁ ବଢ଼ିଲା ସଙ୍ଗରୋଧ ଅବଧି

ଭୁବନେଶ୍ଵର : ରାଜ୍ୟରେ କ୍ବାରେଣ୍ଟିନ (ସଙ୍ଗରୋଧ) ଅବଧିକୁ ୧୪ ଦିନରୁ ୨୮ ଦିନକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୨୮ ଦିନ ମଧ୍ୟରୁ ୨୧ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ ଓ ଅବଶିଷ୍ଟ ୭ ଦିନ ଘରେ ସଙ୍ଗରୋଧ…
Read More...

ପ୍ରବାସୀ ଓଡ଼ିଆ ରାଜ୍ୟରେ ପ୍ରବେଶ ପ୍ରସଙ୍ଗ : ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋ‌ର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟ ପ୍ରବାସୀଙ୍କ ରାଜ୍ୟ ପ୍ରବେଶକୁ ନେଇ ଜାରି କରିଥିବା କଟକଣା ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସ.କେ.କାଉଲ୍ ଏବଂ ଜଷ୍ଟିସ୍ ବି ଆର…
Read More...

ରଥ ନିର୍ମାଣ କରୁଥିବା ସମସ୍ତ ବିଶ୍ଵକର୍ମାଙ୍କର ହେବ କରୋନା ଟେଷ୍ଟ

ପୁରୀ : ଶ୍ରୀଜୀଉଙ୍କ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବାପରେ ଆଜିଠୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରଥ ନିର୍ମାଣ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ନିଷ୍ପତ୍ତି…
Read More...

ଟ୍ରେନ୍‌ ବଗିରେ କରୋନା ହସ୍ପିଟାଲ: ଭୁବନେଶ୍ୱର, ଖୋର୍ଦ୍ଧା ରୋଡ ଷ୍ଟେସନରେ ହେବ କୋଭିଡ କେୟାର ସେଣ୍ଟର

ଭୁବନେଶ୍ଵର : ରେଳ ଷ୍ଟେସନରେ ଟ୍ରେନ୍‌ ବଗିରେ ହେବ କୋଭିଡ୍‌ ହସ୍ପିଟାଲ । ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ସ୍କୁଲ୍ ପିଲାଙ୍କ ପାଇଁ ଲାଗୁ ହୋଇପାରେ ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା

ଭୁବନେଶ୍ଵର : ମହାମାରୀ କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏହାରି ମଧ୍ୟରେ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା କାରଣରୁ ପାଠ ପଢାରେ ବ୍ୟାହତ ସୃଷ୍ଟି ହୋଇଛି । ଦେଶରେ ଏବଂ ରାଜ୍ୟରେ କରୋନା…
Read More...

ଆଉଜଣେ କରୋନା ଆକ୍ରାନ୍ତ ସୁସ୍ଥ, ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ମୋଟ୍ ୬୩ ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶୁକ୍ରବାର ସୁସ୍ଥ ହୋଇଥିବା ଆକ୍ରାନ୍ତ ଜଣକ ରାଉରକେଲାର ହୋିଥିବା ବେଳେ ଓଡ଼ିଶାରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ…
Read More...

ମାଛ ପାଟିରେ ଚାଲାଣ ହେଉଛି ବ୍ରାଉନ ସୁଗାର; ଜବତ କଲା ଜଳେଶ୍ବର ପୁଲିସ

ଜଳେଶ୍ଵର : ଲକ୍ ଡାଉନ ସମୟରେ ନୂଆ ଫର୍ମୁଲାରେ ହେଉଛି ବ୍ରାଉନସୁଗର । ମାଛ ପାଟିରେ ଚାଲାଣ ହେଉଛି ବ୍ରାଉନ ସୁଗର । ଲକ୍‌ଡାଉନ୍‌ ବେଳେ ଏମିତି ଅଭିନବ ଉପାୟରେ ବ୍ରାଉନ୍‌ସୁଗର୍‌ ଚାଲାଣ କରି ପୁଲିସ୍‌ ହାତରେ ଧରା…
Read More...

ଧାନ ବସ୍ତା ପଡ଼ି ମାଆ, ଝିଅ ମୃତ ବାପା ଗୁରୁତର

ବ୍ରହ୍ମଗିରି : ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ହୁବାସାହି ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଶୋଇଥିବା ସମୟରେ ଧାନବସ୍ତା ପଡ଼ି ଗୋଟିଏ ପରିବାରର ମା’, ଝିଅଙ୍କର ମୃତ୍ୟୁ ଘଟିଥିବା…
Read More...

ରଥଖଳା ଚଳଚଞ୍ଚଳ, କେନ୍ଦ୍ର ସରକାରଙ୍କ ଅନୁମତି ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ପୁରୀ : ଶ୍ରୀଜୀଉଙ୍କ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବାପରେ ଆଜିଠୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି  ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଚାଲିବ…
Read More...

ରାଜ୍ୟରେ ଆଜି ଚିହ୍ନଟ ସମସ୍ତ ୨୬ ଜଣ ଆକ୍ରାନ୍ତ ସୁରତ ଫେରନ୍ତା

ଭୁବନେଶ୍ଵର : ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଦିନ, ତାପରେ ପଶ୍ଚିମବଙ୍ଗ ଆଉ ବର୍ତ୍ତମାନ ସୁରତ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଉଛନ୍ତି । ଏହାରି ମଧ୍ୟରେ ଆଜି…
Read More...

ରେଳଧାରଣରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରେନ୍, ୧୫ ପ୍ରବାସୀ ଶ୍ରମିକ ମୃତ

ଔରଙ୍ଗାବାଦ : ମହାରାଷ୍ଟ୍ରର ଔରଙ୍ଗାବାଦରେ ଆଜି ସକାଳେ ଏକ ଦୃଦୟ ବିଦାରକ ଘଟଣା ଘଟିଛି ।ରେଳ ଧାରଣା ଉପରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଲବାହୀ ଟ୍ରେନ୍ ଚଢିଯିବା ଫଳରେ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।…
Read More...

ରାଜ୍ୟରେ ଆଉ ୨୬ ପଜିଟିଭ୍ ଚିହ୍ନଟ, ୨୪୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର : ଆଜି ରାଜ୍ୟରୁ ପୁଣି ୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Read More...

ଭୁବନେଶ୍ବର ପ୍ରବେଶ ପୂର୍ବରୁ ଅଟକାଗଲା ୩ ଗାଡ଼ି; ୬୦ ଯାତ୍ରୀଙ୍କର ହେଲା କରୋନା ପରୀକ୍ଷା

ଭୁବନେଶ୍ବର: ବିନା ପରୀକ୍ଷାରେ ପ୍ରବାସୀ ନିଜ ରାଜ୍ୟକୁ ଫେରି ପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦେଶ ପରେ ତତ୍ପର ହୋଇଛନ୍ତି ରାଜ୍ୟ ପ୍ରଶାସନ । ସୁରତରୁ ଆସୁଥିବା ୩ଟି ଟ୍ରେନକୁ ସେହିଠାରେ ଅଟକାଇ ଦିଆଯିବାକୁ…
Read More...

ଶବ ସହ କରୋନା ରୋଗୀ; ମୁମ୍ବାଇର ସିଆନ ଡ଼ାକ୍ତରଖାନା ଭିଡ଼ିଓ ଭାଇରାଲ

ମୁମ୍ବାଇ: ସିୟନ ନାମକ ଏଠାକାର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ କରୋନା  ରୋଗୀଙ୍କ ସହ ମୃତଦେହଗୁଡ଼ିକର ଭିଡ଼ିଓ ଭାଇରାଲ ହେବା ପରେ ଜାତୀୟ ଗଣମାଧ୍ୟମଗୁଡ଼ିକରେ ଏଥିନେଇ ଚର୍ଚା ଜୋର ଧରିଛି । ଜଣେ ବିଜେପି ନେତା…
Read More...

ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗୋଳବନ୍ଧ ଠାରେ ଥିବା ଗୋପାଳପୁର ଆର୍ମି ଏଡି କଲେଜ ପରିସରର ଏକ କାଜୁ ଜଙ୍ଗଲରୁ ବୁଧବାର ରାତିରେ ଏକ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ଏହାର ବ୍ୟବଛେଦ କରାଯାଇ ତଦନ୍ତ…
Read More...

ହିମାଳୟ ବରଫାଞ୍ଚଳରେ ଅଦ୍ଭୂତ ଯୋଗୀ, ଆବିଷ୍କାର କଲେ ସୈନିକ

ନୂଆଦିଲ୍ଲୀ : ହିମାଳୟ ବରଫାଞ୍ଚଳରେ ବହୁ ମୁନୀଋଷି ଓ ଯୋଗୀ ତପସ୍ୟା କରୁଥିବା ଶୁଣାଯାଏ। ଶହ ଶହ ବର୍ଷ ଧରି ଏଠାରେ ସେମାନେ ତପସ୍ୟାରେ ମଗ୍ନ ରହୁଥିବା ଲୋକକଥାରୁ ଜଣାଯାଇଛି। ଏଭଳି ଯୋଗୀଙ୍କୁ କେବେ କେହି ଦେଖି ନଥିଲେ…
Read More...

କୋଭିଡ୍‍-୧୯: କନ୍ଧମାଳ ଜିଲାରେ ସବୁ ରିପୋର୍ଟ ନେଗେଟିଭ୍‍

ଫୁଲବାଣୀ : କନ୍ଧମାଳ ଜିଲାରେ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। କନ୍ଧମାଳ ଜିଲା ଗ୍ରୀନ୍‍ ଜୋନ୍‍ରେ ଆସୁଥିବାବେଳେ ଲକ୍‍ଡାଉନ୍‍ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଗୁରୁବାର ସୁଦ୍ଧା…
Read More...

ହାଇକୋର୍ଟଙ୍କ ଛାଟ: ଅଟକିଲା ଓଡ଼ିଶା ଆସୁଥିବା ୩ ଶ୍ରମିକ ସ୍ବତନ୍ତ୍ର ଏକ୍ସପ୍ରେସ

ଭୁବନେଶ୍ବର : ଓଡ଼ିଶା ହାଇକୋର୍ଟଙ୍କ କଡ଼ା ନିର୍ଦେଶ ପରେ ଓଡ଼ିଶା ଅଭିମୁଖେ ଆଜି ରାତିରେ ସୁରତ୍ ଛାଡ଼ିବାକୁ ଥିବା ୩ ଶ୍ରମିକ ଏକ୍ସପ୍ରେସ ଟ୍ରେନ୍ ବାତିଲ କରାଯାଇଛି । ରାଜ୍ୟ ସରକାର ସୁରତ୍ ଜିଲା ପ୍ରଶାସନକୁ…
Read More...

୪୯୭୯ ଗ୍ରାମ ପଞ୍ଚାୟତରେ ୩,୧୯,୧୨୧ ଜଣ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଭୁବନେଶ୍ବର: କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରେଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୨,୪୬୧ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ…
Read More...

କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ ନେଇ ୨୪ ମାମଲା, ୫୪ ଗିରଫ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୬ରୁ ମଇ ୭ ତାରିଖ ସକାଳ ପର୍ୟ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪ଟି ମାମଲା ଦାୟର କରାଯାଇଛି । ସେଥିରୁ ୨୩ଟି ମାମଲା ଲକ୍‌…
Read More...

ଆନ୍ତଃରାଜ୍ୟ ଯାତାୟତ ପାଇଁ ଏସ୍‌ଏମ୍‌ଏସ୍‌ ଓ ଇ-ମେଲ୍‌ରେ ମିଳିବ ‘ଇ-ପାସ୍‌’

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଅଟକି ରହିଥିବା ଲୋକମାନେ ଅନ୍ୟ ରାଜ୍ୟକୁ ଯିବା ପାଇଁ ଇ-ପାସ୍‌ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଗ୍ରହୀ ବ୍ୟକ୍ତି…
Read More...

ଗର୍ଭବତୀ ମାଆ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍‍ର ପ୍ରୟାସ

କଳିଙ୍ଗନଗର:  ବିଶ୍ୱ ଧିରେଧିରେ କରୋନା ଭାଇରସ୍‍ ସହିତ ପରିଚିତ ହେଉଥିବାବେଳେ ଏହାକୁ ନେଇ ଏବେ ଅନେକ ଅନିଶ୍ଚିତତା ରହିଛି। ଏହା ଗର୍ଭବତୀ ମାଆ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ…
Read More...

ତାମିଲନାଡୁ ପାୱାର ପ୍ଲାଣ୍ଟରେ ବିସ୍ପୋରଣ : ୭ ଆହତ

ଚେନ୍ନାଇ : ତାମିଲନାଡୁର ଏକ ଥର୍ମାଲ ପାୱାର ଷ୍ଟେସନ-୨ରେ ବିସ୍ପୋରଣ ଘଟି ୭ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ନେବେଲି ଅଂଚଳରେ…
Read More...

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ପାଳିତ ହେଲା ବୁଦ୍ଧପୂର୍ଣ୍ଣିମା

ଭୁବନେଶ୍ବର : ବିଶ୍ୱ ବର୍ତ୍ତମାନ କରୋନା ଭାଇରସ ମହାମାରୀ ସହିତ ଲଢୁଛି। ଏହି ସମୟରେ ଦୁନିଆ କଠିନ ସମୟ ଦେଇ ଗତି କରୁଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭଗବାନ ଗୌତମ ବୁଦ୍ଧଙ୍କ ବାଣୀର ପ୍ରାସଙ୍ଗିକତା ଯଥେଷ୍ଟ ରହିଛି।…
Read More...

କେନ୍ଦ୍ରର ସବୁଜ ସଙ୍କେତ; ରଥ ଖଳାରେ ହୋଇ ପାରିବ ରଥ କାର୍ଯ୍ୟ

ଭୁବନେଶ୍ବର/ପୁରୀ: ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ରଥ ନିର୍ମାଣ କାର୍ଯ୍ୟ । କିଛି ସର୍ତ ସହ ରଥ ଖଳାରେ ରଥ ନିର୍ମାଣକୁ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହ ବିଭାଗ । ତେବେ ରଥ ନିର୍ମାଣ ମୟରେ ଲକ୍ଡ଼ାଉନ ନିୟମ ଯେପରି…
Read More...

ଡାଲି ଓ ତୈଳବୀଜ ସଂଗ୍ରହ : ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଲା ପଞ୍ଜୀକରଣ ସୀମା

ଭୁବନେଶ୍ବର : ସର୍ବନିମ୍ନ ସହାୟକ ମୁଲ୍ୟ ଜରିଆରେ ଚାଷୀଙ୍କ ଠାରୁ ମୁଗ, ବିରି, ଚିନାବାଦାମ, ସୂର୍ୟ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବାକୁ ଥିବା ବେଳେ ଏ ନେଇ ଚାଷୀଙ୍କ ପଞ୍ଜୀକରଣ ସମୟସୀମା ଜୁନ ୩୦କୁ ବୃଦ୍ଧି କରାଯାଇଛି।…
Read More...

କରୋନା ମୁକାବିଲାରେ ଓଡିଶା ରେଡକ୍ରସ କାର୍ଯ୍ୟ ପ୍ରଶଂସନୀୟ 

ଭୁବନେଶ୍ବର: ସମ୍ପ୍ରତି କୋଭିଡି-୧୯ ପରି ଏକ ବିଶ୍ୱମହାମାରୀର ପ୍ରକୋପରେ ଯେତେବେଳେ ସାରା ପୃଥିବୀ ଆତଙ୍କିତ ହୋଇ ସମସ୍ତେ ତାଲାବନ୍ଦର କଟକଣା ଭିତରେ ସମୟ ବିତାଉଛନ୍ତି, ସେତିକିବେଳେ ଭାରତୀୟ ରେଡକ୍ରସର ଓଡିଶା ରାଜ୍ୟ…
Read More...

ଚିନ୍ତା ବଢ଼ାଇଲେଣି ସୁରତ ଫେରନ୍ତା; ଆଜି ପୁଣି ୫ ଟ୍ରେନରେ ଆସୁଛନ୍ତି ୬ ହଜାର

ଭୁବନେଶ୍ବର (ବ୍ୟୁରୋ):  ବଙ୍ଗ ସଂଯୋଗ ପରେ ଏ​‌ବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି ସୁରତ୍ ସଂଯୋଗ । ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୦% ହେଉଛନ୍ତି ସୁରତ୍ ଫେରନ୍ତା । ଗଞ୍ଜାମ…
Read More...