୩୫ବର୍ଷ ପରେ କଟକ-ବାରବାଟୀରେ କଂଗ୍ରେସ୍

କଟକ: ଦିର୍ଘ ୩୫ବର୍ଷ ପରେ କଟକ ବାରବାଟୀରେ କଂଗ୍ରେସ ପ୍ରତ୍ୟାବର୍ତ୍ତନ କରିଛି। ୩୫ବର୍ଷ ପରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ବିଜେଡ଼ିର ଟାଣୁଆ ନେତା ଦେବାଶିଷ ସାମନ୍ତରାୟଙ୍କୁ ହରାଇଛନ୍ତି। ମୋକିମ୍ ୪ ହଜାରରୁ…
Read More...

ସମ୍ବଲପୁର ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ବିଜୟୀ

ସମ୍ବଲପୁର : ସମ୍ବଲପୁର ବିଜେପି ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ ହୋଇଛନ୍ତି। ଜୟ ନାରାୟଣ ମିଶ୍ର ତାଙ୍କ ପ୍ରତିଦ୍ୱନ୍ଦୀ ବିଜେପିର ଡ଼.ରାଶେସ୍ୱରି ପାଣିଗ୍ରାହୀଙ୍କୁ ୪୩୫୬ଭୋଟରେ ହରାଇଛନ୍ତି। ‘ନିର୍ବାଚନ…
Read More...

ହାରିଲେ ମେହବୁବା ମୁଫ୍‍ତି, ଖାତା ଖୋଲିପାରିଲାନି ପିଡିପି

ଶ୍ରୀନଗର : ଲୋକସଭା ନିର୍ବାଚନରେ ଜାମ୍ମୁ କାଶ୍ମୀର ଅନନ୍ତନାଗରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତି ହାରି ଯାଇଛନ୍ତି। ଏପରିକି ତାଙ୍କ ନେତୃତ୍ୱାଧୀନ ପିଡିପି…
Read More...

ଡ଼ାବୁଗାଁ ବିଜେଡ଼ି ପ୍ରାର୍ଥୀ ମନହୋର ରନଧାରୀ ବିଜୟୀ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଡ଼ାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ମନହୋର ରନଧାରୀ ବିଜୟୀ ହୋଇଛନ୍ତି। ମନହୋର ରନଧାରୀ କଂଗ୍ରେସ ପ୍ରାର୍ଥୀ ଭୂଜବଳ ମାଝୀଙ୍କୁ ୭ହଜାରରୁ ଅଧିକ ଭୋଟରେ ପରାସ୍ତ…
Read More...

ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ବିଭିନ୍ନ ରାଷ୍ଟ୍ରର ନେତା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ବିଜୟ ଲାଭ କରିଛି। ଏହାକୁ ନେଇ ଅନ୍ୟ ରାଷ୍ଟ୍ରର ନେତାମାନେ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ…
Read More...

ଆସ୍କାରୁ ବିଜେଡ଼ିର ମଞ୍ଜୁଳା ସ୍ୱାଇଁ ବିଜୟୀ

ଆସ୍କା : ଗଞ୍ଜାମ ଜିଲା ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ମହିଳା ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ବିଜୟୀ ହୋଇଛନ୍ତି। ମଞ୍ଜୁଳା ସ୍ୱାଇଁ ବିଜେପି ପ୍ରାର୍ଥୀ ଦେବରାଜ ମହାନ୍ତିଙ୍କୁ ୨୭୬୪୩ ଭୋଟରେ ହରାଇଛନ୍ତି।…
Read More...

ୱାୟନାଡ଼ରେ ରାହୁଲ ଗାନ୍ଧୀଙ୍କ ବଡ଼ ବଜୟ

ନୂଆଦିଲ୍ଲୀ : କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ଲାଭ କରିଛି। ଖୋଦ୍‍ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମେଠି ଲୋକସଭା ଆସନରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ପଛରେ ଅଛନ୍ତି। ତେବେ ଏହା…
Read More...

ପାରଳାଖେମୁଣ୍ଡି ବିଧାନସଭା ଭୋଟ; ୧୩ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ

କଟକ : ଗଜପତି ଜିଲା ପାରଳାଖେମୁଣ୍ଡି ବିଧାନସଭା ଆସନରେ ୧୩ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ପ୍ରାର୍ଥୀ କେ ନାରାୟଣ ରାଓ ଆଗୁଆ ଅଛନ୍ତି। କେ ନାରାୟଣ ରାଓ ସ୍ବାଧିନ ତିରୁପତି ପାଣିଗ୍ରାହିଙ୍କ ଠାରୁ ୪୧୭୫ଭୋଟରେ ଆଗୁଆ…
Read More...

କଟକ ଲୋକସଭା ଆସନରେ ଭର୍ତ୍ତୁହରି ମହତାବ ଆଗୁଆ

କଟକ : କଟକ ଲୋକସଭା ଆସନରେ ୫ଟା ୩୦ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଭର୍ତ୍ତୁହରି ମହତାବ ଆଗୁଆ ରହିଛନ୍ତି। ଭର୍ତ୍ତୁହରି ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ଠାରୁ ୩୮୬୦୬ଭୋଟରେ ଆଗରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ…
Read More...

ପାକିସ୍ତାନ ସେନାଧ୍ୟକ୍ଷ-ସିଦ୍ଧୁଙ୍କ କୋଳାକୋଳିକୁ ଲୋକେ କ୍ଷମା କଲେନି: ଅମରିନ୍ଦର ସିଂହ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନନ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନବୋଜତ ସିିଂହ ସିଦ୍ଧୁଙ୍କୁ ଦାୟୀ କରିଛନ୍ତି।…
Read More...

ଆଠଗଡ଼ରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଗରେ

ଆଠଗଡ଼ : କଟକ ଜିଲା ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫ଟା ସୁଦ୍ଧା ବିଜେଡ଼ିର ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା ସ୍ୱାଇଁ) ଆଗୁଆ ରହିଛନ୍ତି। ଏଠାରେ ରାଜା ସ୍ୱାଇଁ ତାଙ୍କ ପ୍ରତିଦ୍ୱନ୍ଦି ବିଜେପିର ବ୍ରଜେନ୍ଦ୍ର କୁମାର…
Read More...

ଏପଟେ ମୋଦୀଙ୍କ ବିଜୟ, ସେପଟେ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷଣ

ନୂଆଦିଲ୍ଲୀ : ଭାରତରେ ପୁଣିଥରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଗଠନ କରିବାକୁ ଯାଉଛି। ଲୋକସଭା ନିର୍ବାଚନ ମତଗଣନାରେ ମୋଦୀ ସରକାରଙ୍କୁ ବହୁମତ ମିଳିଛି। ସେପଟେ ପାକିସ୍ତାନ ଶାହିନ-୨ କ୍ଷେପଣାସ୍ତ୍ର ପରୀକ୍ଷଣ…
Read More...

ପ୍ରତିଭାବାନ୍‍ ବାଳକ ନିଆଲ, ୮ ବର୍ଷରେ ଲେଖି- ପଢି ପାରୁଛି ୧୦୬ ଭାଷା

ଚେନ୍ନଇ : ବୟସ ମାତ୍ର ୮ ବର୍ଷ, ହେଲେ ଲେଖି-ପଢି ପାରୁଛି ୧୦୬ଟି ଭାଷା। ଏହି ପ୍ରତିଭାବାନ୍‍ ବାଳକର ନାମ ନିଆଲ ଥୋଗୁଲୁଭା। ଏହି ପ୍ରତିଭା ପାଇଁ ନିଆଲ କେବଳ ଚେନ୍ନଇ ନୁହେଁ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି। କେବଳ…
Read More...

ଆନ୍ଧ୍ରପ୍ରଦେଶରେ ଧୂଳି ଚାଟିଲା ଟିଡିପି, ୱାଇଏସ୍‍ଆର କଂଗ୍ରେସର ବିଶାଳ ବିଜୟ

ଅମରାବତି : ଆନ୍ଧ୍ରପ୍ରଦେଶ ଲୋକସଭା ଓ ବିଧାନସଭା ନିର୍ବାଚନରେ ବଡ଼ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲୁଗ ଦେଶମ ପାର୍ଟି (ଟିଡିପି) ଉଭୟ ନିର୍ବାଚନରେ ଧୂଳି…
Read More...

ଧାମରା-ଜାମୁଝାଡି ରାସ୍ତାକୁ ନେଇ ଘନ ଘନ ବୈଠକ; ନିର୍ମାଣ କାର୍ଯ୍ୟରେ ବିଳମ୍ବ

ଧାମରା : ଭଦ୍ରକ ଜିଲା ଧାମରା-ଜାମୁଝାଡି ରାସ୍ତା ଜାତୀୟ ରାଜପଥ ୧୬ର ମାନ୍ୟତା ପାଇଥିବା ବେଳେ ଏହି ରାସ୍ତାକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗିରହିଛି। ଏହି ରାସ୍ତାର କାର୍ଯ୍ୟ କେବେ ଆରମ୍ଭ ହେବ ସେନେଇ ସାଧାରଣ ଜନତାଙ୍କ…
Read More...

ଆସିକା କଂଗ୍ରେସ ବିଧାନସଭା ପ୍ରାର୍ଥୀଙ୍କ ଉପରକୁ ଗୁଳିମାଡ଼

ବ୍ରହ୍ମପୁର : ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟରେ କଂଗ୍ରେସର ଆସିକା ବିଧାନସଭା ପ୍ରାର୍ଥୀ ମନୋଜ କୁମାର ଜେନାଙ୍କ ଉପରକୁ ବୁଧବାର ଗୁଳିମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ଗୁଳିମାଡ଼ କରିଥିବା…
Read More...

ଦାରୁଠେଙ୍ଗ ଡ଼ମ୍ଫିଂୟାଡ଼ରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ଦାରୁଠେଙ୍ଗ ନିକଟରେ ଥିବା ବିଏମସିର ଏକ ଡ଼ମ୍ଫିଂୟାଡ଼ରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିକଟରେ ଚନ୍ଦକା ଜଙ୍ଗଲ ଥିବାରୁ ଅଗ୍ନିକାଣ୍ଡ ବ୍ୟାପକ ହେବା ଆଶଙ୍କା କରାଯାଉଛି। ଦୁଇଟି ଦମକଳ ଗାଡ଼ି…
Read More...

କାଳ ବୈଶାଖିରେ ଘର ଉପରେ ପଡିଲା ଗଛ : ଅଳ୍ପକେ ବର୍ତ୍ତିଲେ ପରିବାର

ଲାଠୋର : ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ଅନ୍ତର୍ଗତ ମହୁଲପାଟି ପଞ୍ଚାୟତର ଗଇନ୍ଦିମାଲ ଗ୍ରାମରେ ମଙ୍ଗଳବାର ରାତିରେ କାଳବୈଶାଖି ପ୍ରଭାବରେ ପବନରେ ଗଛ ଭାଙ୍ଗି ଏକ ଘର ଉପରେ ପଡ଼ି ଯାଇଥିଲା। ଏଥିରେ ଘର ଭିତରେ ଥିବା…
Read More...

୯ଶହ ଲିଟର ମଦ ଜବତ, ୨ ଗିରଫ

ଅନୁଗୁଳ : ଗୁରୁବାର ଅନୁଗୁଳ ଅବକାରୀ ବିଭାଗ ଚଢ଼ାଉକରି ୯ଶହ ଲିଟର ଦେଶୀ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏକ ସ୍କରପିଓ(ଓଆର-୦୫-ଜେଡ୍‌- ୧୦୦୧) ଓ ସ୍କୁଟି(ଓଡି-୧୯-ଏଫ୍‌-୨୦୭୩)ରେ…
Read More...

ମେ’ ୨୪ରେ ଭାଙ୍ଗିଯିବ କର୍ଣ୍ଣାଟକ ସରକାର : ସଦାନନ୍ଦ ଗୌଡ଼ା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍‍ ସରକାର ଭାଙ୍ଗିଯିବ ଓ କୁମାରସ୍ୱାମୀ କେବଳ ମେ’ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ ବୋଲି କେନ୍ଦ୍ର ମନ୍ତ୍ରୀ ଡି.ଭି…
Read More...

ରୁଷର ୪ ବୋମା ବର୍ଷଣକାରୀ ଯୁଦ୍ଧ ବିମାନକୁ ଆଲାସ୍କାରେ ଅଟକାଇଲେ ଆମରିକାର ଗୁପ୍ତ ଯୁଦ୍ଧ ବିମାନ

ୱାଶିଂଟନ : ଆମେରିକାର ୟୁଏସ୍‍ ଏଫ-୨୨ ଗୁପ୍ତ ଯୁଦ୍ଧ ବିମାନ ଆଲାସ୍କା ଉପକୂଳରେ ରୁଷର ୪ଟି ବୋମା ବର୍ଷଣକାରୀ ଏସ୍‍ୟୁ-୩୫ ଯୁଦ୍ଧ ବମାନକୁ ଅଟକାଇଛନ୍ତି। ନର୍ଥ ଆମେରିକାନ ଏରୋସ୍ପେସ୍‍ ଡିଫେନ୍ସ କମାଣ୍ଡ (ଏନଓଆରଏଡି) ଏହି…
Read More...

ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ କଂଗ୍ରେସ ହାତ ଛାଡ଼ିଲେ ଜଗନ୍ନାଥ ପଟ୍ଟନାୟକ

ସମ୍ବଲପୁର : ଗୁରୁବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ବୁଧବାର କଂଗ୍ରେସର ହାତ ଛାଡିଛନ୍ତି ପିସିସି ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ଜଗନ୍ନାଥ ପଟ୍ଟନାୟକ । ବୁଧବାର ସମ୍ବଲପୁରରେ ଏକ…
Read More...

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ମୃତ, ଗାଁ ଶ୍ମଶାନରେ ଜଳିଲା ୫ଜୁଇ

କଳାହାଣ୍ଡି : କଳାହାଣ୍ଡି ଜିଲା  ଜୁନାଗଡ  ବ୍ଲକ ଅନ୍ତର୍ଗତ ଖୁରୁସେଲଗୁଡ଼ା ଗ୍ରାମରେ ଗତକାଲି ରାତି ୩ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ…
Read More...

ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ଦାବି କଲେ ୪ ମନ୍ତ୍ରୀ

ନୂଆଦିଲ୍ଲୀ : ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କ ଇସ୍ତଫା ପାଇଁ ଦାବି କରୁଥିବା କ୍ୟାବିନେଟ ସହଯୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ…
Read More...

ସାବଧାନ! ଇଭିଏମକୁ ନେଇ ଫେସ୍‍ବୁକରେ ଅପପ୍ରଚାର କରୁଥିବା ୨ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍‍ ଭୋଟିଂ ମେସିନ (ଇଭିଏମ)କୁ ନେଇ ଅପପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଏହି କ୍ରମରେ ଫେସ୍‍ବୁକରେ ଇଭିଏମ ବଦଳା ଯାଉଥିବାର ମିଥ୍ୟା…
Read More...

ପୋଖରୀରେ ବୁଡ଼ି ନାବାଳକ ମୃତ

ବାଲେଶ୍ବର: ବାଲେଶ୍ବର ଜିଲା ଖଇରା ବ୍ଲକ ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳକଙ୍କ ନାମ ପୁଅ ଓମ ପ୍ରକାଶ ସାହୁ (୮)। ସୂଚନା ଅନୁସାରେ, ଖଇରା…
Read More...

ମରାମତି ପରେ ପ୍ରଥମ ଜେଏଫ-୧୭ ଯୁଦ୍ଧ ବିମାନ ପାକିସ୍ତାନକୁ ହସ୍ତାନ୍ତର କଲା ଚୀନ

ବେଜିଂ : ଚୀନ ଆବଶ୍ୟକ ମରାମତି ପରେ ଏକ ଇଞ୍ଜିନ ବିଶିଷ୍ଟ ଜେଏଫ-୧୭ ଯୁଦ୍ଧ ବିମାନ ପାକିସ୍ତାନକୁ ହସ୍ତାନ୍ତର କରିଛି। ପ୍ରାୟ ଏକ ଦଶନ୍ଦି ତଳେ ଜେଏଫ-୧୭ ଯୁଦ୍ଧ ବିମାନ ନିର୍ମାଣକୁ ନେଇ ଚୀନ ଓ ପାକିସ୍ତାନ ମଧ୍ୟରେ…
Read More...

ଦୁଇ ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

ଦ୍ୱାରଶୁଣି/ବଡ଼ସାହି: ମୟୂରଭଞ୍ଜ ଜିଲା ତାଡ଼କିଶୋଳ ଗ୍ରାମରେ ବୁଧବାର ସକାଳୁ ଜଣେ ସ୍ବାମୀ ତାର ଦୁଇ ପତ୍ନୀଙ୍କୁ ହତ୍ୟାକରିବାପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ସ୍ବାମୀ ଜଣଙ୍କ ଶ୍ୟାମ ଭାଟି ।…
Read More...

କଲ୍‍ ସେଣ୍ଟର ମାଧ୍ୟମରେ ଠକେଇ କରୁଥିବା ୩୭ ଲୋକ ଗିରଫ

ଗୁଆହାଟି : ଆସାମର ରାଜଧାନୀ ଗୁଆହାଟିରେ ବେଆଇନ ଭାବେ ଚାଲୁଥିବା ଅଭେଣିର ପ୍ରାଇଭେଟ ଲିମିଟେଡ ନାମକ କଲ ସେଣ୍ଟର ଉପରେ ବୁଧବାର ସିଆଇଡିର ଏକ ଦଳ ଚଢଉ କରି ୩୭ ଜଣଙ୍କୁ ଗିରଫ କରିଛି। ଗିରଫ ଲୋକଙ୍କ ମଧ୍ୟରେ କଲ ସେଣ୍ଟରର…
Read More...

ଭାରତୀୟ ବଜାରକୁ ଆସିଲା ଡ଼ିଟେଲର ଦୁଇଟି ନୂଆ ସ୍ପିକର

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଛି ଡ଼ିଟେଲର ଦୁଇଟି ବ୍ଲୁଟୁଥ ସ୍ପିକର । ଏହି ଦୁଇଟି ସ୍ପିକରର ନାମ 'ଜେଜି' ଏବଂ 'ଟଶନ'। ଏହି ଦୁଇଟି ସ୍ପିକରରେ ୩୦ୱାଟ ଏବଂ ୧୨ୱାଟର ପାୱାର ସ୍ପିକର ଦିଆଯାଇଛି। ଏହାବ୍ୟତୀତ ଏଥିରେ…
Read More...

୨୩ରେ ନୁହେଁ ୨୪ରେ ଜଣାପଡ଼ିବ ଲୋକସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ !

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ମେ’ ୨୩ରେ ଲୋକସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ। ୫୪୨ ଲୋକସଭା ଆସନ ପାଇଁ ମତଦାନର ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହେବ। ପ୍ରଥମ ଥର ପ୍ରତି ବିଧାନସଭା ଆସନର ୫ଟି…
Read More...

ବଜ୍ରାଘାତରେ ଜଣେ ମୃତ ଜଣେ ଗୁରୁତର

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରାଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ,…
Read More...

ଦୁଇ ଦୋକାନରୁ ଚୋରୀ ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ପାଟଣା ବଜାରରେ ଥିବା ଦୁଇଟି ଷ୍ଟେସନାରୀ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଥିବା ନେଇ ପାଟଣା ଥାନାରେ ଅଭିଯୋଗ ହୋଇଛି । ପାଟଣା ବଜାରର ବିଷ୍ଣୁ ବେହେରାଙ୍କ…
Read More...

ନିଆଁ ଜାଳିଲାଣି ହେକ୍ଟର-ହେକ୍ଟର ଜଙ୍ଗଲ

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ଥିବା ଘନ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ନିଆଁ ଲିଭାଇବା ପାଇଁ ସାଟେଲାଇଟ ସୂଚନା ଦେଉଛି। ନିଆଁକୁ ବହୁ କଷ୍ଟରେ ବନ ବିଭାଗ ଆୟତ କରୁଥିବା ବନ ଅଧିକାରୀ କହିଛନ୍ତି। କିନ୍ତୁ…
Read More...

ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ସହ ମୋଦୀଙ୍କ ବୈଠକ, ଏନଡିଏ ଶୀର୍ଷ ନେତାଙ୍କ ସହ ଶାହାଙ୍କ ନୈଶ୍ୟ ଭୋଜି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଏକଜିଟ୍‍ ପୋଲରେ ଏନ୍‍ଡିଏକୁ ବହୁମତ ମଳିବାର ପୂର୍ବାନୁମାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବିଜେପିର ମୁଖ୍ୟାଳୟରେ ନିଜ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ସହ ବୈଠକ…
Read More...

ବାହାରିଲା ମାଟ୍ରିକ ପରୀକ୍ଷା ଫଳ; ବଲାଙ୍ଗୀରରେ ପାସହାର ୭୩.୮ ପ୍ରତିଶତ

ବଲାଙ୍ଗୀର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ମାଟ୍ରିକ୍‍ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ବଲାଙ୍ଗୀର ଜିଲାରେ ପାସ୍ ହାର ପ୍ରାୟ ୭୩.୦୮ ପ୍ରତିଶତ ରହିଥିବା…
Read More...

କମଲନାଥଙ୍କ ଅଭିଯୋଗ; ଆମ ୧୦ ବିଧାୟକଙ୍କୁ ବିଜେପି ଦେଉଛି ଟଙ୍କା ଓ ପଦର ଲୋଭ

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ମଙ୍ଗଳବାର କାହା ନାମ ନନେଇ ବିଜେପି ବିରୋଧରେ ଘୋଡା ବେପାରର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଆମର ୧୦ ବିଧାୟକଙ୍କୁ ବାରମ୍ବାର କଲ କରି ଟଙ୍କା ଓ ପଦର ଲୋଭ…
Read More...

ପାଣିରେ ବୁଡ଼ି ଯୁବକ ମୃତ

ନବରଙ୍ଗପୁର : ନବରଙ୍ଗପୁର ସହରର ଗରାମୁଣ୍ଡା ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ  ନବରଙ୍ଗପୁର ମାଳି ସାହିର ଅର୍ଜୁନ ନାୟକ।
Read More...

ଅରୁଣାଚଳରେ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣ; ଏନ୍‍ପିପି ବିଧାୟକଙ୍କ ସମେତ ୧୧ ମୃତ

ଇଟାନଗର : ଅରୁଣାଚଳପ୍ରଦେଶର ତିରପ ଜିଲାରେ ମଙ୍ଗଳବାର ବିଚ୍ଛିନ୍ନତାବାଦୀମାନେ ଏକ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଏନ୍‍ପିପିର ବିଧାୟକ ତିରୋଙ୍ଗ ଆବୋହଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ବିଧାୟକଙ୍କ…
Read More...

ବିଶ୍ୱକପ୍‍ ଦଳରେ ସ୍ଥାନ ପାଇଲେନି ଜୁନୈଦ ଖାନ୍‍ ; କଲେ ଏହିପରି ବିରୋଧ

ଇସଲାମାବାଦ୍: ଆଉ ମାତ୍ର ୯ ଦିନ ପେରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱକପ ପାଇଁ ସୋମବାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୧୫ ଜଣିଆ ପାକିସ୍ତାନ ଦଳ ଘୋଷଣା କରିଛି। ଏହି ୧୫ ଜଣିଆ ଦଳରେ ମହମ୍ମଦ ଅମୀର…
Read More...

ଦଳ ଛାଡ଼ିବାର ସଂକେତ ଦେଲେ କଂଗ୍ରେସ ବିଧାୟକ ବେଗ, କହିଲେ ଏନଡିଏ ସହ ସାଲିସ କରନ୍ତୁ ମୁସଲମାନ

ବେଙ୍ଗାଲୁରୁ : କର୍ଣ୍ଣାଟକର କଂଗ୍ରେସ ବିଧାୟକ ରୋଶନ ବେଗ ଦଳ ଛାଡ଼ିବା ନେଇ ମଙ୍ଗଳବାର ସଂକେତ ଦେଇଛନ୍ତି। ଲୋକସଭା ନିର୍ବାଚନ ଏକ୍‍ଜିଟ୍‍ ପୋଲ ଅନୁମାନ ସାମ୍ନାକୁ ଆସିବା ପରେ ଦଳର ନିରାଶାଜନକ ପ୍ରଦର୍ଶନ ପାଇଁ ବେଗ୍‍…
Read More...

ଇଭିଏମକୁ ନେଇ ଦିଲ୍ଲୀରେ ବିରୋଧୀ ଦଳଙ୍କ ବୈଠକ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରିଣାମ ଆସିବାର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ବିରୋଧୀ ଦଳଗୁଡ଼ିକ ଦିଲ୍ଳୀରେ ବୈଠକ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ…
Read More...

ବିଏସ୍‍ପିରୁ ରାମଭୀର ଉପାଧ୍ୟାୟ ନିଲମ୍ବିତ

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବିଏସ୍‍ପି) ମଙ୍ଗଳବାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାମଭୀର ଉପାଧ୍ୟାୟଙ୍କୁ ଦଳରୁ ନିଲମ୍ବିତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଭୀରଙ୍କୁ ଦଳରୁ ନିଲମ୍ବନ କରାଯାଇଛି…
Read More...

ଇଣ୍ଡୋନେସିଆ ରାଷ୍ଟ୍ରପତି ଭାବେ କ୍ରମାଗତ ଦ୍ୱିତୀୟ ଥର ନିର୍ବାଚିତ ହେଲେ ଜୋକୋ ୱିଡୋଡୋ

ଜାକାର୍ତା : ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନରେ କ୍ରମାଗତ ଦ୍ୱିତୀୟ ଥର ଜୋକେ ୱିଡୋଡୋ ବିଜୟୀ ହୋଇଛନ୍ତି। ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡୋନେସିଆ ପାର୍ଟି ଅଫ ଷ୍ଟ୍ରଗଲର ସଦସ୍ୟ…
Read More...

ଦାବଯୁରୀ ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ

ଘୁନସର : ଚଳିତ ବର୍ଷ ମାର୍ଚ୍ଚ ମାସ ଆରମ୍ଭ ଠାରୁ ଗ୍ରାଷ୍ମ ପ୍ରବାହ ଜାରି ରହିଥିବା ବେଳେ ବଲାଙ୍ଗୀର ଜିଲା ସଇଁନ୍ତଲା ବ୍ଲକ କରମତଲ ପଞ୍ଚାୟତ ବଯୁରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି।…
Read More...

ବାତ୍ୟା ବିପନ୍ନଙ୍କୁ ‘ସିଫା’ ପକ୍ଷରୁ ରିଲିଫ୍‍ ବଣ୍ଟନ

ପିପିଲି : ପ୍ରଳୟଙ୍କରୀ ବାତ୍ୟା ‘ଫନିି’ ଦ୍ୱାରା କ୍ଷତିଗ୍ରସ୍ତ ପୁରୀ ଜିଲା ନିମାପଡା ବ୍ଳକ ଅନ୍ତର୍ଗତ ତରବୋଇ ଶାସନ, ବେରବୋଇ, ଦଣ୍ଡିପୁର ଓ କାଶିଆ ଗ୍ରାମରେ ସିଫା ବୈଜ୍ଞାନିକ ଫୋରମ ପକ୍ଷରୁ ୩ଶହ ବାତ୍ୟା ବିପନ୍ନ…
Read More...

ଦ୍ୱିତୀୟ ଥର ପାଇଁ ବଲାଙ୍ଗୀରରେ ଜାରି ହେଲା ୟେଲୋ ଆଲର୍ଟ

ବଲାଙ୍ଗୀର : ବଲାଙ୍ଗୀରରେ ଦ୍ୱିତୀୟ ଥର ପାଇଁ ଆସନ୍ତା ତିନି ଦିନ ଧରି ପାଣିପାଗ ବିଭାଗ ହଳଦିଆ ସତର୍କତା ଜାରି କରିଛି । ଏମିତିରେ ପ୍ରଚଣ୍ଡ ତାତି ସାଧାରଣ ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିବାରେ ଲାଗିଛି। ବିଦ୍ୟୁତ୍…
Read More...

ଆପତ୍ତିଜନକ ମିମ ସେୟାର କରି ଫସିଲେ ବିବେକ ଓବରୟ, ମହିଳା ଆୟୋଗ ପଠାଇଲା ନୋଟିସ୍‍

ମୁମ୍ବଇ : ସାମାଜିକ ଗଣମାଧ୍ୟମରେ ଏକ ମିମ ସେୟାର କରି ଅଭିନେତା ବିବେକ ଓବରୟ ଫସିଯାଇଛନ୍ତି। ଲୋକସଭା ନିର୍ବାଚନ ଏକ୍‍ଜିଟ୍‍ ପୋଲକୁ ଦେଖି ସୋମବାର ବିବେକ ଟ୍ୱିଟ୍‍ରରେ ଏହି ମିମ ସେୟାର କରିଥିଲେ। ଏହି ମିମରେ ସଲମାନ…
Read More...

ନିଶା ଔଷଧ ମାଫିଆ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ତଥା ପଶ୍ଚିମଓଡିଶାରେ କଫସିରଫ ଓ ନିଶା ଔଷଧର କଳା ସାମ୍ରାଜ୍ୟ ବିସ୍ତାର କରିଥିବା ନିଶା ଔଷଧ ମାଫିଆ ଗୋବିନ୍ଦ ନେଗୀ ଓରଫ ସାନ ନେଗୀକୁ ପୁଲିସ ରବିବାର ଭୁବନେଶ୍ୱରରୁ ଗିରଫ କରିଛି। ପୂର୍ବରୁ…
Read More...

କ୍ରିକେଟ୍‍ ବିଶ୍ୱକପ୍‍-୨୦୧୯ ପାଇଁ ପାକିସ୍ତାନ ଦଳ ଘୋଷଣା ; ଅମିର, ୱାହାବଙ୍କ ପ୍ରତ୍ୟାବର୍ତ୍ତନ

ଇସଲାମାବାଦ୍‍ : ଆଉ ମତ୍ର ୯ଦିନ ପେରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱକପ ପାଇଁ ସୋମବାର ପାକିସ୍ତାନ କ୍ରିକେଟ୍‍ ବୋର୍ଡ(ପିସିବି) ୧୫ଜଣିଆ ପାକିସ୍ତାନ ଦଳ ଘୋଷଣା କରିଛି। ଘୋଷଣା କରାଯାଇଥିବା ଏହି ୧୫ଜଣିଆ…
Read More...

ରମଜାନରେ ମହଙ୍ଗା ମାଡ଼, ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ

ଇସଲାମାବାଦ : ପାକିସ୍ତାନର ଆର୍ଥିକ ସଂକଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏପଟେ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ପାକିସ୍ତାନ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି। ଫଳରେ ରମଜାନ…
Read More...

ଚାଟ୍‍ ଖାଇ ୧୧ ଅସୁସ୍ଥ

ଆନନ୍ଦପୁର : କେନ୍ଦୁଝର ଜିଲା ଘସିପୁରା ଥାନା ଛକରେ ଥିବା ଏକ ଚାଟ୍‍ ଦୋକାନରୁ ଚାଟ୍‍ ଖାଇ ୧୧ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଅସୁସ୍ଥ ୧୧ ଜଣଙ୍କୁ ଆନନ୍ଦପୁର ଡ଼ାକ୍ତରଖାନରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି।…
Read More...

ଘର ଉପରେ ଚଢିଗଲା ବୋଲେରୋ, ଜଣେ ଗୁରୁତର

ନୟାଗଡ଼ : ନୟାଗଡ଼ ଜିଲା ବାଣିଗୋଛା ବୁଗୁଡ଼ା ଛକ ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଉପରେ ଚଢି ଯାଇଥିବା ଜଣାପଡ଼ିଛି। ଯାହାଫଳରେ ଘର ଭିତରେ ଥିବା ଏକ ନାବାଳିକା ଗୁରୁତର ହୋଇଥିବା ସୂଚନା…
Read More...

୨୦୧୬ରେ ହୋଇଥିଲା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‍ : ସେନା

ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକ୍‍କୁ ନେଇ ଭାରତୀୟ ସେନାର ନର୍ଦନ କମାଣ୍ଡ ଜେନେରାଲ ଅଫିସର କମାଣ୍ଡିଂ ଇନ୍‍ ଚିଫ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ସୋମବାର ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ କିଛି ଦିନ ତଳେ…
Read More...

ଯୋଗୀଙ୍କ ମନ୍ତ୍ରିମଣ୍ଡଳରୁ ରାଜଭର ବହିଷ୍କୃତ

ଲକ୍ଷ୍ନୌ : ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‍ବିଏସ୍‍ପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ରାଜଭରଙ୍କୁ ସୋମବାର ମନ୍ତ୍ରିମଣ୍ଡଳରୁ ବହିଷ୍କୃତ କରାଯାଇଛି।…
Read More...

ଏସଆଇଙ୍କୁ ପିଟି ପିଟି ମାରିଦେଲେ ମଦ ମାଫିଆ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍‍ର ସବ-ଇନ୍ସପେକ୍ଟର ରାଜକୁମାରଙ୍କୁ ମଦ ମାଫିଆମାନେ ପିଟି ପିଟି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ରବିବାର ରାତିରେ ରାଜଧାନୀର ବିବେକ ବିହାର ଅଞ୍ଚଳରେ ଘଟିଛି। ଏସ୍‍ଆଇଙ୍କ…
Read More...

ନାଥୁରାମ ଗଡସେ ମାମଲା; କମଲହାସନଙ୍କୁ ମିଳିଲା ଅଗ୍ରୀମ ଜାମିନ

ଚେନ୍ନଇ : ନାଥୁରାମ ଗଡସେଙ୍କୁ ନେଇ ବିବାଦୀୟ ବୟାନ ମାମଲାରେ ସୋମବାର ମକ୍କଲ ନିଧି ମୟମ (ଏମ୍‍ଏନ୍‍ଏମ) ଅଧ୍ୟକ୍ଷ ତଥା ଅଭିନେତା କମଲ ହାସନଙ୍କୁ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ଅଗ୍ରୀମ ଜାମିନ ପ୍ରଦାନ କରିଛି।…
Read More...

ମଧ୍ୟପ୍ରଦେଶରେ ରାଜନୈତିକ ହଟଚମଟ, ଆସ୍ଥା ଭୋଟ ପାଇଁ ଦାବି କଲା ବିଜେପି

ଭୋପାଳ : ଆଉ ୨ ଦିନ ପରେ ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ମଧ୍ୟପ୍ରଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶର କମଳନାଥ ସରକାର ଅଳ୍ପମତରେ ରହିଛି ବୋଲି ବିଜେପି ପକ୍ଷରୁ ଦାବି…
Read More...

ନବଜାତ ଶିଶୁ ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର : ବଲାଙ୍ଗୀର ସହର ପେଲେସଲାଇନ ଠାରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ପଡିଆରୁ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଶିଶୁକୁ ଉଦ୍ଧାର କରି ସହରର ଜଣେ ଦମ୍ପତ୍ତି ଡାକ୍ତରଖାନାରେ ଭର୍ତ୍ତି…
Read More...

ସୋମବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି(ସୋମବାର) ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା ଫଳ ଅଧିକାରିକ େଓ୍ଵବସାଇଟ…
Read More...

୫ହଜାର ଏମ୍ଏଚ୍ ବ୍ୟାଟେରି ଥିବା ‘ଭିଭୋ ୱାଇ-୩’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଭିଭୋ ରବିବାର ଚୀନରେ ତାର ନୂଆ ସ୍ମାର୍ଟଫୋନ ‘ଭିଭୋ ୱାଇ-୩’ର ବଜାର ପ୍ରବଶେ କରିଛି। ଏଥିରେ ଆପଣଙ୍କୁ ଟ୍ରିପଲ ରିୟର କ୍ୟାମେରା ସହିତ ମିଡିଆଟେକର ଅକ୍ଟାକୋର ପ୍ରୋସେସର…
Read More...

ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର; ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଭିଯୋଗ

ପିପିଲି : ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମ୍ୟ ରାସ୍ତାର କରିମୂଳ ଠାରେ ଥିବା ସଫେଇ ନାଳ ପୋଲତଳୁ ଶନିବାର ବିଳମ୍ବିତ ରାତିରେ ପିପିଲି ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ…
Read More...

ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍’କୁ ଝଟକା ; ନିର୍ଦେଶକ ଛାଡ଼ିଲେ ସିନେମା

ମୁମ୍ବଇ : ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍‍’ର  ପ୍ରଥମ ପୋଷ୍ଟର ଶନିବାର ମୁକ୍ତିଲାଭ କରିଥିଲା। ମାତ୍ର ରବିବାର ଏହାକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଖବର ଅନୁସାରେ, ଏହି…
Read More...

‘ସାମସଙ୍ଗ ଗାଲାକ୍ସି ଏମ-୨୦’ରେ ମିଳିବ ହଜାରେ ଟଙ୍କାର ରିଆତି

ନୂଆଦିଲ୍ଲୀ : ଚଳିତ ବର୍ଷ ଜାନୁଆରୀରେ ସାମସଙ୍ଗ ଗାଲାକ୍ସି ଏମ-୨୦ର ବଜାର ପ୍ରବେଶ ହୋଇଥିଲା। ଏହି ଫୋନରେ ପ୍ରଥମ ଥର କମ୍ପାନୀ ତରଫରୁ ନଞ୍ଚ ଡିସପ୍ଲେର ବ୍ୟାବହାର କରାଯାଇଥିଲା। ଏହି ଫୋନକୁ ବର୍ତ୍ତମାନ ଅନଲାଇନ ଷ୍ଟୋର…
Read More...

କ୍ରିକେଟ ବିଶ୍ବକପ୍ ଆଉ ୧୦ଦିନ; ଜୁନ ୧୬ରେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ : କ୍ରିକେଟ୍‍ ବିଶ୍ୱକପ୍‍ ୨୦୧୯ ଆଉ ମାତ୍ର ୧୦ଦିନ ପରେ ଇଂଲଣ୍ଡରେ ଅନୁଷ୍ଠିତ ହେବ। ଭାରତ ଜୁନ ୧୬ରେ ଇଂଲଣ୍ଡର ଓଲ୍ଡ ଟ୍ରାଫଡ୍ କ୍ରିକେଟ୍ ଗ୍ରାଉଣ୍ଡରେ ତାର ଚିରପ୍ରତିଦ୍ବନ୍ଦି ପାକିସ୍ତାନକୁ ଭେଟିବ।…
Read More...

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଅନୁଗୁଳ : ଅନୁଗୁଳ ଜିଲା କିଶୋରନଗର ଥାନା ରଣିଆକଟା ଗାଁରେ ଜଣେ ଯୁବକ ନଦୀରେ ଗାଧୋଉଥିବାବେଳେ ଅଳ୍ପକେ କୁମ୍ଭୀର ମୁହଁରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ରଣିଆକଟା ଗାଁର କନିଷ୍କ ଭୋଇ। ସୂଚନା ମୁତାବକ,…
Read More...

ଜେଲରେ ଅବହେଳା ଯୋଗୁ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ

ବୁର୍ଲା : ବରଗଡ଼ ଜେଲରେ ଅବହେଳା ଯୋଗୁ ଶନିବାର ଜଣେ ବିଚାରଧୀନ କଏଦୀଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତ କଏଦୀର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ କଏଦୀଙ୍କ ନାମ ରଞ୍ଜିତ…
Read More...

ଜଳିଗଲା ଚଳନ୍ତା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

କଟକ : କଟକରୁ ଜଗତପୁର ଅଭିମ୍ମୁଖେ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଚାଲୁଥିବା ଅବସ୍ଥାରେ ମହାନଦୀ ପୋଲ ଉପରେ ଜଳିଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ଟ୍ରକ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏପର୍ଯ୍ୟନ୍ତ…
Read More...

ଶ୍ରୀମନ୍ଦିରର କ୍ଷୟକ୍ଷତି ଅନୁଧ୍ୟାନ କଲେ ଗଜପତି ମହାରାଜା

ପୁରୀ : ଗଜପତି ରାଜା ଦିବ୍ୟସିଂହ ଦେବ ଶନିବାର ବାତ୍ୟା ଫନିରେ ଶ୍ରୀମନ୍ଦିରର ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ରାଜା ଦିବ୍ୟସିଂହ ଦେବ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ…
Read More...

ସଡ଼କ ଦୁର୍ଘଟଣାରେ ଝିଅ, ଝିଆରୀ ମୃତ; ମାଆ ଗୁରୁତର

ଢେଙ୍କାନାଳ : ଢୋଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ପେଟ୍ରୋଲପମ୍ପ ନିକଟରେ ସଡ଼କ ଦୁର୍ଘଟଣାରେ ଝିଅ, ଝିଆରୀଙ୍କର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଏକ ସ୍କୁଟିରେ ମାଆ, ଝିଅ,…
Read More...

ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତ ବଡଗମଡା ଗ୍ରାମରେ ଅଲେଖ ମହିମା ଧର୍ମର ପୂଜ୍ୟ ପ୍ରବର୍ତ୍ତକ ତଥା ମହାନ୍‍ ସମାଜ ସଂସ୍କାରକ ସନ୍ଥକବି ଭୀମଭୋଇଙ୍କର ଷଷ୍ଠ ବର୍ଷିକ ଜୟନ୍ତୀ ସମାରୋହ…
Read More...

ଗୋଷ୍ଠୀ ସାଧନ କେନ୍ଦ୍ରରେ ଚାଲିଛିି ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ

ଲୋଇସିଂହା : ସର୍ବଶିକ୍ଷା ଅଭିଯାନ ଯୋଜନାରେ ସ୍ଥାନୀୟ ବ୍ଳକ ପରିସରରେ ରହିଥିବା ଗୋଷ୍ଠୀ ସାଧନ କେନ୍ଦ୍ରରେ ବର୍ଷ ବର୍ଷ ଧରି ଚାଲିଛି ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ। ବର୍ତ୍ତମାନ ସୁଦ୍ଧା ନିଜସ୍ୱ…
Read More...

ସଡ଼କ ଦୁର୍ଘଟଣାରେ ୧ମୃତ, ୨ଗୁରୁତର

ଘସିପୁରା : କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ଅର୍ଜୁନ ଚୁଖା ଗ୍ରାମରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ଅର୍ଜୁନ ଚୁଖା ଗ୍ରାମର ପୁରୁଷ ତମ…
Read More...

ଜୁନ୍‍ ୭ରେ ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ବିବାହ ଉତ୍ସବ; ଉଠିଲା ଶୁଭଲଗ୍ନ ଥାଳ

ଆରଡି  : ଭଦ୍ରକ ଜିଲାର ପ୍ରଶିଦ୍ଧ ଶୈବପିଠ ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ଆସନ୍ତା ଜୁନ୍‍ ୭ରେ ମହା ଆଡମ୍ବର ସହ ପାଳିତ ହେବ।ଏଥିନିମନ୍ତେ ଶନିବାର ବୈଦିକ ରୀତିନୀତି ଓ ଲୋକାଚାରରେ ଲଗ୍ନ ଚିଟାଉ କାର୍ଯ୍ୟ ସମ୍ପନ୍ନ…
Read More...

ମୁକ୍ତିଲାଭ କଲା ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍‍’ର ପ୍ରଥମ ପୋଷ୍ଟର

ମୁମ୍ବଇ : ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍‍’ର ପ୍ରଥମ ପୋଷ୍ଟର ଶନିବାର ମୁକ୍ତିଲାଭ କରିଛି। ଏହା ଏକ ହାସ୍ୟରସାତ୍ମକ ପ୍ରେତାତ୍ମା ଚଳଚ୍ଚିତ୍ର। ଏହି ସିନେମାଟି ୨୦୧୧ରେ ମୁକ୍ତିଲାଭ…
Read More...

ଶ୍ରୀମନ୍ଦିରର କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିଦର୍ଶନ କରିବା…
Read More...

ମୋଟୋରୋଲା ‘ୱାନ ଭିଜନ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ମୋଟୋରୋଲା ତାର ନୂଆ ସ୍ମାର୍ଟେଫୋନ 'ୱାନ ଭିଜନ'ର ବଜାର ପ୍ରବେଶ କରିଛି। ବର୍ତ୍ତମାନ ଏହି ଫୋନକୁ ବ୍ରାଜିଲରେ ଲଞ୍ଚ କରାଯାଇଛି। ଧିରେ ଧିରେ ଏହି ଫୋନକୁ ଅନ୍ୟ ଦେଶ ମାନଙ୍କରେ ଲଞ୍ଚ କରାଯିବ ବୋଲି କମ୍ପାନୀ…
Read More...

ସାପ କାମୁଡ଼ାରେ ବାପା ମୃତ, ଝିଅ ଗୁରୁତର

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ବୁଡାମରା(ଉଦାଳି) ଗ୍ରାମରେ ସାପ କାମୁଡାରେ ବାପାର ମୃତ୍ୟୁ ହୋଇଥିଲାବେଳେ ଝିଅ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ ବାପା ମୁରଲି ଗୋଛାୟତ (୪୬) ଓ ଝିଅ ଲିପ୍ସା…
Read More...

ଅଂଶୁଘାତରେ ବୃଦ୍ଧ ମୃତ ଅଭିଯୋଗ

ନୂଆପଡ଼ା : ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ଥାନା ସମରସିଙ୍ଗ ପଞ୍ଚାୟତର ଭୁଖାଢୋଲ ଗ୍ରାମରେ ଅଂଶୁଘାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧ ଜଣଙ୍କ ଶୋଭାସିଂ ମାଝୀ(୭୦)। ସୂଚନା ମୁତାବକ,…
Read More...

ଭଗବାନଙ୍କୁ ନୁହେଁ ଗଡସେଙ୍କୁ ଭଲପାନ୍ତି ବିଜେପି ଓ ଆରଏସ୍‍ଏସ୍‍ : ରାହୁଲ ଗାନ୍ଧୀ

ସୋଲନ : ଲୋକସଭା ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଓ ଆରଏସ୍‍ଏସ୍‍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ନାଥୁରାମ ଗଡ଼ସେଙ୍କ ଉପରେ ବିଜେପି ନେତ୍ରୀ ସାଧ୍ୱୀ…
Read More...

ଜଳୁଛି ଟିଟିଲାଗଡ଼, ପୁଣି ୪୫.୫ଡିଗ୍ରୀ ଛୁଇଁଲା ତାପମାତ୍ରା

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ ଅଞ୍ଚଳରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ପ୍ରବଳରୁ ଅତିପ୍ରବଳ ହେବାରେ ଲାଗିଛି। ଚଳିତ ମାସ ୧୦ ତାରିଖରେ ତାପମାତ୍ରା ଚଳିତ ବର୍ଷର ସର୍ବାଧିକ ୪୫.୫ ଡିଗ୍ରୀକୁ…
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁର୍ଘଟଣା; ଗାଡ଼ି ଛାଡ଼ି ଚାଳକ ଫେରାର୍‍, ୭୫ କେଜି ଗଞ୍ଜେଇ ଜବତ

ଦେଓଗାଁ : ବଲାଙ୍ଗୀର-ଦେଓଗାଁ ଜାତୀୟ ରାଜପଥ ୨୬ ଏବେ ଚୋରା ଗଞ୍ଜେଇ, କାଠ ଓ ଅପମିଶ୍ରିତ ମଦର ରାସ୍ତା ପାଲଟିଛି । ଅନେକ ସମୟରେ ଅବକାରୀ ଓ ପୁଲିସ ବିଭାଗର ଯୋଜନାରେ ଚୋରା ବେପାରି ହାର ମାନୁଥୁବା ବେଳେ ଅନେକ ସମୟରେ…
Read More...

ମେ’ ୨୩ରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା, ଜାମ୍ମୁ କାଶ୍ମୀରରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ମେ’ ୨୩ରେ ଜାମ୍ମୁ କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ହୋଇଥିବା ଶୁକ୍ରବାର ଗୁଇନ୍ଦା ସୂଚନା ମିଳିଛି। ଏହି ଆଧାରରେ ସମ୍ପୂର୍ଣ୍ଣ କାଶ୍ମୀରକୁ ହାଇ ଆଲର୍ଟରେ ରଖାଯାଇଛି।…
Read More...

ଆସସ ଜେନଫୋନ-୬ର ବଜାର ପ୍ରବେଶ

ନୂଆଦିଲ୍ଲୀ : ବହୁତ ଦିନର ଅପେକ୍ଷାପରେ ଆସସ ତାର ନୂଆ ପ୍ଲାଗସିପ୍‍ ସ୍ମାର୍ଟଫୋନ ଆସସ୍‍ ଜେନଫୋନ-୬ର ବଜାରପ୍ରବେଶ କରିଛି। ଆସସ୍‍ ଜେନଫୋନ-୬ ଫୋନକୁ ଗୁରୁବାର ସ୍ପେନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି।…
Read More...

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ଜଣେ ଗୁରୁତର, ୧୩ଆହତ

ବରଗଡ଼ : ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସମ୍ଭରଦର୍ହା ନିକଟରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବଦ୍ବାରା ବସ୍ ଚାଳକ ଗୁରୁତର ହୋଇଥିବାବେଳେ ବସରେ ଥିବା ୧୩ ଜଣ ଯାତ୍ରୀ ଆହତ ହୋଇଥିବା…
Read More...

ଦିଲ୍ଲୀ ବିମାନ ବନ୍ଦରରୁ ୨୬ ଲକ୍ଷ ଟଙ୍କାର ସୁନା ଓ ସିଗାରେଟ ଜବତ, ବିଦେଶୀ ମହିଳା ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇ)ର କଷ୍ଟମ ଅଧିକାରୀମାନେ ଶୁକ୍ରବାର ସୁନା ଓ ସିଗାରେଟ ଚୋରା ଚାଲଣର ଏକ ବଡ଼ ଉଦ୍ୟମକୁ ପଣ୍ଡ କରିଛନ୍ତି। ଏହି ମାମଲାରେ କିର୍ଗିଜିସ୍ତାନର ଜଣେ…
Read More...

ଟ୍ରାକ୍ଟର ଧକ୍କାରେ ବାଇକ୍‍ ଆରୋହୀ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ହେବଗିରି ଥାନା ମୁଣ୍ଡରକ୍ଷେତ ଗ୍ରାମ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍‍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ବେଳେ…
Read More...

ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ପୋଷ୍ଟ ଲେଖିଥିବା ବିଜେପି ନେତା ଅନୀଲ ସୌମିତ୍ର ଦଳରୁ ନିଲମ୍ବିତ

ଭୋପାଳ : ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଫେସବୁକରେ ବିବାଦୀୟ ପୋଷ୍ଟ ଲେଖିଥିବା ମଧ୍ୟପ୍ରଦେଶ ବିଜେପି ମୁଖପାତ୍ର ଅନୀଲ ସୌମିତ୍ରଙ୍କୁ ଶୁକ୍ରବାର ଦଳରୁ ନିଲମ୍ବନ କରାଯାଇଛି। ଭୋପାଳ ଲୋକସଭା ଆସନରୁ ନିର୍ବାଚନ…
Read More...

ସଡ଼କ ଦୁର୍ଘଟଣାରେ ୨ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ବଇଦଲପୁର ଗ୍ରାମ ହାଟପଡ଼ା ନିକଟରେ ଶୁକ୍ରବାର ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାଟପଡ଼ା ନିକଟରେ ଜଣେ ଯୁବକ ବାଇକରେ ଆସୁଥିବାବେଳେ ସେହି ବାଟ…
Read More...

୫୨ ପାକିସ୍ତାନୀ ନାଗରିକଙ୍କୁ ଦେଶାନ୍ତର କଲା ଆମେରିକା

ଇସଲାମାବାଦ : ଆମେରିକା ଗୁରୁବାର ୫୨ ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶକୁ ପଠାଇ ଦେଇଛି। ଏହି ପ୍ରବାସୀମାନେ କଡ଼ା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପହଞ୍ଚିଛନ୍ତି।…
Read More...

ବିମାନ ଆକ୍ରମଣରେ ୧୭ ଆଫଗାନ୍‍ ପୁଲିସ୍‍ କର୍ମୀ ମୃତ

କାବୁଲ : ଆଫଗାନିସ୍ତାନ ହେଲମଣ୍ଡ ପ୍ରାନ୍ତର ରାଜାଧାନୀ ଲସ୍କର ଗାହ ଉପକଣ୍ଠରେ ତାଲିବାନ ଆତଙ୍କବାଦୀଙ୍କ ସହ ସଂଘର୍ଷ ବେଳେ ଭୁଲ ବଶତଃ ବିମାନ ଆକ୍ରମଣରେ ୧୭ ପୁଲିସ୍‍ କର୍ମୀଙ୍କ ମୃତ୍ୟୁ ଘଟିଛି। ପ୍ରାନ୍ତୀୟ ପରିଷଦ…
Read More...

ପ୍ରଥମ ଏସିଆ ଦେଶ ଭାବେ ସମଲିଙ୍ଗୀ ବିବାହକୁ ବୈଧ ମାନ୍ୟତା ଦେଲା ତାଇୱାନ

ତାଇପେଇ : ଏସିଆର ପ୍ରଥମ ଦେଶ ଭାବେ ତାଇୱାନ ସମଲିଙ୍ଗୀ ବିବାହକୁ ଆଇନଗତ ବୈଧ ମାନ୍ୟତା ପ୍ରଦାନ କରିଛି। ଏଲଜିବିଟି ସମ୍ପ୍ରଦାୟର ବିବାହ ସମ୍ପର୍କିତ ବିଲ୍‍ ଶୁକ୍ରବାର ତାଇୱାନ ସଂସଦରେ ବହୁମତରେ ପାରିତ ହୋଇଛି। ତାଇୱାନ…
Read More...

ସଡ଼କ ଦୁର୍ଘଟଣାରେ ବାପ-ପୁଅ ମୃତ

ସମ୍ବଲପୁର : ସମ୍ବଲପୁର-ଅନୁଗୁଳ ରାସ୍ତା ରେଢାଖୋଲ କୁଟାସିଘାଂ ନିକଟରେ ସଡ଼କ ଦୁର୍ଘଟଣାରେ ବାପ-ପୁଅଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, କୁଟାସିଘାଂ ନିକଟରେ ବାପ-ପୁଅ ବାଇକରେ ଆସୁଥିବା ବେଳେ ତାଙ୍କର…
Read More...

ଚୋରା ଲୁହାପଥର ବୋଝେଇ ୨ଟି ଟ୍ରକ୍‍ ଜବତ

ଯୋଡା : କେନ୍ଦୁଝର ଜିଲା ଯୋଡା ପୁଲିସ ଗୁରୁବାର ସକାଳେ ଦୁଇଟି ବାର ଚକିଆ ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଦ୍ରୁତବେଗରେ ୨ଟି ଟ୍ରକ ସଡ଼କ…
Read More...

ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ଚୂଡାନ୍ତ ହେଲା ନୀତିକାନ୍ତି

ଆରଡି : ଭଦ୍ରକ ଜିଲା ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ଆସନ୍ତା ଶୁକ୍ଳପକ୍ଷ ପଞ୍ଚମୀ ତିଥି ଅର୍ଥାତ ଜୁନ ୭ରେ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ମନ୍ଦିର ସେବାୟତଙ୍କ ପକ୍ଷରୁ ସମସ୍ତ ନୀତିକାନ୍ତି…
Read More...

ହୁୱାୱି ଉପରେ ପ୍ରତିବନ୍ଧକ ଲଗାଇଲା ଆମରେିକା, ଜବାବୀ କାର୍ଯ୍ୟାନୁଷ୍ଠାନ ଧମକ ଦେଲା ଚୀନ

ୱାଶିଂଟନ/ଚୀନ : ଆମେରିକା ବିଶ୍ୱର ସୁବୁଠୁ ବଡ଼ ଦୂରସଂଚାର ଉପକରଣ ନିର୍ମାତା କମ୍ପାନୀ ହୁୱାୱି ଉପରେ ପ୍ରତିବନ୍ଧକ ଲଗାଇଛି। ଚୀନ ଏହାକୁ ନେଇ ଗୁରୁବାର ଜବାବୀ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି। ନିଜ କମ୍ପାନୀଗୁଡ଼ିକର…
Read More...

ବାତ୍ୟାର ୧୩ଦିନ ପରେ ମଧ୍ୟ ଗ୍ରାମକୁ ଆସିଲାନି ବିଦ୍ୟୁତ; ଅନ୍ଧାରରେ ୨ଟି ପଞ୍ଚାୟତର ୭ଗାଁ

ଆରଡି : ସାମୁଦ୍ରିକ ଝଡ ଫନି ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବାତ୍ୟାର ୧୩ଦିନ ପରେ ମଧ୍ୟ ଏପର୍ଯ୍ୟନ୍ତ ୨ଟି ପଞ୍ଚାୟତର ୭ଟି ଗ୍ରାମ ଅନ୍ଧାରରେ ରହିଛି। ବିଦ୍ୟୁତ ବିଭାଗ ପକ୍ଷରୁ…
Read More...