ସମ୍ବଲପୁର : ସମ୍ବଲପୁର ଜିଲା ବୁର୍ଲା ମହାନଦୀ ପାୱାର ଚ୍ୟାନେଲ ନିକଟରୁ ସୋମବାର ଜଣେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ବରଗଡ଼ ଅତାବିରାର ହୋଇଥଇବା ସୂଚନା ମିଳିଛି। ମୃତ ବ୍ୟାବସାୟୀ ଜଣଙ୍କ ଗତକାଲିଠାରୁ ନିଖୋଜ ଥିବାବେଳେ ସୋମାବର ୍ତାଙ୍କର ମୃତଦେହ ମିଳିଛି। ବୁର୍ଲା ପୁଲିସ ଦ୍ୱାରା ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
Popular Categories



