ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ଆଜି ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର: ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ଆଜି ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୪୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ୩୫୪, ମୟୂରଭଞ୍ଜ ୨୩୩, ଗଞ୍ଜାମ ୧୭୩, ନୟାଗଡ଼ ୧୫୨, ବରଗଡ଼ ୧୩୯, ପୁରୀ ୧୩୨, ରାୟଗଡ଼ା ୧୦୧, କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ଝାରସୁଗୁଡ଼ା ୯୩, ଯାଜପୁର ୯୨, କେନ୍ଦୁଝର ୮୨, ସମ୍ବଲପୁର ୮୧, ଜଗତସିଂହପୁର ୭୫, କେନ୍ଦ୍ରାପଡ଼ା ୬୬, କୋରାପୁଟ ୬୫, ଢେଙ୍କାନାଳ ୬୫, ଭଦ୍ରକ ୫୩, ନବରଙ୍ଗପୁର ୫୨, ବାଲେଶ୍ବର ୩୪, କଳାହାଣ୍ଡି ୩୩, ମାଲକାନଗିରି ୨୭, ବଲାଙ୍ଗିର ୨୫, ସୋନପୁର ୨୪, ବୌଦ୍ଧ ୨୩, ନୂଆପଡ଼ା ୨୩, କନ୍ଧମାଳ ୨୦, ଗଜପତି ୧୮, ଅନୁଗୁଳ ୧୭ ଓ ଦେବଗଡ଼ ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୦୦୧ ପହଞ୍ଚିଛି।
Another 2706 Covid patients have recovered and are being discharged on 10.09.2020
411 from Cuttack
354 from Khordha
233 from Mayurbhanj
173 from Ganjam
152 from Nayagarh
139 from Bargarh
132 from Puri
101 from Rayagada
93 from Jharsuguda
92 from Jajapur
82 from Keonjhar— H & FW Dept Odisha (@HFWOdisha) September 10, 2020
81 from Sambalpur
75 from Jagatsinghpur
66 from Kendrapara
65 from Dhenkanal
65 from Koraput
53 from Bhadrak
52 from Nabarangpur
38 from Baleswar
34 from Sundargarh
33 from Kalahandi
27 from Malkangiri
25 from Bolangir
24 from Sonepur
23 from Boudh
23 from Nuapada— H & FW Dept Odisha (@HFWOdisha) September 10, 2020
20 from Kandhamal
18 from Gajapati
17 from Anugul
5 from DeogarhThe total recovered cases of Odisha now stand at 108001
— H & FW Dept Odisha (@HFWOdisha) September 10, 2020
Comments are closed.