ହୁମ୍ମା ଝାଡେଶ୍ବର ମନ୍ଦିର ଅଞ୍ଚଳରୁ ବିରଳ ପ୍ରଜାତିର ଝିଟିପିଟି ଉଦ୍ଧାର

ଗୋପାଳପୁର: ଗଞ୍ଜାମ ଜିଲ୍ଲା ହୁମ୍ମା ସନ୍ନିକଟ ବୋରିଗାଁ ଠାରେ ଥିବା ଝାଡେଶ୍ୱର ସ୍ଥିତ ଶିବ ମନ୍ଦିର ନିକଟସ୍ଥ ଆମ୍ବ ତୋଟା ରୁ ଏକ ନୂତନ ତଥା ବିରଳ ପ୍ରଜାତିର ଝିଟିପିଟିକୁ ଜଗଦଲପୁର ଜେଡ୍‌ଏସଆଇର ବୈଜ୍ଞାନିକ ପ୍ରତ୍ୟୁଷ…
Read More...

ଆରଡି : ବନ୍ୟା ଛାଡିବା ପରେ ଦେଖା ଦେଇଛି ଗୋରୁ ମଡକ, ରୋଗ ପ୍ରତିଷେଧକ ପାଇଁ ବାଧକ ସାଜିଛି ଭରା ନଈ

ଆରଡି: ଭଦ୍ରକ ଜିଲାର ଆରଡି ସମେତ ଓଳଗ, ନାନ୍ଦପୁର, ସୁନ୍ଦରପୁର ପଞ୍ଚାୟତରେ ବନ୍ୟା ଛାଡିଥିଲେ ମଧ୍ୟ ବିପନ୍ନଙ୍କର ଦୁର୍ଦଶା ବଢି ଚାଲିଛି। ବନ୍ୟାପାଣିରେ ଲୋକମାନଙ୍କର ବାସ ଯାଇଥିବା ବେଳେ ଚାଷୀ ମାନଙ୍କର ହଜାରହଜାର…
Read More...

ସୋନପୁର ଜିଲ୍ଲା ଷ୍ଟାଡିୟମ ଓ ଇନଟିଗ୍ରେଟେଡ଼ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଉନ୍ନତିକରଣ ଉପରେ ମନ୍ତ୍ରୀ ତୁଷାରକାନ୍ତି…

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ସୋନପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର କ୍ରୀଡା ଭିତ୍ତିଭୂମିର ସୁଦୃଢୀ କରଣ ଉପରେ ଗୁରୁତ୍ୱ…
Read More...

ପୁଲିସ୍ ହାତରେ ୨୦ ଚୋରି ବାଇକ୍, ୬ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ୍ ହାତରେ ଧରାପଡିଛି ଏକ ବାଇକ୍ ଚୋରି ରାକେଟ୍। ଏହି ରାକେଟର ୬ ସଦସ୍ୟଙ୍କୁ ଗିରଫ କରିବା ସହ ୨୦ଟି ବାଇକ୍ ଜବତ କରିଛି। ସୂଚନା ଅନୁଯାୟୀ ବୁଧବାର ଫିରିଙ୍ଗିଆ ଥାନାଧିକାରୀ ପି…
Read More...

ଆଜି ଫୁଲବାଣୀରେ ୧୧୬ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ସଂକ୍ରମିତ ସଂଖ୍ୟା-୩୨୦୬, ସୁସ୍ଥ -୨୬୩୬

ଫୁଲବାଣୀ:କନ୍ଧମାଳରେ ଆଜି ୧୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୩ ଜଣ ପୁରୁଷ ଥିବା ବେଳେ ୪୩ ଜଣ ମହିଳା ଅଛନ୍ତି। ୭ ଜଣ କୋଭିଡ୍ ଯୋଦ୍ଧା ଥିବା ବେଳେ କଣ୍ଟେନ୍‌ମେଣ୍ଟ ଜୋନ୍‌ବାହାରୁ ୨୮ ଜଣ ଚିହ୍ନଟ…
Read More...

ଆଇଆଇଟି ଗୋଆ ନିର୍ଦେଶକ ପ୍ରଫେସର ବରଦାକାନ୍ତ ମିଶ୍ରଙ୍କୁ ଇନ୍‌ଷ୍ଟିଚ୍ୟୁସନ୍‌ ଅଫ୍‌ ଇଞ୍ଜିନିୟର ଇଣ୍ଡିଆ(ଆଇଇଆଇ)…

ଭୁବନେଶ୍ବର: ଆଇଆଇଟି ଗୋଆ ନିର୍ଦେଶକ ପ୍ରଫେସର ବରଦାକାନ୍ତ ମିଶ୍ରଙ୍କୁ ଇନ୍‌ଷ୍ଟିଚ୍ୟୁସନ୍‌ ଅଫ୍‌ ଇଞ୍ଜିନିୟର ଇଣ୍ଡିଆ(ଆଇଇଆଇ) ଏମିନେଣ୍ଟ ଇଞ୍ଜିନିୟର ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି। ଆଇଇଆଇ ଦୁର୍ଗାପୁର ଚାପ୍ଟର…
Read More...

କୋଭିଡ ଯୁଦ୍ଧରେ ଅବଦାନ ନିମନ୍ତେ ସୋଆକୁ ଜାତୀୟ ସ୍ତରରେ ମିଳିଲା ‘ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର’

ଭୁବନେଶ୍ୱର : କୋଭିଡ-୧୯ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)କୁ ‘ଉତ୍କୃଷ୍ଟ…
Read More...

ଆସିଡିଏସ୍ ପକ୍ଷରୁ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଆରମ୍ଭ

ଫୁଲବାଣୀ:ବାଲିଗୁଡ଼ା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ(ଆସିଡିଏସ୍) ବିଭାଗ ପକ୍ଷରୁ ସିଡିପିଓ ଅନିତା ଦାସଙ୍କ ତତ୍ତ୍ବାବଧାନରେ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରର ସଭା…
Read More...

ବନ୍ୟାରେ ବୁଡ଼ିଲା ୫୦ ଏକର ନଳିତା ଚାଷ, କ୍ଷତି ପୂରଣ ଦାବି

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅଧିନ ତାଳବସ୍ତ ପଞ୍ଚାୟତ ଏକ କୃଷି ପ୍ରଧାନ ଅଞ୍ଚଳ। ବ୍ୟାପକ ଧାନ ଚାଷ,ପରିବା ଚାଷ ଓ ନଳିତା ଚାଷ ପାଇଁ ଏଠିକାର ମାଟି ଉପଯୋଗୀ। ପ୍ରତିବର୍ଷ ବନ୍ୟା ଆସିଲେ ବ୍ୟାପକ ଚାଷରେ କ୍ଷୟକ୍ଷତି…
Read More...

ରାଜ୍ୟରେ ଆଜି ସୁସ୍ଥ ହେଲେ ୩୭୧୪ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୧, ୨୫, ୭୩୮କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ବାସୀଙ୍କ ପାଇଁ ଖୁସି ଖବର। ଆଜି ରାଜ୍ୟରୁ ମୋଟ ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହିତ…
Read More...

ବେଲପଡା ବ୍ଲକ ମଧ୍ୟପୁର ପଞ୍ଚାୟତରେ ମନରେଗା ଅନିୟମିତତା: ମିଲିଲାନି ପାଉଣା,ଡିଆରଡିଏ କାର୍ଯ୍ୟାଳୟ ଘେରିଲେ ଶ୍ରମିକ

ବଲାଙ୍ଗିର : ବଲାଙ୍ଗିର ଜିଲା ବେଲପଡା ବ୍ଲକରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶ୍ରମିକ ମାନେ ମାସ ମାସ ଧରି ମାଟି ବୋହିଛନ୍ତି କିନ୍ତୁ ତାଙ୍କ ବ୍ୟାଙ୍କ…
Read More...

ଲୋକଙ୍କୁ ଘାରିଛି ନାଲିଫ୍ୟୁଜ ନିଶା, ଗୁପ୍ତଧନ ଭଳି ପବନ ବେଗରେ ବଢୁଛି ପୁରୁଣା ଟିଭିର ନାଲିଫ୍ୟୁଜ ଗୁଜବ

ବଲାଙ୍ଗିର: ବଲାଙ୍ଗିରରେ ନାଲି ଫ୍ୟୁଜ ନିଶାରେ ଏବେ ଯୁବଗୋଷ୍ଠୀ। ଯଦି ଆପଣଙ୍କ ପାଖରେ ୧୯୯୪-୯୫ ବର୍ଷର ଯଦି ଟିଭି କିମ୍ବା ରେଡିଓ ଅଛି ତେବେ ଆପଣ ଲକ୍ଷପତି ହୋଇଯିବେ। ଏହି ଟିଭି ଓ ରେଡିଓରେ ବାହାରୁଥିବା ଏକ ନାଲିରଙ୍ଗର…
Read More...

ବିଶ୍ବବିଦ୍ୟାଳୟ ଅଧ୍ୟାଦେଶକୁ ଧର୍ମେନ୍ଦ୍ରଙ୍କ ବିରୋଧ

ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧ୍ୟାଦେଶକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧ କରିଛନ୍ତି। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି।…
Read More...

ପ୍ରଶାସନ ଶୁଣିଲାନି; ସିଂଜାକୁଟୀ ଗ୍ରାମବାସୀ ନିର୍ମାଣ କଲେ ୧୫ଶହ ମିଟର ଲମ୍ବା ରାସ୍ତା

ଫୁଲବାଣୀ,ଦାରିଙ୍ଗବାଡ଼ି:ଦାରିଙ୍ଗବାଡ଼ି ବ୍ଲକ ସରାମୂଳୀ ପଞ୍ଚାୟତର ଦୁର୍ଗମ ଗ୍ରାମ ସିଂଜାକୁଟୀ। ବ୍ଲକ କାର୍ଯ୍ୟାଳୟ ଠାରୁ ଗ୍ରାମର ଦୂରତା ପ୍ରାୟ ୬୦ କିଲୋମିଟର। ସେଥିମଧ୍ୟରୁ ସରାମୂଳୀ ପଞ୍ଚାୟତର ତର୍ଗାବାଲି ଠାରୁ…
Read More...

ବାକି ଟଙ୍କା ମାଗିବାରୁ ଦିବ୍ୟାଙ୍ଗଙ୍କ ଦୋକାନ ପୋଡ଼ିଲେ ଦୁର୍ବୁତ୍ତ

କେଶଦୁରାପାଳ: ବାକି ଟଙ୍କା ମାଗିବାରୁ ଦୁର୍ବୃତ୍ତଙ୍କ ଦ୍ବାରା ଦିବ୍ୟାଙ୍ଗଙ୍କ ଦୋକାନ ପୋଡି ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଦିବ୍ୟାଙ୍ଗଙ୍କ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା…
Read More...

ବାସୁଦେବପୁର, ଟ୍ରାକ୍ଟର ଓଲଟି ବାଳକର ମୃତ୍ୟୁ

ବାସୁଦେବପୁର: ବାସୁଦେବପୁର ଥାନା ବାଲିଛାନ୍ଦ ଘାଟ ଜଗନ୍ନାଥପୁର ରାସ୍ତାର କଣ୍ଟିଆ ନାଳୀ ଠାରେ ମଙ୍ଗଳବାର ଖରାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ୧୨ ବାସର ବାଳକର ମୃତ୍ୟୁ ଘଟିଛି। ମୃତକ ଜଣକ ଅରୁଣ ମଳିକଙ୍କ ପୁଅ…
Read More...

ପାନୀୟ ଜଳ ସମସ୍ୟା ନେଇ ଟିଟିଲାଗଡ ବଲାଙ୍ଗୀର ରାସ୍ତାରୋକ

ଟିଟିଲାଗଡ: ଟିଟିଲାଗଡ ସହରର ୧ ନମ୍ୱର୍ ୱାର୍ଡ଼ ରେ ପାନୀୟ ଜଳ ସମସ୍ୟା ନେଇ ଟିଟିଲାଗଡ ବଲାଙ୍ଗୀର ରାସ୍ତାରୋକ। ପଡ଼ାବାସିଙ୍କ ଅଭିଯୋଗ ଯେ ୬ କିମ୍ୱା ୭ ଦିନରେ ଥରେ ପଦାବାସିଙ୍କୁ ପାନୀୟ ଜଳ ଯୋଗାଣ ହେଉଛି। ତାହା ପୁଣି…
Read More...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ ସହ ବାଇକ୍‌, ଜଣେ ମୃତ

ବାଲେଶ୍ବର: ଆଜି ପୁର୍ବାହ୍ନ ରେ ୬୦ନମ୍ବର ଜାତୀୟ ରାଜପଥର ନେଙ୍ଗୁଡ଼ସାହି ବାଇପାସ ନିକଟରେ ଏକ ବୋଲେରୋ ଗାଡ଼ି ସହ ବାଇକ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ…
Read More...

ଜାନୁଆରୀ ପହିଲାରୁ ଇ-ମଷ୍ଟର ରୋଲ୍‌, ଖର୍ଚ୍ଚ ହେବ ୧୦କୋଟି

ଭୁବନେଶ୍ବର: ଜାନୁଆରୀ ପହିଲାରୁ ଇ-ମଷ୍ଟର ରୋଲ୍‌ ଆରମ୍ଭ ହେବ। ୨୦୨୧ ଜାନୁଆରୀ ପହିଲାରୁ ସବୁ ବିଭାଗରେ ଲାଗୁ ଇ-ମଷ୍ଟର ରୋଲ୍ କରାଯିବ। ପ୍ରଥମ ପର୍ଯ୍ୟାୟରେ ଜଳ ସମ୍ପଦ, ପୂର୍ତ୍ତ, ପଞ୍ଚାୟତିରାଜ, ଗ୍ରାମ୍ୟ ଓ ନିଗର…
Read More...

ସବୁ ସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ:ରାଜନାଥ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ଲୋକସଭାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତ୍ତି ରଖିଛନ୍ତି। ଲଦାଖ ପରିସ୍ଥିତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରର ରାଜନାଥ ସିଂହ ଗୃହକୁ ଜଣାଇବା…
Read More...

ବ୍ୟର୍ଥ ହେଲା ବ୍ୟାଙ୍କ ସମ୍ମୁଖରୁ ଟଙ୍କାଭର୍ତ୍ତି ବ୍ୟାଗ୍‍ ଲୁଟ୍‍ ଉଦ୍ୟମ

ପିପିଲି: ପିପିଲିରେ ଏବେ ଚାଲିଛି ଲୁଟେରାଙ୍କ ରାଜ୍‍ । ସ୍ପଷ୍ଟ ଦିବାଲୋକରେ ଆଉ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଲୁଟେରା ଖେଳାଇଛନ୍ତି ଆତଙ୍କ । ଯିଏ ଯୋଉଠି ପାଇଲା ଲୋକଙ୍କ ଠାରୁ ଲୁଟ୍‍ କରିବାକୁ ପଛାଉନାହାନ୍ତି । ପୁଲିସ…
Read More...

ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ବାଳିକା ମହାସଂଘ ପକ୍ଷରୁ ସଚେତନତା ସୃଷ୍ଟି

ଫୁଲବାଣୀ: ବର୍ତ୍ତମାନ ସମଗ୍ର ଦେଶରେ ପୋଷଣ ମାସ ପାଳନ କରି ପୋଷଣଯୁକ୍ତ ଖାଦ୍ୟ ଖାଇବା ନିମନ୍ତେ ଲୋକମାନଙ୍କୁ ସଚେତନ କରାଯାଉଅଛି। ଏହି ପରିପ୍ରେକ୍ଷୀରେ କ.ନୂଆଗାଁ ବ୍ଲକ୍‌ର ଅନନ୍ୟା ବାଳିକା ମହାସଂଘ ପକ୍ଷରୁ ସଚେତନତା…
Read More...

ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍‌ଚିଟ୍‌

ଭୁବନେଶ୍ବର: ଓଡ଼ିଶା ଅଲମ୍ପିକ୍‌ସ ଆସୋସିଏସନ୍‌(ଓଏଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କଟକ ବାରବାଟୀ ପ୍ୟାଲେସ୍‌ ମାମଲାରେ ସୁପ୍ରିମ୍‌କୋର୍ଟ କ୍ଲିନ୍‌ ଚିଟ୍​ସ ଦେଇଛନ୍ତି। ପ୍ରିମ୍‌କୋର୍ଟରେ ଚାଲିଥିବା…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର କରଡାକୋଠା ବୁଲାଣୀ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବାବେଳେ…
Read More...

ଅଧ୍ୟାପକ ଆତ୍ମହତ୍ୟା ଘଟଣା: ଏସପିଙ୍କୁ ଭେଟିଲେ ପରିବାର ଲୋକ, ନିରପେକ୍ଷ ତଦନ୍ତ ଦାବି

ବଲାଙ୍ଗିର: ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟଳୟରେ ଓଡିଆ ବିଭାଗ ଅଧ୍ୟାପକ ଭାବେ କାମ କରୁଥିବା ପ୍ରକାଶ ସାହୁ ଗତ କିଛି ଦିନ ତଲେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଝୁଲନ୍ତା ଅବସ୍ଥାରେ ତାଙ୍କ ଆଲୋକ ନଗରସ୍ଥିତ…
Read More...

ବନ୍ଧୁକ ମୁନରେ ବ୍ୟାଟେରୀ ଦୋକାନରେ ଡକାୟତି, ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠିତ

ବଲାଙ୍ଗିର: ବଲାଙ୍ଗିରରେ ପୁଣି ଶସସ୍ତ୍ର ଡକାୟତି। ସହରର ଏକ ମୁଖ୍ୟ ରାସ୍ତା ରେଳଷ୍ଟେସନ ରାସ୍ତାରେ ଥିବା ଏକ ବ୍ୟାଟେରୀ ଦୋକାନରୁ ରବିବାର ରାତ୍ରୀରେ ଚାରି ଜଣ ଯୁବକ ବନ୍ଧୁକ ଦେଖାଇ ଡକାୟତି କରିଥିବା ଥାନାରେ ଅଭିଯୋଗ…
Read More...

୨୯ରୁ ବିଧାନସଭା ଅଧିବେଶନ

ଭୁବନେଶ୍ବର: ସେପ୍ଟେମ୍ବର ୨୯ରୁ ବିଧାନ ସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର ୬ ପର୍ଯ୍ୟନ୍ତ ଚାଲିବ। ଏଥର ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ। ତେବେ…
Read More...

ପୁଣି ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ

ନୂଆଦିଲ୍ଲୀ: ପୁଣି ଥରେ ହରିବଂଶ ହେଲେ ରାଜ୍ୟ ସଭା ଉପାଧ୍ୟକ୍ଷ। ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଛନ୍ତି। ସେ ବାଚନିକ ଭୋଟରେ ନିର୍ବାଚିତ ହୋଇଛନ୍ତି।  ଏନ୍‍ଡିଏ ତରଫରୁ ପ୍ରାର୍ଥୀ…
Read More...

ଫୋକସରେ ରହିବ କୋଭିଡ ପରିଚାଳନା ଓ ଲୋକଙ୍କ ଜୀବନ ଜୀବିକା : ବଲାଙ୍ଗିର ଜିଲାପାଳ

ବଲାଙ୍ଗିର : ବଲାଙ୍ଗିର ଜିଲାପାଳ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ନବନିଯୁକ୍ତ ଜିଲାପାଳ ଚଞ୍ଚଲ୍ ରାଣା। କୋଭିଡ୍‌ ପରିଚାଳନା ଫୋକସ୍‌ରେ ରହିବ ଓ ଲୋକଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ବ ଦିଆଯିବ ବୋଲି ଜିଲାପାଳ କହିଛନ୍ତି।…
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଦାବୀରେ ଜିଲା କୃଷକ ସଂଘର୍ଷ ସଂଘର ଆମରଣ ଅନଶନ

ଦେବଗଡ଼:ବାରମ୍ବାର ଦାବୀ ସତ୍ୱେ ପ୍ରାଥମିକ କୃଷି ସେବା ସମବାୟ ସମିତିରୁ କୃଷିଋଣ ନେଇଥିବା ଜିଲାର ନିରୀହ ଚାଷୀ ମାନଙ୍କୁ ୨୦୧୯-୨୦ ବର୍ଷର ମରୁଡି ସହାୟତା ଅଦ୍ୟାବଧି ମିଳିପାରିନାହିଁ। ଫଳରେ ସମ୍ପୃକ୍ତ ଚାଷୀମାନେ ଆର୍ଥିକ…
Read More...

‘ବଡ଼ଭାଇ’ ନଦୀୟ ବିହାରୀ ଆଉ ନାହାନ୍ତି

କଟକ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ତଥା ଆକାଶବାଣୀର ଅବସରପ୍ରାପ୍ତ ପ୍ରଯୋଜକ ନଦୀୟା ବିହାରୀ ମହାନ୍ତିଙ୍କ କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ…
Read More...

ବଲାଙ୍ଗିରର ଜୀବନ ରେଖା ‘ଲୋୟର୍ ସୁକତେଲ’: ଅଢେଇ ବର୍ଷ ହେଲା ଆଣ୍ଠେଇଛି ପ୍ରକଳ୍ପ, ସକରାତ୍ମକ ବାଟ ଖୋଜୁଛନ୍ତି ଜଳସମ୍ପଦ…

ବଲାଙ୍ଗିର: ବଲାଙ୍ଗିର ଜିଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅଢେଇ ବର୍ଷ ହେଲା ଆଣ୍ଠେଇଛି। ବିଭିନ୍ନ କାରଣରୁ ବିରୋଧ ହୋଇଛି। କାମ ବନ୍ଦ ହୋଇଯାଇଛି। ଅଢେଇ ବର୍ଷ ହେଲା ଆଣ୍ଠେଇ ପଡିଛି…
Read More...

ଖପ୍ରାଖୋଲରେ ଆରମ୍ଭ ହେଲା ସାପ୍ତାହିକ ହାଟ

ଖପ୍ରାଖୋଲ: କରୋନା ପାଇଁ ଦୀର୍ଘଦିନ ହେବ ବନ୍ଦ ହୋଇଯାଇଥିବା ଖପ୍ରାଖୋଲ ସାପ୍ତାହିକ ହାଟ ଏବେ ଆରମ୍ଭ ହୋଇଛି। ଦୀର୍ଘ ପାଞ୍ଚମାସ ପରେ ବଜାର ବସିଥିବାରୁ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଅନ୍ୟ…
Read More...

ଟାୱାର ଥିଲେ ବି ମିଳୁନି ସେବା, ମୁଣ୍ଡିଗଡ ଅଞ୍ଚଳବାସୀଙ୍କ ଦାବିପତ୍ର ପ୍ରଦାନ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ମୁଣ୍ଡିଗଡ ଗ୍ରାମ ପଞ୍ଚାୟତରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରହିଛି ଏକ ବିଏସଏନଏଲ ଟାୱାର। ହେଲେ ସେଠାରେ ଭଲ ଭାବରେ ଲୋକଙ୍କୁ ନେଟୱାର୍କର ସଠିକ ସେବା ମିଳୁନାହିଁ। ସେଥିପାଇଁ ଆଜି…
Read More...

କଳାକାର ଭତ୍ତା ଅପେକ୍ଷାରେ ଦୃଷ୍ଟି ବାଧିତ କଳାକାର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌ର ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୈଜାପାଲି ଚାନ୍ଦୁଟିକ୍ରା ଗ୍ରାମର ଅଧିବାସୀ ବିଶେଷଣ କୁସୁମ ଆଜନ୍ମ ଦୃଷ୍ଟି ହୀନ। ୪୮ବର୍ଷ ବୟସ୍କ ବିଭିଷଣଙ୍କ ଜମିବାଡି କିଛି…
Read More...

ଅର୍ଥନୀତିର ସୁରକ୍ଷା, ସମସ୍ତଙ୍କୁ ଜୀବିକା ଦାବିରେ ସିପିଆଇର ପ୍ରତିବାଦ ଦିବସ

ଭୁବନେଶ୍ୱର: କରୋନା ଆଳରେ ସାଧାରଣ ମଣିଷ ଜୀବନ ଜୀବିକା ଉପରେ ପ୍ରଚଣ୍ଡ ଆକ୍ରମଣର ପ୍ରତିବାଦରେ ସମସ୍ତଙ୍କ ପାଇଁ ଜୀବିକା, ସମତା ଓ ନ୍ୟାୟ ଦାବିରେ ଆଜି ସଂସଦ ଅଧିବେଶନର ପ୍ରଥମ ଦିବସରେ ସିପିଆଇ ପକ୍ଷରୁ ଦେଶ ବ୍ୟାପି…
Read More...

୨୨କୁ ଘୁଞ୍ଚିଲା ଘରୋଇ ସ୍କୁଲ ଫି’ ମାମଲା

କଟକ: ଆଜି ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାର ଶୁଣାଣି ଧାର୍ଯ୍ୟ ହୋଇଥିଲା। ତେବେ ହାଇକୋର୍ଟରେ  ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାର ପରବର୍ତ୍ତି ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ…
Read More...

କୋର୍ଟରୁ ଜେଲ ଗଲାବେଳେ ପୁଲିସ ଭ୍ୟାନ୍‌ରୁ ଅପରାଧୀ ଚମ୍ପଟ

ଜଳେଶ୍ୱର: ଆଜି ଜଣେ ଅପରାଧୀକୁ ନେଇ ପୁଲିସ ଭ୍ୟାନ୍ ଜଳେଶ୍ୱର କୋର୍ଟରୁ ନେଇ ଜେଲକୁ ଗଲାବେଳେ ଅଭିଯୁକ୍ତ ଜଣକ ଚମ୍ପଟ ମାରିଥିଲା। ଘଟଣାରୁ ପ୍ରକାଶ, ଜଳେଶ୍ୱର ବ୍ଲକ ବଜାର ନିକଟରେ ରହୁଥିବା ପୂର୍ବତନ ଅବସର ପ୍ରାପ୍ତ କଲେଜ…
Read More...

କରୋନାକୁ ଅଣଦେଖା ନକରି ଅଧିକ ସତର୍କ ରହିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ‘ଜୁହାର୍’ ପରିବାର ଦ୍ୱାରା ରବିବାର ଆୟୋଜିତ ଇ-‘ନୂଆଁଖାଇ ପରବ୍’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ କରୋନାକୁ ଅଣଦେଖା ନକରି ଅଧିକ ସତର୍କ…
Read More...

୩ ଇନିସ୍‌ପେକ୍ଟର ସହ ୩୫ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲାର ୩ଜଣ ଇନିସ୍‌ପେକ୍ଟର, ଜଣେ ସବ୍‌-ଇନିସପେକ୍ଟର ସହିତ ମୋଟ ୩୫ ଜଣ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଥାନା ଅଧିକାରୀ ରହିଥିବା…
Read More...

ୱସ୍‌ୱାଲ୍‌ ଲିମିଟେଡ୍‌ ସର୍ଭେ: ବିତ୍ତୀୟ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଓଡ଼ିଶା

ଭୁବନେଶ୍ବର: ମୋତିଲାଲ୍‌ ଓସ୍‌ୱାଲ୍‌ ଲିମିଟେଡ୍‌ ପକ୍ଷରୁ ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ଓଡ଼ିଶା ବଳକା ବଜେଟ୍‌ ସହ ବିତ୍ତୀୟ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଉଭା ହୋଇଥିବାରୁ…
Read More...

ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ବନ୍ଦ ରହିବ ନବରଙ୍ଗପୁର କୋର୍ଟ

ନବରଙ୍ଗପୁର:ନବରଙ୍ଗପୁର କୋର୍ଟ କାର୍ଯ୍ୟାଳୟରେ କାର୍ଯ୍ୟରତ ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା। ସୂଚନା ମିଳିବା ପରେ ନବରଙ୍ଗପୁର…
Read More...

ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ବିୟୋଗରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଶୋକ

ଭୁବନେଶ୍ୱର: ବର୍ଷିୟାନ ଅଭିନେତା ଅଜିତ ଦାସଙ୍କ ବିୟୋଗରେ ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମଞ୍ଚ ଅଭିନୟଠୁ ଆରମ୍ଭ କରି ଅନେକ ଚଳଚ୍ଚିତ୍ରରେ ତାଙ୍କର ନିଖୁଣ…
Read More...

କଲରା ପତରିଆ ବାଘ ଛାଲ ଜବତ, ୪ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ବନ ବିଭାଗକୁ ମିଳିଛି ବଡ ସଫଳତା। ତିନୋଟି କଲରା ପତରିଆ ବାଘ ଛାଲ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ବନବିଭାଗ। ସେମାନଙ୍କ ଠାରୁ ଦୁଇଟି ବାଇକ ଓ ମୋବାଇଲ ଜବତ ହୋଇଛି। ନବରଙ୍ଗପୁର ବନ ଭିଭାଗ…
Read More...

ଜୁଲାଇରୁ ସରିଲାଣି ସାକ୍ଷାତକାର, ନିଯୁକ୍ତି ନେଇ ସ୍ପଷ୍ଟ ସୂଚନା ନାହିଁ

ବଲାଙ୍ଗିର: ରାଜ୍ୟରେ କରୋନା ପରିସ୍ଥିତିକୁ ନଜରରେ ରଖି ନିତିମାସିଆ ଚୁକ୍ତିଭିତ୍ତିରେ ସ୍ୱାସ୍ଥ୍ୟକର୍ମଚାରୀ ମାନଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ଏଏନଏମ, ଷ୍ଟାଫ…
Read More...

ଅଜିତ୍‌ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଅଜିତ୍‌ ଦାସଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଅନନ୍ୟ ପ୍ରଭିଭାଧାରୀ…
Read More...

‘ଉତ୍କଳୀୟମ୍‍ ଫାଉଣ୍ଡେସନ୍‍’ ତରଫରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ‘କରୋନା ମହାଯୋଦ୍ଧା’ ସମ୍ମାନ

ଭୁବନେଶ୍ୱର: ସମଗ୍ର ବିଶ୍ୱ ବର୍ତ୍ତମାନ ପରିସ୍ଥିତିରେ କରୋନା ମହାମାରୀରେ ଲକ୍ଷାଧିକ ଲୋକେ ମୃତ୍ୟୁବରଣ କରିସାରିଲେଣି, ଯାହାର ସ୍ଥାୟୀ ଉପଚାର ଏ ପର୍ଯ୍ୟନ୍ତ ହୋଇପାରିନାହିଁ। କେବଳ ଜିତିବାର ଏକମାତ୍ର ରାହା ସାମାଜିକ…
Read More...

ପେଶା ଡାକ୍ତର, ନିଶା ସମାଜ ସେବା

ବଲାଙ୍ଗିର: କେଉଁ ନେତା ପାଇଁ ନୁହେଁ କି କେଉଁ ବଡ ବାବୁ ପାଇଁ ନୁହେଁ। ସାଧାରଣ ମଣିଷ ଭଳି ଜୀବନ ଜିଇଁ ଆସୁଥିବା ଜଣେ ସାଧାସିଧା ମଣିଷ ପାଇଁ ଆମେ କହୁଛୁ ଜୀବନ ଜିନ୍ଦାବାଦ। ଆଉ ତାଙ୍କ ଜୀବନ କାହାଣୀ ଶୁଣିଲେ ଆପଣ ବି…
Read More...

ଆନନ୍ଦପୁର ପୋଲ ସଞ୍ଜୋଗୀ ରାସ୍ତା ଫାଟି ଆଁ କରିଛି

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡାଗଡ ଅଧିନ ଓସ୍ତିଆ ପଞ୍ଚାୟତରେ ରହିଛି ଆନନ୍ଦପୁର ପୋଲ। ବିନ୍ଧାଣିମା ଠାରୁ ସୁବର୍ଣ୍ଣପୁର-ଆନନ୍ଦପୁର-ଫୁଲବାଡିକୁ ସଞ୍ଜୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଆନନ୍ଦପୁର…
Read More...

ଗୋଡଭଙ୍ଗା ଘାଟିରେ ସାବୁନ ବୋଝେଇ ଟ୍ରକ ଓଲଟିଲା

କେଶଦୁରାପାଳ : ସାବୁନ ବୋଝେଇ ୧୨ ଚକିଆ ଟ୍ରକ ଓଲଟି ପଡିଥିବା ବେଳେ ଡ୍ରାଇଭର ହେଲପର ଆହତ ହୋଇଥିବା ଜଣାପଡିଛି।ସୁଚନା ରୁ ଜଣାଯାଏ ମହୁଲଡିହା ଥାନା ଅନ୍ତର୍ଗତ ଗୋଡଭଙ୍ଗା ଘାଟୀ ମରଣଯନ୍ତା ପାଲଟିଛି ୫୩ ନମ୍ବର ରାଜ୍ୟ…
Read More...

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଲଗାତାର ଅନେକ ଦିନ ଧରିି ବଢିବା ପରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଗତ ତିନିଦିନ ହେଲା ହ୍ରାସ ପାଉଛି । ଆଜି ପେଟ୍ରୋଲ ଦର ୧୩ ପଇସା ଓ ଡିଜେଲ ୧୨ ପଇସା ହ୍ରାସ ପାଇଛି। ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌…
Read More...

ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ପରଲୋକ

ଗୁଣୁପୁର: ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଆନ୍ଧ୍ରପ୍ରଦେଶର ଏକ ଘରୋଇ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶନିବାର ଆନ୍ଧ୍ରପ୍ରଦେଶର…
Read More...

ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସ ତଥା ଭିକୁ ସେଠ୍‌ଙ୍କ ପରଲୋକ

ଭୁବନେଶ୍ବର: ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସ ତଥା ଭିକୁ ସେଠ୍‌ଙ୍କ ପରଲୋକ। ଭିକୁ ସେଠ୍‌ ନାମରେ ଘରେ ଘରେ ପରିଚିତ ଥିଲେ ମହେନ୍ଦ୍ର ଦାସ। ମାତ୍ର ୫୫ ବର୍ଷରେ ଭିକୁ ସେଠ୍‌ଙ୍କ ଶେଷ ନିଃଶ୍ବାସ ତ୍ୟାଗ। ଛାତିରେ…
Read More...

ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ

ନୂଆଦିଲ୍ଲୀ: ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ। ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଲା ଡିସିଜିଆଇ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ଥିଲେ କିଣି ହେବ କରୋନା ଔଷଧ। କେତେକ ସର୍ତ୍ତ ସହ…
Read More...

ଭାରତରେ ପ୍ରାଣୀଙ୍କ ଉପରେ କୋଭାକ୍ସିନ୍‌ ଟୀକାର ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: କୋରାନାକୁ ନେଇ ଆଶ୍ବସ୍ତିକର ଖବର। ପ୍ରାଇମେଟ୍‌ ବର୍ଗର ପ୍ରାଣୀଙ୍କ ଶରୀରରେ ସଫଳ ହୋଇଛି କୋଭିକ୍ସିନ୍। ଏହି ଭ୍ୟାକ୍‌ସିନ୍‌ ଆଇସିଏମ୍‌ଆର୍‌ ଏବଂ ଭାରତ ବାହାର କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଛି। ଦେଶରେ…
Read More...

ରାଜ୍ୟରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାରେ ଦୁଇଟି ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ(ଏନଡିଏଚ୍ଏମ୍) ଏବଂ ଆୟୁଷ୍ମାନଭାରତ - ପ୍ରଧାନମନ୍ତ୍ରୀ ଜନ…
Read More...

ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଆଜି ସୁଦ୍ଧା କରୋନା ଜୀବନ ନେଲାଣି ୬୧୬

ଭୁବନେଶ୍ବର: ଓଡ଼ିଶାରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଆଜି ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧୬କୁ ବୃଦ୍ଧି…
Read More...

ରାଜ୍ୟରେ ଆଜି ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ୪୦୬୧

ଭୁବନେଶ୍ବର: ରାଜ୍ୟରେ ଆଜି ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୨,୧୯୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍ ୧,୫୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
Read More...

ଜେଇଇ ମେନ୍‌ ପରୀକ୍ଷାଫଳ ପ୍ରକାଶ, ଓଡ଼ିଶାରୁ ସୌରଭ ଟପ୍ପର

ନୂଆଦିଲ୍ଲୀ: ଆଜି ଜେଇଇ ମେନ୍‌ ପରୀକ୍ଷାଫଳ ପ୍ରକାଶ ପାଇଛି। ଓଡ଼ିଶାରୁ ସୌରଭ ସୌମ୍ୟକାନ୍ତ ଦାଶ ଟପ୍ପର ହୋଇଛନ୍ତି। ସେହିପରି ଓଡ଼ିଶାର ସ୍ଥିତିପ୍ରଜ୍ଞା ସାହୁ ଦ୍ବିତୀୟ ଟପ୍ପର ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଜେଇଇ…
Read More...

ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୦ହଜାର ୯୭୯ କରୋନା ଟେଷ୍ଟ

ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ମୋଟ ୫୦ ହଜାର…
Read More...

ଆଦିତ୍ୟ ଦାଶ ମୃତ୍ୟୁ ମାମଲା, କ୍ରାଇମ୍‌ ବ୍ରାଞ୍ଚକୁ ଷ୍ଟାଟସ ରିପୋର୍ଟ ତଲବ କଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ ବ୍ରାଞ୍ଚକୁ ଷ୍ଟାଟସ ରିପୋର୍ଟ ତଲବ କରିଛନ୍ତି ଓଡ଼ିଶା ହାଇକୋର୍ଟ। ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦେଶ…
Read More...

୫ଟି ସ୍ଥାନରେ ଅବକାରୀ ବିଭାଗର ଚଢଉ, ୫୦ଲିଟର ମହୁଲି ମଦ ଜବତ,୫ ଗିରଫ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୃଥକ ପୃଥକ ୫ଟି ସ୍ଥାନରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ୫୦ ଲିଟର ଦେଶୀ ହାତରନ୍ଧା ମହୁଲି ମଦ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।…
Read More...

ବର୍ଷାକୁ କୌଣସି ଜନ୍ମରେ ଗ୍ରହଣ କରିବୁ ନାହିଁ:ଅନୁଭବ

ଭୁବନେଶ୍ବର: ବର୍ଷା- ଅନୁଭବ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୁଣି ପତ୍ନୀ ବର୍ଷାଙ୍କୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି ।  ଅନୁଭବ ବର୍ଷାଙ୍କ ସହ ଆଉ ରହିବାକୁ ଚାହୁ ନାହାନ୍ତି ।…
Read More...

ମହାନଦୀରେ ବନ୍ୟା ଆସିଲେ ରଣନଦୀ କୂଳବାସୀ ଆତଙ୍କିତ, ପୁନଃରୁଦ୍ଧାର ହେଉ ରଣନଦୀ ବନ୍ଧ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଶିମିଳିପୁର ପଞ୍ଚାୟତ ଅଧିନ କରବର ଗାଁ। ମହାନଦୀ କୂଳରେ ଅବସ୍ଥିତ ଗାଁର ଦୁଃଖ ହୋଇଉଠୁଛି ମହାନଦୀର ଶାଖାନଦୀ ରଣନଦୀ। ୧୯୮୨ମସିହା ମହାବନ୍ୟାରେ ଶାଖାନଦୀ ରଣନଦୀର ଦକ୍ଷିଣ…
Read More...

ସହରରୁ ଆସୁଛି ସବୁଜ ପରିବା, ଦରଦାମ ଆକାଶ ଛୁଆଁ

ବାଙ୍କୀ: ବାଙ୍କୀ ଉପଖଣ୍ଡ ଏକ କୃଷି ପ୍ରଧାନ ଅଞ୍ଚଳ। ଧାନ, ଚିନାବାଦାମ, ଆଖୁରେ ପତିଆରା ବଢାଇଥିବା ବାଙ୍କୀର କୃଷକ ସବୁଜ ପନିପରିବା ଉତ୍ପାଦନରେ ରାଜ୍ୟରେ ଆଗୁଆ। ବାଙ୍କୀରୁ ବର୍ଷ ତମାମ୍ ଓଡିଶାର ବିଭିନ୍ନ ହାଟ ବଜାରକୁ…
Read More...

ଲକ୍‌ଡାଉନ୍‌ ହଟି ଥିବାରୁ ନିୟମିତ ଚାଲିବ ଟ୍ରେନ୍

ଭୁବନେଶ୍ବର: ୧୨ରେ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହଟିଥିବାରୁ ନିୟମିତ ଚାଲିବ ଟ୍ରେନ୍‌ ପୂର୍ବରୁ ବାଲିତ ଟ୍ରେନ୍‌ଗୁଡ଼ିକ ନିୟମିତ ଚାଲିବ। ଭୁବନେଶ୍ବର-ହାୱଡା ଜନଶତାବ୍ଦୀ, ହାୱଡ଼ା ଯଶବନ୍ତବୁର ନିୟମିତ…
Read More...

ଆୟୁଷ୍ମାନ ଭାରତ ଲାଗୁ ନେଇ ସୁପ୍ରିମ୍‌ କୋର୍ଟରେ ମାମଲା

ନୂଆଦିଲ୍ଲୀ: ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ନ ହେବା ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି। ଏ ସଂକ୍ରାନ୍ତରେ ପି.ଶେଖର ରାଓଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଛି। ଓଡ଼ିଶା ସହ ୪ଟି…
Read More...

ମରଣଯନ୍ତା ପାଲଟିଛି ପୁରୀ-ରାୟପୁର ରାସ୍ତା

ବରପାଲି:ସୋହେଲାରୁ ପୁରୀ ଜଗନ୍ନାଥ ଧାମକୁ ଲମ୍ବି ଯାଇଥିବା ରାଜ୍ୟ ସଡ଼କ ବର୍ତ୍ତମାନ ସ୍ଥିତିରେ ମରାମତି ଅଭାବରୁ ମରଣଯନ୍ତା ସାଜିଛି। ବରପାଲି ମାହାତ୍ମାଗାନ୍ଧି ଛକରୁ ସୋହେଲା ପଟକୁ ଯାଉଥିବା ମୁଖ୍ୟସଡ଼କ ଅତ୍ୟନ୍ତ ଶୋଚନିୟ…
Read More...

ଦୋକାନ ଭିତରୁ ମିଳିଲା ୧୧ଲକ୍ଷର ଗଞ୍ଜେଇ, ଜଣେ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଢୁଛି ଚୋରା ଗଞ୍ଜେଇ କାରବାର। ଗୋଟିଏ ପରେ ଗୋଟିଏ ସ୍ଥାନରୁ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ। ଆଜି ସକାଳୁ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ପଦ୍ମପୁର ଅଞ୍ଚଳରୁ ୧୧ଲକ୍ଷ…
Read More...

ବାଙ୍କୀ ମା’ଚର୍ଚ୍ଚିକାଙ୍କ ପୀଠରେ ଶାରଦୀୟ ପୂଜା ଆରମ୍ଭ

ବାଙ୍କୀ: ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ଆଜି ଆଶ୍ୱୀନ କୃଷ୍ଣ ମୂଳା ଷ୍ଟମୀ ଗୁରୁବାର ପ୍ରଭାତରୁ ଶାରଦୀୟ ଦୂର୍ଗାପୂଜା ଶୋଡଷ ଉପଚାରରେ ଆରମ୍ଭ ହୋଇଛି। ପ୍ରତିବର୍ଷ ଏହି ପୂଜା ୧୬ ଦିନ ହେଉଥିବା…
Read More...

ବୌଦ୍ଧରେ ନିର୍ମାଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ

ବୌଦ୍ଧ : ମୁଖ୍ୟ ଶାସନ ସଚିବ ଓ ୫ ଟି ସଚିବଙ୍କ ବୌଦ୍ଧ ଗସ୍ତ ପରେ ମୋ ସରକାର ଯୋଜନାରେ ବୌଦ୍ଧରେ ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଓ ରୋଗୀମାନଙ୍କ ଆଟେଣ୍ଡାଣ୍ଟ୍ଙ୍କ ପାଇଁ ୩୦୦ ଶଯ୍ୟା ବିଶିଷ୍ଟ ବିଶ୍ରାମାଗାର ନିର୍ମାଣ…
Read More...

ଦୁଇ ବିଚାରପତିଙ୍କ ସହ ବିଚାର ବିଭାଗର ୨୮ କର୍ମଚାରୀ କରୋନା ଆକ୍ରାନ୍ତ, ୧୬ ପର୍ଯ୍ୟନ୍ତ ନ୍ୟାୟାଳୟ ବନ୍ଦ

ବୌଦ୍ଧ :ବୌଦ୍ଧରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ବିଚାର ବିଭାଗ ମଧ୍ୟ ଏଥିରୁ ବାଦ ପଡିନାହିଁ। ସୂଚନା ମୁତାବକ ୨ ଜଣ ବିଚାରପତିଙ୍କ ସହ ବିଚାର ବିଭାଗର ୨୮ ଜଣଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି।…
Read More...

ୟୁରିଆ କଳାବଜାର: ୯୩ ରିଟେଲର୍‌ଙ୍କୁ ନୋଟିସ, କୃଷି ଅଧିକାରୀଙ୍କୁ ଘେରିଲା ବିଜେପି

ଟିଟିଲାଗଡ଼: ଟିଟିଲାଗଡ ବ୍ଲକ ତଥା ଉପଖଣ୍ଡ ଅଞ୍ଚଳରେ ୟୁରିଆ ଦୂମୁର୍ଲ୍ୟ ହୋଇପଡିଛି। ସମ୍ପ୍ରତି ଚାଷୀ ନିଜ ଧାନ ଫସଲ ରକ୍ଷା ପାଇଁ ୟୁରିଆ ସାର ନିତାନ୍ତ ଆବଶ୍ୟକ କରୁଥିବା ବେଳେ ଏହା ବଜାରରେ ଉପଲବ୍ଧ ହେଉ ନାହିଁ। ଏନେଇ…
Read More...

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ଆଜି ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ଆଜି ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୪୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ୩୫୪, ମୟୂରଭଞ୍ଜ ୨୩୩, ଗଞ୍ଜାମ ୧୭୩,…
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରେ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା ଆରମ୍ଭ, ମଳମାସ ପାଇଁ ୪୫ଦିନ ଧରି ଚାଲିବ ପୂଜାର୍ଚ୍ଚନା

ଆରଡି: ଓଡିଶାର ପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କର ଗୁରୁବାର ପବିତ୍ର ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଷୋଡଶ ଦିବସୀୟ ପୂଜା। ଚଳିତବର୍ଷ ମହାମାରୀ କରୋନା…
Read More...

କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାଏକଙ୍କ ପିତୃ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: କୁଚିଣ୍ଡାର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ସାଧାରଣ ସଂପାଦକ ରବି ନାଏକଙ୍କ ପିତା ଦାଶରଥୀ ନାଏକଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର…
Read More...

‘ଫ୍ରିଡମ’ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ଆରଡି:ଚଳିତ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲାର ଧୋୟା ଅଞ୍ଚଳ ଭାବେ ପରିଚିତ ଆରଡି ଓ ଓଳଗ ପଞ୍ଚାୟତରେ ଫ୍ରିଡମ କମ୍ପାନୀ ପକ୍ଷରୁ ଶତାଧିକ ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା। ଫ୍ରିଡମ କମ୍ପାନୀର…
Read More...

ମା‘ କାଳିକାଙ୍କର ଷୋଡଶ ଉପଚାର ପୂଜା

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ଆରାଧ୍ୟା ଦେବୀ ମା କାଳିକା ଠାକୁରାଣୀଙ୍କ ପୀଠସ୍ଥଳୀରେ ମାଙ୍କରଷୋଡଶ ଉପଚାର ପୂଜା ସହିତ ବିଶ୍ୱଶାନ୍ତି ହୋମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯଜ୍ଞାଚାର୍ଯ୍ୟ…
Read More...

ପୁଲିସ-ମାଓବାଦୀ ଗୁଳିବିନିମର ସହିଦ ଦୁଇ ଯବାନଙ୍କୁ ଦିଆଗଲା ‘ଗାର୍ଡ ଅଫ୍ ଅନର୍’

ଭବାନୀପାଟଣା: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍ଜି ରିଜର୍ଭ ଜଙ୍ଗଲ ଗୁଳିବିନିମୟରେ ସହିଦ ହୋଇଥିବା ଯବାନଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପୁଲିସ ମହା ନିର୍ଦ୍ଦେଶକ ଅଭୟ ଏବଂ ବହୁ ବରିଷ୍ଠ ପୁଲିସ ଅଧିକାରୀ…
Read More...

ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ କାନ୍ଥକୁ ଧକ୍କା ଦେଲା ଟ୍ରକ, ଦୁଇ ଆହତ

ହରଭଙ୍ଗା: ଗୁରୁବାର ସକାଳୁ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପାର୍ଶ୍ବରେ ଥିବା ଆଡେଣିଗଡ ପୁରୁଣା ରାଜସ୍ୱ ନୀରିକ୍ଷକ…
Read More...

ବାଧକ ସାଜିଛି ଅର୍ଥ, ମୁଖଗହ୍ୱର କର୍କଟ ରୋଗରେ ପୀଡିତ ତୁଲସୀ

ବଲାଙ୍ଗିର: ଦୁଇ ବର୍ଷ କୋମଳମତୀ ମୁଖ ଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ। ଏପଟେ ଚିକିତ୍ସା କରିବା ପାଇଁ ଅଣ୍ଟିରେ ଟଙ୍କା ଟିଏ ନାହିଁ। ସେପଟେ ଝିଆ ଭୋଗୁଥିବା କଷ୍ଟକୁ ବି ଦେଖିହେଉନାହିଁ। ଏମିତିରେ ସମସ୍ତ ବାଟ ବନ୍ଦ…
Read More...

ବାଙ୍କୀରେ ଅବକାରୀ ଚଢାଉ: ୪,୬୦୦ ଲିଟର ପୋଚ ନଷ୍ଟ, ୨୨ଲିଟର ଚୋରା ଦେଶୀ ରନ୍ଧାମଦ ଜବତ

ବାଙ୍କୀ:ଗୁରୁବାର ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏକ ବଡଧରଣର ଅବକାରୀ ସାମଗ୍ରୀ ଜବତ କରାଯାଇଛି। ଏଥିସହ ୪,୬୦୦ ଲିଟର ମଦ ରନ୍ଧା ପାଇଁ ମହଜୁଦ୍ ଥିବା ପୋଚ୍‌କୁ ବାଙ୍କୀ ଅବକାରୀ ବିଭାଗ…
Read More...

ମନରେଗା ଯୋଜନାରେ ଅନିୟମିତତା: ଜିଆରଏସଙ୍କ ଲିଖିତ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ

ବଲାଙ୍ଗିର: ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକରେ ମନରେଗା ଯୋଜନାରେ ଚାଲିଥିବା ଅନିୟମିତତା ସାମ୍ନାକୁ ଆସିବା ପରେ ଏହି ଘଟଣାକୁ ଚପାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଉପରିସ୍ଥ ଅଧିକାରୀ ଯେଉଁ କାମକୁ ବନ୍ଦ କରିଥିଲେ…
Read More...

ନିଯୁକ୍ତି ସର୍ବେକ୍ଷଣର ଭୟାନକ ତଥ୍ୟ: ଦେଶରେ ନିଯୁକ୍ତି ୧୫ ବର୍ଷ​ରେ ସର୍ବନିମ୍ନ, ମାତ୍ର ତିନି ପ୍ରତିଶତ କମ୍ପାନୀଙ୍କ…

ନୂଆଦିଲ୍ଲୀ :କରୋନା ମହାମାରୀର ପ୍ରଭାବରେ ଦେଶର ଆର୍ଥିକ କ୍ଷେତ୍ର ବିପର୍ୟ୍ୟସ୍ତ ହୋଇପଡିଥିବା ଯୋଗୁ ବିଭିନ୍ନ କ୍ଷେତ୍ରରେ ନୂଆ ନିଯୁକ୍ତିକୁ ନେଇ ଏବେ ବଡ ଆଶଙ୍କା ପ୍ରକାଶ ପାଇଛି।  ଆର୍ଥିକ ଦୁଃସ୍ଥିତିର ବଡ ପ୍ରଭାବ…
Read More...

ଆର୍ଥିକ ଅଭିବୃଦ୍ଧି ଉପରେ କରୋନା ମାଡ: ଜିଡିପି ଅଭିବୃଦ୍ଧି ହାର କମାଇଲେ ବିଶ୍ବର ରେଟିଂ ଏଜେନ୍ସି

ନୂଆଦିଲ୍ଲୀ:କରୋନା ମହାମାରୀର ବଡ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିବା ଯୋଗୁ ପ୍ରଭାବିତ ହୋଇଛି ଦେଶର ​ମୋଟ ଘରୋଇ ଉତ୍ପାଦ (ଜିଡିପି)।  କରୋନା ମାଡ ଯୋଗୁ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲ-ଜୁନ୍‌)ରେ…
Read More...

୨ବର୍ଷ ଝିଅର ହାଡ଼ ଯୋଡ଼ିବା ପାଇଁ ହେଲାଣି ୨୮ଥର ପ୍ଲାଷ୍ଟର

ଫୁଲବାଣୀ:ଯେଉଁ ବୟସରଙ୍କ ଶିଶୁ କନ୍ୟାଟି ହସିଖେଳିବା କଥା ସେହି ବୟସରେ ଶିଶୁକନ୍ୟା ଦେହର ବିଭିନ୍ନ ସ୍ଥାନରେ ପଡ଼ିଛି ୨୮ ଥର ପ୍ଲାଷ୍ଟର ପଡ଼ିଛି। ଚିନ୍ତା ବଢାଇଛି ସେହି କୁନି ଝିଅ। କୁନି ଝିଅକୁ ଧରିବାବେଳେ ତା’ର ଦେହର…
Read More...

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୧ ଲକ୍ଷ ୨୧ ହଜାର ୮୫, ଆଜି ସୁସ୍ଥ ହେଲେ ୨୭୮୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ସୁଦ୍ଧା ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୨୧ ହଜାର ୮୫ରେ ପହଞ୍ଚିଛି। କରୋନା ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଆକ୍ରାନ୍ତମାନେ ସୁସ୍ଥ ହୋଇ ଘରକୁ ଯାଉଛନ୍ତି।…
Read More...

ପ୍ରବାସୀ ଓଡିଆଙ୍କ ଜୀବନଜୀବିକା ପାଇଁ ପୁର୍ନବାର ‘ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍’ ଚାଲୁ କରିବାକୁ କେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶ ଅର୍ଥନୀତିର ପୁନରୁଦ୍ଧାର ତଥା ପ୍ରବାସୀ ଓଡିଆ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁର୍ନବାର ‘ଶ୍ରମିକ ସ୍ପେଶାଲ…
Read More...

‘ଆଖି ଖୋଲି ସ୍ୱପ୍ନ ଦେଖ, ତାକୁ ସାକାର ପାଇଁ ସାଧନା କର’

ଭୁବନେଶ୍ୱର: ଖୋଲା ଆଖିରେ ସ୍ୱପ୍ନ ଦେଖ। ଏଥିସହ ସ୍ୱପ୍ନ ସାକାର କରିବା ପାଇଁ ନିରନ୍ତର ଉଦ୍ୟମ କର। ସାଧନା ଓ ସଂକଳ୍ପ ଫଳରେ ସ୍ୱପ୍ନ ନିଶ୍ଚିତ ସାକାର ହେବ। ଧୀରପାଣି ପଥର କାଟିବା ଭଳି ନିରବଚ୍ଛିନ୍ନ ଚେଷ୍ଟା କେବେ…
Read More...

କରୋନା ମହାମାରି କରାଳ ଛାୟାରେ ଟିଟିଲାଗଡ଼: ଦ୍ୱିତୀୟ କରୋନା ମୃତ୍ୟୁ, ଆଜି ୧୦ କୋଭିଡ ଯୋଦ୍ଧା ସଂକ୍ରମିତ

ଟିଟିଲାଗଡ଼:ଟିଟିଲାଗଡ ପୌରାଞ୍ଚଳରେ ଗତ ଅଗଷ୍ଟ ମଧ୍ୟଭାଗରୁ କରୋନା ନିଜ କାୟା ଦୃତ ଗତିରେ ବିସ୍ତାର କରିବାକୁ ଲାଗିଛି। ସେପ୍ଟେମ୍ବରରେ ପ୍ରତ୍ୟେହ ପ୍ରାୟ ଦୁଇ ଅଙ୍କ ଛୁଇଁବା ହଇଚଇ ସୃଷ୍ଟି କରିଛି। ପ୍ରାୟତଃ ସହରର ସମସ୍ତ…
Read More...

ବନ୍ୟା ବିପନ୍ନଙ୍କୁ ରିଲିଫ ସହାୟତା, ବଜରଙ୍ଗ ଦଳ ଧର୍ମଶାଳା ପକ୍ଷରୁ ଗୋଖାଦ୍ୟ ବଣ୍ଟନ

ଗଡ଼ମଧୁପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ କୁସ୍ତିରା ଓ ବାଉଁଶଅଣ୍ଟା ବନ୍ୟା ବିପନ୍ନଙ୍କୁ ରଲିଫ ସହାୟତା ଦିଆଯାଇଛି। ମଧୁପୁର ହାଇସ୍କୁଲ କଲଣର ୧୯୭୭ମସିହା ବ୍ୟାଚର ଆର୍ଥିକ ଅନୁଦାନ ସହଯୋଗରେ ବ୍ରାହ୍ମଣୀ ନଦୀ ଦ୍ୱାର…
Read More...

ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ କଲା ଭଦ୍ରକ ଜିଲା ପ୍ରଶାସନ

ଆରଡି: ଭଦ୍ରକ ଜିଲାର ଧୋୟା ଅଞ୍ଚଳ ଭାବେ ପରିଚିତ ଆରଡି ନିକଟସ୍ଥ ଓଳଗ ଓ ସୁନ୍ଦରପୁର ପଞ୍ଚାୟତରେ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଇଛି। ଏହି ବଣ୍ଟନ ପ୍ରକ୍ରିୟାରେ ଜିଲା…
Read More...

ବଲାଙ୍ଗିରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ପୁଣି ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଗୋଟିଏ ଦିନରେ ୧୧୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କଣ୍ଟାବାଞ୍ଜିରେ କରୋନା ଅସଲ ରୂପ ଦେଖାଉଥିବା ବେଳେ ବଲାଙ୍ଗିର ସହରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ମଙ୍ଗଳବାର ସୁଦ୍ଧା…
Read More...

ଅଏଁଲାସାରୀ ଗୋଷ୍ଠୀ ଗଣ୍ଡଗୋଳ ଘଟଣା: ଦଳିତଙ୍କ ପରେ ୯ଖଣ୍ଡ ଗାଁଲୋକଙ୍କ ଏସପି ଅଫିସ ଘେରାଉ, ଶାନ୍ତି କମିଟି ଆଲୋଚନା ପରେ…

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଅଏଁଲାସାରୀ ଗାଁରେ ହୋଇଥିବା ଜାତିଆଣ କନ୍ଦଳରେ ପୂର୍ଣ୍ଣଛେଦ ପଡିପାରିନାହିଁ। ଗାଁରେ ଶାନ୍ତି ପାଇଁ ଶାନ୍ତିକମିଟି ଗଠନ କରି ଆଲୋଚନା ପରେ ମଧ୍ୟ ଉଭୟ ଗୋଷ୍ଠୀଙ୍କ…
Read More...

ସରକାରୀ ଶିକ୍ଷକ ସାଜିଛନ୍ତି ଘରୋଇ ଶିକ୍ଷା ବ୍ୟବସାୟୀ, ୪ ବରିଷ୍ଠ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ବଲାଙ୍ଗିର: ସରକାରୀ ଶିକ୍ଷକଙ୍କ ଘରୋଇ ଶିକ୍ଷା ବ୍ୟବସାୟ। ବଲାଙ୍ଗିର ଜିଲା ତୁଷୁରାର ଏକ ଘରୋଇ ବିଦ୍ୟାଳୟର ହୋଷ୍ଟେଲରେ ଜଣ ପଞ୍ଚମ ଶ୍ରେଣୀର ନାବାଳକଙ୍କୁ ଅପ୍ରାକୃତିକ ଶାରୀରିକ ନିର୍ଯ୍ୟାତନା ଘଟଣାର ତଦନ୍ତ ସମୟରେ ଜିଲା…
Read More...

ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ପୁଲିସ ମହାନିର୍ଦ୍ଦେଶକଙ୍କ ସମୀକ୍ଷା: ସାଇବର ଅପରାଧ ରୋକିବା ପାଇଁ ସାମର୍ଥ ବୃଦ୍ଧି;…

ଭୁବନେଶ୍ବର: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ରେଂଜ ଆଇଜି, ଡିଆଇଜି ଓ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ…
Read More...

ବୌଦ୍ଧ ବିଧାୟକ ପ୍ରଦୀପ ଅମାତ୍‌ଙ୍କ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ, ଆଡିବନ୍ଧ ନିର୍ମାଣ ପାଇଁ ଦାବୀ ଜଣାଇଲେ…

ହରଭଙ୍ଗା: ମଙ୍ଗଳବାର ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍ ହରଭଙ୍ଗା ତହସିଲର ବିଭିନ୍ନ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଥମେ କୁଶଙ୍ଗ ପଞ୍ଚାୟତର ଅତଲସରା ଏବଂ କୁମାରୀ ଭଳି ଦୁଇ ବନ୍ୟାପ୍ରଭାବିତ…
Read More...

ଅନୁଭବଙ୍କ ‘ଗଣେଶ ପୂଜା’ ଭିଡିଓ, ପଚାରିଲେ ଭିଡ଼ିଓ ଦେଖି କହିପାରିବେ କି ମ୍ୟାଡାମ୍‌ ଘରୋଇ ହିଂସା ସାମ୍ନା କରୁଛନ୍ତି?

ଭୁବନେଶ୍ବର: ପତ୍ନୀ ବର୍ଷାଙ୍କ ସହ ବିବାଦ ମାମଲାରେ ନୂଆ ଟୁଇଷ୍ଟ ଆଣିଲେ ସାଂସଦ ଅନୁଭବ ମହାନ୍ତି। ଘରେ ଚଳିତ ବର୍ଷ ଗଣେଶ ପୂଜା ପାଳନ ହେବାର ଦୃଶ୍ୟ ନିଜ ଟ୍ବିଟର ପୋଷ୍ଟରେ ଅନୁଭବ ଗଣେଶ ପୂଜା ଭିଡ଼ିଓ ପୋଷ୍ଟ କଲେ। ୧…
Read More...

ଯୁକ୍ତ ଦୁଇ ଧନ୍ଦାମୂଳକ ପରୀକ୍ଷା ଟପ୍ପର ମୈତ୍ରୀ ରାଉତଙ୍କକୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା: ଯୁକ୍ତ ଦୁଇ (+୨ ) ଧନ୍ଦାମୂଳକ (ଭୋକେସନାଲ) ପରୀକ୍ଷାରେ ସମଗ୍ର ରାଜ୍ୟରେ ସର୍ବାଧିକ ନମ୍ବର ରଖି କେନ୍ଦ୍ରାପଡା ଜୁନିୟର ଭୋକେସନାଲ କଲେଜ ଛାତ୍ରୀ ମୈତ୍ରୀ ରାଉତ ସମଗ୍ର ଓଡିଶାରେ ସବୁଠୁ ଅଧିକ ନମ୍ବର ରଖି…
Read More...

ପୂର୍ବତନ ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁଙ୍କ ବିୟୋଗରେ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ଡ.ପାତ୍ର କହିଛନ୍ତି ଯେ ରାଜ୍ୟସଭା ସାଂସଦ…
Read More...