www.samajalive.in
Tuesday, December 9, 2025
16.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହେଙ୍ଗୁ ପାଣି

ପ୍ରାୟ ସବୁ ଲୋକଙ୍କ ଘରେ ହେଙ୍ଗୁ ଏକ ନିତ୍ୟ ବ୍ୟବହାର ଦ୍ରବ୍ୟ ଅଟେ। ଡ଼ାଲି, ତରକାରୀ, ସାମ୍ବର ଆଦି ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ଏହାକୁ ବ୍ୟବହାର କରାଯାଏ। ଏହାକୁ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କଲେ ଖାଦ୍ୟର ସ୍ୱାଦ ମଧ୍ୟ ବଢିଯାଏ। ମାତ୍ର ଏହାକୁ ବ୍ୟବହାର କରି ଆମେ ବହୁ ରୋଗରୁ ମଧ୍ୟ ରକ୍ଷା ପାଇପାରିବା। ଜାଣନ୍ତୁ ହେଙ୍ଗୁକୁ କିପରି ବ୍ୟବହାର କଲେ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ….
ଆୟୁର୍ବେଦ ଅନୁଯାୟୀ ହେଙ୍ଗୁ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ହେଙ୍ଗୁ ପାଣି ପିଇବାର ଲାଭ….
ପାଣିରେ ସାମାନ୍ୟ ହେଙ୍ଗୁ ମିଶାଇ ପିଇବା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ପାଚନ କ୍ରିୟାକୁ ସୁସ୍ଥ ରଖେ।
ହେଙ୍ଗୁ ପାଣି ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ଠିକ ରହିଥାଏ।
ହେଙ୍ଗୁ ପାଣି ପିଇବା ଦ୍ୱାରା କର୍କଟ ରୋଗ ହେବାରୁ ରକ୍ଷା ମିଳିଥାଏ।
ଆଜମା ରୋଗୀ ମାନେ ହେଙ୍ଗୁ ପାଣି ପିଇବା ଦ୍ୱାରା ତାଙ୍କୁ ବହୁ ପରିମାଣରେ ଲାଭ ମିଳିଥାଏ।
ନିୟମିତ ହେଙ୍ଗୁ ପାଣି ପିଇବା ଦ୍ୱାରା ହାଡ଼ ଶକ୍ତ ଓ ସୁସ୍ଥ ରହିଥାଏ। ଦାନ୍ତ ମଜଭୂତ ହୋଇଥାଏ।
ହେଙ୍ଗୁ ପାଣି ପିଇବା ଦ୍ୱାରା ଯକୃତ ଜନିତ ସମସ୍ୟା ଦୂର ହୋଇଥାଏ।
ହେଙ୍ଗୁ ପାଣି ପିଇବା ଦ୍ୱାରା ରକ୍ତ ଅଭାବ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ହେଙ୍ଗୁ ପାଣି ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories