ଅନୁଗୁଳ : ଅନୁଗୁଳ ଜିଲା ପାଳଲହଡା ବ୍ଲକ ଅନ୍ତର୍ଗତ ଝାରବେଡା ପଞ୍ଚାୟତର କଦଳୀ ବାରୀ ଅଞ୍ଚଳରେ ଧନୁତୀର ମାଡରେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ପାଳଲହଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଛେଳି ଚରାକୁ କେନ୍ଦ୍ର କରି ଧନୁତୀର ମାଡ଼ ହୋଇଥିବା ସୂଚନା ମିଳିଛି।
Popular Categories


