ସୁଜି ଦହି ସ୍ୟାଣ୍ଡୱିଚ୍ Samaja Digital Mar 23, 2019 0 ପ୍ରସ୍ତୁତ ପ୍ରଣାଳୀ : ବ୍ରେଡ – ୮ଟି ସୁଜି – ୧କପ ଦହି – ୧ କପ ପିଆଜ – ଆବଶ୍ୟକ ଅନୁଯାୟୀ ଟମାଟୋ – ଆବଶ୍ୟକ ଅନୁଯାୟୀ ଅଦା ପେଷ୍ଟ – ୧/୨ ଚାମଚ ଲଙ୍କା – ୨ଟି ତେଲ – ଆବଶ୍ୟକ ଅନୁଯାୟୀ ବଟର – ଆବଶ୍ୟକ… Read More...
ପ୍ରତିଦିନ ସକାଳେ ଗଜା ମୁଗ ଖାଇବାର ଉପକାରିତା Samaja Digital Mar 23, 2019 0 ପ୍ରତିଦିନ ଆମେ ଖାଉଥିବା ଖାଦ୍ୟ ପାଟିକୁ ସୁସ୍ବାଦୁ ଲାଗିଥାଏ କିନ୍ତୁ ସେଥିରୁ ଶରୀରକୁ ଆବଶ୍ୟକ ପରିମାଣର ଭିଟାମିନ ଓ ମିନେରାଲ୍ସ ମିଳି ନ ଥାଏ। ଏହାଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଥାଏ। ଶରୀରରେ ରୋଗ… Read More...
ଗଙ୍ଗାରେ ଅସ୍ଥି ବିସର୍ଜନ କରିବାର ଧାର୍ମିକ ଓ ବୈଜ୍ଞାନିକ କାରଣ Samaja Digital Mar 23, 2019 0 ହିନ୍ଦୁ ଧର୍ମରେ ଅନେକ ପରମ୍ପରା ଓ ମାନ୍ୟତା ରହିଛି। ସେଥି ମଧ୍ୟରୁ ଗୋଟିଏ ମାନ୍ୟତା ରହିଛି ଯେ, କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲେ ତାଙ୍କ ଶରୀରକୁ ପୋଡି ଶବ ସଂସ୍କାର କରିବା। ଶବ ସଂସ୍କାର ପରେ ତାଙ୍କ ଅସ୍ଥିକୁ… Read More...
ଆର୍ଥିକ ସମସ୍ୟାରୁ ମୁକ୍ତି ଦିଏ କଉଡି Samaja Digital Mar 23, 2019 0 ଜୀବନରେ ଟଙ୍କାପଇସା ଓ ଧନସମ୍ପତ୍ତିର ଅଧିକ ମହତ୍ତ୍ବ ରହିଛି। ଟଙ୍କା ପାଖରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ଟଙ୍କା ବିନା ଜୀବନରେ ଅନେକ କାର୍ୟ୍ୟ ଅଟକି ରହିଯାଇଥାଏ। ତେଣୁ ସମସ୍ତେ ଜୀବନରେ ଅଧିକ ଧନ ଉପାର୍ଜନ… Read More...
ଫେସୱାଶ ବ୍ୟବହାରର ସଠିକ ନିୟମ Samaja Digital Mar 23, 2019 0 ମୁହଁ ଧୋଇବା ପାଇଁ ସମସ୍ତେ ଫେସୱାଶର ବ୍ୟବହାର କରିଥାଆନ୍ତି। କେତେକଙ୍କ କ୍ଷେତ୍ରରେ ଦେଖାଯାଇଥାଏ ଯେ, ଫେସୱାଶ ଲଗାଇବା ପରେ ତାଙ୍କ ମୁହଁରେ ଖରାପ ପ୍ରଭାବ ପଡିଥାଏ। ବେଳେବେଳେ ମୁହଁ କୁଣ୍ଡାଇ ହୋଇଥାଏ ତ କେତେକଙ୍କ ବ୍ରଣ… Read More...
ଜାଣନ୍ତୁ, କେଉଁ କାରଣରୁ ଏହି ବାରରେ ଆମିଷ ଖାଇବା ବର୍ଜନୀୟ Samaja Digital Mar 23, 2019 0 ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ ଯେକୌଣସି ଦେବଦେବୀଙ୍କ ନିମନ୍ତେ ସମର୍ପିତ। ଏହିପରି ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ସମର୍ପିତ କରାଯାଇଛି। ଏହି ଦିନ ଶ୍ରୀରାମ ଭକ୍ତ ହନୁମାନଙ୍କୁ ଖୁବ ଶ୍ରଦ୍ଧାର ସହ ପୂଜା କରାଯାଇଥାଏ।… Read More...
ସ୍ବାସ୍ଥ୍ୟ ପାଇଁ ମିଶ୍ରି ପାଣିର ଉପକାରିତା Samaja Digital Mar 23, 2019 0 ସମସ୍ତେ ମିଶ୍ରି ଖାଇବାକୁ ଭଲ ପାଆନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। ମିଶ୍ରିକୁ ପାଣିରେ ପକାଇ ପିଇବା ଦ୍ବାରା ପେଟ ଥଣ୍ଡା ରହିଥାଏ। ଏହାଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। ମିଶ୍ରି ପାଣିକୁ ସକାଳୁ ପିଇବା ଦ୍ବାରା… Read More...
ପୁରୀ-ହାଟିଆ ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ Samaja Digital Mar 23, 2019 0 ପୁରୀ : ପୁରୀ-ହାଟିଆ ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ୩ଟି… Read More...
ଓଡ଼ିଶାର ୫ଟି ଲୋକସଭା ଓ ୨୨ଟି ବିଧାନସଭା ଆସନ ପାଇଁ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷିତ Samaja Digital Mar 23, 2019 0 ନୂଆଦିଲ୍ଲୀ ..- ୨୦୧୯ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଓଡ଼ିଶାର ୨୨ଟି ବିଧାନସଭା ଓ ୫ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି । ପୁରୀ ଲୋକସଭା ଆସନ ପାଇଁ ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରଗଡ… Read More...
ଓଡ଼ିଶା ପାଇଁ କଂଗ୍ରେସର ୫୪ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷିତ Samaja Digital Mar 23, 2019 0 ନୂଆଦିଲ୍ଲୀ /ଭୁବନେଶ୍ୱର – ୨୦୧୯ ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୫୪ଟି ବିଧାନ ସଭା ଓ ୨ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେପୁର ରିପୁନାଥ ସେଠ… Read More...
ବାଇକ ଧକ୍କାରେ କାର ଚେପା, ବାଇକ ଚାଳକ ଗୁରୁତର Samaja Digital Mar 22, 2019 0 ରାଉରକେଲା..- ରାଉରକେଲାରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଧକ୍କାରେ କାର ଚେପା ହୋଇଯାଇଥିବା ସୂଚନା ମିଳିଛି। ରାଉରକେଲାର ସେକ୍ଟର ୨୦ରେ ଏହି ଘଟଣା ଘଟିଛି । ବାଇକ୍ର ଗତି ଏତେ ଥିଲା ଯେ କାରଟିର ଗୋଟିଏ ପଟ… Read More...
ବିଜେପି ଛାଡିଲେ ବିଧାୟକ ଦୁର୍ଯ୍ୟଧନ ମାଝି Samaja Digital Mar 22, 2019 0 ଭୁବନେଶ୍ୱର ..- ଖରିଆର ବିଜେପି ବିଧାୟକ ଦୁର୍ଯ୍ୟଧନ ମାଝି ବେଜେପିରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ଗୁରୁବାରରେ ବିଜେପି ପକ୍ଷରୁ ଘୋଷିତ ପ୍ରାର୍ଥୀ ତାଲିକାରେ ତାଙ୍କର ନାମ ନ ଥିଲା । ଖରିଆରରୁ ରୀତାରାଣୀ… Read More...
୬୦ ଫୁଟ୍ ଗଭୀର ବୋରଓ୍ୱେଲରୁ ଉଦ୍ଧାର ହେଲା ୧୮ ମାସର ଶିଶୁ Samaja Digital Mar 22, 2019 0 ହିସାର ..- ହରିୟାଣାର ହିସାରରେ ଏକ ବୋର ଓ୍ୱେଲ ମଧ୍ୟରୁ ୧୮ ମାସର ଶିଶୁକୁ ଜୀବିତ ଉଦ୍ଧାର କରାଯାଇଛି । ବୁଧବାରରେ ଖେଳୁଥିବା ସମୟରେ ଏହି ବୋରଓ୍ୱେଲ ମଧ୍ୟରେ ଶିଶୁଟି ଖସି ପଡିଥିଲା । ନଦୀମ ଖାନ୍ ନାମକ ଜଣେ… Read More...
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳି ମାଡ Samaja Digital Mar 22, 2019 0 ଭୁବନେଶ୍ୱର ..- ଶୁକ୍ରବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୋର୍ଦ୍ଧା ଜିଲା ଜଙ୍କିଆରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି । ଜଙ୍କିଆର ଓବରସିଂହ ପଞ୍ଚାୟତରେ ତେନ୍ତୁଳିମୂଳ ଗାଁରେ ଏହି ଗୁଳିକାଣ୍ଡ ଘଟିଛି ।… Read More...
ନାବାଳିକାକୁ ଗୁଳିମାଡ Samaja Digital Mar 22, 2019 0 କୋରାପୁଟ ..- କୋରାପୁଟ ଜିଲା ଜୟପୁର ସହରର କିଆବନ୍ଧ ନିକଟରେ ଜଣେ ନାବାଳିକାକୁ କେହି ଜଣେ ଦୁର୍ବୃତ୍ତ ଗୁଳିମାଡ କରିଥିବା ଅଭିଯୋଗ ହୋଇଛି । ତେବେ ଗୁଳି ମାଡର କାରଣ ଜଣା ପଡି ନାହିଁ । ଗୁରୁତର ନାବାଳିକାଙ୍କୁ… Read More...
ବିଦ୍ୟୁତ ଆଘାତରେ ଯୁବକ ଗୁରୁତର Samaja Digital Mar 22, 2019 0 ଖୁଣ୍ଟା - ଖୁଣ୍ଟା ବ୍ଲକର ଅଁଳାଶୁଳି ବିଦ୍ୟୁତ ସବଷ୍ଟେସନରେ ଥିବା ଖୁଣ୍ଟିରେ ଚଢି ତାର ବାନ୍ଧୁଥିବା ବେଳେ ବିଦ୍ୟୁତ ଆଘାତ ପାଇ ସବଷ୍ଟେସନ ଉପରୁ ଖସିପଡିବା ଯୋଗୁଁ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି… Read More...
ଜେକେଏଲ୍ଏଫ୍କୁ ନିଷେଧ ଘୋଷଣା କଲେ କେନ୍ଦ୍ର ସରକାର Samaja Digital Mar 22, 2019 0 ନୂଆଦିଲ୍ଲୀ ..- କାଶ୍ମୀର ବିଚ୍ଛିନ୍ନତା ବାଦୀ ୟାସିନ୍ ମଲ୍ଲିକଙ୍କ ଜେକେଏଲ୍ଏଫ୍ ବା ଜାମ୍ମୁ କାଶ୍ମୀର ଲିବେରସନ୍ ଫ୍ରଣ୍ଟ କୁ ନିଷେଧ ଘୋଷଣା କରିଛନ୍ତି । ଏହି ସଂସ୍ଥା ଉଗ୍ରବାଦୀ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ… Read More...
ବିଜେପିରେ ଯୋଗଦେଲେ ପୂର୍ବତନ କ୍ରିକେଟିୟର ଗୌତମ ଗାମ୍ଭୀର Samaja Digital Mar 22, 2019 0 Video courtesy - ABP NEWS Read More...
କବି ତଥା ରାଜନେତା କୁମାର ବିଶ୍ୱାସଙ୍କ କବିତାରେ ହୋଲି Samaja Digital Mar 22, 2019 0 Video courtesy -- INDIATV Read More...
ହୋଲି ଖେଳକୁ ନେଇ ଭୁବନେଶ୍ୱର ଓ ଜୟପୁରରେ ଗୋଷ୍ଠୀ ସଂଘର୍ଷ Samaja Digital Mar 22, 2019 0 ଭୁବନେଶ୍ୱର/ଜୟପୁର ….- ହୋଲି ଖେଳକୁ ନେଇ ରାଜ୍ୟର କେତକସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି । ରାଜଧାନୀ ଭୁବନେଶ୍ୱର ସହ କୋରାପୁଟର ଜୟପୁରରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏହାର ଖବର ପାଇ ସେଠାରେ ପହ଼ଞ୍ଚିଥିବା ପିସିଆର୍… Read More...
ହୋଲିରେ ଅଘଟଣ, ପାଣିରେ ବୁଡିଯାଇ ୬ ମୃତ Samaja Digital Mar 22, 2019 0 ଭୁବନେଶ୍ୱର ..- ହୋଲି ଖେଳିସାରିବା ପରେ ବିଭିନ୍ନ ନଦୀ ଓ ପୋଖରୀରେ ଗାଧଉଥିବା ବେଳେ ପାଣିରେ ବୁଡି ଯାଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କଟକ ଜିଲ୍ଲା ଗୋପାଳପୁର ନିକଟରେ ହୋଲି ଖେଳ ପରେ ଗାଧୋଇବା ସମୟରେ… Read More...
ହୋଲିରେ ପୁରୀ ହାତିଆ ତପସ୍ୱନୀ ଏକ୍ସପ୍ରେସରେ ଲାଗିଲା ନିଆଁ ,ଘଟଣାର ତଦନ୍ତ ଆରମ୍ଭ Samaja Digital Mar 22, 2019 0 ପୁରୀ ..- ହୋଲି ଦିନ ପୁରୀ ହାତିଆ ତପସ୍ୱନୀ ଏକ୍ସପ୍ରେସର ୨,୩,୪,୫ ନମ୍ବର ବଗିରେ ନିଆଁ ଲାଗିଯାଇଥିଲା । ଏଥିରେ ୪ ନମ୍ବର ବଗିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ନିଆଁ ଲାଗିବା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ ।… Read More...
ପୁଲଓ୍ୱାମା ଆକ୍ରମଣ ପ୍ରସଙ୍ଗରେ ପିତ୍ରୋଡା ପ୍ରତିକ୍ରିୟାର ଜବାବ ଦେଲେ ମୋଦୀ Samaja Digital Mar 22, 2019 0 ନୂଆଦିଲ୍ଲୀ .. –ପୁଲଓ୍ୱାମା ଆକ୍ରମଣ ଓ ବାୟୁସେନାର ବାଲାକୋଟରେ ଆକ୍ରମଣ ପରେ ଏହାର ପ୍ରମାଣ ଦେବା ପାଇଁ କଂଗ୍ରେସର ପରାମର୍ଶଦାତା ସାମ ପିତ୍ରୋଡାଙ୍କ ପ୍ରତିକ୍ରିୟାର ଜବାବ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଟ୍ୱିଟର… Read More...
ଓଡ଼ିଶାର ୧୦୦ ବିଧାନ ସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷିତ Samaja Digital Mar 22, 2019 0 ଭୁବନେଶ୍ୱର ..- ଦେଶର ୧୮୪ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ବିଜେପି ପକ୍ଷରୁ ଓଡ଼ିଶାର ୧୦୦ ବିଧାନସଭା ଆସନପାଇଁ ପାର୍ଥୀ ତାଲିକା ଘୋଷଣ କରାଯାଇଛି । ଏଥିରେ ବିଜେଡି ଓ କଂଗ୍ରେସ ଛାଡି… Read More...
ସମ୍ବଲପୁର: ୩ ଦେଶୀ ବନ୍ଧୁକ ଜବତ, ୪ ଗିରଫ Samaja Digital Mar 21, 2019 0 ସମ୍ବଲପୁର ..- ଚୋରା ଦେଶୀ ବନ୍ଧୁକ ତିଆରି ଓ ବିକ୍ରି କରିବା ଅଭିଯୋଗରେ ସମ୍ବଲପୁର ପୁଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ଓ ଗୋଟିଏ ଅର୍ଦ୍ଧ ନିର୍ମିତ ଦେଶୀ ବନ୍ଧୁକ ଜବତ କରାଯାଇଛି ।… Read More...
ଗୁଳିମାଡରେ ଯୁବକ ମୃତ Samaja Digital Mar 21, 2019 0 ବ୍ରଜରାଜନଗର:- ଗୁରୁବାର ସନ୍ଧ୍ୟା ୫ଟା୩୦ ସମୟରେ ବ୍ରଜରାଜନଗର ମଣ୍ଡଳୀୟା ମୁଖ୍ୟ ରାସ୍ତା ଉପରେ ଜଣେ ଯୁବକଙ୍କୁ କିଛି ଦୃର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି ।। ଗୁରୁତର ଅବସ୍ଥାରେ ଏହି ଯୁବକଙ୍କୁ… Read More...
ଓଡ଼ିଶାର ୧୦ଟି ଲୋକସଭା ଆସନପାଇଁ ବିଜେପିର ପ୍ରାର୍ଥୀ ଘୋଷଣା Samaja Digital Mar 21, 2019 0 ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ବିଜେପି ପକ୍ଷରୁ ପ୍ରଥମଦଫା ଘୋଷଣା କରାଯାଇଛି । ୧୮୪ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କର… Read More...
ବାରଣାସୀରୁ ଲୋକସଭା ନିର୍ବାଚନ ଲଢିବେ ମୋଦୀ: ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷିତ Samaja Digital Mar 21, 2019 0 ନୂଆଦିଲ୍ଲୀ ..- ସାଧାରଣ ନିର୍ବାଚନ ୨୦୧୯ ପାଇଁ ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଦଳର ମୁଖ୍ୟ କାର୍ଯ୍ୟାଳୟରେ ଏହାକୁ ଘୋଷଣା କରିଛନ୍ତି । ପ୍ରଥମ ଦଫାରେ… Read More...
କିନ୍ନର ବସ୍ତିରେ ବିଶ୍ୱ ଜଳ ଦିବସ ପାଳିତ Samaja Digital Mar 21, 2019 0 ଭୁବନେଶ୍ୱର : ଭୁବନେଶ୍ୱର ବାଣୀବିହାର ସ୍ଥିତ କିନ୍ନର ବସ୍ତିରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି। ସିଏଫ୍ଏଆର ଜାତୀୟ ଅନୁଷ୍ଠାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା, କିନ୍ନର, ଭିନ୍ନକ୍ଷମ, ଯୁବକ… Read More...
ବିଜେଡି ଛାଡିଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ Samaja Digital Mar 21, 2019 0 ଭୁବନେଶ୍ୱର ..- ବିଜେଡି ବିଧାୟିକା ବାସନ୍ତୀ ମଲ୍ଲିକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ୨୦୧୪ରେ ବିଧାୟିକା ଭାବେ ନିର୍ବାଚତ ହୋଇଥିଲେ । ମାତ୍ର ଆସନ୍ତା ନିର୍ବାଚନ ପାଇଁ… Read More...
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ, ସେନାର ଯବାନ ସହିଦ Samaja Digital Mar 21, 2019 0 ଶ୍ରୀନଗର..- ପାକିସ୍ତାନ ସୀମାରେ ବାରମ୍ବାବର ଅସ୍ତ୍ରବିରତି ଉଲ୍ଲଘଂନ କରିବାରେ ଲାଗିଛି। ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିବାରୁ ସେନାର ଜଣେ ଯବାନ ସହିଦ ହୋଇଛନ୍ତି । ୨୪ ବର୍ଷୀୟ… Read More...
ଗୁରୁବାର ଓ ଶୁକ୍ରବାର, ରାଜ୍ୟରେ କାଳବୈଶାଖୀ ସମ୍ଭାବନା Samaja Digital Mar 21, 2019 0 ଭୁବନେଶ୍ୱର ..- ଗୁରୁବାର ସନ୍ଧ୍ୟା ସମୟରେ ରାୟଗଡା, କୋରାପୁଟ ଓ ଗଜପତି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀ, କନ୍ଧମାଳ,… Read More...
ବିଜେପିରେ ଯୋଗଦେଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ Samaja Digital Mar 21, 2019 0 ଭୁବନେଶ୍ୱର ..- ବରିଷ୍ଠ ବିଜେଡି ନେତା ତଥା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବସନ୍ତ ପଣ୍ଡା ଓ କନକ… Read More...
ଜଳିଗଲା ୨ ବଖରା,୨ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ Samaja Digital Mar 20, 2019 0 କଳାପଥର(ବାଙ୍କୀ) : ଧଳାପଥର ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟ ଅଧିନସ୍ଥ ଆରିକମା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ ବଖରା ଭସ୍ମୀଭୂତ ହେବାସହ ୨ ଲକ୍ଷ ଟଙ୍କାର ସଂମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ମଧ୍ୟାହ୍ନରେ ବିଦ୍ୟୁତ୍… Read More...
ଡମ୍ପର ଜବତ ; ପଥର ଚୋରା ଚାଲାଣ ଅଭିଯୋଗ Samaja Digital Mar 20, 2019 0 ଖୁଣ୍ଟା : ପଥର ଚୋରା ଚାଲାଣ କରୁଥିବା ଏକ ଡମ୍ପରକୁ ଖୁଣ୍ଟା ତହସିଲ ପକ୍ଷରୁ ଜବତ କରାଯାଇଛି। ବୁଧବାର ପୂର୍ବାହ୍ନରେ ଉଦଳା ଦିଗରେ ଯାଉଥିବା ଏକ ପଥର ବୋଝେଇ ଡମ୍ପରକୁ ଖୁଣ୍ଟା ଛକ ପୂର୍ବରୁ ତହସିଲଦାର ପ୍ରିୟଦର୍ଶିନୀ… Read More...
୪ ଥର ମୁଖ୍ୟମନ୍ତ୍ରୀ ନବୀନ, କିନ୍ତୁ ହାତରେ ମାତ୍ର ୨୫ହଜାର ଟଙ୍କା Samaja Digital Mar 20, 2019 0 ଭୁବନେଶ୍ୱର: ରାଜ୍ୟରେ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ରହିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରେ ମାତ୍ର ରହିଛି ୨୫ ହଜାର ଟଙ୍କା। ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ… Read More...
ବିଜେପିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ Samaja Digital Mar 20, 2019 0 ନୀଳଗିରି: ନୀଳଗିରି ବିଧାୟକ ସୁକାନ୍ତ ନାୟକ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଚଳିତ ମାସ ୧୫ ତାରିଖରେ ସୁକାନ୍ତ ବିଜେଡି ଛାଡି ଥିଲେ। ବାଲେଶ୍ଵର ଜିଲ୍ଲା ବିଜେଡି ସଭାପତି ତଥା ସାଂସଦ ରବୀନ୍ଦ୍ର ଜେନାଙ୍କ ଦ୍ଵାରା… Read More...
ରଙ୍ଗର ପର୍ବ ହୋଲି ; ପୁରୀ ବେଳାଭୂମିରେ ବାଲୁକାଶୀଳ୍ପି ମାନସ କୁମାର ସାହୁଙ୍କ ବାଲୁକାକଳା Samaja Digital Mar 20, 2019 0 Read More...
ଏକାଠି ଲଢିବେ କଂଗ୍ରେସ ଓ ନ୍ୟସନାଲ କନଫ୍ରେନ୍ସ Samaja Digital Mar 20, 2019 0 ଜାମ୍ମୁ : ଲୋକସଭା ନିର୍ବାଚନର ମାହୋଲ ଦେଶର ସମଗ୍ର ରାଜ୍ୟରେ ଦେଖିବାକୁ ମିଳୁଛି। ସେହିପରି ଜାମ୍ମୁ-କାଶ୍ମୀରରେ ବୁଧବାର କଂଗ୍ରେସ ଓ ନ୍ୟାସନାଲ କନଫ୍ରେନ୍ସ ମଧ୍ୟରେ ମେଣ୍ଟ ହୋଇଛି। ଏ ନେଇ କଂଗ୍ରେସ ନେତା ଗୁଲାମ ନବି… Read More...
ଏପ୍ରିଲ ପ୍ରଥମ ସପ୍ତାହରେ ଆରମ୍ଭ ହେବ +୨ ଖାତା ମୂଲ୍ୟାୟନ Samaja Digital Mar 20, 2019 0 ଭୁବନେଶ୍ୱର : ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ-୨ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ମାର୍ଚ୍ଚ ୩୦ ତାରିଖରେ ପରୀକ୍ଷା ସରିବା ପରେ ସମସ୍ତ ଖାତାର ମୂଲ୍ୟାୟନ ଆରମ୍ଭ… Read More...
ବିଜେଡି ଛାଡିଲେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ Samaja Digital Mar 20, 2019 0 ଭୁବନେଶ୍ୱର : ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ସେହପରି ବୁଧବାର ବିଜେଡି ନେତ୍ରୀ ତଥା କନ୍ଧମାଳ ସାସଂଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ… Read More...
ହୋଟେଲରୁ ଶିଶୁ ଶ୍ରମିକ ଉଦ୍ଧାର Samaja Digital Mar 20, 2019 0 ବାଲେଶ୍ବର : ସୋର ରେଳ ଷ୍ଟେସନ ନିକଟରେ ଥିବା ଏକ ହୋଟେଲରୁ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି। ଶିଶୁଟି ଉକ୍ତ ହୋଟେଲରେ କମ ଦରମାରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲା। ଏ ସମ୍ପର୍କରେ ଖବର ପାଇ ବୁଧବାର ଦିନ ବାଲେଶ୍ବର… Read More...
ବାଇକରୁ ୪ଲକ୍ଷ ଟଙ୍କା ଜବତ Samaja Digital Mar 20, 2019 0 ଝାରସୁଗୁଡା : ରବଡେଗା ଛକରୁ ପୁଲିସ ୪ଲକ୍ଷ ଟଙ୍କା ଜବତ କରିଛି। ଫ୍ଲାଇଂ ସ୍ବାଡ ଓ କୁଚିଣ୍ଡା ପୁଲିସର ମିଳିତ ଯାଞ୍ଚ ବେଳେ ଟଙ୍କା ଜବତ କରାଯାଇଛି। ବାଇକଟି ଝାରସୁଗୁଡାରୁ କୁଚିଣ୍ଡା ଆସୁଥିବା ବେଳେ ଟଙ୍କା ଜବତ… Read More...
ବିଜେଡି ଛାଡିଲେ ଦଶପଲ୍ଲା ବିଧାୟକ Samaja Digital Mar 20, 2019 0 ଭୁବନେଶ୍ବର : ବୁଧବାର ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା ଜଣାପଡିଛି। ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦଳର… Read More...
ବିଜେପିରେ ମିଶିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ Samaja Digital Mar 20, 2019 0 ଭୁବନେଶ୍ବର : ପୂର୍ବତନ ବିଧାୟକ କେ. ନାରାୟଣ ରାଓ ବୁଧବାର ବିଜେପିରେ ମିଶିଛନ୍ତି। ସେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ଅଟନ୍ତି। ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବସନ୍ତ ପଣ୍ଡା ଉପସ୍ଥିତିରେ ବିଜେପିରେ… Read More...
ସଡକ ଦୁର୍ଘଟଣାରେ ୨ ମୃତ Samaja Digital Mar 20, 2019 0 ଭୁବନେଶ୍ବର : ବରମୁଣ୍ଡା ଓଭରବ୍ରିଜ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଦମ୍ପତ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତକମାନେ ନୟାଗଡ ଜିଲା ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି… Read More...
କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟକ ନବୀନ ନନ୍ଦ Samaja Digital Mar 20, 2019 0 ଭୁବନେଶ୍ବର : ବରିଷ୍ଠ ନେତା ନବୀନ ନନ୍ଦ ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ଢେଙ୍କାନାଳ ଜିଲାର ପୂର୍ବତନ ବିଧାୟକ ଅଟନ୍ତି। ନବୀନ ନନ୍ଦ ପିସିସି ସଭାପତିଙ୍କ ଉପସ୍ଥତିରେ ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ… Read More...
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଏଏସ୍ଆଇ Samaja Digital Mar 20, 2019 0 ରାଉରକେଲା : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ବ୍ରାହ୍ମଣୀ ତରଙ୍ଗ ଥାନା ଏଏସ୍ଆଇ ଧରାପଡିଛନ୍ତି। ତାଙ୍କ ନାମ ହେଉଛି ମଧୁ ପାତ୍ର। ସେ ଏକ କେସ ପାଇଁ ଜଣଙ୍କ ଠାରୁ ୫୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଉରକେଲା… Read More...
ସଡକ ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ମୃତ Samaja Digital Mar 20, 2019 0 ବାଲେଶ୍ବର : ଜଳେଶ୍ବର ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଡ୍ରାଇଭରଙ୍କର ପରିଚୟ ମିଳିପାରି ନାହିଁ। ପୁଲିସ ଘଟଣାସ୍ଥଳରେ… Read More...
ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ହତ୍ୟା ସନ୍ଦେହ Samaja Digital Mar 20, 2019 0 ସୁବର୍ଣ୍ଣପୁର : ଜଣେ ବ୍ୟକ୍ତିଙ୍କର କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଛି। ମୃତଦେହଟି ସୋନପୁର ଥାନା କଳାପଥର ଗ୍ରାମ ନିକଟ ଜଙ୍ଗଲରେ ପଡି ରହିଛି। ମୃତ ବ୍ୟକ୍ତି ଜଣକ କଳାପଥର ପୋଷ୍ଟ ଅଫିସର ପୋଷ୍ଟମ୍ୟାନ ବୋଲି ଜଣାପଡିଛି।… Read More...
ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ Samaja Digital Mar 20, 2019 0 ଆସିକା : ଚୋର ସନ୍ଦେହରେ ଜଣେ ଅଜଣା ଯୁବକଙ୍କୁ ନିସ୍ତୁକ ମାଡ ମରାଯାଇଛି। ଗ୍ରାମବାସୀମାନେ ଉକ୍ତ ଯୁବକଙ୍କୁ ମାଡ ମାରିବା ସହ ଲଣ୍ଡା କରିଥିବା ଜଣାପଡିଛି। ଏପରି ଘଟଣା କବିସୂର୍ଯ୍ୟନଗର ଥାନା ନନ୍ଦିଆଗଡ ଗ୍ରାମରେ ଘଟିଛି।… Read More...
ନାମାଙ୍କନ ଦାଖଲ ପୂର୍ବରୁ ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ Samaja Digital Mar 20, 2019 0 ଗଞ୍ଜାମ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁର ତାରାତାରିଣୀ ପୀଠରେ ପହଞ୍ଚିଛନ୍ତି। ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଦାଖଲ ପୂର୍ବରୁ ସେ ଶକ୍ତିପୀଠରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେଇଛନ୍ତି। ମୁଖ୍ୟମନ୍ତ୍ରୀ… Read More...
ଚାଲାଣ ବେଳେ ୫୦ ଗୋରୁ ଉଦ୍ଧାର Samaja Digital Mar 20, 2019 0 ବାଲେଶ୍ବର : ଗାଡିରେ ଚୋରା ଚାଲାଣ ହେଉଥିବା ୫୦ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିଛି। ଏପରି ଘଟଣା ବାଲେଶ୍ବର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ଘଟିଛି। ସେଠାରୁ ଖନ୍ତାପଡା ପୁଲିସ… Read More...
ପୁଣି ଭୁବନେଶ୍ବର ବିମାନବନ୍ଦରରୁ ସୁନା ଜବତ, ଜଣେ ଅଟକ Samaja Digital Mar 20, 2019 0 ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି। ପଗଡିରେ ସୁନା ବିସ୍କୁଟ ନେଇ ଆସୁଥିବା ଜଣେ ବ୍ୟକ୍ତି ସିଆଇଏସଏଫ୍ ହାତରେ ଧରାପଡିଛନ୍ତି। ତାଙ୍କୁ ଅଟକ ରଖାଯାଇଛି। ତାଙ୍କ ଠାରୁ… Read More...
ଟଙ୍କାପଇସା ଭାଗବଣ୍ଟାକୁ କେନ୍ଦ୍ର କରି ହତ୍ୟା; ଅଭିଯୁକ୍ତ ଗିରଫ Samaja Digital Mar 19, 2019 0 ନୀଳଗିରି : ପଞ୍ଚଲିଙ୍ଗେଶ୍ବରରେ ଜଣଙ୍କୁ ହତ୍ୟା କରିବା ଘଟଣାରେ ହତ୍ୟାକାରୀକୁ ମଙ୍ଗଳବାର ଦିନ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଖୋର୍ଦ୍ଧା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ଶରତ ଭୋଇ (୪୦)। ପୁଲିସ… Read More...
ଲୁଟେରାକୁ କାବୁ କଲେ ମା’ ଓ ପୁଅ Samaja Digital Mar 19, 2019 0 ଭୁବନେଶ୍ବର : ଲୁଟ କରି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଲୁଟେରାକୁ ମା ଓ ପୁଅ ଧରିବାରେ ସକ୍ଷମ ହୋଇଛନ୍ତି। ଏପରି ଘଟଣା ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ ହୋଇଛି। ଏହାପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ… Read More...
କଂଗ୍ରେସ ଛାଡିଲେ ବରଗଡର ପୂର୍ବତନ ବିଧାୟକ ସାଧୁ ନେପାକ Samaja Digital Mar 19, 2019 0 ଭୁବନେଶ୍ବର : ବରଗଡର ପୂର୍ବତନ ବିଧାୟକ ସାଧୁ ନେପାକ କଂଗ୍ରେସରୁ ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି। ଦଳୀୟ ଟିକେଟ ନ ମିଳିବାରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ସେ ତାଙ୍କ ଇସ୍ତଫା ପତ୍ର ଜିଲା ସଭାପତି, ପିସିସି… Read More...
ଜଳିଗଲା ଟାଟା ମ୍ୟାଜିକ୍ ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ Samaja Digital Mar 19, 2019 0 ପାଟଣା : ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ୍ ଧାନବେଣୀ ନିକଟରେ ଜଳିଯାଇଛି। ଏହି ଘଟଣା ମଙ୍ଗଳବାର ଅପରାହ୍ନ ଗୋଟାଏ ପାଖାପାଖି ଘଟିଛି। ଶିଶୁ ମନ୍ଦିର ଛୁଟି… Read More...
ଟ୍ରକ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର Samaja Digital Mar 19, 2019 0 ବାଂଶପାଳ : ବାଂଶପାଳ ବ୍ଲକ କାଞ୍ଜିପାଣି ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରୋହୀଙ୍କ ଉପରେ ଟ୍ରକ ଧକ୍କା ଦେଇଛି। ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର… Read More...
ବିଜେଡି ଛାଡିଲେ ପୂର୍ବତନ ବିଧାୟକ କେ.ନାରାୟଣ ରାଓ Samaja Digital Mar 19, 2019 0 ଭୁବନେଶ୍ବର : ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ବିଜେଡିରୁ ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି। ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡିରୁ ଟିକେଟ ନ ମିଳିବାରୁ ସେ ଇସ୍ତଫା ଦେଇଛନ୍ତି। ସେ… Read More...
ଯୁବକଙ୍କ ଧକ୍କାମାଡରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ Samaja Digital Mar 19, 2019 0 ବ୍ରହ୍ମପୁର : ଚାଉଳ ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି। ଏପରି ଘଟଣା ପାଟପୁର ଥାନା ଗୋପାଳପୁର ପଞ୍ଚାୟତରେ ଘଟିଛି। ବୃଦ୍ଧ ଜଣକ ଧାଡିରେ ଛିଡା ହୋଇଥିବା ବେଳେ ଜଣେ ଯୁବକ ତାଙ୍କୁ ଧକ୍କା… Read More...
ଦଳରୁ ଇସ୍ତଫା ଦେଲେ କଳାହାଣ୍ଡି ବିଜେଡି ସାଧାରଣ ସମ୍ପାଦକ Samaja Digital Mar 19, 2019 0 ଭୁବନେଶ୍ବର : କଳାହାଣ୍ଡି ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ଜୁନାଗଡ ବିଧାନସଭା ଆସନରୁ ସେ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଟିକେଟ… Read More...
ଟ୍ରକ ଧକ୍କାରେ ବୃଦ୍ଧ ମୃତ Samaja Digital Mar 19, 2019 0 କଟକ : ମାହାଙ୍ଗା ପଲ୍ଲି ସାହିରେ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ନିକଟ ହାଟପଡାର ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ଏହାସହ ମୃତକଙ୍କ… Read More...
ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ Samaja Digital Mar 19, 2019 0 ସୁନ୍ଦରଗଡ : ମଙ୍ଗଳବାର ସୁନ୍ଦରଗଡର ବିଜେଡି ନେତ୍ରୀ କୁସୁମ ଟେଟେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଥିବା ଜଣାପଡିଛି। ସେ ଗଣମାଧ୍ୟମଙ୍କ ସମ୍ମୁଖରେ ବିଜେଡିରୁ… Read More...
ରାବଣ ଶେଷ ନିଶ୍ବାସ ତ୍ୟାଗ ସମୟରେ ଦେଇଥିବା ତିନୋଟି ଗୁରୁମନ୍ତ୍ର Samaja Digital Mar 19, 2019 0 ଧର୍ମଗ୍ରନ୍ଥ ରାମାୟଣରେ ରାମ ଓ ରାବଣଙ୍କ ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଛି। ରାମାୟଣ ଅନୁଯାୟୀ, ପ୍ରଭୁ ଶ୍ରୀରାମ ଲଙ୍କାଧିପତି ରାବଣଙ୍କ ବଧ କରିଥିଲେ। କିନ୍ତୁ ରାବଣ ଜଣେ ମହାପଣ୍ଡିତ ଥିଲେ। ରାବଣଙ୍କ ପିତା ଜଣେ ଋଷି… Read More...
ରକ୍ତ ଅଭାବ ଦୂର କରେ ବିଟ୍ Samaja Digital Mar 19, 2019 0 ରକ୍ତର ଅଭାବ ଦୂର କରିବା ପାଇଁ ସବୁଠାରୁ ଉତ୍ତମ ଖାଦ୍ୟ ହେଉଛି ବିଟ୍। ଏହାକୁ ଅଧିକ ଲୋକ ଖାଇ ଥାଆନ୍ତି। ବିଟ୍ରେ ଭରପୂର ମାତ୍ରାରେ ଆଇରନ ରହିଛି। ଏହାସ ପୋଟାସିୟମ, ଫଲିକ ଏସିଡ ଓ ଫାଇବର ଇତ୍ୟାଦି ଭରପୂର ମାତ୍ରାରେ… Read More...
ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଟିକେଟ ଦାବିରେ ରାସ୍ତା ଅବରୋଧ Samaja Digital Mar 19, 2019 0 ଟିଟିଲାଗଡ : ସୋମବାର ମଧ୍ୟରାତ୍ରରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। କିନ୍ତୁ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂଭୋଇଙ୍କୁ ଟିକଟ ମିଳି ନ ଥିବାରୁ ତାଙ୍କ ସମର୍ଥକଙ୍କ… Read More...
ଥମିଲା ବେଦାନ୍ତ ଆଲୁମିନାରେ ଶ୍ରମିକ ଉତ୍ତେଜନା Samaja Digital Mar 19, 2019 0 କଳାହାଣ୍ଡି : ଲାଞ୍ଜିଗଡ ବେଦାନ୍ତ ଆଲୁମିନା ପ୍ଲାଣ୍ଟ ପରିସରରେ ସୋମବାର ଦେଖାଯାଇଥିବା ଶ୍ରମିକ ଉତ୍ତେଜନା ଶାନ୍ତ ହୋଇଛି। ଏସପିଙ୍କ ଅଧ୍ୟକ୍ଷତାରେ ଆନ୍ଦୋଳନକାରୀ ଓ ବେଦାନ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆପୋସ ସମାଧାନ… Read More...
ନୀଳଗିରିରେ ପୁଣି ଝାଡଖଣ୍ଡୀ ହାତୀପଲ Samaja Digital Mar 19, 2019 0 ନୀଳଗିରି : ନୀଳଗିରିରେ ପୁଣି ଝାଡଖଣ୍ଡୀ ହାତୀପଲ ଦେଖିବାକୁ ମିଳିଛି। ଗୋପାଳପୁର ନିକଟ ଜଙ୍ଗଲରେ ୨୫ରୁ ଅଧିକ ହାତୀ ରହିଥିବା ଜଣାପଡିଛି। ହାତୀପଲ ଝାରଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ଜଣାପଡିଛି। ହାତୀପଲ ବେତନଟୀ ରେଞ୍ଜ… Read More...
ଏଟିଏମ୍ ଭାଙ୍ଗି ଲୁଟ ଅଭିଯୋଗ Samaja Digital Mar 19, 2019 0 ବାଲେଶ୍ବର : ବସ୍ତା ବ୍ଲକ କାଣ୍ଡଗାଁରେ ଏସବିଆଇ ଏଟିଏମରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏପରି ଲୁଟ କରିଥିବା ଜଣାପଡିଛି। ତେବେ ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା… Read More...
ବିଷାକ୍ତ ଛତୁ ଖାଇ ୩ ଗୁରୁତର Samaja Digital Mar 19, 2019 0 ପାଟଣା : ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି। ଏପରି ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ ମିରିଗିଖୋଜି ଗ୍ରାମରେ ଘଟିଛି। ଗୁରୁତରଙ୍କ ମାନେ ହେଲେ ସାଇବାଣୀ ବିଶ୍ବାଳ (୬୫) ଓ ତାଙ୍କର ଦୁଇ… Read More...
ମିଛ ଦସ୍ତାବେଜ ବିରୁଦ୍ଧରେ ମାମଲା Samaja Digital Mar 18, 2019 0 କଟକ..- ଏକ ମିଛ ଦସ୍ତାବେଜକୁ ନେଇ ଏକ ରାଜନୈତିକ ଦଳ ସାମ୍ବାଦିକ ସମ୍ମିଳନୀ କରିଥିବା ଅଭିଯୋଗ ହୋଇଛି । ପୁଲିସ ବିଭାଗର ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜିଙ୍କ ଦସ୍ତଖତ ଥିବା ଏହି ଦସ୍ତାବେଜ ନକଲି ବୋଲି ପୁଲିସ… Read More...
ପ୍ରଫୁଲ୍ଲଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ Samaja Digital Mar 18, 2019 0 ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ଘଡାଇଙ୍କ ଉପରୁ ବିଜେଡି ବହିଷ୍କାର ଆଦେଶ ଉଠାଇ ଦେଇଛି। ୨୦୧୪ ସେପ୍ଟେମ୍ବର ମାସରେ ପ୍ରଫୁଲ୍ଲ ଘଡାଇଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ… Read More...
ଓଡ଼ିଶା ବସ୍ତି ସଂଘର୍ଷ ସମିତିର ନବୀନ ନିବାସ ଘେରାଉ Samaja Digital Mar 18, 2019 0 ଭୁବନେଶ୍ୱର : ବ୍ରହ୍ମପୁର ୱାର୍ଡ ନଂ- ୧ ରୁ ୪୦ ମଧ୍ୟରେ ଥିବା ଭଡାଟିଆମାନେ ନବୀନ ନିବାସରେ ଘେରାଉ କରିଥିଲେ। ଆମ୍ଭେମାନେ ଭୂମିହୀନ ହୋଇଥିବାରୁ ସରକାରୀ ଜାଗା ମାଡି ନ ବସି ଲୋକମାନଙ୍କ ଘରେ ଭଡାରେ ରହୁଛୁ। ଆମକୁ ୫୦୦… Read More...
ନିରବ ମୋଦୀଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କଲେ ବ୍ରିଟୋନର ଏକ ଅଦାଲତ: ରିପୋର୍ଟ Samaja Digital Mar 18, 2019 0 ଲଣ୍ଡନ .- ନିରବ ମୋଦୀଙ୍କୁ ଗିରଫ କରିବା ପାଇଁ ବ୍ରିଟେନର ଏକ କୋର୍ଟ ଆଦେଶ ଦେଇଥିବା ସୂଚନା ମିଳିଛି । ଏହି କୋର୍ଟ ନିରବଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କରିଛନ୍ତି । ଭାରତର ପ୍ରବର୍ତ୍ତନ ନିର୍ଦେଶାଳୟର ଅନୁରୋଧ… Read More...
ଆରବ ସାଗରରେ ଡଙ୍ଗା ବୁଡି ଜଣେ ନିଖୋଜ Samaja Digital Mar 18, 2019 0 ମୁମ୍ବାଇ ..- ଓ୍ୱର୍ଲି ବେଳାଭୂମରୁ କିଛି ଦୂରରେ ଆରବ ସାଗରରେ ଏକ ଛୋଟ ଡଙ୍ଗା ବୁଡି ଯିବାରୁ ଏଥିରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରାଯାଇଛି । କୋଷ୍ଟ ଗାର୍ଡର ଜାହାଜ… Read More...
ନେଦରଲ୍ୟାଣ୍ଡର ଏକ ଟ୍ରାମରେ ଗୁଳି କାଣ୍ଡ , ୩ ମୃତ Samaja Digital Mar 18, 2019 0 ଉଟ୍ରେଞ୍ଚ .—ନେଦରଲ୍ୟାଣ୍ଡର ଉଟ୍ରେଞ୍ଚ ସହରରେ ଏକ ଟ୍ରାମରେ ଜଣେ ଆତତାୟୀ ଗୁଳି ଚାଳନା କରିବାରୁ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏଥିରେ ଆଉ ୯ ଜଣ ଗୁରୁତର ହୋଇଛନ୍ତି । ପୁଲିସ ସନ୍ଦିଗ୍ଧ ଆତତାୟୀ ଗୋକେମ୍ୟାନ… Read More...
ଆମେ ଏକ ସଚ୍ଚା ଦେଶଭକ୍ତ ହରାଇଲୁ : ଅମିତ ଶାହ Samaja Digital Mar 18, 2019 0 courtesy - ABP NEWS Read More...
ପାରିକରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ Samaja Digital Mar 18, 2019 0 courtesy - abp news Read More...
ପ୍ରିୟଙ୍କା ଗାନ୍ଧୀ ସମାଲୋଚନା କରି ‘ପପୁ କି ପାପି’ କହିଲେ ବିଜେପି ନେତା Samaja Digital Mar 18, 2019 0 courtesy - abp news Read More...
ପିଏମ ମୋଦୀ ଚଳଚ୍ଚିତ୍ରରେ ଦେଖାଗଲା ମୋଦୀଙ୍କ ୯ ରୂପ Samaja Digital Mar 18, 2019 0 courtesy - abp news Read More...
ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପ୍ରଣାମ କରୁଛି ଦେଶ Samaja Digital Mar 18, 2019 0 courtesy - abp news Read More...
ବିଜେଡିର ମହିଳା କାର୍ଡ ; ୯ଲୋକସଭା ଆସନରୁ ୩ ମହିଳା ପାର୍ଥୀ Samaja Digital Mar 18, 2019 0 ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏଥିମଧ୍ୟରେ ବିଜେଡି ସୋମବାର ୯ଟି ଲୋକସଭା ଓ ୫୪ଟି ବିଧାନସଭା ନିର୍ବାଚନ ଆସନ ପାଇଁ ପାର୍ଥୀ ଘୋଷଣା କରିଛି। ୯ଟି ଲୋକସଭା ନିର୍ବାଚନ ଆସନ… Read More...
ବିଜେଡିର ନୂଆ ରଣନୀତି ; ୯ ଲୋକସଭା ଆସନରେ ୮ ନୂଆମୁହଁ Samaja Digital Mar 18, 2019 0 ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରଥମ ପାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ୯ଟି ଲୋକସଭା ଓ ୫୪ଟି… Read More...
୨ଟି ଆସନରୁ ଲଢିବେ ନବୀନ ପଟ୍ଟନାୟକ Samaja Digital Mar 18, 2019 0 ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ବିଜେଡି ପାର୍ଥୀ ତାଲିକା ଘୋଷଣା କରିଛି। ଏଥିମଧ୍ୟରେ ନବୀନ ପଟ୍ଟନାୟକ ୨୦ ବର୍ଷ ରାଜନୈତିକ ଜୀବନରେ… Read More...
ମନୁଷ୍ୟର ଉନ୍ନତି ପାଇଁ ଗୀତାରେ ଉଲ୍ଲେଖ ଅମୂଲ୍ୟ ବାର୍ତ୍ତା Samaja Digital Mar 18, 2019 0 ହିନ୍ଦୁ ମାନଙ୍କ ପବିତ୍ର ଗ୍ରନ୍ଥ ଶ୍ରୀମଦଭଗବତଗୀତା ଅନ୍ୟତମ। ଏହି ପବିତ୍ର ଗ୍ରନ୍ଥରେ ମନୁଷ୍ୟ ପାଇଁ ଅନେକ ଉପଦେଶ ଉଲ୍ଲେଖ କରାଯାଇଛି। ଏଥିରେ ଜୀବନର ଅନେକ ସମସ୍ୟାର ସମାଧାନ ପାଇଁ ମୂଲ୍ୟବାନ ବାର୍ତ୍ତା କୁହାଯାଇଛି।… Read More...
ପାଳଙ୍ଗ ପନୀର ସାଲାଡ Samaja Digital Mar 18, 2019 0 ଆବଶ୍ୟକ ସାମଗ୍ରୀ : ପାଳଙ୍ଗ (ସିଝା) – ଦେଢ କପ ପନୀର (କଟା) – ୧/୨ କପ କଞ୍ଚା ଲଙ୍କା (କଟା) – ୨ଟି ଟମାଟୋ (କଟା) – ୨ଟି ଚିନି (ପେଷା) – ୧ ଚାମଚ ଚିଲ୍ଲି ସସ୍ – ୧ଚାମଚ ସୋୟା ସସ୍ – ୧… Read More...
ହସ୍ତ ଆଙ୍ଗୁଠୀରେ ତମ୍ବା ମୁଦି ଧାରଣ କରିବାର କାରଣ Samaja Digital Mar 18, 2019 0 ଜ୍ୟୋତିଷଶାସ୍ତ୍ରରେ ନବ ଗ୍ରହ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାସହ ପ୍ରତି ଗ୍ରହର ସମ୍ବନ୍ଧ ଯେକୌଣସି ଧାତୁ ସହ ରହିଛି ବୋଲି କୁହାଯାଇଛି। ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା କୁହାଯାଇଥିବା ବେଳେ ଧାତୁରେ ତମ୍ବାକୁ… Read More...
ଖରା ଦିନେ କଞ୍ଚା ଆମ୍ବ ଖାଇବାର ଲାଭ Samaja Digital Mar 18, 2019 0 ଖରା ଦିନେ ନିଜକୁ ଥଣ୍ଡା ରଖିବା ପାଇଁ ଆମେ ଅନେକ ପ୍ରକାରର ଫଳର ସେବନ କରିଥାଉ। ତରଭୂଜ ଠାରୁ ଆରମ୍ଭ କରି ସବୁଜ ପନିପରିବା ଓ ଦହି, ଆଇସକ୍ରୀମ ଇତ୍ୟାଦି ଖାଇଥାଉ। କଞ୍ଚା ଆମ୍ବ ଖରା ଦିନେ ଖାଇବା ଉଚିତ। ଏହା ଶରୀର ପାଇଁ… Read More...
ପରଲୋକରେ ପରିକର Samaja Digital Mar 18, 2019 0 ପୁଣି ଅସ୍ଥିରତା ଆଡ଼କୁ ଗୋଆ ରାଜନୀତି ରାଜନୈତିକ ଦୃଷ୍ଟିରୁ ଦୋଦୁଲ୍ୟମାନ ଦେଶର କ୍ଷୁଦ୍ର ରାଜ୍ୟ ଗୋଆ ପୁନର୍ବାର ଅସ୍ଥିରତାର ଏକ ଅଧ୍ୟାୟ ଆଡ଼କୁ ଗତି କରୁଛି। ଏହାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିଜେପିର ମନୋହର… Read More...
ଭାରତର ପ୍ରଥମ ଲୋକପାଳ Samaja Digital Mar 18, 2019 0 ସର୍ବବୃହତ୍ ଗଣତନ୍ତ୍ରରେ ଏକ ନୂତନ ଆରମ୍ଭ ସରକାରୀଭାବେ ଘୋଷଣା ବାକିଥିଲେ ହେଁ ଗଣମାଧ୍ୟମରେ ପ୍ରକାଶିତ ଆଗୁଆ ତଥ୍ୟ ଅନୁସାରେ ସୁପ୍ରିମକୋର୍ଟରପୂର୍ବତନ ବିଚାରପତି ତଥା ଜାତୀୟ ମାନବାଧିକାର ଆୟୋଗର ସଦସ୍ୟ ଜଷ୍ଟିସ୍… Read More...
ମୂଲ୍ୟବୋଧ ରାଜନୀତି ଓ ଦଳଡିଆଁ Samaja Digital Mar 18, 2019 0 ଡ. ପ୍ରବୋଧ କୁମାର ମିଶ୍ର ଆଗାମୀ କେଇଦିନ ଭିତରେ ସାରାଦେଶରେ ସାଧାରଣ ନିର୍ବାଚନ ବିିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଆମ ରାଜ୍ୟରେ ଚାରିଟି ପର୍ଯ୍ୟାୟରେ ଏହା ସମ୍ପନ୍ନ ହେବ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ… Read More...
କୁଁଅର ସାହେବ, ଏ କଥା କହିବ ନାହିଁ…. Samaja Digital Mar 18, 2019 0 ଡ.ହେମେନ୍ଦ୍ର ନାରାୟଣ ଦାସ ୱାଘା। ଭାରତ ପାକିସ୍ତାନ ସୀମାନ୍ତରେ ଥିବା ଏକ ଆଉଟପୋଷ୍ଟ। ସେଠାରେ ଆମେ ପହଞ୍ଚିଲାବେଳକୁ ଆସନ୍ନ ସନ୍ଧ୍ୟାର ପୃଷ୍ଠଭୂମିରେ ଆକାଶ ତଥାପି ଥିଲା ସୁନୀଳ। ଉପରେ ଫିକା ପୋର୍ସେଲିନ୍ ରଙ୍ଗର ନୀଳ… Read More...
ଅନେକ ରୋଗରୁ ରକ୍ଷା କରେ ସଜନା ଛୁଇଁ Samaja Digital Mar 18, 2019 0 ସମସ୍ତ ପନିପରିବା ଖାଇବା ସ୍ବାସ୍ଥ୍ୟ ପକ୍ଷେ ଉତ୍ତମ ଅଟେ। କିନ୍ତୁ କିଛି ପନିପରିବା ଓ ଫଳ ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ସଜନା ଶାଗ ତ ସମସ୍ତେ ଖାଇ ଥାଆନ୍ତି। କିନ୍ତୁ ସଜନା ଛୁଇଁ ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ… Read More...
କେଶରୁ ହୋଲି ରଙ୍ଗ ଛଡାଇବାର ଉପାୟ Samaja Digital Mar 18, 2019 0 ରଙ୍ଗର ପର୍ବ ହୋଲି ଆଉ ଅଳ୍ପ କିଛି ଦିନ ବାକି ଅଛି। ଏଥିପାଇଁ ସମସ୍ତଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ରହିଛି। ସମସ୍ତଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଭରି ରହିଛି। ହୋଲିରେ ଲୋକମାନେ ଭିନ୍ନ ଭିନ୍ନ ରଙ୍ଗରେ ହୋଲି ଖେଳିଥାଆନ୍ତି।… Read More...
ଫସଲ ସହ ଘରର ପାଚେରୀ ଭାଙ୍ଗିଲେ ହାତୀପଲ Samaja Digital Mar 18, 2019 0 ଖୋର୍ଦ୍ଧା : ବେଗୁନିଆ ବ୍ଲକ ଗୋଡା ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଗ୍ରାମରେ ପଶି ଫସଲ ନଷ୍ଟ କରିବା ସହ ଜଣଙ୍କ ଘରର ପାଚେରୀ ଭାଙ୍ଗି ଦେଇଥିବା ଜଣାପଡିଛି। ହାତୀପଲଙ୍କୁ ନେଇ ସ୍ଥାନୀୟ ଲୋକେ… Read More...
ଅଗ୍ନିକାଣ୍ଡରେ ଦୋକାନ ସହ ୩ ବଖରା ଭସ୍ମୀଭୂତ Samaja Digital Mar 18, 2019 0 ଜଗତସିଂହପୁର : ଏରସମା ଥାନା ସୋମପୁର ବଜାରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ ବଖରା ଘର ସହ ଦୋକାଳ ଜଳି ଯାଇଥିବା ଜଣାପଡିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଦମକଳ ବାହିନୀ ଖବର ପାଇ… Read More...
ପୂଜାରେ ଶଙ୍ଖ ବ୍ୟବହାରର ମହତ୍ତ୍ବ Samaja Digital Mar 18, 2019 0 ଧର୍ମଶାସ୍ତ୍ରରେ କୁହାଯାଇଛି ଯେ, ସମୁଦ୍ର ମନ୍ଥନ ସମୟରେ ୧୪ପ୍ରକାର ରତ୍ନର ଉତ୍ପନ୍ନ ହୋଇଥିଲା। ସେଥି ମଧ୍ୟରୁ ଶଙ୍ଖ ଏକ। ଶଙ୍ଖକୁ ଘରେ ରଖିବା ଦ୍ବାରା ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ। ଅନେକ ପୂଜାରେ ଶଙ୍ଖର ବ୍ୟବହାର… Read More...