ଧାମରା ବିମାନ ବନ୍ଦର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଧାମରା: ଧାମରାରେ ଥିବା ଆଦାନୀ ବନ୍ଦରର ଅଭିବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ରାଜ୍ୟ ସରକାରଙ୍କ ଅନୁରୋଧରେ ଧାମରାଠାରେ ଏକ ବିମାନ ବନ୍ଦର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ପାଇଁ ଆଦେଶ…
Read More...

ଚଳିତ ବର୍ଷ ଶେଷ ସୁଦ୍ଧା ୮ ଲକ୍ଷ ଘରକୁ ମିଳିବ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର: ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ୧୧୪ ପୌରାଞ୍ଚଳର ୮ଲକ୍ଷରୁ ଊର୍ଦ୍ଧ୍ବ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।…
Read More...

ବଜେଟ୍ ପ୍ରସ୍ତୁତି ପାଇଁ ଜନସାଧାରଣଙ୍କ ମତ ଲୋଡିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ବଜେଟ୍ ପ୍ରସ୍ତୁତି ପୂର୍ବରୁ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି। ୨୦୧୮ରେ ୱେବ୍ ପୋର୍ଟାଲ୍, ଇମେଲ ଓ ଏସଏମଏସ୍ ମାଧ୍ୟମରେ ମତାମତ ସଂଗ୍ରହ କରାଯାଉଥିବା ବେଳେ ୨୦୧୯ରେ ଏଠି ପାଇଁ ହ୍ୱାଟସ୍ ଆପକୁ…
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ଟି ସଂସ୍ଥାର ୩୧ କୋଟି ଟଙ୍କା ଦାନ

ଭୁବନେଶ୍ୱର: ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଲାରସେନ ଏବଂ ଟବ୍ରୋ ଲିମିଟେଡ ପକ୍ଷରୁ ୧୫ କୋଟି ଟଙ୍କା ଦିଆଯାଇଛି। କମ୍ପାନୀ ନିର୍ଦ୍ଦେଶକ ଶୈଳେନ୍ଦ୍ର ରାୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୫ କୋଟି…
Read More...

ଓଡ଼ିଶାରେ ଋଣଭାର କମ ଅଛି – ଅର୍ଥ ସଚିବ

ଭୁବନେଶ୍ୱର: ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ଋଣଭାର କମ୍ ରହିଥିବା ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି। ରାଜ୍ୟର ଋଣଭାର ଅଧିକ ବୋଲି ଯାହା ଆକଳନ କରାଯାଉଛି ତାହା ଠିକ୍ ନୁହେଁ। ସେ କହିଛନ୍ତି, ରାଜ୍ୟର ମୋଟ ଘରୋଇ ଉତ୍ପାଦ…
Read More...

୧୭୦ କେଜି ଗଞ୍ଜେଇ ଜବତ – ୭ ଗିରଫ

ଜୟପୁର: ଜୟପୁର ସଦର ପୁଲିସ, ବୈପାରିଗୁଡା ପୋଲିସ ଓ ବୋରିଗୁମ୍ମା ପୋଲିସ ଅଲଗା ଅଲଗା ୩ଟି ସ୍ଥାନରେ ଚଢ଼ଉ କରି୧୭୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଘଟଣାସ୍ଥଳରୁ ୨ଟି କାର୍ ଓ ଗୋଟିଏ ବାଇକ୍ ମଧ୍ୟ ଜବତ ହୋଇଛି। ଏହି…
Read More...

ଝାରସୁଗୁଡାରେ ବେଦାନ୍ତ ସ୍ଥାପନ କରିବ ହଟ ମେଟାଲ ପାର୍କ

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ଅନିଲ ଅଗ୍ରୱାଲ ନିୟନ୍ତ୍ରଣାଧୀନ ବେଦାନ୍ତ କମ୍ପାନୀ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଝାରସୁଗୁଡ଼ାରେ ହଟ ମେଟାଲ ପାର୍କ ସ୍ଥାପନ କରିବାକୁ ଯୋଜନା କରିଥିବା ଜଣାପଡିଛି।…
Read More...

ଧନ୍ଦାମୂଳକ ଶିକ୍ଷା ଅଧୀନ ଏସସି/ଏସଟି ପ୍ରାର୍ଥୀଙ୍କୁ ଫି’ ଛାଡ଼

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ ଅନ୍ତର୍ଗତ ଧନ୍ଦାମୂଳକ ତାଲିମ ନେଉଥିବା ଅନୁସୂଚତି ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କୁ ଫି’ ସମ୍ପୂର୍ଣ ଭାବେ ଛାଡ଼…
Read More...

ହାତୀ ଉପଦ୍ରବ ଜନିତ କ୍ଷତି ସହାୟତା ଅପେକ୍ଷାରେ ଶତାଧିକ ପରିବାର

ଯୋଡା: ୨୦୧୪ରୁ ହାତୀ ଉପଦ୍ରବ କାରଣରୁ ବଡବିଲ ଓ ଚମ୍ପୁଆ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଘରଦ୍ୱାର ହରାଇବା ସହ ବ୍ୟାପକ ଶସ୍ୟ କ୍ଷୟ କ୍ଷତି ଘଟଣାରେ ଶତାଧିକ କ୍ଷତିଗ୍ରସ୍ଥ ପରିବାର ଅଦ୍ୟାବଧି ବ୍ୟବସ୍ଥା…
Read More...

ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ସଇଁନ୍ତଲା/ବେଲଗାଁ: ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହଙ୍କୁ ଟିଟିଲାଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଇଁନ୍ତଲା ବ୍ଲକର ବିଭିନ୍ନ ଗ୍ରାମରେ ବିପୁଳ ସମ୍ବର୍ଦ୍ଧନ ଦିଆଯାଇଛି। ମଙ୍ଗଳବାର ଅପରାହ୍ନରେ…
Read More...

ସମ୍ବଲପୁରରେ ଆରମ୍ଭ ହେଲା ଆଧୁନିକ ପୁଲିସ କଣ୍ଟ୍ରୋଲ ରୁମ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ଆଧୁନିକ କଣ୍ଟ୍ରୋଲ ରୁମକୁ ଡ଼ିଆଇଜି ସତ୍ୟବ୍ରତ ଭୋଇ ଉଦଘାଟନ କରିଛନ୍ତି। ଏହି କଣ୍ଟ୍ରୋଲ ରୁମ ଦିବାରାତ୍ର ଅହରହ କାର୍ଯ୍ୟ କରିବ। ଏହି ବ୍ୟବସ୍ଥାରେ ଭିଏଚଏଫ…
Read More...

କାମ ମନ୍ଥର: ବିକଳ୍ପ ରାସ୍ତା ନେଇ ଚିନ୍ତାରେ ଗ୍ରାମବାସୀ

ଲୋଇସିଂହା: ଆଗାମୀ ପ୍ରାୟ ୨/୩ ମାସ ମଧ୍ୟରେ ଲୋଇସିଂହା ଓ ଖଲିଆପାଲି ଷ୍ଟେସନ ମଧ୍ୟରେ ଦ୍ୱିତୀୟ ଲାଇନ କାମ ସଂପୂର୍ଣ୍ଣ ହୋଇ ଟ୍ରେନ ଚଳାଚଳ ହେବା ସମ୍ଭାବନା ରହିଛି। ଏଥିପାଇଁ ଠିକାଦାର ସମେତ ବିଭାଗୀୟ କର୍ମକର୍ତ୍ତା ମଧ୍ୟ…
Read More...

ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଟିଟିଲାଗଡ଼: ଟିଟିଲାଗଡ ବିଧାୟିକା ଭାବରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେବା ସହ ନବିନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ଭାବରେ ସ୍ଥାନ ପାଇଥିବା ଟୁକୁନୀ ସାହୁଙ୍କୁ ମଙ୍ଗଲବାର ତାଙ୍କ ପ୍ରଥମ ଟିଟିଲାଗଡ ଗସ୍ତ ଅବସରରେ…
Read More...

ଶିବ ବନ୍ଧର ପୁନଃରୁଦ୍ଧାର ପାଇଁ ହେମାଲ ସଂଘର ଏନ୍‍.ଏ.ସି. ଘେରାଉ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରର ୱାର୍ଡ ନଂ ୧୧ ଓ ୧୨ ନଂର ବାସିନ୍ଦା ବ୍ୟବହାର କରି ଆସୁଥିବା ବନ୍ଧପଡା ସ୍ଥିତ ଶିବ ପୋଖରୀରର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଆଜି ଏନ୍‍.ଏ.ସି. ଘେରାଉ କରି ଏକ ସ୍ମାରକ ପତ୍ର…
Read More...

ବର୍ଷାରେ ବେହାଲ କଣ୍ଟାବାଞ୍ଜି

କଣ୍ଟାବାଞ୍ଜି: ସୋମବାର ସକାଳେ କାଳବୈଶାଖୀ ପ୍ରାକ୍‍ ବର୍ଷାରେ କଣ୍ଟାବାଞ୍ଜି ସହରର ନାଳନର୍ଦ୍ଦମା ଉବୁଡୁବୁ ହୋଇ ବେହାଲ ହୋଇଯାଇଥିଲା। ସଡକରେ ମଇଳା ପାଣି ପ୍ରଭାବିତ ହେବାର ଦେଖିବାକୁ ମିଳିଥିଲା। କଣ୍ଟାବାଞ୍ଜି…
Read More...

ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ, ୩ ଗିରଫ

ଯୋଡା: ବାମେବାରୀ ଥାନା ଅନ୍ତର୍ଗତ ଜଗଦଳା ଡ୍ୟାମ ନିକଟରୁ ପ୍ରାୟ ୩୫ ଟନ୍‍ରୁ ଊର୍ଦ୍ଧ୍ବ ଚୋରା ଲୁହାପଥର ବୋଝେଇ ଜେଏଚ-୧୦ଡବ୍ଲୁ-୮୮୧୧ ନମ୍ବର ଟ୍ରକ୍‍କୁ ବାମେବାରୀ ଥାନା ପୁଲିସ ଏସଆଇ ମାର୍ଟିନ କୁଜୁର ଚଢାଉ କରି ଜବତ…
Read More...

ବ୍ଲକସ୍ତରୀୟ କପା ଚାଷୀ ତାଲିମ ଶିବିର ଅନୁଷ୍ଠିତ

ଟିଟିଲାଗଡ଼: କ୍ରମାଗତ ଭାବରେ ବର୍ଷାହାନି ଯୋଗୁଁ କ୍ଷତିର ଶିକାର ହେଉଥିବା ଟିଟିଲାଗଡ ବ୍ଲକର ଚାଷୀ ପାରମ୍ପରିକ ଧାନ ଚାଷ ବଦଲରେ ଅର୍ଥକାରୀ କପା ଫସଲ ପ୍ରତି ଅଧିକ ମାତ୍ରାରେ ଆକୃଷ୍ଟ ହେଉଛନ୍ତି। କୃଷି ବିଭାଗ ତଥ୍ୟ…
Read More...

୬୯ରୁ ଅମାନତ ହରାଇଲେ ୪୭ଜଣ ପ୍ରାର୍ଥୀ

ସୁନ୍ଦରଗଡ଼: ସାଧାରଣ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ସୁନ୍ଦରଗଡ଼ ଜିଲାର ଗୋଟିଏ ସଂସଦୀୟ କ୍ଷେତ୍ର ଓ ୭ ବିଧାନସଭା କ୍ଷେତ୍ରରୁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାଥୀଙ୍କ ମଧ୍ୟରୁ ବିଜୟୀ ପ୍ରାର୍ଥୀମାନେ ଇତିମଧ୍ୟରେ ଶପଥ…
Read More...

ଗଣମାଧ୍ୟମ ହିରୋ ପ୍ରତାପ ଷଡ଼ଙ୍ଗୀ – ସତ୍ୟପାଠରେ ୭ ଅପରାଧିକ ମାମଲା

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ସପ୍ତଦଶ ଲୋକସଭା ନିର୍ବାଚନର ଅନେକ ପ୍ରସଙ୍ଗ ପ୍ରାର୍ଥୀ ପତ୍ର ଦାଖଲଠାରୁ ଆରମ୍ଭ କରି ଭୋଟ ଗଣତି ଶେଷ ଯାଏଁ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ, ଓଡ଼ିଶାର…
Read More...

ଗୃହ ପ୍ରବେଶ କଲେ ଅମିତ ଶାହା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଶପଥ ଗ୍ରହଣ କରିଥିବା ଅମିତ ଶାହା ଶନିବାର ନିଜ କାର୍ଯ୍ୟଭାର ଗ୍ରହଣ…
Read More...

ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତୁତ

ନୂଆଦିଲ୍ଲୀ: ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କସ୍ତୁରୀରଙ୍ଗନ୍‍ କମିଟି ଜାତୀୟ ଶିକ୍ଷାନୀତି ଚିଠାକୁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶାଙ୍କଙ୍କୁ ପ୍ରଦାନ କରିଛନ୍ତି। ଏହି ଚିଠା ନୀତିରେ ଭାରତୀୟ ଜ୍ଞାନ…
Read More...

ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ୧୦୦ ଦିନିଆ ଟାର୍ଗେଟ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀ ନବକିଶୋର ଦାସ ବିଭାଗୀୟ ଅଧିକାରୀମାନଙ୍କ ସହ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଛନ୍ତି। ଗୁଣାତ୍ମକ…
Read More...

ଏସସିବିରେ ସ୍ଥାପନ ହେଲା ଅତ୍ୟାଧୁନିକ ମଲିକୁଲାର ଜିଓନୋମିକ ପରୀକ୍ଷା

କଟକ: ଦେଶରେ ପ୍ରଥମ ଥର ପାଇଁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଅତ୍ୟାଧୁନିକ ମଲିକୁଲାର ଜିଓନୋମିକ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷାଗାରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା…
Read More...

ଆଞ୍ଚଳିକ ସମ୍ବାଦ ବିଭାଗ ମୁଖ୍ୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଟକ: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ବିଭାଗର ମୁଖ୍ୟ ଉପ-ନିର୍ଦ୍ଦେଶକ ତଥା ଭାରତୀୟ ସୂଚନା ସେବା ଅଧିକାରୀ କେ. ପି. ରାଜୀବନ ଶୁକ୍ରବାର ତାଙ୍କ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ କଟକ ଆକାଶବାଣୀ…
Read More...

କାହିଁକି ହାରିଲା କଂଗ୍ରେସ?

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ଲୋକସଭା ନିର୍ବାଚନ ୨୦୧୯ ସମାପ୍ତ ହେବା ପରେ ବିଜେପି ସରକାର ଗଠନ କରିବା ଓ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ନେଇ ଯେତିକି ଚର୍ଚ୍ଚା ନ ଚାଲିଛି, ଅଧିକ ଚର୍ଚ୍ଚା ହେଉଛି…
Read More...

ଦ୍ଵିତୀୟ ପାଳିର ପ୍ରଥମ ୧୦୦ ଦିନ – ଘରୋଇକରଣ କିମ୍ବା ବନ୍ଦ ହୋଇପାରେ ୪୬ଟି ରାଷ୍ଟ୍ରାୟତ ଉଦ୍ୟୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ପ୍ରଥମ ୧୦୦ ଦିନ ଦେଶର ଅର୍ଥନୈତିକ ସ୍ଥିତି ସଜାଡ଼ିବା ଦିଗରେ ଉଭୟ ଗୁରୁତ୍ୱପୂର୍ଣ ଏବଂ ମହତ୍ଵପୁର୍ଣ ସାବ୍ୟସ୍ତ ହୋଇପାରେ। ନୂତନ ଶିଳ୍ପ ବିକାଶ ପାଇଁ…
Read More...

ପଦ୍ମ ପୁରସ୍କାର – ୨୦୨୦ ପାଇଁ ନାମାଙ୍କନ ପତ୍ର ଆହ୍ୱାନ

ନୂଆଦିଲ୍ଲୀ: ଆସନ୍ତା ୨୦୨୦ ମସିହା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର-୨୦୨୦ ପାଇଁ ନାମାଙ୍କନ/ସୁପାରିଶ ପତ୍ର ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ପତ୍ର…
Read More...

ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ: ୩୪ ହଜାର ପକ୍କା ଘର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରତିଶୃତି କରିବା ଲାଗି ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୪ ହଜାର କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ଘୋଷଣାରେ କରିଛନ୍ତି।…
Read More...

ଟେଲିଫୋନ୍‍ ଏକ୍ସଚେଞ୍ଜ ପୋଡି ମାମଲାରୁ ମାଓନେତା ସବ୍ୟସାଚୀ ମୁକ୍ତ

ଗଞ୍ଜାମ: ୨୦୦୬ ମସିହା ପାରଳାଖେମୁଣ୍ଡି ଟେଲିଫୋନ୍‍ ଏକ୍ସଚେଞ୍ଜ ପୋଡି ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଗୁରୁବାର ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର କେନ୍ଦ୍ରୀୟ…
Read More...

ସୁନ୍ଦରଗଡ଼ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ

ସୁନ୍ଦରଗଡ଼: ଅଗ୍ନିଶମ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ସହରରରେ ଥିବା ୮ଟି କୋଚିଂ ସେଣ୍ଟର ଏବଂଓ ୩ଟି ପେଟ୍ରୋଲ ପମ୍ପରେ ଚଢ଼ଉ କରାଯାଇଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି। କୌଣସି କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା…
Read More...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳିବ ହଜାର କୋଟିର କାମ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ବଳରେ ୪୦ଟି ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ୧୦ଟି ବିଭାଗରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟବସାୟର ସୁଯୋଗ ଦେବାକୁ…
Read More...

କାଳିଆ ହିତାଧିକାରୀ ପରିବାର ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର: ମନ୍ତ୍ରିପରିଷଦ ଗଠନ ପରେ ରାଜ୍ୟ ପ୍ରଥମ କ୍ୟାବିନେଟ ବୈଠକରେ କାଳିଆ ଯୋଜନାରେ ସାମିଲ ଥିବା ୪୫ ଲକ୍ଷ ଚାଷୀ ପରିବାର ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ପର୍ଯ୍ୟଟକମାନଙ୍କ ନିମନ୍ତେ ଜୁନ ୧୫ରୁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ଚଳିତ ବର୍ଷ ଜୁନ ୧୫ରୁ ଆସନ୍ତା ନଭେମ୍ବର ପହିଲା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିବ। ବର୍ଷା ଋତୁ ପାଇଁ ପ୍ରତ୍ୟେକ ବର୍ଷ ଭଳି ଜୁନ ୧୫ ତାରିଖଠାରୁ କୌଣସି ପର୍ଯ୍ୟଟକଙ୍କୁ…
Read More...

ଜଟଣୀ ଫ୍ଲାଏ ଓଭରବ୍ରିଜ ନିର୍ମାଣର ଶୁଭାରମ୍ଭ କଲେ ବିଧାୟକ

ଜଟଣୀ: ଜଟଣୀ ନିର୍ବାଚନ ମଣ୍ଡଳୀର ନାଵ ନିର୍ବାଚିତ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଜଟଣୀର ବହୁ ପ୍ରତିକ୍ଷିତ ରେଳବାଇ ଫ୍ଲାଏଓଭର୍‍ ବ୍ରିଜ୍‍ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି। ଖୋର୍ଦ୍ଧା-ପିପିଲି ମୁଖ୍ୟ ରାସ୍ତାର…
Read More...

ସୁରକ୍ଷା ପ୍ରଥମ ପ୍ରାଥମିକତା – ମୋଦୀ

ନୂଆଦିଲ୍ଲୀ: ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାତ୍ମା ଗାନ୍ଧୀ, ଅଟଳ ବିହାରୀ ବାଜପାୟୀ…
Read More...

ପ୍ରକାଶ ପାଇଲା +୨ ଉପଶାସ୍ତ୍ରୀ ଓ +୩ ଶାସ୍ତ୍ରୀ ଶେଷ ବର୍ଷ ପରୀକ୍ଷା ଫଳ

ପୁରୀ: ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଦ୍ୱାରା ପରିଚାଳିତ +୨ ଉପଶାସ୍ତ୍ରୀ ଓ +୩ ଶାସ୍ତ୍ରୀ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଡଃ. ମଧୁସୂଦନ…
Read More...

ରାହୁଲ ନାରାଜ, ସଚିନ ପାଇଲଟ ହୋଇପାରନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର/ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସ ପାର୍ଟିରେ ସଙ୍କଟ ବଢ଼ିବାରେ ଲାଗିଛି। ଲୋକସଭା ନିର୍ବାଚନରେ ବିପର୍ଯ୍ୟୟ ନେଇ ଆତ୍ମ ମନ୍ଥନ ଓ ବିଶ୍ଳେଷଣ କରିବା ଦାବି ଉଠିବା ପରେ ଏଭଳି ସଙ୍କଟ ଦେଖାଦେଇଛି। ରାଜସ୍ଥାନ ପ୍ରଦେଶ…
Read More...

ବଡ଼ ଋଣ ଖିଲାପକାରୀଙ୍କ ନାଁ ପ୍ରକାଶ କର – ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ରୀୟ ସୂଚନା ଆୟୋଗର ତାଗିଦ

ନୂଆଦିଲ୍ଲୀ: ଋଣ ନେଇ ଫେରସ୍ତ କରିନଥିବା ବଡ଼ ଋଣ ଖିଲାପକାରୀଙ୍କ ନାମ ପ୍ରକାଶ କରିବାକୁ କେନ୍ଦ୍ରୀୟ ସୂଚନା ଆୟୋଗ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଋଣ ଖିଲାପକାରୀଙ୍କ ମାମଲା ସମାଧାନ କରିବା ପାଇଁ…
Read More...

ଇମ୍ରାନ ଅଯୋଗ୍ୟ, କହିଲେ ନୱାଜଙ୍କ ଝିଅ ମରିୟମ ନୱାଜ

କରାଚୀ: ଜେଲ ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ (ନୱାଜ) ଉପସଭାପତି ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡା ଭାଷାରେ…
Read More...

ଆତଙ୍କବାଦ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିବ ମୋଦୀ ସରକାର

ନୂଆଦିଲ୍ଲୀ: ମୋଦୀ ସରକାର ତାଙ୍କ ଦ୍ଵିତୀୟ ପାଳିରେ ଆତଙ୍କବାଦ ତଥା ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିବେ। ଏହା ବ୍ୟତୀତ ନୂଆ ସରକାର ଅବୈଧ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବା ପାଇଁ…
Read More...

ନିମନ୍ତ୍ରଣ ନାହିଁ କିନ୍ତୁ ଆଲୋଚନା ପାଇଁ ଆଗ୍ରହୀ ପାକିସ୍ତାନ

କରାଚୀ: ବିଜେପି ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଉତ୍ସବକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲେ ମଧ୍ୟ ଭାରତୀୟ…
Read More...

ଦଶ ବର୍ଷରେ ଅପରାଧୀ ସାଂସଦଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ବିଗତ ୩ଟି ଲୋକସଭା ନିର୍ବାଚନରେ କୋଟିପତି ଓ ଅପରାଧିକ ପୃଷ୍ଠଭୂମି ଥିବା ସାଂସଦଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ, ଆସୋସିଏସନ ଅଫ…
Read More...

ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର: ପଞ୍ଚଦଶ ଓଡିଶା ବିଧାନସଭାର କାର୍ଯ୍ୟକାଳ ୨୦୧୯ ଜୁନ ୧୧ରେ ଶେଷ ହେଉଥିବା ବେଳେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ରବିବାର ବିଜୁ ଜନତା ଦଳର ନିର୍ବାଚିତ ସଦସ୍ୟମାନେ ଦଳ ମୁଖିଆ ନବୀନ…
Read More...

ବିଧାନସଭାରେ ୧୨୪ ନୂଆ ମୁହଁ ସହ ୨୨ ପୁରୁଣା

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ଓଡିଶା ବିଧାନସଭା ପାଇଁ ୧୪୬ଟି ଆସନରେ ନିର୍ବାଚନ ହୋଇଥିବା ବେଳେ ୧୨୪ ଜଣ ନୂଆ ପ୍ରାର୍ଥୀ ବିଧାନସଭାରେ ନିଜ ଅଞ୍ଚଳର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି। ୨୨ ଜଣ ପୁରୁଣା…
Read More...

ସାମ୍ବାଦିକ ରାମହରି ମିଶ୍ରଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର: ସାମ୍ବାଦିକ, ସଂଗଠକ ତଥା ସାମ୍ବାଦିକ ଓ ଗଣ ଯୋଗାଯୋଗ ପ୍ରଫେସର ରାମହରି ମିଶ୍ରଙ୍କ ବିୟୋଗରେ ସଚିବାଳୟସ୍ଥିତ ପ୍ରେସ ଲାଉଞ୍ଜରେ ଶନିବାର ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ବୈଷ୍ଣବ ଜେନାଙ୍କ…
Read More...

ଆସିଲାନି ଆମ୍ବୁଲାନ୍ସ – ଖଟିଆରେ ମେଡିକାଲ ଗଲେ ପ୍ରସୂତି

କନ୍ଧମାଳ: ମାଓ ଅଧ୍ୟୁଷିତ ଅଞ୍ଚଳ କନ୍ଧମାଳ କୋଟଗଡ ବ୍ଲକ ଅନ୍ତର୍ଗତ ବାମନତୋଟା ଗାଁରେ ପୁଣିଥରେ ପ୍ରସୂତିଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି। ଫଳରେ ଗ୍ରାମବାସୀଙ୍କ…
Read More...

ପଞ୍ଚମ ପାଳି ପାଇଁ ନବୀନ ପ୍ରସ୍ତୁତ

ଭୁବନେଶ୍ୱର: ବିଜୁ ଜନତା ଦଳ ବିଧାୟକ ଦଳ ବୈଠକ ରବିବାର ଅପରାହ୍ନରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଯେଉଁଥିରେ ନବୀନ ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ଦଳର ନେତା ଚୟନ ପ୍ରସ୍ତାବକୁ ଅନୁମୋଦନ ଦିଆଯିବ। ନୂଆ ସରକାର…
Read More...

ଧାରା ୩୭୦ ଉଛେଦ ଚାହୁଁଛନ୍ତି ଜାମ୍ମୁ ଓ ଲଦାଖ ଜନସାଧାରଣ: ବିଜେପି

ନୂଆଦିଲ୍ଲୀ: ବିଜେପିର ଜାମ୍ମୁ କାଶ୍ମୀର ଶାଖା ଦାବି କରିଛି ଯେ, ଜାମ୍ମୁ ଓ ଲଦାଖ ଜନସାଧାରଣ ବିଜେପିକୁ ଭୋଟ ଦେଇ ଧାରା ୩୭୦ ଏବଂ ୩୫ଏ ଉଛେଦ କରିବାକୁ ଚାହୁଁଛନ୍ତି। ପାର୍ଟି ଏକଥା ମଧ୍ୟ କହିଛି ଯେ ନେସନାଲ କନ୍ଫରେନ୍ସ…
Read More...

ନବ ଭାରତ ନିର୍ମାଣ ପାଇଁ ନୂଆ ଯାତ୍ରାର ଶୁଭାରମ୍ଭ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ଥର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି, ତାଙ୍କ ସରକାର ଅଫୁରନ୍ତ ଶକ୍ତି ସହ ନବ ଭାରତ ଗଠନ ଦିଗରେ କାର୍ଯ୍ୟ କରିବ। ଜାତୀୟ ଗଣତାନ୍ତ୍ରିକ…
Read More...

ତାତିରେ ଅସ୍ତବ୍ୟସ୍ତ ଜନଜୀବନ: ୪୬ ଟପିଲା ଦୁଇ ସହର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସକାଳୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଗୁଳୁଗୁଳି ଲାଗିରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଶନିବାର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା…
Read More...

ରାଜ୍ୟ ସଂଗ୍ରହାଳୟରେ ରହିବ ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ବ୍ୟବହୃତ ସାମଗ୍ରୀ

ଭୁବନେଶ୍ୱର: ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ତାଙ୍କ ଦ୍ୱାରା ବ୍ୟବହୃତ କିଛି ସାମଗ୍ରୀ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ…
Read More...

ଓଡିଶାରୁ ଲୋକସଭାକୁ ଯିବେ ୨୧ ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ନିର୍ବାଚନ ଓ ଭୋଟ ଗଣତି ଶେଷ ହେବ ପରେ ସପ୍ତଦଶ ଲୋକସଭାରେ ପ୍ରତିନିଧିତ୍ବ କରିବା ପାଇଁ ଓଡ଼ିଶାର ଭୋଟର ୨୧ଜଣ ଜନ ପ୍ରତିନଧିଙ୍କୁ ଚୟନ କରିଛନ୍ତି। ୨୧ ଜଣଙ୍କ ମଧ୍ୟରେ ବିଜେଡିର ସର୍ବାଧିକ ୧୨ଜଣ…
Read More...

ପୁନର୍ବାର ଲୋକସଭାକୁ ନିର୍ବାଚିତ ହେଲେ ୧୯୭ ସାଂସଦ

ନୂଆଦିଲ୍ଲୀ: ଷୋଡଶ ଲୋକସଭାର ୧୯୭ ଜଣ ସାଂସଦ ପୁଣିଥରେ ସପ୍ତଦଶ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୭ ଜଣ ମହିଳା ସାଂସଦ ମଧ୍ୟ ଅଛନ୍ତି। କିରଣ ରିଜିଜୁ, ଜୁଏଲ ଓରାମ, ନିତିନ ଗଡ଼କରୀ ଏବଂ ବାବୁଲ…
Read More...

ଭାରତୀୟ ନିର୍ବାଚନ ବିଶ୍ୱ ପାଇଁ ପ୍ରେରଣା: ଆମେରିକା

ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନଃ ନିର୍ବାଚିତ ହେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆମେରିକା କହିଛି, ଭାରତରେ ଏବେ ସମ୍ପନ୍ନ ହୋଇଥିବା ସାଧାରଣ ନିର୍ବାଚନ ବିଶ୍ୱ ପାଇଁ ପ୍ରେରଣାଦାୟୀ। ଆମେରିକା…
Read More...

ଆତଙ୍କୀ ସଙ୍ଗଠନ ‘ଜମାତ ଉଲ ମୁଜାହିଦ୍ଦିନ’କୁ ନିଷିଦ୍ଧ ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ବାଂଲାଦେଶୀ ଆତଙ୍କୀ ସଙ୍ଗଠନ ଜମାତ ଉଲ ମୁଜାହିଦ୍ଦିନ (ଜେଏମବି)କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଗୃହ ମନ୍ତ୍ରାଳୟ ସୂଚନା ଅନୁଯାୟୀ ସମ୍ପୃକ୍ତ ଆତଙ୍କୀ ସଙ୍ଗଠନ ୨୦୧୬ରେ ଢ଼ାକାର ଏକ କାଫେ ଉପରେ…
Read More...

ରବର୍ଟ ଭଦ୍ରାଙ୍କ ଅଗ୍ରୀମ ଜାମିନ ଖାରଜ ପାଇଁ ହାଇକୋର୍ଟରେ ଇଡି

ନୂଆଦିଲ୍ଲୀ: ଅର୍ଥ ଠକେଇ ମାମଲାରେ ରବର୍ଟ ଭଦ୍ରାଙ୍କୁ ମିଳିଥିବା ଅଗ୍ରୀମ ଜାମିନ ଖାରଜ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ…
Read More...

ଷୋଡଶ ଲୋକସଭା ଭଙ୍ଗ ପାଇଁ କ୍ୟାବିନେଟ ସୁପାରିଶ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ଷୋଡଶ ଲୋକସଭା ଭଙ୍ଗ ପାଇଁ ସୁପାରିଶ କରିଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି…
Read More...

ଚୀନରେ ଡଙ୍ଗା ବୁଡି ୧୦ ମୃତ, ୮ ନିଖୋଜ

ବେଜିଙ୍ଗ: ଦକ୍ଷିଣପଶ୍ଚିମ ଚୀନର ଏକ ନଦୀରେ ଡଙ୍ଗା ବୁଡି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ୮ଜଣ ନିଖୋଜ ଅଛନ୍ତି। ଗୁଇଜୁ ପ୍ରଦେଶର ବନରା ଅଞ୍ଚଳରେ ଏହି ଘଟଣାରେ କ୍ୟାପଟେନ ସମେତ ୧୧…
Read More...

ଆତଙ୍କ ବନ୍ଦ କର, ଆଲୋଚନା ହେବ: ହର୍ଷ ବର୍ଦ୍ଧନ ଶୃଙ୍ଗଲା

ୱାଶିଙ୍ଗଟନ: ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ ଦେବା ବନ୍ଦ ନ କରିବା ଯାଏ କୌଣସି କଥାବାର୍ତ୍ତା ହେବ ନାହିଁ ବୋଲି ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷ ବର୍ଦ୍ଧନ ଶୃଙ୍ଗଲା କହିଛନ୍ତି। ସାଧାରଣ…
Read More...

ଜଗନ ମୋହନ ରେଡ୍ଡୀ ହେବେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ

ବିଜୟୱାଡ଼ା: ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମେ ୩୦ରେ ଶପଥ ଗ୍ରହଣ କରିବେ। ବିଜୟୱାଡ଼ାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଆନ୍ଧ୍ର ପ୍ରଦେଶରେ ଏପ୍ରିଲ ୧୧ରେ…
Read More...

ଅନୁଗ୍ରହ ପୂର୍ବକ ପରାଜୟ ସ୍ୱୀକାର କଲେ ଶରଦ ପାୱାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଏନଡ଼ିଏର ବିଜୟକୁ ଏନସିପି ମୁଖ୍ୟ ଶରଦ ପାୱାର ସହର୍ଷ ସ୍ୱୀକାର କରିବା ସହ କହିଛନ୍ତି ଯେ ସେ ଅନ୍ୟମାନଙ୍କ ଭଳି ଇଲେକଟ୍ରୋନିକ ଭୋଟିଂ ମେସିନକୁ ଦାୟୀ କରିବେ ନାହିଁ। ପୂର୍ବରୁ ଏନସିପି…
Read More...

ଆମେ ସମୀକ୍ଷା କରିବୁ: ମମତା ବାନାର୍ଜୀ

କୋଲକାତା: ଉଭୟ କେନ୍ଦ୍ର ଏବଂ ପଶ୍ଚିମବଙ୍ଗରେ ବିଜେପିର ସଫଳତା ପରେ, ତୃଣମୂଳ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ନିର୍ବାଚନରେ ଦଳର ବିପର୍ଯ୍ୟୟର ସମୀକ୍ଷା କରିବେ। ଗଣତି ଆରମ୍ଭ…
Read More...

ବଢୁଛି ତାତି, ସାଧାରଣ ଜୀବନଯାତ୍ରା ବ୍ୟାହତ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଭାବେ ତାପମାତ୍ରା ବଢ଼ିବାରେ ଲାଗିଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ…
Read More...

ମତଦାତାଙ୍କ ନିଷ୍ପତ୍ତି ହିଁ ଚୂଡାନ୍ତ: ଅମିତ ଶାହା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସାମାଜିକ ଗଣମାଧ୍ୟମ ଫେସବୁକ ଏବଂ ଟ୍ୱିଟର ମାଧ୍ୟମରେ ଦେଶର ୨୨ଟି ବିରୋଧୀ ଦଳକୁ ୬ଟି ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି, ଇଭିଏମ୍‍ ଉପରେ ପ୍ରଶ୍ନ ଉଠାଉଥିବା…
Read More...

କାଉଣ୍ଟ ଡାଉନ ଆରମ୍ଭ – ୧୩୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

ସମାଜ ପୋର୍ଟାଲ ଡେସ୍କ: ୪ଟି ପର୍ଯ୍ୟାୟରେ ରାଜ୍ୟର ୨୧ଟି ଲୋକସଭା ଓ ୧୪୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‍ ରେ ସିଲ୍‍ ହୋଇ ସାରିଥିବା ବେଳେ ଆଜି (ଗୁରୁବାର) ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ।…
Read More...

ସିଦ୍ଧୁଙ୍କ ଇସ୍ତଫା ଦାବି କଲେ ପଞ୍ଜାବର ୪ ମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ବିବାଦ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱ ନେଇ ପ୍ରଶ୍ନ କରିଥିବା ସିଦ୍ଧୁଙ୍କ ପାଇଁ…
Read More...

ଆନ୍ତର୍ଜାତୀୟ ଜୈବ ବିିବିିଧତା ଦିବସ ପାଳିତ

ଜୟପୁର: ଜୟପୁର ବିଜୁ ପଟ୍ଟନାୟକ କୃଷି ଜୈବ ବିବିଧତା କେନ୍ଦ୍ରର ଏମ୍‍.ଏ,.ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନରେ ବୁଧବାର ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଜୈବବିବିଧତା ଓ…
Read More...

ସୁପ୍ରିମକୋର୍ଟ ଯୌନ ଉତ୍ପୀଡ଼ନ ମାମଲା: ବିବାଦ ଘେରରେ ରେଜିଷ୍ଟ୍ରାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ମାମଲା ଆଣିଥିବା ସେହି କୋର୍ଟର ପୂର୍ବ ମହିଳା କର୍ମଚାରୀଙ୍କୁ ପଦରୁ ବହିଷ୍କାର ପୂର୍ବରୁ ହୋଇଥିବା ତଦନ୍ତ ସୁପ୍ରିମକୋର୍ଟ…
Read More...

ପରବର୍ତ୍ତୀ ସରକାର ପାଇଁ କଣ ହେବ ପ୍ରାଥମିକତା

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ସପ୍ତଦଶ ଲୋକସଭା ନିର୍ବାଚନ ଓ ଫଳାଫଳକୁ ଭାରତର କୋଟି କୋଟି ଜନତା ଅପେକ୍ଷା କରିଥିବା ବେଳେ ସରକାର କିଏ ଗଢ଼ିବ, ସେ ନେଇ ରାଜନୈତିକ ଦଳ ଓ ସେମାନଙ୍କ କର୍ମୀଙ୍କ ମଧ୍ୟରେ…
Read More...

କର୍ମୀଙ୍କୁ ରାହୁଲଙ୍କ ଆଶ୍ୱାସନା – ନିରୁତ୍ସାହିତ ହୁଅନି

ନୂଆଦିଲ୍ଲୀ: ଭୋଟ ଗଣତିକୁ ଆଉ କିଛି ସମୟ ବାକି ଥିବା ବେଳେ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଶ୍ୱାସନା ବାଣୀ ଶୁଣାଇଛନ୍ତି। ରାହୁଲ ଦଳୀୟ କର୍ମୀମାନଙ୍କୁ କହିଛନ୍ତି, ମିଛ…
Read More...

ଜୁନ୍‍ ୧ରୁ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ

ଭୁବନେଶ୍ୱର: ଜୁନ୍‍ ୧ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ 'ଆମ୍ବ ମହୋତ୍ସବ-୨୦୧୯’। ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍‍ମାସ୍‍) ଏବଂ ଓଡ଼ିଶା ଜୀବିକା ମିଶନ୍‍ର ମିଳିତ ଉଦ୍ୟମରେ ଏହି ମହୋତ୍ସବ ଜୁନ୍‍ ୫ ତାରିଖ…
Read More...

ପୋଷ୍ଟାଲ ବାଲାଟ ତଥ୍ୟ ଦିଅ: ବିଜେପି

ଭୁବନେଶ୍ୱର: ସରକାରୀ ଅଫିସରମାନଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ଅଧିକ ପୋଷ୍ଟାଲ ବାଲାଟ ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ନିର୍ବାଚନ ଦାୟୀତ୍ୱରେ ଥିବା କିଛି ଅଧିକାରୀ ବୁଥରେ ଭୋଟ ଦେବା ସହ ପୋଷ୍ଟାଲ ବାଲାଟ…
Read More...

ଭୋଟ୍‍ ଗଣତି ପାଇଁ ପ୍ରସ୍ତୁତି ଚୂଡାନ୍ତ

ଭୁବନେଶ୍ୱର: ୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା ଆସନ ପାଇଁ ୬୩ ଟି କେନ୍ଦ୍ରରେ ଗୁରୁବାର ଭୋଟ୍‍ ଗଣନା କରାଯିବ। ମୋଟ ୨,୪୬୨ଟି ଟେବଲରେ ଭୋଟ୍‍ ଗଣତି କରାଯିବ। ଉଭୟ ଲୋକସଭା ଓ ବିଧାନସଭା ପାଇଁ ପୃଥକ୍‍ ପୃଥକ୍‍ ଭାବେ…
Read More...

୨୦୧୭-୧୮ରେ ବିଜେଡିର ନିର୍ବାଚନୀ ଚାନ୍ଦା ୧୩ କୋଟି

ଭୁବନେଶ୍ୱର: ନିର୍ବାଚନୀ ଚାନ୍ଦା ନେଇ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ଓ ନ୍ୟାସନାଲ ଇଲେକ୍ସନ ୱାଚ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ୪୮ଟି ଆଞ୍ଚଳିକ ଦଳ…
Read More...

ଯୋଗାଣ ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମାନା

ଭଦ୍ରକ: ସୂଚନା ଅଧିକାର ଆଇନକୁ ଠିକ ଭାବରେ ପାଳନ କରିନଥିବାରୁ ଚାନ୍ଦବାଲି ବ୍ଲକର ପୂର୍ବତନ ଯୋଗାଣ ବିଭାଗ ଅଧିକାରୀ ରେବତୀ ସିଂ ନାୟକଙ୍କ ଉପରେ ୨୫ହଜାର ଟଙ୍କା ଜୋରିମାନା କରାଯାଇଛି। ସେ ଏହି ଅର୍ଥକୁ ଟ୍ରେଜେରୀରେ ଜମା…
Read More...

ଆଜି ‘ପିଏସ୍‍ଏଲଭି – ସି୪୬’ର ଉତକ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଆଜି (ବୁଧବାର) ପିଏସ୍‍ଏଲଭି - ସି୪୬ ଉପଗ୍ରହର ଉତକ୍ଷେପଣ ପାଇଁ ଅବଗଣନା ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ଅର୍ନ୍ତଗତ ଶ୍ରୀହରିକୋଟାର…
Read More...

ନିଶାଦ୍ରବ୍ୟ ସହ ପାକିସ୍ତାନୀ ମାଛଧରା ଡଙ୍ଗା ଜବତ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ୧୯୪ ପ୍ୟାକେଟ ନିଶାଦ୍ରବ୍ୟ ସହ ଏକ ପାକିସ୍ତାନୀ ମାଛ ଧରା ଡଙ୍ଗାକୁ ଜବତ କରିଛି। ଗୁଜରାଟ ଉପକୂଳଠାରୁ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ଜଳସୀମାରେ ଏକ ମାଛଧରା ଡଙ୍ଗା ସନ୍ଦିଗ୍ଧ…
Read More...

ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ତୈଳ ଏବଂ ପ୍ରାକୃତିକ ବାଷ୍ପ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର ଗବେଷଣା ଏବଂ ବିକାଶ କେନ୍ଦ୍ର ମଧ୍ୟରେ ସମନ୍ୱୟ ରକ୍ଷା କରିବା, ଟିକସ ବ୍ୟବସ୍ତା ଏବଂ ତୈଳ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରାୟତଗୁଡ଼ିକୁ ଜିଏସଟିରୁ ଲାଭ…
Read More...

ଜଗନ୍ନାଥ ଓ ସୂର୍ଯ୍ୟ ମନ୍ଦିର ମରାମତି ପାଇଁ ଓଏନ୍‍ଜିସିର ୫ କୋଟି ଟଙ୍କା ସହାୟତା

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଫନୀ’ରେ ପୁରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ମରାମତି କାର୍ଯ୍ୟ ତଥା ପୁନରୁଦ୍ଧାର ପାଇଁ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ (ଓଏନ୍‍ଜିସି)…
Read More...

ନିର୍ବାଚନ ସରିଲା – ବନ୍ଦ ହେଲା ‘ନମୋ’ ଟିଭି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ମାର୍ଚ୍ଚ ୨୬ରେ ପ୍ରସାରଣ ଆରମ୍ଭ କରିଥିବା ନମୋ ଟିଭିର ପ୍ରସାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ବନ୍ଦ ହୋଇଯାଇଛି। ବିଜେପି କହିଛି, ଅନ୍ତିମ ପର୍ଯ୍ୟାୟ…
Read More...

ଫନୀର ଦୁଇ ସପ୍ତାହ ପରେ ବି ତୃଣମୂଳ ସ୍ତରରେ ରହିଛି ଅନେକ ସମସ୍ୟା

ଭୁବନେଶ୍ୱର: ଫନୀ ତାଣ୍ଡବର ଦୁଇ ସପ୍ତାହ ପରେ ବି ପ୍ରଭାବିତ ଅଞ୍ଚଳରେ ଅନେକ ସମ୍ବେଦନଶୀଳ ସମସ୍ୟା ରହିଛି ଏବଂ ଏହି ସମସ୍ୟା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବା ସହ ଥଇଥାନ ଓ ପୁର୍ନବାସ ପ୍ରକ୍ରିୟାରେ ମାନ ବୃଦ୍ଧି…
Read More...

ନିର୍ବାଚନ ଆୟୋଗ ବିଶ୍ଵାସୀ ହେବା ଜରୁରୀ – ପ୍ରଣବ

ନୂଆଦିଲ୍ଲୀ: ମେ ୨୩ରେ ଭୋଟ ଗଣତି ପୂର୍ବରୁ ଇଭିଏମ ସ୍ଥାନାନ୍ତରଣ ବେଳେ ବିଭିନ୍ନ ମହଲରୁ ଏଭିଏମରେ ଟାମ୍ପରିଙ୍ଗ କରାଯାଉଥିବା ଓ ବଦଳାଯାଉଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ…
Read More...

କଂଗ୍ରେସ ବିରୁଦ୍ଧରେ ମାନହାନି ମାମଲା ପ୍ରତ୍ୟାହାର କରିବେ ଅନିଲ ଅମ୍ବାନୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ଏବଂ ନେସନାଲ ହରାଲଡ ବିରୁଦ୍ଧରେ ଅନିଲ ଅମ୍ବାନୀ ମାଲିକାନାରେ ଥିବା ରିଲାୟାନ୍ସ କମ୍ପାନୀ ଆଣିଥିବା ୫ହଜାର କୋଟି ଟଙ୍କାର ମାନହାନି ମାମଲା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି।…
Read More...

ବିଧାନସଭାରେ ଖାଲି ପଡିଛି ଅଧାରୁ ଅଧିକ ପଦ

ଭୁବନେଶ୍ୱର: ଓଡିଶା ବିଧାନସଭାରେ ଅଧାରୁ ଅଧିକ ପଦବୀ ଖାଲି ପଡିଥିବା ବେଳେ ନୂଆ ସରକାର ଗଠନ ପରେ ବିଧାନସଭା କିଭଳି ପରିଚାଳନା ହେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଧାନସଭା ପରିଚାଳନା କ୍ଷେତ୍ରରେ ଯୁଗ୍ମ ଶାସନ…
Read More...

୪୦ ଡିଗ୍ରୀ ଉପରେ ୮ ସହର

ଭୁବନେଶ୍ୱର: ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପ୍ରବଳ ଗରମ ଯୋଗୁ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। ବିଶେଷ କରି ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ଅତ୍ୟଧିକ ଅନୁଭୂତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ଟି…
Read More...

ରିଲିଜ ହେଲା ମୋଦୀଙ୍କ ବାୟୋପିକ୍ ପୋଷ୍ଟର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବିବେକ ଓବେରଏ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି, ପାରିବାରିକ ପୃଷ୍ଠଭୂମି ନୁହେଁ, ବରଂ ଦକ୍ଷତା ଦେଖି ଜନସାଧାରଣ କ୍ଷମତାପନ୍ନ କରାନ୍ତି। ସେ କହିଛନ୍ତି,…
Read More...

କ୍ୟାନସର ଔଷଧ ମୂଲ୍ୟରେ ୮୭% ହ୍ରାସ

ନୂଆଦିଲ୍ଲୀ: ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ - ଏନ୍‍.ପି.ପି.ଏ. ୯ ପ୍ରକାରର ଅଣସୂଚୀଭୁକ୍ତ କ୍ୟାନ୍‍ସର ଔଷଧର ମୂଲ୍ୟ ୮୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଅତ୍ୟାବଶ୍ୟକ ଔଷଧପତ୍ରର ମୂଲ୍ୟ ହ୍ରାସ…
Read More...

ଆଚରଣ ବିଧି ଶେଷ ନ ହେବା ଯାଏଁ ପଶ୍ଚିମବଙ୍ଗରେ ରହୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ – ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଦର୍ଶ ଆଚରଣ ବିଧି ଶେଷ ନ ହେବା ପର୍ଯ୍ୟନ୍ତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍କୁ ସେଠାରେ ରଖିବା ପାଇଁ ବିଜେପି ନିର୍ବାଚନ କମିଶନ୍‍ଙ୍କ ନିକଟରେ ଦାବି କରିଛି। ମତଦାନ ଶେଷ ହେବା ପରେ ତୃଣମୂଳ…
Read More...

ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ମଜୁରୀ ବୃଦ୍ଧି ନିଷ୍ପତ୍ତି

ଭୁବନେଶ୍ୱର: ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ଦୈନିକ ଖାଦ୍ୟ ବାବଦକୁ ୧୫୦ ଟଙ୍କା ସହ ମଜୁରୀ ବୃଦ୍ଧି ପାଇଁ ନିଷ୍ପତି ହୋଇଛି। ଏଥିରେ ଓଡ଼ିଶାର ୪୦୦୦, ଆନ୍ଧ୍ରର ୬୦୦୦ ଏବଂ କର୍ଣ୍ଣାଟକ, ବିହାର,…
Read More...

ମାଓ ପୋଷ୍ଟରରେ ଅଭିଯୋଗ: ବାତ୍ୟା ‘ଫଣି’ ପ୍ରାକୃତିକ ନୁହେଁ

କଲମପୁର: ସାଧାରଣ ଜନତା ପରୁଞ୍ଜିପତିଙ୍କ ଲୁଟେରା ନିତୀକୁ ବିରୋଧ କରିବାର ସମୟ ଆସିଛି ବୋଲି ସିପିଆଇ ମାଓବାଦୀ ବାଘୁନା ଡିଭିଜନଙ୍କ ତରଫରୁ ଭବାନିପାଟଣା ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ପେରୁମଞ୍ଜି ଛକ ଠାରେ ଦୁଇ ଗୋଟି…
Read More...

ସିଙ୍ଗାରୀ ଘାଟି ରାସ୍ତାରେ ଫାଟ, ଗମନାଗମନ ବାଧାପ୍ରାପ୍ତ ଆଶଙ୍କା

କଲମପୁର: କଲମପୁର ଥୁଆମୁଳ ରାମପୁର ବ୍ଲକକୁ ସଂଯୋଗ କରୁଥିବା ସିଙ୍ଗାରୀ ଘାଟି ମଧ୍ୟରେ ନିର୍ମିତ କଂକ୍ରିଟ ରାସ୍ତାରେ ବିରାଟ ଫାଟ ସୃଷ୍ଟି ହୋଇଛି। ଦିନକୁ ଦିନ ଏହି ଫାଟ ବୃଦ୍ଧି ପାଇବାରେ ଲାଗିଛି। କଂକ୍ରିଟ ରାସ୍ତା ତଳର…
Read More...

ଯୋର ପାଣି ପିଉଛନ୍ତି ଗ୍ରାମବାସୀ

ଘୁନସର: ସଇଁନ୍ତଲା ବ୍ଲକ କନ୍ଦକେଳଗାଁ ପଂଚାୟତ ବୁର୍ଡାମାଳ ଗାଁ ଲୋକ ବାଧ୍ୟ ହୋଇ ନଦୀନାଳର ଦୂଷିତ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ୧୫୦ରୁ ଅଧିକ ଲୋକ ବସବାସ କରୁଥିବା ସେହି ଗ୍ରାମରେ ପାନୀୟ ଜଳ ସୁବିଧା…
Read More...

ମୋଦୀଙ୍କ ପାଖରେ ଆତ୍ମ ସମର୍ପଣ କରିଛନ୍ତି ନିର୍ବାଚନ କମିଶନ: ରାହୁଲ

ନୂଆଦିଲ୍ଲୀ: ରବିବାର ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଶେଷ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ କମିଶନ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ତାଙ୍କ ଅନୁଗାମୀଙ୍କ ପାଖରେ…
Read More...

ଜନମତ ସର୍ଭେ ୨୦୧୯: ଲୋକସଭାରେ ବିଜେପି ଆଗରେ

ସମାଜ ପୋର୍ଟାଲ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଶେଷ ହେବା ପରେ ଏକଜିଟ ପୋଲ ଅନୁମାନ ବିଜେପି ପାଇଁ ଭଲ ଖବର ଆଣିଛି। ପାଖାପାଖି ସବୁ ଏକଜିଟ ପୋଲରେ ପୁଣି ଥରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ - ଏନ୍ଡ଼ିଏ…
Read More...

ମନ୍ଦିରରେ ମୋଦୀ, ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ କଲେ ଟିଏମସି ଟିଡ଼ିପି

ନୂଆଦିଲ୍ଲୀ: ରବିବାର ଲୋକସଭା ପାଇଁ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କେଦାରନାଥ ଓ ବଦ୍ରୀନାଥ ଗସ୍ତ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସ…
Read More...

୧୪ ଜିଲ୍ଲାରେ କୋହଳ ହେଲା ଇପିଏଫ୍‍ ଓ ଇଏସଆଇ ରିଟର୍ଣ୍ଣ ଦାଖଲ

ଭୁବନେଶ୍ୱର: ବାତ୍ୟାରେ କ୍ଷତିଗ୍ରସ୍ତ ରାଜ୍ୟର ୧୪ଟି ଜିଲ୍ଲାର ଇପିଏଫ୍‍ ଓ ଇଏସଆଇ ରିଟର୍ଣ୍ଣ ଦାଖଲ କୋହଳ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, କଟକ, ଜଜତସିଂହପୁର, କେନ୍ଦ୍ରାପଡା, ଅନୁଗୋଳ,…
Read More...