www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ଠାରୁ ବିଜେପିର ବିଜୟ ସଂକଳ୍ପ ଯାତ୍ରା

ଭୁବନେଶ୍ୱର : ରବିବାର ଠାରୁ ଭାରତୀୟ ଜନତା ପାର୍ଟି ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ରାଜ୍ୟର ସମସ୍ତ ସହର ଏବଂ ଗ୍ରାମରେ ଏହି ଯାତ୍ରା ଅନୁଷ୍ଠିତ ହେବ। ଏହି ଯାତ୍ରା ୭ ଦିନ ଧରି ଚାଲିବା ସହ ୧୭ ତାରିଖରେ ଶେଷ ହେବ ବୋଲି ଜଣାପଡ଼ିଛି। ଏହି ଯାତ୍ରାରେ ବିଜେପି ଜନତାଙ୍କ ନିକଟରେ ପହଞ୍ଚିବା ପାଇଁ ଚେଷ୍ଟା କରିବା ସହ ବହୁ ସ୍ଥାନରେ ଦଳ ୫୦୦୦ରୁ ଅଧିକ ସାଧାରଣ ସଭା, ସମାବେଶ ଏବଂ ପଥପ୍ରାନ୍ତ ନାଟକ କରିବ। ଦଳର ପ୍ରଚାର କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ୱତି କରିବ ବୋଲି ଦଳର ବରିଷ୍ଠ ନେତାଙ୍କ ଠାରୁ ସୂଚନା ମିଳିଛି। ରବିବାର ଅନୁଗୁଳ ଜିଲା କିଷନନଗର ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତ ରହି ଏହି ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories