ନୟାଗଡ଼ : ନୟାଗଡ଼ ଜିଲା ବାଣିଗୋଛା ବୁଗୁଡ଼ା ଛକ ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଉପରେ ଚଢି ଯାଇଥିବା ଜଣାପଡ଼ିଛି। ଯାହାଫଳରେ ଘର ଭିତରେ ଥିବା ଏକ ନାବାଳିକା ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ନାବାଳିକାକୁ ଦଶପଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Popular Categories



