nua o banner

ଓଜସ୍ୱିନୀ ଓଡ଼ିଶା: ବରିଷ୍ଠରେ ବୌଦ୍ଧ ଓ କନିଷ୍ଠରେ ରାଉରକେଲା ବିଜୟୀ

କଟକ: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବ୍ୟବହିତ ପୂର୍ବରୁ ସୋମବାର ଆୟୋଜିତ ଗୋପବନ୍ଧୁ ସ୍ମାରକ ତର୍କ ପ୍ରତିଯୋଗିତା ‘ଓଜସ୍ବିନୀ ଓଡ଼ିଶା’ରେ ବରିଷ୍ଠ ବିଭାଗରେ ବୌଦ୍ଧ ଓ…
Read More...

ଭୋଜପୁରୀକୁ ଅଷ୍ଟମ ଅନୁଛେଦରେ ସାମିଲ ପାଇଁ ଦାବି ରଖିଲେ ରବି କିଶନ

ନୂଆଦିଲ୍ଲୀ: ଭୋଜପୁରୀ ଚଳଚ୍ଚିତ୍ର ଅଭିନେତା ତଥା ଗୋରଖପୁରରୁ ଲୋକସଭାକୁ ନିର୍ବାଚିତ ବିଜେପି ସାଂସଦ ସୋମବାର ଲୋକସଭାରେ ଭୋଜପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ଦାବି ଉପସ୍ଥାପନ କରିଛନ୍ତି।…
Read More...

ଜଳବାୟୁ ସୃଷ୍ଟ ବିଭୀଷିକା ସମଗ୍ର ବିଶ୍ୱକୁ କବଳିତ କରିଛି – ଆଣ୍ଟୋନିଓ ଗୁଟେରସ୍‍

ନୂଆଦିଲ୍ଲୀ: ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‍ ରବିବାର କହିଛନ୍ତି, ଜଳବାୟୁ ଦ୍ୱାରା ସୃଷ୍ଟ ବିଭୀଷିକା ସମଗ୍ର ବିଶ୍ୱକୁ କବଳିତ କରିଚାଲିଛି ଏବଂ ଏକ ଦୁଃଖଦ ଯବନିକା ପତନ ପୂର୍ବରୁ ଏହାର ମୁକାବିଲା ପାଇଁ ତ୍ୱରିତ…
Read More...

ଶିଶୁ ସାହିତ୍ୟିକ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ୮୦ତମ ଜୟନ୍ତୀ ପାଳିତ

ମାହାଙ୍ଗା: ଗୀତିକାର ତଥା ଶିଶୁ ସାହିତ୍ୟିକ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ୮୦ତମ ଜୟନ୍ତୀ ସମ୍ବାଦ ସାହିତ୍ୟ ଘର, ମାହାଙ୍ଗା ଓ ମାହାଙ୍ଗା ସାହିତ୍ୟ ସମାଜର ମିଳିତ ଅନୁକୁଲ୍ୟରେ ମୋଗଲପାଟଣାସ୍ତିତ ଇନ୍ଦିରା ପ୍ରିୟଦର୍ଶିନୀ…
Read More...

ପରିବେଶ ସୁରକ୍ଷା ପାଇଁ ନିର୍ମାଣ ହେବ ସ୍ମାର୍ଟ କ୍ୟାମ୍ପସ୍‍

ନୂଆଦିଲ୍ଲୀ: କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ସ୍ମାର୍ଟ କ୍ୟାମ୍ପସ୍‍ ନିର୍ମାଣ ଦିଗରେ କାର୍ଯ୍ୟ କରୁଛି ଏବଂ ଏଥିରେ ଛାତ୍ରଛାତ୍ରୀମାନଙ୍କୁ ସବୁଜ ଏବଂ ସ୍ୱଚ୍ଛ କ୍ୟାମ୍ପସ୍‍ ସୃଷ୍ଟି କରିବା ଦିଗରେ ସାମିଲ କରାଯିବ।…
Read More...

କ୍ରୀଡା ପ୍ରଶିକ୍ଷାର୍ଥୀଙ୍କୁ ମିଳିବ ଅଧିକ ପୁଷ୍ଟିକର ଖାଦ୍ୟ

ବିଭିନ୍ନ ବର୍ଗର କ୍ରୀଡ଼ାବିତ୍‍ମାନଙ୍କର ଖାଦ୍ୟ ଶୃଙ୍ଖଳାକୁ ସମତୁଲ କରିବା ପାଇଁ ଦିଆଯାଉଥିବା ଅର୍ଥ ରାଶି ବୃଦ୍ଧି କରାଯାଇଛି। କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏହା ଘୋଷଣା କରିଛନ୍ତି। ଏହି ଅର୍ଥରାଶି ବୃଦ୍ଧି ପରେ ଭାରତୀୟ…
Read More...

ଏଏନ-୩୨ ବିମାନ ଦୁର୍ଘଟଣାସ୍ଥଳରୁ ପର୍ବତାରୋହୀ ଦଳକୁ ଉଦ୍ଧାର କଲା ବାୟୁସେନା

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ବାୟୁସେନା ବିମାନ ଏଏନ୍‍-୩୨କୁ ଠାବ କରିବାକୁ ଯାଇଥିବା ୧୫ ଜଣିଆ ପର୍ବତାରୋହୀ ଦଳଙ୍କୁ ଭାରତୀୟ ବାୟୁସେନା ଉଦ୍ଧାର କରିଛି। ଶନିବାର ସନ୍ଧ୍ୟାରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଚଳିତ ମାସ…
Read More...

କର୍ତ୍ତାରପୁର କରିଡର ନିର୍ମାଣ ନେଇ କଥାବାର୍ତ୍ତା ପ୍ରସ୍ତାବ ଦେଲା ଭାରତ

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡର ନିର୍ମାଣ ନେଇ ଆସନ୍ତା ଜୁଲାଇ ମାସ ୧୧ ଓ ୧୪ ତାରିଖରେ ପାକିସ୍ତାନ ସହ ସାନି କଥାବାର୍ତ୍ତା କରିବାକୁ ଭାରତ ପ୍ରସ୍ତାବ ଦେଇଛି। ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ଯେ ଏହି…
Read More...

ଫୁଲ ନୁହେଁ ବହିଟିଏ ହିଁ ବାସ୍ତବତାର ଚିତ୍ର ଆଙ୍କିଦିଏ ମନରେ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଫୁଲ ପରିବର୍ତ୍ତେ ଉପହାର ପାଇଁ ପୁସ୍ତକ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରବର୍ତ୍ତୀ…
Read More...

ଭାରତୀୟ ଗଣତନ୍ତ୍ର ମହାନ ଏବଂ ଗୌରବୋଜ୍ଜ୍ୱଳ : ମୋଦୀ

ନୂଆଦିଲ୍ଲୀ: ଆକାଶବାଣୀରେ ରବିବାର ପ୍ରସାରିତ 'ମନ କି ବାତ'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗଣତନ୍ତ୍ରର ମହତ୍ୱକୁ ପ୍ରତିପାଦନ କରି ସାମାଜିକ ବ୍ୟବସ୍ଥାର ନିର୍ବିଘ୍ନ ପରିଚାଳନା ପାଇଁ ଏକ ସମ୍ବିଧାନର…
Read More...

ମନ୍‍ କି ବାତ୍‍’ରେ ଯୋଗର ମହତ୍ୱ କଥା କହିଲେ ମୋଦୀ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ପାଦ ଅଳଙ୍କୃତ କରିବା ପରେ ଆକାଶବାଣୀରେ ପ୍ରଥମଥର ପାଇଁ ତାଙ୍କର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀ ନିକଟରେ ପାଳିତ ହୋଇଯାଇଥିବା ଆନ୍ତର୍ଜାତିକ ଯୋଗ ଦିବସ…
Read More...

ଅଖିଳ ଭାରତ କଂଗ୍ରେସ ସେବାଦଳର ଧ୍ୱଜାବନ୍ଧନ କାର୍ଯ୍ୟକ୍ରମ

ଭୁବନେଶ୍ୱର: କଂଗ୍ରେସ ଭବନ ପ୍ରାଙ୍ଗଣରେ ରବିବାର ଧ୍ୱଜାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ମନୋଜ ଜେନା ପତାକା ଉତ୍ତୋଳନ କରିଥିଲେ।…
Read More...

ସୁରକ୍ଷା ବ୍ୟବସ୍ଥା ସମୀକ୍ଷାକୁ ୨୪ଘଣ୍ଟା, ଶ୍ରୀକ୍ଷେତ୍ରରେ ଫୁଟିଲା ଗୁଳି

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୫ଦିନ ବାକି ଥିବା ବେଳେ ଶନିବାର ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାର ନିକଟ ଗଉଡ଼ବାଡ଼ ସାହି ମାଛ ବଜାରରେ ଗୁଳି ମାଡ଼ରେ ସୁକାନ୍ତ ସାହୁ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି।…
Read More...

ଅଧ୍ୟାପକଙ୍କୁ ଜଗିବ ବାୟୋମେଟ୍ରିକ, କଲେଜରେ ରହିବେ ୭ ଘଣ୍ଟା

ଭୁବନେଶ୍ୱର : ରାଜ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ଉଦ୍ୟମ ଆରମ୍ଭ ହୋଇଛି। ଶନିବାର ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ରାଜ୍ୟ ଯୁକ୍ତ ୩ ସରକାରୀ କଲେଜ ଅଧ୍ୟକ୍ଷଙ୍କ ସମ୍ମିଳନୀରେ ଏଭଳି କିଛି ନିଷ୍ପତ୍ତି…
Read More...

ଆସନ୍ତାକାଲି ଯାତ୍ରା ଆରମ୍ଭ କରିବେ ପ୍ରଥମ ପାଳି ଅମରନାଥ ତୀର୍ଥଯାତ୍ରୀ

ଜମ୍ମୁ: ଜମ୍ମୁ ଭଗବତୀ ନଗର ମୂଳ ଶିବିରରୁ ଆସନ୍ତାକାଲି ପ୍ରଥମ ପାଳି ଅମରନାଥ ତୀର୍ଥଯାତ୍ରୀ ଦଳ ଯାତ୍ରା ଆରମ୍ଭ କରିବେ। ସେଠି ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତୀର୍ଥଯାତ୍ରୀ ଦଳରେ ସାଧୁମାନଙ୍କ ସମେତ…
Read More...

ଜି-୨୦ ଶିଖର ବୈଠକ: ଦ୍ୱିପକ୍ଷୀୟ ସମ୍ପର୍କ, ବାଣିଜ୍ୟ ଓ ପୁଞ୍ଜିନିବେଶ ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ/ଓସାକା: ଜି-୨୦ ଶିଖର ବୈଠକର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ, ବ୍ରାଜିଲ୍‍ ଓ ଟର୍କିର ରାଷ୍ଟ୍ରପତିମାନଙ୍କ ସହ ପୃଥକ୍‍ ପୃଥକ୍‍ ବୈଠକରେ ଆଲୋଚନା କରିଛନ୍ତି। ବୈଠକରେ ମୋଦୀ…
Read More...

ଦୁର୍ବିପାକ ନିରୋଧି ମୌଳିକଢାଞ୍ଚା ବିକାଶରେ ସହାୟକ ହେବାକୁ ଆହ୍ୱାନ ଦେଲେ ମୋଦୀ

ନୂଆଦିଲ୍ଲୀ/ଓସାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ବିପାକ ନିରୋଧି ମୌଳିକଢାଞ୍ଚା ସଂକ୍ରାନ୍ତ ଅନ୍ତର୍ଜାତୀୟ ମେଣ୍ଟରେ ଯୋଗ ଦେବାପାଇଁ ଜି-୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ନିମନ୍ତ୍ରଣ ଜଣାଇଛନ୍ତି। ବୈଦେଶିକ ମୁଖପାତ୍ର…
Read More...

ଦ୍ରୁତ ଅର୍ଥନୈତିକ ବିକାଶ ଯାତ୍ରା ସଂକଳ୍ପ ସହ ଶେଷ ହେଲା ଜି-୨୦ ଶୀର୍ଷ ବୈଠକ

ନୂଆଦିଲ୍ଲୀ/ଓସାକା: ଜି-୨୦ ଓସାକା ଶୀର୍ଷ ବୈଠକ ଶନିବାର ଶେଷ ହୋଇଛି। ବିଶ୍ୱସ୍ତରୀୟ ବଡ଼ ବଡ଼ ଅର୍ଥନୈତିକ ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ନେତାମାନେ ସହମତ ହୋଇଛନ୍ତି। କାରିଗରୀ…
Read More...

ଧାର୍ମିକ ବିଦ୍ୱେଷବାଦ, ଜାତିବାଦ ଏବଂ ଅସହିଷ୍ଣୁତା ବିଷୟ ପ୍ରତି ଭାରତର ଉଦବେଗ ପ୍ରକାଶ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବ ସମ୍ପ୍ରଦାୟକୁ ମୌଳବାଦ ଆଡ଼କୁ ଆକର୍ଷିତ କରୁଥିବା ବିଷୟ ପ୍ରତି ଭାରତ ଘୋର ଉଦବେଗ ପ୍ରକାଶ କରିଛି। ସାମାଜିକ ଗଣମାଧ୍ୟମ ଜରିଆରେ ବିଦ୍ୱେଷ ସୃଷ୍ଟିକାରୀ…
Read More...

ଆତଙ୍କବାଦ ହେଉଛି ମାନବ ସଭ୍ୟତା ପ୍ରତି ସବୁଠାରୁ ବଡ଼ ବିପଦ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶୀର୍ଷ ବୈଠକର ପ୍ରଥମ ଦିନରେ ଶୁକ୍ରବାର ବିଶ୍ୱର ତୁଙ୍ଗନେତାମାନଙ୍କ ସହ ଅନେକ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଏବଂ ଆମେରିକା ରାଷ୍ଟ୍ରପତିଙ୍କ…
Read More...

ଚୁକ୍ତିଭିର୍ତ୍ତିକ କର୍ମଚାରୀଙ୍କ ପୁନଃ ନିଯୁକ୍ତି ଦାବି

ବଲାଙ୍ଗିର: ନିଯୁକ୍ତି ବଦଳରେ ଛଟେଇ। ଏହାର ପ୍ରତିବାଦକରି ଓଡିଶା ରାଜ୍ୟ ଜଳ ଓ ପରିମଳ ମିଶନ ଅଧିନରେ କାର୍ଯ୍ୟରତ ଚୁକ୍ତିଭିର୍ତ୍ତିକ କର୍ମଚାରୀ ଜିଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ପ୍ରମୂଖ ସଚିବ, ବିଭାଗୀୟ…
Read More...

୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟରେ କେଉଁ ବିଭାଗକୁ କେତେ ଅର୍ଥ

ଭୁବନେଶ୍ୱର: ୨୦୧୯-୨୦ ଆର୍ଥିକ ବର୍ଷ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟରେ ସର୍ବାଧିକ ପାଣ୍ଠି ୨୭ ହଜାର ୯୪୨.୭୨ କୋଟି ଅର୍ଥ…
Read More...

ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ – ୧ ଲକ୍ଷ ୩୯ ହଜାର କୋଟିର ବ୍ୟୟବରାଦ

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ରାଜ୍ୟ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରାରମ୍ଭିକ ବଜେଟ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ପ୍ରଥମେ କୃଷି ବଜେଟ ଆଗତ…
Read More...

୨୦ହଜାର ୭୧୪କୋଟି ଟଙ୍କାର କୃଷି ବଜେଟ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର: ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ ଉପସ୍ଥାପନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କୃଷି ବଜେଟରେ ୨୦ହଜାର ୭୧୪କୋଟି ଟଙ୍କା ବ୍ୟୟ ବରାଦ…
Read More...

ଜଳବାୟୁ ପରିବର୍ତ୍ତନ ସମାଧାନରେ ଭାରତ ନିଜ ସ୍ୱାର୍ଥ ସୁରକ୍ଷା କରିବ: ଜାଭଡେକର

ନୂଆଦିଲ୍ଲୀ: ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିଷୟରେ ଭାରତ ଉନ୍ନତ ଦେଶଗୁଡ଼ିକର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଓ ଜଳବାୟୁ ପରିବର୍ତ୍ତନର ସମାଧାନରେ ନିଜର ସ୍ୱାର୍ଥର…
Read More...

ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ/ଶ୍ରୀନଗର: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାମ୍ମୁ କାଶ୍ମୀରର ମୋଟାମୋଟି ଆଇନ୍‍ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲ୍ଲିକ,…
Read More...

ମୋଦୀ-ଆବେ ବୈଠକ: ବିଶ୍ୱ ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱ

ନୂଆଦିଲ୍ଲୀ: ଜି୨୦ ଶିଖର ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ୍‍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା କରିଛନ୍ତି। ବୈଠକ ସମୟରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ସାଧାରଣ…
Read More...

ନାବାଳିକା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଯୋଡା: ଆଜାଦବସ୍ତି ପଣସଗୋଡା ପଡିଆରେ ଗତ ସୋମବାର ବିଳମ୍ବିତ ରାତିରେ ସଂଗଠିତ ନାବାଳିକା ଗଣବଳତ୍କାର ଘଟଣାରେ ବୁଧବାର ଯୋଡା ପୁଲିସ ୬ ଜଣ ନାବାଳକଙ୍କୁ ଗିରଫ କରିଥିବା ସମୟରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା। ତେବେ…
Read More...

ଚୋରା ଶାଳ କାଠଗଣ୍ଡି ଓ ଗାଡି ଜବତ

ଖୁଣ୍ଟା: ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ଆରପଟା ନିକଟରୁ ଉଦଳା ବନ ବିଭାଗ ଶାଳ କାଠ ଗଣ୍ଡି ଚୋରା ଚାଲାଣ କରୁଥିବା ଏକ ଟାଟା ଡିଆଇ ୨୦୭ ଗାଡିକୁ କାଠ ସମେତ ଜବତ କରିଛି। ଗୁରୁବାର ଭୋର ସମୟରେ ଆରପଟା…
Read More...

ନିଜ ଦାବିରେ ଅଟଳ କାରଖାନା କର୍ତ୍ତୁପକ୍ଷ, ଦ୍ୱିପାକ୍ଷୀକ ବୁଝାମଣା ଫଳଶୂନ୍ୟ

ଯୋଡା: ୨୦୦୪ ଅଗଷ୍ଟ ୬ରେ ମୋହାନ୍ତି କାରୁଆ ନାମକ ବରିଷ୍ଠ ସଫେଇ କର୍ମଚାରୀଙ୍କ ବିଲେଇପଦା ଟାଟାସ୍ପଞ୍ଜ କାରଖାନା ପରିସରରେ କାର୍ଯ୍ୟରତ ଅବସ୍ଥାରେ ସନ୍ଦେହଜନକ ମୃତ୍ୟୁ, ପରିବାର ସଭ୍ୟଙ୍କ ଅଜାଣତରେ ୭ ଅଗଷ୍ଟ ରାତିରେ ଶବ…
Read More...

ଆମେରିକୀୟ ଦ୍ରବ୍ୟ ଉପରେ ଭାରତର ଶୁଳ୍କ ବୃଦ୍ଧି ଅଗ୍ରହଣୀୟ – ଟ୍ରମ୍ପ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି, ଭାରତ ପକ୍ଷରୁ ଆମେରିକୀୟ ଦ୍ରବ୍ୟ ଉପରେ ଲାଗୁ କରାଯାଇଥିବା ଅଧିକ ଶୁଳ୍କ ଗ୍ରହଣୀୟ ନୁହେଁ ଏବଂ ଭାରତ ଏହାକୁ କମ କରିବା ଆବଶ୍ୟକ। ଜାପାନର ଓସାକାରେ…
Read More...

ଗୋ-ହତ୍ୟା ନିରୋଧ ଆଇନରେ ସଂଶୋଧନକୁ ମଧ୍ୟପ୍ରଦେଶ ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଏଣିକି ମଧ୍ୟପ୍ରଦେଶରେ ଗୋ-ହତ୍ୟା ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ଓ ଏଥିପାଇଁ ଦଣ୍ଡବିଧାନ କରାଯିବ। ଗୋ-ହତ୍ୟା ନିରୋଧ ଆଇନ ଅନ୍ତର୍ଗତ ନିୟମ ଅନୁଯାୟୀ, ଗୋ-ହତ୍ୟାରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ…
Read More...

ମୋଦୀଙ୍କୁ ଭୋଟ ଦେଲ, ମୁଁ କାହିଁକି କାମ କରିବି: ଏଚ. ଡ଼ି. କୁମାରସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ. ଡ଼ି. କୁମାରସ୍ୱାମୀଙ୍କ ରାୟଚୁର ଗସ୍ତ ସମୟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ୟେରମାରସ ଥର୍ମାଲ ପାୱାର ଷ୍ଟେସନ କର୍ମଚାରୀଙ୍କ ଦ୍ୱାରା ରାସ୍ତା ରୋକ ମାହାଙ୍ଗା ସାବ୍ୟସ୍ତ…
Read More...

ନିଯୁକ୍ତି ପାଇଁ ସୁଯୋଗ: ଓଡ଼ିଶାରେ ୧୦ଟି ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ: ଓଡ଼ିଶାରେ ହେବାକୁ ଥିବା ୧୦ଟି କୃଷି ଓ କୃଷକ କଲ୍ୟାଣ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା (ପିଏମକେଏସୱାଇ) ଅଧୀନରେ ଓଡିଶା ପାଇଁ ୨ଟି…
Read More...

ଗିରଫ ପାଟଣାଗଡ ବିଧାୟକ ଡାକ୍ତରଖାନାରେ, ସ୍ୱାସ୍ଥ୍ୟବସ୍ଥା ସ୍ଥିର

ପାଟଣାଗଡ: ଅସୁସ୍ଥ ଅନୁଭବ କରିବା ପରେ ଜେଲରେ ଥିବା ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ପାଟଣାଗଡରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବୁଧବାର ଦ୍ୱିତୀୟ ଦିନ ମଧ୍ୟ ତାଙ୍କୁ ଡାକ୍ତରଖାନାରେ ରଖାଯାଇଥିବା…
Read More...

୪ ବର୍ଷରେ ୧୦୧ ଡେଙ୍ଗୁ ରୋଗୀ ଚିହ୍ନଟ

ବଲାଙ୍ଗିର: ସନ୍ଥ ଭୀମ ଭୋଇ ମେଡିକାଲରେ ଗୋଟିଏ ପରିବାରର ୨ ଜଣ ଡେଙ୍ଗୁ ଭର୍ତ୍ତି ହେଲା ପରେ ଡେଙ୍ଗୁକୁ ନେଇ ନାନଦି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ସାରା ଜିଲାରେ ୨୦୧୫ରୁ ଚଳିତ ବର୍ଷ ସୁଦ୍ଧା ସରକାରୀ ରିପୋର୍ଟରୁ…
Read More...

ବିଶ୍ୱ ନିଶା ନିବାରଣ ଦିବସ ଉପଲକ୍ଷେ ବ୍ଲକ ସ୍ତରୀୟ ଆଲୋଚନା ଚକ୍ର

ନେମାଳ: ସାରା ପୃଥିବୀ ଆଜି ଗୁଟୁକା, ଖଇନି, ଗଞ୍ଜେଇ, ମଦ, ଇଂଜେକ୍‍ସନ, ଡ୍ରଗ୍ସ, ଅତ୍ୟାଧୁନିକ ଟାବ୍‍ଲେଟ୍‍ ଆଦି ନିଶା ରାକ୍ଷସ କବଳରେ କବଳିତ। ସାମୟିକ ଉତ୍ତେଜନା ବଶତଃ କୁସଂଗ, କୁପରିବେଶ ତଥା ଆଧୁନିକ ଜୀବନ ଶୈଳୀର…
Read More...

ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ବଲାଙ୍ଗିର: ବଲାଙ୍ଗିର ଜିଲା ବରିଷ୍ଠ ନାଗରିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଂଘର ପଶ୍ଚିମ ଓଡିଶା ସଙ୍ଗଠନ…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଯୋଡା: ଯୋଡା ବ୍ଲକ ଜଜାଙ୍ଗ ପଞ୍ଚାୟତ ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ମୁଖ୍ୟରାସ୍ତା ପାର୍ଶ୍ଵରେ ଥିବା ଜନୈକ ବ୍ୟକ୍ତିଙ୍କ ଘର ଛାତ ଉପରୁ ବୁଧବାର ଭୋରରୁ ପୁଲିସ ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ…
Read More...

ଯୋଡା ନାବାଳିକା ଗଣଦୁଷ୍କର୍ମ ଘଟଣା: ୬ ନାବାଳକ ଗିରଫ, ଜଣେ ଫେରାର

ଯୋଡା: ଗତ ସୋମବାର ରାତିରେ ଯୋଡା ଥାନା ଅନ୍ତର୍ଗତ ଆଜାଦବସ୍ତି ପଣସଗୋଡା ପଡିଆରେ ସଂଗଠିତ ପାଶବିକ ନାବାଳିକା ଗଣବଳତ୍କାର ଘଟଣାରେ ଯୋଡା ପୁଲିସ ୬ ଜଣ ନାବାଳକଙ୍କୁ ଗିରଫ କରିଛି। ସମ୍ପୂର୍ଣ୍ଣ ତଥ୍ୟ ଆଧାରରେ ପୂର୍ବଦିନ…
Read More...

ମହିଳାଙ୍କୁ ବଞ୍ଚିବାର ରାହା ଦେଇଛି ବ୍ୟବସାୟ

ବଲାଙ୍ଗିର: ବଲାଙ୍ଗିର ସହରରେ ଉଠାଦୋକାନୀ ମାନେ ସାଧାରଣତଃ ରାତି ୧୦ ଯାଏଁ ନିଜ ନିଜ ବ୍ୟବସାୟ କରୁଥିବା ବେଳେ ସହରରେ ଚର୍ଚ୍ଚାରେ ରହିଛନ୍ତି କିଛି ମହିଳା ବ୍ୟବସାୟୀ। ପୂର୍ବରୁ ମହିଳାମାନଙ୍କୁ ବ୍ୟବସାୟରେ କ୍ୱିଚିତ…
Read More...

ଜଳୁଛି ତତଲାଗଡ, ଅସ୍ତବ୍ୟସ୍ତ ଜନଜୀବନ

ଟିଟିଲାଗଡ଼: ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ଅଂଚଳରେ ଗ୍ରୀଷ୍ମ ଋତୁ ପୁଣି ଥରେ ଆଷାଢରେ ଲେଉଟିଛି। ଗତ କିଛି ଦିନ ହେବ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳଗୁଳି ଲୋକଙ୍କ ଅବସ୍ଥା ବେହାଲ କରିଦେଇଛି। ମଙ୍ଗଳବାର ସହରରେ…
Read More...

ରାଷ୍ଟ୍ରହିତ ପାଇଁ ଯାହା ଜରୁରୀ ଆମେ କରିବୁ – ଜୟଶଙ୍କର

ନୂଆଦିଲ୍ଲୀ: ରୁଷ ସମେତ ଅନ୍ୟ କେତେକ ଦେଶ ଉପରେ ଆମେରିକା ପ୍ରତିବନ୍ଧକ ଜାରି କରିଥିଲେ ମଧ୍ୟ, ଭାରତ ସେହି ଦେଶଗୁଡିକ ସହ ସମ୍ବନ୍ଧ ସ୍ଥାପନ କ୍ଷେତ୍ରରେ ରାଷ୍ଟ୍ରହିତକୁ ପ୍ରାଧାନ୍ୟ ଦେବ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର…
Read More...

ଭାରତ-ବ୍ରିଟେନ ସମ୍ପର୍କ କ୍ରିୟାଶୀଳ ହେବା ଦିଗରେ କାର୍ଯ୍ୟରତ ୧୦୦ ମହିଳାଙ୍କ ସୂଚୀରେ ସୀତାରମଣ

ଲଣ୍ଡନ: ଭାରତ-ବ୍ରିଟେନ ସମ୍ପର୍କକୁ ପ୍ରଭାବୀ ଓ କ୍ରିୟାଶୀଳ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ତାଲିକାରେ ୧୦୦ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥ ମନ୍ତ୍ରୀ ନିର୍ମଳ ସୀତାରମଣ ସ୍ଥାନ…
Read More...

ହାରିବା ଲଜ୍ଜାରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ପାକିସ୍ତାନ କ୍ରିକେଟ କୋଚ

ଲଣ୍ଡନ: ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ କୋଚ ମିକି ଆର୍ଥର କହିଛନ୍ତି, ଚିର ପ୍ରତିଦ୍ୱନ୍ଦୀ ଭାରତଠାରୁ ପାକିସ୍ତାନ ପରାସ୍ତ ହେବା ପରେ ସେ ଧୈର୍ଯ୍ୟହରା ହୋଇ ଆତ୍ମହତ୍ୟା କରିବା ପାଇଁ ଚାହୁଁଥିଲେ। ଭାରତ ୮୯ ରନରେ…
Read More...

ଭାରତର ନାଗରିକ ସାମ୍ବିଧାନିକ ବ୍ୟବସ୍ଥାରେ ସୁରକ୍ଷିତ: ରବିଶ କୁମାର

ନୂଆଦିଲ୍ଲୀ: ଭାରତ ନିଜର ଧର୍ମନିରପେକ୍ଷ ପରିଚୟ ପାଇଁ ଗର୍ବିତ ଓ ବିଶ୍ୱର ସର୍ବବୃହତ୍‍ ଗଣତନ୍ତ୍ର ଭାବେ ଏହାର ବହୁଳବାଦୀ ସମାଜ, ସହନଶୀଳତା ଓ ସମାବେଶିତା ପାଇଁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛି ବୋଲି ଭାରତ…
Read More...

ଆଣ୍ଟିଗୁଆରେ ଜେରା ପାଇଁ ଚୋକ୍‍ସୀର ଆବେଦନକୁ ଖାରଜ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ୍‍ ଚୋକ୍‍ସୀ ସ୍ୱାସ୍ଥ୍ୟଗତ କାରଣ ଦୃଷ୍ଟିରୁ ଦର୍ଶାଇ ତାକୁ ଆଣ୍ଟିଗୁଆରେ ପଚରା ଉଚରା କରିବାପାଇଁ କରିଥିବା ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖାରଜ କରିଛି। ପଞ୍ଜାବ…
Read More...

ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ଉତ୍ସର୍ଗୀକୃତ ନେତା ଥିଲେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ବିଜେପିର ଆଦର୍ଶ ପୁରୁଷ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କର ବଳିଦାନ ଦିବସରେ ରବିବାର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ…
Read More...

ରେଙ୍ଗାଲି ପୁଲିସ ଜବତ କଲା ୧୦୩ କିଗ୍ରା ଗଞ୍ଜେଇ

ସମ୍ବଲପୁର/କୋରାପୁଟ: ରେଙ୍ଗାଲି ପୁଲିସ କୋରାପୁଟରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ୧୦୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏକ ଯାଇଲୋ ଗାଡ଼ିରେ (ଓଆର ୦୫ ଏଏନ ୨୨୨୨) କୋରାପୁଟ ପଟୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି…
Read More...

ସମ୍ବଲପୁରରେ ‘ସିଡ୍ସ ବଲ’ ଦ୍ୱାରା ବ୍ୟାପକ ଚାରାରୋପଣ ଲକ୍ଷ୍ୟ

ସମ୍ବଲପୁର: ମନୁଷ୍ୟ ତାର ନିଜର ସ୍ୱାର୍ଥ ସାଧନ ପାଇଁ ବିକାଶ ନାମରେ ଦିନକୁ ଦିନ ପ୍ରାକୃତିକ ସବୁଜିମାକୁ ନଷ୍ଟ କରିବାରେ ଲାଗିଛି। ଏହାର ପ୍ରତିଫଳନ ଗତ କିଛ ବର୍ଷ ହେବ ବର୍ଷର ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ…
Read More...

୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ : ୪ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଚାଲାଣଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଟିଟିବିରି ଛକ ନିକଟରୁ ଚୋରାଚାଲାଣ ହେଉଥିବା ଦୁଇଟି ଗାଡିରୁ ୧୦ କ୍ୱିଣ୍ଟାଲ ୬୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଏଥିରେ…
Read More...

ହାଲୱା ସମାରୋହରୁ ଆରମ୍ଭ ହେଲା ୨୦୧୯-୨୦ ସାଧାରଣ ବଜେଟର ମୁଦ୍ରଣ ପ୍ରକ୍ରିୟା

ନୂଆଦିଲ୍ଲୀ: ହାଲୱା ସମାରୋହରୁ ଆରମ୍ଭ ହୋଇଛି ୨୦୧୯-୨୦ ସାଧାରଣ ବଜେଟର ମୁଦ୍ରଣ ପ୍ରକ୍ରିୟା। ନୂଆଦିଲ୍ଲୀର ନର୍ଥ ବ୍ଲକ ଠାରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ…
Read More...

ସବୁଠୁ ବିଶ୍ୱସନୀୟ ଦୂରଦର୍ଶନ – ଜାଭଡେକର

ଶ୍ରୀନଗର: ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଦୂରଦର୍ଶନର ୟୁ.ଏସ୍‍.ପି. ହେଉଛି ସବୁଠୁ ବିଶ୍ୱସନୀୟ ଓ ଡି.ଡି. ହେଉଛି ସର୍ବବୃହତ ଡି.ଟି.ଏଚ୍‍. ସେବା। ଶ୍ରୀନଗରଠାରେ ମାଗଣା ଦୂରଦର୍ଶନ ଡିଟିଏଚ ସେଟ…
Read More...

ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଶନିବାର ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ସାକ୍ଷାତ କରିଛନ୍ତି। ଶସ୍ତାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ…
Read More...

ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାକ୍ସଫୋର୍ସ ଚାପରେ ପାକିସ୍ତାନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାକ୍ସଫୋର୍ସ - ଏଫ୍‍.ଏ.ଟି.ଏଫ୍‍. କ୍ରିୟାନୁଷ୍ଠାନ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଦିଗରେ ପାକିସ୍ତାନ ସମସ୍ତ ଉଚିତ ପଦକ୍ଷେପ ନେବ ବୋଲି ଭାରତ…
Read More...

କାଶ୍ମୀରରେ ଖୋଲିବ ମଲ୍ଟିପ୍ଲେକ୍ସ: ରାଜ୍ୟପାଳ ସତ୍ୟପାଲ

ଶ୍ରୀନଗର: ଜାମ୍ମୁ କାଶ୍ମୀର ଉପତ୍ୟକା ଅଞ୍ଚଳରେ ଲୋକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଦେବା ଉଦ୍ଦେଶ୍ୟରେ ମଲ୍ଟିପ୍ଲେକ୍ସ ଖୋଲିବା ଉପରେ ରାଜ୍ୟପାଳ ସତ୍ୟ ପାଲ ମଲିକ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ସନ୍ଧ୍ୟା ୬ଟା…
Read More...

ସୁପ୍ରିମକୋର୍ଟରେ ଜଜ ଅଭାବ, ମୋଦୀଙ୍କୁ ଚିଠି ଲେଖିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସମ୍ପ୍ରତି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ଅଭାବ ନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇବା ସହ ବିଚାରପତି ସଂଖ୍ୟାରେ…
Read More...

ସାମାଜିକ ଆର୍ଥିକ ବିକାଶରେ ଇସ୍ପାତ ଉଦ୍ୟୋଗର ଭୂମିକା ଗୁରୁତ୍ୱପୂର୍ଣ – ଫଗନ ସିଂହ

ଗୌହାଟୀ: ଦେଶର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଇସ୍ପାତ ଉଦ୍ୟୋଗର ପ୍ରମୁଖ ଭୂମିକା ବିଷୟ ଅବତାରଣା କରି କେନ୍ଦ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ କହିଛନ୍ତି, ଇସ୍ପାତ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଗ୍ରାହକମାନଙ୍କ…
Read More...

ପଞ୍ଚମ ଦିନରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟବେଞ୍ଚର ପୁନଃପ୍ରତିଷ୍ଠା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ନିର୍ବାଚନ ସରିବା ପରେ ଗତ ୧୭ ତାରିଖରୁ ଜିଲାପାଳ ଅଫିସ ଆଗରେ ମିଳିତ କ୍ରିୟାନୁଷ୍ଠାନ…
Read More...

ପୁଣି ବଲାଙ୍ଗିରରେ କୁକୁର ଝୁଣି ଖାଇଲା ଶିଶୁ ମୃତଦେହ

ବଲାଙ୍ଗିର: ବଲାଙ୍ଗିରରେ ପୁଣି ଶିଶୁ ମୃତଦେହକୁ ଖୁଣି ଖାଇଲା କୁକୁର। ଶୁକ୍ରବାର ବଲାଙ୍ଗିର ସହର ରାଧାରାଣିପଡାରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ଶିଶୁର ମୁଣ୍ଡକୁ ପାଟିରେ କାମୁଡି ଧରି ଗୋଟିଏ ସ୍ଥାନରୁ…
Read More...

ପିପିଲିରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପିପିଲି: ଯୋଗ ମହୋତ୍ସବ ସମିତି ପିପିଲି ଶାଖା ପକ୍ଷରୁ ଶୁକ୍ରବାର ସକାଳେ ପିପିଲି ମିଶନ ପଡିଆ, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ନୂଆଶାସନ, ସଁପୁର, କଣ୍ଟି, ବଡସରଘାଇଲ, ବାରିମୂଳ, ଭାରତୀପୁର, ହସନପୁର, ଦରଡା, ଆରୁହା,…
Read More...

ମୌସୁମୀ ପ୍ରଭାବରେ ଓଡିଶା, ବର୍ଷାରେ ବେହାଲ ଉପକୂଳ

ଭୁବନେଶ୍ୱର: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ପ୍ରବେଶ କରିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭାବ ଦେଖାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବା ଫଳରେ ଗାଁରୁ ସହର ସବୁଆଡେ…
Read More...

ଲୋକସଭାରେ ଆଗତ ହେଲା ୩୦ଟି ବେସରକାରୀ ବିଧେୟକ

ନୂଆଦିଲ୍ଲୀ: ଲୋକସଭାରେ ଶୁକ୍ରବାର ୩୦ଟି ବେସରକାରୀ ବିଧେୟକ ଆଗତ ହୋଇଛି। ଏଥିରେ ଅନୁଛେଦ ୩୭୦ରେ ସଂଶୋଧନ ଏବଂ ଗୋ ସଂରକ୍ଷଣ ସମ୍ପର୍କିତ ବିଧେୟକ ରହିଛି। ରାଷ୍ଟ୍ରୀୟ ସମାଜବାଦୀ ପାର୍ଟି ସାଂସଦ ଏନ.କେ. ପ୍ରେମ ଚନ୍ଦ୍ରନ…
Read More...

ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ, ପୁଣି ବାଜି ମାରିଲେ ଝିଅ

ଭୁବନେଶ୍ୱର: ଶୁକ୍ରବାର ଅପରାହ୍ନରେ +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି। ପୁଣି ଥରେ ଝିଅମାନେ ପୁଅମାନଙ୍କଠାରୁ ଆଗରେ ରହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଜୟଦେବ ଭବନର…
Read More...

ଯୋଗ ପାଇଁ ୨ ସଂସ୍ଥା ଓ ୨ ବ୍ୟକ୍ତି ପାଇବେ ୨୦୧୯ ପ୍ରଧାନମନ୍ତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଯୋଗର ପ୍ରଚାର ଓ ପ୍ରସାର ପାଇଁ ବିଶେଷ ଅବଦାନ ସକାଶେ ୨୦୧୯ ମସିହା ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଘୋଷଣା କରାଯାଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି, ଗୁଜରାଟ ଲାଇଫ୍‍…
Read More...

ଆସନ୍ତାକାଲି ପଞ୍ଚମ ଆନ୍ତର୍ଜାତିକ ଯୋଗଦିବସ

ନୂଆଦିଲ୍ଲୀ: ଆସନ୍ତାକାଲି (ଶୁକ୍ରବାର) ପଞ୍ଚମ ଆନ୍ତର୍ଜାତିକ ଯୋଗଦିବସ ପାଳନ କରାଯିବ। ଯୋଗାଭ୍ୟାସ ଦ୍ୱାରା ମିଳୁଥିବା ବିଭିନ୍ନ ଉପକାର ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଲାଗି ଏହି ଦିବସ ପାଳନ କରାଯାଉଛି। ସାରା ବିଶ୍ୱରେ…
Read More...

ଦେଶବାସୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ – ରାଷ୍ଟ୍ରପତି

ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଉଭୟ ସଭାଗୃହର ମିଳିତ ଅଧିବେଶନରେ ଉଦବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ସରକାର ଏକ ମଜବୁତ୍‍, ନିରାପଦ, ସମୃଦ୍ଧ ଏବଂ ସମଷ୍ଟିଗତ ଅଭିବୃଦ୍ଧି ହାସଲକାରୀ ଭାରତ ଗଠନ ଦିଗରେ…
Read More...

ବୃଦ୍ଧି ପାଇଲା +୨ ନାମଲେଖା ପାଇଁ ଆବେଦନ ସମୟ ସୀମା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ +୨ ନାମଲେଖା ପାଇଁ ଆବେଦନ ସମୟ ସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଆବେଦନ ସମୟ ସୀମା ଜୁନ ୨୧ ପର୍ଯ୍ୟନ୍ତ ଥିବା ବେଳେ ନିର୍ଦ୍ଦେଶାଳୟ ଜୁନ ୨୫ ଯାଏଁ ଏହା ବୃଦ୍ଧି…
Read More...

ଓଡିଶା ହେବ ଡାକ୍ତର ବଳକା ରାଜ୍ୟ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୫ ବର୍ଷରେ ଓଡିଶା ଡାକ୍ତର ବଳକା ରାଜ୍ୟ ହେବ। ସଚିବାଳୟରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ସମ୍ମିଳନୀକୁ ଉଦଘାଟନ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ…
Read More...

ରଥକନା କାମ ଶୁଭାରମ୍ଭ କଲେ ୧୨ କାରିଗର

ପୁରୀ: ଜୁଲାଇ ୪ରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଥିଲା ବେଳେ, ରଥ ଉପରେ କନା ଛାଉଁଣି ପାଇଁ ଦରଜି ସେବକଙ୍କ ଦ୍ୱାରା ରଥ କନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧୂପ, ଦୀପ,…
Read More...

ଜୁନ୍‍ ୨୮ରେ ଅଭିଭାବକ – ଶିକ୍ଷକ ମିଳିତ ସମ୍ମିଳନୀ

ଭୁବନେଶ୍ୱର: ଫନି ବାତ୍ୟା ପରବର୍ତୀ ଅବସ୍ଥା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମନରୁ ବାତ୍ୟା ଭୟ ଦୂରକରି କିଭଳି ସେମାନେ ନିମୟିତ ବିଦ୍ୟାଳୟକୁ ଆସି ପାଠପଢ଼ାରେ ଯୋଗଦେବେ ଓ ବିଦ୍ୟାଳୟରେ ଶ୍ରେଣୀ ଉପଯୋଗୀ ଶିକ୍ଷଣ…
Read More...

୪ ମାଓବାଦୀଙ୍କ ଆତ୍ମ ସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଚାରିଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ଓଡିଶା ପ୍ଲାଟୁନ…
Read More...

କେନ୍ଦ୍ରୀୟ ପରିବେଶ ଦଳର ରାଜଗାଙ୍ଗପୁର ଗସ୍ତ

ରାଉରକେଲା: ରାଜଗାଙ୍ଗପୁରଠାରେ ଥିବା ଓସିଏଲ ଇଣ୍ଡିଆର ୩ୟ ୟୁନିଟ ନିର୍ମାଣ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଭିତି କରି କେନ୍ଦ୍ରୀୟ ପରିବେଶ ବିଭାଗର ୩ଜଣିଆ ଟିମ ରାଜଗାଙ୍ଗପୁର…
Read More...

ଆଜି ଅଷ୍ଟ୍ରେଲିଆ-ବାଂଲାଦେଶ ମୁକାବିଲା

ଟ୍ରେଣ୍ଟବ୍ରିଜ୍: ଚଳିତ ବିଶ୍ୱକପ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିବା ପରେ ଏବେ ବାଂଲାଦେଶର ମନୋବଳ ଆକାଶ ଛୁଇଁଛି। ଏହାର ବିଶ୍ବାସ ଜନ୍ମିଛି ଯେ ବଡ଼ ଦଳକୁ ଏହା ପରାସ୍ତ କରିବାରେ ସକ୍ଷମ। ଦକ୍ଷିଣ ଆଫ୍ରିକାକୁ…
Read More...

ବିଶ୍ୱକପ୍‌ରୁ ଧାୱନ୍‌ ବାଦ୍; ପନ୍ତ୍ ଦଳରେ ସାମିଲ

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍‌ରୁ ବାଦ୍ ପଡ଼ିଛନ୍ତି ଭାରତୀୟ ଓପନର୍‌ ଶିଖର ଧାୱନ୍‌। ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳୁଥିବା ବେଳେ ଧାୱନ୍‌ଙ୍କ ବାମହାତର ବୁଢ଼ା ଆଙ୍ଗୁଠିରେ ପାଟ୍‌ କମିନ୍‌ସଙ୍କ…
Read More...

ନ୍ୟୁଜିଲାଣ୍ଡ ବିଜୟୀ – ଦକ୍ଷିଣ ଆଫ୍ରିକା ସଙ୍କଟରେ

ବର୍ମିଂହାମ୍: ଚଳିତ ବିଶ୍ୱକପ୍‌ରେ ପୁଣି ଏକ ପରାଜୟ ଭୋଗିଛି ଦକ୍ଷିଣ ଆଫ୍ରିକା। ବୁଧବାର ଅଧିନାୟକ କେନ୍ ୱିଲିୟମ୍‌ସନଙ୍କ ଅପରାଜିତ ଶତକ ଓ କଲିନ୍ ଡି ଗ୍ରାଣ୍ଡହୋମ୍‌ଙ୍କ ଲଢ଼ୁଆ ଇନିଂସ୍ ବଳରେ ୪ ୱିକେଟରେ ଦକ୍ଷିଣ…
Read More...

ଭଦ୍ରକରେ ନାଗଲୋକର ଭ୍ରମ

ଭଦ୍ରକ: ଭଦ୍ରକରେ ପୁଣି ସାପ ଆତଙ୍କ। ଗତବର୍ଷ ବହୁ ନାଗ ସାପ ଉଦ୍ଧାର କରାଯାଇ ଏହି ଅଞ୍ଚଳକୁ ନାଗଲୋକ ବୋଲି କୁହାଯାଉଥିବା ବେଳେ ଚଳିତବର୍ଷ ମଧ୍ୟ ବହୁ ସାପ ଉଦ୍ଧାର କରାଗଲାଣି। ଗୁରୁବାର ୨ଟି ବଡ ନାଗ ସହ ୬୦ରୁ ଅଧିକ ନାଗ…
Read More...

ଶନିବାର ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମି

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମ ବଙ୍ଗ, ଝାରଖଣ୍ଡ ଓ ଉତ୍ତର ଓଡ଼ିଶା ଅଞ୍ଚଳରେ ଘୂର୍ଣ୍ଣି ବଳୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ। ଶନିବାର ସୁଦ୍ଧା ଦକ୍ଷିଣ ପୂର୍ବ ମୌସୁମି ବାୟୁ ଓଡ଼ିଶାରେ…
Read More...

ପଶ୍ଚିମ ଓଡ଼ିଶାରେ ଭୂମିକମ୍ପ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର କେତେକ ପ୍ରମୁଖ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସନ୍ଧ୍ୟା ପ୍ରାୟ ୫.୪୫ରେ ୨ରୁ ୩ ସେକେଣ୍ଡ ପାଇଁ ହଠାତ ସବୁ ଥରି ଉଠିଥିଲା। ସମ୍ବଲପୁର, ରେଙ୍ଗାଲି, କୁଚିଣ୍ଡା,…
Read More...

ବିଶ୍ୱର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ସ୍ଥାନ ନାହିଁ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଥିଲେ ମଧ୍ୟ ବିଶ୍ୱର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ଭାରତର କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇପାରି ନାହିଁ। କ୍ବାକ୍ବାରେଲି ସାଇମଣ୍ଡସ୍‌…
Read More...

ଘରୋଇ କମ୍ପାନୀଙ୍କୁ ରେଳ ଚଳାଚଳ ଲାଗି ଆମନ୍ତ୍ରଣ କରିବେ ସରକାର

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କୁ ଉନ୍ନତ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ସରକାର ଘରୋଇ କମ୍ପାନୀଙ୍କୁ ରେଳ ଚଳାଚଳ ଲାଗି ଆମନ୍ତ୍ରଣ କରିବେ। ରେଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ଯୋଜନା କରୁଥିବା ଜାଣିବାକୁ ମିଳିଛି। ରେଳବାଇର…
Read More...

ଘରୋଇ ବିଶ୍ୱବିଦ୍ୟାଳୟକୁ ନିୟନ୍ତ୍ରଣ ପାଇଁ ୟୁପି ସରକାର ଆଣିଲେ ଅଧ୍ୟାଦେଶ

ଲକ୍ଷ୍ନୌ: ଘରୋଇ ବିଶ୍ୱବିଦ୍ୟାଳୟଗୁଡିକୁ ନିୟନ୍ତ୍ରଣ କରିବା ଲାଗି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ଉତ୍ତରପ୍ରଦେଶ ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି। ଉତ୍ତରପ୍ରଦେଶ ଘରୋଇ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ୨୦୧୯ ରାଜ୍ୟ…
Read More...

ହିଜବୁଲ ମୁଜାହିଦ୍ଦିନର ୫ ସମର୍ଥକ ଗିରଫ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୁଲିସ ମଙ୍ଗଳବାର ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ୫ଜଣ ସମର୍ଥକଙ୍କୁ ସୋପିଆନ ଅଞ୍ଚଳରୁ ଗିରଫ କରିଛି। ଏହି ଗିରଫ ଦ୍ୱାରା ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ଏଡାଇ ଦିଆଯାଇଛି। ଗିରଫ…
Read More...

ଖାସୋଗିଙ୍କ ହତ୍ୟା ପଛରେ ସଲମାନଙ୍କ ହାତ – ଜାତିସଙ୍ଘ

ଜେନେଭା: ସାଉଦି ଆରବ ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟା ପଛରେ ରାଜା ମହମ୍ମଦ ବିନ୍‌ ସଲମାନଙ୍କର ପ୍ରଚ୍ଛନ୍ନ ହାତ ରହିଥିବାର ଗ୍ରହଣଯୋଗ୍ୟ ପ୍ରମାଣ ମିଳିଛି। ଜାତିସଙ୍ଘ ମାନବାଧିକାର ବିଶେଷଜ୍ଞ ତଥା ସ୍ୱାଧୀନ ଆଇନ…
Read More...

ଗୁରୁବାର ରାଶିଫଳ

ମେଷ: କୁଳ ଉପକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଦୟାଳୁ ସ୍ଵଭାଵର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିବେ। ପାରିବାରିକ ସ୍ନେହ ରହିବ। ବୃଷ: ଦକ୍ଷତାର ଉପଯୋଗ…
Read More...

ତ୍ୱଚାକୁ ସୁସ୍ଥ କରେ ଗ୍ରୀନ୍‍ ଟି

ତ୍ୱଚାକୁ ସୁନ୍ଦର କରିବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ସୌନ୍ଦର୍ୟ୍ୟ ଉପଚାର ଠାରୁ ଆରମ୍ଭ କରି ପ୍ରସାଧନ ବ୍ୟବହାର କରିଥାନ୍ତି। ହେଲେ ଏହାଦ୍ୱାରା ବାସ୍ତବ ସୌନ୍ଦର୍ୟ୍ୟ ମିଳିପାରେ…
Read More...

ବିମାନବନ୍ଦର ନୁହେଁ ରେଳଷ୍ଟେସନ୍!

କେବଳ ବିଦେଶରେ ନୁହେଁ, ଏବେ ଭାରତୀୟ ବିମାନବନ୍ଦରଗୁଡ଼ିକ ମଧ୍ୟ ଖୁବ୍ ଆକର୍ଷଣୀୟ ହେଲାଣି। ଆମେରିକୀୟ ତଥା ଇଉରୋପରୁ ଆସୁଥିବା ପର୍ଯ୍ୟଟକମାନେ ଦିଲ୍ଲୀ ବିମାନବନ୍ଦରକୁ ବିଶ୍ୱର ଅନ୍ୟତମ ସୁନ୍ଦର ବିମାନବନ୍ଦର ଭାବେ…
Read More...

ଏନ୍‌ସେଫାଲାଇଟିସ୍‌ ମୃତ୍ୟୁସଂଖ୍ୟା ୧୨୮

ପାଟନା: ବିହାରରେ ଆତଙ୍କ ସୃଷ୍ଟି କରିଥିବା ଏନ୍‌ସେଫାଲାଇଟିସ୍‌ ଜ୍ୱର (ଏଇଏସ୍‌)ରେ ମୃତ୍ୟୁସଂଖ୍ୟା ମଙ୍ଗଳବାର ୧୨୮ରେ ପହଞ୍ଚିଛି। କେବଳ ମୁଜାଫରପୁରର ଶ୍ରୀ କୃଷ୍ଣ ମେଡିକାଲ କଲେଜରେ ୮୯ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ…
Read More...

ଜୁନ ୨୧ରେ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦର ଏକ ଗୁରୁତ୍ୱପୂର୍ଣ ବୈଠକ ଚଳିତ ମାସ ୨୧​‌‌ରେ ବସିବାକୁ ଯାଉଛି। ବୈଠକରେ ଟିକସ ଏବଂ ବିଭିନ୍ନ ସ୍ଲାବ୍‌ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବା ଆଶା କରାଯାଉଛି।…
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା ଏମ୍ସ

ଭୁବନେଶ୍ୱର: ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ)ରେ ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା ମିଳିବ। ଏ ନେଇ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏମ୍ସ ଏବଂ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ…
Read More...

ଡୋପ୍ ପରୀକ୍ଷାରେ ରବିକୁମାର ବିଫଳ

ଭୁବନେଶ୍ୱର: ଓଡ଼ିଆ ଭାରୋତ୍ତୋଳକ ଅଲିମ୍ପିଆନ କେ. ରବିକୁମାର ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଫଳରେ ଭାରୋ​‌େ​‌ତ୍ତାଳନରୁ ତାଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଛି। ଜାତୀୟ ଡ୍ରଗ୍ ନିରୋଧ ସଂସ୍ଥା (ନାଡା) ପକ୍ଷରୁ…
Read More...

ଦୁର୍ନୀତି ଅଭିଯୋଗରେ ପ୍ଲାଟିନିଙ୍କୁ ଗିରଫ କଲା ପୁଲିସ୍‌

ପ୍ୟାରିସ୍‌: ୟୁରୋପିଆନ୍‌ ଫୁଟବଲ୍‌ ଆସୋସିଏନ୍‌ର ପୂର୍ବତନ ମୁଖ୍ୟ ମିଚେଲ୍‌ ପ୍ଲାଟିନିଙ୍କୁ ଫ୍ରାନ୍‌ସ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। କାତାରାକୁ ବିଶ୍ୱକପ୍‌ ଆୟୋଜନ ଅଧିକାର ପ୍ରଦାନ କ୍ଷେତ୍ରରେ ପ୍ଲାଟିନିଙ୍କ କ’ଣ…
Read More...

ବିଶ୍ୱରେକର୍ଡ: ମୋର୍ଗାନ୍‌ଙ୍କ ୧୭ ଛକା

ମାଞ୍ଚେଷ୍ଟର: ଗୋଟିଏ ଦିନିକିଆ ଇନିଂସରେ ସର୍ବାଧିକ ଛକା ମାରିବାର ନୂତନ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ୍। ମଙ୍ଗଳବାର ଏଠାରେ ଆଫ୍‌ଗାନିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍‌ରେ…
Read More...

ରସିଦ୍ ହେଲେ ବିଶ୍ୱକପ୍‌ର ସବୁଠାରୁ ମହଙ୍ଗା ବୋଲର

ମାଞ୍ଚେଷ୍ଟର: ଆଫ୍‌ଗାନିସ୍ତାନର ଲେଗ୍‌ସ୍ପିନର ରସିଦ୍ ଖାଁ ଆଇସିସି ଦିନିକିଆ ମାନ୍ୟତାରେ ୩ନଂ ଓ ଟ୍ବେଣ୍ଟି୨୦ ମାନ୍ୟତାରେ ୧ନଂ ବୋଲର। ଏହାସତ୍ତ୍ବେ ମଙ୍ଗଳବାର ଚଳିତ ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ…
Read More...

ଘରୋଇ ପ୍ରଶଂସକଙ୍କ ରୋଷ ପାଇଁ ପ୍ରସ୍ତୁତ ରୁହ – ସର୍ଫରାଜ

ମାଞ୍ଚେଷ୍ଟର: ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତଠାରୁ ପରାସ୍ତ ହୋଇଥିବା ପାକିସ୍ତାନ ଦଳକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି। ପାକିସ୍ତାନ…
Read More...

ବିପୁଳ ବିଜୟ ସହ ଶୀର୍ଷରେ ଇଂଲଣ୍ଡ

ମାଞ୍ଚେଷ୍ଟର: ଦିନିକିଆ କ୍ରିକେଟରେ ସର୍ବାଧିକ ୧୭ଟି ଛକା ମାରିବାର ବିଶ୍ୱରେକର୍ଡ ପ୍ରତିଷ୍ଠା କରିବା ସହ ଇଂଲଣ୍ଡ ଅଧିନାୟକ ଇଓନ୍ ମୋର୍ଗାନ୍ ବିଶ୍ୱକପ୍ ଇତିହାସରେ ୪ର୍ଥ ଦ୍ରୁତତମ ଶତକ ହାସଲ କରିଛନ୍ତି। ଜନି ବେୟାରଷ୍ଟୋ…
Read More...

ବୁଧବାର ରାଶିଫଳ

ମେଷ: ବୈବାହିକ ଜୀବନ ସୁଖପ୍ରଦ ହେବ। ଦାନ, ଧର୍ମ କରି ଆତ୍ମତୃପ୍ତି ଲାଭ କରିବେ। ଧର୍ମ କାର୍ଯ୍ୟରତ ରହିପାରନ୍ତି। ଭ୍ରମଣ ଯୋଗ ଅଛି। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ। ଅର୍ଥ ମିିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ…
Read More...

ବୁଧବାର ରାଶିଫଳ

ମେଷ: ବୈବାହିକ ଜୀବନ ସୁଖପ୍ରଦ ହେବ। ଦାନ, ଧର୍ମ କରି ଆତ୍ମତୃପ୍ତି ଲାଭ କରିବେ। ଧର୍ମ କାର୍ଯ୍ୟରତ ରହିପାରନ୍ତି। ଭ୍ରମଣ ଯୋଗ ଅଛି। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ। ଅର୍ଥ ମିିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ…
Read More...

ଇଣ୍ଡିଜ୍‌କୁ ହରାଇଲା ବାଂଲାଦେଶ

ଟଣ୍ଟନ୍: ଚଳିତ ବିଶ୍ବକପ୍‌ରେ ବାଂଲାଦେଶର ସାକିବ୍ ଅଲ୍‌ ହାସନ୍ ଚମତ୍କାର ବ୍ୟାଟିଂ ଫର୍ମ ଜାରି ରଖିଛନ୍ତି। ଏହି ବିଶ୍ବକପ୍‌ର ସର୍ବାଧିକ ରନ୍‌ ସ୍କୋରର ସାକିବ୍ ବ୍ୟକ୍ତିଗତ ୨ୟ ଶତକ ହାସଲ କରିବାରୁ ସୋମବାର…
Read More...