www.samajalive.in
Monday, December 8, 2025
27.1 C
Bhubaneswar

ମାଛ ମୁଣ୍ଡ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଉତ୍ତମ

ପ୍ରାୟତଃ ବ୍ୟକ୍ତି ମାଛ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। ଏହାର ସ୍ବାଦ ମଧ୍ୟ ଭଲ ଅଟେ। କିନ୍ତୁ ଅଧିକାଂଶ ଲୋକ ମାଛ ଅପେକ୍ଷା ତାର ମୁଣ୍ଡ ଖାଇବାକୁ ଭଲ ପାଇଥାଆନ୍ତି। ମାଛ ମୁଣ୍ଡର ତରକାରୀ, ଛିଞ୍ଚଡା ଇତ୍ୟାଦି ପ୍ରସ୍ତୁତ କରି ଖାଆନ୍ତି। ମାଛ ଖାଇବା ଶରୀର ପାଇଁ ଯେତେ ଉପକାରୀ ତାର ମୁଣ୍ଡ ମଧ୍ୟ ସେତେ ଉପକାରୀ। ଆସନ୍ତୁ ଜାଣିବା ମାଛ ମୁଣ୍ଡ ଖାଇବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିଥାଏ ..

ଆଜିକାଲି ବ୍ୟକ୍ତିଙ୍କ ମଧ୍ୟରେ ଆଖି ସମସ୍ୟା ଏକ ସାଧାରଣ ଲକ୍ଷଣ। ତେଣୁ ଅଧିକାଂଶ ବ୍ୟକ୍ତି ଚଷମା ବ୍ୟବହାର କରିଥାଆନ୍ତି। ମାଛ ମୁଣ୍ଡ ଖାଇବା ଦ୍ବାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ। ଏହାସହ ଆଖି ପୋଡିବା ସମସ୍ୟା ହୋଇ ନ ଥାଏ।

- Advertisement -

ଅନେକ ଲୋକଙ୍କର ଆଖି ଜନିତ ଅନେକ ସମସ୍ୟା ଦେଖା ଦେଇଥାଏ। ମାଛ ମୁଣ୍ଡ ଖାଇବା ଦ୍ବାରା ଆଖିରୁ ପାଣି ବୋହିବା ସମସ୍ୟା ଦୂର ହେବା ସହ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ମାଛ ମୁଣ୍ଡରେ ଅନେକ ଔଷଧୀୟ ଗୁଣ ରହିଛି।

ମାଛ ମୁଣ୍ଡ ଖାଇବା ଦ୍ବାରା କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ କେଶ ସୁସ୍ଥ ଓ ଘନ ହୋଇଥାଏ।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories