ଆଠଗଡ଼ : କଟକ ଜିଲା ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫ଟା ସୁଦ୍ଧା ବିଜେଡ଼ିର ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା ସ୍ୱାଇଁ) ଆଗୁଆ ରହିଛନ୍ତି। ଏଠାରେ ରାଜା ସ୍ୱାଇଁ ତାଙ୍କ ପ୍ରତିଦ୍ୱନ୍ଦି ବିଜେପିର ବ୍ରଜେନ୍ଦ୍ର କୁମାର ରାୟଙ୍କ ଠାରୁ ୧୯୦୧୭ ଭୋଟରେ ଆଗରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ ଉମା ବଲ୍ଲଭ ରଥ ତୃତୀୟ ସ୍ଥାନରେ ରହିଛନ୍ତି।
Popular Categories



