www.samajalive.in
Saturday, December 6, 2025
26.1 C
Bhubaneswar

ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ସେମାନଙ୍କ ବ୍ୟକ୍ତିତ୍ବ

ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ, ନାମକରଣ ଏକ ବଡ ଧାର୍ମିକ ସଂସ୍କାର ଅଟେ। ବ୍ୟକ୍ତିଙ୍କ ନାମ ତାଙ୍କ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ଏହାସହ ନାମରୁ ହିଁ ବ୍ୟକ୍ତିଙ୍କ ସ୍ବଭାବ ଓ ଭବିଷ୍ୟ ବିଷୟରେ ଜାଣି ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ନାମ ଅନୁସାରେ ବ୍ୟକ୍ତିଙ୍କ ପରିଚୟ ଓ ଆନ୍ତରିକ ଗୁଣ ବିଷୟରେ ଜାଣି ହୋଇଥାଏ। ଆସନ୍ତୁ ଜାଣିବା ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିଙ୍କ ସ୍ବଭାବ ବିଷୟରେ ..

ଯେଉଁ ବ୍ୟକ୍ତିମାନଙ୍କ ନାମ ‘ଏ’ କିମ୍ବା ‘ଅ’ରୁ ଆରମ୍ଭ ହୋଇଥାଏ ସେମାନେ ସର୍ବଦା ନିଜ କାମ ପ୍ରତି ପ୍ରତିବଦ୍ଧ ରହିଥାଆନ୍ତି। ସେମାନେ ଜୀବନକୁ ଖୋଲାଖୋଲି ଭାବେ ଅତିବାହିତ କରିବାକୁ ପସନ୍ଦ କରିଥାଆନ୍ତି।

- Advertisement -

ଯେଉଁ ବ୍ୟକ୍ତିମାନଙ୍କ ନାମ ‘ବି’ କିମ୍ବା ‘ବ’ରୁ ଆରମ୍ଭ ହୋଇଥାଏ ସେମାନେ ଅଧିକ ସମ୍ବେଦନଶୀଳ ସ୍ବଭାବର ହୋଇଥାଆନ୍ତି। ସେମାନେ ଭାବିଲା ପରି କଥାବାର୍ତ୍ତା କରିଥାଆନ୍ତି।

ଯେଉଁ ବ୍ୟକ୍ତିମାନଙ୍କ ନାମ ‘ସି’ରୁ ଆରମ୍ଭ ହୋଇଥାଏ ସେମାନେ ଖୁବ ଶୀଘ୍ର ରାଗିଯାଆନ୍ତି।

ଯେଉଁ ବ୍ୟକ୍ତିମାନଙ୍କ ନାମ ‘ଡି’ କିମ୍ବା ‘ଇ’ରୁ ଆରମ୍ଭ ସେମାନେ ଖୁବ ଜିଦି ସ୍ବଭାବର ଅଟନ୍ତି।

ଯେଉଁ ବ୍ୟକ୍ତିମାନଙ୍କ ନାମ ‘ଏଫ’ରୁ ଆରମ୍ଭ ସେମାନେ ସର୍ବଦା ନକରାତ୍ମକ ଚିନ୍ତା କରନ୍ତି।

ଯେଉଁ ବ୍ୟକ୍ତିମାନଙ୍କ ନାମ ‘ଜି’ କିମ୍ବା ‘ଏଚ’ରୁ ଆରମ୍ଭ ସେମାନେ ଖୁବ୍‌ ଧାର୍ମିକ ସ୍ବଭାବର ଅଟନ୍ତି।

ଯେଉଁ ବ୍ୟକ୍ତିମାନଙ୍କ ନାମ ‘ଆଇ’ କିମ୍ବା ‘ଜେ’ରୁ ଆରମ୍ଭ ସେମାନେ ଯେକୌଣସି ବ୍ୟକ୍ତିଙ୍କୁ ଭଲ କାର୍ଯ୍ୟ ପାଇଁ ପ୍ରେରିତ କରିଥାଆନ୍ତି।

ଯେଉଁ ବ୍ୟକ୍ତିମାନଙ୍କ ନାମ ‘କେ’ କିମ୍ବା ‘ଏଲ’ରୁ ଆରମ୍ଭ ସେମାନେ ଭାବୁକ ସ୍ବଭାବର ଅଟନ୍ତି  ।

ଯେଉଁ ବ୍ୟକ୍ତିମାନଙ୍କ ନାମ ‘ଏମ୍‌’ କିମ୍ବା ‘ଏନ୍‌’ରୁ ଆରମ୍ଭ ସେମା​‌ନେ ପ୍ରତି ପରିସ୍ଥିତିର ସାମ୍ନା ଭଲ ଭାବେ କରି ପାରନ୍ତି।

ଯେଉଁ ବ୍ୟକ୍ତିମାନଙ୍କ ନାମ ‘ଓ’ କିମ୍ବା ‘ପି’ରୁ ଆରମ୍ଭ ସେମାନେ ଖୁବ ଦାୟିତ୍ବବାନ ସ୍ବଭାବର ଅଟନ୍ତି।

ଯେଉଁ ବ୍ୟକ୍ତିମାନଙ୍କ ନାମ ‘କ୍ୟୁ’ କିମ୍ବା ‘ଆର’ରୁ ଆରମ୍ଭ ସେମାନେ ଯେକୌଣସି କାର୍ଯ୍ୟରେ ନେତୃତ୍ବ ନେବାର ସାମର୍ଥ୍ୟ ରଖି ଥାଆନ୍ତି।

ଯେଉଁ ବ୍ୟକ୍ତିମାନଙ୍କ ନାମ ‘ଏସ୍‌’ କିମ୍ବା ‘ଟି’ରୁ ଆରମ୍ଭ ସେମାନେ ସବୁ କ୍ଷେତ୍ରରେ ପ୍ରଗତି କରିଥାଆନ୍ତି।

ଯେଉଁ ବ୍ୟକ୍ତିମାନଙ୍କ ନାମ ‘ୟୁ’ କିମ୍ବା ‘ଭି’ରୁ ଆରମ୍ଭ ସେମାନେ ଖୁବ ସ୍ବାଭିମାନୀ ହୋଇଥାଆନ୍ତି।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories