www.samajalive.in
Monday, December 15, 2025
27.1 C
Bhubaneswar

ଏସ୍-୪୦୦ ବୁଝାମଣାକୁ ନେଇ ଭାରତକୁ ଆମେରିକାର ଧମକ

ୱାଶିଂଟନ : ରୁଷ୍ ଠାରୁ ଏସ୍-୪୦୦ କ୍ଷେପଣାସ୍ତ୍ର କ୍ରୟ ପାଇଁ ଭାରତ କରିଥିବା ବୁଝାମଣାକୁ ନେଇ ଆମେରିକା ଚେତାବନୀ ଦେଇଛି। ଆମେରିକା କହିଛି ଯେ ଭାରତ ଯଦି ରୁଷ ଠାରୁ ଏହି କ୍ଷେପଣାସ୍ତ୍ର କ୍ରୟ କରେ ତେବେ ଦୁଇଦେଶର ପ୍ରତିରକ୍ଷା ସମ୍ପର୍କ ତିକ୍ତ ହେବ। ଏସ୍-୪୦୦ ହେଉଛି ରୁଷ୍‌ର ସବୁଠାରୁ ଅତ୍ୟାଧୁନିକ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର। ଚୀନ ପ୍ରଥମେ ଏହି କ୍ଷେପଣାସ୍ତ୍ର ରୁଷ୍ ଠାରୁ କ୍ରୟ କରିବା ଲାଗି ବୁଝାମଣା କରିଥିଲା। ୨୦୧୮ ଅକ୍ଟୋବରରେ ଭାରତ ୫୦୦କୋଟି ଡଲାର ମୂଲ୍ୟରେ ରୁଷ ଠାରୁ ଏହି କ୍ଷେପଣାସ୍ତ୍ର କିଣିବାକୁ ବୁଝାମଣା କରିଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories