www.samajalive.in
Thursday, December 11, 2025
16.1 C
Bhubaneswar

ଗୃହ ସହ ଜଡିତ ବୃକ୍ଷ ସମ୍ବନ୍ଧୀୟ ଟିପ୍ସ

ବିଶେଷଜ୍ଞଙ୍କ ଅନୁସାରେ, ବାସ୍ତୁଶାସ୍ତ୍ର ଅନୁସାରେ କିଛି ଦ୍ରବ୍ୟ ଏପରି ରହିଛି ଯାହାକୁ ଘରେ ରଖିବା ଦ୍ବାରା ତାର ଶୋଭା ବୃଦ୍ଧି ପାଇବା ସହ ଜୀବନରେ ଉନ୍ନତି ହୋଇଥାଏ। ଏହାସହ ଘରେ ଶାନ୍ତି ଓ ସମୃଦ୍ଧି ରହିଥାଏ। କୁହାଯାଇଛି ଯେ, ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଥିବା ନିୟମ ମାନିବା ଦ୍ବାରା ଗୃହରେ ସମସ୍ତ ଦୋଷ ଦୂର ହୋଇଥାଏ। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ, କେଉଁ ନିୟମ ମାନିବା ଦ୍ବାରା ସମସ୍ତ ଦୋଷ ଦୂର ହୋଇଥାଏ ..

ଗୃହରେ କିଛି ବୃକ୍ଷ ରଖିବା ଦ୍ବାରା ତାର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ଏହି ବୃକ୍ଷ ଦ୍ବାରା ବେଳେବେଳେ ଘରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଘରେ କେବେ ବି ଶୁଖିଲା ବୃକ୍ଷ ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ଘରର ବାତାବରଣ ଖରାପ ହୋଇଥାଏ। ଏହାସହ ଘରେ ବାଉଁଶ ଗଛ ରଖନ୍ତୁ ନାହିଁ। ଏହାକୁ ଘରେ ରଖିବା ଦ୍ବାରା ସଦସ୍ୟମାନଙ୍କ ଉନ୍ନତିରେ ବାଧା ଉପୁଜି ଥାଏ।

- Advertisement -

ଅଧିକାଂଶ ଘ​‌ରେ ଦେଖା ଯାଇଥାଏ ଯେ, ଘରର ସାଜସଜ୍ଜା ବୃଦ୍ଧି ପାଇଁ ଅନେକ ପ୍ଲାଷ୍ଟିକ ବୃକ୍ଷ ରଖାଯାଇଥାଏ।ଏହା ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ସତ କିନ୍ତୁ ଘର ପାଇଁ ନକରାତ୍ମକ ବୃଦ୍ଧିର କାରଣ ଅଟେ। ପ୍ଲାଷ୍ଟିକ ବୃକ୍ଷ ଘରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ ନାହିଁ।

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ କୌଣସି ଶୁଖିଲା ବୃକ୍ଷ ରଖିବା ଉଚିତ ନୁହେଁ। ଏହା ପରିବାର ସଦସ୍ୟଙ୍କ ପାଇଁ ଅଶୁଭର କାରଣ ହୋଇଥାଏ। ଏହାସହ ସଦସ୍ୟଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ।

ଘରର ସାମ୍ନାରେ କୌଣସି ବଡ ଗଛ ରଖନ୍ତୁ ନାହିଁ। ଏହା ଅନେକ ବାସ୍ତୁଦୋଷ ସୃଷ୍ଟି କରିଥାଏ।

 

 

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories