ମିଶନ ଶକ୍ତି ପରେ ଏବେ ମହାକାଶରେ ଯୁଦ୍ଧାଭ୍ୟାସ କରିବ ଭାରତ

ନୂଆଦିଲ୍ଲୀ : ଆଣ୍ଟି ସାଟେଲାଇଟ(ଏ-ସ୍ୟାଟ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଭାରତ ମହାକାଶରେ ପ୍ରଥମ ସମରାଭ୍ୟାସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଭାରତ ପକ୍ଷରୁ ନିକଟରେ ଟ୍ରାଇ-ସର୍ଭିସ ଡିଫେନ୍ସ ସ୍ପେସ୍‍…
Read More...

ପହଞ୍ଚିଲା ରଥ ଦଉଡ଼ି

ପୁରୀ : ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଆବଶ୍ୟକ ରଥ ଦଉଡି ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚିଛି। ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ୧୨ଗୋଟି ଟଣା ଦଉଡି ଏବଂ ୩ଟି ଘେର ଦଉଡି ଯୋଗାଇ ଦିଆଯାଇଛି।…
Read More...

‘ସବୁ ବିଶ୍ବବିଦ୍ୟାଳୟ ହେବ ଡିଜିଟାଲ’

ଭୁବନେଶ୍ବର : ଓଡ଼ିଶାରେ ଥିବା ସମସ୍ତ ରାଜ୍ୟ ବିଶ୍ବବିଦ୍ୟାଳୟରେ ଏକକ ଭାବେ ଡିଜିଟାଲ୍‌ କରାଯିବ। ଛାତ୍ରଛାତ୍ରୀ ନାମଲେଖା, ଦେୟପୈଠ ଓ ଚାକିରି ସଂକ୍ରାନ୍ତରେ ସମସ୍ତ ତଥ୍ୟ ଅନ୍‌ଲାଇନ୍‌ରେ ପାଇପାରିବେ। ଏଥିପାଇଁ ପ୍ରାୟ…
Read More...

୯ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ବର : କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୯ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଜୁନ ୧୧ତାରିଖରେ ଶ୍ରୀ…
Read More...

ସମ୍ବଲପୁର ଶୀତଳ ଷଷ୍ଠୀ : ଶିବ ବିବାହ ସଂପନ୍ନ

ସମ୍ବଲପୁର : ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀର ସବୁଠୁ ମହନୀୟ ଅଧ୍ୟାୟ- ଶିବ-ପାର୍ବତୀଙ୍କ ବିବାହ ଶୁକ୍ରବାର ବିଳମ୍ବିତ ରାତିରେ ସଂପନ୍ନ ହୋଇଛି। ଜ୍ୟେଷ୍ଠ ଶୁକ୍ଲପକ୍ଷ ଷଷ୍ଠୀ ଲଗ୍ନରେ ମଙ୍ଗଳବାର ବ୍ରାହ୍ମ ମୁହୂର୍ତ୍ତରେ…
Read More...

ପିଏମ୍‌ କିଷାନ୍ ଯୋଜନାର ୨ୟ ପର୍ଯ୍ୟାୟ ତାଲିକା ପ୍ରସ୍ତୁତି; ବାଦ୍‌ ପଡ଼ିବେ ରାଜନେତା, ଚାକିରିଆ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯିବ। ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକଙ୍କୁ ବାଛି ବାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି।…
Read More...

ଗୋପାଳସ୍ବାମୀ ବିସିସିଆଇର ନିର୍ବାଚନ ଅଧିକାରୀ ନିଯୁକ୍ତ

ମୁମ୍ବଇ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏନ୍‌. ଗୋପାଳସ୍ବାମୀ ଆସନ୍ତା ବିସିସିଆଇ ନିର୍ବାଚନ ଲାଗି ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ବିସିସିଆଇର ସାଧାରଣ ପରିଷଦ ବୈଠକ ସହ କର୍ମକର୍ତ୍ତା ନିର୍ବାଚନ…
Read More...

ଏଫଆଇଏଚ୍‍ ହକି ସିରିଜ୍‍ ଫାଇନାଲସ୍‍: ମନପ୍ରୀତ୍‍ଙ୍କ ଡବଲ୍‌ ଗୋଲ୍‌, ୨ୟ ବିଜୟ ସହ ପୁଲ୍‌ ଶୀର୍ଷରେ ଭାରତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫ୍‍ଆଇଏଚ୍‍ ହକି ସିରିଜ୍‍ ଫାଇନାଲସ୍‍ରେ ଭାରତ କ୍ରମାଗତ ୨ୟ ବିଜୟ ସହ ପୁଲ ଶୀର୍ଷକୁ ଉନ୍ନୀତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଖେଳା ଯାଇଥିବା ପୁଲ୍‌ ‘ଏ’​‌ର ୪ର୍ଥ ଲିଗ୍‍…
Read More...

ଈଶାନ୍-ଜାହ୍ନବୀ ଏଥର ଲୋକଙ୍କୁ ଠକିବେ!

ମୁମ୍ବଇ : ୨୦୧୮ରେ କରନ୍ ଜୋହର୍ ପ୍ରଯୋଜିତ ‘ଧଡ଼କ’ ଚଳଚ୍ଚିତ୍ରରେ ଈଶାନ୍ ଖଟ୍ଟର ଓ ଜାହ୍ନବୀ କପୁର କ୍ୟାରିୟର ଆରମ୍ଭ କରିଥିଲେ। ଚଳଚ୍ଚିତ୍ରଟି ସୁପରହିଟ୍ ହେବା ସହ ଦର୍ଶକ ମହଲରେ ଦୁଇଜଣଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ…
Read More...

ବିଶ୍ବକପ୍‌ରୁ ସେହ୍‌ଜାଦ୍‌ ବାଦ୍‌

ଲଣ୍ଡନ୍‌ : ଆଫଗାନିସ୍ତାନର ଓପନର୍‌ ମହମ୍ମଦ ସେହ୍‌ଜାଦ୍‌ ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଛନ୍ତି। ସେହ୍‌ଜାଦ୍‌ଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଛନ୍ତି।…
Read More...

ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ

ବ୍ରିଷ୍ଟଲ : ଚଳିତ କ୍ରିକେଟ ବିଶ୍ବକପ୍‌ରେ ଶୁକ୍ରବାର ୯ମ ଦିନରେ ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଏଠାରେ ଦୁଇ ଏସୀୟ ଦେଶ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୧୧ଶ ମ୍ୟାଚ୍ ବର୍ଷା ଯୋଗୁଁ…
Read More...

ଶନିବାର ରାଶିଫଳ

ମେଷ: ତୃପ୍ତିକର ଭୋଜନରେ ଆପ୍ୟାୟିତ ହେବେ। କଳହଠାରୁ ଦୂରେଇ ରହିବାକୁ ଚେଷ୍ଟ କରିପାରନ୍ତି। ବିଭିନ୍ନ ସ୍ତରରୁ ସାହାଯ୍ୟ ପାଇ ଆୟ ବୃଦ୍ଧି କରିବେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ। କୃଷି କର୍ମକାରୀ ହେବେ। ଯାନବାହନ ସୁଖ…
Read More...

ଧନୁତୀର ମାଡ଼ରେ ବୃଦ୍ଧ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲା ପାଳଲହଡା ବ୍ଲକ ଅନ୍ତର୍ଗତ ଝାରବେଡା ପଞ୍ଚାୟତର କଦଳୀ ବାରୀ ଅଞ୍ଚଳରେ ଧନୁତୀର ମାଡରେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ପାଳଲହଡା ଡାକ୍ତରଖାନାରେ…
Read More...

ବଜ୍ରପାତରେ ୬ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଞ୍ଚଳରେ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ ୪ଟାରୁ କାଳ ବୈଶାଖୀ ହୋଇଥିଲା । ଏହି ସମୟରେ ଲଖନପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ…
Read More...

ଦିଲ୍ଳୀରେ ଆୟୁଷ୍ମାନ ଯୋଜନା ଲାଗୁ ହେବ ନାହିଁ : କେଜରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ‘ଆୟୁଷ୍ମାନ’ଠାରୁ ବହୁ ଭଲ ଯୋଜନା ରହିଛି ତେଣୁ ଏଠାରେ ଏହି ଯୋଜନା ଲାଗୁ କରିବାର ଆବଶ୍ୟକତା ନାହିଁ ବୋଲି ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ…
Read More...

ଝାଡ଼ଖଣ୍ଡରେ ଅନାହାର ମୃତ୍ୟୁ ଅଭିଯୋଗ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଲାତେହାର ଅଞ୍ଚଳରେ ଶୁକ୍ରବାର ଦିନ ଅନାହାରରେ ଜଣେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବୈଷୟିକ ତ୍ରୁଟି ଯୋଗୁଁ ସେ କେତେମାସ ହେବ ପିଡିଏସ୍‍ ରାସନ ସାମଗ୍ରୀ ପାଇନଥିଲେ।…
Read More...

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଦାବି ରଖିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅସଲମ ଶେର ଖାନ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ହକିରେ ଅଲମ୍ପିକ ପଦକ ବିଜେତା ଅସଲମ ଶେର ଖାନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିଜ ଦାବି ଉପସ୍ଥାପନ କରିଛନ୍ତି।…
Read More...

ଅଯୋଧ୍ୟାରେ ପଭୁ ଶ୍ରୀରାମଙ୍କ ପ୍ରତିମାର ଅନାବରଣ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟାର ଗବେଷଣା କେନ୍ଦ୍ରରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମାର ଅନାବଣ କରିଛନ୍ତି। ଏହାସହ ଯୋଗୀ…
Read More...

ନିତି ଆୟୋଗ ବୈଠକରେ ଯୋଗଦେବେନି ମମତା, ମୋଦୀଙ୍କୁ ଲେଖିଲେ ଚିଠି

କଲକାତା : ଜାତୀୟ ରାଜଧାନୀ ଦିଲ୍ଲୀରେ ଜୁନ୍‍ ୧୫ରେ ହେବାକୁ ଥିବା ନିତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେନାହିଁ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମମତା…
Read More...

ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାଇ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍‍ ଶୁକ୍ରବାର ସକାଳେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାଇ ସଲମାନ ଓରଫ ମୁନ୍ନା ଏବଂ ନଜିମଙ୍କୁ ଗିରଫ କରିଛି। ଦିଲ୍ଲୀର ନୂଆ ସଲିମପୁର ଅଞ୍ଚଳରେ ଦୁଇ ଗ୍ୟାଙ୍ଗଷ୍ଟର ଭାଇ ଲୁଚି ରହିଥିବା ପୁଲିସ୍‍କୁ…
Read More...

ଭୁଟାନ ଗସ୍ତରେ ବିଦେଶ ମନ୍ତ୍ରୀ ଏସ୍‍ ଜୟଶଙ୍କର

ଥିମ୍ପୁ : ବିଦେଶ ମନ୍ତ୍ରୀ ଡ. ଏସ୍‍ ଜୟଶଙ୍କର ଶୁକ୍ରବାର ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ। ଏହି ଗସ୍ତରେ ସେ ନିଜ ଭୁଟାନ ପ୍ରତିପକ୍ଷଙ୍କ ସହ…
Read More...

ଉତ୍ତରପ୍ରଦେଶରେ ଝଡ଼ତୋଫାନ; ୧୮ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଗୁରୁବାର ରାତିରେ ଝଡ଼ତୋଫାନ ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଝଡ଼ତୋଫାନ ବେଳେ ବଜ୍ରପାତ ଯୋଗୁଁ କେତେକ ସ୍ଥାନରେ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି।…
Read More...

ଶିକ୍ଷା ସହ ଦୀକ୍ଷା ଲୋଡ଼ା: ରାଜ୍ୟପାଳ

କଟକ : ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ। ସେମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଗୁଣ ବିକଶିତ କରିବାକୁ ହେବ। ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଆତ୍ମବିକାଶ ସମ୍ପର୍କରେ ଅତୁଲ୍ୟ ଶିଶୁମାନଙ୍କୁ ଯୋଡ଼ିବାକୁ…
Read More...

‘ସ୍ବଚ୍ଛ ଭାରତ ଅଭିଯାନ’କୁ ୟୁନିସେଫର ପ୍ରଶଂସା ; କମିଛି ଭୂତଳ ଜଳ ପ୍ରଦୂଷଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହଦାକାଂକ୍ଷୀ ଯୋଜନା ‘ସ୍ବଚ୍ଛ ଭାରତ ଅଭିଯାନ’ କାରଣରୁ ଭାରତର ବହୁ ଗ୍ରାମରେ ଭୂତଳ ଜଳରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି। ଯୋଜନାଟି ଏହାର ଲକ୍ଷ୍ୟ ପଥରେ ଆଗେଇ…
Read More...

ପାକିସ୍ତାନ-ଶ୍ରୀଲଙ୍କା ମୁକାବିଲା ଆଜି

ଲଣ୍ଡନ : ଚଳିତ ବିଶ୍ବକପ୍‌ରେ ଶୁକ୍ରବାର ଦୁଇ ଏସୀୟ ଦେଶ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ହେଁ ୨ୟ ମ୍ୟାଚ୍‌​ ଜିତି ବିଜୟଧାରାକୁ ଫେରିଛନ୍ତି।…
Read More...

ପ୍ରଶାନ୍ତି ଏକ୍ସପ୍ରେସ୍‌ ଉପରେ ଛିଡ଼ିଲା ବିଦ୍ୟୁତ ତାର ; ପ୍ରାଣ ବିକଳରେ ଡେଇଁଲେ ଯାତ୍ରୀ

ଭୁବନେଶ୍ୱର : ଚାରିଆଡ଼େ ରାତିର ଅନ୍ଧକାର। ବର୍ଷା ହେଉଛି। ତଥାପି ତା ଭିତରେ ପ୍ରାଣ ବିକଳରେ ଯିଏ ଜୁଆଡ଼େ ପାରିଲା ପିଲା ଛୁଆଙ୍କୁ ଧରି ଦୌଡ଼ିଲେ। କାରଣ ଟ୍ରେନ୍‌ର ମଝା ମଝିରେ ଖସି ପଡ଼ିଥିଲା ବିଦ୍ୟୁତ ତାର ଆଉ ହୁତୁ…
Read More...

ରୁଷିଆକୁ ୧୦-୦ରେ ହରାଇଲା ଭାରତ; ଗୋଲ୍‌ ଦେଲେ ଅମିତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫ୍‍ଆଇଏଚ୍‍ ହକି ସିରିଜ୍‍ ଫାଇନାଲସ୍‍ରେ ଭାରତ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ସନ୍ଧ୍ୟାରେ ପୁଲ୍‌ ‘ଏ’ର ମ୍ୟାଚ୍‌ରେ ଭାରତ ୧୦-୦ ଗୋଲରେ ରୁଷିଆକୁ…
Read More...

ଭୂମିଙ୍କୁ ସୁଯୋଗ

ମୁମ୍ବଇ : ଅଭିନେତ୍ରୀ ଭୂମି ପେଦନକର୍‌ଙ୍କ ମତରେ ବଲିଉଡ ପ୍ରତିଯୋଗିତାରେ ସାମିଲ ହେବା ତାଙ୍କ ଲକ୍ଷ୍ୟ ନୁହେଁ। ବରଂ ଦମ୍‌ଦାର୍‌ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରହିବା ତାଙ୍କର ଇଚ୍ଛା। ନିକଟରେ ତାଙ୍କ ଅଭିନୀତ…
Read More...

ଷ୍ଟାର୍କ ଓ ନାଇଲ୍‌ ହିରୋ; ଇଣ୍ଡିଜ୍‌କୁ ହରାଇଲା ଅଷ୍ଟ୍ରେଲିଆ

ଟ୍ରେଣ୍ଟ ବ୍ରିଜ୍ : ଚଳିତ ବିଶ୍ବକପ୍‌ରେ ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ହାସଲ କରିଛି ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ। ତେବେ ଏକଦା ଅଷ୍ଟ୍ରେଲିଆ ୩୮ ରନ୍‌ରେ ୪ଟି ଏବଂ ୭୯ ରନ୍‌ରେ ୫ଟି ୱିକେଟ ହରାଇବା ପରେ…
Read More...

ଶୁକ୍ରବାର ରାଶିଫଳ

ମେଷ: ବ୍ୟବସାୟକୁ ବଢ଼ାଇବା ପାଇଁ ଅଧିକ ଅର୍ଥ ବିନିଯୋଗ କରିବେ। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁଖ ମିଳିବ। ମହାନ୍‍ ବ୍ୟକ୍ତିତ୍ୱର ପରିଚୟ ଦେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମ ଉପରେ ଗୁରୁତ୍ୱ…
Read More...

ଧୋନିଙ୍କ ଗ୍ଲୋଭ୍‌ସରୁ ବଳିଦାନ ବ୍ୟାଜ୍ କାଢ଼ିବାକୁ ଆଇସିସିର ଅନୁରୋଧ

ସାଉଥାମ୍ପଟନ୍ : ବିଶ୍ବକପ୍‌ରେ ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଖେଳିଥିବା ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟ ରକ୍ଷଣ ଗ୍ଲୋଭ୍‌ସରେ ଏକ ସ୍ବତନ୍ତ୍ର ସଙ୍କେତ ଦେଖିବାକୁ ମିଳିଥିଲା। ପ୍ରକୃତରେ ଏହା…
Read More...

ଜଗନ ମୋହନ ରେଡ୍ଡୀଙ୍କ ପରେ ମମତା ବାନାର୍ଜୀଙ୍କ ପାଇଁ କାମ କରିବେ ପ୍ରଶାନ୍ତ କିଶୋର!

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‍ସି) ନେତ୍ରୀ ମମତା ବାନାର୍ଜୀ ଗୁରୁବାର ନିର୍ବାଚନୀ ରଣନୀତିକାର ଏବଂ ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି।…
Read More...

ଜୁଲାଇ ୩୦ରେ ଅବସର ନେବେ ଅଜିମ ପ୍ରେମଜୀ, ପୁଅ ରାଶିଦ ହେବେ ୱିପ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ: ୱିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀ (୭୩) ଗୁରୁବାର ନିଜ ଅବସରର ଘୋଷଣା କରିଛନ୍ତି। ୱିପ୍ରୋ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୩୦ରେ ଅଜିମ ପ୍ରେମଜୀ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଅବସର ନେବେ। ତେବେ ସେ…
Read More...

ଏସ୍‍ସିଓ ଶିଖର ସମ୍ମିଳନୀରେ ଇମ୍ରାନଙ୍କୁ ଭେଟିବେନି ମୋଦୀ : ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଜୁନ୍‍ ୧୩ ଓ ୧୪ରେ କିର୍ଗିଜସ୍ତାନ ରାଜଧାନୀ ବିଶକେକରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‍ସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପ୍ରତିପକ୍ଷ ପାକିସ୍ତାନ…
Read More...

ଲୋକସଭା ନିର୍ବାଚନ ପରାଜୟର ସମୀକ୍ଷା କରିବେ ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ନୌ : କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍ଗା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶରେ ଦଳକୁ ଲୋକସଭା ନିର୍ବାଚନରେ ମିଳିଥିବା ବଡ଼ ପରାଜୟର ସମୀକ୍ଷା କରିବେ ବୋଲି ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି। ସୂଚନା ଅନୁସାରେ…
Read More...

ବଙ୍ଗାଳୀଙ୍କୁ ନେଇ ମେଘାଳୟ ରାଜ୍ୟପାଳଙ୍କ ବିବାଦୀୟ ବୟାନ

ମେଘାଳୟ : ବଙ୍ଗାଳୀ ଭାଷାଭାଷୀ ଲୋକଙ୍କୁ ନେଇ ମେଘାଳୟ ରାଜ୍ୟପାଳ ତଥାଗତ ରାୟ ବିବାଦୀୟ ବୟାନ ଦେଇଛନ୍ତି। ଏହାକୁ ନେଇ ପଶ୍ଚିମବଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତଥାଗତ ରାୟ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ…
Read More...

ଦଳ ଛାଡ଼ିବେ ତେଲଙ୍ଗାନା କଂଗ୍ରେସର ୧୨ ବିଧାୟକ

ହାଇଦରାବାଦ : ଲୋକସଭା ନିର୍ବାଚନର ଶୋଚନୀୟ ପରାଜୟ ଗ୍ଲାନିରୁ ବାହାରି ପାରିନଥିବା କଂଗ୍ରେସକୁ ତେଲଙ୍ଗାନାରୁ ବଡ଼ ଝଟକା ଲାଗିଛି। ତେଲଙ୍ଗାନା କଂଗ୍ରେସର ୧୮ ବିଧାୟକଙ୍କ ମଧ୍ୟରୁ ୧୨ଜଣ ଦଳ ଛାଡ଼ିବାକୁ ବିଧାନସଭାରେ ଆବେଦନ…
Read More...

୪୮ ଘଣ୍ଟା ଭିତରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ ୮ (ଶନିବାର) କେରଳ ଛୁଇଁବ ବୋଲି ଭାରତୀୟ ପାଣପାଗ ବିଭାଗ (ଆଇଏମଡି) ଗୁରୁବାର ପୂର୍ବାନୁମାନ କରିଛି। ଅର୍ଥାତ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବ। ଏହା…
Read More...

ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡର ଉତ୍କଣ୍ଠାପୂର୍ଣ୍ଣ ବିଜୟ

ଲଣ୍ଡନ : ଚଳିତ ବିଶ୍ବକପ୍‌ରେ ଅଦ୍ୟାବଧି ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ବୁଧବାର ଦେଖିବାକୁ ମିଳିଛି। ଏହି ମ୍ୟାଚ୍‌ରେ ୨ ୱିକେଟରେ ବାଂଲାଦେଶକୁ ପରାସ୍ତକରି ନ୍ୟୁଜିଲାଣ୍ଡ କ୍ରମାଗତ ୨ୟ ବିଜୟ ହାସଲ କରିଛି। ଏହି…
Read More...

ଭୁବନେଶ୍ୱରକୁ ଉଡ଼ିଲା ଏଲାୟନ୍ସ ଏୟାର ବିମାନ

ଝାରସୁଗୁଡ଼ା : ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲାୟନ୍ସ ଏୟାର ତାର ବିମାନ ସେବା ଆରମ୍ଭ କରିଛି। ପ୍ରଥମ ଦିନରେ ଭୁବନେଶ୍ୱରରୁ…
Read More...

ଆଜିଠାରୁ +୨ ନାମଲେଖା ଆବେଦନ

ଭୁବନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷ +୨ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହେବ। ରାଜ୍ୟରେ ଥିବା ୧୬ଶହରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ କନିଷ୍ଠ ମହାବିଦ୍ୟାଳୟ)ସେଲ୍ଫ ଫାଇନାନ୍‌ସିଂ କଲେଜ, ଉପଶାସ୍ତ୍ର…
Read More...

ସୁନ୍ଦରଗଡ଼ ଜିଲାରେ ବନ୍ଦ ହେବ ୪୪ ବିଦ୍ୟାଳୟ !

ସୁନ୍ଦରଗଡ଼ : ୧୭ବର୍ଷ ପୂର୍ବେ ବିଦ୍ୟାଳୟରେ ନାମ ଲେଖାଇ ନଥିବା ୬ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇ ପ୍ରାଥମିକ ଶିକ୍ଷା ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ହଜାର ହଜାର ନିଶ୍ଚିତ…
Read More...

ଫଣିଠୁ ବଳିଗଲା କାଳବୈଶାଖୀ ଦୁଃଖ ; ପୁରୀ ଅନ୍ଧାର, ଭାଙ୍ଗିଲା ବିଜୁଳି ଖୁଣ୍ଟ ଓ ପାଚେରି, ଉଡ଼ିଗଲା ଚାଳଛପର

ପୁରୀ : ସାମୁଦ୍ରିକ ବାତ୍ୟା ଫଣିଠାରୁ ବଳିଯାଇଛି କାଳବୈଶାଖୀ ଦୁଃଖ। ବୁଧବାର ବର୍ଷା ଓ ପବନରେ ପୁଣି ଥରେ ଅନ୍ଧାର ହୋଇଛି ପୁରୀ ସହର। କେତେକ ସ୍ଥାନରେ ବିଜୁଳି ଖୁଣ୍ଟ ଭାଙ୍ଗି ପଡ଼ିଛି। ଶତାଧିକ ଘର ଉପରୁ ଚାଳ ଛପର ଓ…
Read More...

ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀଙ୍କ ପରଲୋକ

ଡେରାଡୁନ : ବିଜେପି ନେତା ତଥା ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରକାଶ ପନ୍ଥଙ୍କର ବୁଧବାର ପରଲୋକ ହୋଇଛି। ଫୁସଫୁସ ସଂକ୍ରମଣ କାରଣରୁ ସେ ଆମେରିକାରରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ…
Read More...

ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ୍ ମୁକାବିଲା ଆଜି

ଟ୍ରେଣ୍ଟ୍‌ବ୍ରିଜ୍ : ଚଳିତ ବିଶ୍ବକପ୍‌ରେ ଗୁରୁବାର ଦୁଇ ପୂର୍ବତନ ଚମ୍ପିଆନ୍ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ସାରିଛନ୍ତି। ତେଣୁ କ୍ରମାଗତ ୨ୟ…
Read More...

ଜୁଲାଇ ୫ରୁ ଓସିଏସ୍ ମେନ୍‌

କଟକ(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସେସ୍ ମୁଖ୍ୟ ପରୀକ୍ଷା-୨୦୧୮ ଆସନ୍ତା ଜୁଲାଇ ୫ରୁ ୨୯ତାରିଖ ପର୍ଯ୍ୟନ୍ତ ହେବ। ଏଥିପାଇଁ ଓଡ଼ିଶା ଲୋକ ସେବା ଆୟୋଗଙ୍କ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ସମୁଦାୟ ୨୧୮ ପଦବୀ ପୂରଣ…
Read More...

ଦ୍ବନ୍ଦ୍ବରେ ହ୍ରିତିକ୍

ମୁମ୍ବଇ : ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସୁପର-୩୦’ର ଟ୍ରେଲର୍ ଇତିମଧ୍ୟରେ ମୁକ୍ତିଲାଭ କରିଛି। ପ୍ରଶଂସକ ମହଲ ଏଥିରେ ହ୍ରିତିକ୍‌ଙ୍କ ଦମଦାର ଅଭିନୟର ଝଲକ୍‌ ଦେଖିଥିବାବେଳେ ସମୀକ୍ଷକ ମହଲ ମଧ୍ୟ ପ୍ରଶଂସା କରିଛନ୍ତି।…
Read More...

ଭାରତର ବିଜୟ ଅଭିଯାନ ଆରମ୍ଭ ; ଚହଲଙ୍କ ୪ ୱିକେଟ ପରେ ରୋହିତଙ୍କ ଶତକ

ସାଉଥାମ୍ପ୍‌ଟନ : ଚଳିତ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରୁ ହିଁ ଭାରତୀୟ ବୋଲର ସେମାନଙ୍କ ଯାଦୁ ଦେଖାଇଛନ୍ତି। ରୋହିତ ଶର୍ମା ମଧ୍ୟ ଶତକ ମାରିଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମ୍‌ଦାର ବିଜୟ ସହ ଭାରତ ବିଶ୍ବକପ୍…
Read More...

ମେଙ୍ଗୋ ମ୍ୟାନ ଭାସ୍କର ବେହେରା, ବିଦେଶକୁ ରପ୍ତାନି ହେଉଛି ମାଲକାନଗିରି ଆମ୍ବ

ମାଲକାନଗିରି : ଦିନ ଥିଲା ଅଭାବି ଆମ୍ବ ବିକ୍ରି ହେଉଥିବା ବେଳେ ମାଓ ପ୍ରବଣ ମାଲକାନଗିରି ଜଲାରେ କୋୟା ଆଦିବାସୀମାନେ ଆମ୍ବ ଫସଲ କରି ସ୍ୱାଭିମାନ ହେବା ସହ ଲକ୍ଷ ଲକ୍ଷ ଟଙ୍କା ବାର୍ଷିକ ଉପାର୍ଜନ କରୁଛନ୍ତି ଏବଂ ଏଥିରେ…
Read More...

ସବୁଜ ବାହିନୀ ଓ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ଜଲା ବନ ବିଭାଗ ପକ୍ଷରୁ ଓ ସବୁଜ ବାହିନୀ ପକ୍ଷରୁ ପୃଥକ ପୃଥକ ଭାବେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ମାଲକାନଗିରି ଜଲା ବନଖଣ୍ଡୀୟ ଅଧିକାରୀ ଦେବଦାସ ମିରାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ…
Read More...

ଗୁରୁବାର ରାଶିଫଳ

ମେଷ: ଧୈର୍ଯ୍ୟ ରଖି ନ ପାରିଲେ କ୍ଷତି ସହି ପାରନ୍ତି। ସମ୍ମାନିତ ହେବା ଆଶାକରାଯାଏ। ବିଭିନ୍ନ ସ୍ତରରୁ ସାହଯ୍ୟ ପାଇ ଆର୍ଥିକ ସ୍ଥିତିକୁ ଅଧିକ ଉନ୍ନତି କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଜନ ସମର୍ଥନ ମିଳିବ।…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆୟୁଷ୍ମାନ ଭାରତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ; ମିଶିବ ବିଜୁ ସ୍ବାସ୍ଥ୍ୟ-ଆୟୁଷ୍ମାନ…

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଇନ୍ଦୁ ଭୂଷଣ ଓ ତାଙ୍କର ୫ଜଣିଆ ଟିମ୍ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଦେଶରେ ୨୬ଟି…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର : ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟ ନେଇ ସାଂସଦ ଅପରାଜିତା ଷଢ଼ଙ୍ଗୀ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ଶ୍ରୀମତୀ ଷଢ଼ଙ୍ଗୀ…
Read More...

ଆଜି ପ୍ରକାଶ ପାଇବ ‘ନିଟ୍‌’ ପରୀକ୍ଷା ଫଳ

ଭୁବନେଶ୍ବର : ‘ନ୍ୟାସ୍‌ନାଲ ଟେଷ୍ଟିଙ୍ଗ ଏଜେନ୍ସି’ (ଏନ୍‌ଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ)-୨୦୧୯ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍‌…
Read More...

ଜ୍ୟୋତିଷଙ୍କ ଭବିଷ୍ୟବାଣୀ : ଭାରତ ହେବ ବିଶ୍ବକପ୍‌ ଚମ୍ପିଆନ୍

ନାଗପୁର : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ ଟାଇଟଲ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ହାସଲ କରିବ ବୋଲି ଭବିଷ୍ୟବାଣୀ କରିଛନ୍ତି ନାଗପୁରର ଖ୍ୟାତନାମା ଜ୍ୟୋତିଷ ନରେନ୍ଦ୍ର ବୁନ୍ଦେ।…
Read More...

ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା ଆଜି

ସାଉଥାମ୍ପ୍‌ଟନ : ଚଳିତ ବିଶ୍ବକପ୍‌ରେ ଅନ୍ୟ ୯ଟି ପ୍ରତିଯୋଗୀ ଦଳ ମ୍ୟାଚ୍ ଖେଳି ସାରିଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟର ୭ମ ଦିନରେ ପ୍ରଥମେ ପଡ଼ିଆକୁ ଓହ୍ଲାଇବ। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତା’ର ପ୍ରଥମ…
Read More...

ବାଂଲାଦେଶ-ନ୍ୟୁଜିଲାଣ୍ଡ ମୁକାବିଲା ଆଜି

ଲଣ୍ଡନ : କ୍ରିକେଟ୍‌ ବିଶ୍ବକପ୍‌ରେ ବୁଧବାର ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶ ଦଳର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବ। ଉଭୟ ଦଳ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ଏହି ମ୍ୟାଚ୍‌ ବେଶ୍‌…
Read More...

ପରେରାଙ୍କ ୭୮; ଆଫ୍‌ଗାନିସ୍ତାନକୁ ହରାଇଲା ଶ୍ରୀଲଙ୍କା

କାର୍ଡିଫ୍ : ଚଳିତ ବିଶ୍କପ୍‌ରେ ମଙ୍ଗଳବାର ପ୍ରଥମଥର ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ତଥାପି ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରି ଶ୍ରୀଲଙ୍କା ଡକ୍‌ୱର୍ଥ-ଲୁଇସ୍ ନିୟମରେ ୩୪ ରନ୍‌ରେ ଆଫ୍‌ଗାନିସ୍ତାନକୁ…
Read More...

ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ; ପ୍ରତି ମାସ ୭ସୁଦ୍ଧା ରିପୋର୍ଟ

ଭୁବନେଶ୍ବର : ପଞ୍ଚମ ଥର ବିଜେଡି ସରକାର କ୍ଷମତାକୁ ଫେରିବା ପରେ ଏବେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଣିକି ଚିରାଚରିତ ଢଙ୍ଗରେ ସମୀକ୍ଷା…
Read More...

କେରଳରେ ଜଣେ ନିପା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ(ପିଟିଆଇ): ୨୩ ବର୍ଷୀୟ ଜଣେ କଲେଜ ଛାତ୍ର ନିପା ଜୀବାଣୁରେ ସଂକ୍ରମିତ ହୋଇଥିବା ଏବଂ ୩୧୧ ଜଣଙ୍କୁ ଡାକ୍ତରୀ ତତ୍ତ୍ବାବଧାନରେ ରଖାଯାଇଥିବା ମଙ୍ଗଳବାର କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେ କେ ଶୈଳଜା କହିଛନ୍ତି।…
Read More...

ନୀତୀଶଙ୍କ ପାଇଁ ମହାମେଣ୍ଟ ଦ୍ବାର ଉନ୍ମୁକ୍ତ : ରାବ୍ରୀ ଦେବୀ

ପାଟନା : ବିଜେପି ସହିତ ତିକ୍ତତା ବୃଦ୍ଧିକୁ ନେଇ ଜେଡିୟୁ ଏବେ ମହାମେଣ୍ଟ ଆଡକୁ ଢଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ପାଇଁ ମହାମେଣ୍ଟର ଦ୍ବାର…
Read More...

ବାରାଣସୀରେ ‘ବ୍ରହ୍ମାସ୍ତ୍ର’ର ସୁଟିଂ

ମୁମ୍ବଇ : ଅୟାନ୍ ମୁଖାର୍ଜୀ ନିର୍ଦେଶିତ ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ଆଗାମୀ ପର୍ଯ୍ୟାୟର ସୁଟିଂ ବାରାଣସୀରେ ଚାଲିଛି। ଭୋର ୪ଟାରୁ ୭ଟା ପର୍ଯ୍ୟନ୍ତ ଗଙ୍ଗା ନଦୀକୂଳରେ ପୂରା ଟିମ୍ ଦୈନିକ ଉପସ୍ଥିତ ରହୁଛନ୍ତି। ମୁଖ୍ୟ…
Read More...

ଚମ୍ପିଆନ୍‌ସ ଟ୍ରଫିରୁ ବହୁତ କିଛି ଶିଖିଛୁ: କୋହଲି

ସାଉଥାମ୍ପ୍‌ଟନ : ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ୨୦୧୭ ଚମ୍ପିଆନ୍‌ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ଭାରତର ପରାଜୟରୁ ଦଳ ବହୁତ କିଛି ଶିଖିଛି। ଦଳରେ ଦୁଇ ରିଷ୍ଟ ସ୍ପିନରଙ୍କୁ ସାମିଲ କରିବା ଏହି…
Read More...

ବୁଧବାର ରାଶିଫଳ

ମେଷ: ମାନସିକ ସ୍ତରରେ ମନଭାବ ଶାନ୍ତ ରହିବ। ପରିଶ୍ରମର ମୂଲ୍ୟାଙ୍କନ ହେବ। ପ୍ରସନ୍ନତା ଲାଭ କରିବେ। ଆସ୍ତିକ ସ୍ୱଭାବର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହେବେ। ପ୍ରେମୀ ଓ ସାହସୀ ହେବେ।…
Read More...

ପ୍ରଚଣ୍ଡ ତାତି, ୯୧ ଜଳଭଣ୍ଡାର ପାଣି ୨୦% ହ୍ରାସ

ନୂଆଦିଲ୍ଲୀ : ପଶ୍ଚିମ ଏବଂ ଉତ୍ତର ଭାରତର କେତେକ ରାଜ୍ୟର ଜଳ ଭଣ୍ଡାରର ପାଣି ଗତ ୧୦ ବର୍ଷର ହାରଠାରୁ ବି ତଳକୁ ଖସି ଆସିଛି। କେନ୍ଦ୍ର ଜୟ ଆୟୋଗ (ସିଡବ୍ଲ୍ୟୁସି) ମଙ୍ଗଳବାର ଏହି ସୂଚନା ଦେଇଛି। ସିଡବ୍ଲ୍ୟୁସି ଅନୁସାରେ…
Read More...

ରିଆତିରେ ମିଳିବ ଚିନି, ଲାଭ ପାଇବେ ୧୬ କୋଟି ପରିବାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ୧୬.୩ କୋଟି ଅତିରିକ୍ତ ପରିବାରକୁ ସବସିଡି ବା ରିଆତିରେ ଚିନି ଦେବାକୁ ପ୍ରସ୍ତୁତି କରୁଛି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‍) ଅନୁସାରେ ଏହି ପରିବାରଙ୍କୁ ୧ କିଲୋଗ୍ରାମ ଚିନି…
Read More...

ନିଜ ପୁଅର ପରାଜୟ ପାଇଁ ସଚିନ ପାଇଲଟଙ୍କୁ ଦାୟୀ କଲେ ଅଶୋକ ଗେହଲଟ

ଜୟପୁର : ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜସ୍ଥାନ କଂଗ୍ରେସର ଅନ୍ତଃକନ୍ଦଳ ପଦାକୁ ଆସିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ବାଚନରେ ନିଜ ପୁଅର ପରାଜୟ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ତଥା…
Read More...

ବିଦେଶରେ ଆଜି, ଭାରତରେ କାଲି ପାଳନ ହୋଇପାରେ ଇଦ୍‍

ନୂଆଦିଲ୍ଲୀ : ବିଶ୍ୱର କେତେକ ଦେଶର ମୁସଲିମ ମଙ୍ଗଳବାର ଇଦ୍‍ ଉତ୍ସବ ପାଳନ କରିବେ। ତେବେ ଭାରତରେ ଅସନ୍ତା କାଲି ଅର୍ଥାତ ବୁଧବାର ଇଦ୍‍ ଉତ୍ସବ ପାଳନ ହେବାର ସମ୍ଭାବନା ଅଛି ବୋଲି କୁହାଯାଉଛି। ସଂଯୁକ୍ତ ଆରବ ଇମିରେଟ୍ସ…
Read More...

ମଧ୍ୟପ୍ରଦେଶରେ ଓବିସି ସଂରକ୍ଷଣ ୧୪ରୁ ୨୭%କୁ ବୃଦ୍ଧି

ଭୋପାଳ : ମଧ୍ୟପ୍ରଦେଶ ସରକାର ଅନ୍ୟ ପଛୁଆ ବର୍ଗ (ଓବିସି) ସଂରକ୍ଷଣର ବର୍ତ୍ତମାନର କୋଟାକୁ ବଢାଇ ଦେଇଛନ୍ତି। କମଲନାଥଙ୍କ କ୍ୟାବିନେଟ ଓବିସି ସଂରକ୍ଷଣକୁ ୧୪ରୁ ୨୭% ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଦେଇଛି। ସୋମବାର…
Read More...

ବାଚସ୍ପତି ପଦ ଦୌଡ଼ରେ ମେନକା, ରାଧାମୋହନ ଓ ଜୁଏଲ, ଭତ୍ତୃହରି ହୋଇପାରନ୍ତି ଉପବାଚସ୍ପତି

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ପଦ ପାଇଁ ବିଜେପିର ଶୀର୍ଷ ନେତୃତ୍ୱ ଦଳୀୟ ବରିଷ୍ଠ ନେତାଙ୍କ ନାମ ଉପରେ ମନ୍ଥନ କରୁଥିବାବେଳେ ଏହି ପଦ ଦୌଡ଼ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ, ରାଧାମୋହନ ସିଂହ ଏବଂ…
Read More...

ନନ୍ଦା ଦେବୀରେ ନିଖୋଜ ୮ ପର୍ବତାରୋହୀ ମୃତ, ୫ ଜଣଙ୍କ ଶବ ମିଳିଲା

ନୂଆଦିଲ୍ଲୀ/ଡେରାଡୁନ୍‍ : ଉତ୍ତରାଖଣ୍ଡର ନନ୍ଦା ଦେବୀ ପର୍ବତ ଶିଖର ଆରୋହଣ କରିବାକୁ ଯାଇଥିବା ୮ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ସୋମବାର ୫ ଜଣଙ୍କ ଶବ ଦେଖିବାକୁ ମିଳିଛି। ଶବଗୁଡ଼ିକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି…
Read More...

ନାଇଡୁଙ୍କ ନିର୍ଦେଶକୁ ହଟାଇଲେ ଜଗନ; ଆନ୍ଧ୍ରରେ ସିବିଆଇକୁ କାର୍ଯ୍ୟାନୁଷ୍ଠାନ ଅନୁମତି

ଅମରାବତୀ : ୱାଇ ଏସ୍ ଜଗନମୋହନ ରେଡ୍ଡିଙ୍କ ନେତୃତ୍ବ ଆନ୍ଧ୍ରପ୍ରଦେଶ ସରକାର ସିବିଆଇକୁ ରାଜ୍ୟରେ ତଦନ୍ତ କାର୍ଯ୍ୟ କରିବା ଲାଗି ଅନୁମତି ଦେଇଛନ୍ତି। ପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବ ଆନ୍ଧ୍ର ସରକାର ସିବିଆଇ…
Read More...

କମିଲା ତାତି, ୮ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର : ସୋମବାର ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଯେଉଁ ସହରରେ ମାସେରୁ ଅଧିକ ସମୟ ହେଲା ପାରଦ ୪୦ଂରୁ ତଳକୁ ଖସୁ ନଥିଲା ସେଠାରେ ତାପମାତ୍ରାରେ ୩ଂରୁ ୪ଂ ପର୍ଯ୍ୟନ୍ତ ହ୍ରାସ ପରିଲକ୍ଷିତ…
Read More...

ବିଜୟ ଚୋପ୍ରାଙ୍କ ପରଲୋକରେ ଆଇଏନଏସ୍‌ର ଶୋକ

ନୂଆଦିଲ୍ଲୀ : ଇଣ୍ଡିଆନ ନ୍ୟୁଜପେପର ସୋସାଇଟି (ଆଇଏନଏସ୍‌)ର କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଦିଲ୍ଲୀର ଆଞ୍ଚଳିକ ନିର୍ଦେଶକ ବିଜୟ କୁମାର ଚୋପ୍ରାଙ୍କ ପରଲୋକରେ ଆଇଏନଏସ୍ ଅଧ୍ୟକ୍ଷ ଜୟନ୍ତ ମାମେନ ମ୍ୟାଥ୍ୟୁ ଶୋକ ପ୍ରକାଶ…
Read More...

ଭାରତ, ପାକିସ୍ତାନ ବିଶ୍ବର ସବୁଠୁ ଉତ୍ତପ୍ତ ସ୍ଥାନ

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାରତ ଓ ପାକିସ୍ତାନରେ ରହିଛି। ପାଣିପାଗ ଅନୁଧ୍ୟାନକାରୀ ୱେବସାଇଟ ଏଲ୍ ଡୋରାଡୋର କହିବା ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ବିଶ୍ବର ୧୫ଟି ସବୁଠୁ ଉତ୍ତପ୍ତ ସ୍ଥାନ ଚିହ୍ନଟ…
Read More...

ଅବସରପ୍ରାପ୍ତ ପ୍ରଧାନବିଚାରପତି ଠକେଇର ଶିକାର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନବିଚାରପତି ଆରଏମ ଲୋଧା ଠକେଇର ଶିକାର ହୋଇଛନ୍ତି। ଅନଲାଇନରେ ହୋଇଥିବା ଏହି ଠକେଇରେ ଜଷ୍ଟିସ ଲୋଧା ୧ଲକ୍ଷ ଟଙ୍କା ହରାଇଛନ୍ତି। ଠକେଇ ସମ୍ପର୍କରେ ଜଷ୍ଟିସ ଲୋଧା…
Read More...

ଫ୍ରେଞ୍ଚ ଓପନ୍‌: ଜୋକୋଭିକ୍, ଥିଏମ୍, ବାର୍ଟି କ୍ବାର୍ଟରରେ

ପ୍ୟାରିସ୍‌ : ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ସୋମବାର ସିଙ୍ଗଲ୍‌ସ ଇଭେଣ୍ଟର ବାକିଥିବା ସମସ୍ତ ୪ର୍ଥ ରାଉଣ୍ଡ ମ୍ୟାଚ୍ ଖେଳାଯାଇଛି। ମଙ୍ଗଳବାର…
Read More...

ସମାନ ସଂଖ୍ୟକ ଆସନରେ ଲଢିବେ ବିଜେପି-ଶିବସେନା

ମୁମ୍ବଇ : ଚଳିତବର୍ଷ ଶେଷ ଆଡକୁ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମେଣ୍ଟ ବଜାୟ ରହିବ ଓ ଉଭୟ ଦଳ ସମାନ ସଂଖ୍ୟକ ଆସନରେ ଲଢିବେ ବୋଲି ଶିବସେନାର ବରିଷ୍ଠ ନେତା ତଥା…
Read More...

ପ୍ରଥମ ବିଜୟ ଲକ୍ଷ୍ୟରେ ଶ୍ରୀଲଙ୍କା ଓ ଆଫ୍‌ଗାନିସ୍ତାନ

କାର୍ଡିଫ୍‌ : ଚଳିତ ବିଶ୍ବକପ୍‌ରେ ମଙ୍ଗଳବାର ଦୁଇ ଏସୀୟ ଦେଶ ଶ୍ରୀଲଙ୍କା ଓ ଆଫ୍‌ଗାନିସ୍ତାନ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳଙ୍କୁ ଏଥର ବିଶ୍ବକପ୍‌ର ଫେଭରିଟ୍ ତାଲିକାରେ ରଖା ଯାଇନାହିଁ କିମ୍ବା ଉଭୟ ଦଳ ସେମାନଙ୍କ…
Read More...

ରୁଟ୍, ବଟ୍‌ଲରଙ୍କ ଶତକ ସତ୍ତ୍ବେ ପାକିସ୍ତାନ ବିଜୟୀ

ଟ୍ରେଣ୍ଟ୍ ବ୍ରିଜ୍‌ : ଚଳିତ ବିଶ୍ବକପ୍‌ରେ ପ୍ରଥମ ମ୍ୟାଚ୍‌ରେ ଦୟନୀୟ ପ୍ରଦର୍ଶନ ପରେ ୨ୟ ମ୍ୟାଚ୍‌ରେ ପାକିସ୍ତାନର ବ୍ୟାଟ୍‌ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଫଳରେ ସୋମବାର ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ତଥା ଆୟୋଜକ…
Read More...

ବିଭାଜନ ଆଡକୁ ମହାମେଣ୍ଟ; ଉପ ନିର୍ବାଚନରେ ଏକାକୀ ଲଢିବ ବିଏସପି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ହୋଇଥିବା ମହାମେଣ୍ଟ ଏସପି-ବିଏସପି-ଆରଏଲଡି ଏବେ ବିଭାଜନ ଆଡକୁ ଯାଉଛି। ମହାମେଣ୍ଟରୁ ଓହରି ଏକାକୀ ନିର୍ବାଚନ ଲଢିବା ଲାଗି ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ…
Read More...

ମଙ୍ଗଳବାର ରାଶିଫଳ

ମେଷ: ଗୃହ କାର୍ଯ୍ୟରେ ନିୟୋଜିତ ହେବେ। କର୍ମକ୍ଷେତ୍ରରେ ଉନ୍ନତି ଘଟିପାରେ। ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ବିଭିନ୍ନ ଦିଗରୁ ସହଯୋଗ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। କାର୍ଯ୍ୟର ସଫଳତା ପାଇବେ।…
Read More...

ବାରବାଟୀରେ ହେବ ଦିିନିକିଆ କ୍ରିକେଟ୍‍ ମ୍ୟାଚ

କଟକ: ଦିର୍ଘଦିନ ବ୍ୟବଧାନ ପରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଏକଦିବସୀୟ ମ୍ୟାଚ୍‍ ଅନୁଷ୍ଠିତ ହେବ। ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟର ଏହି ମ୍ୟାଚ ଖେଳାଯିବ। ୨୦୧୯ ଡ଼ିସେମ୍ବର ୨୨ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ…
Read More...

ବଜ୍ରପାତରେ ଜଳିଗଲା ଗଛ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ଼ ଅଞ୍ଚଳରେ ରବିବାର ସନ୍ଧ୍ୟାରୁ କାଳବୈଶାଖୀର ପ୍ରଭାବ ନେଇ ପ୍ରବଳ ଘଡଘଡି ବିଜୁଳି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନ ପଞ୍ଚାୟତର…
Read More...

କାଳବୈଶାଖି ବର୍ଷାରେ ବୁଡିଲା ଏନ୍‍ଏଚ୍‍, ଡୁବିଲା ଟ୍ରକ

ବେଲଗାଁ : ରବିବାର ରାତ୍ରି ୮ଟାରୁ ବେଲଗାଁ ଅଞ୍ଚଳରେ କାଳବୈଶାଖୀର ପ୍ରକୋପରେ ହୋଇଥିବା ବର୍ଷା ଲୋକଙ୍କୁ ଭୟଭିତ କରିଥିଲା। ପ୍ରାୟ ଶହେରୁ ଦେଢ ଶହ ବେଗରେ ପବନ ସହ ପ୍ରଚଣ୍ଡ ଘଡଘଡ଼ିି ସହ ବର୍ଷା ହୋଇଥିଲା। ଏହା ରବିବାର…
Read More...

ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଜିଲା ବୁର୍ଲା ମହାନଦୀ ପାୱାର ଚ୍ୟାନେଲ ନିକଟରୁ ସୋମବାର ଜଣେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ବରଗଡ଼ ଅତାବିରାର ହୋଇଥଇବା ସୂଚନା ମିଳିଛି। ମୃତ ବ୍ୟାବସାୟୀ…
Read More...

ଚଳନ୍ତା କାରରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମ୍ବଲପୁର : ସମ୍ବଲପୁର ଜିଲା ଧୁନିପାଲୀ ଥାନା ଅନ୍ତର୍ଗତ ଗୋବିନ୍ଦତଲା ନିକଟରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। କାର ଭିତରେ ଥିବା ଯାତ୍ରୀମାନେ ନିଆଁରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଗାଡ଼ି…
Read More...

ବସ୍‍ ଓଲଟି ୨୦ ଆହତ

ମୁଖିଗୁଡ଼ା : ଜୟପାଟଣା ବ୍ଳକ୍‍ ଅନ୍ତର୍ଗତ ରଜାମୁଣ୍ଡା ଗ୍ରାମ ନିକଟରେ ଏକ ଘରୋଇ ବସ୍‍ ଓଲଟି ପଡ଼ିବାରୁ ୨୦ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଜୟପାଟଣା ବ୍ଳକ୍‍ ଅନ୍ତର୍ଗତ ଶାସ୍ତୁଗୁଡ଼ା ଠାରୁ କେସିଙ୍ଗା ଅଭିମୁଖେ…
Read More...

ବିଦ୍ୟୁତ୍‍ ସଂସ୍ପର୍ଷରେ ଆସି ସ୍ୱାମୀ, ସ୍ତ୍ରୀ ମୃତ

ମୁଖିଗୁଡ଼ା : କଳାହାଣ୍ଡି ଜିଲା ମୁଖିଗୁଡ଼ାରେ ସୋମବାର ବିଦ୍ୟୁତ୍‍ ସଂସ୍ପର୍ଷରେ ଆସି ସ୍ୱାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡ଼ା ସେକ୍ଟର ୨ କ୍ୱାର୍ଟର ନଂ. ଏଫ୍‍ ୧୬୪ ରେ…
Read More...

ଜଣେ ମାଓ ମିଲିସିଆ ଗିରଫ

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ପୁଲିସ ସୋମବାର ଜଣେ ମାଓ ମିଲିସିଆକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ମାଓ ମିଲିସିଆର ନାମ ତ୍ରିନାଥ ଭୂମିଆ । ସେ ଦୀର୍ଘଦିନରୁ ତୁଳସୀପାହାଡ଼ ଅଞ୍ଚଳରେ ମାଓବାଦୀ କାର୍ୟ୍ୟ…
Read More...

ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୫ପଦକ

ବଲାଙ୍ଗୀର : ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୦ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗୀତାରେ ବଲାଙ୍ଗୀରର ପାଞ୍ଚ ଜଣ ବିଭିନ୍ନ ବର୍ଗରେ ଆକର୍ଷଣୀୟ ପ୍ରଦର୍ଶନ କରି ପଦକ ହାସଲ କରିଥିବା ଜଣାପଡିଛି। ବଲାଙ୍ଗୀରରେ…
Read More...

କ୍ରିକେଟ ବିଶ୍ବକପ : ପାକିସ୍ତାନର ବିଶାଳ ଇନିଂସ ; ଇଂଲଣ୍ଡ ପାଇଁ ୩୪୯ ରନର ବିଜୟ ଲକ୍ଷ୍ୟ

ଟ୍ରେଣ୍ଟ୍ ବ୍ରିଜ୍ : ଚଳିତ କ୍ରିକେଟ ବିଶ୍ବକପରେ ସୋମବାର ଏଠାରେ ଆୟୋଜକ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲିଗ୍ ମ୍ୟାଚରେ ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୩୪୮ରନ ସଂଗ୍ରହ କରିଛି। ଇଂଲଣ୍ଡ ପ୍ରଥମେ ଟସ୍ ଜିତି…
Read More...

ବଙ୍ଗୋମୁଣ୍ଡା ଅଞ୍ଚଳରେ ସାବିତ୍ରୀ ବ୍ରତ ପାଳିତ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଜ୍ୟୈଷ୍ଠ ଅମାବାସ୍ୟାରେ ମହିଳାମାନେ ନିଜ ସ୍ୱାମୀଙ୍କ ମଙ୍ଗଳ ସୁଖ ସମୃଦ୍ଧି କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ। ଆବଶ୍ୟକ ପୂଜା ସାମଗ୍ରୀ ସହ ବିଭିନ୍ନ…
Read More...

ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ଆଉ ମାତ୍ର ୪ଦିନ ; ଆଗେଇ ଚାଲିଛି ତୋରଣ ଓ ବେଦୀ ନିର୍ମାଣ କାର୍ଯ୍ୟ

ଆରଡି : ପ୍ରସିଦ୍ଧ ମଣିକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବ ବିବାହ ଉତ୍ସବ ଆଉମାତ୍ର ୪ଦିନ ବାକି ଥିବାରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ବିଭିନ୍ନ ସେବାକାରଙ୍କ ପକ୍ଷରୁ ଆଗେଇ ଚାଲିଛି। ବିଶେଷକରି…
Read More...

କିରଣମୟୀ ବାଲେଶ୍ବର +୨ ଟପ୍ପର

ବାଲେଶ୍ବର : ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷାରେ ପୁଅଙ୍କୁ ପଛରେ ପକାଇ ପୁଣି ବାଜି ମାରିଛନ୍ତି ଝିଅ । ବାଲେଶ୍ବର ଜିଲାର କିରଣମୟୀ ବାରିକ ୫୪୮ନମ୍ବର ରଖି ବାଲେଶ୍ବର ଜିଲା ଟପ୍ପର ହୋଇଛନ୍ତି। ସେ ବାଲେଶ୍ବର ଜିଲା…
Read More...

କ୍ରିକେଟ ବିଶ୍ୱକପ : ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଇଂଲଣ୍ଡ

ଟ୍ରେଣ୍ଟ୍ ବ୍ରିଜ୍ : ଚଳିତ କ୍ରିକେଟ ବିଶ୍ବକପ୍ରେ ସୋମବାର ଏଠାରେ ଆୟୋଜକ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଇଂଲଣ୍ଡ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମେ…
Read More...

‘ଫଣି’କୁ ମାସେ ପୂରିଲା; ସରୁନି କ୍ଷତି ଆକଳନ, ହଟୁନି ଅନ୍ଧାର

ଭୁବନେଶ୍ୱର : ବାତ୍ୟା ‘ଫଣି’ ଯିବାର ଏକମାସ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ପୁରୀର ଅର୍ଦ୍ଧାଧିକ ଓ ଖୋର୍ଦ୍ଧାର କେତେକ ଅଞ୍ଚଳରୁ ଅନ୍ଧାର ହଟି ପାରିଲା ନାହିଁ। ରାସ୍ତାଘାଟର ଅଳିଆ ଆବର୍ଜନା ଗାଁ ଗଣ୍ଡା ପରିବେଶକୁ ରୁନ୍ଧି…
Read More...