bjd gruha runa

ରାଜସ୍ଥାନ ନିର୍ବାଚନ: ବିଜେପି-କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆଜି!

ନୂଆଦିଲ୍ଲୀ: ରାଜସ୍ଥାନ ନିର୍ବାଚନକୁ ନେଇ ଚଳଚଞ୍ଚଳ ଦିଲ୍ଲୀ। କାରଣ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜସ୍ଥାନ ନିର୍ବାଚନକୁ ନେଇ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ରବିବାର ପ୍ରକାଶ ପାଇବ। ଉଭୟ ଦଳ ଚୂଡ଼ାନ୍ତ ପ୍ରାର୍ଥୀ…
Read More...

ସିଟ୍‍ ବୃଦ୍ଧି ପାଇଁ ସାମ୍‍ସରେ ଏଣିକି ଅନ୍‍ଲାଇନ୍‍ ଆବେଦନ

ଭୁବନେଶ୍ୱର: ରାଜ୍ୟର ଜୁନିୟର କଲେଜ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଷ୍ଟୁଡେଣ୍ଟ ଏକାଡେମିକ୍‍ ମ୍ୟାନେଜ୍‍ମେଣ୍ଟ ସିଷ୍ଟମ(ସାମ୍‍ସ)ଅଧୀନରେ ସିଟ୍‍ ବୃଦ୍ଧି ଓ ହ୍ରାସ ଏବଂ ସ୍ଥାୟୀ ଓ ଅସ୍ଥାୟୀ ଅନୁମତି ପାଇଁ ଏଣିକି…
Read More...

୧୦ ନାବାଳକ ପାଇଲେ ଜାମିନ

ଭୁବନେଶ୍ୱର: ବିଭିନ୍ନ ମାମଲାରେ ଛନ୍ଦି ହୋଇ ଦୀର୍ଘ ପ୍ରାୟ ୨ ମାସ ଧରି ବନ୍ଦୀ ଜୀବନ କାଟୁଥିବା ୧୦ ଜଣ ନାବାଳକଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରାଯାଇଥିବା ଜଣାପଡିଛି। ପୁରୀ ଜୁଭନାଇଲ ବୋର୍ଡର ପ୍ରିନ୍ସପାଲ…
Read More...

ଆସାମରେ ୧୬ ନବଜାତକଙ୍କ ମୃତ୍ୟୁ

ଜୋରହାଟ: ଆସାମର ଜୋରହାଟ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଗତ ୯ ଦିନ ମଧ୍ୟରେ ୧୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦେଶ…
Read More...

୨୨ରେ ଅଣ ବିଜେପି ଦଳଗୁଡ଼ିକର ବୈଠକ

ବିଜୟୱାଡା: ବିଜେପି ବିରୋଧରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ୍‍ କରିବା ପ୍ରୟାସ କ୍ରମେ ଅଣ ବିଜେପି ଦଳଗୁଡିକ ନଭେମ୍ବର ୨୨ରେ ନୂଆଦିଲ୍ଲୀରେ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଲୁଗ ଦେଶମ ପାର୍ଟି (ଟିଡିପି) ମୁଖ୍ୟ…
Read More...

ଅନୁକରଣ କରନି; ଅନନ୍ୟ ହୁଅ: ରାଜ୍ୟପାଳ

ଭୁବନେଶ୍ୱର: ଅନ୍ୟକୁ ଅନୁକରଣ ନ କରି ଅନ୍ୟମାନଙ୍କ ପାଇଁ ଅନନ୍ୟ ଉଦାହରଣ ହୁଅ। ଅଜ୍ଞତା, ଛଳନା, ଦୁର୍ନୀତି, ଭ୍ରଷ୍ଟାଚାର ଓ ଅସହିଷ୍ଣୁତାଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହି ନିଜକୁ ଗଢି ତୋଳିବାକୁ ଛାତ୍ରଛାତ୍ରୀଙ୍କୁ…
Read More...

କାତାରରେ କୋରାପୁଟର କେଶବ

କୋରାପୁଟ: ସରକାରୀ ଯୋଜନା ବଦଳାଇଦେଲା ଗାଁଉଲି ପିଲାର ଭାଗ୍ୟ। ଚାକିରି ପାଇଁ ଗାଁରୁ ସହର ଯିଏ ବୁଲୁଥିଲେ, ତାଙ୍କ ପାଇଁ ଚାକିରି ମରୀଚିକା ଥିଲା। ଦିନକୁ ଦିନ ସେ ନିରୁତ୍ସାହିତ ହୋଇପଡ଼ିଥିଲେ। ସାମାଜିକ ବ୍ୟବସ୍ଥା ଉପରୁ…
Read More...

କଂଗ୍ରେସ ଭାଇ ପାଇବେ ଡ. ରାଧାନାଥ ରଥ ସେବା ପୁରସ୍କାର

କଟକ:ବିଶିଷ୍ଟ ସମାଜସେବୀ ତଥା ସର୍ବୋଦୟ ସେବକ କଂଗ୍ରେସ୍‍ ଭାଇ ଚଳିତ ବର୍ଷର ସମ୍ମାନଜନକ ରାଧାନାଥ ରଥ ସେବା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଡିସେମ୍ବର ୬ ତାରିଖ ସନ୍ଧ୍ୟାରେ କଟକଠାରେ ହେବାକୁ ଥିବା ପ୍ରବୀଣ…
Read More...

ଦିନରେ ମାଙ୍କଡ଼, ରାତିରେ ହାତୀ, ମଞ୍ଚାରେ ବିତୁଛି ଚାଷୀଙ୍କ ରାତି

କଙ୍କଡ଼ାହାଡ଼ : ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅଞ୍ଚଳରେ ବନ୍ୟଜନ୍ତୁ ଉପଦ୍ରବରେ ଚାଷୀମାନେ ନୟାନ୍ତ ହୋଇଗଲେଣି। ବିଲରେ ଥିବା ପାଚିଲା ଫସଲ ଖାଇଯାଉଥିବା ବେଳେ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ବନ୍ୟଜନ୍ତୁଙ୍କଠାରୁ…
Read More...

ବ୍ୟାଙ୍କ ଠକେଇ, ଚାରି ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପିପିଲି ଗ୍ରାମ୍ୟ ବ୍ୟାଙ୍କର ୨.୦୨ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜଣେ ପୂର୍ବତନ ବ୍ୟାଙ୍କ ପରିଚାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ…
Read More...

ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ

ବାଲିଗୁଡ଼ା : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଆଜି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଶନିବାର ପୂର୍ବାହ୍ନ ୧୦ଟା ୩୨ ମିନିଟରେ ପାଖାପାଖି ୭ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର…
Read More...

‘ଟଙ୍କା ଆପଣଙ୍କର, ଭଲ କାମ କରନ୍ତୁ: ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ : ଆମ ଗାଁ ଆମ ବିକାଶ ଯୋଜନାରେ ମଞ୍ଜୁର ଅର୍ଥ ଆପଣମାନଙ୍କର। ଏହି ଅର୍ଥର ସଠିକ ଉପଯୋଗ କରି ଭଲ କାମ କରନ୍ତୁ ଏବଂ ସବୁ କାମ ଶୀଘ୍ର ଠିକ ଭାବେ ଶେଷ କରନ୍ତୁ ବୋଲି ହିଞ୍ଜିଳି ବ୍ଲକର ସମରଝୋଳ ନିକଟରେ ଆୟୋଜିତ…
Read More...

ରବିବାର ରାଶିଫଳ

ମେଷ: ଚାହୁଁଥିବା ସହାୟତା ମିଳିପାରେ। ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସୌଖୀନ ପଦାର୍ଥ ପ୍ରତି ରୁଚି ବଢ଼ି ପାରେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ବୃଷ: କେତେକ…
Read More...

ହାତୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୦ଲକ୍ଷ ଟଙ୍କା ସହାୟତା

ବଡ଼ସାହି: ହାତୀ ପାଇଁ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ଶିମଳିପାଳ ଓ ଝାଡଖଣ୍ଡ ହାତୀପଲଙ୍କ ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ବଡସାହି ବ୍ଲକ ସମେତ ଖୁଂଟା ଓ ଶାମାଖୁଂଟା ବ୍ଳକର ବହୁ ଚାଷୀଙ୍କ ଫସଲ…
Read More...

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ଆସାମ ରାଜ୍ୟପାଳ

କୋଣାର୍କ : ଶନିବାର ଦିବା ୨ଟା ୩୦ ମିନିଟ୍ ସମୟରେ ଆସାମର ମହାମହିମ ରାଜ୍ୟପାଳ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। କୋଣାର୍କ ପର୍ଯ୍ୟଟନ କାର୍ୟ୍ୟାଳୟ ପକ୍ଷରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ…
Read More...

ବିବାହ ପାଇଁ ଇଟାଲୀ ଗଲେ ଦୀପବୀର

ମୁମ୍ବଇ : ବଲିଉଡର ଚର୍ଚ୍ଚିତ ଯୋଡି ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହକୁ ନେଇ ଆଲୋଚନା ଜୋର ଧରିଛି। ଇତି ମଧ୍ୟରେ ମୁମ୍ବାଇ ଏୟାରପୋର୍ଟରୁ ଏହି ବଲିଉଡ କଳାକାର ନିଜ ନିଜର ପରିବାରଙ୍କୁ ସାଥିରେ ଧରି ଇଟାଲୀ…
Read More...

ଦିଲ୍ଲୀରେ ବିମାନ ଅପହରଣ ଗୁଜବ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ କାନ୍ଦାହାର ଯାଉଥିବା ଏକ ବିମାନକୁ ଅପହରଣ କରାଯିବା ନେଇ ଭୁଲ୍‍ ସତର୍କସୂଚନା ଜାରି କରାଯାଇଛି। ଆଫଗାନ ଏୟାରଲାଇନ୍ସ ବିମାନର ପାଇଲଟ ଭୁଲକ୍ରମେ ବିମାନର ହାଇଜାକ ସୁଇଚ୍‍ ଅନ୍‍ କରିଦେବାରୁ ଏହି…
Read More...

ରାଜନେତାଙ୍କ ଆୟକୁ ଟପି ଯାଉଛି ପତ୍ନୀଙ୍କ ରୋଜଗାର

ଭୋପାଳ: କ୍ଷମତାକୁ ଆସିବା ପରେ ରାଜନେତାଙ୍କ ଅପେକ୍ଷା ସେମାନଙ୍କ ପତ୍ନୀଙ୍କ ରୋଜଗାର ବହୁମାତ୍ରାରେ ବୃଦ୍ଧି ପାଉଥିବା ଏବେ ଦେଖିବାକୁ ମିଳୁଛି। ମନ୍ତ୍ରୀ ଓ ବିଧାୟକଙ୍କ ପତ୍ନୀମାନଙ୍କୁ ବିଭିନ୍ନ ସଂସ୍ଥା ଉଚ୍ଚ ପଦରେ ବସାଇ…
Read More...

କ୍ଷୁଦ୍ର ତାଜମହଲ ନିର୍ମାତାଙ୍କ ଦୁର୍ଘଟଣାରେ ମୃତ୍ୟୁ

ଗାଜିଆବାଦ: ପତ୍ନୀଙ୍କ ସ୍ମୃତିରେ କ୍ଷୁଦ୍ର ତାଜମହଲ ନିର୍ମାଣ କରିଥିବା ଉତ୍ତରପ୍ରଦେଶର ପୋଷ୍ଟମାଷ୍ଟର ଫୈଜୁ ହସନ କ୍ୱାଦ୍ରୀ (୮୩) ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବୁଲନ୍ଦସହର ଅନ୍ତର୍ଗତ କସେର କାଲାନ…
Read More...

ଦୁର୍ନୀତି ଅଭିଯୋଗରେ ସରିଫଙ୍କ ଭାଇ ଗିରଫ

ଇସ୍‍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ତଥା ପାର୍ଲାମେଣ୍ଟର ବିରୋଧୀ ଦଳ ନେତା ସାହାବାଜ ସରିଫଙ୍କୁ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ଏନ୍‍ଏବି) ଶନିବାର ଏକ ଦୁର୍ନୀତି ମାମଲାରେ…
Read More...

ଟିପୁ ସୁଲତାନଙ୍କ ଜୟନ୍ତୀ: କୁମାରସ୍ୱାମୀଙ୍କ ଅନୁପସ୍ଥିତିକୁ ନେଇ ବିଜେପିର ସମାଲୋଚନା

ନୂଆଦିଲ୍ଲୀ: ବିଜେପି କର୍ମୀଙ୍କ ବିରୋଧ ଏବଂ ବିକ୍ଷୋଭ ସତ୍ବେ କର୍ଣ୍ଣାଟକ ସରକାର ଶନିବାର ଟିପୁ ସୁଲତାନଙ୍କ ଜନ୍ମବାର୍ଷିକୀ ଉତ୍ସବ ପାଳନ କରିଛନ୍ତି। ଟିପୁ ଜୟନ୍ତୀ ସଫଳ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।…
Read More...

ତେଲେଙ୍ଗାନାକୁ ପ୍ରତି ବର୍ଷ ଲକ୍ଷେ ଗାଈ ମାଗଣା ଦେବ ବିଜେପି

ହାଇଦ୍ରାବାଦ: ତେଲେଙ୍ଗାନାରେ ଡିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ପ୍ରତିଶ୍ରୁତି ପତ୍ର ପ୍ରସ୍ତୁତ ହୋଇଛି। ଏହି ପତ୍ର ମୁତାବକ ବିଜେପି ସରକାରକୁ ଆସିଲେ ତେଲେଙ୍ଗାନାବାସୀଙ୍କୁ ପ୍ରତି…
Read More...

ବିମୁଦ୍ରାୟନ-ଜିଏସଟି ବିକାଶ ପାଇଁ ବାଧକ: ରାଜନ

ନୂଆଦିଲ୍ଲୀ: ଆରବିଆଇର ପ୍ରାକ୍ତନ ଗଭର୍ଣ୍ଣର ରଘୁରାମ ରାଜନ ପୁଣି ଥରେ ମୋଦୀ ସରକାରଙ୍କ ନୀତି ଆଦର୍ଶ ପ୍ରତି ଅଙ୍ଗୁଠି ଉଠାଇଛନ୍ତି। ଭାରତରେ ବିମୁଦ୍ରାୟନ ଓ ଜିଏସଟି ହେତୁ ବିକାଶର ଗତି ମନ୍ଥର ହୋଇଛି ବୋଲି ମତବ୍ୟକ୍ତ…
Read More...

ବିହାରରେ ରାଜନୈତିକ ଝଡ଼: ଉପେନ୍ଦ୍ର ସମର୍ଥକଙ୍କ ଉପରେ ପୁଲିସର ଲାଠି ମାଡ଼

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା ଆରଏଲଏସପି ପ୍ରମୁଖ ଉପେନ୍ଦ୍ର କୁଶବାହାଙ୍କ ମନ୍ତବ୍ୟକୁ ତଳସ୍ତରର ବୋଲି ଉଲ୍ଲେଖ କରିବା ଦ୍ୱାରା ଆରମ୍ଭ ହୋଇଥିବା ବିବାଦ କ୍ରମଶଃ ଉଗ୍ର ଋପ ଧାରଣ କରିବାରେ…
Read More...

ହାତୁଡିରେ ଛେଚି ବ୍ୟବସାୟୀଙ୍କୁ ହତ୍ୟା: ଆଇନଜୀବୀ ଗିରଫ

ଭଞ୍ଜନଗର :କାଜୁ ଜଙ୍ଗଲରୁ କିଛିଦିନ ପୂର୍ବରୁ ଜଣେ ବ୍ୟବସାୟୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ପୁଲିସ ଜବତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଆଇନଜୀବୀକୁ ପୁଲିସ ଗିରଫ କରିଛି। ଗିରଫ ଆଇନଜୀବୀଙ୍କ ନାମ ଗୋଲକ…
Read More...

ନଦୀରେ ବୁଡି ଛାତ୍ର ମୃତ

ରାଉରକେଲା : ନଦୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। କୋଏଲ ନଦୀରେ ଗାଧୋଉଥିବା ବେଳେ ଛାତ୍ର ଜଣକ ନଦୀ ସ୍ରୋତରେ ଭାସି ଯାଇଥିଲେ। ମୃତ ଛାତ୍ର ହେଉଛନ୍ତି ରାହୁଲ ପାତ୍ର (୧୭)। ସେ ପାନପୋଷସ୍ଥିତ ସରକାରୀ…
Read More...

ଋଣଭାର ଚିନ୍ତାରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

କଳାହାଣ୍ଡି: କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକର କେନ୍ଦୁମୁଣ୍ଡି ଗ୍ରାମରେ ଜଣେ ଚାଷୀ ଋଣଭାର ଚିନ୍ତାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚାଷୀଙ୍କ ନାମ କୃପା ନାଏକ (୬୦)। ସେ ଆଇ.ଓ.ବି.ରୁ ୨୦ହଜାର ଓ ଏସ୍ ଏଚ୍ ଜି ଋଣ କରି…
Read More...

ଆମ୍ବୁଲାନ୍ସ ସମ୍ମୁଖରେ ମୃତଦେହ ରଖି ଧାରଣା

କେନ୍ଦ୍ରାପଡା : ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହେବା ସହ ପରିବାର ଲୋକେ ଆମ୍ବୁଲାନ୍ସ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି।…
Read More...

ଏହା ଉପାୟରେ ରକ୍ତରେ ଶର୍କରା ପରିମାଣ ହ୍ରାସ ହୋଇଥାଏ

ମିଠା ସମସ୍ତଙ୍କୁ ଖାଇବାକୁ ପସନ୍ଦ ଲାଗେ। କିନ୍ତୁ ମିଠା ଖାଇବା ଦ୍ବାରା ଶରୀରର ଅନେକ କ୍ଷତି ହୋଇଥାଏ। ମଧୁମେହ ରୋଗୀମାନେ ମିଠା ଖାଇବା ଅନୁଚିତ। କିନ୍ତୁ ମିଠା ଖାଇବା ଅଭ୍ୟାସ ଶୀଘ୍ର ଯାଇ ନଥାଏ। ବ୍ୟକ୍ତି ମିଠା ଖାଇବା…
Read More...

ଶ୍ବାସରୁଦ୍ଧ ରାଜଧାନୀ

ଭାରତର ସମସ୍ତ ମହାନଗର ଓ ପ୍ରମୁଖ ନଗରୀ ପ୍ରଦୂଷଣର ବିଷବଳୟରେ। ଏଥିରେ ସବୁଠୁ ଦୟନୀୟ ସ୍ଥିତିରେ ରହିଛି ଜାତୀୟ ରାଜଧାନୀ କ୍ଷେତ୍ର ନୂଆଦିଲ୍ଲୀ। ଏଥର ଦୀପାବଳି ବାଣଫୁଟା ଉପରେ ସୁପ୍ରିମକୋର୍ଟଙ୍କ ଦେଶବ୍ୟାପୀ କଟକଣାର…
Read More...

ସହରର ନାମ ପରିବର୍ତ୍ତନ

ଗୋଟେ ସହର ବା ସ୍ଥାନକୁ ଜାଣିବା, ଚିହ୍ନିବା ପାଇଁ ତା’ର ନାଁର ଆବଶ୍ୟକତା ପଡ଼େ; କିନ୍ତୁ ସେ ସ୍ଥାନ, ସହରର ବିଶେଷତ୍ବ ହିଁ ତାହାର ପରିଚୟକୁ ସ୍ଥାୟୀ କରିଥାଏ। ଆମ ଦେଶରେ ଏମିତି ଅନେକ ପ୍ରାଚୀନ ଓ ଐତିହାସିକ ସହର ରହିଛି…
Read More...

ଜୀବନର ଜୟଗୀତି

ଉପେନ୍ଦ୍ର ବିଶ୍ବାଳ ଏଇମାତ୍ର ଭୂମିଷ୍ଠ ହୋଇଥାଏ ଜିରାଫ୍ ଛୁଆଟି। ଭୂମିଷ୍ଠ ହେଉ ହେଉ ନିଜ ଲମ୍ବା ଶୁଣ୍ଢରେ ମାଆ ଜିରାଫ୍ ଦେଉଛି ଏକ ଆଘାତ। ସଦ୍ୟଜାତ ଶିଶୁର କଅଁଳ ଦେହକୁ ଖୁବ୍ କଷ୍ଟ ଲାଗେ। ବିଚରା ବୁଝି ପାରେନା ଏ…
Read More...

ଚେତନାର ଅନ୍ଧକାର ଇଲାକା ଓ ତା’ର ପ୍ରଭାବ

ପ୍ରଶ୍ନ: ଅବଚେତନ ଉପରେ ସାଧାରଣ ମଣିଷର ନିୟନ୍ତ୍ରଣ ରହିଛି କି? ତହିଁ ପୁଞ୍ଜିଭୂତ ନେତିଧର୍ମୀ ଓ କ୍ଷତିକାରକ ଭାବନାସବୁକୁ ଆମେ ସ୍ବସ୍ତିଧର୍ମୀ ଓ ଗଠନମୂଳକ ଭାବନାକୁ ପରିବର୍ତ୍ତନ କରିବାର ଉପାୟ କ’ଣ ? ଜ୍ଞାନରଞ୍ଜନ…
Read More...

ଫାଇବର ବାସନରୁ ଦାଗ ଓ ଦୁର୍ଗନ୍ଧ ଛଡାଇବାର ଉପାୟ

ଆଜିକାଲି ଫାଇବରର ବାସନ ସମସ୍ତେ ଅଧିକ ବ୍ୟବହାର କରୁଛନ୍ତି। ଏହି ଫାଇବରର ବାସନ ରଙ୍ଗବେରଙ୍ଗର ହୋଇଥିବାରୁ ତାକୁ ଅଧିକ ଲୋକ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି। ବାସନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ସେଥିରେ…
Read More...

ବାରିପଦା ଓ ଆଠଗଡରେ ହାତୀଙ୍କ ଉପଦ୍ରବ ; ଲୋକେ ଆତଙ୍କିତ

ମୟୁରଭଞ୍ଜ/କଟକ : ବାରିପଦା ଅନ୍ତଗର୍ତ ରାସଗୋବିନ୍ଦପୁର ରେଞ୍ଜରେ ଝାଡଖଣ୍ଡୀ ହାତୀ ଉପଦ୍ରବ କରିଛନ୍ତି। ଅନ୍ୟପଟେ ଆଠଗଡ ଖୁଣ୍ଟୁଣୀ ରେଞ୍ଜରେ ମଧ୍ୟ ହାତୀ ଆତଙ୍କ ସୃଷ୍ଟି ହୋଇଛି। ହାତୀମାନଙ୍କ ଉପଦ୍ରବ ଯୋଗୁଁ ଯାତାୟତ…
Read More...

ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ଖୁଣ୍ଟା : ଖୁଣ୍ଟା ବ୍ଲକ ଗଡିଗାଁର ଜଣେ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଏକ କୂଅର ଉପରି ଭାଗର ବାଡରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ଡାହାଣୀବୁଡା ଗ୍ରାମର ବସନ୍ତ ହେମ୍ବମ୍ର…
Read More...

ଜମିବାଡି ବିବାଦକୁ ନେଇ ଗଣ୍ଡଗୋଳ ; ୮ଆହତ

ବାଲେଶ୍ବର : ଜମିବାଡି ବିବାଦକୁ ନେଇ ବାଲେଶ୍ବର ସିମୁଳିଆ ବ୍ଲକର ଜାମୁଝାଡି ପଞ୍ଚାୟତ କୁପୁରା ସାହିରେ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ପକ୍ଷରୁ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଭଦ୍ରକ ମେଡିକାଲରେ…
Read More...

ବାପୁଜୀ ନଗରସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ

ଭୁବନେଶ୍ବର : ଭୁବନେଶ୍ବର ବାପୁଜୀ ନଗରସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ ଘଟିଛି। ଶନିବାର ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। କୌଣସି କାରଣରୁ ବ୍ୟାଙ୍କର ତୃତୀୟ ମହଲାରେ ନିଆଁ ଲାଗି ଯାଇଥିଲା। ଖବର ପାଇ…
Read More...

ଜାଣନ୍ତୁ, ଘର ଭଡା ପାଇଁ ଟଙ୍କା ନଥିବା ବେଳେ କେଉଁ ଖେଳାଳି ସାହାଯ୍ୟ କରିଥିଲେ ଶ୍ରୀସନ୍ତଙ୍କୁ

ମୁମ୍ବଇ : ଚର୍ଚ୍ଚିତ ଓ ବିବାଦୀୟ ରିଆଲିଟି ଶୋ’ ବିଗବସ୍‍-୧୨କୁ ନେଇ ଚର୍ଚ୍ଚା ଜୋର ଧରିଛି। କ୍ରିକେଟର ଶ୍ରୀସନ୍ତଙ୍କୁ ନେଇ ଅଧିକ ଚର୍ଚ୍ଚା ଲାଗିରହିଥିବା ଦେଖିବାକୁ ମିଳିଛି। ବିଗବସ୍‍ ପ୍ରତିଯୋଗୀ ଶ୍ରୀସନ୍ତ ତାଙ୍କ…
Read More...

ଜେଲ ଯିବା ପାଇଁ ସୁସ୍ଥ ଅଛନ୍ତି ଖଲିଦା ଜିଆ : ମେଡିକାଲ ରିପୋର୍ଟ

ବଙ୍ଗଳାଦେଶ : ବଙ୍ଗଳାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଶରୀର ସଂମ୍ପୂର୍ଣ୍ଣ ସୁସ୍ଥ ଥିବା ଦର୍ଶାଇ ବଙ୍ଗବନ୍ଧୁ ଶେଖ ମୁଜିବ ମେଡିକାଲରୁ ଗୁରୁବାର ତାଙ୍କୁ ଜେଲଙ୍କୁ ପଠାଇ ଦିଆଯାଇଛି। ବଙ୍ଗଳାଦେଶ ଉଚ୍ଚ…
Read More...

‘ଠଗ୍ସ ଅଫ୍‍ ହିନ୍ଦୁସ୍ଥାନ’ ବିଫଳତାକୁ ନେଇ ମୁହଁ ଖୋଲିଲେ ଅମୀର

ମୁମ୍ବାଇ : ବଲିଉଡ ପରଫେକ୍ଟନିଷ୍ଟ ଅମୀର ଖାନଙ୍କ ଅଭିନୀତ ଠଗ୍ସ ଅଫ୍‍ ହିନ୍ଦୁସ୍ଥାନ ଚଳଚ୍ଚିତ୍ର ସାମାଜିକ ଗଣମାଧ୍ୟରେ ସମାଲୋଚନାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଦୀପାବଳି ଉପଲକ୍ଷେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ…
Read More...

ଆମେରିକାରେ ଭାରତୀୟ ବଂଶୋଦ୍ଭବ ମେୟର ଭାବେ ନିର୍ବାଚିତ

ନ୍ୟୁୟର୍କ . -  ଭାରତୀୟ ବଂଶୋଦ୍ଭବ ତଥା ଶିଖ୍‌ ବ୍ୟବସାୟୀ ହ୍ୟାରି ସିଂ ସିଦ୍ଧୁ ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟରେ ଥିବା ଆନାହେଇମ୍‌ ମହା ନଗରର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ହ୍ୟାରି ଭାରତରେ ଜନ୍ମ । ୧୯୭୪…
Read More...

ମେଲବର୍ଣ୍ଣରେ ଆତଙ୍କବାଦୀ ଆକ୍ରମଣ, ଜଣେ ମୃତ ୨ ଆହତ

ସିଡ୍‌ନୀ .- ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଆତଙ୍କବାଦୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଏହାକୁ ମେଲବର୍ଣ୍ଣ ପୁଲିସ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ କରିଛି । ଆକ୍ରମଣକାରୀ…
Read More...

ଓଡିଶା ହାଇକୋର୍ଟ ବିଚାରପତିଙ୍କ ବଦଳି

କଟକ : ଓଡିଶା ହାଇକୋର୍ଟର ବିଚାରପତି ସୁଜିତ ନାରାୟଣ ପ୍ରସାଦଙ୍କୁ ଝାଡଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରାଳୟ ଏ ନେଇ ସୂଚନା ଜାରି କରିଛନ୍ତି।
Read More...

ମଡେଲ୍‌ଙ୍କ ପାଇଁ ପତ୍ନୀକୁ ହତ୍ୟା କରିବାକୁ  ୧୦ ଲକ୍ଷ ଟଙ୍କାର ସୁପାରୀ

ନୂଆଦିଲ୍ଲୀ . -  ଜଣେ ମଡେଲ୍‌ଙ୍କୁ ପ୍ରେମକରିବା ପରେ ଶିକ୍ଷୟତ୍ରୀଥିବା ପତ୍ନୀଙ୍କୁ  ହତ୍ୟା କରିବା ପାଇଁ ହତ୍ୟାକାରୀ ପତ୍ନୀ ଜଣେ  ପେଷାଦାର ଅପରାଧୀକୁ ୧୦ ଲକ୍ଷ ଟଙ୍କା ସୁପାରୀ ଦେଇଥିଲା । ଦଶ ଲକ୍ଷ ଟଙ୍କା ସୁପାରୀ…
Read More...

ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୋଦୀ

ମାଳଦ୍ୱୀପ : ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହେବେ। ଏ ନେଇ ଶୁକ୍ରବାର ବିଦେଶ ମନ୍ତ୍ରାଳୟ ସଚିବ ରବିଶ କୁମାର ସୂଚନା ଦେଇଛନ୍ତି ।…
Read More...

ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ କାରଦଣ୍ଡ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ମଦନପୁରରାମପୁର ଥାନା ଅଧିନର କୁଶୁର୍ଲା ଗ୍ରାମର ତୋଫାନ ସାହୁ ନିଜ ସ୍ତ୍ରୀ କୁ ହତ୍ୟା କରିବା ମାମଲାରେ କଳାହାଣ୍ଡି ଜିଲ୍ଲା ଓ ଦୌରାଜଜ ଦୋଷୀ ସାବ୍ୟସ୍ତ କରି ତୋଫାନ ସାହୁ କୁ ଆଜୀବନ…
Read More...

ବଜାରକୁ ଆସିଲା ତିନି ଚକିଆ ସ୍କୁଟର

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ୟାମହା’ ନିଜର ତିନି ଚକିଆ ସ୍କୁଟରର ବଜାର ପ୍ରବେଶ କରାଇଛି। ପୂର୍ବରୁ ସାଧାରଣତଃ ଦୁଇ ଚକିଆ ସ୍କୁଟର ଲୋକମାନେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ତେଣୁ ‘ୟାମହା’ର ତିନି…
Read More...

୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ; ନଦୀତଟରେ ସବୁଜ ବନାନୀ

-ସବୁ ପୌରାଞ୍ଚଳରେ ଲାଗିବ ଏଲଇଡି ଲାଇଟ୍‌ -ନିର୍ମାଣ ହେବ ଭବାନୀପାଟଣା ମେଡିକାଲ କଲେଜ -ଶିଶୁଭବନରେ ନିର୍ମାଣ ହେବ ନୂଆ କୋଠା -ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମରେ ଘୋଷଣା ହେବ ୫ ପ୍ରସ୍ତାବ ଭୁବନେଶ୍ୱର : ମହାନଦୀ…
Read More...

ତେଜପ୍ରତାପଙ୍କ ଚିନ୍ତାରେ ବିଗିଡିଲାଣି ଲାଲୁଙ୍କର ସ୍ୱାସ୍ଥ୍ୟାବସ୍ଥା

ପାଟଣା . – ଲାଲୁ ପ୍ରତାପ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ବିବାହର କିଛି ଦିନ ପରେ ନିଜ ପତ୍ନୀଙ୍କୁ ଛାଡ ପତ୍ର ଦେବାପାଇଁ ଆବେଦନ କରିଛନ୍ତି । ସେ  ଉତ୍ତର ମେରୁ ହୋଇଥିବାବେଳେ ତାଙ୍କ ପତ୍ନୀ ଐଶ୍ୱର୍ୟା ଦକ୍ଷିଣ ମେରୁ…
Read More...

ଆରବିଆଇଠାରୁ ୩.୬ଲକ୍ଷ କୋଟି ନେବ ନାହିଁ କେନ୍ଦ୍ର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିବାବେଳେ ଆରବିଆଇରେ ଗଚ୍ଛିତ ଥିବା ନଗଦ ରାଶିର ଏକ ତୃତୀୟାଂଶ ଅର୍ଥକୁ ବ୍ୟବହାର କରିବାର ନିଷ୍ପତ୍ତିରୁ ଓହରି ଯାଇଛି କେନ୍ଦ୍ର।…
Read More...

ପୁଣି ବଢ଼ିଲା ରନ୍ଧନ ଗ୍ୟାସ ମୂଲ୍ୟ

ନୂଆଦିଲ୍ଲୀ: ଏଲପିଜି ବା ରୋଷେଇ ଗ୍ୟାସ୍‍ ମୂଲ୍ୟ ସିଲିଣ୍ଡର ପିଛା ପୁଣି ଥରେ ୨ ଟଙ୍କା ବୃଦ୍ଧି ପାଇଛି। ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି। କେନ୍ଦ୍ର ସରକାର ଡିଲର କମିଶନ୍‍ ବୃଦ୍ଧି…
Read More...

ବାହାରେ ମଳତ୍ୟାଗ କରିବାରୁ ହତ୍ୟା

ଡାଲ୍‍ଟୋନଗଞ୍ଜ: ବାହାରେ ମଳତ୍ୟାଗ କରିବାରୁ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଜୀବନ ଦେବାକୁ ପଡ଼ିଛି। ଝାଡ଼ଖଣ୍ଡର ପାଲାମୁ ଜିଲାର ସୁକ୍ରା ବଜାରଠାରେ ଏଭଳି ଘଟଣା ଘଟିଛି। ମୃତକଙ୍କ ନାମ ମ୍ୟାନେଜର ରାମ୍‍ ବୋଲି ପୁଲିସ…
Read More...

ବୋଫର୍ସର ୩୧ବର୍ଷ ପରେ ସେନାକୁ ମିଳିଲା ହାଇଟେକ୍‍ ତୋପ

ନୂଆଦିଲ୍ଲୀ: ଭାରତୀୟ ସେନାଙ୍କୁ ପବିତ୍ର ଦୀପାବଳି ଅବସରରେ ୨ପ୍ରକାର ହାଇଟେକ ତୋପ ହସ୍ତାନ୍ତର କରାଯାଇଛି। ଏହି ତୋପ ସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଆମେରିକା ନିର୍ମିତ ଏମ-୭୭୭ଅଲ୍‍ଟ୍ରାଲାଇଟ୍‍…
Read More...

ଡିସିଆଇଏଲ୍‍ର ଶତ ପ୍ରତିଶତ ଅଂଶଧନ ବିକିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଡ୍ରେଜିଂ କର୍ପୋରେସନ୍‍ ଅଫ୍‍ ଇଣ୍ଡିଆ ଲିମିଟେଡ୍‍(ଡିସିଆଇଏଲ୍‍)ର ଶତ ପ୍ରତିଶତ ସରକାରୀ ଅଂଶଧନ ବିକ୍ରି କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ…
Read More...

୩ ହଜାର କୋଟି ଟଙ୍କାର ଶତ୍ରୁ ସମ୍ପତ୍ତି ଅଂଶଧନ ବିକ୍ରି କରିବେ ସରକାର

ନୂଆଦିଲ୍ଲୀ: ବିଭାଜନ ସମୟରେ ଦେଶ ଛାଡ଼ି ଚାଲି ଯାଇଥିବା ବ୍ୟକ୍ତି ଓ ଅନୁଷ୍ଠାନ ନାମରେ ଭାରତରେ ଥିବା ସମ୍ପତ୍ତି(ଶତ୍ରୁ ସମ୍ପତ୍ତି)କୁ କେନ୍ଦ୍ର ସରକାର ବାଜ୍ୟାପ୍ତ କରିଛନ୍ତି। ସେହି ସବୁ ସମ୍ପତ୍ତିକୁ ଜଣେ…
Read More...

ସହରୀ ନକ୍ସଲଙ୍କ ସନ୍ତାନ ବିଦେଶରେ: ମୋଦୀ

ନୂଆଦିଲ୍ଲୀ: ସରଳ ଆଦିବାସୀଙ୍କ ଜୀବନ ନଷ୍ଟ କରୁଛନ୍ତି ନକ୍ସଲ। ନକ୍ସଲବାଦକୁ ଉତ୍ସାହିତ କରୁଥିବା ସହରୀ ନକ୍ସଲ କ୍ୟାଡରମାନେ ସେମାନଙ୍କ ପିଲାମାନଙ୍କୁ ବିଦେଶରେ ପାଠ ପଢାଉଛନ୍ତି। ଅଥଚ ଆଦିବାସୀଙ୍କୁ ନକ୍ସଲ ଚିନ୍ତାଧାରାରେ…
Read More...

ବେସନ ଦୋସା

ଆବଶ୍ୟକ ସାମଗ୍ରୀ : ବେସନ – ୨କପ ଦହି – ୧କପ କଞ୍ଚା ଲଙ୍କା – ୨ଟି ହଳଦୀ – ୧ଚାମଚରୁ କମ୍ ଅଦା ପେଷ୍ଟ ପାଣି – ଆବଶ୍ୟକ ଅନୁଯାୟୀ ଛୁଙ୍କ ପାଇଁ : ଭୃସଙ୍ଗ ପତ୍ର – ୩ରୁ ୪ଟି ସୋରିଷ – ଏକ…
Read More...

ଶରୀର ପାଇଁ ଲାଭଦାୟକ ତୁଳସୀ ପତ୍ର

ତୁଳସୀକୁ ଭାରତୀୟ ପରମ୍ପରା ଅନୁଯାୟୀ ପୂଜା କରାଯାଇଥାଏ। ଏହାକୁ ଆୟୁର୍ବେଦ ଚିକିତ୍ସାରେ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ତୁଳସୀକୁ ଔଷଧ ରୂପେ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ତୁଳସୀ ପତ୍ର ଖାଇବା…
Read More...

ସିବିସିରେ ହାଜର ହେଲେ ସିବିଆଇ ନିର୍ଦେଶକ

ନୂଆଦିଲ୍ଲୀ: ସିବିଆଇ ନିର୍ଦେଶକ ଆଲୋକ ବର୍ମା କେନ୍ଦ୍ରୀୟ ସତର୍କତା ଆୟୋଗ(ସିବିସି)ରେ ହାଜର ହୋଇଛନ୍ତି। ଶ୍ରୀ ବର୍ମାଙ୍କ ଉପରେ ଲାଗିଥିବା ଭ୍ରଷ୍ଟାଚାର ଅଭିଯୋଗ ଉପରେ ସ୍ପଷ୍ଟିକରଣ ଦେଇଛନ୍ତି ଶ୍ରୀ ବର୍ମା। ସିବିଆଇର…
Read More...

‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ୨୦୧୮’ – ଲେଖିବ ବିକାଶର ନୂଆ ଅଧ୍ୟାୟ

ଭୁବନେଶ୍ୱର: ବିଶ୍ୱ ନିବେଶ ମାନଚିତ୍ରରେ ଓଡ଼ିଶା ତାର ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି। ରାଜ୍ୟର ଭବିଷ୍ୟତ ଓ ଶିଳ୍ପାୟନ ବିକାଶରେ ଏହି ଉଦ୍ୟମ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ‘ମେକ୍‍…
Read More...

ମାଓଗଡ଼ରେ ମୋଦୀ

ନୂଆଦିଲ୍ଲୀ: ଛତିଶଗଡ଼ରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସେମାନଙ୍କ ପ୍ରଚାର ଅଭିଯାନ ଓ ଭୋଟରଙ୍କୁ ପ୍ରଭାବିତ କରିବାର ଉଦ୍ୟମ ଜାରି ରଖିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ…
Read More...

ନଖ କାମୁଡୁଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଆମେ ଦେଖିଥାଉ ଅନେକ ଲୋକ ନିଜ ନଖ ଚୋବାଇ ଥାଆନ୍ତି। ଏହା ଏକ ମନୋବୈଜ୍ଞାନିକ ସମସ୍ୟା ଅଟେ। ଯେତେବେଳେ ବ୍ୟକ୍ତି ଅଧିକ ଚିନ୍ତିତ ଥାଆନ୍ତି ସେତେବେଳେ ଏପରି ଅଭ୍ୟାସ ଦେଖା ଦେଇଥାଏ। କିଛି ବ୍ୟକ୍ତି ଏହି ଅଭ୍ୟାସରୁ ନିଜେ…
Read More...

ନାମାଙ୍କନ ପାଇଁ ୧୦ ହଜାର ଟଙ୍କାର ଟଙ୍କିକିଆ କଏନ୍‍

ଇନ୍ଦୋର: ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ଜଣେ ପ୍ରାର୍ଥୀ ୧୦ ହଜାର ଟଙ୍କାର ଟଙ୍କିକିଆ କଏନ୍‍ ଜମା କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର - ୩ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା…
Read More...

ଭଗବାନ ଶିବଙ୍କ ପୂଜାରେ ଶଙ୍ଖ ନ ବଜାଇବାର କାରଣ

ଭଗବାନ ଶିବ ଆଦିଅନ୍ତ ଅଟନ୍ତି। ସେ ବ୍ରହ୍ମାଣ୍ଡର ସମସ୍ତ କୋଣରେ ବାସ କରିଥାନ୍ତି। ଭଗବାନ ଶିବଙ୍କୁ ଭୋଳାବାବା କୁହାଯାଇଥାଏ। କାରଣ ସେ ଶୀଘ୍ର ନିଜ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇ ସମସ୍ତ ମନୋକାମନା ପୂର୍ଣ୍ଣ…
Read More...

ବିଜେପି ଜିତିଲେ ହାଇଦ୍ରାବାଦ ହେବ ଭାଗ୍ୟନଗର

ହାଇଦ୍ରାବାଦ୍‍: ଆଗାମୀ ନିର୍ବାଚନରେ ଯଦି ବିଜେପି ତେଲେଙ୍ଗାନାରେ ଶାସନ କ୍ଷମତାକୁ ଆସେ ତେବେ ହାଇଦ୍ରାବାଦର ନାମ ପରିବର୍ତ୍ତନ କରି ଭାଗ୍ୟନଗର ରଖାଯିବ। ସିକନ୍ଦରାବାଦ୍‍ ଓ କରିମ୍‍ନଗରର ନାମ ମଧ୍ୟ ପରିବର୍ତ୍ତନ ହେବ।…
Read More...

ବେକାରୀ ଚିନ୍ତା

ନଭେମ୍ବର ୮ରେ ବିମୁଦ୍ରାୟନକୁ ଦୁଇବର୍ଷ ପୂରିଛି। ହଠାତ୍ ପାଞ୍ଚଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଯେଉଁ ଚକ୍‌ମା ଦେଖାଇବାକୁ ଚାହିଁଥିଲେ, ତାହା ବିଫଳ ହୋଇଥିବା…
Read More...

ଟ୍ରମ୍ପଙ୍କୁ ଅଡୁଆ

ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡେମୋକ୍ରେଟିକ୍ ପାର୍ଟି ପ୍ରତିନିଧି ସଭା ବା କଂଗ୍ରେସର ନିମ୍ନ ସଦନ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍’ରେ ସଂଖ୍ୟାଗରିଷ୍ଠତା ହାସଲ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ…
Read More...

ତାଲିବାନ ସହିତ ଶାନ୍ତି ଆଲୋଚନା କରିବ ଭାରତ

ନୂଆଦିଲ୍ଲୀ: ଆଫ୍‍ଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଆତଙ୍କବାଦୀ ସଂଗଠନ ତାଲିବାନ ସହିତ ଆଲୋଚନା କରିବ। ଅନୌପଚାରିକ ଭାବେ ଏହି ଆଲୋଚନା ହେବ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ରୁଷ…
Read More...

ଆଇନ ସେବା ଏକ ମହତ ସେବା

ଦୁର୍ଗାପ୍ରସନ୍ନ ଚୌଧୁରୀ ଲୋକଅଦାଲତକୁ ସାଧାରଣ ଅର୍ଥରେ ଜନତାର ଅଦାଲତ ବୋଲି କୁହାଯାଏ। ଏହା ଅଦାଲତର ନିଷ୍ପତ୍ତିକୁ ପକ୍ଷମାନଙ୍କ ଉପରେ ଲଦି ଦିଆ ନଯାଇ ଆପୋଷ ବୁଝାମଣା ଭିତରେ ନ୍ୟାୟ ପ୍ରଦାନ କରାଯାଇଥାଏ। ଅଯଥା…
Read More...

ପ୍ରତିମୂର୍ତ୍ତି ରାଜନୀତି: ଇତିହାସର ପୁନରାବୃତ୍ତି

କିଶୋର ଶତପଥୀ ଭାରତର ଅନ୍ୟତମ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ତଥା ନୈଷ୍ଠିକ ଗାନ୍ଧିବାଦୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏକ ପ୍ରତିମୂର୍ତ୍ତି ରାଜପିପଲା ନିକଟସ୍ଥ ସାଧୁବେଟଠାରେ ଉ‌େନ୍ମାଚିତ ହୋଇଛି। ସର୍ଦାରଙ୍କର ଏହି…
Read More...

ଋଣଭାରରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଜୀବନରେ ଉନ୍ନତି କରିବାକୁ ଇଚ୍ଛା ରହିଥାଏ। ବ୍ୟବସାୟ ହେଉ କି ଚାକିରୀ ହେଉ ଭଲ ରୋଜଗାର କରିବା ସମସ୍ତଙ୍କ ଇଚ୍ଛା ଥାଏ। ବେଳେବେଳେ ଜୀବନରେ ଏପରି ସ୍ଥିତି ଆସିଥାଏ ଯେଉଁ ସମୟରେ ଅନ୍ୟ…
Read More...

ରାଶି ଅନୁଯାୟୀ ଭାଇ ଦୂଜରେ ଭାଇଙ୍କ ଆୟୁ ବୃଦ୍ଧି ପାଇଁ ଖୁଆନ୍ତୁ ମିଠା

ଭାଇ ଦୂଜ ପର୍ବ କାର୍ତ୍ତିକ ମାସ ଶୁକ୍ଲ ପକ୍ଷର ଦ୍ବିତୀୟା ତିଥିରେ ପାଳନ କରାଯାଏ। ଭାଇ ଦୁଜ ପର୍ବ ଭାଇ-ଭଉଣୀମାନଙ୍କୁ ସ୍ନେହ ଓ ପ୍ରେମର ପର୍ବ ଅଟେ। ଦୀପାବଳି ପର୍ବର ଦୁଇ ଦିନ ପରେ ଭାଇ ଦୂଜ ପର୍ବ ପାଳନ କରାଯାଏ।…
Read More...

ଅଟୋ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ; ଜଣେ ମୃତ, ଜଣେ ଆହତ

ଘସିପୁରା: ଅଟୋ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ଆନନ୍ଦପୁର ଥାନା ଅନ୍ତର୍ଗତ…
Read More...

କାଲିଫର୍ଣ୍ଣିଆ ବାରରେ ଅତର୍କିତ ଗୁଳିକାଣ୍ଡ : ହତ୍ୟାକାରୀ ସହ ୧୩ ମୃତ

କାଲିଫର୍ଣ୍ଣିଆ : ଦକ୍ଷିଣ କାଲିଫର୍ଣ୍ଣିଆସ୍ଥିତ ଏକ ଜନଗହଳିପୂର୍ଣ୍ଣ ବାରରେ ବୁଧବାର ରାତିରେ ଗୁଳିକାଣ୍ଡ ଘଟି ୧୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ବାର୍‍ରେ ଉପସ୍ଥିତ ୧୧ ଜଣ, ଜଣେ ବରିଷ୍ଠ ସୁରକ୍ଷାଧିକାରୀ ଏବଂ…
Read More...

ଟ୍ରାକ୍ଟର,ବାଇକ ଧକ୍କାରେ ଜଣେ ମୃତ ଦୁଇ ଗୁରୁତର

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଓଷାପଡା ଟାଉନସିଫ ଛକ ନିକଟରେ ଟ୍ରାକ୍ଟର,ବାଇକ ମୁହାଁମୁହିଁ ଧକ୍କାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ…
Read More...

ଶୁକ୍ରବାର ଛତିଶଗଡରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ମୋଦୀ

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ପାଞ୍ଚ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଯେତେ ପାଖକୁ ଆସୁଛି, ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରଚାର ପ୍ରତିଯୋଗୀତା ବଢିବାରେ ଲାଗିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ…
Read More...

ନଭେମ୍ବର ୧୬ରୁ ଯୁକ୍ତ ୨ ପରୀକ୍ଷା ଫର୍ମ ପୂରଣ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୯ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ପାଇଁ ତାରିଖ ଘୋଷଣା କରଯାଇଛି। ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ନଭେମ୍ବର ୧୬ ତାରିଖରୁ ଫର୍ମ ପୂରଣ…
Read More...

ଶାବରୀମାଳା ମନ୍ଦିରରେ ପ୍ରବେଶ ବିବାଦ: ଭକ୍ତ ତୁଳନାରେ କର୍ମୀ ଅଧିକ

ଥିରୁଭାନନ୍ଥପୁରମ୍‍: ଶାବରୀମାଳା ମନ୍ଦିରରେ ୧୦ ବର୍ଷରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଆଉ ଏକ ଖବର ପଦାକୁ ଆସିଛି। ଗତ ସୋମବାର ଓ ମଙ୍ଗଳବାର ଦିନ ଛିଥିରା ଆଟ୍ଟମ ଉତ୍ସବ ପାଇଁ…
Read More...

ଶରୀର ପାଇଁ କିୱି ଫଳର ଉପକାରିତା

କିୱି ଏକ ଏପରି ଫଳ ଯେଉଁଥିରେ ଭିଟାମିନ-ସି ଓ ଆଣ୍ଟି-ଅକ୍ସିଡାଣ୍ଟ ସହ ଅନେକ ପୌଷ୍ଟିକ ତତ୍ତ୍ବ ରହିଥାଏ। ଏହି ଫଳ ସଂକ୍ରମଣ ରୋଗ ଠାରୁ ଦୂରେଇ ରଖିଥାଏ। ଏହା ଶରୀରରେ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିଥାଏ। କିୱି ଫଳ ଆମ ଶରୀର…
Read More...

ବିମୁଦ୍ରାୟନ ପ୍ରଭାବ: ଦୁଇ ବର୍ଷର ସର୍ବୋଚ୍ଚ ସ୍ତରରେ ବେକାରୀ

ଚେନ୍ନାଇ: ଦେଶରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ବେକାରୀ ହାର ୬.୯%ରେ ପହଞ୍ଚିଛି। ଗତ ଦୁଇ ବର୍ଷ ମଧ୍ୟରେ ଏହା ସର୍ବାଧିକ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍‍ ଇକନୋମି ପକ୍ଷରୁ…
Read More...

ଏପରି ନିଅନ୍ତୁ ଶୀତଦିନେ ମୁହଁର ଯତ୍ନ

ଶୀତ ଦିନ ଆରମ୍ଭ ହୋଇଯାଇଛି। ଶୀତଦିନ ଆରମ୍ଭ ହେବା ସହ ଆମକୁ ନିଜ ତ୍ବଚାର କିଛି ଧ୍ୟାନ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ। ଏହିଦିନରେ ମୁହଁର ଠିକ ଭାବେ ଧ୍ୟାନ ନେବାକୁ ପଡିଥାଏ। ଶୀତଦିନେ ମୁହଁରେ ଶୁଷ୍କତା ଦେଖା ଦେଇଥାଏ।…
Read More...

ବସ୍‍ ଉଡ଼ାଇଲେ ନକ୍ସଲ୍‍, ଯବାନ୍‍ଙ୍କ ସମେତ ୫ ମୃତ

ଦାନ୍ତେୱାଡ଼ା: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାରେ ନକ୍ସଲ୍‍ମାନେ ବିସ୍ଫୋରଣରେ ଏକ ବସ୍‍ ଉଡ଼ାଇ ଦେଇଛନ୍ତି। ଏଥିରେ ଜଣେ ଯବାନ୍‍ଙ୍କ ସମେତ ୪ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ରେ ବିଧାନସଭା ନିର୍ବଚାନର ଚାରି ଦିନ…
Read More...

ବିଜେପି ପାଇଁ ସତର୍କ ଘଣ୍ଟି

କର୍ଣ୍ଣାଟକରେ କଂଗ୍ରେସ ଓ ଜେଡି(ଏସ୍‌) ମେଣ୍ଟ କରିବା ପଛରେ ଯେଉଁ ଉଦ୍ଦେଶ୍ୟ ରହିଥିଲା, ତାହା ସଫଳ ହେବାପରି ମନେହେଉଛି। ସେଠାରେ ଅନୁଷ୍ଠିତ ଉପନିର୍ବାଚନରେ ଏହି ମେଣ୍ଟ ବିଜେପିକୁ ଜୋର୍‌ଦାର ଝଟ୍‌କା ଦେଇ ପାଞ୍ଚଟି…
Read More...

ବିମୁଦ୍ରାକରଣକୁ ୨ ବର୍ଷ

ନୂଆଦିଲ୍ଳୀ: ନରେନ୍ଦ୍ର ମୋଦୀ ସରକାରଙ୍କ ବହୁଚର୍ଚ୍ଚିତ ବିମୁଦ୍ରାକରଣକୁ ଦୁଇ ବର୍ଷ ପୁରିଛି। ୨୦୧୬ ନଭେମ୍ବର ୮ ତାରିଖ ରାତିରେ ହଠାତ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‍କୁ ଅଚଳ ଘୋଷଣା…
Read More...

କାରଣ ଦର୍ଶାଅ

ଆମ ଦେଶରେ ଶାସନ-ପ୍ରଶାସନର ଉଚ୍ଚ ପଦାଧିକାରୀମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ମଧ୍ୟ ଯେମିତି ବେଖାତିର କରିଚାଲିଛନ୍ତି, ତାହା କେବଳ ସାମ୍ବିଧାନିକ ସଙ୍କଟର କାରଣ ହେଉନାହିଁ, ଦେଶର ମଧ୍ୟ ଅଶେଷ କ୍ଷତି କରୁଛି।…
Read More...

ବରିଷ୍ଠ ନାଗରିକଙ୍କ ସମସ୍ୟା ଓ ଆଇନଗତ ବ୍ୟବସ୍ଥା

ଚିତ୍ତରଞ୍ଜନ କାନୁନ୍‌ଗୋ ଅାଇନଗତ ଦିଗକୁ ତର୍ଜମା କଲେ ଦେଖାଯାଏ ଯେ ପୂର୍ବରୁ ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୧୨୫ ମୁତାବକ ଯେକୌଣସି ବୃଦ୍ଧ ପିତାମାତା ନିଜର ସନ୍ତାନସନ୍ତତିଙ୍କଠାରୁ ଭରଣପୋଷଣ ଦାବି କରିବାର…
Read More...

ସଂଶୋଧିତ ମୃତ୍ୟୁଦଣ୍ଡ ଆଇନର ତ୍ରୁଟିବିଚ୍ୟୁତି

କସ୍ତୁରୀ ମହାପାତ୍ର ୨୦୧୮ ଏପ୍ରିଲରେ କେନ୍ଦ୍ରସରକାର ଆଣିଥିବା ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ସମ୍ପର୍କିତ ଅାପରାଧିକ ଆଇନ ସଂଶୋଧନ ଅଧ୍ୟାଦେଶକୁ ସର୍ବସମ୍ମତି କ୍ରମେ ବାଚନିକ ଭୋଟରେ ସଂସଦରେ ଗୃହୀତ କରେଇ…
Read More...

ମହାଭୈରବୀ ବେଶରେ ଦକ୍ଷିଣକାଳୀଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ସୁଆଣ୍ଡୋ : କାଳୀପୂଜା ଅବସରରେ ବୀରଗୋବିନ୍ଦ ପୁର ଦକ୍ଷିଣକାଳୀଙ୍କୁ ମହାଭୈରବୀ ବେଶରେ ବୁଧବାର ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ସକାଳୁ ମାଆଙ୍କର ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତ ମାନେ ଧାଡିରେ…
Read More...

ଦିଲ୍ଳୀ ସ୍ଥିତି ଉଦବେଗଜନକ

ନୂଆଦିଲ୍ଲୀ: ଦିଲ୍ଲୀ ବାୟୁମଣ୍ଡଳ ଦୀପାବଳି ପରେ ଆହୁରି ପ୍ରଦୂଷିତ ହୋଇଯାଇଛି। ଲୋକମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ସମଗ୍ର ସହର ଓ ଏହାର ଆଖପାଖ ଅଞ୍ଚଳ ଧୂଅାଁରେ ଛାଇ ଯାଇଛି। ଦିଲ୍ଲୀର ପ୍ରଦୂଷିତ…
Read More...

ଦୀପାବଳିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପଦାନ

ସୁଆଣ୍ଡୋ : ମହାକାର୍ତ୍ତିକ ମାସ ଦୀପାବଳି ଓ ପୟା ଶ୍ରାଦ୍ଧ ଅବସରରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାଖରେ ଦୀପଦାନ କରାଯାଇଛି ।  ଦୀପାବଳି ଦିନ ଦୀପଦାନ କଲେ ପିତୃପୁରୁଷଙ୍କ ଠାରୁ ଆଶିଷ ପ୍ରାପ୍ତ ହୋଇଥାଏ…
Read More...

ଡ୍ରେସ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଜଗତସିଂହପୁର : ଜଗତସିଂହପୁରରେଏକ ଡ୍ରେସ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଗୁରୁବାର ଭୋର ସମୟରେ କୁଜଙ୍ଗ ବ୍ଲକ ରାହାମା ବଜାରରେ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ତେବେ…
Read More...

ଜନାର୍ଦ୍ଦନ ରେଡ୍ଡୀ ନିରୁଦ୍ଦିଷ୍ଟ: ପୁଲିସ

ବଲାରି: ଖଣି ମାଫିଆ ତଥା ପୂର୍ବତନ ମନ୍ତ୍ରୀ ବିଜେପି ନେତା ଜି ଜନାର୍ଦ୍ଦନ ରେଡ୍ଡୀଙ୍କ ନାମରେ ଲାଞ୍ଚ ଅଭିଯୋଗ ଆସିଛି। ଏହି ମାମଲାରେ ପୁଲିସ ତାଙ୍କୁ ଖୋଜୁଥିବା ବେଳେ ସେ ନିଖୋଜ ଅଛନ୍ତି ବୋଲି ପୁଲିସ କହିଛି।…
Read More...

ନିଆରା ଢଙ୍ଗରେ ଦୀପାବଳି ପାଳନ କଲେ ଯୁବ ସମାଜସେବୀ

କଟକ : ଯୁବ ସମାଜସେବୀମାନେ ଗରିବମାନଙ୍କ ସହ ଦୀପାବଳି ପର୍ବ ପାଳନ କରିଛନ୍ତି। କଟକ ରେଳ ଷ୍ଟେସନରେ ଥିବା ଗରିବ ବ୍ୟକ୍ତିଙ୍କ ସହ ଦୀପ ଜଳାଇ ଏହି ପର୍ବ ବୁଧବାର ରାତି ୮.୩୦ଟାରେ ପାଳନ କରିଛନ୍ତି। ଯୁବପିଢିମାନେ…
Read More...

ଦୀପାବଳି ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି

ନ୍ୟୁୟର୍କ: ଦୀପାବଳି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିନନ୍ଦନ ଜଣାଇଛନ୍ତି। ପତ୍ନୀ ମେଲାନିଆଙ୍କ ସହ ଏକ ମିଳିତ ବାର୍ତ୍ତାରେ ଟ୍ରମ୍ପ କହିଛନ୍ତି ଯେ ଦୀପାବଳି ହେଉଛି ଆଲୋକର ପର୍ବ। ଅଜ୍ଞାନ ଉପରେ…
Read More...

କାଳୀ ପୂଜାର ମହତ୍ତ୍ବ ଓ ପୂଜା ବିଧି

କାଳୀ ପୂଜାର ମହତ୍ତ୍ବ : ଭାରତରେ ଯେଉଁଦିନ ଦୀପାବଳି ପର୍ବ ପାଳନ କରାଯାଏ ସେହିଦିନ ପୂର୍ବ ଭାଗରେ ବଙ୍ଗଳା, ଆସାମ, ବିହାର ଓ ଓଡିଶାରେ ଏହିଦିନ ମା’ କାଳୀଙ୍କର ବିଶେଷ ପୂଜା କରାଯାଇଥାଏ। ରାମକୃଷ୍ଣ ପରମହଂସ,…
Read More...