ବିବାହ ନିମନ୍ତ୍ରଣ ପତ୍ରରେ  ମୋଦୀଙ୍କ ପାଇଁ ଭୋଟ ଭିକ୍ଷା: ନିର୍ବାଚନ ଅଧିକାରୀଙ୍କ ନୋଟିସ୍‌

ଶିମଲା ..- ବିବାହ ନିମନ୍ତ୍ରଣ ପତ୍ରରେ  ମୋଦୀଙ୍କ ପାଇଁ ଭୋଟ ଭିକ୍ଷା କରି ଜଣେ ନିର୍ବାଚନ ଅଧିକାରୀଙ୍କ ନୋଟିସ ପାଇଛନ୍ତି ।  ଉତ୍ତରାଖଣ୍ଡର ଜଗଦୀଶ ଚନ୍ଦ୍ର ଯୋଶୀ ନାମକ ବ୍ୟକ୍ତି ନିଜ ପୁଅର ବିବାହ ନିମନ୍ତ୍ରଣ ପତ୍ରରେ…
Read More...

୨ ଓଡ଼ିଆ ବାଳ ଶ୍ରମିକ ସମେତ ୩ନିର୍ଯ୍ୟାତିତ ଗୁହାରିର ୫୦ଦିନ ବିତିବା ପରେ ବି ଫଳଶୂନ

ବଡ଼ସାହି : ବଡ଼ସାହି ନିର୍ବାଚନ ମଣ୍ଡଳୀର ତାଳପଦା ଓ ଗଡ଼ଦେଉଳିଆ ଅଞ୍ଚଳରୁ ମହାରାଷ୍ଟ୍ରକୁ ଯାଇଥିବା ୨ଜଣ ବାଳ ଶ୍ରମିକଙ୍କ ସମେତ ୩ଜଣ ଶ୍ରମିକ ନିର୍ଯ୍ୟାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ଶ୍ରମିକଙ୍କ…
Read More...

ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ନିଧନ

ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ନିଧନ ବହୁଦିନ ଧରି ଅସୁସ୍ଥ ଥିଲେ ମନୋହର ପାରିକର ପାରିକରଙ୍କ ନିଧିନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶୋକ ବ୍ୟକ୍ତ ପୂର୍ବରୁ ଭାରତର  ପ୍ରତିରକ୍ଷା ମନ୍ତ୍ରୀ ଥିଲେ…
Read More...

ବାଲିଖୋଳାକୁ ନେଇ ଗୁଳିମାଡ ; ଜଣେ ଗୁରୁତର

ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ପାରୁଳିଆ ନିକଟ ବଡମହିଶାଳୀ ନିକଟରେ ଗୁଳିମାଡ ହୋଇଥିବା ଜଣାପଡିଛି। ଏହି ଗୁଳିମାଡରେ ଦୀପୁ ଓରଫ ସୋମ୍ୟଦୀପ ଚକ୍ରବର୍ତ୍ତି ଆହତ ହୋଇଛି। ବାଲିଖାଦନକୁ କେନ୍ଦ୍ରକରି ଗୁଳିମାଡ…
Read More...

ଚାନ୍ଦବାଲି ସାନସିଂହପୁର ଗାଁରେ ଅଗ୍ନିକାଣ୍ଡ ; ୪ବଖରା ଘର ଭଷ୍ମୀଭୂତ

ଧାମରା : ଚାନ୍ଦବାଲି ବ୍ଳକ ମାଧପୁର ପଞ୍ଚାୟତ ସାନସିଂହପୁର ଗ୍ରାମରେ ଜଗନ୍ନାଥ ବିଶ୍ୱାଳ ଓ ରାଜେନ୍ଦ୍ର ରାଉତଙ୍କ ୪ବଖରା ଘର ଅଗ୍ନିକାଣ୍ଡରେ ସମ୍ପୁର୍ଣ ଭଷୀ୍ମଭୂତ ହୋଇଯାଇଛି। ଗ୍ରାମବାସୀ ମାନେ ପହଞ୍ଚି ନିଆଁକୁ…
Read More...

ପାଣିଗଣ୍ଡା ଜଙ୍ଗଲରୁ ଟିଫିନ୍‍ ବୋମା ଓ ବନ୍ଧୁକ ଜବତ

ମୋହନା : ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଅଡବା ଥାନା ଇଲାକାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ସାରା ଶର୍ମାଙ୍କ ନିର୍ଦ୍ଧେଶରେ ପ୍ରତ୍ୟେକ ଦିନ କୁମ୍ବିଂ ଅପରେସନ ସହିତ…
Read More...

ସୋମବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପାର୍ଥୀ ଘୋଷଣା କରିବ ବିଜେଡି

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୧୮ ତାରିଖରେ ପାର୍ଥୀ ପତ୍ର ଦାଖଲ ପ୍ରକିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ…
Read More...

ଆରବସାଗରରେ ମୁତୟନ ହେଲା ଭାରତୀୟ ନୌସେନାର ବିମାନବାହୀ ଯୁଦ୍ଧପୋତ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ

ନୂଆଦିଲ୍ଲୀ ..-  ପୁଲଓ୍ୱମା ଆକ୍ରମଣ ପରେ ଭାରତ  ପାକିସ୍ତାନ ମଧ୍ୟରେ  ଉତ୍ତେଜନା ବୃଦ୍ଧି ପାଇଥିଲା । ଏବେ ବି ଏହା ଥିମି ନାହିଁ । ସୀମାରେ ପାକିସ୍ତାନ ପକ୍ଷରୁ ଅନେକଥର ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଛି । ଭାରତୀୟ…
Read More...

ଭାରତର ଲିଡିଆନ୍‌ ‘ଦି ୱାର୍ଲଡସ ବେଷ୍ଟ’

ଆମେରିକୀୟ ରିଅଲିଟି ଶୋ’ରେ ଭାରତୀୟ ବାଳକଙ୍କ ଚମତ୍କାରିତା। ଚେନ୍ନଇର ବାଳକ ୧୩ବର୍ଷୀୟ ଲିଡିଆନ୍‍ ନାଦସ୍ୱରମ୍‍ ଆମେରିକାର ରିଅଲିଟି ଶୋ’ ‘ଦି ୱାର୍ଲଡସ ବେଷ୍ଟ’ର ଟାଇଟଲ ବିଜୟୀ ହୋଇଛନ୍ତି। ଦକ୍ଷିଣ କୋରିଆର କୁକ୍କିବୋନ୍‍…
Read More...

ନବୀନ ନିବାସରେ ଗୀତା ମେହେଟ୍ଟା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ରବିବାର ନବୀନ ନିବାସରେ ପହଞ୍ଚିଛନ୍ତି। ଏହି ଖବର ସମଗ୍ର ରାଜ୍ୟର ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି। ଲୋକସଭା ଓ ବିଧାନସଭା ନିର୍ବାଚନକୁ…
Read More...

ୟୁପିରେ ସପା-ବିଏସପି-ଆରଏଲଡି ପାଇଁ ୭ଟି ଆସନ ଛାଡିବ କଂଗ୍ରେସ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ କଂଗ୍ରେସର ବଡ ଘୋଷଣା। କଂଗ୍ରେସ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଆରଏଲଡି ପାଇଁ ୭ଟି ସିଟ୍‍ ଛାଡିବା ନେଇ ଘୋଷଣା କରାଯାଇଛି। ପୂର୍ବରୁ ସପା-ବିଏସପି ମେଣ୍ଟ ଉତ୍ତରପ୍ରଦେଶେରେ…
Read More...

‘କସୌଟି ଜିନ୍ଦଗୀ କି-୨’ହିନା ଖାନ୍‍ ଆଉ ଏଥିରେ ଦେଖିବାକୁ ମିଳିବେ ନାହିଁ

‘କସୌଟି ଜିନ୍ଦଗୀ କି-୨’ ଟିଆର୍‍ପି ଦୌଡରେ ଆଗୁଆ ଥିବା ବେଳେ କୋମଲିକା ଚରିତ୍ରରେ ଆସୁଥିବା ହିନା ଖାନ୍‍ ଆଉ ଏଥିରେ ଦେଖିବାକୁ ମିଳିବେ ନାହିଁ। ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଥିବାରୁ ହିନା ବାହାରୁଛନ୍ତି ବୋଲି…
Read More...

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପିନାକ ଚନ୍ଦ୍ର ଘୋଷ ହୋଇପାରନ୍ତି ଦେଶର ପ୍ରଥମ ଲୋକପାଳ

ନୂଆଦିଲ୍ଲୀ ..- ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପିନାକ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ପାଇ ପାରନ୍ତି । ତାଙ୍କୁ ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ଦେବା ପାଇଁ  ସୁପାରିଶ କରାଯାଇଛି  ।…
Read More...

କପିଲ ଶର୍ମାଙ୍କ ଶୋ ପଛରେ

‘ଦି କପିଲ ଶର୍ମା ଶୋ’ ଅବସ୍ଥା ଏବେ ଭଲ ନାହିଁ। ନିକଟରେ ପ୍ରକାଶିତ ଟିଆର୍‍ପି ରେଟିଙ୍ଗ୍‍ସରେ ସେ ପ୍ରଥମ ୫ଟି ମଧ୍ୟରୁ ବାହାରି ଯାଇଛନ୍ତି। ନଭଜୋତ ସିଂହ ସିଦ୍ଧୁ ଶୋ’ରୁ ବାହାରିଯିବା, ଅର୍ଚ୍ଚନା ପୂରନ ସିଂଙ୍କ ଆସିବା…
Read More...

ନ୍ୟୁଜିଲାଣ୍ଡ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଭାରତୀୟଙ୍କର ମୃତ୍ୟୁ

ଓ୍ୱେଲିଂଟନ..- ନ୍ୟୁଜିଲାଣ୍ଡରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ନ୍ୟୁଜିଲାଣ୍ଡରେ ଥିବା ଭାରତୀୟ ଦୂତାବାସ ଏହି ସୂଚନା ଦେଇଛନ୍ତି । ନ୍ୟୁଜିଲାଣ୍ଡର…
Read More...

ଅନୁରାଗ-ପ୍ରେରଣା ପରଦା ବାହାରେ ବି ଭଲ

ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦଗୀ କି-୨’ରେ ମୁଖ୍ୟ ଚରିତ୍ର ଅନୁରାଗ ଓ ପ୍ରେରଣା ଭୂମିକାରେ ଅଭିନୟ କରୁଛନ୍ତି ପାର୍ଥ ସମଥାନ ଏବଂ ଏରିକା ଫର୍ଣ୍ଣାଣ୍ଡିଜ୍‍। ଦର୍ଶକ ମଧ୍ୟ ଦୁହିଁଙ୍କୁ ଏକାଠି…
Read More...

ଆସିଲା ଟୁଇଟର ‘ଟୁଇଟରସ୍ନାପ’ ; ଜାଣନ୍ତୁ କ’ଣ ରହିଛି ଫାଇଦା

ନୂଆଦିଲ୍ଲୀ : ଟୁଇଟର ନିଜର କ୍ୟାମେରା ଡିଜାଇନକୁ ନେଇ ଅପଡେଟ ଜାରି କରିଛି। ଏହାଦ୍ୱାରା ବ୍ୟବହାରକାରୀଙ୍କୁ କ୍ୟାମେରାରେ ନୂଆ ସୁବିଧା ମିଳିବ। ଏହି ଅପଡେଟ ମାଧ୍ୟମରେ ବ୍ୟବହାରକାରୀ ଫଟୋ, ଭିଡିଓ କିମ୍ବା ଲାଇଭ କରିବା…
Read More...

ପୁଣି ସହରକୁ ପଶିଲା ଗଜରାଜ

ସୁନ୍ଦରଗଡ଼ : ରାଜନୈତିକ ଘଟଣା ପ୍ରବାହକୁ ନେଇ ସୁନ୍ଦରଗଡ଼ ସହରର ବାତାବରଣ ଉଷ୍ମ ଥିବା ବେଳେ ଶନିବାର ସକାଳେ ହଠାତ ସହର ମଧ୍ୟକୁ ପଶି ଆସିଥିଲା ଗଜରାଜ । ଗଜରାଜଙ୍କ ଉପସ୍ଥିତି ଦେଖି ଲୋକେ ଧାଁ ଦଉଡ଼ ପାଟିତୁଣ୍ଡ କରିବା…
Read More...

ଜେଡିଏସ ଛାଡି ବିଏସପିରେ ଯୋଗଦେଲେ ଦାନିସ୍‍ ଅଲ୍ଲୀ

ନୂଆଦିଲ୍ଲୀ : ଜନତା ଦଳ(ସେକୁଲାର)ର ମହାସଚିବ ଦାନିସ ଅଲ୍ଲୀ ଶନିବାର ଇସ୍ତଫା ଦେଇ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦାନିସ ଅଲ୍ଲୀ କହିଛନ୍ତି, ଯେତେବେଳେ ମୁଁ ଜେଡିଏସରେ ଥିଲି ସେତେବେଳେ କିଛି…
Read More...

ଦିଲ୍ଲୀରୁ ଦୁଇ ହଜାର ଜୀବନ୍ତ ଗୁଳି ସହ ଅପରାଧି ଗିରଫ

ନୂଆଦିଲ୍ଲୀ ..-  ଦିଲ୍ଲୀରୁ ଜଣେ ବ୍ୟକ୍ତିଙ୍କୁ ଦୁଇ ହଜାର ଜୀବନ୍ତ ଗୁଳି ସହ ଜଣେ ଅପରାଧିକୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କର ଜଣେ ପେଷାଗତ ଅପରାଧି । ୨୦୦୨ ମସିହାରୁ ଏହି ଅପରାଧିକୁ…
Read More...

ନ୍ୟୁଜିଲାଣ୍ଡ: ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ଭାରତୀୟ ଯୁବକଙ୍କର ମୃତ୍ୟୁ

ହାଇଦ୍ରାବାଦ .- ନ୍ୟୁଜିଲାଣ୍ଡରେ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା  ସଫ୍ଟଓ୍ୱାର ଇଞ୍ଜିନିୟର ଫାରହାଜ ଅହସନଙ୍କର ମୃତ୍ୟୁ ହୋଇଛି । ୩୧ ବର୍ଷୀୟ ଫାରହାଜ ନ୍ୟୁଜିଲାଣ୍ଡରେ ଏକ ସଫ୍ଟଓ୍ୱାର କମ୍ପାନୀରେ କାମ କରୁଥିଲେ ।…
Read More...

ଗୋଆରେ କଂଗ୍ରେସ କରିବ ସରକାର ; ରାଜ୍ୟପାଳକୁ ଲେଖିଲେ ଚିଠି

ନୂଆଦିଲ୍ଲୀ : ଗୋଆରେ ପୁଣିଥରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। କଂଗ୍ରେସ ରାଜ୍ୟରେ ସରକାର ଗଠନ ପାଇଁ ଦୃଢୋକ୍ତି ପ୍ରକାଶ କରିଛି। ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଅନୁସାରେ କଂଗ୍ରେସ ରାଜ୍ୟପାଳଙ୍କୁ ଚିଠି…
Read More...

ଫାଟିଲା ଗ୍ୟାସ ; ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ଓ ୨ ଶିଶୁ

ପାଲଲହଡା : ଅନୁଗୋଳ ପାଲଲହଡା ଅଞ୍ଚଳରେ ଭାୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ ସଇଡା ପଞ୍ଚାୟତ ଜୋକପାଣି ଗାଁରେ ଗ୍ୟାସ ଟାଙ୍କି ଫାଟି ଘର ଜଳିଯାଇଛି। ଏହି ଘଟଣାରେ ଜଣେ ଗର୍ଭବତୀ ମା’ଙ୍କ ସମେତ ଦୁଇ ଜଣ ଶିଶୁ…
Read More...

ମଦନିଶାରେ ଯୁବତୀ ସହ ଅସଦାଚରଣ କରି ନିର୍ଧୁମ ମାଡ ଖାଇଲା ଅଟୋ ଡ୍ରାଇଭର

ଲକ୍ଷ୍ମୌ ..- ମଦନିଶାରେ ଯୁବତୀ ଅସଦାଚରଣ କରିବା ଜଣେ ଅଟୋ ଡ୍ରାଇଭର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।  ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌର ଗୋମତୀ ନଗରରେ  ଜଣେ ଯୁବତୀ ଅଟୋ ରିକ୍ସାରେ ଯାତ୍ରା କରୁଥିବା ବେଳେ ଏହାର…
Read More...

ଏଣିକି ଏସବିଆଇ ଏଟିଏମରୁ ବିନା କାର୍ଡରେ ବାହାରିବ ଟଙ୍କା

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ବର୍ତ୍ତମାନ ନିଜର ଡେବିଡକାର୍ଡ ବ୍ୟବହାର ନ କରି ଏଟିଏମରୁ ଟଙ୍କା ଉଠାଇ ପାରିବେ। ବ୍ୟାଙ୍କ ଏହି ସୁବିଧାକୁ ‘ୟୁନୋ କ୍ୟାସ’ ନାମ ଦିଆଯାଇଛି। ବ୍ୟାଙ୍କର ସୂଚନା ଅନୁସାରେ…
Read More...

ରାତିରେ ସ୍ୱତନ୍ତ୍ର ଉଡାଣ କରି କାଶ୍ମୀରରେ ୫ହଜାର ଜବାନଙ୍କୁ ପହଞ୍ଚାଇଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ  .-  ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ  ସୁରକ୍ଷା ଦୃଷ୍ଟିକୋଣରୁ ଜବାନମାନଙ୍କୁ  ସ୍ୱତନ୍ତ୍ର ବିମାନ ଯୋଗେ ଶ୍ରୀନଗର ପଠାଯାଇଛି ।  ଏୟାର ଇଣ୍ଡିଆର ବିମାନ  ରାତିରେ ସ୍ୱତନ୍ତ୍ର ଉଡାଣ କରି ୫ ହଜାର…
Read More...

ଜାମ୍ମୁରେ ସଡକ ଦୁର୍ଘଟଣା: ୧୧ ମୃତ ୩ ଗୁରୁତର

ଜମ୍ମୁ .- ଜାମ୍ମୁର ରାମବନ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୩ ଜଣ ଗୁରୁତର ହୋଇଛନ୍ତି ।  ରାମବନ ଜିଲ୍ଲାର ରାଜକୋଟରୁ ଚନ୍ଦ୍ରଗଡକୁ ଏକ ଚାରି ଚକିଆରେ ଏହି ଲୋକମାନେ…
Read More...

ବଜାରକୁ ଆସିଲା ୟାମହାର ‘ଏମଟି-୧୫’

ନୂଆଦିଲ୍ଲୀ : ୟାମାହା ମୋଟର୍ସ ଶୁକ୍ରବାର ନିଜର ନୂଆ ମଡେଲ ଏମଟି-୧୫ ବଜାର ପ୍ରବେଶ କରାଯାଇଛି। ଏହି ବାଇକର ମୂଲ୍ୟ ୧.୩୬ ଲକ୍ଷ ଟଙ୍କା ରହିଛି। ଏହି ବାଇକରେ ଲିକୁଇଡ କୁଲ୍ଡ ଇଞ୍ଜିନ ସହ ୬ ଟ୍ରାନ୍ସମିଶନ ଓ ଏବିଏସ୍‍…
Read More...

ମହିଳା ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ  ଆତଙ୍କବାଦୀ

ଶ୍ରୀନଗର ..-  କାଶ୍ମୀରରେ  ପାକ ସମର୍ଥିତ ଆତଙ୍କବାଦୀମାନେ  ପୁଣୀ ଭୀରୁତାର ପରିଚୟ ଦେଇଛନ୍ତି । ସୋପିଆନ ଅଞ୍ଚଳରେ  ଖୁସବୁ ଜାନ୍‌ ନାମକ ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ ଆତଙ୍କବାଦୀମାନେ ତାଙ୍କ ଘର ସାମ୍ନାରେ…
Read More...

ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ସେମାନଙ୍କ ବ୍ୟକ୍ତିତ୍ବ

ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ, ନାମକରଣ ଏକ ବଡ ଧାର୍ମିକ ସଂସ୍କାର ଅଟେ। ବ୍ୟକ୍ତିଙ୍କ ନାମ ତାଙ୍କ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ଏହାସହ ନାମରୁ ହିଁ ବ୍ୟକ୍ତିଙ୍କ ସ୍ବଭାବ ଓ ଭବିଷ୍ୟ ବିଷୟରେ ଜାଣି ହୋଇଥାଏ।…
Read More...

ସ୍ବାସ୍ଥ୍ୟ ପାଇଁ ଜୁଆଣି ପାଣିର ବ୍ୟବହାର

ଆପଣ ସମସ୍ତେ ଜିରା ପାଣି, ଲେମ୍ବୁ ପାଣି ଇତ୍ୟାଦିର ଲାଭଦାୟକ ଗୁଣ ବିଷୟରେ ଜାଣିଛନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ। ସେହିପରି ଜୁଆଣି ପାଣି ମଧ୍ୟ ଶରୀର ପାଇଁ ଭଲ। ଏହାକୁ ପିଇବା ଦ୍ବାରା ଶରୀରର ଅନେକ ରୋଗରୁ…
Read More...

ଔଷଧୀୟ ଗୁଣରେ ଭରପୂର ମେଥି

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆମେ ଅନେକ ପ୍ରକାରର ଔଷଧ ଓ ଘରୋଇ ଉପଚାର କରିଥାଉ। ସମସ୍ତଙ୍କ ଘରେ ଉପଲବ୍ଧ ଥିବା କିଛି ଘରୋଇ ଦ୍ରବ୍ୟ ଦ୍ବାରା ମଧ୍ୟ ସ୍ବାସ୍ଥ୍ୟ ଭଲ ରଖି ହେବ। ମେଥିକୁ ଆମେ ସାଧାରଣତଃ ଖାଦ୍ୟ ପ୍ରସ୍ତୁତ କରିବା…
Read More...

ରଥୀ-ସାରଥି

ନ୍ୟାଯ୍ୟ ଅଧିକାର ପ୍ରଦାନପୂର୍ବକ ଅଯଥା ରକ୍ତପାତ, ଲୋକକ୍ଷୟ ରୋକିବା ଲାଗି ଯଦୁପତି ଶ୍ରୀକୃଷ୍ଣଙ୍କ ସମାଧାନ ସର୍ତ୍ତ ପ୍ରତ୍ୟାଖ୍ୟାତ ହୋଇଥିଲା। ବିନାଯୁଦ୍ଧରେ ସୂଚ୍ୟଗ୍ର ପରିମିତ ମେଦିନୀ ନ ଦେବାକୁ ମହାମାନୀ…
Read More...

ଖ୍ରୀଷ୍ଟଚର୍ଚ୍ଚ ଗଣସଂହାର

ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ, ଭାଷା ଓ ଆଞ୍ଚଳିକତାକୁ କେନ୍ଦ୍ରକରି ମଣିଷ ଉପରେ ମଣିଷ ଜଘନ୍ୟ ଆକ୍ରମଣ କରିବା ପଶୁତ୍ବଠାରୁ ହୀନ ଏବଂ ନିନ୍ଦନୀୟ। ବିଶେଷକରି ଆଜିର ସାମାଜିକ ବିଶ୍ବାୟନ ପରିବେଶ​‌େ​‌ର ଏହା ଆଦୌ…
Read More...

ମରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ଚାହିଦା

ନିଖିଳାନନ୍ଦ ପାଣିଗ୍ରାହୀ ଧରାଯାଉ, ବୃଦ୍ଧ, ପ୍ରୌଢ଼, ଯୁବକ, କିଶୋର, ଏମିତି ପ୍ରତ୍ୟେକଙ୍କ ମଧ୍ୟରୁ ଜଣେଜଣେ ଆମ ସାମନାରେ ଅଛନ୍ତି। ଆମେ ସେମାନଙ୍କୁ ଜଣାଉ ବର୍ତ୍ତମାନ ଏମିତି ସାଙ୍ଘାତିକ ପରିସ୍ଥିତି ଆକସ୍ମିକ ଭାବେ…
Read More...

ଗୋଟିଏ ଚେର, ଅନେକ ସଂସ୍କୃତି

ଶୈଳେନ୍ଦ୍ର ଦ୍ବିବେଦୀ ନିକଟରେ ଜଣେ ସ୍ତମ୍ଭକାର ଲେଖିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ‘ପରିଚୟ’କୁ (ଭାରତୀୟ ହିସାବରେ ଆମର ଖାସ୍‌ ପରିଚୟ/ଅସ୍ତିତ୍ବ) ମଧ୍ୟ ନିର୍ବାଚନ ମଇଦାନ ଭିତରକୁ…
Read More...

ବୁଟ ସହ ଏହି ଖାଦ୍ୟ ଖାଇବା ବର୍ଜନୀୟ

ଅଧିକାଂଶ ବ୍ୟକ୍ତି ସକାଳେ ଖାଲି ପେଟରେ ସିଝା ବୁଟ ଖାଇ ଥାଆନ୍ତି। ଏହା ସ୍ବାସ୍ଥ୍ୟ ପ​‌କ୍ଷେ ଉତ୍ତମ ଅଟେ। ଏପରି କରିବା ଦ୍ବାରା ଶରୀରକୁ ସଠିକ ଭାବେ ବୁଟର ସମସ୍ତ ପୋଷକ ମିଳିଥାଏ। ଏହାସହ ଗ୍ୟାସ ସମସ୍ୟାରୁ ମୁକ୍ତି…
Read More...

ହିନ୍ଦୁ ଧର୍ମରେ ଅଶ୍ବତ୍ଥ ବୃକ୍ଷର ମହତ୍ତ୍ବ

ଅଶ୍ବତ୍ଥ ବୃକ୍ଷକୁ ଅଧିକାଂଶ ବ୍ୟକ୍ତି ପୂଜା କରିଥାଆନ୍ତି। ଏହି ବୃକ୍ଷକୁ ପୂଜା କରିବାର କିଛି ନିୟମ ରହିଛି। ଏହାକୁ ସଠିକ ନୀତି ନିୟମରେ ପୂଜା କରିବା ଦ୍ବାରା ସୁଫଳ ପ୍ରାପ୍ତି ହୋଇଥାଏ। ହିନ୍ଦୁଧର୍ମରେ ଅଶ୍ବତ୍ଥ ବୃକ୍ଷ…
Read More...

ମନ୍ଦିରରେ ପ୍ରବେଶ କରିବା ବେଳେ ଧ୍ୟାନ ଦିଅନ୍ତୁ ଏହି ଦିଗ ପ୍ରତି

ହିନ୍ଦୁ ଧର୍ମରେ ମନ୍ଦିରକୁ ପବିତ୍ର ସ୍ଥାନ ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ, ମନ୍ଦିର ଏକ ଏପରି ସ୍ଥାନ ଯେଉଁଠି ଭଗବାନ ବାସ କରିଥାଆନ୍ତି। ଏହାସହ ଭକ୍ତମାନେ ବିନା କୌଣସି ସ୍ବାର୍ଥରେ ସେଠାକୁ ଯାଇଥାଆନ୍ତି। କିନ୍ତୁ…
Read More...

କଂଗ୍ରେସ ଛାଡିଲେ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଶନିବାର ସାଲେପୁର ବିଧାୟକ ପ୍ରକାଶ ବେହେରା କଂଗ୍ରେସ ଛାଡିଛନ୍ତି। ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି…
Read More...

ଗୃହ ସହ ଜଡିତ ବୃକ୍ଷ ସମ୍ବନ୍ଧୀୟ ଟିପ୍ସ

ବିଶେଷଜ୍ଞଙ୍କ ଅନୁସାରେ, ବାସ୍ତୁଶାସ୍ତ୍ର ଅନୁସାରେ କିଛି ଦ୍ରବ୍ୟ ଏପରି ରହିଛି ଯାହାକୁ ଘରେ ରଖିବା ଦ୍ବାରା ତାର ଶୋଭା ବୃଦ୍ଧି ପାଇବା ସହ ଜୀବନରେ ଉନ୍ନତି ହୋଇଥାଏ। ଏହାସହ ଘରେ ଶାନ୍ତି ଓ ସମୃଦ୍ଧି ରହିଥାଏ।…
Read More...

ଶ୍ବଶୁର ଘରକୁ ଆସି ସ୍ତ୍ରୀଙ୍କୁ ଆକ୍ରମଣ କଲେ ସ୍ବାମୀ

ସୁବର୍ଣ୍ଣପୁର : ସ୍ବାମୀର ଭୁଜାଲି ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଏପରି ଘଟଣା ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ମହୁଲପାଲି ଗ୍ରାମରେ ଘଟିଛି। ଅଭିଯୁକ୍ତ ଶ୍ବଶୁର ଘରକୁ ଯାଇ ସ୍ତ୍ରୀକୁ ଆକ୍ରମଣ କରିଥିବା…
Read More...

ଜୀବନରେ ସଫଳତା ପାଇବାର ମନ୍ତ୍ର

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳ ହେବା ପାଇଁ ଇଚ୍ଛା କରିଥାଆନ୍ତି। ସଫଳତା ପାଇବା ପାଇଁ ବ୍ୟକ୍ତିମାନେ ଅନେକ ପ୍ରକାରର ପୂଜାପାଠ ଓ ବ୍ରତ ରଖିଥାଆନ୍ତି। ଏହା ବ୍ୟତୀତ ଅନେକ କାର୍ଯ୍ୟ କରିଥାଆନ୍ତି। କିନ୍ତୁ ଏତେ ସବୁ…
Read More...

ଦୁର୍ଘଟଣାରେ ୨ ଯୁବକ ମୃତ

ପାଳଲହଡା : ଅନୁଗୋଳ ଜିଲା ପାଳଲହଡା ୧୪୯ ନମ୍ବର ଜାତୀୟ ରାଜପଥ ଡିମିରିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ହୋଇଛି। ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ଦୁଇ ବାଇକ ମୁହାଁ ମୁହି ଧକ୍କା ହୋଇଥିଲା। ଦୁର୍ଘଟଣାରେ…
Read More...

ମାୟାବତୀଙ୍କୁ ଲକ୍ଷ୍ନୌ ଗେଷ୍ଟ ହାଉସ ଆକ୍ରମଣ କଥା ମନେ ପକାଇଲେ ଉମା ଭାରତୀ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମନ୍ତ୍ରୀ ଉମା ଭାରତୀ ଉତ୍ତରପ୍ରଦେଶ ସପା-ବିଏସପି ମେଣ୍ଟକୁ କଡା ସମାଲୋଚନା କରିଛନ୍ତି। ଗେଷ୍ଟ ହାଉସରେ ମାୟାବତୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଉମା ଭାରତୀ ମନେ ପକାଇଛନ୍ତି। ସେ କହିଛନ୍ତି ଏଥର…
Read More...

ଭିଡିଓ ଭାଇରାଲ ପରେ ଥାନାରେ ବଳାତ୍କାର ଅଭିଯୋଗ କଲେ ନାବାଳିକା

ଜଳେଶ୍ୱର : ବାଲେଶ୍ୱର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଦଶହରା ବୁଲିବାକୁ ଯାଇଥିବା ସମୟରେ କିଛି ଯୁବକ ନାବାଳିକା ଜଣକୁ ଜଙ୍ଗଲକୁ ନେଇ ବଳାତ୍କାର…
Read More...

କଂଗ୍ରେସ ଛାଡିବେ ପ୍ରକାଶ!

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ନେତା ମାନଙ୍କର ଦଳ ଡିଆଁ ଦେଖିବାକୁ ମିଳିଥାଏ। କିଛିଦିନ ଧରି ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ସୂଚନା ଅନୁସାରେ ସାଲେପୁର ବିଧାୟକ ପ୍ରକାଶ ବେହେରା କଂଗ୍ରେସ ଛାଡିବାକୁ ନେଇ…
Read More...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଘଡଘଡି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ରାଜ୍ୟର…
Read More...

ଶିଖ ବିରୋଧୀ ଦଙ୍ଗା ମାମଲା ; ୨୫ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ଦିଲ୍ଲୀ ଶିଖ ବିରୋଧୀ ଦଙ୍ଗା ଅଭିଯୋଗରେ ଆଜୀବନ କାରାଦଣ୍ଡ କାଟୁଥିବା କଂଗ୍ରେସର ପୂର୍ବନେତା ସଜ୍ଜନ କୁମାରଙ୍କ ଜାମିନ ପିଟିସନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ସଂରକ୍ଷିତ କରିଛନ୍ତି। ମାର୍ଚ୍ଚ ୨୫…
Read More...

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଶାଗୁ

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଆମେ ଅନେକ ପ୍ରକାରର ଘରୋଇ ଓ ଆୟୁର୍ବେଦିକ ଉପଚାର କରିଥାଉ। ଏହାସହ ପାର୍ଲର ଯାଇ ମଧ୍ୟ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଉ। ଅନେକ କ୍ରୀମର ବ୍ୟବହାର ମଧ୍ୟ କରିଥାଉ। କିନ୍ତୁ…
Read More...

କ୍ଷମତାକୁ ଆସିଲେ ଜିଏସଟିରେ ପରିବର୍ତ୍ତନ କରି ଏକକ ଟ୍ୟାକ୍ସ ପ୍ରଚଳନ କରିବୁ : ରାହୁଲ

ବରଗଡ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ବରଗଡରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶରେ ରାହୁଲ ଜିଏସଟିକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି କଂଗ୍ରେସ ସରକାରକୁ ଆସିଲେ…
Read More...

ବିଦ୍ୟାର୍ଥୀଙ୍କ ପାଠପଢାରେ ଉନ୍ନତି ପାଇଁ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ର ଅନୁସାରେ କିଛି ଦ୍ରବ୍ୟ ରହିଛି ଯାହାକୁ ଘରେ ରଖିବା ଦ୍ବାରା ଉନ୍ନତି ହୋଇଥାଏ। ଏହାସହ ପିଲାଙ୍କ ଭବିଷ୍ୟତର ଉନ୍ନତି ପାଇଁ ମଧ୍ୟ କିଛି ଉପାୟ ବର୍ଣ୍ଣନା କରାଯାଇଛି। ତାହାକୁ ଘରେ ସଠିକ ନିୟମ ଦ୍ବାରା…
Read More...

ଅନ୍ତିମ ଧର୍ମ ପରୀକ୍ଷା

ପାଣ୍ଡବମାନଙ୍କ ସ୍ବର୍ଗାରୋହଣ ସମୟର ଏହି ଘଟଣା। ମହାରାଜ ଯୁଧିଷ୍ଠିର ହିମାଳୟ ଆରୋହଣ କରୁଥାନ୍ତି। ସାଥିରେ ଥିଲେ ଦ୍ରୌପଦୀ ଓ ଭ୍ରାତାମାନେ। ଦ୍ରୌପଦୀ ତଥା ଅନ୍ୟ ଭ୍ରାତାମାନେ ଜଣକ ପରେ ଜଣେ ଯାତ୍ରାସମୟରେ କାଳକବଳିତ…
Read More...

ମାସୁଦକୁ ଚୀନର ସୁରକ୍ଷା

ଏକ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାରେ କ୍ଷମତା ଯେତେବେଳେ କିଛି ସୀମିତ ଗୋଷ୍ଠୀକୁ ସୁହାଏ ଓ ସଂପୃକ୍ତ ଗୋଷ୍ଠୀର ସଦସ୍ୟ ଅଖଣ୍ଡ ବ୍ୟକ୍ତିଗତ କ୍ଷମତାର ଅଧିକାରୀ ହୁଅନ୍ତି ସେତେବେଳେ ଅନ୍ୟମାନେ ଉପେକ୍ଷିତ ହେବାକୁ ବାଧ୍ୟ…
Read More...

ଜୀବନ ମାର୍ଗଦର୍ଶିକା

ରବିନ୍‌ ଖଣ୍ଡାୟ ତରାୟ ମାଳୀର ନିରନ୍ତର ପ୍ରଚେଷ୍ଟା ବଳରେ ଯେପରି ଉଦ୍ୟାନରେ ପ୍ରଚୁର ପରିମାଣରେ ସୁଗନ୍ଧିତ ଫୁଲମାନ ଫୁଟିଥାଏ ସେହିପରି ଭାବରେ ବ୍ୟକ୍ତିର ବ୍ୟକ୍ତିତ୍ୱ ନିଜର ନିରନ୍ତର ପ୍ରଯତ୍ନ ତଥା ଉତ୍ତମ ଶିକ୍ଷାବଳରେ…
Read More...

ମାତୃଭାଷା : ସଂକଟ ନା ସମ୍ଭାବନା

ଡ.ଦେବୀପ୍ରସନ୍ନ ପଟ୍ଟନାୟକ ମାତୃଭାଷା କହିଲେ ମା’ର ଭାଷା। ସାଧାରଣ ଲୋକଙ୍କ ଧାରଣା, ‘ଭୂମିଷ୍ଠ ହେବା ପରଠାରୁ ଶିଶୁଟିଏ ତା’ର ମାତାପିତା ପରିବାର ସ୍ବଜନଙ୍କଠାରୁ ଯେଉଁ ଭାଷା ଆହରଣ କରେ ତାହା ତା’ର ମାତୃଭାଷା।’…
Read More...

ହର୍ଟ ଚକୋଲେଟ ଇଲାଇଚି ସେକ

ଆବଶ୍ୟକ ସାମଗ୍ରୀ : କ୍ଷୀର – ୨କପ ଗୁଜୁରାତି – ୨ଟି ଚକୋଲେଟ - ଛୋଟ ଖଣ୍ଡ ଚିନି – ୧ଚାମଚ ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଗୁଜୁରାତିକୁ ଭଲ ଭାବେ ପେଷି ଦିଅନ୍ତୁ। ତାପରେ ଗ୍ୟାସରେ ଏକ ପାତ୍ର ବସାଇ…
Read More...

ଗୁରୁଜନଙ୍କ ପ୍ରଦତ୍ତ ଶୁଭ ଓ ଅଶୁଭ ସଙ୍କେତ

ହିନ୍ଦୁ ଧର୍ମରେ ଅନେକ ଶୁଭ ଓ ଅଶୁଭ ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି। ଗୁରୁଜନମାନେ ସର୍ବଦା ଶୁଭ ଓ ଅଶୁଭ ସଙ୍କେତ ବିଷୟରେ ଅନେକ କଥା ଜଣାଇ ଥାଆନ୍ତି। ତାହାକୁ ମାନି ଚଳିବା ଦ୍ବାରା ଜୀବନରେ କିଛି ଅସୁବିଧାର…
Read More...

ଗ୍ରହମାନଙ୍କ ସ୍ଥିତି ଖରାପ ଥିଲେ ଏପରି ଜାଣନ୍ତୁ

ଜାତକରେ କୌଣସି ଗ୍ରହଙ୍କ ସ୍ଥିତି ଖରାପ ରହିବା ଦ୍ବାରା ତାହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ଜୀବନରେ ଅନେକ କଷ୍ଟ ଦେଇଥାଏ। ବେଳେବେଳେ ଆପଣଙ୍କ ଆଖି ଆଗରେ କିମ୍ବା ଅଜାଣତରେ କୌଣସି କାର୍ଯ୍ୟ ହୋଇଥାଏ। ଯାହାର କାରଣ…
Read More...

ମାଛ ମୁଣ୍ଡ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଉତ୍ତମ

ପ୍ରାୟତଃ ବ୍ୟକ୍ତି ମାଛ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। ଏହାର ସ୍ବାଦ ମଧ୍ୟ ଭଲ ଅଟେ। କିନ୍ତୁ ଅଧିକାଂଶ ଲୋକ ମାଛ ଅପେକ୍ଷା ତାର ମୁଣ୍ଡ ଖାଇବାକୁ ଭଲ ପାଇଥାଆନ୍ତି। ମାଛ ମୁଣ୍ଡର…
Read More...

କ୍ଷୀରରେ ଡାଲଚିନି ଗୁଣ୍ଡ ମିଶାଇ ପିଇବାର ଲାଭ

ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ଏପରି କିଛି ଦ୍ରବ୍ୟ ରହିଥାଏ ଯାହାକୁ ଔଷଧ ରୂପେ ବ୍ୟବହାର କରିପାରିବେ। ଖାଦ୍ୟ​ରେ ବ୍ୟବହାର କରୁଥିବା ମସଲା ମଧ୍ୟ ଔଷଧ ପରି କାର୍ଯ୍ୟ କରିଥାଏ। ସେହିପରି ଏକ ମସଲା ହେଉଛି ଡାଲଚିନି।…
Read More...

ବୋଲେରୋକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟିଲା ଟ୍ରକ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ନିକଟ ଜଇସପାଟଣା ବଜାର ଠାରେ ବାଲି ବୋଝେଇ ଟ୍ରକ ଏକ ବୋଲେରୋକୁ ଧକ୍କା ଦେଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ…
Read More...

ଚାଉଳର ଏପରି ବ୍ୟବହାର ଦ୍ବାରା ଦୂର ହୁଏ ଅସୁବିଧା

ଭାରତୀୟ ସଂସ୍କୃତିରେ ଚାଉଳ ପ୍ରାୟ ସମସ୍ତ ଭଗବାନଙ୍କ ନିକଟରେ ଭୋଗ କରାଯାଇଥାଏ। ହିନ୍ଦୁ ଧର୍ମରେ ଚାଉଳର ଅନେକ ମହତ୍ତ୍ବ ରହିଛି। ଅନେକ ପୂଜାରେ ଚାଉଳକୁ ବ୍ୟବହାର କରାଯାଇଥାଏ। ଚାଉଳ ଅର୍ଥାତ ଅକ୍ଷତ। ଅକ୍ଷତ ଅର୍ଥ ଯାହାର…
Read More...

କୋରେଇ ବିଧାନସଭା ଆସନ ପାଇଁ ବିଏସପିର ପାର୍ଥି ହେଲେ କାଜଲ କିନ୍ନର

ଭୁବନେଶ୍ୱର : ବହୁଜନ ସମାଜ ପାର୍ଟି ଯାଜପୁର କୋରେଇ ବିଧାନସଭା ଆସନ ପାଇଁ କିନ୍ନର କାଜଲ ନାୟକଙ୍କୁ ପାର୍ଥି ରୂପେ ଘୋଷଣା କରିଛି। କାଜଲଙ୍କୁ ପାର୍ଥି କରାଯାଇଥିବାରୁ ଏହାକୁ କିନ୍ନର ସମାଜ ସ୍ୱାଗତ କରିଛନ୍ତି। ସାମ୍ବାଦିକ…
Read More...

ଗୁଜୁରାଟରେ ନିଜ ଦଳର ନେତାଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିବା ପୂର୍ବତନ ବିଜେପି ବିଧାୟକ ଗିରଫ

ଅହମ୍ମଦାବାଦ -  ଗୁଜୁରାଟରେ  ବିଜେପିର ପୂର୍ବତନ ବିଧାୟକ ଜୟନ୍ତୀ ଭାନୁଶାଳୀଙ୍କୁ ଟ୍ରେନରେ ହତ୍ୟା କରିବା ପାଇଁ ଦୁଇଜଣ ସାର୍ପ ସୁଟରଙ୍କୁ ସୁପାରୀ ଦେଇଥିବା ଆଉଜଣେ ବିଜେପି ନେତାଙ୍କୁ ପୁଲିସ ଗିରଫ କରିଛି । ଏହି…
Read More...

ବରକୁ ମଙ୍ଗଳସୁତ୍ର ପିନ୍ଧାଇଲେ କନ୍ୟା

ନୂଆଦିଲ୍ଲୀ : ସମୟର ପରିବର୍ତ୍ତନ ସହ ସମାଜରେ ଥିବା ରୀତିନୀତିରେ ମଧ୍ୟ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି। ସମାଜରେ ଲିଙ୍ଗଗତ ଭେଦଭାବ ନକରିବା ପାଇଁ ଜଣେ ଦମ୍ପତ୍ତି ଏହାର ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନା…
Read More...

ବିଜେପିରେ ଯୋଗଦେଲେ ଦାମ ରାଉତ

ନୂଆଦିଲ୍ଲୀ ..- ପୂର୍ବତନ ମନ୍ତ୍ରୀ ଦାମ ରାଉତ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ବିଜେପି  କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ, ବିଜେପି ନେତା ଅନୁରାଗ…
Read More...

ମୁମ୍ବାଇର ସିଏସ୍‌ଟି ଷ୍ଟେସନ୍‌ରେ ଲୋକଙ୍କ ଉପରେ ଖସିପଡିଲା ଫୁଟ୍‌ ଓଭର ବ୍ରିଜ୍‌, ୫ ମୃତ ୩୪ ଆହତ

ମୁମ୍ବାଇ ..- ମୁମ୍ବାଇର ମୁଖ୍ୟ ରେଳ ଷ୍ଟେସନ ଛତ୍ରପତି ଶିବାଜୀ (ସିଏସ୍‌ଟି) ଷ୍ଟେସନରେ ଫୁଟ୍‌ ଓଭର୍‌ ବ୍ରିଜ ଭାଙ୍ଗି ଯାଇ ଲୋକ ଉପରେ ଖସି ପଡିଥିବା ସୂଚନା ମିଳିଛି । ସନ୍ଧ୍ୟା ସମୟରେ ଯାତ୍ରୀଙ୍କର ଗମନା ଗମନ ଅଧିକ…
Read More...

ବିଜେପିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ ..- କଂଗ୍ରେସର ବରିଷ୍ଠ ନେତା ଟମ୍‌ ବଡକ୍କନ ଗୁରୁବାରରେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ସୋନିଆ ଗାନ୍ଧୀଙ୍କର ବେଶ୍‌ ପାଖ ଲୋକ ଭାବେ ବିବେଚନା କରାଯାଉଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ…
Read More...

ନବୀନଙ୍କ ବିରୋଧରେ ପ୍ରତିଶୋଧ ନେବି : ଦାମୋଦର

ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ହେବାପରେ ବରିଷ୍ଠ ନେତା ଦାମୋଦର ରାଉତ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ କରିଆସୁଛନ୍ତି। ଗୁରୁବାର ଦାମଦୋର ରାଉତ କହିଛନ୍ତି, ମୁଁ…
Read More...

କେଶ ପ୍ରତିରୋପଣର ୪୦ ଘଣ୍ଟା ପରେ ବ୍ୟକ୍ତିଙ୍କ ମୃତ୍ୟୁ

ମୁମ୍ବଇ : ମୁମ୍ବଇର ପାବଇରେ ଏକ ୪୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବୁଧବାର ପୁଲିସର କହିବା ଅନୁସାରେ ମୃତ୍ୟୁର ୪୦ ଘଣ୍ଟା ପୂର୍ବରୁ ସେ ୧୨ ଘଣ୍ଟା ଧରି ଏକ କ୍ଲିନିକରେ କେଶ ପ୍ରତିରୋପଣ କରିଥିଲେ। ସୂଚନା…
Read More...

ସାରା ଦୁନିଆରେ ୮ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍‌ ଓ ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ ..-  ବୁଧବାରରେ   ବିଭିନ୍ନ ଦେଶରେ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ ଓ ହ୍ୱାଟସ୍‌ଆପ୍‌ କାମ କରିବା ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ପ୍ରାୟ ୮ ଘଣ୍ଟାରୁ ଅଧିକ ସମୟକାଳ ଏହା କାମ କରି ନ ଥିଲା । …
Read More...

ଭାରତରେ ଲଞ୍ଚ ହେଲା ମର୍ସିଡିଜର ଏହି ନୂଆ ମଡେଲ କାର

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମର୍ସିଡିଜ ଗୁରୁବାର କୋଓପ ୨୦୧୯ ସି୪୩ ଏଏମଜି ଭାରତରେ ଲଞ୍ଚ କରାଯାଇଛି। ମର୍ସିଡିଜ ଏଏମଜି ସି୪୩ ମଡେଲ ପୂର୍ବ ବର୍ଷ ବିଶ୍ୱ ସ୍ତରରେ ଲଞ୍ଚ କରାଯାଇଥିଲା। ଏହି କାରରେ ଦୁଇଟି…
Read More...

ବାଇକ ଉପରେ ଚଢ଼ିଗଲା ହାଇୱା, ଜଣେ ମୃତ

ଝାରସୁଗୁଡା : ଏମସିଏଲ ଅଧିନସ୍ଥ ଇବ ଭ୍ୟାଲି କୋଇଲା କ୍ଷେତ୍ର ଲଜକୁରା କୋଇଲା ଖଣି ସିଏଚପି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା…
Read More...

ମତ୍ସ୍ୟଜୀବୀଙ୍କ ବହୁବିଧ ବିକାଶ ଆମର ଲକ୍ଷ୍ୟ – ରାହୁଲ

କେରଳ : କେରଳର ତ୍ରିଶୁରଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମତ୍ସ୍ୟଜୀବୀମାନଙ୍କ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ସରକାରକୁ ଆସିଲେ…
Read More...

ସ୍ବାସ୍ଥ୍ୟ ପାଇଁ ପୋଇର ଉପକାରିତା

ଶରୀର ପାଇଁ ଅନେକ ପ୍ରକାରର ଫଳ ଓ ପନିପରିବା ଖାଇବା ଉଚିତ। କାରଣ ଏହା ଶରୀରକୁ ସମସ୍ତ ପ୍ରକାରର ଭିଟାମିନ ଯୋଗାଇଥାଏ। ପରିବା ମଧ୍ୟରୁ ପୋଇ ଅନ୍ୟତମ। ଏହା ଶରୀର ପାଇଁ ଉତ୍ତମ ଅଟେ। ଏଥିରେ ଭିଟାମିନ, କ୍ୟାଲୋରୀ,…
Read More...

ଦଳ ଡେଇଁବାର ବେଳ

ନିର୍ବାଚନ ବିଗୁଲ ବାଜିବା ପରେ ରାଜ୍ୟ ରାଜନୀତି ସ୍ବାଭାବିକ ଭାବେ ଚଳଚଞ୍ଚଳ ହୋଇଉଠିଛି। ରାଜନୀତିରେ ଥରେ ହୁଡ଼ିଲେ ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡ଼ୁଥିବାରୁ ତିନି ପ୍ରମୁଖଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ସମେତ…
Read More...

ପୁଞ୍ଜିବାଦ ସଂକଟ

ପୁଞ୍ଜିବାଦ ଘରୋଇ ମାଲିକାନା ଆଧାରିତ ଏକ ଅର୍ଥନୈତିକ ବ୍ୟବସ୍ଥା ଯେଉଁଠି ପୁଞ୍ଜିପତି ଅର୍ଥ ଲଗାଇ ସମ୍ବଳ ଓ ଆୟର ବ୍ୟବସ୍ଥା ସୃଷ୍ଟିକରେ। ଏଥିରେ ଲାଭର ଏକ ଛୋଟ ଭାଗ କର୍ମଚାରୀଙ୍କ ପାଖକୁ ଯାଉଥିବାବେଳେ ସିଂହଭାଗ ମାଲିକ…
Read More...

କିଡ୍‌ନୀ ଚିକିତ୍ସା କ୍ଷେତ୍ରରେ ଆହ୍ବାନ

ଡା. ଚିତ୍ତରଞ୍ଜନ କର ବର୍ତ୍ତମାନ ସମୟରେ ବିଶ୍ବବ୍ୟାପୀ ପ୍ରାୟ ୮କୋଟି ୫୦ଲକ୍ଷ ଲୋକ କୌଣସି ନା କୌଣସି କିଡ୍‌ନୀ ରୋଗରେ ପିଡ଼ୀତ। ପ୍ରତିବର୍ଷ ପ୍ରାୟ ୨୫ଲକ୍ଷ ଲୋକ କିଡ୍‌ନୀ ଜନିତ ରୋଗରୁ ମୃତ୍ୟୁବରଣ କରନ୍ତି। ବିଗତ ଦଶ…
Read More...

ସୁଶାସନ ମାଧ୍ୟମରେ ସମସ୍ତଙ୍କ ବିକାଶ

ଯୋଗେଶ ସୁରି, ଦେଶଗୌରବ ଶେଖରି ସୁଶାସନର ସଂଜ୍ଞା କ୍ରମଶ ବିବର୍ତ୍ତିତ ହୋଇ ଏହାର ପରିସରକୁ ସଂପ୍ରସାରିତ କରିବା ସହ ନୂଆ ନୂଆ କ୍ଷେତ୍ରକୁ ଏହାର ଅନ୍ତର୍ଭୁକ୍ତ କରୁଛି। ଦଶମ ଯୋଜନା ନଥିରେ କୁଶାସନର କିଛି ଉଦାହରଣ…
Read More...

ଏହି ରାଶିର ବ୍ୟକ୍ତି କାହାକୁ ନିଜର ଦୁଃଖ ଜଣାଇ ନ ଥାଆନ୍ତି

ଜ୍ୟୋତିଷଶାସ୍ତ୍ର ଅନୁସାରେ, ବ୍ୟକ୍ତିଙ୍କର ଜାତକ ଦେଖି ଅନେକ କଥା ଜଣାପଡିଥାଏ। ଜାତକରେ ଗ୍ରହ ଓ ତାଙ୍କ ରାଶିର ସ୍ଥିତି ଦେଖି ବ୍ୟକ୍ତିଙ୍କ ସ୍ବଭାବ ଓ ଚରିତ୍ର ଜଣାପଡିଯାଏ। ଆସନ୍ତୁ ଜାଣିବା ଏପରି କିଛି ରାଶିର…
Read More...

ସ୍ବପ୍ନରେ ଲାଲ ଶାଢୀରେ ମହିଳାଙ୍କୁ ଦେଖିବାର ତାତ୍ପର୍ଯ୍ୟ

ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ସ୍ବପ୍ନ ଦେଖୁ ଥାଆନ୍ତି ତେବେ ତାହା ପଛରେ କିଛି କଥା ନିଶ୍ଚିନ୍ତ ରହିଛି। କିଛି ତଥ୍ୟ ମଧ୍ୟ ଲୁଚି କରି ରହିଥାଏ। ସେହି ସ୍ବପ୍ନର ଅର୍ଥ ଆମେ ବେଳେବେଳେ ଜାଣି…
Read More...

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆୟୁର୍ବେଦର କିଛି ଟିପ୍ସ

ଆୟୁର୍ବେଦରେ ଯେକୌଣସି ରୋଗର ଚିକିତ୍ସା କରାଯାଇ ପାରେ। ଏହା ସ୍ବାସ୍ଥ୍ୟ ଠିକ କରିବା ସହ ଶରୀରର ଅନେକ ଉପକାର କରିଥାଏ। ଆୟୁର୍ବେଦରେ ସ୍ବାସ୍ଥ୍ୟ ପାଇଁ କିଛି ଟିପ୍ସ ରହିଛି। ତାହାକୁ ମାନିବା ଦ୍ବାରା ପ୍ରତ୍ୟେକ ବ୍ୟକ୍ତି…
Read More...

ବରଯାତ୍ରୀ ବସରେ ନିଆଁ ; ଯୁବକ ଜୀବନ୍ତଦଗ୍ଧ

କେନ୍ଦୁଝର : ସାମନ୍ତରାପୁର ନିକଟରେ ଏକ ବରଯାତ୍ରୀ ବସରେ ନିଆଁ ଲାଗିଯାଇଛି। ଏହା ଫଳରେ ବସରେ ଜଣେ ଯୁବକ ଜୀବନ୍ତ ପୋଡି ଯାଇଛନ୍ତି। ବସଟି କେଳେଇପଶିରୁ ବର ଯାତ୍ରୀମାନଙ୍କୁ ନେଇ ଫେରୁଥିଲେ। ସେହି ସମୟରେ ଘଟଗାଁ…
Read More...

ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

କୋରାପୁଟ : କୋରାପୁଟ ଜିଲା ନନ୍ଦପୁର ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟ​‌ରେ ଗୁଳି ବିନିମୟ ହୋଇଛି। ଏଥିରେ କେତେ ଜଣ ମୃତାହତ କିମ୍ବା ଆହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଆହତ

କଳାହାଣ୍ଡି : ଧର୍ମଗଡ ତିନିଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି। ମୃତକଙ୍କ ଘର ଛତିଶଗଡ ଓ ଆହତଙ୍କ ଘର କଳାହାଣ୍ଡି ଜିଲା…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର

ବୌଦ୍ଧ : ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ଏପରି ଘଟଣା ବୌଦ୍ଧ ଜିଲା ହରଭଙ୍ଗ ବ୍ଲକ ପୁରୁଣା କଯକ ଥାନା ଅନ୍ତର୍ଗତ ଚାରିଛକ ହରଭଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ବାଘଛେପରା ନିକଟରେ…
Read More...

ଟିକସ ଆଦାୟ ପ୍ରତିବାଦରେ ରାସ୍ତାରୋକ

ବାରିପଦା : ବ୍ୟବସାୟୀଙ୍କ ଠାରୁ ଟିକସ ଆଦାୟ ପ୍ରତିବାଦରେ ବାରିପଦାରେ ରାସ୍ତାରୋକ କରାଯାଇଛି। ଦେବଶୂଳ ଯାତ୍ରା ପଡିଆରେ ଟିକସ ଆଦାୟକୁ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ରାସଗୋବିନ୍ଦପୁର ଗ୍ରାମବାସୀମାନେ ରାସ୍ତାରୋକ…
Read More...

ପୁଲିସ ହାତରେ ଧରାପଡିଲେ ୩ ହାଇୱେ ଲୁଟେରା

ଭୁବନେଶ୍ବର : ପୁଲିସ ହାତରେ ୩ ହାଇୱେ ଲୁଟେରା ଧରାପଡିଛନ୍ତି। ବୁଧବାର ବିଳମ୍ବିତ ରାତିରେ ସେମାନେ ପଳାଶୁଣି ନିକଟରେ ଲୁଟ ଯୋଜନା କରୁଥିବା ବେଳେ ଧରାପଡିଥିବା ଜଣାପଡିଛି। ଲୁଟେରାମାନଙ୍କୁ ମଞ୍ଚେଶ୍ବର ପୁଲିସ ଅଟକ ରଖି…
Read More...

ଘରେ ମୂର୍ତ୍ତି ରଖି ପୂଜା କରିବାର ବିଶେଷ ମହତ୍ତ୍ବ

ହିନ୍ଦୁ ଧର୍ମରେ ଘରେ ମୂର୍ତ୍ତି ରଖି ପୂଜା କରିବାର ବିଶେଷ ମହତ୍ତ୍ବ ରହିଛି। କିଛି ଲୋକଙ୍କ ମତରେ ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ରଖି ପୂଜା କରିବା ଦ୍ବାରା ସୁଖଶାନ୍ତି ବାସ କରିଥାଏ। ସେହି  ଘରେ ଭଗବାନ ବାସ…
Read More...

କିନ୍ନର ବସ୍ତିରେ ୱାଟର ଏଟିଏମ୍‍

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ବାଣୀବିହାର କିନ୍ନର ବସ୍ତି ସ୍ୱଚ୍ଛତା ଆଡକୁ ଆଉ ଏକ ପାଦ ବଢାଇଛି। ସ୍ୱଚ୍ଛ ପାଣି ପଇବା ପାଇଁ ସାମାଜିକ ସଂଗଠନ ସହୟତାରେ ଏକ ୱାଟର ଏଟିଏମ୍‍ ସ୍ଥାପନା କରାଯାଇଛି। କିନ୍ନର ସମାଜର…
Read More...

ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ପାଇଁ କଂଗ୍ରେସର ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷିତ

ନୂଆଦିଲ୍ଲୀ .. –ଆସନ୍ତା ସାଧାରଣ ନିର୍ବାଚନ  ପାଇଁ  କଂଗ୍ରେସ ପକ୍ଷରୁ ୨୧ ଜଣ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ଉତ୍ତରପ୍ରଦେଶର ୧୬ ଓ ମହାରାଷ୍ଟ୍ର ୫ ଜଣ ପ୍ରାର୍ଥୀଙ୍କର ନାମ ରହିଛି ।…
Read More...

ନିର୍ବାଚନରେ  ନାରା’ର ବଜାର

ଭୁବନେଶ୍ୱର(ଜିତ୍‌ ପଟ୍ଟନାୟକ) . – ନିର୍ବାଚନରେ ସ୍ଲୋଗାନ ବା ନାରା’ର ସ୍ୱତନ୍ତ୍ର ସ୍ଥାନ ରହିଛି ।  ଚଳିତ ନିର୍ବାଚନରେ  ଓଡ଼ିଶାରେ ବିଜେଡି ‘ପକ୍ଷରୁ ଘରେ ଘରେ ଶଙ୍ଖ’  ର ନାରା  ଦିଆଯାଇଛି ।  ସେହିପରି  ବିଜେପି…
Read More...

ବିଜେଡିର ମହିଳା କାର୍ଡ ; ଜାଣନ୍ତୁ ଏହି ୭ ମହିଳାଙ୍କୁ ନେଇ ଚାଲିଛି ଚର୍ଚ୍ଚା

ଭୁବନେଶ୍ୱର : ଲୋକସଭା ନିର୍ବାଚନରେ ବିଜେଡି ମହିଳା କାର୍ଡକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ସମସ୍ତ ରାଜନୈତିକ ଦଳ ମହିଳା ପାର୍ଥି ଖୋଜିବା ପାଇଁ ତପ୍ତର ହୋଇଯାଇଛନ୍ତି। କେନ୍ଦ୍ରାପଡା ମିଶନ ଶକ୍ତି…
Read More...

ଚନ୍ଦ୍ରଶେଖର ଆଜାଦଙ୍କୁ ଭେଟିଲେ ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଭେଟିଛନ୍ତି। ମେରଠର ଏକ ଡାକ୍ତରଖାନାରେ ପୟଙ୍କା ଚନ୍ଦ୍ରଶେଖରଙ୍କୁ ଭେଟିଛନ୍ତି। ପ୍ରିୟଙ୍କା ସହ ୟୁପି ପଶ୍ଚିମ ନିର୍ବାଚନ…
Read More...

ଭଦ୍ରାଙ୍କୁ ଆଳକରି ଭ୍ରଷ୍ଟାଚାର ଚଲାଇଛି ଗାନ୍ଧୀ ପରିବାର : ସ୍ମୃତି ଇରାନୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ପୁଣିଥରେ କଂଗ୍ରେସ ଉପରେ ଭ୍ରଷ୍ଟାଚାର ଅଭିଯୋଗ କରିଛି। କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଦୀର୍ଘ ୭୦ ବର୍ଷ ଧରି କଂଗ୍ରେସ ଭାରତରେ ଲୁଟ…
Read More...

ଚନ୍ଦ୍ରକୁ ଯିବ ଟୟୋଟାର ଏହି କାର ; ଜାଣନ୍ତୁ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ : ଭାରତରେ ଟୟୋଟା ନିଜର ପ୍ରିମିୟମ ସେଗମେଣ୍ଟର ଲୋକପ୍ରିୟତା ବଢି ଚାଲିଛି। ଜାପାନର ଏହି ବୃହତ ଅଟୋମୋବାଇଲ କମ୍ପାନୀ ଚନ୍ଦ୍ରରେ ନିଜର କାର ପଠାଇବାକୁ ଯୋଜନା ରଖିଛି। ସୂଚନା ଅନୁସାରେ ଟୟୋଟା ଚନ୍ଦ୍ରରେ…
Read More...