ସଡ଼କ ଦୁର୍ଘଟଣାରେ ୨ଜଣ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଟ୍ରକ ଡ଼୍ରାଇଭର ଗୁରୁତର ଆହତ
Read More...

ଭାଲୁ ଆକ୍ରମଣରେ ହୋମଗାର୍ଡ଼ ଗୁରୁତର

ବାଲେଶ୍ୱର : ବରହମପୁର ବଜାରରେ ପୁଲିସ୍ ପାଟ୍ରୋଲିଂ ସମୟରେ ମାଈ ଭାଲୁ ଆକ୍ରମଣ କରିଛି।ଭାଲୁ ଆକ୍ରମଣରେ ନୀଳଗିରି ବରହମପୁର ଥାନାର ହୋମଗାର୍ଡ଼ ରବିନ୍ଦ୍ର ମାଝୀ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ୪ ଜଣ ଡ଼େପୁଟି
Read More...

ଖାଦ୍ୟପ୍ରେମୀଙ୍କ ପାଇଁ ନିଆରା ସ୍ଥାନ

ନାରିଆମଙ୍ଗଲମ ଆସିଲେ ଆପଣ ଭ୍ରମଣର ମଜା ସହ ଖାଦ୍ୟପେୟର ମଧ୍ୟ ଭରପୁର ମଜା ଉଠାଇପାରିବେ। ଏଠାକାର ଷ୍ଟ୍ରିଟ ଫୁଡ଼ ଖୁବ ପ୍ରସିଦ୍ଧ ଅଟେ। ଇଟିଲି ଓ ଦୋସା ହେଉଛି ଦକ୍ଷିଣ ଭାରତର ଏକ ସ୍ୱତନ୍ତ୍ର ଖାଦ୍ୟ ଅଟେ। ଏଠାକାର ପ୍ରାୟ
Read More...

ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ଗୁଳିମାଡ଼

ଟିଟିଲାଗଡ଼ : ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ ଭିତରେ ପଶି ଲୁଟ ଉଦ୍ଦେଶ୍ୟରେ ବ୍ୟାଙ୍କ ଭିତରେ ଗୁଳି କରିଥିବା ସୂଚନା ମିଳିଛି। ମ୍ୟାନେଜରଙ୍କ
Read More...

ଜାଣନ୍ତୁ ଶୀତଦିନେ କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ

ଶୀତଦିନରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ଅଟେ। ନିଜ ଖାଦ୍ୟରେ ସାଧାରଣ ପରିବର୍ତ୍ତନ ଆଣିବା ଦ୍ୱାରା ଆମର ଶରୀର ସୁସ୍ଥ ରହିଥାଏ। କାରଣ ଖାଦ୍ୟଦ୍ରବ୍ୟରୁ ମିଳୁଥିବା ପୋଷକତତ୍ତ୍ୱ ଆମ ସ୍ୱାସ୍ଥ୍ୟ ଉପରେ
Read More...

ଗୁଜୁରାତିର ଏପରି ବ୍ୟବହାର ଦୂର କରେ ବହୁ ସମସ୍ୟା

ବହୁ ସମୟରେ ଏପରି ପରିଲକ୍ଷିତ ହୋଇଥାଏ ଯେ, ଛୋଟ ଦ୍ରବ୍ୟଟିଏ ମଧ୍ୟ ଖୁବ ଶୁଭଫଳ ପ୍ରଦାନ କରିଥାଏ। ଏପରି ଏକ ଦ୍ରବ୍ୟ ହେଉଛି ସବୁଜ ଗୁଜୁରାତି। ଏହାର ପ୍ରୟୋଗ କେବଳ ଖାଦ୍ୟରେ ସୁଗନ୍ଧ ଓ ସ୍ୱାଦ ପାଇଁ ନୁହେଁ ବରଂ ଏହାକୁ
Read More...

ପାଳଙ୍ଗ କଲିଜା ମସଲା

ଆବଶ୍ୟକ ସାମଗ୍ରୀ କଲିଜା – ୩୦୦ ଗ୍ରାମ ପାଳଙ୍ଗ ଶାଗ – ୨ବିଡ଼ା କଟା ପିଆଜ – ୨ଟି ତେଲ - ଆବଶ୍ୟକ ଅନୁଯାୟୀ ପେଷା ଟମାଟୋ – ୧ଟି ଅଦା, ରସୁଣ ବଟା - ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ
Read More...

ପରୀକ୍ଷାର୍ଥୀଙ୍କ ଠାରୁ ଲୁଟ ଅଭିଯୋଗ

ଭୁବନେଶ୍ୱର : ସେନାରେ ନିଯୁକ୍ତି ପାଇଁ ଓଡ଼ିଶା ଆସିଥିବା ବିହାରର ଜଣେ ପରୀକ୍ଷାର୍ଥୀଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଷ୍ଟେସନ ନିକଟରେ ପରୀକ୍ଷାର୍ଥୀ ଜଣକ ଛିଡ଼ା ହୋଇଥିବା ବେଳେ ୩
Read More...

ବୋର୍ଡ଼ ଅଫିସ ଅଗ୍ନିକାଣ୍ଡ ମାମଲାର ହେବ କ୍ଷୟକ୍ଷତି ଆକଳନ

ସମ୍ବଲପୁର : ସମ୍ବଲପୁର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସରେ ହୋଇଥିବା ଅଗ୍ନିକାଣ୍ଡ କ୍ଷୟକ୍ଷତିର ଆକଳନ ଶୁକ୍ରବାର କରାଯିବ। ଆକଳନ ହେବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ର୍ବୋଡ଼ ସଭାପତି
Read More...

ଆପଣ ଭ୍ରମଣ ପାଇଁ ଇଚ୍ଛୁକ କି ? ଯାଆନ୍ତୁ ଏହି ସ୍ଥାନ

ଦକ୍ଷିଣଭାରତର ପ୍ରମୁଖ ହିଲ ଷ୍ଟେସନ ହେଉଛି ଉଟି। ଏହି ସହର ତାମିଲନାଡ଼ୁର ନୀଳଗିରିର ଏକ ଭାଗ ଅଟେ। ଉଟି ସହରର ଚାରିପାଖରେ ଥିବା ନୀଳଗିରି ପାହାଡ଼ମାନଙ୍କ କାରଣରୁ ଏହାର ସୁନ୍ଦରତା ଦୁଇ ଗୁଣିତ ହୋଇଯାଏ। ଏହି ପର୍ବତ
Read More...

ହିନ୍ଦୁ ଧର୍ମରେ କନ୍ୟାଦାନର ବିଶେଷତ୍ୱ

ହିନ୍ଦୁଧର୍ମରେ ବିବାହରେ ବିଭିନ୍ନ ରୀତିନୀତିର ପାଳନ କରାଯାଇଥାଏ। ବିଭିନ୍ନ ରୀତିନୀତି ମଧ୍ୟରେ କନ୍ୟାଦାନ ଏକ ମୁଖ୍ୟ ରୀତି ଅଟେ। ହିନ୍ଦୁଧର୍ମରେ ପ୍ରତ୍ୟେକ ପିତାଙ୍କୁ କନ୍ୟାଦାନ କରିବାକୁ ପଡ଼ିଥାଏ। କନ୍ୟାକୁ ଲକ୍ଷ୍ମୀ
Read More...

ଜାଣନ୍ତୁ କେଉଁ କାରଣରୁ ଶୀତଦିନେ ସବୁଜ ପନିପରିବା ଖାଇବା ଉଚିତ

ବହୁ ସମୟରେ ଏପରି ଦେଖାଯାଇଥାଏ କି ଥଣ୍ଡା ସମୟରେ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପଡ଼ିଥାଏ। ତେଣୁ ଶୀତଦିନରେ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟଗତ ସମସ୍ୟାରୁ ନିଜକୁ ରକ୍ଷା କରିବାକୁ ଖାଦ୍ୟପେୟ ଉପରେ
Read More...

ଛେନା ମୁଡ଼କି

ପନିର – ୫୦୦ ଗ୍ରାମଚିନି – ୪୦୦ ଗ୍ରାମପାଣି - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ଚିନି ପକାନ୍ତୁ। ଚିନିକୁ ସାମାନ୍ୟ ଭାଜି ଏଥିରେ ପାଣି ଦିଅନ୍ତୁ। ପାଣି ଦେବା
Read More...

ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ବ୍ଲକ ଟେଣ୍ଟୋଇ ଗାଁରେ ଦୁଇ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଛି। ଗତ ଅଗଷ୍ଟ ୧୦ ତାରିଖରେ
Read More...

ଟ୍ରକ ଦୁର୍ଘଟଣା, ରାସ୍ତା ଜାମ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ସଇଁତଲା ଥାନା ବେଲଗାଁ ନିକଟରେ ବୁଧବାର ରାତିରେ ଏକ ଟ୍ରକ ଓଲଟି ପଡ଼ିଥିଲା। ଟ୍ରକଟି ଓଲଟି ପଡ଼ିବା ଫଳରେ ବଲାଙ୍ଗୀର କଳାହାଣ୍ଡି ଜାତୀୟ ରାଜପଥ ଜାମ ହୋଇଛି। ଜାମ ହୋଇଯିବା ଫଳରେ ଶତାଧିକ
Read More...

ଶ୍ରୀଜିଉଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଗୁରୁବାର ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି କାରଣରୁ ଗୁରୁବାର ଶ୍ରୀଜିଉଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ ୪ଟା ୩୦ ରୁ ୮ଟା ୩୦ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି
Read More...

ଜାଣନ୍ତୁ ରାଶି ଅନୁଯାୟୀ ନିଜର ଶୁଭ ଅଙ୍କ

ସାଧାରଣ ଭାବେ ଦେଖାଯାଇଥାଏ ଯେ, ପ୍ରତ୍ୟେକଙ୍କର କିଛି ନା କିଛି ଶୁଭ ଅଙ୍କ ବା ସଂଖ୍ୟା ରହିଥାଏ। ଲୋକେ ନିଜ ଶୁଭ ଅଙ୍କକୁ ଖୁବ ଗୁରୁତ୍ୱ ମଧ୍ୟ ଦେଇଥାଆନ୍ତି। କୌଣସି କାର୍ଯ୍ୟର ଶୁଭାରମ୍ଭ ହେଉ ବା ଦୂର ଯାତ୍ରାକୁ ହେଉ
Read More...

ଏହି ମନ୍ଦିରରେ ପ୍ରଭୁ ବିଘ୍ନହର୍ତ୍ତା ମନୁଷ୍ୟ ରୂପରେ ପୂଜା ପାଆନ୍ତି

ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା କୁହାଯାଇଥାଏ। ମନରେ ସୁଧ ଭାବନା ରଖି ପ୍ରଭୁ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଜୀବନର ସମସ୍ତ ଦୁଃଖ ଓ ବିଘ୍ନ ଦୂର ହୋଇଥାଏ। ଆମ ଦେଶରେ ଗଣେଶଙ୍କର ବହୁ ମନ୍ଦିର ରହିଛି। ବହୁ
Read More...

ଗୃହରେ ରଖନ୍ତୁ ପେଙ୍ଗସୁଇ ହସ୍ତୀ, ମିଳିବ ଶୁଭଫଳ

ହାତୀର ମହତ୍ତ୍ୱ ଖୁବ ଅଧିକ। ପୂର୍ବସମୟରେ ହାତୀରେ ରାଜାମାନେ ବିରାଜମାନ ହୋଇ ବିଭିନ୍ନ ସ୍ଥାନକୁ ଯାଉଥିଲେ। ବର୍ତ୍ତମାନ ସମୟରେ ମଧ୍ୟ ଏହା ବହୁ ଧାର୍ମିକ ଓ ଶୁଭ କାର୍ଯ୍ୟରେ ଏହାର ବ୍ୟବହାର ହୋଇଥାଏ। ଶାସ୍ତ୍ରରେ
Read More...

ବାଦାମ କ୍ଷୀରର ଉପକାରିତା

କ୍ଷୀରରେ ସମସ୍ତ ପ୍ରକାରର ଭିଟାମିନ ରହିଛି। ଏହା ଶରୀର ପାଇଁ ଖୁବ ପୃଷ୍ଟିକର ଅଟେ। ନିୟମିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ। ଏହା ଶରୀରକୁ ଅଧିକ ଶକ୍ତି ଯୋଗାଇଥାଏ। କ୍ଷୀରରୁ ପ୍ରଚୁର ପରିମାଣରେ
Read More...

ଫ୍ରାଏ ମଟନ

ମଟନ - ୫୦୦ଗ୍ରାମ ପେଷା - ଅଦା, ରସୁଣ,କଞ୍ଚା ଲଙ୍କା, ଧନିଆ ପତ୍ରଲୁଣ - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଆବଶ୍ୟକ ପରିମାଣରେ କଟା ପିଆଜ – ୧ଟି ଧନିଆ ପତ୍ର - ଅଳ୍ପକଞ୍ଚା ଲଙ୍କା –
Read More...

ଅବକାରୀ ବିଭାଗର ଚଢଉରେ ପୋଚ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଅବକାରୀ ବିଭାଗ ଦ୍ୱାରା ସିମୁଳିଆ ଥାନା ଜାମୁଝାଡ଼ି ପଞ୍ଚାୟତ ଝାଟିଆମାଳ ଗ୍ରାମରେ ଚଢଉ କରାଯାଇଛି। ଅଭିଯୁକ୍ତମାନେ ଦେଶୀ ମଦ ତିଆରି ପାଇଁ ୫୦୦ ଟିଣରେ ମଦ ପୋଚକୁ ଲୁଚାଇ ରଖିଥିଲେ।…
Read More...

ପେଥାଇ ପାଇଁ ଟ୍ରେନ ଉପରେ କଟକଣା

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ପେଥାଇ’ ପାଇଁ ରେଲୱେ କର୍ତ୍ତୁପକ୍ଷଙ୍କ ତରଫରୁ କିଛି ଟ୍ରେନ ଉପରେ କଟକଣା ଲାଗୁ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ଟ୍ରେନକୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ରଖାଯିବା ବ୍ୟବସ୍ଥା ମଧ୍ୟ…
Read More...

ଏଟିଏମରୁ ଚୋରି ଉଦ୍ୟମ ବିଫଳ

ଖୁଣ୍ଟା – ଖୁଣ୍ଟା ବସ ଷ୍ଟାଣ୍ଡରେ ଥିବା ଏସବିଆଇ ଏଟିଏମରୁ ଚୋରି ଉଦ୍ୟମ ବିଫଳ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତ ଏଟିଏମ ଭାଙ୍ଗି ଥିଲେ ମଧ୍ୟ ଟଙ୍କା ନେବାରେ ସଫଳ ହୋଇନାହାନ୍ତି। ଥାନା…
Read More...

ସାନ ଭାଇର ଶାବଳ ମାଡ଼ରେ ବଡ଼ ଭାଇ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ନଇନ୍ତ୍ରଣପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାନଭାଇର ଶାବଳ ମାଡ଼ରେ ବଡ଼ଭାଇ ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ସଦର ଡ଼ାକ୍ତରଖାନାକୁ ସ୍ଥାନାନ୍ତର…
Read More...

ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା

ବ୍ରହ୍ମପୁର : ଦିଗପହଣ୍ଡି ଥାନା ବାଗଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି। ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟିଥିବା ଜଣାପଡ଼ିଛି। ଆହତ ମହିଳାଙ୍କୁ…
Read More...

ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର : ଚାଷ ଓ ଚାଷୀ ସମ୍ପର୍କିତ ପ୍ରସଙ୍ଗକୁ ନେଇ ସୋମବାର ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ ହୋଇଛି। ଚାଷ ଓ ଚାଷୀ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟକୁ ବିଜେଡ଼ି ଏହି ପ୍ରେସ ମିଟରେ ଉପସ୍ଥାପନା କରିଛି।
Read More...

ପେଥାଇ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ପେଥାଇ’ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର - ପଶ୍ଚିମ ଦିଗରେ ଗତି କରୁଛି। ଉତ୍ତର-ପଶ୍ଚିମ ଦିଗରେ ଗତି କରି ସୋମବାର ଅପରାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳ…
Read More...

ପଶ୍ଚିମ ଓଡ଼ିଶାର ୧୧ଟି ଜିଲାରେ ବନ୍ଦ ପାଳନ

ବଲାଙ୍ଗୀର/ଅନୁଗୁଳ/ଝାରସୁଗୁଡ଼ା : ପଶ୍ଚିମ ଓଡ଼ିଶାର ୧୧ଟି ଜିଲାରେ ବନ୍ଦ ପାଳନ କରାଯାଉଛି। ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ବଲାଙ୍ଗୀର କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଏହି ବନ୍ଦ…
Read More...

ହାତୀଙ୍କ ଉପଦ୍ରବ, ଜଣେ ମୃତ

ନିରାକାରପୁର : ଖୋର୍ଦ୍ଧା ବନଖଣ୍ଡର ଟାଙ୍ଗୀ ରେଞ୍ଜର ଗୟାବନ୍ଧରୁ ୨୪ ଟି ହାତୀ ୧୬ ନମ୍ବର ଜାତୀୟ ରାଜପଥ ଗୋଳବାଇ – ତାପଙ୍ଗ ମଝିର ରେଳ ପଥ ଅତିକ୍ରମ କରିଛନ୍ତି। ଏହା ପରେ କଣାସ ବ୍ଲକ ଦୟା ନଦୀ ନିକଟରେ ହାତୀପଲ…
Read More...

ଜିଲ୍ଲାପାଳଙ୍କ କାରକୁ ଧକ୍କା ଦେଲା ଟ୍ରକ

ରାୟଗଡ଼ା : ରାୟଗଡ଼ା ବ୍ଲକ କୁଲି ଗ୍ରାମ ନିକଟରେ ଜିଲ୍ଲାପାଳଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାହାର କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ପିଠା କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଯାଉଥିବା…
Read More...

ଚୋରି ଅଭିଯୋଗରେ ନାବାଳକକୁ ନିସ୍ତୁକ ମାଡ଼

ଜଳେଶ୍ୱର : ଜଳେଶ୍ୱର ଷ୍ଟେସନ ବଜାରରେ ଏକ ଅମାନୁଷିକ ଘଟଣା ଘଟିଛି। ଚୋରି ଅଭିଯୋଗରେ ଜଣେ ନାବାଳକକୁ ଖୁଣ୍ଟରେ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ଖବର ପାଇ ନାବାଳକୁ ଜଳେଶ୍ୱର ପୁଲିସ ଉଦ୍ଧାର କରିଛି।…
Read More...

ମନ୍ଦିରରୁ ଚୋରି ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ଥାନା ରପେୟା ଗ୍ରାମରେ ଶନିବାର ରାତିରେ ୫ଟି ମନ୍ଦିରରୁ ଚୋରି ହୋଇଥିବା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ଦୁର୍ବୃତ୍ତମାନେ ରପେୟା ଗ୍ରାମର ୨ଟି…
Read More...

ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମୀଭୂତ

ବାଲେଶ୍ୱର : ଖଇରା ବ୍ଲକ ନିକଟରେ ଥିବା ରାପେୟା ଗାଁରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପଞ୍ଚାନନ ଘଡ଼ାଇଙ୍କ ୩ ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କା ପାଖାପାଖି ସମ୍ପତ୍ତିର କ୍ଷୟକ୍ଷତି…
Read More...

ଭୟାଭୟ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଆରଡ଼ି : ଭଦ୍ରକ ଜିଲା ଆରଡ଼ିପୀଠ ଓ ନାନ୍ଦପୁର ପଞ୍ଚାୟତ କୋଇଲିଖା ଗାଁରେ ଶନିବାର ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ନାନ୍ଦପୁର ପଞ୍ଚାୟତ କୋଇଲିଖା ଗାଁର ପ୍ରଭାତ ବିଶ୍ୱାଳଙ୍କ ଘରେ ଏହି…
Read More...

ଶ୍ୱଶୁରକୁ ହତ୍ୟା କଲା ଜ୍ୱାଇଁ

ବୌଦ୍ଧ : ସଦର ଥାନା ସରସରା ଗାଁର ଟିକିରାସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଟାଙ୍ଗିଆରେ ଶ୍ୱଶୁରଙ୍କୁ ଜ୍ୱାଇଁ ହାଣି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଧାନ ବିଲରେ ଶ୍ୱଶୁର ଓ ଜ୍ୱାଇଁ ମଧ୍ୟରେ କୌଣସି ବିଷୟକୁ…
Read More...

ଦନ୍ତା ହାତୀର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ

ବ୍ରହ୍ମପୁର : ଦିଗପହଣ୍ଡି ରେଞ୍ଜରେ ଦନ୍ତା ହାତୀର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ ହୋଇଛି। ସୂଚନା ଅନୁଯାୟୀ, ମେଘଝୋଳି ଓ ନିମଖଣ୍ଡି ମଝିରେ ରବିବାର ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ମୃତ ଦନ୍ତା ହାତୀର ବେକରେ ଗୁଳି…
Read More...

ଧାନବିଲରେ ହାତୀପଲ, ବ୍ୟାପକ ଫସଲ ନଷ୍ଟ

ପିପିଲି : କଣାସ ବ୍ଲକ ବଳଭଦ୍ରପୁର ପଞ୍ଚାୟତ ମଣିଜିପୁର ଗାଁ ପାଖରେ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି। ଧାନ ବିଲରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀପଲଙ୍କୁ ଘଉଡ଼ାଇବାକୁ ଏପର୍ଯ୍ୟନ୍ତ ବନବିଭାଗ ପହଞ୍ଚି…
Read More...

ଗାଁ ଭିତରେ ହାତୀପଲ, ଗ୍ରାମବାସୀ ଭୟଭୀତ

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ରେଞ୍ଜ ଗୁଡ଼ିଆଳି ଗାଁରେ ରବିବାର ସକାଳ ସମୟରେ ୧୨ ରୁ ଅଧିକ ହାତୀ ଗାଁ ଭିତରକୁ ପଶି ଆସିଛନ୍ତି। ପାଚେରୀ ଭାଙ୍ଗିବା ସହ ବାଡ଼ିରେ ଥିବା ପନିପରିବା ମଧ୍ୟ ନଷ୍ଟ କରିଥିବା ସୂଚନା ମିଳିଛି।…
Read More...

ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ, ମିିଳିବ ଶୁଭଫଳ

ଭଲ ଓ ଖରାପ ସମୟ ଆମ ଜୀବନର ଅଂଶ ଅଟନ୍ତି। କିନ୍ତୁ ବହୁବାର ଏପରି ଦେଖାଯାଏ ଯେ, ଆମ ଜୀବନରୁ ଖରାପ ସମୟ ଶେଷ ହୋଇନଥାଏ। ତେଣୁ ଏପରି ଅନୁଭବ ହୋଇଥାଏ ଯେ, ଅନେକ ଚେଷ୍ଟା କରିବା ସର୍ତ୍ତେ ମଧ୍ୟ କାର୍ଯ୍ୟରେ ସଫଳତା…
Read More...

ରାତିରେ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଉଛନ୍ତି କି ? ହୋଇପାରେ ଏହି ସମସ୍ୟା

ରାତ୍ରି ଭୋଜନ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ। କାରଣ ଏହା ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପକାଇଥାଏ। ରାତ୍ରି ଭୋଜନ ସହ ଅନ୍ୟ କେତେକ କଥା ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକ ରହିଛି। ଏମିତି ବହୁ ଲୋକେ…
Read More...

ପାଳଙ୍ଗ ଶାଗ ବରା

ପାଳଙ୍ଗ ଶାଗ - ଆବଶ୍ୟକ ଅନୁଯାୟୀ ଅଟା – ଆବଶ୍ୟକ ଅନୁଯାୟୀ ବେସନ - ଆବଶ୍ୟକ ଅନୁଯାୟୀ ସୁଜି - ଆବଶ୍ୟକ ଅନୁଯାୟୀ ଅଦା – ଅଳ୍ପ ରସୁଣ - ଅଳ୍ପ କଞ୍ଚା ଲଙ୍କା – ୩ଟି ଜିରା - ଅଳ୍ପ ହଳଦୀ ଗୁଣ୍ଡ - ଆବଶ୍ୟକ…
Read More...

ଜଳିଗଲା ପାଉଡ଼ର ବୋଝେଇ ଟ୍ରକ

କେନ୍ଦୁଝର : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇ ଟାଙ୍ଗିରି ନିକଟରେ ଏକ ଟ୍ରକ ଜଳିଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଟ୍ରକରେ ପାଉଡ଼ର ବୋଝେଇ ହୋଇଥିଲା। ଟ୍ରକଟି…
Read More...

ମୃତ ହିତାଧିକାରୀଙ୍କ ନାମରେ ପେନସନ ଟଙ୍କା ହଡ଼ପ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲାରେ ମୃତକଙ୍କୁ ଜୀବିତ ଦର୍ଶାଇ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ବ୍ୟାଙ୍କ ଅଫ ଇଣ୍ଡିଆ ରେମୁଣା ଶାଖାର ବିଜିନେସ୍‌ କରେସ୍‌ପଣ୍ଡାଣ୍ଟ ପ୍ରଭାତ ଦାସଙ୍କୁ କ୍ରାଇମବ୍ରାଞ୍ଚ…
Read More...

କ୍ୟାଭିଟିରୁ ମୁକ୍ତି ପାଇବାର ସହଜ ଉପାୟ

ବର୍ତ୍ତମାନ ଦାନ୍ତରେ କ୍ୟାଭିଟି ଏକ ମୁଖ୍ୟ ସମସ୍ୟା ପାଲଟିଛି। ଦାନ୍ତରେ ସୃଷ୍ଟି ହେଉଥିବା ଛୋଟ ଛୋଟ କଣା, ଯାହାକି ଧୀରେ ଧୀରେ ଦାନ୍ତମୂଳ ପଚିବାର କାରଣ ହୋଇଥାଏ, ତାହାକୁ କ୍ୟାଭିଟିଜ କୁହାଯାଏ। ଏହି ସମସ୍ୟା ଅଧିକ ଛୋଟ…
Read More...

ମାଛ ଖଟା ମିଠା

ପ୍ରସ୍ତୁତି ପ୍ରଣାଳୀ ମାଛ – ୪୦୦ ଗ୍ରାମ ତେନ୍ତୁଳି ରସ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଶୁଖିଲା ଲଙ୍କା – ୨ଟି ରସୁଣ ଛେଚା – ୬ ରୁ ୭ ଟି ରସୁଣ ଭୁସଙ୍ଗ ପତ୍ର…
Read More...

ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରେ ଶୁକ୍ରବାର ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଆମ୍ବୁଲାନ୍ସଟି ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ…
Read More...

ଆମ୍ବୁଲାନ୍ସ ଓଲଟି ଜଣେ ଆହତ

ଖୁଣ୍ଟା –  ଖୁଣ୍ଟାରୁ ଉଦଳା ଯାଉଥିବା ୧୦୮ ଆମ୍ବୁଲାନ୍ସ ୧୯ ନମ୍ବର ରାଜପଥ ପଥରା ଛକ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ସକାଳ ସମୟରେ ଏହା ଘଟିଛି। ଉକ୍ତ ଆମ୍ବୁଲାନ୍ସ ଖୁଣ୍ଟା ଗୋଷ୍ଠୀ…
Read More...

ପାଉଁରୁଟି କେକ୍‍

ଆବଶ୍ୟକ ସାମଗ୍ରୀ ପାଉଁରୁଟି – ୧୦ ଖଣ୍ଡ ଅଣ୍ଡା - ୨ଟି ପେଷା ଚିନି – ୧କପ ରୁ ସାମାନ୍ୟ କମ ବଟର – ୩ ଚାମଚ ଭ୍ୟାନିଲାଇସ୍ନେସ୍‍ - ୧ ଚାମଚ ଗୁଜୁରାତି ଗୁଣ୍ଡ – ୧ ଚାମଚ ଫୁଟା କ୍ଷୀର – ୨ କପ ରୁ ସାମାନ୍ୟ କମ…
Read More...

ଟେଷ୍ଟି କେକ୍‍

ଆବଶ୍ୟକ ସାମଗ୍ରୀ ମଇଦା –୨୦୦ଗ୍ରାମ ବେକିଙ୍ଗ ପାଉଡ଼ର – ୧ ଚାମଚ ଲୁଣ- ସାମାନ୍ୟ କ୍ଷୀର - ଆବଶ୍ୟକ ଅନୁଯାୟୀ ଅଣ୍ଡା – ୧ଟି ଚିନି – ୧୫୦ ଗ୍ରାମ, ପେଷା (ଗ୍ରାଇଣ୍ଡିଙ୍ଗ) ହୋଇଥିବା ବଟର – ୨ ଚାମଚ କଦଳୀ – ୧ଟି…
Read More...

ମଲେଇ ଲଡ଼ୁ 

ଆବଶ୍ୟକ ସାମଗ୍ରୀ କ୍ଷୀର - ୨ ଲିଟର ପେଷା ଚିନି - ଆବଶ୍ୟକ ପରିମାଣରେ ଲେମ୍ବୁ ରସ - ଆବଶ୍ୟକ ପରିମାଣରେ ଘିଅ - ଆବଶ୍ୟକ ପରିମାଣରେ ଖୁଆ - ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ -…
Read More...

ଷ୍ଟିମ୍‍ ମିଠା

ଆବଶ୍ୟକ ସାମଗ୍ରୀ କ୍ଷୀର –୧ ଲିଟର ଛେନା ପେଷା ଚିନି – ୩ ଚାମଚ ଘିଅ - ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ – ୧ ଚାମଚ ଗୋଲାପ ଜଳ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ ଓ…
Read More...

ବେସନ ବର୍‍ଫି

ଆବଶ୍ୟକ ସାମଗ୍ରୀ ବେସନ - ୨୦୦ ଗ୍ରାମ ପେଷା ଚିନି - ଆବଶ୍ୟକ ପରିମାଣରେ କାଜୁ , ପେସ୍ତା ବାଦାମ - ଆବଶ୍ୟକ ପରିମାଣରେ ଘିଅ - ୧କପ ଗୁଜୁରାତି ଗୁଣ୍ଡ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସ ଲଗାଇ କଡ଼େଇ…
Read More...

ଛେନା ଖିରୀ

ଆବଶ୍ୟକ ସାମଗ୍ରୀ ଖିର – ୫୦୦ ମିଲି ଲିଟର ଛେନା – ୨୦୦ ଗ୍ରାମ ଚିନି – ୧କପ ରୁ ସାମାନ୍ୟ କମ ଲୁଣ - ସାମାନ୍ୟ କାଜୁ, ପେସ୍ତା ବାଦାମ, ବାଦାମ - ଆବଶ୍ୟକ ପରିମାଣରେ ଅରୁଆ ଚାଉଳ ଗୁଣ୍ଡ – ୪ ଚାମଚ ପ୍ରସ୍ତୁତି…
Read More...

ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ ବୁନ୍ଦି ଲଡ଼ୁ

ବୁନ୍ଦି ଲଡ଼ୁ ଖାଇବାକୁ ବହୁ ସ୍ୱାଦିଷ୍ଟ ଲାଗିଥାଏ। ବୁନ୍ଦି ଲଡ଼ୁକୁ ପୂଜାପାଠରେ ଭୋଗ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ। ପ୍ରଭୁ ହନୁମାନ, ଗଣେଶଙ୍କ ନିକଟରେ ବୁନ୍ଦି ଲଡ଼ୁକୁ ବିଶେଷ ଭାବେ ଭୋଗ କରାଯାଇଥାଏ। ଏହା ଦ୍ୱାରା…
Read More...

ବାରମ୍ବାର ଦେହ ଖରାପ ହେଉଛି କି ? ଆପଣାନ୍ତୁ ଏହି ଉପାୟ

ସ୍ୱାସ୍ଥ୍ୟର ଅବସ୍ଥା ଠିକ ନ ରହିଲେ କୌଣସି କାର୍ଯ୍ୟରେ ଆଗ୍ରହ ଆସିନଥାଏ। ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହେଲେ ବିଭିନ୍ନ ପ୍ରକାର ଜୀବାଣୁ ଓ ଭୂତାଣୁ ଶରୀରକୁ ଅତି ସହଜରେ ଆକ୍ରମଣ କରିଥାଆନ୍ତି। ଫଳରେ ଲୋକେ ବାରମ୍ବାର…
Read More...

ଚଟପଟି ପନିର

ଆବଶ୍ୟକ ସାମଗ୍ରୀ ପନିର – ୪୦୦ ଗ୍ରାମ କଟା ଅଦା – ୧ଚାମଚ କଟା ରସୁଣ – ୧ଚାମଚ କଟା ପିଆଜ – ୨ଟି ତେଲ - ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ…
Read More...

ରୋଗୀ ମୃତ୍ୟୁ ପରେ ଉତ୍ତେଜନା ଆରମ୍ଭ, ମେ ଫେୟାର ରୁ ଜୟଦେବ ବିହାର ରାସ୍ତା ଅବରୋଧ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବିହାର ଛକ ନିକଟରେ ଇଏସଆଇ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଛି। ସୂଚନା ଅନୁଯାୟୀ, ମହିଳାଙ୍କ ମୃତଦେହକୁ ରାସ୍ତା ଉପରେ ରଖି…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧୦ ରୁ ଅଧିକ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲାର ରାଜପଥ ମାଦିଙ୍ଗ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିଛି। ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା…
Read More...

ସରଳ ଉପାୟ ତଥା ବିଧି ଦ୍ୱାରା ଏପରି କରନ୍ତୁ ପ୍ରଭୁ ଗଣେଶଙ୍କୁ ପୂଜା

ବିଘ୍ନହର୍ତ୍ତାଙ୍କ ନାମରେ ପୂଜା ପାଉଥିବା ପ୍ରଭୁ ଗଣେଶଙ୍କର ପୂଜାର୍ଚ୍ଚନା ବୁଧବାର ଦିନ କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। କିଛି ସରଳ ଉପାୟ ତଥା ବିଧି ଦ୍ୱାରା ଆମେ ପ୍ରଭୁ ଗଣେଶଙ୍କୁ ପୂଜା କରି…
Read More...

ପାଦ ଯନ୍ତ୍ରଣା, ଅନିଦ୍ରା, ତଥା ମାନସିକ ଚିନ୍ତା ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ

ଅଧିକ ସମୟ ଅଫିସରେ କାର୍ଯ୍ୟ କରିବା ପରେ ଅଥବା ଅଧିକ ସମୟ ବୁଲାବୁଲି କରିବା ଫଳରେ ଥକ୍କା ଲାଗିବା ସହ ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥାଏ। ଏହି କାରଣରୁ ବେଳେ ବେଳେ ବହୁ ଲୋକଙ୍କୁ ନିଦ ମଧ୍ୟ ହୋଇନଥାଏ । ମାନସିକ ଚିନ୍ତା…
Read More...

ଟେଷ୍ଟି କଙ୍କଡ଼ା ତରକାରୀ

ଆବଶ୍ୟକ ସାମଗ୍ରୀ କଙ୍କଡ଼ା – ୫୦୦ ଗ୍ରାମ ତେଲ - ଆବଶ୍ୟକ ଅନୁଯାୟୀ କଟା ପିଆଜ – ୨ଟି ଗୋଟା ଧନିଆ – ୧ ଚାମଚ ଗୋଟା ଜିରା – ୧ଚାମଚ ଗୋଲମରିଚ – ୫ ରୁ ୬ଟି ଶୁଖିଲା ଲଙ୍କା – ଆବଶ୍ୟକ ଅନୁଯାୟୀ ଲବଙ୍ଗ – ୨ଟି କଟା…
Read More...

କେଶକୁ ଘନ ଓ ଲମ୍ବା କରିବାକୁ କରନ୍ତୁ ଆଳୁର ବ୍ୟବହାର

ନିୟମିତ ସଭିଁଙ୍କ ଘରେ ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ପରିବା ଅଟେ। ଆଳୁ ଖାଇବାକୁ ବହୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଥାଆନ୍ତି। ବହୁ ଲୋକଙ୍କୁ ହୁଏତ ଜଣାନଥିବ ଯେ ଆଳୁ ମୁହଁ ଓ କେଶ ପାଇଁ ଖୁବ ଉପକାରୀ ଅଟେ। ଏହା କେଶକୁ ଘନ…
Read More...

ହାତୀର ମୃତଦେହ ଠାବ

ଆଠଗଡ଼ : କଟକ ଜିଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ରାଜନଗର ସବର ତଇଲା ନିକଟରେ ଏକ ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ବୟସ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟିର ମୁହଁରୁ ପ୍ରବଳ…
Read More...

ବାସି ଖାଦ୍ୟ ଖାଇ ୪୦ ଶିଶୁ ଅସୁସ୍ଥ

ଆଠଗଡ଼ : କଟକ ଜିଲା ଆଠଗଡ଼ ବ୍ଲକ ପାର୍ବତୀପୁର ଗାଁରେ ବାସି ଖାଦ୍ୟ ଖାଇ ୪୦ ରୁ ଅଧିକ ଶିଶୁ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଆଠଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ରବିବାର ପାର୍ବତୀପୁର ଗାଁରେ…
Read More...

କାର୍‍କୁ ଧକ୍କା ଦେଲା ବସ୍‍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ପେଟ୍ରୋଲ ଟାଙ୍କି ସମ୍ମୁଖରେ ସୋମବାର ପୂର୍ବାହ୍ନରେ ଏକ କାର୍‍ ସହ ଅନ୍ୟ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା କାରଣରୁ ବସ୍‍ଟି କାର୍‍କୁ କିଛି…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ଯାଜପୁର : ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଧାନକଟା ଗାଡ଼ିକୁ ଏକ ଟାଟା ଏସି ପଛପଟୁ ଧକ୍କା ଦେବା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ…
Read More...

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ମୋହନା : ମୋହନା ଥାନା କିଡ଼ାସିଂ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ ସ୍ୱାମୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ କିଛି ଦିନ ଧରି…
Read More...

ମାଲ୍ୟବନ୍ତ ମହୋତ୍ସବର ପ୍ରସ୍ତୁତି ବୈଠକ

ମାଲକାନଗିରି : ସୋମବାର ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନିସ ଅଗ୍ରୱାଲଙ୍କ ଅଧକ୍ଷତାରେ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାଲକାନଗିରି ବିଧାୟକ ମାନସ…
Read More...

ବ୍ୟାଙ୍କ ଲୁଟେରା ଗିରଫ

ଅନୁଗୁଳ : ଅନୁଗୁଳ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ବ୍ୟାଙ୍କ ଡ଼କାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ମାଧବ ରବି ଦାସକୁ ଅନୁଗୁଳ ପୁଲିସ ଗିରଫ କରିଛି। ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଗତ ଏପ୍ରିଲମାସ ୭ତାରିଖରେ ଆନ୍ଧ୍ର…
Read More...

ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ

ସୁଆଣ୍ଡୋ - ପୁରୀ ଜିଲା ସାକ୍ଷୀଗୋପାଳ ସେସୁ ଉପଖଣ୍ଡ ଅଧିନ ସୁଆଣ୍ଡୋ ନିକଟରେ ବିଦ୍ୟୁତ ଖୁଣ୍ଟିରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୁରେନ୍ଦ୍ର ସ୍ୱାଇଁ (୫୮)। ସୂଚନା…
Read More...

ଅଗ୍ନିକାଣ୍ଡରେ ଚାରି ବଖରା ଭସ୍ମୀଭୂତ

ସୋର : ସୋର ଥାନା ତଳନଗର ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରାମସିଂଙ୍କର ଚାରି ବଖରା ଘର ଭସ୍ମୀଭୂତ ହୋଇଯାଇଛି। ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଆସବାବ ପତ୍ର ମଧ୍ୟ ନଷ୍ଟ ହୋଇଛି। ସୂଚନା…
Read More...

ବସ ଦୁର୍ଘଟଣାରେ ଯାତ୍ରୀ ଆହତ

ଅନୁଗୁଳ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଜୟ ନାମକ ବସ ବାଲେଶ୍ୱରରୁ ଅନୁଗୁଳ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଅନୁଗୁଳ ରାଣୀଗୁଡ଼ା, ଜରସିଂହା ଆଦି ତୀର୍ଥ…
Read More...

ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରୁଙ୍ଗଟା ଖଣି ଅଫିସର୍ସ କଲୋନୀସ୍ଥିତ ଏକ ଘରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ସୁଜିତ ହେମ୍ବ୍ରମ ଓ ତାଙ୍କ ସ୍ତ୍ରୀ। ସୁଜିତ ଏକ…
Read More...

କୂଅରୁ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଥାନା ଅଞ୍ଚଳରେ କୂଅରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବେନ୍ତପୁର ପଞ୍ଚାୟତର ବାଦୀବାହାଳ ଗ୍ରାମର ଅମିନ ଗଡ଼ନାୟକ। କୂଅରୁ ଅମିନଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର…
Read More...

ବିଜେଡ଼ି ସଂସଦୀୟ ଦଳ ବୈଠକ; କେନ୍ଦ୍ରକୁ ଘେରିବାକୁ ବିଜେଡି ପ୍ରସ୍ତୁତ

ଭୁବନେଶ୍ୱର : ରବିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡ଼ିର ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଶୀତକାଳୀନ ଅଧିବେଶନରେ ଦଳର ରଣନୀତି ନେଇ ଏହି ବୈଠକରେ ଆଲୋଚନା ହୋଇଛି । ଆସନ୍ତା ୧୧…
Read More...

ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା; ୧୨ଘଣ୍ଟା ପରେ ହଟିଲା ରାସ୍ତାରୋକ

ଲକ୍ଷ୍ମୀପୁର : ବୃଦ୍ଧଙ୍କ ମୃତ୍ୟୁକୁ ନେଇ ୧୨ ଘଣ୍ଟା ଧରି ହୋଇଥିବା ରାସ୍ତାରୋକ ହଟିଲା। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ନିକଟରେ ଏକ ହାଇୱା ଧକ୍କାରେ ଶନିବାର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଲେ…
Read More...

ଡ଼ିପିସି କର୍ମଚାରୀଙ୍କ ଠାରୁ ଲୁଟ ଅଭିଯୋଗ

ବଣେଇ : ବଣେଇ ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ଗ୍ରାମ ନିକଟରେ ଡ଼ିପିସି କର୍ମଚାରୀଙ୍କ ଠାରୁ ଲୁଟ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗୁରୁଣ୍ଡିଆ ରୁ ବଣେଇ ହୋଇ ସୁନ୍ଦରଗଡ଼ ଯାଉଥିବା ଏକ ବୋଲେରୋ ଗାଡ଼ିକୁ…
Read More...

ଆମ୍ବୁଲାନ୍ସ ଦୁର୍ଘଟଣା, ୩ ଗୁରୁତର

ଉମରକୋଟ : ନବରଙ୍ଗପୁର ଜିଲା ଗବାଗୁଡ଼ା ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରସୂତିଙ୍କୁ ନେଇ ଡ଼ାକ୍ତରଖାନା ଯାଇଥିବା ବେଳେ ୧୦୮ ଆମ୍ବୁଲାନ୍ସର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରସୂତିଙ୍କ ସହ…
Read More...

ବେକରେ ରଶି ଲଗାଇ ଆତ୍ମହତ୍ୟା ଅଭିଯୋଗ

ନବରଙ୍ଗପୁର : ନବରଙ୍ଗପୁର ସହର ପୂର୍ତବିଭାଗ ଡ଼ାକ ବଙ୍ଗଳାରେ ସେନାପତି ସାହିରେ ଜଣେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ହେଲେ ପ୍ରେମ ଚନ୍ଦ୍ର ବାଗ (୬୨)। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।…
Read More...

ବାଲିଗୁଡ଼ାରେ ମାଓ ପୋଷ୍ଟର

ବାଲିଗୁଡ଼ା : କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ସିମନବାଡ଼ି ଅଞ୍ଚଳରେ ସିପିଆଇ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଡ଼ିସେମ୍ବର ୧୨ଯାଏଁ…
Read More...

ଶ୍ରମିକ ଚାଲାଣ ଅଭିଯୋଗରେ ଜଣେ ଅଟକ

ଟିଟିଲାଗଡ଼ : ଶନିବାର ଟିଟିଲାଗଡ଼ ରେଳ ଜଙ୍କସନରୁ ବିଳାଶପୁର ତିରୁପତି ଏକ୍ସପ୍ରେସ ଯୋଗେ ତେଲେଙ୍ଗାନା ଇଟାଭାଟିକୁ ଶ୍ରମିକ ଚାଲାଣ କରାଯାଉଥିଲା। ସୂଚନା ଅନୁଯାୟୀ, ରାତ୍ରି ସମୟରେ ଜିଆରପି ପୁଲିସ ଦ୍ୱାରା ଶ୍ରମିକ ଚାଲାଣ…
Read More...

ସଡ଼କ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ : ଜରପଡ଼ା ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥ କରିବାକୁ ଯାଇଥିବା ଯାତ୍ରୀବାହୀ ୱିଙ୍ଗର କୋରାପୁଟରରୁ ଫେରିବା ସମୟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ ,ଯାତ୍ରୀବାହୀ ୱିଙ୍ଗରଟି…
Read More...

ଭ୍ରମଣ ପାଇଁ ଯାଆନ୍ତୁ ମନ୍ଦାରମନୀ

କଲିକତାର ଠାରୁ ମାତ୍ର ୩ ଘଣ୍ଟାର ଦୂରତାରେ ଗଲେ ଏକ (ସି ବିଚ) ସମଦ୍ର କୂଳ ରହିଛି ଯାହାର ନାମ ହେଉଛି ମନ୍ଦାରମନୀ। କଲିକତା ଠାରୁ ଏହି ବିଚକୁ ଯିବା ରାସ୍ତା ମଧ୍ୟ ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ଅଟେ। ରାସ୍ତାର ଉଭୟ…
Read More...

ସ୍ୱପ୍ନ ଦେଖୁଛନ୍ତି କି ? ଜାଣନ୍ତୁ ଏହାର କାରଣ ଓ ଅର୍ଥ

ସ୍ୱପ୍ନ ମନର ଏକ ବିଶେଷ ଅବସ୍ଥା ଅଟେ। ଯେଉଁଥିରେ ବାସ୍ତବିକତାର ପୂର୍ବାଭାସ ମିଳିଥାଏ। ସ୍ୱପ୍ନ ଜାଗ୍ରତ ଥିବା ସମୟରେ ଆସେ ନାହିଁ କିମ୍ବା ନିଦ୍ରାରେ ବରଂ ଏହି ଦୁଇଟି ଅବସ୍ଥାର ମଧ୍ୟମ ସମୟରେ ସ୍ୱପ୍ନ ଆସିଥାଏ। ସ୍ୱପ୍ନ…
Read More...

ଗାୟତ୍ରୀ ମନ୍ତ୍ରର ଅର୍ଥ ଓ ସୁଫଳ

ଗାୟତ୍ରୀ ମନ୍ତ୍ର (ବେଦ ଗ୍ରନ୍ଥଙ୍କର ମାତା)ଙ୍କୁ ହିନ୍ଦୁ ଧର୍ମରେ ସବୁଠାରୁ ଉତ୍ତମ ମନ୍ତ୍ର ବୋଲି କୁହାଯାଏ। ଚାରୋଟି ବେଦ ମିଶି ଗାୟତ୍ରୀ ମନ୍ତ୍ରର ସୃଷ୍ଟି ହୋଇଛି। ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ବ୍ୟକ୍ତି…
Read More...

ଖାଦ୍ୟରେ ଆଇରନର ଅଭାବରୁ ସୃଷ୍ଟି ହୁଏ ଏହି ସମସ୍ୟା

ମସ୍ତିଷ୍କ ଶିରାରେ ସୂଚାରୁ ରୂପେ ରକ୍ତସଞ୍ଚାଳନ ନ ହେବା ଦ୍ୱାରା କେଶ ଉପୁଡ଼ିଥାଏ। ଦୀର୍ଘ ସମୟ ଧରି ଏହି ସମସ୍ୟା ଲାଗି ରହିବା ଚନ୍ଦା ହେବାର ମୁଖ୍ୟ କାରଣ ହୋଇଥାଏ। ଖାଦ୍ୟରେ ଉପଯୁକ୍ତ ପୋଷକ ତତ୍ତ୍ୱର ଅଭାବ ହେବା ଦ୍ୱାରା…
Read More...

ପୁଦିନା ରାଇସ

ଆବଶ୍ୟକ ସାମଗ୍ରୀ ବାସୁମତୀ ଅରୁଆ ଚାଉଳ – ୫୦୦ଗ୍ରାମ ପୁଦିନା ପତ୍ର - ଆବଶ୍ୟକ ପରିମାଣରେ ସିଝା ଗ୍ରୀନ ମଟର - ଆବଶ୍ୟକ ପରିମାଣରେ କଞ୍ଚା ଲଙ୍କା – ୩ଟି ଅଦା –ଅଳ୍ପ କଟା ପିଆଜ – ୨ଟି ଅଲିଭ ଅଏଲ - ଆବଶ୍ୟକ…
Read More...

କୋକସରା ବ୍ଲକକୁ ମରୁଡ଼ି ଘୋଷଣା ଦାବିରେ ରାସ୍ତାରେ ବସିଲେ ଚାଷୀ

ଧର୍ମଗଡ଼ : ଧର୍ମଗଡ଼ର ୨୬ ନମ୍ବର ଜାତୀୟ ରାଜପଥକୁ ଶତାଧିକ ଚାଷୀ ଅବରୋଧ କରିଛନ୍ତି। ଆମ୍‌ପାଣି ଠାରେ ଭବାନୀପାଟଣା – ଜୟପୁର ରାସ୍ତାକୁ ଚାଷୀ ରୋକିଛନ୍ତି। ସୂଚନା ଅନୁଯାୟୀ, କୋକସରା ବ୍ଲକକୁ ମରୁଡ଼ି ଘୋଷଣା ଦାବିରେ ରାସ୍ତା…
Read More...

ସିରିଜ ଦୁର୍ଘଟଣାରେ ୨ ଗୁରୁତର , ପୁଲିସ ଭ୍ୟାନ ଦୁର୍ଘଟଣାଗ୍ରସ୍ତ

ସୋର: ସୋରରେ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ରାତିରେ ବାଲେଶ୍ୱର ଜିଲା ସୋରରେ ୩ଟି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟା ସମୟରେ ଛପୋଲିଆ ନିକଟରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ…
Read More...

ଏହି ଶୈବପୀଠରେ ହୋଇଥାଏ ତାଣ୍ଡବ ଆଳତୀ

ମଧ୍ୟପ୍ରଦେଶର ଇନ୍ଦୋର ସହରର ପରଦେଶୀପୁରାରେ ଭଗବାନ ଶିବଙ୍କର ଏକ ପ୍ରସିଦ୍ଧ ମନ୍ଦିର ଅଛି। ଏହା ଗୋନ୍ଦେଶ୍ୱର ମହାଦେବ ମନ୍ଦିର ନାମରେ ବେଶ ଜଣାଶୁଣା। ଏହି ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ, ଏଠାରେ ପ୍ରଭୁ ମହେଶ୍ୱରଙ୍କର…
Read More...

ଖାଦ୍ୟ ଖାଇବା ପରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଠିକ ସମୟରେ ଖାଇବା ଦରକାର ନୁହେଁ, ଏହାସହ ଖାଇବା ପରେ କେଉଁ ପାନୀୟ ଦ୍ରବ୍ୟ ପିଇବା ଉଚିତ ଓ ଉଚିତ ନୁହେଁ ତାହା ଜାଣିବା ମଧ୍ୟ ଆବଶ୍ୟକ ଅଟେ। ବହୁବାର ଆମେ ସ୍ୱାଦ ପାଇଁ ଏପରି କିଛି…
Read More...

ଜାଣନ୍ତୁ , କେଉଁ କାରଣରୁ ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ ଦହି ଓ ଚିନି ଖିଆଯାଏ

ଯେକୌସି ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ ଘରେ ଲୋକେ ଦହି ଓ ଚିନି ଖାଇବା ପାଇଁ କହିଥାଆନ୍ତି। ସଭିଏଁ ମଧ୍ୟ ଖାଇଥାଆନ୍ତି। ମାତ୍ର ଆପଣ ଏହି କଥା ପ୍ରତି ଧ୍ୟାନ ଦେଇ ନଥିବେ ଏପରି କେଉଁ କାରଣରୁ କରାଯାଇଥାଏ। ହିନ୍ଦୁଧର୍ମ…
Read More...

ଚଟପଟା ତେନ୍ତୁଳି ଅଣ୍ଡା

ଅଣ୍ଡା - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଆବଶ୍ୟକ ପରିମାଣରେ ଗରମ ମସଲା - ଆବଶ୍ୟକ ପରିମାଣରେ ଅଦା ରସୁଣ ବଟା -…
Read More...

ଘରେ ପଶି ସୁନା ଓ ଟଙ୍କା ଲୁଟ

ବାଲେଶ୍ୱର : ସିମୁଳିଆ ଥାନା ଅନ୍ତର୍ଗତ ବାରି ଗ୍ରାମରେ ମଧ୍ୟରାତିରେ କରୁଣାକର ବେହେରାଙ୍କ ଘରୁ ଲୁଟ ହୋଇଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ କରୁଣାକରଙ୍କ ଘରେ ପଶି ୪ ଲକ୍ଷ ଟଙ୍କାର ସୁନା ଗହଣା ଓ ୨ ହଜାର ଟଙ୍କା ଲୁଟ…
Read More...

ଏଟିଏମ ଭାଙ୍ଗି ଟଙ୍କା ଲୁଟ

ନୀଳଗିରି : ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରରେ ଥିବା ଆକ୍ସିସ ବ୍ୟାଙ୍କର ଏଟିଏମ ଲୁଟ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଗ୍ୟାସ କଟରରେ କାଟି ୧୭ଲକ୍ଷରୁ…
Read More...

ଏହି ମନ୍ଦିରରେ ଭଗବାନଙ୍କ ନିକଟରେ ହୋଇଥାଏ ଚକୋଲେଟ ଭୋଗ

ମନ୍ଦିରରେ ସାଧାରଣତଃ ଭୋଗ ଭାବେ ନଡ଼ିଆ, କଦଳୀ, ମିଠା , ଲଡ଼ୁ , ମିଶ୍ରି, ସୁଜି ହାଲୱା ଆଦି ଭୋଗ ହୋଇଥାଏ। ମାତ୍ର ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଭୋଗ କରିବା ପାଇଁ ଚକୋଲେଟର ବ୍ୟବହାର କରାଯାଏ ଓ ଭୋଗ କରିବା ପରେ…
Read More...

ହେଡ଼ଫୋନର ଅଧିକ ବ୍ୟବହାର କରୁଛନ୍ତି କି ? ଏହା ଆପଣଙ୍କ ପାଇଁ କ୍ଷତିକାରକ

ବର୍ତ୍ତମାନର ସମୟରେ ସଭିଏଁ ସ୍ମାର୍ଟ ଫୋନର ବ୍ୟବହାର କରିଥାଆନ୍ତି। ବହୁ ଲୋକଙ୍କ ଅଧିକାଂଶ ସମୟ ଫୋନରେ ସାଥିରେ ହିଁ ଅତିବାହିତ ହୋଇଥାଏ। ଫୋନ ସହ ଆମେ ହେଡ଼ଫୋନର ମଧ୍ୟ ବ୍ୟବହାର କରିଥାଉ। ଯୁବପିଢୀ ଅଧିକାଂଶ ହେଡ଼ଫୋନର…
Read More...