ମା’ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ ହେବ

ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମା’ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ସୋମବାର ଶଭୁଖୁଣ୍ଟି ସ୍ଥାପନ ହେବ। ସୋମବାର ରାତି ପ୍ରାୟ ସାଢେ ୯ଟାରେ ବ୍ରହ୍ମପୁର ବଡ଼ବଜାରର ଦେଶୀ ବେହେରା ସାହି ସ୍ଥିତ ମା’ ବୁଢୀ…
Read More...

ବୀରମହାରାଜପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ

ସୋନପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ସୋମବାର ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ କୃଷକ ପରିଷଦ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦର ପ୍ରଭାବ ଫଳରେ ଦୋକାନବଜାର…
Read More...

ତେଲ ଚୋରି ଘଟଣାରେ ୩ ଗିରଫ

ପାରାଦୀପ : ଆଇଓସିଏଲ ପାଇପ ଲାଇନରୁ ତେଲ ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପାରାଦୀପ ସାମୁଦ୍ରିକ ଥାନା ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେଲ…
Read More...

ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ଜନ୍ମମାଟିରେ ଲୋକାର୍ପିତ

ସୁଆଣ୍ଡୋ : ପୁରୀ ଜିଲା ବୀରହରେକୃଷ୍ଣପୁର ଗ୍ରାମ ଛକରେ ସହିଦ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ଜନ୍ମମାଟିରେ ଲୋକାର୍ପିତ ହୋଇଛି। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ୧୧ଲକ୍ଷ ଟଙ୍କା ବ୍ୟୟରେ ପ୍ରତିମୂର୍ତ୍ତିଟି…
Read More...

ରକ୍ତଭଣ୍ଡାର ଗାଡ଼ିରେ ନିଆଁ

ଅନୁଗୁଳ : ଅନୁଗୁଳ ରକ୍ତଭଣ୍ଡାର ଗାଡ଼ିରେ ନିଆଁ ଲାଗିଯାଇଛି। ଅନୁଗୁଳ ରେଡ଼କ୍ରସର ଏକ ଗାଡ଼ି ରକ୍ତଭଣ୍ଡାରରୁ ବାହାରି ମାଛ ମାର୍କେଟ ଛକରେ ହୋଇଥିଲା ବେଳେ ହଠାତ ଗାଡ଼ିର ସମ୍ମୁଖରୁ ନିଆଁ ବାହାରିଥିଲା। ନିଆଁ ଦେଖି ଗାଡ଼ିର…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଅନୁଗୁଳ : ଅନୁଗୁଳ ପାଲଲହଡ଼ା ବ୍ଲକ ୧୪୯ ନମ୍ବର ଜାତୀୟ ରାଜପଥ ଖମାର ଥାନା ଅନ୍ତର୍ଗତ ନିମିରିବେଡ଼ା ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।…
Read More...

ବାଣ ରୋଷଣିରୁ ଅଗ୍ନିକାଣ୍ଡ ଅଭିଯୋଗ

ସୁବର୍ଣ୍ଣପୁର : ବୀରମହାରାଜପୁର ବ୍ଲକ କେଞ୍ଜିରିଆପାଲ୍ଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବାଣ ଫୁଟିବାରୁ ନିଆଁ ଲାଗି ୨ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଶନିବାର ରାତିରେ ଗାଁରେ ଏକ…
Read More...

ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ହେଉଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ମହାସମାବେଶରେ ଯୋଗ ଦେବା ସହ ସେ କେନ୍ଦ୍ରାପଡ଼ା ମହିଳାଙ୍କ ବଡ଼ ଘୋଷଣା କରି ଭେଟି…
Read More...

ଆଜି ଠାରୁ ବିଜେପିର ବିଜୟ ସଂକଳ୍ପ ଯାତ୍ରା

ଭୁବନେଶ୍ୱର : ରବିବାର ଠାରୁ ଭାରତୀୟ ଜନତା ପାର୍ଟି ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ରାଜ୍ୟର ସମସ୍ତ ସହର ଏବଂ ଗ୍ରାମରେ ଏହି ଯାତ୍ରା ଅନୁଷ୍ଠିତ ହେବ। ଏହି ଯାତ୍ରା ୭ ଦିନ ଧରି ଚାଲିବା ସହ ୧୭ ତାରିଖରେ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୬ ଆହତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବୈଦ୍ୟନାଥ-ଫକିରିଆମୁଣ୍ଡା ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ରବିବାର ସକାଳ ସମୟରେ ଏକ…
Read More...

ଘର ଭିତରୁ ଟଙ୍କା ଓ ସୁନା ଲୁଟ

ସୋର : ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଡ଼ାକ୍ତରଖାନା ନିକଟରେ ଥିବା ଜଣଙ୍କ ଘରେ ପଶି ଟଙ୍କା ଓ ସୁନା ଲୁଟ କରିଛନ୍ତି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୁହଁରେ…
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ

କେନ୍ଦ୍ରାପଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର କେନ୍ଦ୍ରାପଡ଼ା ଗସ୍ତରେ ଯାଉଛନ୍ତି। ଏହି ଅବସରରେ ସେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ସଫଳ…
Read More...

ଚିଜ ପରଟା

ଆବଶ୍ୟକ ସାମଗ୍ରୀ ଅଟା – ୨କପ ଲୁଣ - ଅଳ୍ପ ତେଲ - ଆବଶ୍ୟକ ପରିମାଣରେ କୋରା ଚିଜ -୧କପ କଟା ପିଆଜ – ୧ଟି କଟା କଞ୍ଚା ଲଙ୍କା – ୨ଟି ଗୋଲମରିଚ ଗୁଣ୍ଡ - ଅଳ୍ପ ଘିଅ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ –…
Read More...

ଜାଣନ୍ତୁ କିଭଳି ଅଟେ ଆପଣଙ୍କ ବ୍ୟକ୍ତିତ୍ୱ

ହସ୍ତରେଖା ବିଶେଷଜ୍ଞ ହାତ ଦେଖି ଆମ ବିଷୟରେ ବହୁ କିଛି କହିଥାଆନ୍ତି। ମାତ୍ର ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ଚେହେରାରୁ ବହୁ କିଛି ଜଣାଯାଇଥାଏ । ବ୍ୟକ୍ତିଙ୍କର ମୁହଁର ଆକାର ,ରଙ୍ଗ ଆଦିରୁ ମଧ୍ୟ…
Read More...

ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ ଏହି ଫଳ

ଫଳ ଖାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସହ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ତେଣୁ ସଭିଁଙ୍କୁ ସୁସ୍ଥ ରହିବା ପାଇଁ ଫଳ ଖାଇବା ନିତ୍ୟାନ୍ତ ଆବଶ୍ୟକ। ବର୍ତ୍ତମାନର ସମୟରେ ସଭିଏଁ ବାହାରର ଖାଦ୍ୟପେୟ ପ୍ରତି ଅଧିକ ଆକୃଷ୍ଟ…
Read More...

ବ୍ରଣ ଜନିତ ସମସ୍ୟାରୁ ମୁକ୍ତି ପାଇବାର ସହଜ ଉପାୟ

ଗ୍ରୀଷ୍ମ ଦିନରେ ଅତ୍ୟଧିକ ଖରା କାରଣରୁ ଅଧିକାଂଶ ଲୋକଙ୍କ ମୁହଁରେ ବ୍ରଣ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଫାଇବର ଯୁକ୍ତ ଖାଦ୍ୟପଦାର୍ଥ ଖାଇବା ସହ ନିୟମିତ ମୁହଁକୁ ଭଲ ଭାବେ ପରିଷ୍କାର କରିବା ଉଚିତ। କିଛି ସହଜ…
Read More...

ଜାଣନ୍ତୁ , ଆପଣଙ୍କର କେଉଁ ଅଭ୍ୟାସ ଆପଣଙ୍କ ସ୍ମରଣ ଶକ୍ତି ହ୍ରାସର କାରଣ

ଆମ ଶରୀର ପାଇଁ ମସ୍ତିଷ୍କ ସୁସ୍ଥ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ। କାରଣ ମସ୍ତିଷ୍କ କାରଣରୁ ହିଁ ଆମ ସମ୍ପୂର୍ଣ୍ଣ ଶରୀର ପରିଚାଳିତ ହୋଇଥାଏ। ବହୁ ଲୋକେ ଛୋଟ ଛୋଟ କଥା ମଧ୍ୟ ଖୁବ ଶୀଘ୍ର ଭୁଲି ଯାଇଥାଆନ୍ତି। ଏହି କାରଣରୁ…
Read More...

ମିଠା ମକା ତରକାରୀ

ଆବଶ୍ୟକ ସାମଗ୍ରୀ ସିଝା ମକା – ୨କପ କଟା ପିଆଜ – ୧ଟି କଟା ଟମାଟୋ – ୧ଟି ଧନିଆ ପତ୍ର - ଅଳ୍ପ କଟା କଞ୍ଚା ଲଙ୍କା - ୨ଟି ଅଦା ରସୁଣ ବଟା – ୨ଚାମଚ ହଳଦୀ ଗୁଣ୍ଡ - ଅଳ୍ପ କସ୍ତୁରୀ ମେଥି - ଅଳ୍ପ ଲଙ୍କା ଗୁଣ୍ଡ…
Read More...

ସଡ଼କ ଦୁର୍ଘଟଣାରେ ୩୦ ଆହତ

ସମ୍ବଲପୁର: ବରଗଡ଼- ସମ୍ବଲପୁର ରାସ୍ତାର ଚକୁଳିଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକକୁ ବସ ଧକ୍କା ଦେବା ଫଳରେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତ ମାନଙ୍କୁ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି…
Read More...

ମନ୍ଦିରରୁ ଲୁଟ ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗାଁର ଧବଳେଶ୍ୱର ଓ ପାଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…
Read More...

ଡ଼୍ରାଏ ଫ୍ରୁଡ୍ସ ଲସି

ଆବଶ୍ୟକ ସାମଗ୍ରୀ ଦହି – ୨କପ ଡ଼ାଲଚିନି ଗୁଣ୍ଡ – ୧ଚାମଚ କୋରା ନଡ଼ିଆ – ୨ଚାମଚ ବାଦାମ – ୫ଟି କିସମିସ – ୩ଟି ଚିନି - ଆବଶ୍ୟକ ପରିମାଣରେ କାଜୁ - ଅଳ୍ପ ପିସ୍ତା - ଅଳ୍ପ ବରଫ ଖଣ୍ଡ – ୨ଟି ପ୍ରସ୍ତୁତି…
Read More...

ସୂର୍ଯ୍ୟଙ୍କ କିରଣ ଏହି ମନ୍ଦିରରେ ମା’ ମୂର୍ତ୍ତିଙ୍କୁ କରିଥାଆନ୍ତି ଅଭିଷେକ

ମହାରାଷ୍ଟ୍ରର କୋହ୍ଲାପୁର ଜିଲାରେ ଥିବା ମହାଲକ୍ଷ୍ମୀଙ୍କ ମନ୍ଦିର ବିଷୟରେ ବହୁ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ମୁମ୍ବଇ ଠାରୁ ୪୦୦ କି.ମି ଦୂରରେ ଏହି ମନ୍ଦିର ଅବସ୍ଥିତ। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ…
Read More...

ଖରା ଦିନରେ ମୁହଁ ପାଇଁ ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ

ଖରା ଦିନରେ ସଭିଏଁ ନିଜ ମୁହଁର ସୁନ୍ଦରତା ବେଶ ପାଇଁ ଚିନ୍ତିତ। କାରଣ ଏହି ଦିନରେ ମୁହଁର ଅଧିକ ଯତ୍ନ ନେବା ଆବଶ୍ୟକ। ମୁହଁର ସୁନ୍ଦରତା ପାଇଁ ଏହି ଦିନରେ ଫେସପ୍ୟାକ ଲଗାଇବା ନିତ୍ୟାନ୍ତ ଆବଶ୍ୟକ। ବଜାରରେ ମିଳୁଥିବା…
Read More...

ଅଦା ଦୂର କରେ ମାଇଗ୍ରେନ ଯନ୍ତ୍ରଣା

ବର୍ତ୍ତମାନର ସମୟରେ ମାଇଗ୍ରେନ ( ଅର୍ଦ୍ଧ କପାଳୀ) ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାଇଗ୍ରେନ କେବଳ ମୁଣ୍ଡବିନ୍ଧା ନୁହେଁ। ମୁଣ୍ଡ ବିନ୍ଧା ବ୍ୟତୀତ ଦୃଷ୍ଟି ଶକ୍ତି ଦୁର୍ବଳ, ଚିଡ଼ଚିଡ଼ାପଣ, ବ୍ୟସ୍ତ ଲାଗିବା,…
Read More...

ଚିକେନ ଟିକ୍କା ସ୍ୟାଣ୍ଡୱିଚ

ଆବଶ୍ୟକ ସାମଗ୍ରୀ ଚିକେନ - ଛୋଟ ଛୋଟ ଖଣ୍ଡ ପାଉଁରୁଟି - ଆବଶ୍ୟକ ପରିମାଣରେ ଦହି – ୩ ଚାମଚ ବଟର – ୨ଚାମଚ ଗୋଟା ଜିରା - ଅଳ୍ପ ଚିକେନ ଟିକ୍କା ମସଲା – ୧ ଚାମଚ ହଳଦୀ ଗୁଣ୍ଡ - ଅଳ୍ପ କଟା ପିଆଜ – ୧ଟି କଟା…
Read More...

ବାଲୁକା କଳାରେ ମହିଳାଙ୍କୁ ସମ୍ମାନ

ପୁରୀ : ଆଜି ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ମହିଳାଙ୍କୁ ଶୁଭେଚ୍ଛା ଓ ସମ୍ମାନ ଜଣାଇଛନ୍ତି। ମାନସ ସାହୁ ନିଜ ବାଲୁକାକଳା…
Read More...

ଆଜି ଠାରୁ ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ଆଜି ଠାରୁ ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ। ମାତୃଭାଷା ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଗୁରୁବାର ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମାତୃଭାଷା ବିଷୟରେ ପରୀକ୍ଷା ଦେଇଥିଲେ।…
Read More...

ମାଟି ପାତ୍ର ବ୍ୟବହାରର ବୈଜ୍ଞାନିକ ଓ ଧାର୍ମିକ କାରଣ

ଆମ ଶରୀର ବିଷୟରେ କୁହାଯାଇଥାଏ ଯେ ଏହା ପାଞ୍ଚଟି ତତ୍ତ୍ୱକୁ ନେଇ ଗଠିତ। ତା’ମଧ୍ୟରୁ ମାଟି ହେଉଛି ଗୋଟିଏ। ଶାସ୍ତ୍ରରେ ମାଟି ବହୁ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମେ ପ୍ରାକୃତିକ ଦ୍ରବ୍ୟ ସହ…
Read More...

ଆପଣ ବି ଖାଇବା ପ୍ରେମୀ କି ? ଆପଣାନ୍ତୁ ଏହି ଉପାୟ ପେଟ ଜନିତ ସମସ୍ୟାରୁ ମିଳିବ ମୁକ୍ତି

ପାଟିର ସ୍ୱାଦ ପାଇଁ ହେଉ ଅଥବା ନିଜ ପସନ୍ଦ ଅନୁଯାୟୀ ହେଉ, ବହୁ ସମୟରେ ଏପରି ହୋଇଥାଏ ଯେ ଖାଦ୍ୟ ଖାଇବାର କିଛି ସମୟ ପରେ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଜଳାପୋଡ଼ା ହେବା ଭଳି ଅନୁଭୂତ ହୋଇଥାଏ। ପ୍ରାୟତଃ ମସଲାଯୁକ୍ତ ଓ…
Read More...

ରାବିଡ଼ି ମାଲପୁଆ

ଆବଶ୍ୟକ ସାମଗ୍ରୀ କ୍ଷୀର – ୨ ଲିଟର ଖୁଆ – ୩୦୦ ଗ୍ରାମ ମଇଦା – ୨୦୦ ଗ୍ରାମ ଚିନି – ୩୦୦ ଗ୍ରାମ ଘିଅ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ କ୍ଷୀରକୁ ଅଳ୍ପ ସମୟ ଫୁଟାଇ…
Read More...

ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ଆଜି ଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି। ବିଜ୍ଞାନ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆ ଏବଂ ସଂସ୍କୃତରେ…
Read More...

ବାରହା ଫାଶରେ ପଡ଼ି ଜଣେ ମୃତ, ଜଣେ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଝରି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବାରହା ଫାଶରେ ପଡ଼ି ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଯୋଗ୍ୟ, ଝରିଗାଁ ବ୍ଲକ ନାଗଯୋଡ଼ି ଗାଁରେ ବାରହା ମାରିବା ପାଇଁ…
Read More...

କାର୍ଯ୍ୟରେ ବାଧା ଥିଲେ ମିଳିଥାଏ ଏହି ସଙ୍କେତ

ହିନ୍ଦୁଧର୍ମରେ ବହୁ ମାନ୍ୟତା ରହିଛି। ଏହା ମଧ୍ୟରୁ ଗୋଟିଏ ହେଉଛି ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତେବେ କେହି ଛିଙ୍କି ଦେଲେ ଏହାକୁ ଅଶୁଭ ବୋଲି କୁହାଯାଏ। ଆପଣ ମଧ୍ୟ କେବେ ନା କେବେ ଏଭଳି ପରିସ୍ଥିତିର…
Read More...

ବାନାନା ଟୋଷ୍ଟ

ଆବଶ୍ୟକ ସାମଗ୍ରୀ ପାଉଁରୁଟି – ୪ଟି ବଟର – ୨ଚାମଚ ପିନଟ ବଟର - ଅଳ୍ପ କଦଳୀ – ୧ଟି ପେଷା ବାଦାମ - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ଏଥିରେ ବଟର ପକାଇ…
Read More...

ବୁଲିବାକୁ ଯାଆନ୍ତୁ ମୁମ୍ବଇ

ଭାରତ ଦେଶର ବହୁ ମହାନଗରୀ ମାନଙ୍କ ମଧ୍ୟରୁ ମୁମ୍ବଇ ଭାରତର ଆର୍ଥିକ ରାଜଧାନୀ ଅଟେ। ଏହି ସହରଟିକୁ ସମୁଦ୍ର ଘେରି ରହିଛି। ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ଏହା ଖୁବ ପ୍ରସିଦ୍ଧ ଅଟେ। ଚଳଚ୍ଚିତ୍ର ମାନଙ୍କର ସୁଟିଂ ମଧ୍ୟ ଏଠାରେ…
Read More...

ଆଳତୀ କରିବାର ବିଶେଷ ମହତ୍ତ୍ୱ

ମନ୍ଦିର ଓ ଗୃହରେ ପୂଜା କରିବା ପରେ ଆଳତୀ କରିବାର ବିଧି ରହିଛି। କର୍ପୁରରେ ଅଗ୍ନି ସଂଯୋଗ କରି ଭଗବାନଙ୍କ ସମ୍ମୁଖରେ ଏହାକୁ ବୁଲାଇ ଅର୍ପଣ କରାଯାଇଥାଏ। ଘିଅର ଦୀପ, ତେଲର ଦୀପରେ ମଧ୍ୟ ଏହି ଆଳତୀ କରାଯାଇଥାଏ। ଆଳତୀ…
Read More...

ଜାଣନ୍ତୁ ବ୍ୟକ୍ତିଙ୍କ ହସ୍ତ ଆଙ୍ଗୁଠିରୁ ତାଙ୍କ ଜୀବନ ସାଥିଙ୍କ ବିଷୟରେ

ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରିବାକୁ ସଭିଏଁ ବେଶ ଇଚ୍ଛା କରିଥାଆନ୍ତି। ତେଣୁ ଆପଣଙ୍କ ଜୀବନ ସାଥି ସର୍ବଗୁଣ ସମ୍ପନ୍ନ ହୋଇଥିବେ ତେବେ ଆପଣଙ୍କ ସାରା ଜୀବନ ସୁଖ ଓ ଶାନ୍ତିରେ ଅତିବାହିତ କରିପାରିବେ। ସାମୁଦ୍ରିକ…
Read More...

ଜାଣନ୍ତୁ ପୋଟାସିୟମ ଅଭାବରୁ ସ୍ୱାସ୍ଥ୍ୟ ପାଇଁ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ

ରୋଗମୁକ୍ତ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟପେୟର ସେବନ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଖାଦ୍ୟରେ ପୋଟାସିୟମ ଏକ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ଅଟେ। ପୋଟାସିୟମ ଯୁକ୍ତ ଆହାର ଖାଇବା ଦ୍ୱାରା ଏହା…
Read More...

ସ୍ପାଇସି ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ - ୬୦୦ଗ୍ରାମ ଲୁଣ - ଆବଶ୍ୟକ ପରିମାଣରେ ଲେମ୍ବୁ ରସ – ୨ଚାମଚ ଅଦା ରସୁଣ ବଟା – ୪ ଚାମଚ ତେଲ - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ କଟା ପିଆଜ – ୨ଟି…
Read More...

ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା : ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ଯୋଗ ଦେଇ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୁରସ୍କୃତ କରିଛନ୍ତି। ମୁଖ୍ୟମନ୍ତ୍ରୀ…
Read More...

ପାରିବାରିକ କଳହରୁ ହତ୍ୟାକାଣ୍ଡ ଅଭିଯୋଗ

କୁଚିଣ୍ଡା : ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅନ୍ତର୍ଗତ କିସାନପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ଭାଉଜକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ କେନ୍ଦ୍ର କରି…
Read More...

ମାଲକାନଗିରି ଏସଏସବି ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ଖାତା ଗାଏବ; ପୁଲିସ ତଦନ୍ତ ଜାରି

ମାଲକାନଗିରି : ମାଲକାନଗିରି ପଡ଼ିଆ ବ୍ଲକ ଅନ୍ତର୍ଗତ ଏସଏସବି ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ଖାତା ଗାଏବ ହୋଇଯାଇଛି। ଶନିବାର ଦିନ ମାଟ୍ରିକ ଖାତା ଗାଏବ ହୋଇଯାଇଥିବା ନେଇ ବିଦ୍ୟାୟର କର୍ତ୍ତୁପକ୍ଷ ପଡ଼ିଆ ଥାନାରେ ଏତଲା…
Read More...

ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ବ୍ରହ୍ମପୁର : ବ୍ରହ୍ମପୁରରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଖଲ୍ଲିକୋଟ ଷ୍ଟାଡ଼ିୟମ ଠାରେ ୪୮୮ କୋଟି ୭୬ ଲକ୍ଷ ଟଙ୍କାରେ ନିର୍ମିତ…
Read More...

ରେଳ ଧାରଣା ଉପରେ ଚଢିଗଲା କଣ୍ଟେନର

ସମ୍ବଲପୁର : ସମ୍ବଲପୁର- ବୁର୍ଲା ରାସ୍ତାର ଲକ୍ଷ୍ମୀଡ଼ୁଙ୍ଗୁରୀ ନିକଟରେ ରାସ୍ତାକୁ ଲାଗିଥିବା ରେଳ ଧାରଣା ଉପରେ ରବିବାର ଏକ କଣ୍ଟେନର ଚଢିଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କଣ୍ଟେନର ଡ଼୍ରାଇଭର ଅଳ୍ପକେ ବର୍ତ୍ତି…
Read More...

କୂଅ ଭିତରେ ଭାଲୁ, ଉଦ୍ଧାର କାର୍ଯ୍ୟ ଆରମ୍ଭ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ବେଢାସାହି ଗାଁର ଏକ କୂଅରେ ଭାଲୁଟି ଖସିପଡ଼ିଥିବା ଜଣାପଡ଼ିଛି। କେଉଁ କାରଣରୁ ଭାଲୁଟି କୂଅରେ ଖସିଛି, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ଖବର ପାଇ ବନ ବିଭାଗ ଓ…
Read More...

ଗଛରେ କାର ପିଟି ହୋଇ ୪ ଗୁରୁତର

କଟକ : କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ କେନ୍ଦୁପାଲିରେ ରବିବାର ସକାଳେ ଏକ କାର ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆହତମାନେ ବଡ଼ଭୂଇଁରୁ କାର ଯୋଗେ ଯାଉଥିବା…
Read More...

ଟ୍ରକ ଦୁର୍ଘଟଣାଗ୍ରସ୍ତ; ଚକ ତଳେ ଚାପି ହୋଇ ହେଲପର ମୃତ

ବଣାଇ : ବଣାଇ ଉପଖଣ୍ଡ ତିକାୟାପଲୀ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର କଷଡ଼ାଠାରେ ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରବିବାର ଏହି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କାଠ ବୋଝେଇ ଟ୍ରକ ହେଲପର…
Read More...

ଦୁଃଖ ଲାଘବ ପାଇଁ ଔଷଧ ଭଳି କାର୍ଯ୍ୟ କରେ ‘ସପିଂ’

ସାଧାରଣତଃ ଆମ ମନ ଦୁଃଖ ହେଲେ ଆମେ କାନ୍ଦି ଥାଉ କିମ୍ବା ମନ ଦୁଃଖ କରି ଏକୁଟିଆ ବସି ରହୁ। ମାତ୍ର ଏପରି କରିବା ଦ୍ୱାରା ଦୁଃଖ ଦୂର ହୋଇନଥାଏ। ଏକ ଗବେଷଣାରୁ ଜଣାଯାଇଛି ଯେ, ଦୁଃଖର ଲାଘବ ପାଇଁ ଏକ ସରଳ ଓ ସହଜ ଉପାୟ…
Read More...

ସଂସ୍କୃତି, ପରମ୍ପରା ଏବଂ ଧାର୍ମିକ ମହତ୍ତ୍ବରେ ପରିପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ

ଭ୍ରମଣ ପାଇଁ ଉତ୍ତରପ୍ରଦେଶ ଏକ ପ୍ରସିଦ୍ଧ ସ୍ଥାନ ଅଟେ। ଏହି ସ୍ଥାନ ସଂସ୍କୃତି, ପରମ୍ପରା ଏବଂ ଧାର୍ମିକ ମହତ୍ତ୍ୱର ପ୍ରତୀକ ବୋଲି ମାନ୍ୟତା ରହିଛି। ତେଣୁ ଏହା ଖୁବ ପ୍ରସିଦ୍ଧ ଅଟେ। ଉତ୍ତରପ୍ରଦେଶ ନିଜର ପ୍ରାକୃତିକ…
Read More...

ଜିରା ବାନାନା ପୁରୀ

ଆବଶ୍ୟକ ସାମଗ୍ରୀ ଅଟା – ୫କପ କଦଳୀ – ୨ଟି ଗୋଟା ଜିରା - ଅଳ୍ପ ଅଦା ଓ କଞ୍ଚା ଲଙ୍କା ବଟା – ୧ଚାମଚ ଲୁଣ - ଆବଶ୍ୟକ ପରିମାଣରେ ଘିଅ - ୨ଚାମଚ ତେଲ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଏକ…
Read More...

ହସ୍ତରେ ଲାଲ ରଙ୍ଗର ସୂତା ପିନ୍ଧିବାର ଧାର୍ମିକ ଓ ବୈଜ୍ଞାନିକ କାରଣ

ମନ୍ଦିର ହେଉ ଅଥବା ଗୃହରେ ପୂଜାର୍ଚ୍ଚନା କରିବା ପରେ ଲାଲ ରଙ୍ଗର ସୂତାକୁ ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ କରାଯାଇ ଏହାକୁ ସମସ୍ତ ହାତରେ ବନ୍ଧା ଯାଏ। ପୂଜାରେ ବ୍ୟବହୃତ ଏହି ସୂତାର ରଙ୍ଗ ସାଧାରଣତଃ ହଳଦିଆ, ଲାଲ,…
Read More...

ପାଚନ ତନ୍ତ୍ରକୁ ସୁସ୍ଥ ରଖିବାର ଘରୋଇ ଉପାୟ

କୁହାଯାଇଥାଏ ଯେ, ଆମର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଆମ ପେଟ ସହ ଜଡ଼ିତ। ଯଦି ପେଟ ଜନିତ କୌଣସି ସମସ୍ୟା ସୃଷ୍ଟି ନ ହୁଏ ତେବେ ସ୍ୱାସ୍ଥ୍ୟ ଭଲ ରହିଥାଏ। ତେଣୁ ନିଜର ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ନିତ୍ୟାନ୍ତ ଆବଶ୍ୟକ ଅଟେ।…
Read More...

ଡ୍ରାଏ ଫ୍ରୁଟ୍ସ ମିଲ୍କ ସେକ

ଆବଶ୍ୟକ ସାମଗ୍ରୀ ଖଜୁରୀ – ୮ ରୁ ୧୦ଟି ବାଦାମ – ୧୦ ରୁ ୧୨ଟି କିସମିସ – ୨ ଚାମଚ କାଜୁ – ୪ ରୁ ୬ଟି ପିସ୍ତା - ୪ ରୁ ୬ଟି କଦଳୀ – ୨ଟି ପାଣି – ୧ କପରୁ ସାମାନ୍ୟ କମ କ୍ଷୀର – ୨କପ ଚକୋଲେଟ ପାଉଡ଼ର – ୨ଚାମଚ…
Read More...

ମହିଳାଙ୍କ ମୃତଦେହ ଠାବ

କେନ୍ଦୁଝର : ଯୋଡ଼ା ଥାନା ବନେଇକଳା ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ ପୁରୁଣା ଭଙ୍ଗା ଟିଣଘରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ତାଙ୍କର ପରିଚୟ ମିଳିପାରିନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତଦେହଟି ୩-୪ ଦିନ…
Read More...

ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଆହତ

ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ମୋଟଗାଁ ଥାନା ଅନ୍ତର୍ଗତ ଗୁଡ଼ିଆକାଟେଣି ଗାଁରେ ଶନିବାର ସକାଳେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସକାଳ…
Read More...

ହାତୀ ଉପଦ୍ରବ ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲା ତାଳଚେର ବନାଞ୍ଚଳ ଦେଉଳବେଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ସକାଳ ସମୟରେ ସେ ନିଜ ଘର ପାଖରେ କାମ…
Read More...

ମୁହଁର ଦାଗ ଦୂର ଓ ଉଜ୍ୱଳ ପାଇଁ ପାଣିରେ ଏହି ଦ୍ରବ୍ୟ ମିଶାଇ ପିଅନ୍ତୁ

ସାଧାରଣତଃ ଲୋକେ ନିଜ ମୁହଁରେ ଥିବା ବିଭିନ୍ନ ଦାଗ ପାଇଁ ଖୁବ ଚିନ୍ତିତ ଅଟନ୍ତି। ଏହାକୁ ମୁହଁରୁ ଦୂର କରିବା ପାଇଁ ଭିନ୍ନ ଭିନ୍ନ ଦାମୀ କ୍ରିମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପାୟ ଦ୍ୱାରା ଆପଣ ଏହି…
Read More...

ପ୍ରକୃତିର ସୌନ୍ଦର୍ଯ୍ୟ ସହ ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଏହି ସ୍ଥାନ

ୱାଇଲ୍ଡ ଲାଇଫ ସଫାରୀ ରୋମାଞ୍ଚରେ ପରିପୂର୍ଣ୍ଣ ଅଟେ। ବହୁ ଲୋକଙ୍କୁ ଏହାକୁ ନିକଟରୁ ଦେଖିବାକୁ ବେଶ ପସନ୍ଦ କରିଥାଆନ୍ତି। ଜାଣନ୍ତୁ ଭାରତର ଏପରି କେତେକ ସ୍ଥାନ ବିଷୟରେ ଯେଉଁସ୍ଥାନ ଆପଣ ପାଇଁ ରୋମାଞ୍ଚକାରୀ ହେବା ସହ…
Read More...

ଜାଣନ୍ତୁ ଆପଣଙ୍କର ବିବାହ ବିଷୟରେ ,ପ୍ରେମ ନା ପ୍ରସ୍ତାବିତ ବିବାହ ?

ହିନ୍ଦୁ ଧର୍ମରେ ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଇଥାଏ। କିଛି ଲୋକେ ପ୍ରେମ ବିବାହ କରିଥାଆନ୍ତି ତ କିଛି ଲୋକେ ଘର ଲୋକଙ୍କ ଇଚ୍ଛାରେ ପ୍ରସ୍ତବିତ ବିବାହ କରିଥାଆନ୍ତି। ହସ୍ତ ରେଖା ବିଷେଶଜ୍ଞଙ୍କ ମତରେ ଆପଣଙ୍କ…
Read More...

ଜାଣନ୍ତୁ କେଉଁ ଖାଦ୍ୟ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ

ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ରଖିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଏହା ପାଇଁ ଆପଣଙ୍କୁ ନିଜର ଖାଦ୍ୟପେୟ ସହ ଦୈନିକ ଅଭ୍ୟାସ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଯହି ଆପଣ ମଧୁମେହ ରୋଗରେ ପୀଡ଼ିତ ତେବେ ଏଥିପ୍ରତି…
Read More...

ପାଳଙ୍ଗ ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ ( ବୋନଲେସ) - ୫୦୦ ଗ୍ରାମ କଟା ପାଳଙ୍ଗ – ୧ କପ ରୁ ଅଧିକ କଟା ପିଆଜ – ୨ଟି ଅଦା ରସୁଣ ବଟା – ୩ଚାମଚ ଡ଼ାଲଚିନି ଗୁଣ୍ଡ – ୧ଚାମଚ ଗରମ ମସଲା ଗୁଣ୍ଡ – ୧ଚାମଚ ଧନିଆ ଗୁଣ୍ଡ – ୧ ଚାମଚରୁ…
Read More...

ଜାଣନ୍ତୁ ମହାଶିବରାତ୍ରୀରେ କେଉଁ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ

ଶିବରାତ୍ରୀ ପର୍ବ ଚଳିତ ବର୍ଷ ସମ୍ପୂର୍ଣ୍ଣ ଦେଶରେ ମାର୍ଚ୍ଚ ୪ ତାରିଖରେ ପାଳନ ହେବ। ଶିବଭକ୍ତଙ୍କ ପାଇଁ ଏହି ଦିନଟି ଖୁବ ଖାସ ଅଟେ। ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ଭୋଳାଶଙ୍କରଙ୍କର ଆରାଧନା କରିବା ଦ୍ୱାରା…
Read More...

ଗୁଳିମାଡ଼ରେ ଜଣେ ଆହତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ପଞ୍ଚାୟତର ବଡ଼ନୟନ ପୁରୁ ଛକରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ…
Read More...

ସୋୟାବିନ ପଲାଉ

ଚାଉଳ – ୨କପ ସୋୟାବିନ - ୧କପ ସିଝା ମଟର – ୧କପ କଟା ପିଆଜ – ୧ଟି ଗୋଲମରିଚ ଗୁଣ୍ଡ – ୧ଚାମଚ କଟା ଧନିଆ ପତ୍ର - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ…
Read More...

ଭ୍ରମଣ ପାଇଁ ଯୋଜନା କରୁଛନ୍ତି କି? ଯାଆନ୍ତୁ ଏହି ସ୍ଥାନକୁ

ମାର୍ଚ୍ଚ ମାସ ଆରମ୍ଭ ହେବ। ଏହି ମାସରେ ଥଣ୍ଡା ନଥାଏ କିମ୍ବା ଅତ୍ୟଧିକ ଖରାର ପ୍ରକୋପ ନଥାଏ। ପିଲାମାନଙ୍କ ପରୀକ୍ଷା ମଧ୍ୟ ସରିଯାଏ। ଏହି ସମୟରେ ଆପଣ ଯଦି ଭ୍ରମଣ ପାଇଁ ଯୋଜନା କରୁଛନ୍ତି। ଏପରି କିଛି ସ୍ଥାନ ରହିଛି,…
Read More...

ହାତ ମିଳାଇ ଜାଣନ୍ତୁ କେଉଁ ବ୍ୟକ୍ତିିଙ୍କ ବ୍ୟକ୍ତିତ୍ୱ କିପରି

ହସ୍ତରେଖା ବିଶେଷଜ୍ଞଙ୍କ ମତାନୁସାରେ ମଣିବନ୍ଧ ରେଖା ଠାରୁ ଆରମ୍ଭ କରି ଆଙ୍ଗୁଠି ପର୍ଯ୍ୟନ୍ତ ଥିବା ସ୍ଥାନକୁ ଭାଗ୍ୟ ହସ୍ତ କୁହାଯାଇଥାଏ। ହସ୍ତରେ ଥିବା ରେଖାକୁ ଦେଖି ବ୍ୟକ୍ତିଙ୍କର ଭାଗ୍ୟ ବିଷୟରେ ମଧ୍ୟ କୁହାଯାଇଥାଏ।…
Read More...

ବଦହଜମି ସମସ୍ୟା ସମୟରେ ଆପଣାନ୍ତୁ ଏହି ଉପାୟ

ବହୁ ସମୟରେ କିଛି ଖାଦ୍ୟପେୟ କାରଣରୁ ଆମର ବଦହଜମି ହୋଇଯାଏ। ଫଳରେ ପେଟ ଜନିତ ସମସ୍ୟା, ବାନ୍ତି, ଡ଼ାଇରିଆ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ହେବା ସମୟରେ ସ୍ୱାସ୍ଥ୍ୟର ସଠିକ ଭାବେ ଯତ୍ନ ନେବା ନିତ୍ୟାନ୍ତ…
Read More...

ରୁଦ୍ରାଭିଷେକ କରିବାର ମହତ୍ତ୍ୱ

ପୂଜାର୍ଚ୍ଚନା କରିବା ଦ୍ୱାରା ବିଭିନ୍ନ ପ୍ରକାରର ଶୁଭଫଳ ମିଳିଥାଏ। ପୂଜା କରିବାର କିଛି ନିର୍ଦ୍ଦିଷ୍ଟ ନିୟମ ଓ ଶୈଳୀ ରହିଛି। ସଭିଏଁ ଦେବାଦେବୀଙ୍କୁ ଫୁଲ, ଫଳ, ଭୋଗ, ନୈବେଦ୍ୟ ଆଦି ଅର୍ପଣ କରିଥାଆନ୍ତି। ଏପରି କରିବା…
Read More...

ରଙ୍ଗବେରଙ୍ଗ ପରଟା

ଆବଶ୍ୟକ ସାମଗ୍ରୀ ଅଟା – ୧କପ କ୍ଷୀର – ୨ଚାମଚ କୋରା ଗାଜର – ୧ଟି କୋରା ପନିର - ଅଳ୍ପ କଟା ପୁଦିନା ପତ୍ର - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଧନିଆ ଗୁଣ୍ଡ - ଅଳ୍ପ ଗରମ ମସଲା – ୧ଚାମଚ ଲୁଣ - ଆବଶ୍ୟକ ଅନୁଯାୟୀ…
Read More...

ଚିକେନ ମୁଗଲାଇ

ଆବଶ୍ୟକ ସାମଗ୍ରୀ ଚିକେନ - ୫୦୦ ଗ୍ରାମ କଟା ପିଆଜ – ୩ଟି ଆଲମଣ୍ଡ – ୫୦ ଗ୍ରାମ ଦହି – ୧କପ ଘିଅ - ୧କପ କ୍ଷୀର – ୧କପ ଅଦା ରସୁଣ ବଟା – ୨ଚାମଚ କଟା ଅଦା - ଅଳ୍ପ କଞ୍ଚା ଲଙ୍କା – ୨ଟି ଲଙ୍କା ଗୁଣ୍ଡ –…
Read More...

ମହାଶିବରାତ୍ରିରେ ଏହି ଦ୍ରବ୍ୟ ଅର୍ପଣ କରି ପାଆନ୍ତୁ ପ୍ରଭୁଙ୍କ ଆଶୀର୍ବାଦ

ମହାଶିବରାତ୍ରୀ ହିନ୍ଦୁମାନଙ୍କର ଏକ ଶୁଭ ଓ ଗୁରୁତ୍ୱପୂର୍ଣ୍ଣ ପର୍ବ ଅଟେ। ପ୍ରଭୁ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନରେ ଭକ୍ତମାନେ ଖୁବ ଧୁମଧାମରେ ଏହି ପର୍ବକୁ ପାଳନ କରିଥାଆନ୍ତି। କୁହାଯାଇଥାଏ, ଏହି ଦିନରେ…
Read More...

ପନିର ନୁଡ଼ୁଲ୍ସ

ଆବଶ୍ୟକ ସାମଗ୍ରୀ କଟା ପିଆଜ – ୧ଟି କଟା ସିମଲା ଲଙ୍କା – ୧ଟି କଟା କଞ୍ଚା ଲଙ୍କା – ୩ଟି ମ୍ୟାଗି – ଏକ ପକେଟ କଟା ପନିର – ୧୦୦ ଗ୍ରାମ କଟା ଟମାଟୋ – ୧ଟି ତେଲ - ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ ଅନୁଯାୟୀ…
Read More...

ଜାଣନ୍ତୁ ପାଣି ପିଇବାର ସଠିକ ନିୟମ

ଶରୀରକୁ ପର୍ଯ୍ୟପ୍ତ ମାତ୍ରାରେ ପାଣି ଆବଶ୍ୟକ। ମାତ୍ର ଦୈନିକ ଆବଶ୍ୟକ ଅନୁଯାୟୀ ସଭିଏଁ ପାଣି ପିଇ ନଥାଆନ୍ତି। ଫଳରେ ସ୍ୱାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ,ବିଶେଶଜ୍ଞଙ୍କ ମତରେ ଦିନ ମଧ୍ୟରେ କେତେ…
Read More...

ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ଼ ସଭାପତି

କଟକ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ସୋମବାର ପ୍ରଶ୍ନପତ୍ର ଭାଇରାଲ ହେବା ଅଭିଯୋଗ ହୋଇଥିଲା। ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାକୁ ବୋର୍ଡ଼ ସଭାପତି ଜାହାନ ଆରା ବେଗନ ଖଣ୍ଡନ କରିଛନ୍ତି। ବୋର୍ଡ଼ର ପ୍ରଶ୍ନପତ୍ର ଏବଂ…
Read More...

ଚୋରି ଘଟଣାରେ ଜଣେ ଗିରଫ

ବାଲେଶ୍ୱର : ବାଲେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ଦୋକାନର ତାଲା ଭାଙ୍ଗି ୧ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଭୋଗରାଇ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Read More...

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ; ୨୩୮ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ନୂଆପଡ଼ା: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହୋଇଛି। ମୁଖ୍ୟମନ୍ତ୍ରୀ ୨୩୭.୩୫ କୋଟି ଟଙ୍କାର ୩୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ…
Read More...

ଦେଖାଗଲା କପିର ବ୍ୟବସ୍ଥା

ବଲାଙ୍ଗୀର /ଢେଙ୍କାନାଳ :  ବଲାଙ୍ଗୀରରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ସାମ୍ମନାକୁ ଆସିବା ପରେ ବଲାଙ୍ଗୀର ଓ ଢେଙ୍କାନାଳରେ କପି ଦେବାର ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବଲାଙ୍ଗୀରର ଗୁଣସର…
Read More...

ରାଜ୍ୟ ସରକାରୀ କର୍ମଚାରୀ ପାଇଁ ଉପହାର ,୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପହାର ଭେଟି ଦେଇଛନ୍ତି। ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାକୁ ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି।…
Read More...

ମାଟ୍ରିକ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ସୂଚନା

ବଲାଙ୍ଗୀର : ପୁଣି ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। ସୋମବାର ମାଟ୍ରିକ ପରୀକ୍ଷାର ଦିତୀୟ ଦିନର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲାରେ ମୋବାଇଲରୁ…
Read More...

ଏଟିଏମ ଭାଙ୍ଗି ଲୁଟ ଅଭିଯୋଗ

ବାଲେଶ୍ୱର :  ତାଳପଦା ବଜାରରେ ଥିବା ଟାଟା ଇଣ୍ଡିକାସ ଏଟିଏମରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ଦୁର୍ବୃତ୍ତମାନେ ଏଟିଏମ ତାଡ଼ି ନେଇ ଏହି ଲୁଟ କରିଥିବା ଜଣାପଡ଼ିଛି। କେତେ ଟଙ୍କା ଲୁଟ ହୋଇଛି ତାହା…
Read More...

ବସ ଓଲଟି ୧୦ ଆହାତ

ବାଲେଶ୍ୱର : ଖରାସାହାପୁର ବଗଡ଼ା ରାସ୍ତାରେ ଅଳଦା ସେବାଶ୍ରମ ନିକଟରେ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋମବାର ସକାଳ ସମୟରେ ଭାରସାମ୍ୟ ହରାଇ ବସ ଓଲଟିପଡ଼ିବାରୁ ୧୦ ଆହାତ ହୋଇଥିବା ଜଣାପଡ଼ିଛି। ବସଟି ବରଜଦେଉଳିରୁ…
Read More...

ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ; ୬ ମୃତ

ବାରିପଦା/ବାଲେଶ୍ୱର : ବାରିପଦା ଓ ବାଲେଶ୍ୱରରେ ୪ଟି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲା ବେତନଟୀ ଅଞ୍ଚଳରେ ୩ଟି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର ଜିଲାରେ…
Read More...

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଆଉ ୨ ଗିରଫ

ନୂଆପଡ଼ା : ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଆଉ ୨ ଦୁଇ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ କେରାପଦର ହାଇସ୍କୁଲର ଶିକ୍ଷକ ସର୍ବଜ୍ଞ ସୁପକାର ଓ ସର୍ବଜ୍ଞଙ୍କ ପୁତୁରା ଜ୍ଞାନଦତ୍ତ ସୁପକାର। କରଙ୍ଗାମାଲ…
Read More...

ଟ୍ରକ-କାର ମୁହାଁମୁହିଁ ଧକ୍କା, ୨ ମୃତ

ଭବାନୀପାଟଣା : ଭବାନୀପାଟଣାର ରତନପୁର ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ- କାର ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସୂଚନା…
Read More...

ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ

ଟିଟିଲାଗଡ଼ : ଟିଟିଲାଗଡ଼ ସହରରେ ଏକ ଅଭାବନୀୟ ଘଟିଛି। ଜଣେ ବ୍ୟକ୍ତି ମଦ୍ୟପାନ କରି ଭଙ୍ଗା ବୋତଲରେ ନିଜ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଥିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆହତ ମହିଳା ଜଣକ ହେଲେ ଗୀତାଞ୍ଜଳି…
Read More...

ଗରମ ପିଚୁ ପଡ଼ି ୩ ଗୁରୁତର

ଖଇରା : ଖଇରା ବ୍ଲକ ଅନ୍ତର୍ଗତ କୁପାରି ଆଗରପଡ଼ା ରାସ୍ତାର ଆନ୍ଦୋଳାଠାରେ ରାସ୍ତା କାମ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ସେହି ରାସ୍ତାରେ ପିଚୁ ଢ଼ାଳିବା କାର୍ଯ୍ୟ ଚାଲିଥିବା ବେଳେ ବାଇକରେ…
Read More...

ସିନେମା ଢଙ୍ଗରେ ମହିଳାଙ୍କଠାରୁ ଲୁଟ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁରର ବଡ଼ବଜାର ଥାନା ଖାସ୍ତା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ପରିଚୟ ଦେଇ ବିଧବା ମହିଳାଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ୨ ଜଣ ଦୁର୍ବୃତ୍ତ ୭ ଭରି ସୁନା ଅଳଙ୍କାର ଲୁଟ କରିଥିବା…
Read More...

ପ୍ରଥମ ଥର ସୁନ୍ଦରଗଡ଼ ସହରରେ ପଶିଛି ଦନ୍ତାହାତୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ଅନ୍ତର୍ଗତ ମିଶନ ଛକ ଠାରେ ଥିବା ମିଶନ ଗୀର୍ଜା ପରିସର ମଧ୍ୟକୁ ରବିବାର ସକାଳ ସମୟରେ ଏକ ଦନ୍ତାହାତୀ ପଶି ଆସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ହାତୀଟି ଗୀର୍ଜା ପରିସର ମଧ୍ୟକୁ ଫାଟକ ବାଟେ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ , ଜଣେ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳର ଗଁଦିଆ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା ବାଇକକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ମୃତକ ଜଣକ ଏପିଆର ଜଣେ…
Read More...

ବାଲେଶ୍ୱରରେ ମାଛ ମଡ଼କ

ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ସୋନ ନଦୀରେ ଅନେକ ସଂଖ୍ୟାରେ ମାଛ ମରି ଭାସୁଥିବା ଜଣାଡପଡ଼ିଛି। ସୂଚନା ଅନୁଯାୟୀ, ପତ୍ରିପାଳ ଓ ଗନିପୁର ପଞ୍ଚାୟତ ପାଖ ନଦୀରେ ମାଛ ମରି ଭାସୁଥିବାରୁ…
Read More...

ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଫୁଲର ରାଜା

ଫୁଲ ଭିତରେ ରାଜା ଗୋଲାପ ବୋଲି ଆମେ ସଭିଏଁ ଜାଣୁ। ଏହା ସମସ୍ତଙ୍କର ମନକୁ କିଣିଥାଏ। ଏହାକୁ ପ୍ରେମର ପ୍ରତୀକ କହୁଥିବା ବେଳେ ଏହା ସଭିଁଙ୍କୁ ବେଶ ପସନ୍ଦ। ଏହାର ସୁନ୍ଦରତା , ସୁଗନ୍ଧ ପାଇଁ କେବଳ ନୁହେଁ ବରଂ ସ୍ୱାସ୍ଥ୍ୟ…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହେଙ୍ଗୁ ପାଣି

ପ୍ରାୟ ସବୁ ଲୋକଙ୍କ ଘରେ ହେଙ୍ଗୁ ଏକ ନିତ୍ୟ ବ୍ୟବହାର ଦ୍ରବ୍ୟ ଅଟେ। ଡ଼ାଲି, ତରକାରୀ, ସାମ୍ବର ଆଦି ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ଏହାକୁ ବ୍ୟବହାର କରାଯାଏ। ଏହାକୁ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କଲେ ଖାଦ୍ୟର…
Read More...

ଓନିଅନ ରିଙ୍ଗ

ଆବଶ୍ୟକ ସାମଗ୍ରୀ ମଇଦା – ୩କପରୁ ସାମାନ୍ୟ କମ ପିଆଜ – ୩ଟି ଟମାଟୋ – ୧ଟି (ସରୁ ସରୁ କଟା ହୋଇଥିବା) ଲଙ୍କା ଗୁଣ୍ଡ – ୧ଚାମଚ ଟମାଟୋ ସସ – ୨ଚାମଚ ଚିଲି ସସ – ୧ଚାମଚ ସୋଢା - ଅଳ୍ପ ତେଲ - ଆବଶ୍ୟକ ପରିମାଣରେ…
Read More...

ଧାର୍ମିକ ମହତ୍ତ୍ୱରେ ପାନ ପତ୍ର , ସ୍ୱୟଂ ଭଗବାନ ଏଥିରେ କରିଥାଆନ୍ତି ବାସ

ହିନ୍ଦୁଧର୍ମରେ ପାନକୁ ଶୁଦ୍ଧତା ଓ ସମ୍ପନତାର ପ୍ରତୀକ ବୋଲି କୁହାଯାଏ। ବିଭିନ୍ନ ପୂଜାରେ ଏହାର ବ୍ୟବହାର ହେଉଥିବାରୁ ପାନ ପତ୍ର ପ୍ରତି ଲୋକଙ୍କ ଭକ୍ତି ଭାବ ମଧ୍ୟ ରହେ। ଯେଉଁ କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା…
Read More...

ଭ୍ରମଣ ପାଇଁ ଯାଆନ୍ତୁ ରାଜସ୍ଥାନ

ଭାରତୀୟ ଲୋକମାନଙ୍କ ପ୍ରିୟସ୍ଥାନ ମଧ୍ୟରୁ ରାଜସ୍ଥାନ ଗୋଟିଏ। ଭ୍ରମଣ ପାଇଁ ପ୍ରତିବର୍ଷ ଏଠାକୁ ଅନେକ ଲୋକେ ଆସିଥାଆନ୍ତି। ଯେଉଁ ସମୟରେ ଲୋକେ ଏଠାକୁ ବୁଲିବାକୁ ଆସିଥାଆନ୍ତି ତାଙ୍କ ମନରେ ଏଠାରେ ଥିବା ସାହି ମହଲ କଥା…
Read More...

ହାଇ ଆସିବାର କାରଣ ଓ ପ୍ରଭାବ

ବହୁବାର ଆମକୁ ବାରମ୍ବାର ହାଇ ଆସିଥାଏ। ଏପରି ହେଲେ ଆମେ ଭାବି ଥାଉ ଯେ ନିଦ ଲାଗିବା କାରଣରୁ ହାଇ ଆସୁଛି। ମାତ୍ର ଏହା ପଛରେ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ବହୁ ଲୋକେ ଏହାର କାରଣ ଜାଣିନଥିବେ। ଜାଣନ୍ତୁ…
Read More...

ପୁଦିନା ସେଓ ରାଇତା

ଆବଶ୍ୟକ ସାମଗ୍ରୀ ଦହି – ୧କପ କୋରା ଫଳ ସେଓ – ୨ଟି ୮ରୁ ୧୦ ଟି କଟା ପୁଦିନା ପତ୍ର ଚିନି – ସାମାନ୍ୟ ଲୁଣ - ଆବଶ୍ୟକ ଅନୁଯାୟୀ ଜିରା ଗୁଣ୍ଡ - ଅଳ୍ପ କଳା ଲୁଣ – ସାମାନ୍ୟ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଏକ…
Read More...

ଶନିଙ୍କ ଶୁଭଫଳ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ

ପ୍ରତ୍ୟେକ ଗ୍ରହଙ୍କର ନିଜର ଏକ ଦୃଷ୍ଟିଶକ୍ତି ଥାଏ। ଯାହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମ ଅନୁଯାୟୀ ଶୁଭଫଳ ଓ ଅଶୁଭଫଳ ମିଳିଥାଏ। ମାତ୍ର କେତେକ ଗ୍ରହ ଯେପରି ବୃହସ୍ପତି, ମଙ୍ଗଳ ଏବଂ ଶନିଙ୍କ ପାଖରେ ଅନ୍ୟ କେତେକ…
Read More...

ଜାଣନ୍ତୁ କେଉଁ ରାଶି ପାଇଁ ଧଳା ରଙ୍ଗର ପ୍ରୟୋଗ କିପରି ଫଳ ପ୍ରଦାନ କରେ

ଧବଳ ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଇଥାଏ। ଏହି ରଙ୍ଗର ପ୍ରୟୋଗ ଫଳରେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପଡ଼ିଥାଏ। ଏହି ରଙ୍ଗର କୌଣସି ଅଶୁଭ ପ୍ରଭାବ ପକାଇନଥାଏ। ଜାଣନ୍ତୁ ରାଶି ଅନୁଯାୟୀ,…
Read More...