www.samajalive.in
Monday, December 8, 2025
27.1 C
Bhubaneswar

ସ୍ବପ୍ନରେ ଲାଲ ଶାଢୀରେ ମହିଳାଙ୍କୁ ଦେଖିବାର ତାତ୍ପର୍ଯ୍ୟ

ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ସ୍ବପ୍ନ ଦେଖୁ ଥାଆନ୍ତି ତେବେ ତାହା ପଛରେ କିଛି କଥା ନିଶ୍ଚିନ୍ତ ରହିଛି। କିଛି ତଥ୍ୟ ମଧ୍ୟ ଲୁଚି କରି ରହିଥାଏ। ସେହି ସ୍ବପ୍ନର ଅର୍ଥ ଆମେ ବେଳେବେଳେ ଜାଣି ପାରି ନଥାଉ। ଆସନ୍ତୁ ଜାଣିବା କିଛି ସ୍ବପ୍ନର ସଙ୍କେତ ବିଷୟରେ ..

ଯଦି ଆପଣ ସ୍ବପ୍ନରେ କୌଣସି ନାରୀଙ୍କୁ ଲାଲ ରଙ୍ଗର ଶାଢୀ ପିନ୍ଧି ଶୃଙ୍ଗାର କରୁଥିବାର ଦେଖିବେ ତେବେ ତାହା ଆପଣଙ୍କ ଘରକୁ ଧନ ଆଗମନର ସଙ୍କେତ ଦେଇଥାଏ। କାରଣ ଲାଲ ଶାଢୀ ପିନ୍ଧିଥିବା ମହିଳାଙ୍କୁ ମା’ ଲକ୍ଷ୍ମୀଙ୍କ ସ୍ବରୂପ କୁହାଯାଇଥାଏ। ଏପରି ସ୍ବପ୍ନ ଦେଖିବା ଦ୍ବାରା ବ୍ୟକ୍ତିଙ୍କର ଅର୍ଥାଭାବ ଦୂର ହୋଇଥାଏ।

- Advertisement -

କୌଣସି ବ୍ୟକ୍ତି ଶଙ୍ଖ ବାଜୁଥିବାର ସ୍ବପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହେବାର ସଙ୍କେତ ଦେଇଥାଏ।

ରାତିରେ​‌ କୌଣସି ଧଳା ପେଚାକୁ ଦେଖିଲେ ଆପଣଙ୍କ ବୁଡି ଯାଇଥିବା କିମ୍ବା ବାକି ଥିବା ଟଙ୍କା ଫେରି ପାଇବାର ସଙ୍କେତ ଦେଇଥାଏ।

ସ୍ବପ୍ନରେ କୌଣସି ବ୍ୟକ୍ତି ସବୁ ପତ୍ର ଥିବା ଗଛ ଏବଂ ଶିବଙ୍କ ଦର୍ଶନ କରୁଥିବାର ଦେଖି​‌ଲେ ଖୁବ  ଶୀଘ୍ର ଚାକିରୀରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ସଙ୍କେତ ମିଳିଥାଏ।

ସ୍ବପ୍ନରେ ଶୁକ୍ରବାର ଦିନ କୌଣସି ଝିଅ ଟଙ୍କା ଦେଉଥିବାର ଦେଖିଲେ ତାହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାଏ।

 

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories