www.samajalive.in
Saturday, December 6, 2025
26.1 C
Bhubaneswar

ଖରା ଦିନେ କଞ୍ଚା ଆମ୍ବ ଖାଇବାର ଲାଭ

ଖରା ଦିନେ ନିଜକୁ ଥଣ୍ଡା ରଖିବା ପାଇଁ ଆମେ ଅନେକ ପ୍ରକାରର ଫଳର ସେବନ କରିଥାଉ। ତରଭୂଜ ଠାରୁ ଆରମ୍ଭ କରି ସବୁଜ ପନିପରିବା ଓ ଦହି, ଆଇସକ୍ରୀମ ଇତ୍ୟାଦି ଖାଇଥାଉ। କଞ୍ଚା ଆମ୍ବ ଖରା ଦିନେ ଖାଇବା ଉଚିତ। ଏହା ଶରୀର ପାଇଁ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଏହାର ଲାଭ ସମ୍ବନ୍ଧରେ ..

କଞ୍ଚା ଆମ୍ବ ଓଜନ ନିୟନ୍ତ୍ରିତ କରିଥାଏ। ଆମ୍ବରେ ଅଧିକ ମାତ୍ରାରେ ଫାଇବର ରହିଛି। କଞ୍ଚା ଆମ୍ବ ଖାଇବା ଦ୍ବାରା କଫ ସମସ୍ୟା ଦୂର ହୋଇଥାଏ। ଏହାସହ କଞ୍ଚା ଆମ୍ବ ଚଟଣି ମଧ୍ୟ ଖରା ଦିନେ ଖାଇବା ଦ୍ବାରା ଆଶ୍ବସ୍ତି ଅନୁଭବ ହୋଇଥାଏ। ଏହାଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। କିନ୍ତୁ ଅଧିକ ଆମ୍ବ ଚଟଣି ଖାଇବା ଦ୍ବାର ଗ୍ୟାସ ସମସ୍ୟା ଦେଖା ଦେଇପାରେ।

- Advertisement -

କଞ୍ଚା ଆମ୍ବ ଏସିଡିଟି ସମସ୍ୟା ଦୂର ହୋଇଥାଏ। ଏହା ଯକୃତକୁ ସୁସ୍ଥ ରଖିଥାଏ। କଞ୍ଚା ଆମ୍ବ ଯେକୌଣସି ସଂକ୍ରମଣ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଏଥିରେ​‌ ଭିଟାମିନ-ସିର ମାତ୍ରା ସଠିକ ପରିମାଣରେ ରହିଛି। ଏହା ରକ୍ତ ପ୍ରବାହ ଠିକ କରିବାରେ ସହାୟତା କରିଥାଏ। ଏହାସହ ଖରା ଦିନରେ ମୁହଁରେ ଲାଲ ରଙ୍ଗର ଦାଗ ହୋଇଥିଲେ ଆମ୍ବ ଖାଇବା ଦ୍ବାରା ସେଥିରୁ ରକ୍ଷା ମିଳିଥାଏ। ଏହାସହ କଞ୍ଚା ଆମ୍ବ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories