www.samajalive.in
Wednesday, December 10, 2025
18.1 C
Bhubaneswar

ଗ୍ରହମାନଙ୍କ ସ୍ଥିତି ଖରାପ ଥିଲେ ଏପରି ଜାଣନ୍ତୁ

ଜାତକରେ କୌଣସି ଗ୍ରହଙ୍କ ସ୍ଥିତି ଖରାପ ରହିବା ଦ୍ବାରା ତାହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ଜୀବନରେ ଅନେକ କଷ୍ଟ ଦେଇଥାଏ। ବେଳେବେଳେ ଆପଣଙ୍କ ଆଖି ଆଗରେ କିମ୍ବା ଅଜାଣତରେ କୌଣସି କାର୍ଯ୍ୟ ହୋଇଥାଏ। ଯାହାର କାରଣ ଆମେ ବୁଝିପାରି ନ ଥାଉ। କୌଣସି ଗ୍ରହର ସ୍ଥିତି ଖରାପ ଥିଲେ ଆମ ସହ ଅନେକ ଖରାପ ଘଟଣା ଘଟିଥାଏ। କିନ୍ତୁ ତାହା ଜାଣିବା ଦରକାର ଯେ, କେଉଁ ଗ୍ରହର ସ୍ଥିତି ଖରାପ ହେଲେ କିପରି ଘଟଣା ଘଟେ। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ .

କାଚ ଭାଙ୍ଗିବା :

- Advertisement -

ଘରେ କୌଣସି କାଚର ବାସନ କିମ୍ବା ଦର୍ପଣ ଭାଙ୍ଗିଗଲେ ଆପଣ ଜାଣନ୍ତୁ ଯେ, ଜାତକରେ ଚନ୍ଦ୍ରଙ୍କ ସ୍ଥିତି ଖରାପ ରହିଛି। ଏହି କାରଣରୁ ଘରର ମହିଳା ଓ ପିଲାଙ୍କ ସ୍ବାସ୍ଥ୍ୟ ବାରମ୍ବାର ଖରାପ ହୋଇଥାଏ। ଏହାସହ ପିଲାଙ୍କ ଶିକ୍ଷାରେ ବାଧା ଉପୁଜିଥାଏ।

ବୈଦ୍ୟୁତିକ ସାମଗ୍ରୀ :

ଘରେ ରଖିଥିବା କୌଣସି ବୈଦ୍ୟୁତିକ ସାମଗ୍ରୀ ଖରାପ ହୋଇଗଲେ ଜାଣନ୍ତୁ ଯେ, ଜାତକରେ ରାହୁ ସ୍ଥିତି ଖରାପ ରହିଛି। ଏହାଦ୍ବାରା ଭବିଷ୍ୟତରେ କୌଣସି ନକରାତ୍ମକ ଘଟଣାକୁ ସାମ୍ନା କରିବାକୁ ପଡିବ। ଏହାଦ୍ବାରା ଅଧିକ ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି। ଘରେ କଳହ ହେବା ସହ ସମସ୍ତଙ୍କ ଜୀବନ ଉପରେ କୁପ୍ରଭାବ ରହିବ।

ପିମ୍ପୁଡି :

ଘରେ ରଖିଥିବା ଖାଦ୍ୟ ଦ୍ରବ୍ୟରେ ହଠାତ ପିମ୍ପୁଡି ହେବା ଦ୍ବାରା ଘରର ସଦସ୍ୟଙ୍କ ଉପରେ ବିପତ୍ତି ଆସିଥାଏ। ଏପରି ହେବା ଦ୍ବାରା ଘରର ମୁଖ୍ୟଙ୍କ ଜାତକରେ ମଙ୍ଗଳଙ୍କ ସ୍ଥିତି ଖରାପ ସ୍ଥିତିରେ ରହିଥାଏ। ଏପରି ହେବା ଦ୍ବାରା ଭାଈଭଉଣୀଙ୍କ ମଧ୍ୟରେ ଝଗଡା ବାରମ୍ବାର ହେବାର ସମ୍ଭାବନା ରହିଥାଏ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories