କେଦାରନାଥରେ ଭିଆଇପି ଦର୍ଶନ ବନ୍ଦ

ରୁଦ୍ରପ୍ରୟାଗ : ଶ୍ରଦ୍ଧାଳୁଙ୍କ ଘୋର ବିରୋଧ ଯୋଗୁଁ କେଦାରନାଥରେ ଭିଆଇପି ଦର୍ଶନକୁ ବନ୍ଦ କରିଦିଆଯାଇଛି। ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି (ବିକେଟିସି) ପକ୍ଷରୁ ରବିବାର ଏହି ଘୋଷଣା କରାଯାଇଛି। ନିଷ୍ପତ୍ତି ଅନୁସାରେ…
Read More...

ଟ୍ରକ-ଏସୟୁଭି ଧକ୍କା; ନୃତ୍ୟଶିଳ୍ପୀ କୁଇନ ହାରିସ ସମେତ ୪ କଳାକାର ମୃତ

ଯୋଧପୁର : ରାଜସ୍ଥାନ ଯୋଧପୁରରେ ରବିବାର ସକାଳେ ଏକ ଦୁର୍ଘଟଣାରେ ବିଶ୍ବ ପ୍ରସିଦ୍ଧ ଲୋକ ନୃତ୍ୟଶିଳ୍ପୀ କୁଇନ ହାରିସଙ୍କ ସମେତ ୪ କଳାକାର ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ ୫ଜଣ ଆହତ ହୋଇଛନ୍ତି। ରିପୋର୍ଟ…
Read More...

ଏସ୍‍ଏଏଫ ଯବାନଙ୍କୁ ନେଇ ଯାଉଥିବା ବସ୍‍ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, ୧୬ ଆହତ

ଭୋପାଳ : ମଧ୍ୟପ୍ରଦେଶ ବୈତୁଲ ଜିଲା ଆଶାପୁର ରାଜପଥର ମୋହଦା ନିକଟରେ ରବିବାର ଅପରାହ୍ଣରେ ଏସଏଏଫ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬…
Read More...

ଇଂଲଣ୍ଡ-ପାକିସ୍ତାନ ମୁକାବିଲା ଆଜି

ଟ୍ରେଣ୍ଟ୍‌ ବ୍ରିଜ୍ : ଚଳିତ କ୍ରିକେଟ ବିଶ୍ବକପ୍‌ରେ ସୋମବାର ଏଠାରେ ଆୟୋଜକ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲିଗ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତି ତା’ର ବିଜୟଧାରା ବଜାୟ ରଖିବାକୁ ଇଂଲଣ୍ଡ ନିଶ୍ଚୟ ଚାହିଁବ।…
Read More...

ବେଙ୍ଗାଲୁରୁରେ ୨୧ ବିଦେଶୀ ନାଗରିକ ଗିରଫ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଭିଜା ଅବଧି ସମାପ୍ତି ପରେ ବି ରହିବା ଅଭିଯୋଗରେ ରବିବାର ବିଭିନ୍ନ ଆଫ୍ରିକ୍ରିୟ ଦେଶର ୨୧ ଜଣ ନାଗରିକଙ୍କୁ ଗିରଫ କରାଯାଇଛି। ପୁଲିସ୍‍ ପକ୍ଷରୁ କୁହାଯାଇଛି ଯେ ଭିଜା ଅବଧି ଶେଷ ହେବା ପରେ…
Read More...

ମମତା ବାନାର୍ଜୀଙ୍କ ନିକଟକୁ ରାମଚରିତମାନସ ପଠାଇଲେ ବିଜେପି ନେତା, କହିଲେ ବୁଝିନପାରିଲେ ଫୋନ କରନ୍ତୁ

କଲକାତା : ପଶ୍ଚିମବଙ୍ଗରେ ‘ଜୟ ଶ୍ରୀ ରାମ’ ନାରାକୁ ନେଇ ବିବାଦ ତେଜିବାରେ ଲାଗିଛି। ଜୟ ଶ୍ରୀ ରାମ ନାରା ଲଗାଇ ଲୋକମାନେ ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀଙ୍କୁ ଚିଡ଼ାଉଛନ୍ତି। ଏପରିକି ନାରା ଲଗାଇଥିବା କେତେକ ଲୋକଙ୍କୁ…
Read More...

ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ବାରା ଆୟୋଜିତ ଇଫତାର ପାର୍ଟିରେ ଅତିଥିଙ୍କୁ ପାକିସ୍ତାନ ଅଧିକାରୀଙ୍କ ନିର୍ଯାତନା

ନୂଆଦିଲ୍ଲୀ/ଇସଲାମାବାଦ : ପାକିସ୍ତାନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଦ୍ବାରା ଆୟୋଜିତ ଇଫତାର ପାର୍ଟିକୁ ନିମନ୍ତ୍ରିତ ହୋଇଥିବା ଅତିଥିଙ୍କୁ ପାକିସ୍ତାନ ସୁରକ୍ଷାକର୍ମୀ ଓ ଅଧିକାରୀମାନେ ନିର୍ଯାତନା ଦେଇଛନ୍ତି। ପାକିସ୍ତାନ…
Read More...

ଆଇଏସ କବ୍‌ଜାରେ ଥିବା ପୁଅକୁ ଫେରାଇ ଆଣିବାକୁ କାଶ୍ମୀର ପରିବାରର ନିବେଦନ

ଶ୍ରୀନଗର : ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ୍‌)ରେ ଯୋଗ ଦେଇଥିବା ପୁଅକୁ ଫେରାଇ ଆଣିବା ଲାଗି କାଶ୍ମୀରର ଏକ ପରିବାର ପୁଲିସକୁ ନିବେଦନ କରିଛନ୍ତି। ପରିବାରର ଏହି ନିବେଦନକୁ ଜାମ୍ମୁ-କାଶ୍ମୀର ପୁଲିସ କେନ୍ଦ୍ର…
Read More...

ମହିଳାଙ୍କୁ ମେଟ୍ରୋ ଓ ବସ୍‌ରେ ମାଗଣା ଯାତ୍ରା ଲାଗି କେଜରିୱାଲଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ଆସନ୍ତାବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭୋଟରଙ୍କ ମନ ଜିଣିବାକୁ ନୂଆ ପ୍ରସ୍ତାବ ଆଗତ କରିଛନ୍ତି। ନୂଆ ପ୍ରସ୍ତାବରେ କେଜରିୱାଲ ରାଜଧାନୀ…
Read More...

ନ୍ୟାସନାଲ କନଫରେନ୍ସ ନେତାଙ୍କ ଘରକୁ ଗ୍ରେନେଡ ମାଡ଼

ଶ୍ରୀନଗର : ଜାମ୍ମୁ-କାଶ୍ମୀର ପୁଲୱାମା ଜିଲାର ନ୍ୟାସନାଲ କନଫରେନ୍ସ (ଏନସି) ନେତା ଘୁଲାମ ମହମ୍ମଦିନ ମିରଙ୍କ ଘର ଉପରକୁ ରବିବାର ଗ୍ରେନେଡ ମାଡ ହୋଇଛି। କେତେକ ଅଜଣା ଆତଙ୍କବାଦୀ ମିର୍‌ଙ୍କ ଘରକୁ ଏହି ଗ୍ରେନେଡ ମାଡ…
Read More...

ନୌସେନା ନାବିକଙ୍କୁ ହତ୍ୟା କଲେ ପତ୍ନୀ

ପାଣାଜୀ : ଭାରତୀୟ ନୌସେନାରେ କାର୍ଯ୍ୟ କରିଆସୁଥିବା ଜଣେ ନାବିକଙ୍କୁ ତାଙ୍କ ପତ୍ନୀ ହତ୍ୟା କରିଛନ୍ତି। ପୁଲିସ କହିବା ଅନୁଯାୟୀ ମୃତ ନାବିକ ହେଉଛନ୍ତି କୌଶଳେନ୍ଦ୍ର ପ୍ରତାପ ସିଂହ। ସେ ​‌ଡାବୋଲିମସ୍ଥିତ ନୌସେନାର…
Read More...

ସୋମବାର ରାଶିଫଳ

ମେଷ: ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଲାଭବାନ୍‌ ହୋଇପାରନ୍ତି। ଆଶାବାଦୀ ହେବେ। ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ଶି​‌େ​‌ଳ୍ପାଦ୍ୟୋଗୀ ହେବେ। ଚଞ୍ଚଳ ଚେଷ୍ଟିତ ହେବେ। ଦ୍ବିଜା…
Read More...

ଆଣ୍ଡି ରୁଇଜ୍‌ ବିଶ୍ବ ହେଭିୱେଟ୍‌ ଚମ୍ପିଆନ୍‌

ନ୍ୟୁୟର୍କ : ଆମେରିକାର ଆଣ୍ଡି ରୁଇଜ୍‌ ବିଶ୍ବ ହେଭିୱେଟ୍‌ ବକ୍ସିଂ ଚମ୍ପିଆନ୍ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ସ୍ଥାନୀୟ ମାଡ଼ିସନ୍‌ ସ୍କୋୟାର ଗାର୍ଡେନରେ ବିଶ୍ବ ହେଭିୱେଟ୍‌ ଟାଇଟଲ୍‌ ପାଇଁ ଆୟୋଜିତ ମ୍ୟାଚ୍‌ରେ…
Read More...

ଅଭ୍ୟାସ ସମୟରେ କୋହଲି ଆହତ

ସାଉଥହାମ୍ପଟନ୍‌ : କ୍ରିକେଟ୍‌ ବିଶ୍ବକପ୍‌ରେ ଭାଗ ନେଇଥିବା ଭାରତୀୟ ଦଳ ନିଜ ପ୍ରଥମ ମ୍ୟାଚ୍‌ରେ ଆସନ୍ତା ୫ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ତେବେ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅଭ୍ୟାସ…
Read More...

ଫ୍ରେଞ୍ଚ୍ ଓପନ୍: କୋଣ୍ଟା, ମାର୍ଟିଚ୍, ଫେଡେରର କ୍ବାର୍ଟରରେ

ପ୍ୟାରିସ୍ : ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍ ଓପନ୍‌ରେ ରବିବାର ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍‌ସରେ ୪ର୍ଥ ରାଉଣ୍ଡ ମୁକାବିଲା ଖେଳାଯାଉଛି। ଏଥିରେ ସିଡେଡ୍ ଖେଳାଳିମାନେ ବିଜୟୀ ହୋଇ…
Read More...

ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ହରାଇଲା ବାଂଲାଦେଶ

ଲଣ୍ଡନ : ଚଳିତ ବିଶ୍ବକପ୍‌ରେ ପ୍ରଥମ ବିପର୍ଯ୍ୟୟ ରବିବାର ଦେଖିବାକୁ ମିଳିଛି। ବିଶ୍ବ ମାନ୍ୟତାରେ ୩ୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାକୁ ୨୧ ରନ୍‌ରେ ପରାସ୍ତ କରିଛି ୭ମ ମାନ୍ୟତାପ୍ରାପ୍ତ ବାଂଲାଦେଶ। ଉଭୟ ବ୍ୟାଟିଂ ଓ…
Read More...

ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ଛାତ୍ରୀଙ୍କ ଆତ୍ମହତ୍ୟା

ବଡ଼ସାହି : ବଡ଼ସାହି ପଞ୍ଚାୟତ ସମିତି କଲେଜର ଛାତ୍ରୀ ତଥା ଦେଉଳିଆ ପଞ୍ଚାୟତ ବଇଁଚା ଗ୍ରାମର ବୁଲୁ ଓରଫ ହରିଶ୍ଚନ୍ଦ୍ର ମହାନ୍ତିଙ୍କ ଏକମାତ୍ର ଝିଅ ରଞ୍ଜୁ ଓରଫ ଅଭିଲିପ୍ସା ମହାନ୍ତି(୧୯)ଙ୍କ ଝୁଲନ୍ତା ମୃତ ଦେହକୁ ପୁଲିସ…
Read More...

୩ରେ +୨ ବିଜ୍ଞାନ ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ବିଜ୍ଞାନ ପରୀକ୍ଷା ଫଳ ଆସନ୍ତା ୩ ତାରିଖ(ସୋମବାର) ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ବର…
Read More...

ଦେବଦୂତ ସାଜିଲେ ଯବାନ; ଆହତଙ୍କୁ ଉଦ୍ଧାର କଲେ, ରୋଗୀଙ୍କୁ ବୋହିଲେ ୫ କିମି

ମାଲକାନଗିରି : କେବଳ ମାଓ ମୁକାବିଲା ନୁହେଁ, ଜିଲାରେ ରହିଥିବା ଯବାନମାନେ ଅସୁବିଧା ଓ ବିପଦରେ ପଡିଥିବା ସାଧାରଣ ଲୋକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇ ସେମାନଙ୍କ ଜୀବନ ରକ୍ଷା କରିବାରେ…
Read More...

ପୁଣି ବିବାଦରେ ଶିକ୍ଷା ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳି ସରକାର ପରି ଦ୍ବିତୀୟ ପାଳି ସରକାରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ (ଶିକ୍ଷା ମନ୍ତ୍ରୀ) ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଦେଖାଯାଇଛି। ମୋଦୀଙ୍କ ଦ୍ବିତୀୟ…
Read More...

ଆଫ୍‌ଗାନିସ୍ତାନକୁ ସହଜରେ ହରାଇଲା ଅଷ୍ଟ୍ରେଲିଆ

ବ୍ରିଷ୍ଟଲ : ସହଜ ବିଜୟ ସହ ଚଳିତ କ୍ରିକେଟ ବିଶ୍ବକପ୍‌ରେ ତା’ର ଅଭିଯାନ ଆରମ୍ଭ କରିଛି ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ। ଉଭୟ ବ୍ୟାଟିଂ ଓ ବୋଲିଂରେ ଚମ୍ପିଆନ୍‌ଙ୍କ ପରି ପ୍ରଦର୍ଶନ କରି ୭ ୱିକେଟରେ ଆଫ୍‌ଗାନିସ୍ତାନକୁ…
Read More...

ଦକ୍ଷିଣ ଆଫ୍ରିକା-ବାଂଲାଦେଶ ମୁକାବିଲା ଆଜି

ଲଣ୍ଡନ୍‌ : ପ୍ରଥମ ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ପରାସ୍ତ ହେବା ପରେ ଦକ୍ଷିଣ ଆଫ୍ରିକା ରବିବାର ଚଳିତ ବିଶ୍ବକପ୍‌ରେ ତା’ର ୨ୟ ମ୍ୟାଚ୍‌ ବାଂଲାଦେଶ ବିପକ୍ଷ​ରେ ଖେଳିବ। ବାଂଲାଦେଶ ଦଳ ସେପରି ଶକ୍ତିଶାଳୀ ନଥିବା ବେଳେ…
Read More...

ମୋଦୀଙ୍କୁ ଓଲିଙ୍କ ନିମନ୍ତ୍ରଣ

କାଠମାଣ୍ଡୁ : ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଓଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଦେଶ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି। କ୍ରମାଗତ ଗସ୍ତ ଦ୍ବାରା ଦ୍ବିପାକ୍ଷିକ ସମ୍ବନ୍ଧ ଅଧିକ ମଜଭୁତ ହେବ…
Read More...

ପରାଜୟ ସତ୍ତ୍ବେ ଦଳର ମନୋବଳ କମି ନାହିଁ : ଡୁପ୍ଲେସି

ଲଣ୍ଡନ : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୩୧୧ ରନ୍‌ ସଂଗ୍ରହ…
Read More...

ତିନି ସେନାମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ : ଶନିବାର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାର କିଛି ସମୟ ପରେ ରାଜନାଥ ସିଂହ ତିନି ସେନାର ମୁଖ୍ୟଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ସ୍ଥଳସେନା, ବାୟୁସେନା ଓ ନୌସେନା ପାଇଁ ଥିବା…
Read More...

ମମତାଙ୍କ ପାଖକୁ ୧୦ଲକ୍ଷ ପୋଷ୍ଟକାର୍ଡ ପଠାଇବ ବିଜେପି

ନୂଆଦିଲ୍ଲୀ : ବିଜେପି ଜୟ ଶ୍ରୀରାମ ଲେଖାଥିବା ୧୦ ଲକ୍ଷ ପୋଷ୍ଟ କାର୍ଡ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପଠାଇବା ଲାଗି ନିଷ୍ପତ୍ତି ନେଇଥିବା ଦଳର ନେତା ଅର୍ଜୁନ ସିଂହ କହିଛନ୍ତି। ସିଂହ ତୃଣମୂଳ…
Read More...

ଚିଠା ଜାତୀୟ ଶିକ୍ଷା ନୀତିରେ ତ୍ରିଭାଷା ଫର୍ମୁଲାକୁ ବିରୋଧ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଚିଠା ଜାତୀୟ ଶିକ୍ଷା ନୀତିକୁ ତାମିଲନାଡୁର ବିଭିନ୍ନ ରାଜନୈତିକ ଦଳ ବିରୋଧ କରିଛନ୍ତି। ଏହି ଚିଠା ନୀତିରେ ତ୍ରିଭାଷା ଫର୍ମଲାକୁ ଗୁରୁତ୍ବ ଦିଆଯାଇଛି। ଅର୍ଥାତ…
Read More...

ରବିବାର ରାଶିଫଳ

ମେଷ: ଭ୍ରାତୃ ବିବାଦ ସୃଷ୍ଟି ହୋଇପାରେ। ଆଳସ୍ୟ ପରାୟଣ ହୋଇପାରନ୍ତି। ସୌଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବର ଅଧିକାରୀ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ।…
Read More...

ତାତି ଆଉ ୩ ଦିନ

ନୂଆଦିଲ୍ଲୀ : ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ତାତିର ପ୍ରକୋପ ଜାରି ରହିଛି। କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ହୋଇଛି। ଶୁକ୍ରବାର ରାଜସ୍ଥାନର ଗଙ୍ଗାନଗରରେ ସର୍ବାଧିକ ୪୯.୬ ଡିଗ୍ରୀ ରେକର୍ଡ…
Read More...

ମୋଦୀଙ୍କ ଦ୍ବିତୀୟ ପାଳି ସରକାର; ୨୨ ମନ୍ତ୍ରୀଙ୍କ ବିରୋଧରେ ଅଛି ଫୌଜଦାରୀ ମାମଲା

ନୂଆଦିଲ୍ଲୀ,୧ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳି ସରକାରରେ ସାମିଲ ହୋଇଥିବା ୫୮ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୨ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ୨୨ଜଣଙ୍କ ମଧ୍ୟରୁ ୧୬ଜଣଙ୍କ ବିରୋଧରେ…
Read More...

ବିଦ୍ୟୁତ୍‍ ମରାମତି ବେଳେ ଅଘଟଣ ; ଖୁଣ୍ଟିରୁ ଖସି କର୍ମଚାରୀ ଗୁରୁତର

ପିପିଲି : ପିପିଲି ପୌରାଞ୍ଚଳରେ ବିଦ୍ୟୁତ୍‍ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଶନିବାର ଅପରାହ୍ନରେ ବିଦ୍ୟୁତ୍‍ ଖୁଣ୍ଟିରୁ ତଳକୁ ଖସି ପଡ଼ି ଜଣେ ବିଦ୍ୟୁତ୍‍ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ…
Read More...

ବେଆଇନ ନିଯୁକ୍ତିର ଗୁମର ଖୋଲିଲେ ସିଡିଏମଓ

ବଲାଙ୍ଗୀର : ବଲାଙ୍ଗୀର ଜିଲା ସ୍ୱାସ୍ଥ୍ୟ ବିଭାଗରେ ବେଆଇନ ଭାବେ ନିଯୁକ୍ତି କରାଯାଇଥିବା ଓ ବିଭିନ୍ନ ବିଭାଗୀୟ ନିଷ୍ପତ୍ତିି ଗ୍ରହଣ କରାଯାଇଥିବା ବର୍ତ୍ତମାନର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସଂଯୁକ୍ତା ସାହୁ…
Read More...

ପୁଲିସ ଜାଲରେ ଲୁଟେରା; ଟାର୍ଗେଟରେ ଥିଲା ଶୀତଲଷଷ୍ଠୀ ଯାତ୍ରା

ବଲାଙ୍ଗୀର : ଗତ ୧୯ ତାରିଖରେ ଗୋଟିଏ ଦିନରେ ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ସୁନା ଚେନ ଲୁଟ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‍ ତତ୍ପରତା ପ୍ରକାଶ କରିଥିଲା। ତଦନ୍ତ କରି ପୁଲିସ ଜଣେ ଆନ୍ତଃଜିଲା ଲୁଟେରାକୁ…
Read More...

ଚାଷୀ ପାଇଁ କାଳ ସାଜୁଛି କାଳ ବୈଶାଖି ବର୍ଷା : ମଣ୍ଡି ଓ ଖଳାରେ ଭିଜୁଛି ଧାନ

କଲମପୁର : ଜିଲା ପ୍ରଶାସନ ଓ ମିଲର୍ସଙ୍କ ମଧ୍ୟରେ ଦୀର୍ଘ ୧୫ ଦିନ ଧରି ବାଦ ବିବାଦ ପରେ ଗତ ୨୯ ତାରିଖ ଠାରୁ କଲମପୁର ଠାରେ ଧାନ ମଣ୍ଡି ଖୋଲିବା ସମବାୟ ସମିତିକୁ ସୂଚନା ଦିଆଯାଇଥିଲା। ଏହି ସୂଚନା ପାଇବା ପରେ ସମବାୟ…
Read More...

କ୍ରିକେଟ ବିଶ୍ବକପ୍-୨୦୧୯ : ଶନିବାରର ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନ ୨୦୭ରେ ଅଲଆଉଟ

ବ୍ରିଷ୍ଟଲ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବିଶ୍ୱକପ ଶନିବାରର ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆ ୨୦୭ ରନରେ ଅଟକାଇ ଦେଇଛି। ଇଂଲଣ୍ଡର ବ୍ରିଷ୍ଟଲ କଣ୍ଟ୍ରି ଗ୍ରାଉଣ୍ଡରେ ଜାରି…
Read More...

ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ କଳ୍ପନାଙ୍କ ମୃତଦେହ

ଭୁବନେଶ୍ୱର : ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ମୃତଦେହ ଆସନ୍ତାକାଲି (ରବିବାର) ଓଡିଶା ଆସିବ । ରବିବାର ସକାଳ ପ୍ରାୟ ୭ଟାରେ ଭୁବନେଶ୍ୱର ବିମାନବନ୍ଦରରେ ମୃତଦେହ ପହଞ୍ଚିବ ବୋଲି ରାଜ୍ୟ କ୍ରୀଡ଼ା ବିଭାବ ପକ୍ଷରୁ…
Read More...

କ୍ରିକେଟ ବିଶ୍ୱକପ-୨୦୯ : ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ସହଜ ବିଜୟ

କାର୍ଡିଫ : ୨୦୧୯ କ୍ରିକେଟ ବିଶ୍ବକପ୍ ଶନିବାରର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାଠାରୁ ନ୍ୟୁଜିଲାଣ୍ଡ ସହଜରେ ବିଜୟ ଲାଭ କରିଛି। ଇଂଲଣ୍ଡର କାର୍ଡିଫ ଠାରେ ନ୍ୟୁଜିଳାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ…
Read More...

ବାତ୍ୟାର ୩୦ଦିନ ପରେ ମଧ୍ୟ ଅନ୍ଧାରରେ ପିପିଲି, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ

ପିପିଲି : ସାମୁଦ୍ରିକ ବାତ୍ୟା ଫନିି’ ପରଠାରୁ ସମଗ୍ର ପିପିଲି ଅଞ୍ଚଳ ଅନ୍ଧକାର ମଧ୍ୟରେ ରହିଛି। ବାତ୍ୟାର ପ୍ରାୟ ୩୦ଦିନ ପରେ ମଧ୍ୟ ଜଣେ ମଧ୍ୟ ଉପଭୋକ୍ତାକୁ ବିଦ୍ୟୁତ୍‍ ଯୋଗାଇବାରେ ଶକ୍ତି ବିଭାଗ ସଫଳ ହୋଇନାହିଁ।…
Read More...

ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ଆଉ ୬ଦିନ ; ଦେବଦେବୀଙ୍କ ନିମନ୍ତ୍ରଣ ପାଇଁ ପୀଠରୁ ଗଡିଲା ନିମନ୍ତ୍ରଣ ରଥ

ଆରଡି : ରାଜ୍ୟର ମଣିକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ଆରଡିଧାମର ବିଜେ ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ଚଳିତମାସ ୭ରେ ବେଶ ଧୁମ୍‍ଧାମର ସହ ପାଳିତ ହେବ। ଏହି ବିବାହ ଉତ୍ସବ ଆଉମାତ୍ର ୬ଦିନ ବାକିଥିବାରୁ…
Read More...

ଦିଲ୍ଲୀରେ ପହଞ୍ଚିଲା କଳ୍ପନାଙ୍କ ମୃତଦେହ

ନୂଆଦିଲ୍ଲୀ : ଦ୍ବିତୀୟ ଥର ଏଭେରେଷ୍ଟ୍‌ ଆରୋହଣ ପରେ ଶିଖର ଦେଶରେ ପ୍ରାଣ ହରାଇଥିବା ରାଜ୍ୟର ସର୍ବପ୍ରଥମ ଏଭରେଷ୍ଟର୍‌ କଳ୍ପନା ଦାଶଙ୍କ ମୃତଦେହ ଶନିବାର ଦିଲ୍ଲୀରେ ପହଞ୍ଚିଛି। ତାଙ୍କ ମୃତଦେହକୁ କାଠମାଣ୍ଡୁର ଦିଲ୍ଲୀ…
Read More...

କ୍ରିକେଟ ବିଶ୍ୱକପ୍‍ : ଶ୍ରୀଲଙ୍କା ୧୩୬ରନରେ ଅଲଆଉଟ୍‍

କାର୍ଡିଫ : ୨୦୧୯ କ୍ରିକେଟ ବିଶ୍ବକପ୍ ରେ ଶନିବାରର ପ୍ରଥମ ମ୍ୟାଚ ଇଂଲଣ୍ଡର କାର୍ଡିଫ ଠାରେ ନ୍ୟୁଜିଳାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଛି । ନ୍ୟୁଜିଳାଣ୍ଡ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି…
Read More...

ଏସ୍-୪୦୦ ବୁଝାମଣାକୁ ନେଇ ଭାରତକୁ ଆମେରିକାର ଧମକ

ୱାଶିଂଟନ : ରୁଷ୍ ଠାରୁ ଏସ୍-୪୦୦ କ୍ଷେପଣାସ୍ତ୍ର କ୍ରୟ ପାଇଁ ଭାରତ କରିଥିବା ବୁଝାମଣାକୁ ନେଇ ଆମେରିକା ଚେତାବନୀ ଦେଇଛି। ଆମେରିକା କହିଛି ଯେ ଭାରତ ଯଦି ରୁଷ ଠାରୁ ଏହି କ୍ଷେପଣାସ୍ତ୍ର କ୍ରୟ କରେ ତେବେ ଦୁଇଦେଶର…
Read More...

ପ୍ରତିରକ୍ଷା ସଚିବଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି

ନୂଆଦିଲ୍ଲୀ : ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ରଙ୍କ କାର୍ଯ୍ୟକାଳକୁ ୩ ମାସ ବୃଦ୍ଧି କରାଯାଇଛି। ୧୯୮୨ ବ୍ୟାଚ ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ୍ ଅଫିସର ଶ୍ରୀ ମିତ୍ର ଶୁକ୍ରବାର ଅବସର ଗ୍ରହଣ କରିବାକୁ ଥିବାବେଳେ ତାଙ୍କ…
Read More...

ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମୁକାବିଲା ଆଜି

କାର୍ଡିଫ୍‌ : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ଶନିବାର ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଚଳିତ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ଦଳକୁ ଡାର୍କହର୍ସର ମାନ୍ୟତା ମିଳିଥିବାରୁ ପ୍ରଥମ…
Read More...

ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରିଟ୍‌

ବ୍ରିଷ୍ଟଲ : ଶନିବାର ଏଠାରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ବିଶ୍ବକପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚ ଖେଳାଯିବ। ଦୁଇ ଦଳର ଶକ୍ତି ଓ ସାମର୍ଥ୍ୟକୁ ତୁଳନା କଲେ ଅଷ୍ଟ୍ରେଲିଆ ନିଶ୍ଚିତଭାବେ ଫେଭରିଟ୍‌…
Read More...

ଟିମ୍‌ ଇଣ୍ଡିଆର ଜୋରଦାର ଅଭ୍ୟାସ

ସାଉଥହାମ୍ପଟନ୍‌ : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ଭାଗ ନେଇଥିବା ଭାରତୀୟ କ୍ରିକେଟ୍‌ ଦଳ (ଟିମ୍‌ ଇଣ୍ଡିଆ) ଜୋରଦାର ଅଭ୍ୟାସ ଜାରି ରଖିଛି। ଭାରତୀୟ ଦଳର ଅଧିନାୟକ ବିରାଟ​‌ କୋହଲିଙ୍କ ସମେତ…
Read More...

ସ୍ମାର୍ଟ ଫୋନରେ ପିୟୁବିଜି ଖେଳ ଖେଳି ନାବାଳକର ମୃତ୍ୟୁ

ନିମୁଚ : ମଧ୍ୟପ୍ରଦେଶର ନିମୁଚ ଜିଲାରେ ଜଣେ ନାବାଳକ ନିଜ ସ୍ମାର୍ଟ ଫୋନରେ କ୍ରମାଗତ ୬ଘଣ୍ଟା ଧରି ପିୟୁବିଜି ଖେଳ ଖେଳିବା ପରେ ହୃଦ୍‌ଘାତରେ ପ୍ରାଣ ହରାଇଛି। ମୃତ ବାଳକଟି ହେଉଛି ଫରକାନ କ୍ୟୁରେସି (୧୬)। ଫରକାନର ବାପା…
Read More...

ଶାହାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମିଳିବା ପଛର ରହସ୍ୟ

ନୂଆଦିଲ୍ଲୀ : ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳି ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ବ ମିଳିଛି। ସାଧାରଣତଃ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସରକାରର ଦ୍ବିତୀୟ କ୍ଷମତା କେନ୍ଦ୍ର…
Read More...

୪୫ ବର୍ଷର ସର୍ବୋଚ୍ଚସ୍ତରରେ ବେକାରୀ ସମସ୍ୟା

ନୂଆଦିଲ୍ଲୀ : ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପରେ ବେକାରୀ ହାର ନେଇ ଶୁକ୍ରବାର ସରକାରୀ ପରିସଂଖ୍ୟାନ ଜାରି କରାଯାଇଛି। ମନ୍ତ୍ରିମଣ୍ଡଳ ଗଠନର ଗୋଟିଏ ଦିନ ପରେ ଶ୍ରମ ମନ୍ତ୍ରାଳୟ ଏହି ତଥ୍ୟ ପ୍ରକାଶ…
Read More...

ପ୍ରଥମ ଦିନରେ ଡିଜିପିଙ୍କୁ ହଟାଇଲେ ଜଗନ ରେଡ୍ଡୀ

ଅମରାବତୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦାୟିତ୍ବ ଗ୍ରହଣର ପ୍ରଥମ ଦିନରେ ପୁଲିସ ମହାନିର୍ଦେଶକ ଆରପି ଠାକୁରଙ୍କୁ ପଦରୁ ହଟାଇଛନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବ ଟିପିଡି ସରକାର ପ୍ରତି ଠାକୁର…
Read More...

ଫ୍ରେଞ୍ଚ ଓପନ୍‌ : ପ୍ଲିସ୍କୋଭା ପରାସ୍ତ; ପ୍ରିକ୍ବାର୍ଟରରେ ଫେଡେରର

ପ୍ୟାରିସ : ଚଳିତ ସିଜିନର ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନ୍‌ର ଷଷ୍ଠ ଦିନରେ ମହିଳା ଓ ପୁରୁଷ ସିଙ୍ଗଲ୍‌ସରେ ଏକାଧିକ ବିପର୍ଯ୍ୟୟ ଘଟିଛି। ମହିଳା ସିଙ୍ଗଲ୍‌ସରେ କ୍ୟାରୋଲିନା ପ୍ଲିସ୍କୋଭା,…
Read More...

ଉତ୍ତର, ଦକ୍ଷିଣରେ ସ୍ବାଭାବିକ ଠାରୁ କମ୍ ମୌସୁମୀ ବର୍ଷା: ଆଇଏମଡି

ନୂଆଦିଲ୍ଲୀ : ଚଳିତ ବର୍ଷ ଉତ୍ତର ଓ ଦକ୍ଷିଣ ଭାରତରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ କମ୍ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର ଏହାର ପୂର୍ବାନୁମାନରେ କହିଛି। ମୌସୁମୀ ବାୟୁ ଉପରେ ଏଲନିନୋର ପ୍ରଭାବ ପଡିବ…
Read More...

କାଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ପଥର ମାଡ଼, ଉଡ଼ିଲା ପାକିସ୍ତାନ ପତାକା

ଶ୍ରୀନଗର : ଜାମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରର ପୁରୁଣା ସହର ନୌହଟାର ଶୁକ୍ରବାର ପାକିସ୍ତାନ ଓ କେତେକ ଆତଙ୍କବାଦୀ ସଂଗଠନର ପତାକା ଉଡ଼ାଯାଇଛି। ସୂଚନା ଅନୁସାରେ ନୌହଟାର ଐତିହାସିକ ଜାମିଆ ମସଜିଦ୍‍ରେ ନମାଜ ପାଠ ପରେ…
Read More...

ଶନିବାର ରାଶିଫଳ

ମେଷ: ଅତିଥି ସତ୍କାର ପାଇଁ ବ୍ୟସ୍ତ ରହିପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ନାନା ବିଭବରେ ମଣ୍ଡିତ ହେବେ। ଧର୍ମରକ୍ତ ହେବେ। କାମିନୀ-କାଞ୍ଚନ ସହ ରାଜଭୋଗ…
Read More...

କ୍ରିକେଟ ବିଶ୍ବକପ : ୱେଷ୍ଟଇଣ୍ଡିଜ ବୋଲିଂ ଆଗରେ ଧରାଶାୟୀ ହେଲା ପାକିସ୍ତାନ ବ୍ୟାଟିଂ, ପାକିସ୍ତାନ ୧୦୫ରନରେ ଅଲଆଉଟ୍

ନଟିଂହାମ୍ : ଆଇସିସି ବିଶ୍ବକପ୍-୨୦୧୯ର ଦ୍ବିତୀୟ ମ୍ୟାଚରେ ଶୁକ୍ରବାର ୱେଷ୍ଟଇଣ୍ଡିଜ ବୋଲିଂ ଆଗରେ ପାକିସ୍ତାନର ବ୍ୟାଟିଂ ବିପର୍ୟ୍ୟୟ ଘଟିଛି। ପାକିସ୍ତାନ ଦଳ ସମ୍ପୂର୍ଣ୍ଣ ୫୦ଓଭର ଖେଳିବାରେ ଅକ୍ଷମ ହୋଇଛି। ପାକିସ୍ତାନ…
Read More...

୪୮ମେଗାପିକ୍ସେଲ କ୍ୟାମେରା ଥିବା ‘ମୋଟୋ ଜେଡ଼-୪’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ବହୁଦିନର ବ୍ୟବଧାନ ପରେ ମେଟୋରୋଲା ତାର ନୂଆ ସ୍କାର୍ଟଫୋନ ମୋଟୋ ଜେଡ଼୍-୪ର ବଜାର ପ୍ରବେଶ କରିଛି। ଏହି ଫୋନକୁ ଆମେରିକା ଏବଂ କାନାଡ଼ାରେ ଲଞ୍ଚ କରାଯାଇଛି। ଖବରଅନୁସାରେ, ଖୁବ୍ ଶିଘ୍ର ଏହି ଫୋନକୁ…
Read More...

କ୍ରିକେଟ ବିଶ୍ବକପ୍-୨୦୧୯ : ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ୱେଷ୍ଟଇଣ୍ଡିଜ

ଇଂଲଣ୍ଡ : କ୍ରିକେଟ ବିଶ୍ବକପ-୨୦୧୯ର ଦ୍ବିତୀୟ ମ୍ୟାଚ ଶୁକ୍ରବାର ଇଂଲଣ୍ଡର ଟ୍ରେଣ୍ଡ୍ ବ୍ରିଜ୍ ଷ୍ଟାଡ଼ିୟମରେ ୱେଷ୍ଟ ଇଣ୍ଡିଜ୍ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ୱେଷ୍ଟ ଇଣ୍ଡିଜ୍ ପ୍ରଥମେ ଟସ୍ ଜିତି ପ୍ରଥମେ…
Read More...

ନିମନ୍ତ୍ରଣ ସତ୍ତ୍ବେ ଶପଥଗ୍ରହଣ ସମାରୋହରେ ଯୋଗ ଦେଲେନି ଏହି ବଲିଉଡ଼ ଷ୍ଟାର

ମୁମ୍ବଇ : ଲୋକସଭା ନିର୍ବାଚନରେ ପ୍ରଚଣ୍ଡଭାବେ ବିଜୟୀ ହେବାପରେ ଗୁରୁବାର ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ଶପଥଗ୍ରହଣ ସମାରୋହ ପାଇଁ ବେଶ୍ ଭବ୍ୟ ଆୟୋଜନ…
Read More...

ଶପଥଗ୍ରହଣ ଉତ୍ସବରେ ସାହାଯ୍ୟ ପାଇଁ ସ୍ମୃତି ଇରାନୀଙ୍କୁ ଟ୍ବିଟ୍ କରି ଧନ୍ୟବାଦ ଜଣାଇଲେ ଆଶା ଭୋସଲେ

ମୁମ୍ବଇ : ବଲିଉଡ଼ର ଲୋକପ୍ରିୟ କଣ୍ଠଶିଳ୍ପୀ ଆଶା ଭୋସଲେ ଗୁରୁାବର ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। ଏହା ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ତେବେ ରାତି ୯ଟାରେ…
Read More...

କ୍ରିକେଟ ବିଶ୍ପକପ୍-୨୦୧୯ : ଏବେ ଟ୍ବିଟରରେ ଦେଖିପାରିବେ ମ୍ୟାଚର ସିଧାପ୍ରସାରଣ

ନୂଆଦିଲ୍ଲୀ : ଟ୍ବିଟର କ୍ରିକେଟ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ପରେ ଏବେ କ୍ରିକେଟ୍ ବିଶ୍ବକପର ସିଧାପ୍ରସାରଣ ଆପଣ ଟ୍ବିଟରରେ ଦେଖିପାରିବେ। ଏଥିପାଇଁ…
Read More...

ପ୍ରଥମ ଥର ପାଇଁ ଭାଷ୍ୟକାର ଭାବେ ନଜର ଆସିଲେ ମାଷ୍ଟର ବ୍ଲାଷ୍ଟର

ଓଭାଲ : ଗୁରୁବାରଠାରୁ କ୍ରିକେଟ ବିଶ୍ବକପ-୨୦୧୯ର ଦ୍ବାଦଶ ସଂସ୍କରଣ ଆରମ୍ଭ ହୋଇଯାଇଛି। ବିଶ୍ବକପର ପ୍ରଥମ ମ୍ୟାଚ ଇଂଲଣ୍ଡର ଦି ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଓ ଇଲଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲେ। ଏଥିରେ ଘରୋଇ…
Read More...

ମେନକା ହେବେ କାମଚଳ ବାଚସ୍ପତି

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତ୍ରୀ ମେନକା ଗାନ୍ଧୀଙ୍କୁ ସପ୍ତଦଶ ଲୋକସଭାରେ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି। ମୋଦୀଙ୍କ ପ୍ରଥମ ସରକାରରେ ମେନକା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ…
Read More...

ଆଜି ୱେଷ୍ଟଇଣ୍ଡିଜ୍-ପାକିସ୍ତାନ ମୁକାବିଲା

ଟ୍ରେଣ୍ଟ୍ ବ୍ରିଜ୍ : ଚଳିତ ବିଶ୍ବକପ୍‌ର ୨ୟ ମ୍ୟାଚ୍‌ରେ ଶୁକ୍ରବାର ମୁକାବିଲା ହେବ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ମଧ୍ୟରେ। ୱେଷ୍ଟଇଣ୍ଡିଜ୍ ୨ ଥର ବିଶ୍ବକପ୍ ଜିତିଥିବା ବେଳେ ପାକିସ୍ତାନ ଥରେ ଏହି ଟାଇଟଲ ଜିତିପାରିଛି।…
Read More...

ଅବସରପ୍ରାପ୍ତ ଯବାନ ବିଦେଶୀ ଘୋଷିତ

ନୂଆଦିଲ୍ଲୀ : ନାଗରିକତ୍ବ ଯାଞ୍ଚ ବେଳେ ସ୍ବଚ୍ଛତା ଅବଲମ୍ବ ନିମନ୍ତେ ଯାଞ୍ଚ ପ୍ରକ୍ରିୟାରେ କୌଣସି ପ୍ରକାରର କାଣ୍ଟଛାଣ୍ଟ ନ କରିବାକୁ ସୁପ୍ରିମକୋର୍ଟ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି) କୋର୍ଡିନେଟର ପ୍ରତୀକ…
Read More...

ଚର୍ଚ୍ଚାରେ ବାଂଲାଦେଶର ସୁପର ଫ୍ୟାନ୍‌ ସୋୟାବ

ଲଣ୍ଡନ୍‌ : ଇଂଲଣ୍ଡରେ ଖେଳାଯାଉଥିବା ବିଶ୍ବକପ୍‌ରେ ଭାଗ ନେଉଥିବା ବିଭିନ୍ନ ଦଳର କ୍ରିକେଟର୍‌ଙ୍କ ମନୋବଳ ବୃଦ୍ଧି କରିବାକୁ ସୁପର ଫ୍ୟାନ୍‌ମାନେ ଅଛନ୍ତି। ସେମାନେ ଦେଶବିଦେଶ ବୁଲି ସେମାନଙ୍କ ଦଳକୁ ପ୍ରୋତ୍ସାହିତ କରି…
Read More...

ଉଦ୍‌ଘାଟନୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଇଂଲଣ୍ଡ

ଲଣ୍ଡନ୍ : ଉଭୟ ବ୍ୟାଟିଂ ଓ​‌ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଆୟୋଜକ ଇଂଲଣ୍ଡ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଜୟୀ ହୋଇଛି। ବେନ୍‌ ଷ୍ଟୋକ୍‌ସଙ୍କ ଦାୟିତ୍ବପୂର୍ଣ୍ଣ ଇନିଂସ ପରେ ଜୋଫ୍ରା ଆର୍ଚରଙ୍କ…
Read More...

ଫ୍ରେଞ୍ଚ ଓପନ୍‌: ୩ୟ ରାଉଣ୍ଡରେ ଓସାକା ଓ ଜୋକୋଭିକ୍‌

ପ୍ୟାରିସ : ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ଅର୍ଥାତ ଗୁରୁବାର ଖେଳାଯାଇଥିବା ଦ୍ବିତୀୟ ରାଉଣ୍ଡ ସିଙ୍ଗଲ୍‌ସ ଇଭେଣ୍ଟରେ ନାଓମି ଓସାକା, ବେଲିଣ୍ଡା ବେନସିକ୍‌, ନୋଭାକ୍‌ ଜୋକୋଭିକ୍‌,…
Read More...

ଇଡି ନିକଟରେ ହାଜର ହେଲେ ରବର୍ଟ

ନୂଆଦିଲ୍ଲୀ : ବେଆଇନ ଅର୍ଥ ହେରଫେର ମାମଲାକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନିକଟରେ ହାଜର ହୋଇଛନ୍ତି। ପୂର୍ବାହ୍ଣ ପ୍ରାୟ…
Read More...

ମୋଦୀଙ୍କ କ୍ୟାବିନେଟରେ ଉତ୍ତରପ୍ରଦେଶରୁ ସର୍ବାଧିକ ୮ ମନ୍ତ୍ରୀ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ଅବଧି ସରକାରରେ ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଉତ୍ତରପ୍ରଦେଶରୁ ସର୍ବାଧିକ ୮ଜଣ ସ୍ଥାନ ପାଇଛନ୍ତି। ଏହା ପଛକୁ ମଧ୍ୟପ୍ରଦେଶର ୭ଜଣ, ମହାରାଷ୍ଟ୍ରର ୬ଜଣ ଓ ବିହାରର ୫ଜଣ…
Read More...

ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବାରମୂଲା ଜିଲା ସୋପାରା ଅଞ୍ଚଳର ଡାଙ୍ଗେପୋରା ଗ୍ରାମରେ ଗୁରୁବାର ପୂର୍ବାହ୍ଣରେ ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହରାଇଛନ୍ତି। ପୁଲିସ କହିବା ଅନୁଯାୟୀ ମୃତ…
Read More...

ଶରଦ ପୱରଙ୍କୁ ଭେଟିଲେ ରାହୁଲ; କଂଗ୍ରେସ-ଏନସିପିର ମିଶ୍ରଣ ନେଇ ଆଲୋଚନା

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାରଙ୍କୁ ତାଙ୍କ ବାସଭବଦରେ ସାକ୍ଷାତ କରିଛନ୍ତି। ଲୋକସଭା ନିର୍ବାଚନରେ ଦଳର ବିପର୍ଯ୍ୟୟକୁ ନେଇ ରାହୁଲ…
Read More...

ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ : ସ୍ନାତକ ଡିଗ୍ରୀ ମେଡିକାଲରେ ନାମଲେଖା କ୍ଷେତ୍ରରେ ସାମାଜିକ କ୍ଷେତ୍ରରେ ଆର୍ଥିକ ଅନଗ୍ରସର (ଇଡବ୍ଲ୍ୟୁଏସ୍)ଙ୍କୁ ୧୦ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ ନେଇ ମହାରାଷ୍ଟ୍ର ସରକାର ଦେଇଥିବା ନିର୍ଦେଶ ଉପରେ…
Read More...

ବାଦ୍ ପଡିଲେ ସୁଷମା, ଜୁଏଲଙ୍କ ସମେତ ଅନେକ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ଇନିଂସ ସରକାରରୁ ସୁଷମା ସ୍ବରାଜଙ୍କ ସମେତ ଅନେକ ପୂର୍ବତନ ମନ୍ତ୍ରୀ ବାଦ୍ ପଡିଛନ୍ତି। ମୋଦୀଙ୍କ ପ୍ରଥମ ଇନିଂସ ସରକାରରେ ମନ୍ତ୍ରୀ ବାଦ୍ ପଡିଥିବା ନେତାମାନେ…
Read More...

ଶପଥ ବେଳେ ‘ମୁଁ’ ଉଚ୍ଚାରଣ କରିବାକୁ ଭୁଲିଗଲେ ମନ୍ତ୍ରୀ, ସଂଶୋଧନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ବେଳେ ଦୁଇଜଣ ମନ୍ତ୍ରୀ ‘ମୁଁ’ ଶବ୍ଦ ଉଚ୍ଚାରଣ କରିବାକୁ ଭୁଲି ଯାଇଥିଲେ। ଏହି ଦୁଇ ମନ୍ତ୍ରୀ ହେଲେ ମୁନସୁଖ ଲାଲ ମାଣ୍ଡଭ୍ୟ ଓ ଫଗନ ସିଂହ କୁଲସ୍ତେ।…
Read More...

କମଳନାଥ ସରକାରକୁ ସମର୍ଥନ ଜାରି ରଖିବ ବିଏସ୍‌ପି: ମାୟାବତୀ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରକୁ ବିଏସ୍‌ପି ବାହ୍ୟ ସମର୍ଥନ ଜାରି ରଖିବ ବୋଲି ଏହାର ସୁପ୍ରିମୋ ମାୟାବତୀ ସ୍ପଷ୍ଟ କରିଛନ୍ତି। ସାମ୍ପ୍ରଦାୟିକ ତଥା ଜାତିବାଦ ଶକ୍ତିଗୁଡିକୁ ପରାଜିତ…
Read More...

ସ୍ୱାସ୍ଥ୍ୟ ବିଭାଗର ଔଷଧ ବୋଝେଇ ଭ୍ୟାନ ଦୁର୍ଘଟଣାଗ୍ରସ୍ତ; ୩ ଗୁରୁତର

ନିରାକାରପୁର :  ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର -ବଡ଼ପୋଖରିଆ ଛକ ମଧ୍ୟବର୍ତ୍ତୀ ସୁନେଇ ରୁପେଇ ମନ୍ଦିର ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ସ୍ୱାସ୍ଥ୍ୟ ବିଭାଗର ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି l…
Read More...

ଡିଜିସିଏ କଟକଣା ଯୋଗୁ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ପାରିଲେନି କେସିଆର, ଜଗନ

ବିଜୟୱାଡା : ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକ (ଡିଜିସିଏ)ଙ୍କ କଟକଣା ଯୋଗୁ ଆନ୍ଧ୍ରପ୍ରଦେଶର ନବନିଯୁକ୍ତ ମୁଖ୍ୟମନ୍ତି ୱାଇ ଏସ୍‌ ଜଗନ ମୋହନ ରେଣ୍ଡୀ ଏବଂ ତେଲେଙ୍ଗାନା ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ (କେସିଆର)…
Read More...

ମୋଦୀ ସରକାର ୨.୦ରେ ୬ ମହିଳା ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପଦ ଏବଂ ଗୋପନୀୟତାର ଶପଥ ନେଇ ନିଜର ଦ୍ୱିତୀୟ ପାଳି ଆରମ୍ଭ କରିଛନ୍ତି। ୫୮ ସଦସ୍ୟ ବିଶିଷ୍ଟ ତାଙ୍କ ମନ୍ତ୍ରିମଣ୍ଡଳରେ ୬ ଜଣ ମହିଳାଙ୍କୁ ସ୍ଥାନ ମିଳିଛି।…
Read More...

ଦଳୀୟ ପଦରୁ ଇସ୍ତଫା ଦେଲେ ୧୨ କଂଗ୍ରେସ ବିଧାୟକ

ମଣିପୁର : ଲୋକସଭା ନିର୍ବାଚନ ପରେ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ଜାରି ରହିଛି। ଏହି କ୍ରମରେ ଗୁରୁବାର ମଣିପୁରର ୧୨ କଂଗ୍ରେସ ବିଧାୟକ ଦଳୀୟ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନରେ ଦଳର ପରାଜୟ ପାଇଁ ଏହି…
Read More...

ଶୁକ୍ରବାର ରାଶିଫଳ

ମେଷ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ରୁଚିପୂର୍ଣ୍ଣ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ କରିବେ। ରାଜକୃପା ପାଇ ସନ୍ତୁଷ୍ଟ ହେବେ। ଯଶସ୍ବୀ ହେବେ। ନୂଆ…
Read More...

ବିଜେପି କାର୍ଯ୍ୟାଳୟରେ ଏନ୍‌ଆର ଆଇ ସମର୍ଥକ

ନୂଆଦିଲ୍ଲୀ : ଶପଥ ଗ୍ରହଣ ସମାରୋହ ପୂର୍ବରୁ ଏକାଧିକ ଏନ୍‌ଆରଆଇ (ବିଦେଶରେ ରହୁଥିବା ଭାରତୀୟ ବଂଶୋଦଭବ) ବିଜେପିର ମୁଖ୍ୟାଳୟ ଗସ୍ତ କରିଥିଲେ। ନ୍ୟୁୟର୍କ ନିବାସୀ ଜଣେ ଏନ୍‌ଆରଆଇ କହିଛନ୍ତି, ମୋଦୀଙ୍କ ନେତୃତ୍ବରେ ଭାରତ…
Read More...

ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସେଲିବ୍ରିଟି ଅତିଥି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ବଲିଉଡ ସେଲିବ୍ରିଟିମାନେ ଅତିଥି ଭାବେ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ କରଣ ଜୋହର, ରଜନୀକାନ୍ତ, ବୋନି କପୁର ଏବଂ କଙ୍ଗନା ରନାୱତ ସାମିଲ ଥିବା…
Read More...

ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଳନ ପାଇଁ ବିଜେପି ସମର୍ଥକଙ୍କ ଚା’ ବିକ୍ରି, ଜୋତା ପଲିସ

ନୂଆଦିଲ୍ଲୀ : ଦ୍ବିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ନିଜର ସମର୍ଥନ ଜାହିର କରିବା ନିମନ୍ତେ ବିହାରର ମୁଜାଫରପୁର ନିବାସୀ ଅଶୋକ ଦିଲ୍ଲୀରେ ଚା ବିକ୍ରି…
Read More...

ଅଭୟାରଣ୍ୟରୁ ଜୀବନ୍ତ ଗୁରାଣ୍ଡି, କୁଟାରୀ ମାଂସ ଓ ୨ ଦେଶୀ ବନ୍ଧୁକ ଜବତ

ଖୁଣ୍ଟା : ଶିମିଳିପାଳ ଅଭୟାରଣ୍ୟର ବଣିଆବସା ସେକ୍ସନରୁ ବନ କର୍ମଚାରୀମାନେ ଦୁଇ ଗୋଟି ଦେଶୀ ବନ୍ଧୁକ, ଏକ ଜୀବନ୍ତ ଗୁରାଣ୍ଡି ଓ କୁଟାରି ମାଂସ ଜବତ କରିଥିବା ଜଣାପଡ଼ିଛି। ଶିକାରୀମାନେ କୁଟାରୀ ମାଂସ ଭାଗବଣ୍ଟା କରୁଥିବା…
Read More...

ଆଇସିଏସସି ବୋର୍ଡ ପରୀକ୍ଷାରେ ସର୍ବ ଭାରତୀୟସ୍ତରରେ ୧୦ମ ସ୍ଥାନରେ ବଲାଙ୍ଗୀର ଛାତ୍ର

ବଲାଙ୍ଗୀର : ବଲାଙ୍ଗୀର ଲିଟିଲ ଫ୍ଲାୱାର ସ୍କୁଲର ଛାତ୍ର ସୌମେଶ ଶୁଭମ ଷଡଙ୍ଗୀ ୨୦୧୮-୧୯ ଶିକ୍ଷା ବର୍ଷରେ ଆଇସିଏସସି ବୋର୍ଡ ପରୀକ୍ଷାରେ ୯୮ ପ୍ରତିଶତ ନମ୍ବର ରଖି ସର୍ବ ଭାରତୀୟସ୍ତରରେ ଦଶମ ସ୍ଥାନରେ ରହିଛନ୍ତି। ଏହି…
Read More...

ଠକୁଛି କୃଷି ବୀମା କମ୍ପାନୀ : ବୀମା ଟଙ୍କା ନ ପାଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ବଲାଙ୍ଗୀର : ଚାଷୀମାନଙ୍କ ପାଇଁ ଗତ କିଛି ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଏହି ବୀମା ଚାଷୀଙ୍କ ବଳ କୁହାଯାଉଥିବା ବେଳେ ବଲାଙ୍ଗୀରରେ ଏହା ଚାଷୀଙ୍କ ପାଇଁ କାଳ…
Read More...

ନାବାଳିକା ଅପହରଣ ମାମଲାରେ ସମିତି ସଭ୍ୟ ଗିରଫ

ବଲାଙ୍ଗୀର : ନାବାଳିକା ଅପହରଣ ମାମଲାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସରଗାଡ ପଞ୍ଚାୟତ ସମିତି ସଭ୍ୟ ଗିରଫ ହେବା ଘଟଣା ଆଲୋଚନାର ବିଷୟ ପାଲଟିଛି। ଗତ ନଭେମ୍ବରରୁ ଅପହରଣ ହୋଇଥିବା ସରଗାଡ ଅଞ୍ଚଳର ଏକ ନାବାଳିକାକୁ…
Read More...

ବିଶ୍ୱକପ କ୍ରିକେଟ୍‍ : ଦକ୍ଷିଣ ଆଫ୍ରିକା ପାଇଁ ୩୧୨ ରନର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ

ଓଭାଲ : କ୍ରିକେଟ୍ ବିଶ୍ବକପ-୨୦୧୯ର ପ୍ରଥମ ମୁକାବିଲା ଗୁରୁାବର ଇଂଲଣ୍ଡର ଦି ଓଭାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ବକପର ପ୍ରଥମ ମ୍ୟାଚରେ ଘରୋଇ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଏହି ମ୍ୟାଚରେ…
Read More...

ପରଲୋକରେ ହଲିଉଡ଼ କଳାକାର ‘କାର୍ମାଇନ୍‍ କାରିଡ଼ି’

ନୂଆଦିଲ୍ଲୀ : ହଲିଉଡ଼ କଳାକାର 'କାର୍ମାଇନ୍‍ କାରିଡ଼ି'ଙ୍କର ମଙ୍ଗଳବାର ଏକ ଡ଼ାକ୍ତରରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ସେ ଏକ ସପ୍ତାହ ପୂର୍ବରୁ ନିମୋନିଆରେ ପୀଡ଼ିତ ଥିଲେ।…
Read More...

ମହାକାଳପଡ଼ାରେ ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୫୦ବଖରା, ୨ଶିଶୁ ଗୁରୁତର, ୨୦ରୁ ଅଧିକ ଆହତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜାଲକଣା ଗ୍ରାମରେ ଗୁରବାର ଏକ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ୫୦ବଖରାରୁ ଊର୍ଦ୍ଧ୍ବ ଘର ଜଳି ପୋଡି ପାଉଁଶ ହୋଇଯାଇଥିଲାବେଳେ ୨ଜଣ ଶିଶୁ…
Read More...

ଆରମ୍ଭ ହେଲା କ୍ରିକେଟ୍‍ ବିଶ୍ୱକପ-୨୦୧୯ : ପ୍ରଥମ ମ୍ୟାଚ ଇଂଲଣ୍ଡ-ଦ. ଆଫ୍ରିକା, ଟସ୍‍ ଜିତି ଦ.ଆଫ୍ରିକାର ବୋଲିଂ…

ଓଭାଲ : ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି କ୍ରିକେଟ୍‍ ବିଶ୍ପକପ-୨୦୧୯। ଚଳିତ ବର୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ ଇଂଲଣ୍ଡର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଘରୋଇ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଦକ୍ଷିଣ ଆଫ୍ରିକା ଦଳ ଟସ…
Read More...

ଜମଜ ପୁତ୍ରଙ୍କୁ ଜନ୍ମ ଦେଲେ ପୁତିନଙ୍କ ପ୍ରେମିକା ଆଲିନା କାବାଏଭା

ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପ୍ରେମିକା ଭାବେ ପରିଚିତ ପୂର୍ବତନ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟନୀ ଜିମନାଷ୍ଟ ଆଲିନା କାବାଏଭା ମାତୃତ୍ବ ଲାଭ କରିଛନ୍ତି। ସେ ଜମଜ ପୁତ୍ରଙ୍କ ଜନନୀ ହୋଇଥିବା…
Read More...

ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ମହଙ୍ଗା ସ୍ଥାନ ତାଲିକାରେ ଦିଲ୍ଲୀର କନୋଟ ପ୍ଲେସ୍‍ ଚତୁର୍ଥ

ନୂଆଦିଲ୍ଲୀ : ଦିଲ୍ଲୀର ‘ଦିଲ’ କୁହାଯାଉଥିବା କନୋଟ ପ୍ଲେସ୍‍ ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳର ଚତୁର୍ଥ ମହଙ୍ଗା ବା ବ୍ୟୟବହୁଳ କାର୍ଯ୍ୟାଳୟ ସ୍ଥଳ ଭାବେ ପରିଗଣିତ ହୋଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ…
Read More...

ଜୈନ୍ୟ ସନ୍ନ୍ୟାସୀ ହେଲେ ୧୨ ବର୍ଷର ବାଳିକା

ସୁରତ : ମାତ୍ର ୧୨ବର୍ଷର ବାଳିକା ଖୁସି ଶାହା। ଗତ ଷଷ୍ଠ ଶ୍ରେଣୀ ପରୀକ୍ଷାରେ ସେ ରଖିଥିଲେ ୯୭ପ୍ରତିଶତ ନମ୍ବର। ଏହା ସତ୍ତ୍ବେ ସେ ଗତ ନଭେମ୍ବରରେ ସ୍କୁଲ ଯିବା ଛାଡ଼ି ଦେଇଥିଲେ। ଏହାର କାରଣ ସେତେବେଳେ ସ୍ପଷ୍ଟ ହୋଇ ନ…
Read More...

ଇଂଲଣ୍ଡ ଗଲେ ‘ଚାଚା କ୍ରିକେଟ୍‌’

ଲଣ୍ଡନ୍‌ : ଇଂଲଣ୍ଡରେ ​‌େ​‌ଖଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ପାକିସ୍ତାନ କ୍ରିକେଟ୍‌ ଦଳକୁ ସମର୍ଥନ ଦେବା ସହ ଖେଳାଳିଙ୍କ ମନୋବଳ ବଢ଼ାଇବା ଲକ୍ଷ୍ୟରେ ସେଠାକୁ ଯାତ୍ରା କରିଛନ୍ତି ‘ଚାଚା କ୍ରିକେଟ୍‌’ ନାମରେ…
Read More...

କ୍ରିକେଟ୍ ବିଶ୍ବକପ୍‌; ୱେଷ୍ଟଇଣ୍ଡିଜ୍‌, ନ୍ୟୁଜିଲାଣ୍ଡ ଡାର୍କ ହର୍ସ

ଲଣ୍ଡନ : ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍ ବିଶ୍ବକପ୍‌ ନିମନ୍ତେ ହାତଗଣତି ଦିନ ବାକି ରହିଥିବା ବେଳେ କେଉଁ ଦଳ ଚମ୍ପିଆନ୍‌ ହେବ ତାହାକୁ ନେଇ ଅଙ୍କକଷା ଜାରି ରହିଛି। ଆୟୋଜକ ଇଂଲଣ୍ଡ ଓ ଭାରତକୁ ବିଶ୍ବକପ୍‌…
Read More...

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ଲଢ଼େଇ ଆଜି

ଲଣ୍ଡନ୍ : ଗୁରୁବାର ୧୨ଶ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଫର୍ମ ଓ ରେକର୍ଡ ଉଭୟ ଇଂଲଣ୍ଡ ସପକ୍ଷରେ। ଅଦ୍ୟାବଧି ୪ ଥର ଇଂଲଣ୍ଡ ବିଶ୍ବକପ୍‌ ଫାଇନାଲ ଖେଳିଥିଲେ ହେଁ…
Read More...

କ୍ରିକେଟ ମହାସମର: ୧୦ ଦଳ; ୪୮ ମ୍ୟାଚ୍‌; ୧ ବିଜେତା

ଲଣ୍ଡନ୍ : ଗୁରୁବାରଠାରୁ ଆରମ୍ଭ ହେଉଛି କ୍ରିକେଟ ଦୁନିଆର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଦିନିକିଆ ବିଶ୍ବକପ୍। ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦ୍‌ଘାଟନୀ ଲଢ଼େଇ ହେବାକୁ ଯାଉଛି। ସାଢ଼େ ୬ ସପ୍ତାହ ଧରି…
Read More...

ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ; ବିଦେଶୀ ଅତିଥିଙ୍କ ଲାଗି ସ୍ବତନ୍ତ୍ର ବ୍ୟଞ୍ଜନ ‘ଡାଲ ରାଇସିନା’

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ଗୁରୁବାର ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ମୋଦୀଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୮୦୦୦ ଅତିଥି ଯୋଗଦେବେ। ବିମ୍ସଟେକ ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କ…
Read More...