www.samajalive.in
Monday, December 8, 2025
24.1 C
Bhubaneswar

ଭୁବନେଶ୍ବର ପ୍ରବେଶ ପୂର୍ବରୁ ଅଟକାଗଲା ୩ ଗାଡ଼ି; ୬୦ ଯାତ୍ରୀଙ୍କର ହେଲା କରୋନା ପରୀକ୍ଷା

ଭୁବନେଶ୍ବର: ବିନା ପରୀକ୍ଷାରେ ପ୍ରବାସୀ ନିଜ ରାଜ୍ୟକୁ ଫେରି ପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦେଶ ପରେ ତତ୍ପର ହୋଇଛନ୍ତି ରାଜ୍ୟ ପ୍ରଶାସନ । ସୁରତରୁ ଆସୁଥିବା ୩ଟି ଟ୍ରେନକୁ ସେହିଠାରେ ଅଟକାଇ ଦିଆଯିବାକୁ ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷରେ ଅନ୍ୟ ରାଜ୍ୟରୁ ଖୋର୍ଧା ଜିଲାର ବିଭିନ୍ନ ସ୍ଥାନକୁ ଆସୁଥିବା ୩ଟି ବସ (ଟ୍ରାଭଲର ମିନି ବସ) ଭୁବନେଶ୍ବର ସୀମାନ୍ତରେ ଅଟକାଇ ଲୋକମାନଙ୍କର କରୋନା ପରୀକ୍ଷା କରାଯାଇଛି ।

ସୂଚନା ଅନୁସାରେ ଆଜି ବିଳମ୍ବିତ ସନ୍ଧ୍ୟାରେ ୩ଟି ଗାଡ଼ିରେ କିଛି ପ୍ରବାସୀ ଖୋର୍ଧା ଓ ନୟାଗଡ଼ ଆସୁଥିବା ସୂଚନା ପ୍ରଶାସନ ନିକଟରେ ପହଞ୍ଚିଥିଲା । ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଭୁବନେଶ୍ବର ପ୍ରବେଶ ପଥ ପଳାଶୁଣିଠାରେ ଅପେକ୍ଷା କରି ରହିଥିଲେ । ଗାଡ଼ି ୩ଟି ପହଞ୍ଚିବାକ୍ଷଣି ସେଠାରେ ସମସ୍ତଙ୍କର ଯାଞ୍ଚ କରାଯାଇଥିବା ସୂଚନା ମିଳିଛି । ଏହି ୩ଟି ଗାଡ଼ିରେ ପ୍ରାୟ ୬୦ ଜଣ ଓଡ଼ିଶା ଆସୁଥିଲେ ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories