୨୧ କିଲୋଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ରେଙ୍ଗାଲି: ଆଜି ସମ୍ବଲପୁରରୁ ଝାରସୁଗୁଡାକୁ ଚୋରା ଗଞ୍ଜେଇ ଚାଳାଣ ହେଉଥିବା ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ୱର ସାହୁ ଖବର ପାଇ ସଦଳବଳେ ରାମାପଡାରେ ଯାଞ୍ଚ କରିଥିଲେ। ଏଠାରେ ଏକ ଗାଡ଼ି ଭିତରୁ ୨୧ କିଲୋଗ୍ରାମ ଗଞ୍ଜେଇ…
Read More...

ଶୋଇବା ଘରୁ ମିଳିଲା ୭ ଫୁଟ୍ ଲମ୍ବର ବୋଡା ସାପ

ପାଟଣା: ଆଜି ସକାଳ ପ୍ରାୟ ୭ଟା ସମୟରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଅସନବାହାଳି ଗ୍ରାମରେ ଏକ ବିରାଟକାୟ ବୋଡା ସାପ ପାଟଣା ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ପ୍ରେମଲତା…
Read More...

ଅଵହେଳିତ ଭୀମକୁଣ୍ଡ ପର୍ୟ୍ୟଟନ ସ୍ଥଳୀ

ପାଟଣା: କେନ୍ଦୁଝର ସହର ଠାରୁ ପ୍ରାୟ ୫୫ କି.ମି ଦୂର ଐତିହାସିକ ବୈତରଣୀ ନଦୀ ମଧ୍ୟସ୍ଥ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ। ଏକ ସୁରମ୍ୟ ଏବଂ ପ୍ରାକୃତିକ ସମ୍ଭାର ଭିତରେ ରହିଛି ଭୀମକୁଣ୍ଡ। ଏହି ପର୍ଯ୍ୟଟନ ସ୍ଥଳୀକୁ…
Read More...

ବନ୍ୟା ପ୍ରଭାବିତଙ୍କୁ ଖାଦ୍ୟ ପରଷିଲେ ଜେନାପୁର ଥାନାଧିକାରୀ

ଗଡମଧୁପୁର: ଜେନାପୁର ଥନା ଅଣ୍ଟିଆ ପଞ୍ଚାୟତ ଅଧିନସ୍ଥ କୁସ୍ତିରା ଓ ବାଉଶଅଣ୍ଟା ଗ୍ରାମରେ ଜେନାପୁର ଥାନାଧିକାରୀଙ୍କ ଦ୍ୱାରା ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି ଦୁଇ ଗ୍ରାମରେ ବ୍ରହ୍ମଣୀ ନଦୀର ବନ୍ୟାପାଣି…
Read More...

ଆନ୍ତର୍ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସବ୍ୟସାଚୀଙ୍କ ସଫଳତା

ବଲାଙ୍ଗିର:‘ରାଇଡୁ’ ପକ୍ଷରୁ ଆୟୋଜିତ ଶିଶୁ କିଶୋର ଆନ୍ତର୍ଜାତୀୟ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ବଲାଙ୍ଗିରର ସବ୍ୟସାଚୀ ନାୟକ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତାର ବିଷୟବସ୍ତୁ…
Read More...

ବଲାଙ୍ଗିର ଜିଲା ସାମ୍ବାଦିକ ସଂଘର ୫୯ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର: ବଲାଙ୍ଗିର ଜିଲା ସାମ୍ବାଦିକ ସଂଘର ୫୯ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ରକ୍ଷାକରି ନିରାଡମ୍ବର ଭାବେ ପାଳନ…
Read More...

କୁଶମେଲରୁ ଅଜଗର, ଉତ୍କଳ ନଗରରୁ ବଜ୍ରକାପ୍ତା ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର ସହରରେ ରବିବାର ସକାଳୁ ଏକ ବଜ୍ରକାପ୍ତା ଉଦ୍ଧାର ହେବା ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି। ଏହାକୁ ବନ ବିଭାଗ ନିଜ ଦାୟିତ୍ୱକୁ ନେଇଥିବା ବେଳେ ଉଦ୍ଧାରକାରୀ ଦଳଙ୍କୁ ପ୍ରଶଂସାର ଶୂଅ ଛୁଟୁଛି।…
Read More...

ରାଜ୍ୟର ୩୦ଟି ଜିଲାରେ ‘ଓଡ଼ିଶା ମୋ ପରିବାର’ର  ‘ହେଲ୍‍ପ ଡେସ୍କ’, ସହାୟତା ନେଇପାରିବେ ଜେଇଇ ମେନ୍‌ ପରୀକ୍ଷାର୍ଥୀ

ଭୁବନେଶ୍ବର: ଜେଇଇ ମେନ୍‍ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭୟଙ୍ଗର ବନ୍ୟା ପରିସ୍ଥିତି ଏବଂ କରୋନା ମହାମାରୀ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାର୍ଥୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ…
Read More...

ସରକାରୀ ସହାୟତା ଅପେକ୍ଷାରେ କିଡନୀ ରୋଗାକ୍ରାନ୍ତ ନବୀନ।

ହରଭଙ୍ଗା:ଗତ କିଛି ବର୍ଷ ହେଲା ହରଭଙ୍ଗା ବ୍ଲକ ଅଞ୍ଚଳରେ କିଡନୀ ରୋଗ ମହାମାରୀ ରୂପଧାରଣ କରିଛି। ରୋଗର କାରଣ, ନିରାକରଣ ଏବଂ ପ୍ରତିକାର ଦିଗରେ ପ୍ରଶାସନ ପକ୍ଷରୁ ସେଭଳି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହାଫଳରେ…
Read More...

ବଡ଼ମ୍ବା ମା ଭଟ୍ଟାରିକାଙ୍କ ମନ୍ଦିର ଦେଇ ସାଢେ ୫ଫୁଟର ବନ୍ୟାଜଳ ପ୍ରଭାହିତ

ବଡ଼ମ୍ବା: ରବିବାର ସକାଳବେଳା ପାଖାପାଖି ଦେଢଫୁଟ ଉଚ୍ଚତାର ବନ୍ୟାଜଳ ପୂର୍ବାପେକ୍ଷା ମହାନଦୀରେ ବଢିଥିବା ବଡ଼ମ୍ବାର ମା ଭଟ୍ଟାରିକା ପୀଠରେ ପରିଲକ୍ଷିତ ହୋଇଛି। ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକାଙ୍କ ମନ୍ଦିର ଭିତରଦେଇ…
Read More...

କୁଶୁଙ୍ଗାଇ ସେତୁ ଗାର୍ଡୱାଲରେ ଫାଟ, ଭାଙ୍ଗିଲା ବ୍ରିକ୍ସପ୍ୟାଚିଂ

ବଲାଙ୍ଗିର: ଭାରତୀୟ ରେଳବାଇ ପକ୍ଷରୁ ରେଳ ଭିତ୍ତିଭୂମି ବିକାଶ ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ବଡ ବଡ ନିର୍ମାଣକାରୀ ସଂସ୍ଥା ଏହି ନିର୍ମାଣ କାମ ଚଲାଇଛନ୍ତି । ସମ୍ବଲପୁର ଡିଭିଜନ ଅଧିନରେ ଗତ କିଛି ବର୍ଷ…
Read More...

ବଲାଙ୍ଗିରରେ ଆଉ ୩୫ ନୂଆ କରୋନା ରୋଗୀ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ରବିବାର ନୂଆ ୩୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୫ ରୋଗୀଙ୍କ ମଧ୍ୟରୁ ୩୧ ଜଣ କେବଳ ବଲାଙ୍ଗିର ପୈାରାଞ୍ଚଳରୁ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ଜିଲା…
Read More...

କରୋନା ନେଗେଟିଭ୍‌ ଯୁବକଙ୍କ ମୃତ୍ୟୁ, ପଜିଟିଭ୍ ବୋଲି ଶବ ଛୁଇଁଲେ ନାହିଁ ପାଖ ପଡ଼ୋଶୀ ସତ୍କାର କଲା ଜିଲା ପ୍ରଶାସନ ଓ…

ଫୁଲବାଣୀ :ଫୁଲବାଣୀ ମାଷ୍ଟରପଡାର ବିଭୁ ଭୁଷଣ ସାମନ୍ତରାୟ(୩୬ଙ୍କର ଆଜି ମୃତ୍ୟୁ ହୋଇ ଯାଇଥିବା ବେଳେ କରୋନା ସଂକ୍ରମଣ ଭୟରେ ଶବ ଉଠାଇବାକୁ ସାହି ଲୋକେ କେହି ଆସିନଥିଲେ। ତେବେ ପରେ ପ୍ରଶାସନ ପହଂଚି ଶବ ସତ୍କାର ବ୍ୟବସ୍ଥା…
Read More...

ବାଧକ ହେଲା ବନ୍ୟାଜଳ, ୧୪୧୦ ହେକ୍ଟରରୁ ଅଧିକ ଜମି ପ୍ରଭାବିତ

ବଡ଼ମ୍ବା : ଭଲ ଦି ଅସରାଏ ବର୍ଷାହେଲା, ଚାଷୀ ଭାବୁଥିଲା ଏଥର ଫସଲ ମୁକୁଳିଯିବ। ହେଲେ ଚାଷୀର ସମସ୍ତ ଭାବନାକୁ ଧୂଳିସାତ କଲା ମହାନଦୀର ବନ୍ୟାଜଳ। ବାଧକ ସାଜିଥିବା ବନ୍ୟାଜଳରେ ବୁଡ଼ିରହିଛି ବଡ଼ମ୍ବା ବ୍ଲକ ନଦୀକୂଳ ଅଞ୍ଚଳର…
Read More...

ସେପ୍ଟେମ୍ବର ୧ରୁ ଅନ୍‌ଲକ୍‌-୪: ଜାରି ହେଲା ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ:ସେପ୍ଟେମ୍ବର ପହିଲାରୁ ଦେଶରେ ଅନ୍‌ଲକ୍‌-୪ ଲାଗୁ ହେବ। ଏଥିପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୪ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସେପ୍ଟେମ୍ବର ୭ରୁ ମେଟ୍ରୋ ରେଳ ଚଳାଚଳ ପାଇଁ…
Read More...

ବାଇକ ସହ ୨୫ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ପୁଲିସ୍ ଆଜି ଏକ ମଟର ସାଇକଲ ସହିତ ୨୫ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିର ନାମ ବିଶ୍ୱଜିତ୍ ବେହେରା ବୋଲି ଥାନା…
Read More...

ଗାଁ କଲ୍ୟାଣ ସମିତି ସୃଷ୍ଟି କଲା କରୋନା ସଚେତନତା

ଫୁଲବାଣୀ:ମହାମାରି କରେନା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରକାର ଉଦ୍ୟମ ଚାଲିଥିବା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଶ୍ରିପଡା ଗ୍ରାମର ୨ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜି ଗାଁ କଲ୍ୟାଣ ସମିତି…
Read More...

ବାଙ୍କୀରେ ବନ୍ୟା: ରିଲିଫ୍ ଏବଂ ଡଙ୍ଗା ବ୍ୟବସ୍ଥା ପାଇଁ ଦାବି କଲେ ପିସିସି ଉପସଭାପତି

କଳାପଥର: ଉପରମୁଣ୍ଡ ଛତିଶଗଡରେ ଲଗାଣ ବର୍ଷ ପ୍ରଭାବରେ ମହାନଦୀରେ ବନ୍ୟା ପାଣି ଆସି ତଳିଆ ଅଞ୍ଚଳ ଭାବେ ପରିଚିତ ବାଙ୍କୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଅନେକ ଗାଁ ଜଳବନ୍ଦୀ ଘେରରେ ରହିଥିବା ବେଳେ ଅନେକ ସ୍ଥାନରେ…
Read More...

ବଲାଙ୍ଗିର ଅଏଁଲାସାରୀ ଗଣ୍ଡଗୋଳ ଘଟଣା, ଜିଲା ଦଳିତ ସମାଜ ଓ ଯାଦବ ମହାସଭା ମୁହାଁମୁହିଁ

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଅଏଁଲାସାରୀ ଗାଁରେ ଗତ ୨୬ ତାରିଖରେ ହୋଇଥିବା ଗଣ୍ଡଗୋଳ ଘଟଣା ଦିନକୁଦିନ ବିବାଦୀୟ ହେବାରେ ଲାଗିଛି। ଘଟଣାକୁ ନେଇ ଉଭୟ ପକ୍ଷରୁ ଜିଲା ଦଳିତ ସଂଘ ଓ ପୈାରାଞ୍ଚଳ…
Read More...

ବଲାଙ୍ଗିରରେ ବଢୁଛି କରୋନା ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସଂଖ୍ୟା, ଶନିବାର ୬୪ ନୂଆ କରୋନା ମାମଲା

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଶନିବାର ନୂଆ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ସହରରୁ ୨୩ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲାର ବିଭିନ୍ନ ସ୍ଥାନରୁ ଅନେକ ରୋଗୀ ଚିହ୍ନଟ ହୋଇଥିବା ଜିଲାପ୍ରଶାସନ…
Read More...

ଲଗାଣ ବର୍ଷା ଯୋଗୁ ଲୁଣା ନଦୀର ଜଳସ୍ତର ବୃଦ୍ଧି, ଗାଁରେ ପଶିଲା ପାଣି

କେନ୍ଦ୍ରାପଡ଼ା: ରାଜ୍ୟରେ ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ବହୁ ଗ୍ରାମ ଜଳମଗ୍ନ ହୋଇଛି। ଏହି ଜିଲା ଦେଇ ପ୍ରବାହିତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରେ ବନ୍ୟା ଆଶଙ୍କା…
Read More...

ଭଣ୍ଡାର ବୁଲିଯିବା କାଳ ହେଲା-ସ୍ପେଲ ଔେୟରେ ବୁଡି ଯୁବକ ମୃତ

ଭଞ୍ଜନଗର: ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏଠାରୁ ପ୍ରାୟ ୨୫ କି.ମି ଦୂର ଡହ ଜଳ ଭଣ୍ଡାରରେ ବୁଡି ଏକ ୨୨ ବର୍ଷର ଯୁବକ ପ୍ରାଣ ହରାଇଛି। ମୃତ ଯୁବକଟିର ନାମ ସୌରଭ କୁମାର ବେହେରା ଓ ବ୍ରହ୍ମପୁର ତୁଳସୀନଗର…
Read More...

ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମୀକ୍ଷା କଲେ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ

ବାଙ୍କୀ: ମହାନଦୀରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନଦୀକୂଳବାସୀଙ୍କ ମନରେ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ଉପଖଣ୍ଡର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ବିଭିନ୍ନ ସ୍ଥାନରେ…
Read More...

ବନ୍ୟା ପ୍ରଭାବରେ ଉଜୁଡିଲା ବ୍ୟାପକ ପରିବା ଚାଷ, ସଙ୍କଟରେ ଚାଷୀ ଓ ଖାଉଟି

ବାଙ୍କୀ:ବାଙ୍କୀ ପରିବା ଚାଷରେ ଅଗ୍ରଣୀ ଭୂମିକା ନେଇଛି। ବର୍ଷ ତମାମ ଏଠାରେ ପୋଟଳ,ବାଇଗଣ,ଜହ୍ନି,ଭେଣ୍ଡି,କଖାରୁ,କାକୁଡି,ଝୁଡଙ୍ଗ, ଗୟଳକଲରା ଆଦି ପନିପରିବା ପ୍ରର୍ଯ୍ୟାପ୍ତ ପରିମାଣରେ ଓଡିଶାର ହାଟ ବଜାରକୁ ଯୋଗାଉ ଥିଲା…
Read More...

ମହାନଦୀରେ ବନ୍ୟା ପରିସ୍ଥିତି, କଇଁମୁଣ୍ଡି ଗ୍ରାମ ୩ ଦିନ ହେଲା ଜଳବନ୍ଦୀ

ବାଙ୍କୀ: ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ପଞ୍ଚାୟତ ଅଧିନ କଇଁମୁଣ୍ଡି ଗ୍ରାମ। ଦୀର୍ଘ ୩ ଦିନ ହେବ ଜଳବନ୍ଦୀ ରହିଛି। ମହାନଦୀର ଅାଁ ଭିତରେ ଯେପରି ଏ ଗାଁ ଟି ଗିଳି ହୋଇଯାଇଛି। ଦୀର୍ଘ ଦିନ ହେବ ବାଙ୍କୀ କଟକ ମୁଖ୍ୟ…
Read More...

ପୁଣି ଭଟ୍ଟାରିକା ମନ୍ଦିର ଭିତରେ ପ୍ରବେଶ କଲା ୩ଫୁଟର ବନ୍ୟାଜଳ

ବଡ଼ମ୍ବା: ଗୁରୁବାର ଭୋରୁ ପ୍ରାୟ ୨୪ଘଣ୍ଟା ଧରି ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିର ଗର୍ଭଗୃହ ଦେଇ ମହାନଦୀର ବନ୍ୟାଜଳ ପ୍ରବାହିତ ହେଉଥିଲା। ଫଳସ୍ୱରୁପ ପୀଠେ ପୂଜାପାଉଥିବା ମା ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମାକୁ ନିକଟସ୍ଥ…
Read More...

କରୋନା ପରେ ଏବେ ଚାଷୀମୁଣ୍ଡରେ ବନ୍ୟା ଚଡ଼କ, ମହାନଦୀ ବନ୍ୟାଜଳରେ ବଡ଼ମ୍ବାର ଶହଶହ ଏକର ଚାଷଜମି ଜଳମଗ୍ନ

ବଡ଼ମ୍ବା: ମହାମାରୀ କରୋନା ଯୋଗୁଁ ଅଭାବି ବିକ୍ରିନେଇ କଲବଲ ହେବା ପରେ ଏବେ ଚାଷୀକୁଳଙ୍କୁ ବନ୍ୟା ଦାଉର ଶିକାର ହେବାକୁ ପଡ଼ିଛି। ମହାନଦୀର ବନ୍ୟାଜଳରେ କଟକ ଜିଲା ବଡ଼ମ୍ବା ବ୍ଲକର ଶହଶହ ଏକର ଚାଷଜମି ଏବେ ଜଳମଗ୍ନ ହୋଇଛି।…
Read More...

ବୁଢ଼ାବଳଙ୍ଗ ଓ ଗଙ୍ଗାହାରରେ କମୁଛି ବନ୍ୟାଜଳ;ଫେରୁଛି ସ୍ୱାଭାବିକ ସ୍ଥିତି

ବଡ଼ସାହି: ଲଘୁଚାପ ଜନିତ ଭାରି ବର୍ଷା ଫଳରେ ବଡ଼ସାହି ବ୍ଲକରେ ଦେଖାଦେଇଥିବ ନାହିଁ ନଥିବା ପରିସ୍ଥିତି ସ୍ୱାଭାବିକ ସ୍ଥିତିକୁ ଫେରୁଛି। ବ୍ଲକ ମଧ୍ୟ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀର ବନ୍ୟାଜଳ କୂଳଲଂଘନ ପରେ…
Read More...

ଜ୍ୟୋର୍ତିବିଦ୍ ସୋମନାଥ ରଥଙ୍କ ବିୟୋଗ

ବାଙ୍କୀ:ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ କୁଶପଙ୍ଗୀ ପଞ୍ଚାୟତ ଅଧିନ ଘାସିପୁଟ ଗ୍ରାମର ଜ୍ୟୋର୍ତିବିଦ୍ ସୋମନାଥ ରଥ(୭୦ବର୍ଷ) ଙ୍କର ଗୁରୁବାର ଦିନ ସନ୍ଧ୍ୟାରେ କଟକ ବଡମେଡିକାଲ ଠାରେ ହୃଦ୍ଘାତରେ ଦେହାନ୍ତ ହୋଇଯାଇଛି।…
Read More...

ଶୁଖୁଆଖଳା ଗାଁ ଜଳବନ୍ଦୀ, ବାହ୍ୟ ଜଗତରୁ ବିଚ୍ଛିନ୍ନ

ବାଙ୍କୀ:ଲଘୁଚାପ ବର୍ଷା ଏବଂ ହୀରାକୁଦର ବନ୍ୟାଜଳ ମହାନଦୀରେ ଆସି ବାଙ୍କୀ ଅଂଚଳରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। କୂଳବାସୀ ଏବେ ଆଶଙ୍କାରେ। ମହାନଦୀର ଶାଖାନଦୀ ରଣନଦୀରେ ବନ୍ୟାଜଳ ପ୍ରବେଶ କରି ବିଲିପଡା,…
Read More...

ବନ୍ୟା ଜଳରେ ମାଛ ମାରିବାକୁ ଯାଇ ମତ୍ସ୍ୟଜିବୀଙ୍କ ମୃତ୍ୟୁ

ବାଙ୍କୀ:ମହାନଦୀର ଶାଖାନଦୀ ରଣନଦୀରେ ବନ୍ୟାଜଳ ପଶି ବ୍ୟାପକ ଅଂଚଳ ଜଳମଗ୍ନ। ଗହିରରେ ମାଡି ଯାଇଛି ୫ରୁ ୧୦ ଫୁଟ ପାଣି। ଶିମିଳିପୁର ପଞ୍ଚାୟତ ଅଧିନ କରବର ଗ୍ରାମର ଯୁବ ମତ୍ସ୍ୟଜିବୀ ପ୍ରକାଶ କୁମାର ଦଳେଇ(୪୪ ବର୍ଷ)…
Read More...

ମାନବିକତା ଦେଖାଇଲେ ଠିକାଦାର, ବର୍ଷାର ଭାସିଯିବା ପୋଲକୁ ନିଜ ଖର୍ଚ୍ଚରେ ସଜାଡ଼ିଲେ

ଫୁଲବାଣୀ: କନ୍ଧମାଳ ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବହୁ ସଂଖ୍ୟରେ ଘର ଭାଙ୍ଗିବା ସହିତ ଅନେକ ଅଞ୍ଚଳକୁ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇ ପଡ଼ିଛି। ଏଭଳି ସ୍ଥଳେ ଫିରିଙ୍ଗିଆ ବ୍ଳକରେ ମଧ୍ୟ ବ୍ୟାପକ କ୍ଷତି…
Read More...

ଛଟେଇ ବଦଳରେ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁ:ବିଜେପି

ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି। ଆଉ ଏବେ କରୋନା ସଙ୍କଟ ସମୟରେ ରାଜ୍ୟସରକାର ଠିକା କର୍ମାଚାରୀ ମାନଙ୍କୁ ଛଟେଇ କରିବା ପାଇଁ…
Read More...

ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗ: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବିଜେପି…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୁରୀ ବଗଲା ଧର୍ମଶାଳା ମାମଲାଟି ହାଇକୋର୍ଟ ବିଚାରାଧିନ ଅଛି। ମାତ୍ର ରାଜ୍ୟ ସରକାର ଚଞ୍ଚକତା କରି ଏହି ଜମିକୁ ପ୍ଲଟିଂ କରି ବିକ୍ରି କରିଛନ୍ତି। ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ପ୍ର୍ରସାଦ…
Read More...

ଭାସିଯାଇଥିବା ଟ୍ରକକୁ ଉଦ୍ଧାର କଲା ୨କ୍ରେନ୍‌, ଯୁଦ୍ଧ କାଳୀନ ଭିତ୍ତିରେ ହେଲା ତୁରୁମୁଙ୍ଗା ସେତୁ ମରାମତି

ପାଟଣା: ଗତ ବୁଧବାର ଦିନ ଢେଙ୍କିକୋଟରୁ ଧାନ ବୋଝେଇ କରଞ୍ଜିଆ ଯାଉଥିବା ସମୟରେ ପାଟଣା ନିକଟସ୍ଥ ଶିମୁଳି ନାଳ ଡାଇଭରସନ ବଢ଼ି ପାଣିରେ ଭାସି ଯାଇଥିବା ୧୧୦୯ ଟ୍ରକଟିକୁ ଆଜି ଗାଡି ମାଲିକ ଉଦ୍ଧାର କରିଛନ୍ତି । ଗତରାତିରୁ…
Read More...

ରାତିରେ ମାଲିକଶୋଇଥିବାବେଳେ ପଶି ଆସିଲା ବିଷଧର ସାପ, ବଞ୍ଚାଇଲା ପୋଷା କୁକୁର

ପାଟଣା:ଘରକୁ ଜଗିବା ଓ ବିପଦରୁ ରକ୍ଷା କରିବା ପାଇଁ ଲୋକେ କୁକୁରକୁ ପୋଷା ଭାବେ ଗ୍ରହଣ କରିଥାନ୍ତି। କୁକୁର ମଧ୍ୟ ଦିନରାତି ପ୍ରହରା ଦେଇ ମାଲିକଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ତେବେ ଗୋଟିଏ ବିଷଧର ସାପ ଘରଭିତରକୁ ପଶି…
Read More...

ପିପିଲି: ୩୨ଜଣଙ୍କ ଆଣ୍ଟିଜେନ୍‍ ଟେଷ୍ଟ, ଆଜି ୬ ସଂକ୍ରମିତ

ପିପିଲି:ପିପିଲି ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆଜି ୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ପିପିଲିରେ ମୋଟ୍‍ ୩୨ଜଣଙ୍କର ଆଣ୍ଟିଜେନ୍‍ ଟେଷ୍ଟ କରାଯାଇଥିବା…
Read More...

ଆରଡି ଅଞ୍ଚଳରେ ବନ୍ୟା: ଆଖଣ୍ଡଳମଣିପୀଠକୁ ଯୋଗାଯୋଗ ବିଛିନ୍ନ, ରାସ୍ତା ଉପରେ ଅଣ୍ଟାଏ ଉଚ୍ଚ ବନ୍ୟାଜଳ ପ୍ରବାହିତ

ଆରଡି: ବୈତରଣୀ ଉପର ମୁଣ୍ଡରେ ବନ୍ୟାଜଳ ସାମନ୍ୟ ହ୍ରାସ ପାଇଥିଲେ ମଧ୍ୟ ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି ଓ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏପରିକି ବୈତରଣୀ ନଦୀର ଏପରି ଭାବେ ଜଳ ସ୍ତର…
Read More...

ରାଜପଥରେ ଖାଲ: ଯାତ୍ରୀଙ୍କୁ ଦେଉଛି ଯନ୍ତ୍ରଣା, ଅଧିକାରୀଙ୍କ ଆଖିରେ ଅନ୍ଧପୁଟୁଳି

ଖୋର୍ଦ୍ଧା:୧୬ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ଚାଲିଛି।ହେଲେ ଜାତୀୟ ରାଜପଥ ରେ ଯାତାୟତ ପାଇଁ ଯେଉଁ ରାସ୍ତା ରହିଛି।ରାସ୍ତାର ବିଭିନ୍ନ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଏପରିକି ବ୍ରିଜ ଉପରେ ମଧ୍ୟ ଗର୍ତ୍ତ…
Read More...

ଆନନ୍ଦପୁର ପୌରାଞ୍ଚଳରେ କରୋନା କଟକଣା କୋହଳ ପାଇଁ କେନ୍ଦୁଝର ଜିଲାପାଳଙ୍କୁ ଅନୁରୋଧ କଲେ ପିସିସି ସଭାପତି

ଭୁବନେଶ୍ୱର: କରୋନାରୁ ଲୋକମାନଙ୍କର ଜୀବନ ରକ୍ଷା ପାଇଁ ସରକାର ବହୁ ନୀତି ନିୟମ କରୁଛନ୍ତି। ଆମ୍ଭେମାନେ ତାହା ମାନିବା ଉଚିତ। ତେବେ ଆନନ୍ଦପୁର ପୌରାଞ୍ଚଳରେ କରୋନା କଟକଣା କୋହଳ କରିବାକୁ କେନ୍ଦୁଝର ଜିଲାପାଳଙ୍କୁ…
Read More...

ମହାନଦୀରେ ଆସୁଛି ବଡ ବନ୍ୟା, ହୀରାକୁଦରୁ ୪୦ଟି ଗେଟ୍‌ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ

ହୀରାକୁଦ: ମହାନଦୀରେ ଆସୁଛି ବଡ ବନ୍ୟା । ସାମ୍ଭବ୍ୟ ବନ୍ୟା ଦୃଷ୍ଟିରୁ ସରକାର ମଧ୍ୟ ସତର୍କ କରାଇଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ରେ ଜଳସ୍ଥର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହା…
Read More...

ବିପଦ ସଙ୍କେତ ଉପରେ ମହାନଦୀ, ଜଗନ୍ନାଥ ସଡକ ଯୋଗଯୋଗ ବିଛିନ୍ନ

ବୌଦ୍ଧ:ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବୌଦ୍ଧରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପର ମୁଣ୍ଡରେ ଲଗାତାର ବର୍ଷା ଲାଗି ରହିଥିବାରୁ ତେଲନଦୀ,ବାଘନଦୀ ଓ ସାଲୁଙ୍କି ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ…
Read More...

ବାଲିଗୁଡାରେ ଲଗାଣ ବର୍ଷା, ଭାଙ୍ଗିଲା ଘର

ଫୁଲବାଣୀ,ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡାରେ ଲଗାଣ ବର୍ଷା ହୋଇଛି। ଗତ ଦୁଇଦିନ ଠାରୁ ବାଲିଗୁଡାରେ ମୁର୍ଷଳଧାରାରେ ବର୍ଷା ହେଉଛି ବର୍ଷା ଛାଡିବାର ନାମ ନେଉନାହିଁ। ଏମିତି ବର୍ଷା ହେଉଛି ଯେ ଲୋକେ ଘରୁ ବାହାରକୁ…
Read More...

କାଲିଠାରୁ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ କରାଯିବ। ଆର୍‌ଏମ୍‌ଆର୍‌ସିର ଟେକ୍ନିକାଲ୍‌ ଏବଂ ବିଏମ୍‌ସିର ପ୍ରଶାସନିକ ଅଧିକାରୀ ମିଳିତ ଭାବେ ସର୍ଭେ କରିବେ। ବିଏମ୍‌ସିର ୨୫ଟି…
Read More...

ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା-ଏସ୍‌ଆର୍‌ସି

ଭୁବନେଶ୍ବର: ମହାନଦୀରେ ମଧ୍ୟମ ଧରଣ ବନ୍ୟା ସମ୍ଭାବନା ରହିଛି। ମହାନଦୀର ମୁଣ୍ଡୁଳିଠାରେ ଏବେ ସାଢ଼େ ୭ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ହୀରାକୁଦରେ ସାଢ଼େ ୫ଲକ୍ଷ କ୍ୟୁସେକ୍‌ ଜଳ ପଶୁଛି ଓ ୩ଲକ୍ଷ କ୍ୟୁସେକ୍‌ ଜଳ…
Read More...

କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟା​ରେ ୮ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ମାମଲା ଦାୟର କରାଯାଇଛି। ଏହି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ଅଟେ। ୮ ଜଣଙ୍କୁ ବିଭିନ୍ନ…
Read More...

ମହାନଦୀରେ ବନ୍ୟା: ଘୋଡାବର-ହୁଳୁହୁଳା ପୋଲ ଉପରେ ୪ଫୁଟର ବନ୍ୟା ଜଳ ପ୍ରଭାହିତ

ବାଙ୍କୀ:ଲଘୁଚାପ ଜନିତ ବର୍ଷା ପ୍ରଭାବରେ ମହାନଦୀରେ ବନ୍ୟାଜଳ ଆସି ବାଙ୍କୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଜଳ ସମ୍ପଦ ବିଭାଗର ସୂଚନାକ୍ରମରେ ଗୁରୁବାର ଦିନ ସକାଳେ ମହାନଦୀର ମୁଣ୍ଡଳୀ ଠାରେ ୭ଲକ୍ଷ ୨୦ହଜାର…
Read More...

ମହାନଦୀରେ ବନ୍ୟା: ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକରେ ଯୋଗାଯୋଗ ବିଛିନ୍ନ

ହରଭଙ୍ଗା: ଲଘୁଚାପ ପ୍ରଭାବରେ ଦୁଇଦିନଧରି ଉପରମୁଣ୍ଡରେ ଅବିସ୍ରାନ୍ତ ବର୍ଷା ଫଳରେ ମହାନଦୀରେ ବନ‎‎‎‎‎‎‎‎‎‎‎‎୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ତେଲନଦୀରେ ବନ୍ୟା ଯୋଗୁଁ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସହିତ…
Read More...

ବଲାଙ୍ଗିରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ଶହ ଟପିଲା

ବଲାଙ୍ଗିର : ଗୁରୁବାର ବଲାଙ୍ଗିର ଜିଲାରେ ପୁଣି ନୂଆ ୯୯ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ବଲାଙ୍ଗିର ପୈାରାଞ୍ଚଳ ଓ ଟିଟିଲାଗଡ ଏନଏସିରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବା ଦେଖିବାକୁ ମିଲିଛି। ଜିଲାରେ ବୁଧବାର…
Read More...

ଏପଟେ କରୋନା ସେପଟେ ଲଗାଣ ବର୍ଷା: ଲଗାମଛଡା ପନିପରିବା ଦର, ଚିନ୍ତାରେ ଖାଉଟି

ବଲାଙ୍ଗିର: ବଲାଙ୍ଗିରରେ ଦିନକୁ ଦିନ ପରିବା ଦର ଆକାଶ ଛୁଆଁ ହେବାରେ ଲାଗିଛି ।ଏପରେ କରୋନା ସେପଟେ ଲଗାଣ ବର୍ଷା ଯୋଗୁ ଲୋକେ ନାହିଁନଥିବା ସମସ୍ୟା ଭୋଗୁଥିବା ବେଳେ ପରିବା ଦର ଏବେ ଖାଉଟିକୁ ଚିନ୍ତାରେ ପକାଇଛି। ଆଳୁ…
Read More...

ଲଗାଣ ବର୍ଷା ଯୋଗୁଁ ଦେବଗଡ଼ ଜିଲାରେ ବ୍ୟାପକ କ୍ଷୟକ୍ଷତି: ରାସ୍ତା ଉପରେ ପ୍ରବାହିତ ହେଲା ନଦୀ ଜଳ,ଭାଙ୍ଗିଲା…

ଦେବଗଡ:ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ଘରଦ୍ୱାରା ଭୁଷୁଡି ପଡିବାସହ ରାସ୍ତା ଘାଟ ଓ ଚାଷଜମି ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇପଡିଛି। ଏହିବର୍ଷା ଗତ ମଙ୍ଗଳବାର ଠାରୁ…
Read More...

ବର୍ଷାଜଳ ଖଲାସ ନହେବାରୁ ଦୁଇ ହଜାର ହେକ୍ଟର ଧାନଜମି ଜଳମଗ୍ନ; ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ସୁଆଣ୍ଡୋ/ସାକ୍ଷୀଗୋପାଳ:ପୁରୀଜିଲା ନୂଆଗାଁ ଡ୍ରେନେଜରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ଦୁଇ ହଜାର ହେକ୍ଟର ଧାନଜମି ଜଳମଗ୍ନ ହୋଇପଡିଛି। ପ୍ରତିବର୍ଷ ଏହି ସମସ୍ୟା ଲାଗି ରହିଥିବା ଦୃଷ୍ଟିରୁ ଏ ଅଞ୍ଚଳର ଚାଷୀମାନେ…
Read More...

ସ୍କୁଲ ଖୋଲିବା ପରେ ପରୀକ୍ଷା ନିଷ୍ପତ୍ତି:ମନ୍ତ୍ରୀ

ସ୍କୁଲ ଛୁଟି ବଢ଼ିଥିବାରୁ ପରୀକ୍ଷା ନେଇ ଆଶା ଓ ଆଶଙ୍କା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସ୍କୁଲ ଖୋଲିବା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ। ପୂଜା…
Read More...

ମହରମ୍‌ ଶୋଭାଯାତ୍ରା ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ମହରମ୍‌ ଶୋଭାଯାତ୍ରା ପାଇଁ ଅନୁମତି ଦେବାକୁ ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମହରମ୍‌ ଶୋଭାଯାତ୍ରା ପାଇଁ ଆଗତ ଜନସ୍ବାର୍ଥ ମାମଲା ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି। ଆଜି ମହରମ୍‌…
Read More...

ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରହିଛି ୬୨୧.୫୬ ଫୁଟ, ଖୋଲିଲା ଆଉ ୪ଟି ଗେଟ୍‌

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲାଗଲା। ଏବେ ମୋଟ ୧୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଛି। ହୀରାକୁଦରେ ଯେତିକି ପାଣି ପଶୁଛି, ତା’ର ଅଧା ନିଷ୍କାସନ ହେଉଛି। ଏବେ ହୀରାକୁଦକୁ ୫ଲକ୍ଷ ୨୪ହଜାର…
Read More...

ପ୍ରପ୍ରବଳ ବନ୍ୟା ଜଳରେ ଗାଁ ଭିତରକୁ ପଶିଆସିଛି ବିରାଟ କୁମ୍ଭୀର, ଲୋକେ ଆତଙ୍କିତ

ଯାଜପୁର: ରାଜ୍ୟର ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦତ୍ତପୁର ଗାଁ ଜଳାର୍ଣ୍ଣବ ହୋଇଯାଇଛି। ପ୍ରବଳ ବନ୍ୟା ଜଳରେ ଗାଁ ଭିତରକୁ ଏକ ବିରାଟ କୁମ୍ଭୀର ପଶିଆସିଛି। ଏଠାରେ ବୈତରଣୀର ଶାଖା ନଦୀ କାଣି ନଦୀରୁ ଏକ ବିରାଟ…
Read More...

ଆରଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର, କୂଳ ଲଂଘିଲା ବୈତରଣୀ

ଆରଡି: ବୈତରଣୀ ଉପର ମୁଣ୍ଡରେ ବନ୍ୟାଜଳ ବୃଦ୍ଧି ସାଙ୍ଗକୁ ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି ଓ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବ୍ରାହ୍ମଣୀ ନଦୀ ବନ୍ୟା ଜଳରେ ଧର୍ମଶାଳା ବ୍ଲକ ଦେଉଳି…
Read More...

୧୦ ଡିଏସ୍‌ପିଙ୍କୁ ଏଏସ୍‌ପି ଭାବେ ପଦୋନ୍ନତି

ଭୁବନେଶ୍ବର: ଓଡ଼ିଶା ପୁଲିସ ସେବାରେ କାର୍ଯ୍ୟରତ ୧୦ଜଣ ଡିଏସ୍‌ପିଙ୍କୁ ଏଏସ୍‌ପି ଭାବେ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି। ଆଜି ଏଥିନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଡ଼ିଶା ପୁଲିସ…
Read More...

ବେଆଇନ୍ ମଦ ଭାଟିରେ ପୁଲିସ୍ ପକ୍ଷରୁ ଚଢ଼ାଉ: ୬୦ ଲିଟର ମହୁଲି ମଦ ଜବତ, ୩ ଗିରଫ

ଫୁଲବାଣୀ, : କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପୁଲିସ ତରଫରୁ ଦେଶୀ ମଦ ଭାଟିରେ ଚଢ଼ାଉ କରାଯାଇଛି। ଚଢ଼ାଉ କରାଯାଇ ଘଟଣାସ୍ଥଳରୁ ୧୨୦କେଜି ମହୁଲ ପୋଚ ନଷ୍ଟ କରିବାସହ ୬୦ ଲିଟର ମହୁଲି ମଦ ଜବତ କରିଛି। ସାରଙ୍ଗଡ଼ ପୁଲିସ…
Read More...

ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା : ‘ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ, ଲୋକଙ୍କ ପାଇଁ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ ‘ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ । ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି । ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ…
Read More...

ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା : ‘ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ, ଲୋକଙ୍କ ପାଇଁ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ ‘ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ । ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି । ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ…
Read More...

ଦୁର୍ଗାପୂଜା ପାଇଁ ହାଇକୋର୍ଟରେ ଆବେଦନ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଦୁର୍ଗା ସାର୍ବଜନୀନ ଦୁର୍ଗାପୂଜା ହେବ କି ନାହିଁ ସେଥିପାଇଁ ଆଶଙ୍କା ପ୍ରକାଶ ପାଇଛି। ତେଣୁ କଟକ ବାଲୁବଜାର ଦୁର୍ଗା ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ଲାଗି ଅନୁମତି…
Read More...

ଭିସୁଟ୍‌-ଇସ୍ରୋ ଏମ୍‌ଓୟୁ: କୃତ୍ରିମ ରକେଟ ଓ ଉପଗ୍ରହ ମଡେଲ ତିଆରି ପାଇଁ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେବ ଇସ୍ରୋ

ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ଓ ଆର୍ଥିକ ସହାୟତା ପାଇଁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌) ଏବଂ ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର (ଇସ୍ରୋ) ମଧ୍ୟରେ ଏମ୍‌ଓୟୁ…
Read More...

ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଯାଉ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ନିଟ୍‌ ଓ ଜେଇଇ ପରୀକ୍ଷା ତାରିଖ ଘୁଞ୍ଚାଯାଉ। ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କଙ୍କୁ ଚିଠି…
Read More...

ବଢ଼ିବ ବର୍ଷାର ବେଗ, ବନ୍ୟା ଆଶଙ୍କା ନାହିଁ

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ଆଜି ପ୍ରବଳ ବର୍ଷା ହେବ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ…
Read More...

ଲଘୁଚାପ ସକ୍ରିୟ, ପ୍ରଭାବରେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ୧୧ ଜିଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ବର: ଉତ୍ତର ବଙ୍ଗୋପ ସାଗରେ ସୃଷ୍ଟି ଲଘୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଏଥିପାଇଁ ରାଜ୍ୟର ୧୧ଟି ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି…
Read More...

ମହିଳାଙ୍କ ପେଟରୁ ବାହାରିଲା ୧୪କେଜି ଓଜନର ଟ୍ୟୁମର

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପଣ୍ଡାବଜାର ସ୍ଥିତ ଉଷା ମେମୋରିଆଲ କ୍ଲିନିକରେ ଅସ୍ତ୍ରୋପଚାର ବେଳେ ଜଣେ ମହିଳାଙ୍କ ପେଟରୁ ବାହାରିଛି ୧୪ କେଜି ଓଜନର ଟ୍ୟୁମର। ପେଟ ମଧ୍ୟରୁ ଏତେ ବଡ ଟ୍ୟୁମର ବାହାରିବା…
Read More...

୪ଦିନ ହେଲା ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର, ବିଦ୍ୟୁତ ବିଭାଗର ନିଘା ନାହିଁ

ନବରଙ୍ଗପୁର: ନବରଙ୍ଗପୁର ସହର ମଧ୍ୟରେ ଥିବା ବିଦ୍ୟତ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ରହିଛି। ହେଲେ ଏଥିପ୍ରତି ବିଦ୍ୟୁତ ବିଭାଗର ନିଘାନଥିବା ଅଭିଯୋଗ େହୋଇଛି। ଗତ ଚାରିଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଦଶହରା…
Read More...

‘ଦୋସ୍ତି ଫାଉଣ୍ଡେସନ୍‍’ ପକ୍ଷରୁ ବୃଦ୍ଧା ଆଶ୍ରମରେ ଚାରା ରୋପଣ

ଭୂବନେଶ୍ବର:ସାମାଜିକ ଅନୁଷ୍ଠାନ ‘ଦୋସ୍ତି ଫାଉଣ୍ଡେସନ୍‌’ ପକ୍ଷରୁ ସୁନ୍ଦରପଦା ନିକଟ ପିପୁଲ ଫାଉଣ୍ଡେସନର ବୃଦ୍ଧା ଆଶ୍ରମରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଶ୍ରମର ଅନ୍ତେବାସୀଙ୍କୁ ଲୁଗା…
Read More...

କରୋନା ମହାମାରୀ ଜନିତ ସଂକଟକୁ କୃଷି କ୍ଷେତ୍ର ପାଇଁ ସୁଯୋଗରେ ପରିଣତ ଲାଗି କୃଷିବିଜ୍ଞାନୀଙ୍କୁ ଆହ୍ୱାନ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଅନ୍‌ଲାଇନ୍ ମାଧ୍ୟମରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ,…
Read More...

ଓଡ଼ିଶାରେ ସବୁଜିମା ବୃଦ୍ଧି ପାଇଁ ଯୋଜନା, ମନରେଗା ମାଧ୍ୟମରେ ବ୍ୟୟ ହେବ ୬୦୨କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ମନରେଗା ଯୋଜନା ମାଧ୍ୟମରେ ୬୦୨ କୋଟି ଟଙ୍କା ବ୍ୟୟ କରି ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ସବୁଜିମା ବୃଦ୍ଧି କରିବା…
Read More...

ବଲାଙ୍ଗିର ଡାକଘରେ କରୋନା, ୩ କର୍ମଚାରୀ ଆକ୍ରାନ୍ତ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସୋମବାର ୫୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୫ଶହ ନିକଟତର ହୋଇଛି।…
Read More...

ବାପାମା’ ଛେଉଣ୍ଡ ଅସହାୟ ଭାଇଭଉଣୀଙ୍କୁ ଫୁଲବାଣୀ ଚାଇଲ୍ଡ ଲାଇନ୍‌ର ସହାୟତା

ଫୁଲବାଣୀ:ଦାଦନ ଖଟିବାକୁ ଯାଇ ବାପା ଗୋପାଳ କହଁରଙ୍କର ମୃତ୍ୟୁ ହୋଇଥିଲା। ପରବର୍ତ୍ତି ସମୟରେ ଗତ ଏପ୍ରେଲ୍ ୪ ତାରିଖରେ ଏକମାତ୍ର ଭରସା ଥିବା ମାଆ ମାଳତି କହଁରଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଫଳରେ ପିତାମାତାଙ୍କୁ ହରାଇ…
Read More...

ଗାଁ ମୁଣ୍ଡରେ ଜଗିଛି ଗାଡି, ରାଜ୍ୟ ବାହାରକୁ କାମ ପାଇଁ ଯିବେ ପ୍ରବାସୀ

ବଲାଙ୍ଗିର: ସରିଲା ନୂଆଖାଇ ଏବେ ଆରମ୍ଭ ହେବ ମାନବ ଚାଲାଣ। କରୋନା ପାଇଁ ସମସ୍ତ ଶ୍ରମିକ ବାହାର ରାଜ୍ୟରୁ ଆସି ଘରେ ଥିବା ବେଳେ ଏବେ ପୁଣି ଫେରିବାକୁ ଆରମ୍ଭ କରିଛନ୍ତି। ଅନେକ ଗାଁ ଛାଡି ବଇନା ନେଇ କାମ ପାଇଁ…
Read More...

କର୍ମଚାରୀଙ୍କୁ କରୋନା: ରାଜସ୍ୱ ପର୍ଷଦ ମୁଖ୍ୟଶାଖା କାର୍ଯ୍ୟାଳୟ ୩ଦିନ ପାଇଁ ବନ୍ଦ

କଟକ: ରାଜସ୍ୱ ପର୍ଷଦ(ମୁଖ୍ୟଶାଖା)ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‍ ଚିହ୍ନଟ ହେବାରେ ରାଜସ୍ୱ ପର୍ଷଦ ସଚିବଙ୍କ ନିର୍ଦେଶକ୍ରମେ ଅଗଷ୍ଟ ୨୪ରୁ ୨୬ ପର୍ଯ୍ୟନ୍ତ ୩ ଦିନ(୭୨ଘଣ୍ଟା) ପାଇଁ ରାଜସ୍ୱ ପର୍ଷଦ…
Read More...

ଧର୍ମାନୁଷ୍ଠାନ କେବେ ଖୋଲିବ ସ୍ପଷ୍ଟ କରନ୍ତୁ ସରକାର

କଟକ: କରୋନା କଟକଣା ପାଇଁ ରାଜ୍ୟରେ ମାର୍ଚ୍ଚ ମାସରୁ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଫଳରେ ଦୀର୍ଘ ମାସ ହେଲା ଧର୍ମାନୁଷ୍ଠାନ ବନ୍ଦ ରହିଛି। ତେଣୁ…
Read More...

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପ୍ରମାଣ ଖୋଜୁଛି କ୍ରାଇମ୍‌ ବ୍ରାଞ୍ଚ, ଫରେନ୍‌ସିକ୍‌ ବିଭାଗକୁ ଲାଇ ଡିଟେକ୍‌ସନ୍‌ ଟେଷ୍ଟ…

ଭୁବନେଶ୍ବର: ସମାଜ ସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି। ଆଜି ଫରେନ୍‌ସିକ୍‌ ବିଭାଗକୁ ଲାଇ ଡିଟେକ୍‌ସନ୍‌ ଟେଷ୍ଟ ପାଇଁ କ୍ରାଇମ୍‌ବ୍ରାଞ୍ଚ ଆବେଦନ ଆବେଦନକରିଛି। ତଦନ୍ତ ଘେରରେ ଥିବା…
Read More...

ବାଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

ଫୁଲବାଣୀ: କଞ୍ଜlଲଘୁ ହିଂସାକୁ ବିରୋଧ କରି ଆଇଏନ୍‌ପିପିଏଫ୍‌ ପକ୍ଷରୁ ବାଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଲଗାଯାଇଛି। ବାଲିଗୁଡା ଥାନାର ନକ୍ସଲ ପ୍ରଭାବିତ ରାଇପଙ୍ଗା ଗ୍ରାମରେ ଲାଗିଥିବା ଏହି ମାଓ ବିରୋଧୀ…
Read More...

ଆର୍‌ଟି-ପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ନିୟୋଜିତ ହୋଇଛି ୪ଟି ଭ୍ରାମ୍ୟମାଣ ନମୁନା ପରୀକ୍ଷଣ ୟୁନିଟ୍‌-ଅନନ୍ୟା…

ଭୁବନେଶ୍ବର: କଟକ ମହାନଗର ନିଗମ (ସିଏମ୍‌ସି) କମିଶନର ଅନନ୍ୟା ଦାସ ସିଏମ୍‌ସିରେ କୋଭିଡ୍‌ ସ୍ଥିତି ସଂପର୍କରେ ବିଶ୍ଳେଷଣ କରି କହିଛନ୍ତି ଯେ ଦୈନିକ ପୂର୍ବାହ୍ନ ୧୦ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସିଡିଏସ୍ଥିତ ଉନ୍ନୀତ…
Read More...

ଘର ଉପରେ ପଡିଲା ପୁରୁଣା ବଡ ବରଗଛ, ଅଳ୍ପକେ ବର୍ତ୍ତିଲେ ପରିବାର

ପାଟଣା: ଦୁଇଶହ ବର୍ଷ ପୁରୁଣା ବରଗଛ ଉପୁଡ଼ି ପଡ଼ିବାରୁ ଅଳ୍ପକେ ଏକ ପରିବାର ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ଗ୍ରାମର ଆଜି ଭାରତ ଚନ୍ଦ୍ର ନାଏକଙ୍କ…
Read More...

ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା, କହିଲେ ଚାଷୀ ଭାଇଙ୍କ କଠିନ ପରିଶ୍ରମର ଉତ୍ସବ ହେଉଛି…

ସମ୍ବଲପୁର: ଓଡ଼ିଶାର ଗଣପର୍ବ ନୂଆଘାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ‘ନୂଆଁଖାଇ’। ସେମାନଙ୍କର ଝାଳବୁହା ପରିଶ୍ରମ…
Read More...

ପାଞ୍ଚ ମାସରେ ୧.୭୮ କୋଟି ଟିକଟ ବାତିଲ କରିଛି ରେଳବାଇ, ବୁକିଂ ଆୟଠାରୁ, ଫେରସ୍ତ ହୋଇଛି ଅଧିକ ଅର୍ଥ

ନୂଆଦିଲ୍ଲୀ,୨୪ା୮ :କରୋନା ମହାମାରୀ କାରଣରୁ ଚଳିତବର୍ଷ ରେଳବାଇକୁ ଏହାର ବହୁ ଟ୍ରେନର ଚଳାଚଳ ରଦ୍ଦ କରିବାକୁ ପଡିଛି।  ଏହାଫଳରେ ବିଗତ ପାଞ୍ଚ ମାସ ମଧ୍ୟରେ ରେଳବାଇକୁ ୧.୭୮ ​କୋଟି ଟିକଟ ବାତିଲ କରିବାକୁ ପଡିଛି। ସୂଚନା…
Read More...

ତ୍ବରିତ ହେବ ଶିଳ୍ପ ଗତିବିଧି:୬୫,୦୦୦ କୋଟିର ନ୍ୟାସନାଲ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ, ପରସ୍ପର ସହ ଯୋଡିହେ​ବେ​‌ ୨୦୦…

ନୂଆଦିଲ୍ଲୀ,୨୪ା୮ :ଦେଶରେ ଆର୍ଥିକ କ୍ଷେତ୍ରରେ କାରବାରକୁ ତ୍ବରାନ୍ବିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। କରୋନା ମହାମାରୀ ଯୋଗୁ ଦେଶର ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଯେ…
Read More...

ଆଜି ରାଜ୍ୟରେ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ, ସର୍ବଧିକ ଖୋର୍ଦ୍ଧା ଜିଲାରୁ ସୁସ୍ଥ ହେଲେ ୨୬୫

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆଜି ରାଜ୍ୟରେ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ। ଖୋର୍ଦ୍ଧାରୁ ସର୍ବାଧିକ ୨୭୬, ଗଞ୍ଜାମରୁ ୨୬୫, ସୁନ୍ଦରଗଡ଼ରୁ ୧୬୮, କଟକରୁ ୧୭୨ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ…
Read More...

ଗୋପାଳପୁର ହଳଦିଆ ପଦର ରେଳଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ମୃତଦେହ ଜବତ ପରେ ପୁଲିସର ତଦନ୍ତ ଆରମ୍ଭ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନୂତନ ବସଷ୍ଟାଣ୍ଡ ପଛପଟେ ଥିବା ରେଳ ଧାରଣାରୁ ଜନୈକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ ପରେ ତଦନ୍ତ ଆରମ୍ଭ କରିଛି।…
Read More...

ଭୁବନେଶ୍ବରରେ ଆଜି ପୁଣି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୭୦

ଭୁବନେଶ୍ବର: ଆଚାର୍ଯ୍ୟ ବିହାରରୁ ୧୨ ଜଣ, ସାଲିଆ ସାହି ଓ ରିଜର୍ଭ ପୁଲିସରୁ ୯ ଜଣଙ୍କ ସମେତ ଆଜି ଭୁବନେଶ୍ବରରେ ପୁଣି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୨୦୨ଜଣ ଓ ଲୋକାଲ୍‌…
Read More...

ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ଯାଜପୁର:ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସାଉଡ଼ିଆ ପଞ୍ଚାୟତର ବାଲିକୁଦା ଘାଟରେ। ମୃତକ ହେଲେ ବାଲିକୁଦା ଗ୍ରାମର କୁଳମଣି ପ୍ରଧାନ…
Read More...

ଶିଶୁପୁତ୍ର ଜନ୍ମ ପରେ ମହିଳାଙ୍କ ମୃତ୍ୟୁ, ନର୍ସିଂହୋମ୍‌ ଆଗରେ ପରିବାର ସଦସ୍ୟଙ୍କ ଧାରଣା

ସୋର: ଶିଶୁପୁତ୍ର ଜନ୍ମ ଦେବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପ୍ରସୂତିଙ୍କ ମୃତ୍ୟୁ ପରେ ନର୍ସିଂହୋମ୍‌ ଆଗରେ ପରିବାର ସଦସ୍ୟ ଧାରଣା ଦେଇଛନ୍ତି। ଖଇରା ଅଞ୍ଚଳରୁ ଜଣେ ମହିଳା ପ୍ରସବ ପାଇଁ ନର୍ସିଂହୋମ୍‌ରେ ଭର୍ତ୍ତି…
Read More...

ତାରାଙ୍କ ଘରେ କଂଗ୍ରେସ ନେତା ଏକାଠି ; ରମେଶ କହିଲେ ବିଧାୟକ ସଂଖ୍ୟା ୯ରୁ ୯୦ ହେବ

ଭୁବନେଶ୍ବର: ସିଡବ୍ଲ୍ୟୁସି ବୈଠକ ପୂର୍ବରୁ ତାରାଙ୍କ ଘରେ ଏକାଠି ହୋଇଛନ୍ତି ରାଜ୍ୟ କଂଗ୍ରେସର କିଛି ନେତା । ଏହି ନେତାମାନଙ୍କ ଏକାଠି ହେବା ପଛରେ ‘ନୂଆଁଖାଇ’ ଜୁହାର ଓ ଭେଟଘାଟ କୁହାଯାଉଥିଲେ ମଧ୍ୟ ଏହାକୁ ନେଇ…
Read More...

କଟକ ସଦ୍‌ଗୁରୁ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ: ଜିଲାପାଳ

କଟକ: କଟକ ଜିଲାରେ କରୋନା ସ୍ଥିିତି ନେଇ ଜିଲାପାଳଙ୍କ ସୂଚନା। ଜିଲାରେ ପୂର୍ବରୁ ୧୫୦ ବେଡ୍‌ର ଅଶ୍ବିନୀ ହସ୍‌ପିଟାଲ୍‌ ଥିଲା। ବର୍ତ୍ତମାନ ୧୫୦ ବେଡ୍‌ର ସଦ୍‌ଗୁରୁ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି।…
Read More...

ଶ୍ରୀମନ୍ଦିରର ସେବକ ଏବଂ କର୍ମଚାରୀଙ୍କ ପାଇଁ ଖୋଲିଲା କରୋନା ସେବା କେନ୍ଦ୍ର

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ସେବକ ଏବଂ କର୍ମଚାରୀମାନଙ୍କ ପାଇଁ ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ‘ହୋଟେଲ ନିଉ ରକ୍ ବେ’ ଠାରେ ଏକ କରୋନା ସେବା କେନ୍ଦ୍ର ଖୋଲାଯାଇଛି। କରୋନା ପଜିଟିଭ…
Read More...

ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ, ପଥର ଛେଚି ଯୁବକଙ୍କୁ ହତ୍ୟା ଉଦ୍ୟମ

ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ‌ପେଣ୍ଠ ସାହିରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଛି। ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କ ମୁଣ୍ଡରେ ପଥର ଛେଚି ଦେବାରୁ ସେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ…
Read More...

କୋଭିଡ୍‍ କଟକଣା ମାନି ଅଗ୍ରପୂଜ୍ୟଙ୍କୁ ଆରାଧନା

ଭୁବନେଶ୍ୱର: ଆଜି ଥିଲା ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ। ଧରାପୃଷ୍ଠକୁ ଅବତରଣ କରିଥିଲେ ବିଘ୍ନବିନାଶକ ଶ୍ରୀବିନାୟକ। ଏହି ଅବସରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ଅଗ୍ରପୂଜ୍ୟଙ୍କୁ ଆରାଧନା କରିଥିଲେ…
Read More...

ପାରମ୍ପରିକ ଟେରାକୋଟା ଶୈଳୀରେ ପୂଜା ପାଇଲେ ଶ୍ରୀଗଣେଶ

ଭୁବନେଶ୍ୱର: ରାଜ୍ୟର ସବୁଆଡ଼େ କରୋନା ପାଇଁ ସିଦ୍ଧିଦାତା ବିନାୟକଙ୍କ ପୂଜା ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ମଧ୍ୟ ବିଧିରକ୍ଷା ପାଇଁ ନିରାଡ଼ମ୍ବରଭାବେ ପୂଜା…
Read More...

ଖୋର୍ଦ୍ଧା ଜିଲାରେ ୭୪% ଗ୍ରାମ ଗ୍ରୀନ୍‌ ଜୋନ୍,ଆରୋଗ୍ୟ ହାର ବଢୁଛି

ଭୁବନେଶ୍ବର: ଖୋର୍ଦ୍ଧା ଜିଲାରେ ଦିନକୁ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତକରିବା ପାଇଁ ଦିନକୁ ପ୍ରାୟ ୧୫୦୦ କୋଭିଡ୍‌ ଟେଷ୍ଟିଂ କରାଯାଉଛି। ସେଥିପାଇଁ ଖୋର୍ଦ୍ଧା ଜିଲାରେ କରୋନା…
Read More...

ଏବେ ଭୁବନେଶ୍ବରରେ କରୋନା ସ୍ଥିତି ପିକ୍‌ରେ ରହିଛି-ବିଏମ୍‌ସି କମିଶନର

ଭୁବନେଶ୍ବର: ଗଲା ମାସରେ ଭୁବନେଶ୍ବରରେ ସେରୋଲୋଜିକାଲ୍‌ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ବଳ୍ପ ଆଣ୍ଟିବଡ଼ି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ…
Read More...

ନବରଙ୍ଗପୁର ଜିଲା ୨ ଦିନ ପାଇଁ ସଟ୍‌ଡାଉନ୍‌

ନବରଙ୍ଗପୁର: ନବରଙ୍ଗପୁର ଜିଲାକୁ ୨ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ ଅଜିତ୍‌ କୁମାର ମିଶ୍ର । ପ୍ରତିଦିନ ନବରଙ୍ଗପୁର ଜିଲାରେ କରୋନା…
Read More...

ବଙ୍ଗୋପ ସାଗରରେ ୨୪ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପ ସାଗରେ ଅଗଷ୍ଟ ୨୪ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା। ଏହା ଅଗଷ୍ଟ ୨୪ରୁ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ। ଏହାର ପ୍ରଭାବରେ ପୂର୍ବ ଭାରତ ଏବଂ କେନ୍ଦ୍ରୀୟ ଭାରତରେ ପ୍ରବଳ ବର୍ଷା ହେବ। ଫଳରେ ରାଜ୍ୟରେ ଆଜି…
Read More...

ବେଆଇନ ପଥର ଚାଲାଣ ଟ୍ରକ୍‌ ଜବତ କଲେ ତହସିଲଦାର, ହତ୍ୟା ଧମକ ଦେଇ ଛଡ଼ାଇନେଲେ ଡ୍ରାଇଭର

ବେଗୁନିଆ: ବେଗୁନିଆ ବ୍ଲକ ବାଘମାରି ଠାରେ ବେଆଇନ ଭାବେ ପଥର ଚାଲାଣ କରୁଥିବା ଦୁଇଟି ଗାଡିକୁ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଜବତ କରିଥିଲେ। କିନ୍ତୁ ଗାଡି ଦୁଇଟିର ଡ୍ରାଇଭର ଏବଂ ମାଲିକ ଲୋକମାନଙ୍କୁ ମେଳି କରି…
Read More...

୩୫ଲିଟର ମହୁଲି ମଦ ଜବତ,୨ ଗିରଫ

ହରଭଙ୍ଗା: ହରଭଙ୍ଗା ବ୍ଲକ ହରଭଙ୍ଗା ଥାନା ଅର୍ନ୍ତଗତ ମହାଲ୍ଲିକପଡା ଏବଂ ଶୁଲୀଭଙ୍ଗା ଭଳି ଦୁଇଟି ପୃଥକ ପୃଥକ ସ୍ଥାନରେ ଶୁକ୍ରବାର ଅବକାରୀ ବିଭାଗ ଚଢଉ କରି ୩୫ଲିଟର ଦେଶୀ ମହୁଲି ମଦ ଜବତ କରିଛି। ଏହି ମାମଲାରେ ଅବକାରୀ…
Read More...