www.samajalive.in
Sunday, December 14, 2025
17.1 C
Bhubaneswar

ହାତୀ ନଷ୍ଟ କଲା ପନିପରିବା ଓ ଧାନ ଫସଲ

ସମ୍ବଲପୁର: ସମ୍ବଲପୁର ଜିଲା ଯୁ୍‌‌ଯୁମୁରା ବ୍ଲକ ଅନ୍ତର୍ଗତ ନୁଆବରଙ୍ଗାମାଲ ପଞ୍ଚାୟତର ଧଧୋଲୋମୁଣ୍ଡା ଗ୍ରାମରେ ବଣୁଆ ହାତୀ ଉପଦ୍ରବ କରି ପନି ପରିବା ଓ ଧାନ ଫସଲ ନଷ୍ଟ କରି ଦେଇଛି। ଗ୍ରାମବାସୀଙ୍କ ସୂଚନାନୁଯାୟୀ, ବିଗତ ୨ ରାତି ହେବ ବଣୁଆ ହାତୀ ଗ୍ରାମ ନିକଟରେ ଉପଦ୍ରବ ଜାରି ରଖିଛି। ଫଳରେ ଧଧୋଲୋମୁଣ୍ଡା ନିବାସୀ ଦଶରଥ ବିଶ୍ୱାଳ କରିଥିବା ପନି ପରିବା ଓ ଧାନ ଫସଲକୁ ବଣୁଆ ହାତୀ ଉପଦ୍ରବ କରି ନଷ୍ଟ କରି ଦେଇଛି। ବନ ବିଭାଗକୁ ଚାଷୀଙ୍କ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦିଆଯାଇଥିବାର ଚାଷୀ ଶ୍ରୀ ବିଶ୍ୱାଳ କହିଛନ୍ତି। ଏ ନେଇ ବନ ବିଭାଗକୁ ବାରମ୍ବାର ଅବଗତ କରାଯିବା ସତ୍ୱେ ହାତୀ ଉପଦ୍ରବକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories