BJD Bijuli 480×75 Mob

ମୁମ୍ବାଇର ସିଏସ୍‌ଟି ଷ୍ଟେସନ୍‌ରେ ଲୋକଙ୍କ ଉପରେ ଖସିପଡିଲା ଫୁଟ୍‌ ଓଭର ବ୍ରିଜ୍‌, ୫ ମୃତ ୩୪ ଆହତ

BJD Bijuli 480×75 Mob
0

ମୁମ୍ବାଇ ..- ମୁମ୍ବାଇର ମୁଖ୍ୟ ରେଳ ଷ୍ଟେସନ ଛତ୍ରପତି ଶିବାଜୀ (ସିଏସ୍‌ଟି) ଷ୍ଟେସନରେ ଫୁଟ୍‌ ଓଭର୍‌ ବ୍ରିଜ ଭାଙ୍ଗି ଯାଇ ଲୋକ ଉପରେ ଖସି ପଡିଥିବା ସୂଚନା ମିଳିଛି । ସନ୍ଧ୍ୟା ସମୟରେ ଯାତ୍ରୀଙ୍କର ଗମନା ଗମନ ଅଧିକ ରହିଥିଲା ।  କିଛି ଯାତ୍ରୀ ଏହି ଫୁଟ୍‌ ଓଭର ବ୍ରିଜ ଉପରେ ଥିବା ବେଳେ ଅନେକ ଯାତ୍ରୀ ଏହାର ତଳେ ରହିଥିଲେ । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ କିଙ୍ଗସ୍‌ ଜଜ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।   ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୪ ଜଣ ଆହତ ହୋଇଛନ୍ତି ।

Leave A Reply