ରକ୍ତଭଣ୍ଡାର ଗାଡ଼ିରେ ନିଆଁ

0

ଅନୁଗୁଳ : ଅନୁଗୁଳ ରକ୍ତଭଣ୍ଡାର ଗାଡ଼ିରେ ନିଆଁ ଲାଗିଯାଇଛି। ଅନୁଗୁଳ ରେଡ଼କ୍ରସର ଏକ ଗାଡ଼ି ରକ୍ତଭଣ୍ଡାରରୁ ବାହାରି ମାଛ ମାର୍କେଟ ଛକରେ ହୋଇଥିଲା ବେଳେ ହଠାତ ଗାଡ଼ିର ସମ୍ମୁଖରୁ ନିଆଁ ବାହାରିଥିଲା। ନିଆଁ ଦେଖି ଗାଡ଼ିର ଚାଳକ ଓ ବସିଥିବା କର୍ମଚାରୀ ଓହ୍ଲାଇ ପଡ଼ିଥିଲେ ବୋଲି ସୂଚନା ମିଳିଛି। ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave A Reply