ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସେଲିବ୍ରିଟି ଅତିଥି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ବଲିଉଡ ସେଲିବ୍ରିଟିମାନେ ଅତିଥି ଭାବେ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ କରଣ ଜୋହର, ରଜନୀକାନ୍ତ, ବୋନି କପୁର ଏବଂ କଙ୍ଗନା ରନାୱତ ସାମିଲ ଥିବା ଜଣାପଡିଛି। ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ପ୍ରଯୋଜନ ଗିଲ୍ଡର ଅଧ୍ୟକ୍ଷ ସିର୍ଦ୍ଧାଥ ରାୟ କପୁର ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି।

Comments are closed.