BJD Bijuli 480×75 Mob

ବିଜେପିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା

BJD Bijuli 480×75 Mob
0

ନୂଆଦିଲ୍ଲୀ ..- କଂଗ୍ରେସର ବରିଷ୍ଠ ନେତା ଟମ୍‌ ବଡକ୍କନ ଗୁରୁବାରରେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ସୋନିଆ ଗାନ୍ଧୀଙ୍କର ବେଶ୍‌ ପାଖ ଲୋକ ଭାବେ ବିବେଚନା କରାଯାଉଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଆଇନମନ୍ତ୍ରୀ  ରବି ଶଙ୍କର  ପ୍ରସାଦଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।

ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ସମୟରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟାରେ ସେ ଅସନ୍ତୁଷ୍ଟ ଥିବାରୁ ଦଳ ଛାଡିଥିବା କଥା ପ୍ରକାଶ କରିଛନ୍ତି।

Leave A Reply