BJD Bijuli 480×75 Mob

ନବୀନଙ୍କ ବିରୋଧରେ ପ୍ରତିଶୋଧ ନେବି : ଦାମୋଦର

BJD Bijuli 480×75 Mob
0

ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ହେବାପରେ ବରିଷ୍ଠ ନେତା ଦାମୋଦର ରାଉତ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ କରିଆସୁଛନ୍ତି। ଗୁରୁବାର ଦାମଦୋର ରାଉତ କହିଛନ୍ତି, ମୁଁ ପକେଇଥିବା ଛିପ ଢୋକିବି ନାହିଁ। ନବୀନ ଅଣଓଡ଼ିଆଙ୍କ କଥାରେ ଉଠବସ ହେଉଛନ୍ତି। ଦାମୋଦର ରାଉତ ପୁରା ଶାଣିତ ଢଙ୍ଗରେ ୨୦୧୯ ସାଧାରଣ ନିର୍ବାଚନରେ ନବୀନଙ୍କ ଠାରୁ ପ୍ରତିଶୋଧ ନେବି ବୋଲି କହିଛନ୍ତି।
ପୁଅଙ୍କୁ ପାରାଦ୍ୱୀପରେ ଟିକେଟ ମିଳିବାକୁ ନେଇ ଦାମ କହିଛନ୍ତି, ପୁଅ କ’ଣ କରିବ କଣ ନ କରିବ ସେ ଜାଣିନାହାନ୍ତି। ପୁଅ ପ୍ରାପ୍ତ ବୟସ୍କ, ତାର ନିଷ୍ପତ୍ତି ସେ ନିଜେ ନେବ।
ସେ ଆହୁରି କହିଛନ୍ତି ବିଜେପିରେ ମିଶିବାକୁ ସ୍ଥିର କରିନାହିଁ। କିଛିଦିନ ଭିତରେ ସବୁ ଜଣାପଡିବ।

Leave A Reply