www.samajalive.in
Saturday, December 6, 2025
16.1 C
Bhubaneswar

ଶିଶୁ ସଦନରେ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

କଟକ : ଜିଲା ଆଇନ ସେବା ପ୍ରାଧିକରଣ , ଦୃଷ୍ଟି ଏବଂ କଟକ ନଗର ବିଶ୍ବନାଥ ଗୋପାଳ ସମିତିର ମିଳିତ ସହଯୋଗରେ ସ୍ଥାନୀୟ ଆଦୃତ ଶିଶୁ ସଦନରେ ମଙ୍ଗଳବାର ଆସହାୟ କୁନିକୁନି ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ, ସାନିଟାଇଜର, ଗ୍ଲୁକୋଜ ଓଆରଏସ ଆଦି ବିତରଣ କରାଯାଇଥିଲା। ଏହା ସହିତ ଅନ୍ତେବାସୀ ଶିଶୁ ମାନଙ୍କୁ କରୋନା ଭୟାବହତା ସମ୍ପର୍କରେ ବୁଝା ଜାଇଥିଲା। ନିୟମିତ ମାସ୍କ ବ୍ୟବହାର, ହତଧୋଇବା , ସାମାଜିକ ଦୂରତ୍ବ  ରଖିବା , ସାମାଜିକ କାର୍ଯ୍ୟକ୍ରମ ବର୍ଜନ ସହ ସରାକରଙ୍କ ନୀତି ନିୟମକୁ ଅନୁପାଳନ କରିବା ଉପରେ ପରାମର୍ଶ ଦେଇଥିଲ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଆଇନଜିବୀ ତଥା ଜିଲା ଆଇନସେବା ପ୍ରାଧୀକରଣ ବିପର୍ଯ୍ୟୟ କମିଟି ସଦସ୍ୟ ପ୍ରଦୀପ ପଟ୍ଟନାୟକ , ଦୃଷ୍ଟି ପକ୍ଷରୁ ହେମନ୍ତ ଅଗ୍ରଓ୍ବାଲ,  ଶରତ ସାଙ୍ଗନାରିଆ, ସନ୍ତୋଷ ଅଗ୍ରଓ୍ବାଲ ଏବଂ ଗୋପଳ ସମିତିର ସମସ୍ତ କର୍ମକର୍ତ୍ତା ଉପସ୍ଥିତରହି ସହଯୋଗ କରିଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories